ବିଜେଡି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

Поделиться
HTML-код
  • Опубликовано: 8 фев 2025
  • ଚୌଦ୍ଵାର କଟକ ବିଜେଡି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି
    ଚୌଦ୍ଵାର କଟକ ବିଜେଡି ର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ଵରେ ସମସ୍ତ କର୍ମକର୍ତା ଏକତ୍ରିତ ହୋଇ କଟକ ମାଟିର ମୌଡମଣି ତଥା ଭାରତ ବର୍ଷର ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜନ୍ମଜୟନ୍ତୀ ଅବସରରେ କଲେଜ ଛକ ସ୍ଥିତ ସୁବାଷ ବୋଷଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ।

Комментарии •