Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
କି ସୁନ୍ଦର ଆଲୋଚନାର ନିର୍ୟାସ! ଜୀଵିତ ଅଵସ୍ଥାରେ ଶ୍ରଦ୍ଧାଯୁକ୍ତ ହୋଇ କର୍ମ କରିଵା ହିଁ ଶ୍ରାଦ୍ଧ...💐💐💐
ତାହେଲେ ଆପଣ ବାପା ଙ୍କୁ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବେ କି?
@@pintupati8786 ନିଶ୍ଚିତ ପ୍ରତିଦିନ ଶ୍ରାଦ୍ଧ ଜ୍ଞାପନ ହେଉଛି... ତର୍ପଣ ପାଇଁ ଵି ଚେଷ୍ଟା କରୁଛୁ।
ବୀରେନ୍ଦ୍ର ଗୁରୁଜୀ ନମସ୍ତେ ଆପଣଙ୍କ ଯୁକ୍ତି ସମ୍ପୂର୍ଣ ରୂପରେ ସତ୍ୟ!🙏🙏😘
😁😁😁😁😁😁😁😁😁😁😁😁😁👌
Birendra Guruji 100% Right Katha kahile କିଏ ମାନୁ ବା ନମାନୁ ଜୀବିତ ଥିବା ବେଳେ ଦବା ଦରକାରମଲା ପରେ କିଏ ଖାଏ
ବିରେନ୍ଦ୍ର ପଣ୍ଡା ମହାଶୟ ଙ୍କ ତର୍କ ଏବଂ ପ୍ରମାଣ ହିଁ ଉତ୍କୃଷ୍ଟ।🙏🙏🙏
ବଢିଆ କଥାକୁ କାଟିଦେଇଛନ୍ତି ଅଳ୍ପ ଟିକିଏ... ସୁନ୍ଦର ଉପସ୍ଥାପନ କଲେ ପଣ୍ଡିତ ଜୀ
ମୃତ୍ୟୁ ପରେ ଶ୍ରାଦ୍ଧ ଦେବା ମୂଲ୍ୟହୀନ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବା ଶ୍ରେୟସକର ।
na bhogiba jama dandadekha ntu
Apa na galata bola. Sachi bota galata 😁🙏
ବୀରେନ୍ଦ୍ର ପଣ୍ଡା ଗୁରୁଜୀ ଙ୍କୁ ଶତକୋଟି ପ୍ରଣାମ.
ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ସେ ହିଁ ଶତପ୍ରତିଶତ ଠିକ୍ କଥା ରଖିଛନ୍ତି। ଶ୍ରୀ ଜଗନ୍ନାଥ ତାଙ୍କୁ ନିରୋଗ ଓ ଦୀର୍ଘଜୀବନ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।
Right 👍
ବିରେନ୍ଦ୍ର sir ଙ୍କ କଥା ଯୁକ୍ତିଯୁକ୍ତ ଅଟେ । ଅନ୍ୟମାନଙ୍କ ଉକ୍ତି ସବୁ ଭିତିହୀନ ଅଟେ ।
Birendra sir is great. Salute to him from the bottom of my heart🙏
😁😁😁😁😁😁😁😁😁😁😁😁😁🙏
ଶ୍ରୀ ବିରେନ୍ଦ୍ର ପଣ୍ଡାଙ୍କ ଅତି ସୁନ୍ଦର ଭାବରେ ସନାତନ ସଂସ୍କୃତିର ଲଜିକ୍ ତର୍କ
କୋଟି କୋଟି ପ୍ରଣାମ ବୀରେନ୍ଦ୍ର ଗୁରୁଜୀଙ୍କୁ 🙏🙏! ଗୁରୁଜୀ ଯେତେ ଯାହା କହୁଛନ୍ତି ତାହା ସମ୍ପୂର୍ଣ ନିରାଟ ସତ୍ୟ ଅଟେ ଓ ସମ୍ପୂର୍ଣ ବାସ୍ତବ ଅଟେ! ଧନ୍ୟବାଦ 🙏🙏
15 ମିନିଟ ପର୍ଯ୍ୟନ୍ତ କି ସୁନ୍ଦର ମତ ଉପସ୍ଥାପନ କରିଛନ୍ତି ଵୀରେନ୍ଦ୍ର ପଣ୍ଡା ମହୋଦୟ...ଅନନ୍ୟ...💐💐💐
,.
ମୃତ୍ୟୁ ପରେ ଜୀବର ଆତ୍ମା ଅନ୍ୟ ଶରୀର ଧାରଣ କରେ ଏହା ଆମ ବିଶ୍ବାସ ର କଥା । କିନ୍ତୁ କେତେ ଦିନ ପରେ ଓ ଓ କେଉଁ ଶରୀର ଧାରଣ କରେ ତାହା ଜାଣିବା ଆମ ଶକ୍ତି ର ବାହାରେ । ତେଣୁ ମୃତ୍ୟୁପରେ ଶ୍ରାଦ୍ଧ ଦିବସ ପାଳନ କରି ମୃତକ ର ସ୍ମୃତି ଚାରଣ କରାଯାଏ । କିନ୍ତୁ ବିରେନ୍ଦ୍ର ସାର୍ ଯାହା କହିଛନ୍ତି ଯେ ଜୀବିତାବସ୍ଥା ରେ ପିତା ମାତା ଙ୍କୁ ଶ୍ରଦ୍ଧା ର ସହ ଯାହା ଦିଆଯାଏ ତାହା ହିଁ ଶ୍ରାଦ୍ଧ ।🙏
ବିରେନ୍ଦ୍ର ସାର ଯାହା କହିଛନ୍ତି ସମ୍ପୂର୍ଣ ଠିକ୍
ପଣ୍ଡିତ ବୀରେନ୍ଦ୍ର ମହାଶୟ ଉଚିତ୍ ବ୍ୟକ୍ଷା କରୁଛନ୍ତି ଧନ୍ୟବାଦ୍
ଠିକ୍ କହୁଛନ୍ତି ଆପଣ
Gandhijee kahithile eeswar abishwasee nastika nuhen paralokare yie abishwas kare se prakrutare nastika
ବହୁତ୍ ସୁନ୍ଦର୍ କଥାଟି ଏ ସେ ଶ ରେ ମତେ ମିଳୀଲା ମୁଁ ଏଇ ଶ୍ରାଦ୍ଧ କଥା ସୁଣୀ ମତେ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ଆପଣ ମାନଙ୍କ ର ଜଗନ୍ନାଥ ମଙ୍ଗଳ କରନ୍ତୁ
ସମସ୍ତେ ଜାଣି ରଖିବା ଉଚିତ୍,ଯେ ବଞ୍ଚିଥିବା ବେଳେ ବାପା ମା ଙ୍କର ସେବା କରିବା,ଆଉ ମୃତ୍ୟୁ ପରେ ଶ୍ରାଦ୍ଧ କରିବା
nirata satya
Really true
ଧନ୍ୟବାଦ୍
ପୁଣି ଥରେ ଏଇ ମାନଙ୍କୁ ଡାକନ୍ତୁ 🙏🙏🙏🙏
Birendra sir 100 pratishata thik kahuchhanti . Sir nku pranam karuchhi . Jay jagannatha .
Beautiful sir
ଜୀବିତ ଅବସ୍ଥାରେ ଶ୍ରଦ୍ଧା କର କିନ୍ତୁ ମୃତ୍ୟୁ ପରେ ଶ୍ରାଦ୍ଧ କର ଶ୍ରଦ୍ଧାର ସହିତ। ଏହାହିଁ ପ୍ରକୃତ କର୍ତ୍ତବ୍ୟ ସନ୍ତାନ ସନ୍ତତି ମାନଙ୍କର।
ଧନ୍ୟବାଦ ପ୍ରାର୍ଥନା ଚ୍ୟାନେଲ...
ଏହି ଆଲୋଚନା ଶୁଣିବା ପରେ ମୋ ମନରେ ଏକ ପ୍ରଶ୍ନ ଆସୁଛି ଯେ,ପିତା,ମାତା ଙ୍କ ମୃତ୍ୟୁ ପରେ ଯେଉଁ ସ୍ରାଧ ଦିଆ ଯାଉଛି,ଏହା କେବଳ ଭାରତୀୟ ମାନଙ୍କ ମଧ୍ୟ ରେ ପ୍ରଚଳିତ ନା ବିଶ୍ୱ ବାସି ମାନଙ୍କ ମଧ୍ୟରେ ପ୍ରଚଳିତ? କାରଣ ଜନ୍ମ,ମୃତ୍ୟୁ ର ଲୀଳା ପୁରା ବିଶ୍ୱ ରେ ଚାଲିଛି।
🌹🙏 ସବୁ ଧର୍ମ ରେ କିଛିବି ନାହିଁ, ଜୀବିତଅବସ୍ଥାରେ ପିତା ମାତାଙ୍କ ସେବା ଶ୍ରେଷ୍ଠ. ଅନ୍ୟସବୁର ମାନେ କିଛିବି ନାହିଁ. ଆଉ ଯାହା କଲେ ବିମୃତୁ ପରେ ଲୋକ ଦେଖାଣିଆ
Apa na bhulu kahila 🙏
ଆପଣଙ୍କ ର ଚେନାଲ୍ କୁ ମୁଁ ନିବେଦନ କରୁଛି🙏 ସ୍ବାମୀ ସୁଧାନନ୍ଦ୍ ସରସ୍ୱତୀ ଜି ଙ୍କୁ ଡାକନ୍ତୁ
Thik kahichanti swami sudhananda saraswati ଗୁରୁ nku dakiba darakara
beda re sardha nai.
ସମସ୍ତଙ୍କୁ ପ୍ରଣାମ ।ଯେଉଁଠି ଗୁରୁଜନଙ୍କ ଗୁଣ ଖରାପ ,ମନେ ପକାଇବାର ଆବଶ୍ୟକତା ନାହିଁ,ସେଠି ଶ୍ରାଦ୍ଧ ନିରର୍ଥକ ।ବୀରେନ୍ଦ୍ର ପଣ୍ଡା ମଉସାଙ୍କୁ ପ୍ରଣାମ । ଯଥାଯଥ ଉତ୍ତର ପ୍ରଦାନ କରିଛନ୍ତି ।ଅଶେଷ ଧନ୍ୟବାଦ ।
ବିରେନ୍ଦ୍ର ସାର୍ ନିଜର ମନ୍ତବ୍ୟ କୁ ସଠିକ୍ ଏବଂ ନିର୍ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି ।
ବହୁତ ଶିକ୍ଷଣୀୟ ଆଲୋଚନା
ପିତାଧର୍ମ ପିତାସ୍ବର୍ଗ .ପିତା ହି ପରମ ତପ. Thank you.
Pandit Birendra Kumar Panda justified logically,he is 100% correct.Pranams to him.
🙏🌹 ମତାମତ. ବୀରେନ୍ଦ୍ର sir correct,Right. Thanks
ବିରେନ୍ଦ୍ର ସାର ବହୁତ ସୁନ୍ଦର ଭାବରେ କହୁଛନ୍ତି
Swami sudhananda Saraswati nku dakantu
Pandit Birendra Kumar panda is 100/- correct. Namaste.
'ଶ୍ରଦ୍ଧା' ଓ 'ଶ୍ରାଦ୍ଧ' ଦୁଇଟି ଶବ୍ଦ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ରହିଛି...ଯାହା ଜୀବିତ ଓ ମୃତ୍ୟୁ ସହିତ ଜଡିତ ଅଟେ...
Thik kahichhanti apa
Good isv
ବଢିଆ ବଢିଆ ଆଲୋଚନା 🙏🙏🙏🙏🙏🙏🙏🙏
Only birendra sir,❤
Birendra Guruji is 100% right 👍🙏
Very good video. Beautiful description about Sradha O pinda dana, mrutyu pare ba purbaru.
ବଞ୍ଚିବା ବେଳେ ଶ୍ରଦ୍ଧା କର ବାପା ମା କୁ ମଲା ପରେ ଶ୍ରାଦ୍ଧ କର ।
🙏🙏🌹ଜୟ ଜଗନ୍ନାଥ
Om Shri Guru 🙏
ପଣ୍ଡିତ ବୀରେନ୍ଦ୍ର ମହାଶୟଙ୍କ ବ୍ୟାଖ୍ୟା ଖୁବ୍ ସୁନ୍ଦର
ଡାଵା ମାରିଲେ ତ୍ରିପାଠୀ ମହାଶୟ, ତର୍କୋ ଅପ୍ରତିଷ୍ଠୋ...
Birendra sir you are right, i am agree to your opinion
Panda sir is excellent.Others are doing randomly..
ବିରେନ୍ଦ୍ର କୁମାର ପଣ୍ଡା ସାର୍ ଆପଣଙ୍କୁ ଅଭିନନ୍ଦନ
ସମସ୍ତ ପଣ୍ଡିତ କୁ ମୋର କୋଟି କୋଟି ନମସ୍କାର 🙏🙏🙏 ବହୁତ ସୁନ୍ଦର ବାଖା କରିଲେ🙏🙏🙏
ମୁଁ ବୀରେନ୍ଦ୍ର ଗୁରୁଜୀ ଙ୍କ କଥା ରେ ହିଁ ଏକ ମତ, ପ୍ରଣlମ୍ ଗୁରୁଜୀ 🙏
ବୀରେନ୍ଦ୍ର ସାର ଆପଣ ଯେତେ ବୁଝାଇ ଲେ ବି ଏ ମାନେ କିଛି ବୁଝି ବେ ନାହିଁ କାରଣ ଏମାନେ ଗୋଟେ ଗୋଟେ ଅନ୍ଧଭକ୍ତ ଏମାନେ ରଙ୍ଗ ନମ୍ବର ରଖିଛନ୍ତି
ବିରେନ୍ଦ୍ର sir ବହୁତ୍ ବଢିଆ କଥା କହିଲେ
ସତ୍ୟ ଜ୍ଞାନର ଜୟ ହେଉ । ଧର୍ମ ହେଉଛି ଆତ୍ମା ପରମାତ୍ମା ଙ୍କ ସହିତ ମିଶିବା ପାଇଁ କଥାଦେଇ ଆସିଥାଏ | ଏହି ଧର୍ମ ଇନ୍ଦ୍ରିୟ ଭୋଗରେ ଭୂଲି ଯାଉଛେ । ଗୋଟିଏ ସମ୍ବାଦ ଦେଖିଥିଲି ମା ପକ୍ଷାଘାତରେ ପିଡିତ ହୋଇ ଘରେ ଝାଡ଼ା, ପରିସ୍ରା ରେ ଘାଣ୍ଟି ହେଉଛି କିନ୍ତୁ ଦୁଇ ପୁଅ ବହୁ ଘରକୁ ଆସୁନାହାନ୍ତି | ଗାଁ ଲୋକେ ଓ ସାଇ ପଡ଼ିଶା ଲୋକେ ତାଙ୍କର ଦେଖା ଚାହାଁ କରୁଛନ୍ତି । ଗାଁଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଇଠି ପଣ୍ଡିତ ଗଣ କୁହନ୍ତୁ ପୁଅ ବହୁ ଚାହିଁ ଛନ୍ତି ମା ମରିଲେ ଆସି ବେ ଓ ଶ୍ରାଦ୍ଧ କରି ବ୍ରାହ୍ମଣ ଭୋଜନ ଓ ଗାଁ ଲୋକଙ୍କୁ ଖୁଆଇ ଦେଲେ ମାର ଆତ୍ମା ମୁକ୍ତି ହେଇ ଯିବ ଏହା ଆମ ଧର୍ମ । ଧନ୍ୟ ଧର୍ମ 😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏
ସମସ୍ତ ଜ୍ଞାନୀ ବ୍ୟକ୍ତି ଠିକ.. ସମସ୍ତ ଙ୍କ କଥା 90% ସମାନ ଟିକେ ଟିକେ ବୁଝିବା ଭିତରେ ଫରକ 🙏🙏🙏
ବୀରେନ୍ଦ୍ର ମହାଶୟଙ୍କର ମତ ହିଁ ଗ୍ରହଣୀୟ ।
ସ୍ଵାମୀ ସୁଧାନନ୍ଦ ଏ ସମ୍ପର୍କରେ ସମୁଚିତ ଉଦାହରଣ ସହ ଵ୍ୟାଖ୍ୟାନ ପ୍ରଦାନ କରିପାରିବେ
sudha nanda gurujisardha ku mana karichanti.
@@ranjitapattnaik8950 ମାନେ!
ବହୁତ ସୁନ୍ଦର କଥା ଆଲୋଚନା
ବିରେନ୍ଦ୍ର sir nku କୋଟି କୋଟି ପ୍ରଣାମ
Birendra.sirpranam
Great presentation
Very good joyguru
ଏକାଦଶାହ ଅଧରାତେଣ ପ୍ରେତ ଜାନ୍ତି ଜମା ଳୟା
ଯୁଗେ ଯୁଗେ ଧାର୍ମିକ ମୌଲବାଦୀ ମାନଙ୍କ ଶାସନ ଚାଲିଛି
ଗୁରୁଜୀ ବୀରେନ୍ଦ୍ର ପଣ୍ଡା 🙏 ଙ୍କ କଥା ନିରାଟ ସତ୍ୟଏବଂ ଇଶ୍ୱର ତୁଲ୍ୟ ବଚନ...
Birendra sir is correct. We are neglected to our parents in live,but after death every things is value less.plj do more careful to our parents in hs lives, not after. Correct I Birendra sir is 100% correct namaste 🙏
❤ପଣ୍ତିତ ବୀରେନ୍ଦ୍ର ପଣ୍ଡା ମହୋଦୟଙ୍କ କଥାଟି ମୋର ମନକୁ ପାଇଲା
ବଞ୍ଚିଥିବା ଅବସ୍ଥାରେ ଶ୍ରଦ୍ଧା କରାଯାଏ ।ଶରୀର ତ୍ୟାଗ ପରେ ଶ୍ରାଦ୍ଧ ଦିଆ ଯାଏ । ପୃଥିବୀରେ ୪ ପ୍ରକାର ମଣିଷ ଆସନ୍ତି । କେଉଁଠାରୁ କେଉଁମାନେ ଆସିଥାନ୍ତି ?
ଏ ହେଉଛି ଗୋଟେ ଗୋଟେ ଷଡ଼ଯନ୍ତ୍ର ଲୋକଙ୍କୁ ଭଣ୍ଡେଇ ଖାଇବା ଏବଂ ସମାଜରେ ବିଭ୍ରାନ୍ତ କରି ଅଲଗ ଅଲଗା କରି ବିଭିନ୍ନ ଧର୍ମ ତିଆରି କରିବା ଏଭଳି ଲୋକ ର ବିଚାର
ପୁରା ଠିକ୍ କଥା, ଅନ୍ଧ ବିଶ୍ବାସ, ଗିୟାନର ଦୁରତା ରୁ
Biren sir is really right . I congratulate him .
Birendra sir is the great. Salute to him from bottom of heart🙏
I do admit the words of Birendra Sir as the true definition of shradha.
ଜୀବିତ ରେ ଶ୍ରଦ୍ଧା ଯୁକ୍ତ ସେବା କରିବା ଶ୍ରାଦ୍ଧ mruture ସ୍ମୃତି ଚାରଣ ସଠିକ ବ୍ୟବସ୍ତା ଏ କଥା ସମସ୍ତେ ଗ୍ରହଣ କରିବା ଉଚିତ ନମସ୍ତେ ବୈଦିକ ଗୁରୁ ମହୋଦୟ
ମୁଁ ମୋର ବହୁତ ଦିନର ପ୍ରଶ୍ନ ର ଉତ୍ତର ଆଜି ଏହି video ମାଧ୍ୟମରେ ପାଇଗଲି 🙏🙏🙏
ଜୀବଦଶା ରେ ଶ୍ରାଦ୍ଧ ଅତି ଅକ୍ଷମଣୀୟ । ଦୟା କରି ପ୍ରସଙ୍ଗ ଠିକ ରଖନ୍ତୁ ।
ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ସହିତ ଆଲୋଚନା କରାଯାଉ। ଅବିଦ୍ଯାର ଦୂର ହେବା ନିହାତି ଆବଶ୍ୟକ ।
ଠିକ୍
ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ବୃନ୍ଦଙ୍କୁ ମୋର ପ୍ରଣାମ
oti sundar sir
Pandit Birendra Kumar Panda is telling right with proper logic.. talented peson
ବିରେନ୍ଦ୍ର ଆଜ୍ଞା ଠିକ୍ କହୁଛନ୍ତି
🙏, ବୀରେନ୍ଦ୍ର ସାର ଯାହା କହିଲେ ତାହା ବାସ୍ତବ ସତ୍ୟ ଅଟେ! କିନ୍ତୁ ଅନ୍ୟମାନେ ଯାହା କହୁଛନ୍ତି ସେ ସବୁ ପାଖଣ୍ଡାମୀ ଓ ଵେବସାୟୀକରଣ କଥା ଅଟେ! ତେଣୁ କେବଳ ବୀରେନ୍ଦ୍ର ସାର ହିଁ ସମ୍ପୂର୍ଣ ବାସ୍ତବ କଥା କୁହନ୍ତି ଆଜ୍ଞା! ଧନ୍ୟବାଦ 🙏
Sata kahila kharapa 🙏🙏🙏🙏🙏🙏🙏🙏🙏
💯🙏🙏🙏🙏🙏
Thank you bhai
@@bishnupriyasahu1427gà
😅ķb
ପିତା ମାତାଙ୍କ ଜୀବିତ ଅବସ୍ଥାରେ ଶ୍ରଦ୍ଧା ରେ ସେବା କରିବା ଏବଂ ମ୍ରୁତ୍ୟୁ ପରେ ମଧ୍ୟ ପୁର୍ବ ପୁରୁଷ ଙ୍କୁ ଶ୍ରଦ୍ଧା ରେ ପିଣ୍ଡଦାନ କରିବା ମଧ୍ୟ ଶ୍ରାଦ୍ଧ ଦେବା ଆବଶ୍ୟକ, ପଣ୍ଡିତ ମଣ୍ଡଳୀ ଙ୍କୁ ଅନୁରୋଧ ପରମ୍ପରା ଧର୍ମ କୁ ପଥ ଭ୍ରଷ୍ଟ କରନ୍ତୁ ନାହିଁ
sardha na kale pitru mane asntusta hebe.atama bhat ki ba
Explanation of Birendra Sir is very very logical. His advice is justified.
ଧୃବସାର ଯାହାକହିଲେ ସତ୍ୟ ,ଆଉ ୩ଜଣ ଯାହା କହିଲେ ମିଛ କଥା,
ବହୁତ ସୁନ୍ଦର ପ୍ରସ୍ତୁତ
Congratulations to Prarthana chanei for this great full debate.
ଜୀବିତ ଅବସ୍ଥାରେ ଶ୍ରଦ୍ଧା କୁ ସେମାନଙ୍କ ଅ ବର୍ତ୍ତମାନର ଶ୍ରାଦ୍ଧ ରେ ପରିଣତ କର।
ଶ୍ରାଦ୍ଧ କରିବା ଦ୍ଵାରା ପିତୃ ପୁରୁଷ ମାନେ ପାଇଥାନ୍ତି , ବିଭିନ୍ନ ଉପାୟରେ । ଖାଦ୍ୟ ହିସାବ୍ ରେ ହଉ କି ଜୀବିକା ହିସାବ୍ ରେ
ଏ କଳିଯୁଗ ଚେନାଲରେ କେବଳ ଅହଂକାର ପ୍ରଦର୍ଶନ କରାଯାଉଚି କେବଳ ନିଜକୁ ଶ୍ରେଷ୍ଠ ବନେଇବା ପାଇଁ
Very nice topicReally great job
Thank you all birendra pandanku subithira dakantu
Good
ଶ୍ରଦ୍ଧା ରୁ ଶ୍ରାଦ୍ଧ ପାଳିତ ।ଶ୍ରଦ୍ଧା ଯା ନାହିଁ ହୃଦଗତେ ତା ଦ୍ରବ୍ଯ ଛୁଇବା କ୍କେମନ୍ତେ ।
ମହାଶୟ ଵୁଦ୍ଧିଯୁକ୍ତ ହେଵା ଆଵଶ୍ୟକ!
Birendra sir, welcome to ur openion really correct.I accept ur express.
ମୁଂକ କରୋତି ବାଚାଳମ. ଅନୁଭବ ହୀନ ବ୍ୟକ୍ତବ୍ୟ ଦୁଃଖ ଦାୟକ 😭😭😭😭😭
ସୀତା ରାମ
Namaste Birendra sir. You are really practical and having scientific knowledge.
Bahut sundar birendra panda
Dhanyabad.sir
Pandita Birendra nku pranam
ମହାଜନ ଯେନ ଗତ ସ ପନ୍ଥା.
ସମସ୍ତେ ଯେମିତି ପଣ୍ଡିତ ଭଳି କହୁଛନ୍ତି । ଯେମିତି ବିଧାନ ଗୁଡ଼ିକ ଏଇମାନେ ହିଁ ଲେଖିଥିଲେ । କାହାରି କଥା ସହିତ କାହାରି କଥା ମିଶୁ ନାହିଁ । ବିନା ତର୍କ ଓ ବିଜ୍ଞାନ ରେ ବିଧାନ ତିଆରି କରି ନାହାନ୍ତି ଆମର ଆର୍ଯ୍ୟ ଋଷିଗଣ । ଜଗନ୍ନାଥ ଙ୍କୁ ଖୁବ୍ ଭଲ ପାଏ, ଅଥଚ ସିଏ କ'ଣ ଖାଆନ୍ତି, ତା ଖାଏନା, କେବଳ ଭାଷଣ ଭାଷଣ ।
କି ସୁନ୍ଦର ଆଲୋଚନାର ନିର୍ୟାସ! ଜୀଵିତ ଅଵସ୍ଥାରେ ଶ୍ରଦ୍ଧାଯୁକ୍ତ ହୋଇ କର୍ମ କରିଵା ହିଁ ଶ୍ରାଦ୍ଧ...💐💐💐
ତାହେଲେ ଆପଣ ବାପା ଙ୍କୁ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବେ କି?
@@pintupati8786 ନିଶ୍ଚିତ ପ୍ରତିଦିନ ଶ୍ରାଦ୍ଧ ଜ୍ଞାପନ ହେଉଛି... ତର୍ପଣ ପାଇଁ ଵି ଚେଷ୍ଟା କରୁଛୁ।
ବୀରେନ୍ଦ୍ର ଗୁରୁଜୀ ନମସ୍ତେ ଆପଣଙ୍କ ଯୁକ୍ତି ସମ୍ପୂର୍ଣ ରୂପରେ ସତ୍ୟ!🙏🙏😘
😁😁😁😁😁😁😁😁😁😁😁😁😁👌
Birendra Guruji 100% Right Katha kahile
କିଏ ମାନୁ ବା ନମାନୁ ଜୀବିତ ଥିବା ବେଳେ ଦବା ଦରକାର
ମଲା ପରେ କିଏ ଖାଏ
ବିରେନ୍ଦ୍ର ପଣ୍ଡା ମହାଶୟ ଙ୍କ ତର୍କ ଏବଂ ପ୍ରମାଣ ହିଁ ଉତ୍କୃଷ୍ଟ।
🙏🙏🙏
ବଢିଆ କଥାକୁ କାଟିଦେଇଛନ୍ତି ଅଳ୍ପ ଟିକିଏ... ସୁନ୍ଦର ଉପସ୍ଥାପନ କଲେ ପଣ୍ଡିତ ଜୀ
ମୃତ୍ୟୁ ପରେ ଶ୍ରାଦ୍ଧ ଦେବା ମୂଲ୍ୟହୀନ ଜୀବିତ ଅବସ୍ଥା ରେ ଶ୍ରାଦ୍ଧ ଦେବା ଶ୍ରେୟସକର ।
na bhogiba jama danda
dekha ntu
Apa na galata bola. Sachi bota galata 😁🙏
ବୀରେନ୍ଦ୍ର ପଣ୍ଡା ଗୁରୁଜୀ ଙ୍କୁ ଶତକୋଟି ପ୍ରଣାମ.
ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ସେ ହିଁ ଶତପ୍ରତିଶତ ଠିକ୍ କଥା ରଖିଛନ୍ତି। ଶ୍ରୀ ଜଗନ୍ନାଥ ତାଙ୍କୁ ନିରୋଗ ଓ ଦୀର୍ଘଜୀବନ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।
Right 👍
ବିରେନ୍ଦ୍ର sir ଙ୍କ କଥା ଯୁକ୍ତିଯୁକ୍ତ ଅଟେ । ଅନ୍ୟମାନଙ୍କ ଉକ୍ତି ସବୁ ଭିତିହୀନ ଅଟେ ।
Birendra sir is great. Salute to him from the bottom of my heart🙏
😁😁😁😁😁😁😁😁😁😁😁😁😁🙏
ଶ୍ରୀ ବିରେନ୍ଦ୍ର ପଣ୍ଡାଙ୍କ ଅତି ସୁନ୍ଦର ଭାବରେ ସନାତନ ସଂସ୍କୃତିର ଲଜିକ୍ ତର୍କ
କୋଟି କୋଟି ପ୍ରଣାମ ବୀରେନ୍ଦ୍ର ଗୁରୁଜୀଙ୍କୁ 🙏🙏! ଗୁରୁଜୀ ଯେତେ ଯାହା କହୁଛନ୍ତି ତାହା ସମ୍ପୂର୍ଣ ନିରାଟ ସତ୍ୟ ଅଟେ ଓ ସମ୍ପୂର୍ଣ ବାସ୍ତବ ଅଟେ! ଧନ୍ୟବାଦ 🙏🙏
15 ମିନିଟ ପର୍ଯ୍ୟନ୍ତ କି ସୁନ୍ଦର ମତ ଉପସ୍ଥାପନ କରିଛନ୍ତି ଵୀରେନ୍ଦ୍ର ପଣ୍ଡା ମହୋଦୟ...ଅନନ୍ୟ...💐💐💐
,.
ମୃତ୍ୟୁ ପରେ ଜୀବର ଆତ୍ମା ଅନ୍ୟ ଶରୀର ଧାରଣ କରେ ଏହା ଆମ ବିଶ୍ବାସ ର କଥା । କିନ୍ତୁ କେତେ ଦିନ ପରେ ଓ ଓ କେଉଁ ଶରୀର ଧାରଣ କରେ ତାହା ଜାଣିବା ଆମ ଶକ୍ତି ର ବାହାରେ । ତେଣୁ ମୃତ୍ୟୁପରେ ଶ୍ରାଦ୍ଧ ଦିବସ ପାଳନ କରି ମୃତକ ର ସ୍ମୃତି ଚାରଣ କରାଯାଏ । କିନ୍ତୁ ବିରେନ୍ଦ୍ର ସାର୍ ଯାହା କହିଛନ୍ତି ଯେ ଜୀବିତାବସ୍ଥା ରେ ପିତା ମାତା ଙ୍କୁ ଶ୍ରଦ୍ଧା ର ସହ ଯାହା ଦିଆଯାଏ ତାହା ହିଁ ଶ୍ରାଦ୍ଧ ।🙏
ବିରେନ୍ଦ୍ର ସାର ଯାହା କହିଛନ୍ତି ସମ୍ପୂର୍ଣ ଠିକ୍
ପଣ୍ଡିତ ବୀରେନ୍ଦ୍ର ମହାଶୟ ଉଚିତ୍ ବ୍ୟକ୍ଷା କରୁଛନ୍ତି ଧନ୍ୟବାଦ୍
ଠିକ୍ କହୁଛନ୍ତି ଆପଣ
Gandhijee kahithile eeswar abishwasee nastika nuhen paralokare yie abishwas kare se prakrutare nastika
ବହୁତ୍ ସୁନ୍ଦର୍ କଥାଟି ଏ ସେ ଶ ରେ ମତେ ମିଳୀଲା ମୁଁ ଏଇ ଶ୍ରାଦ୍ଧ କଥା ସୁଣୀ ମତେ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ ଆପଣ ମାନଙ୍କ ର ଜଗନ୍ନାଥ ମଙ୍ଗଳ କରନ୍ତୁ
ସମସ୍ତେ ଜାଣି ରଖିବା ଉଚିତ୍,ଯେ ବଞ୍ଚିଥିବା ବେଳେ ବାପା ମା ଙ୍କର ସେବା କରିବା,ଆଉ ମୃତ୍ୟୁ ପରେ ଶ୍ରାଦ୍ଧ କରିବା
nirata satya
Really true
ଧନ୍ୟବାଦ୍
ପୁଣି ଥରେ ଏଇ ମାନଙ୍କୁ ଡାକନ୍ତୁ 🙏🙏🙏🙏
Birendra sir 100 pratishata thik kahuchhanti . Sir nku pranam karuchhi . Jay jagannatha .
Beautiful sir
ଜୀବିତ ଅବସ୍ଥାରେ ଶ୍ରଦ୍ଧା କର କିନ୍ତୁ ମୃତ୍ୟୁ ପରେ ଶ୍ରାଦ୍ଧ କର ଶ୍ରଦ୍ଧାର ସହିତ। ଏହାହିଁ ପ୍ରକୃତ କର୍ତ୍ତବ୍ୟ ସନ୍ତାନ ସନ୍ତତି ମାନଙ୍କର।
ଧନ୍ୟବାଦ ପ୍ରାର୍ଥନା ଚ୍ୟାନେଲ...
ଏହି ଆଲୋଚନା ଶୁଣିବା ପରେ ମୋ ମନରେ ଏକ ପ୍ରଶ୍ନ ଆସୁଛି ଯେ,ପିତା,ମାତା ଙ୍କ ମୃତ୍ୟୁ ପରେ ଯେଉଁ ସ୍ରାଧ ଦିଆ ଯାଉଛି,ଏହା କେବଳ ଭାରତୀୟ ମାନଙ୍କ ମଧ୍ୟ ରେ ପ୍ରଚଳିତ ନା ବିଶ୍ୱ ବାସି ମାନଙ୍କ ମଧ୍ୟରେ ପ୍ରଚଳିତ? କାରଣ ଜନ୍ମ,ମୃତ୍ୟୁ ର ଲୀଳା ପୁରା ବିଶ୍ୱ ରେ ଚାଲିଛି।
🌹🙏 ସବୁ ଧର୍ମ ରେ କିଛିବି ନାହିଁ, ଜୀବିତ
ଅବସ୍ଥାରେ ପିତା ମାତାଙ୍କ ସେବା ଶ୍ରେଷ୍ଠ. ଅନ୍ୟ
ସବୁର ମାନେ କିଛିବି ନାହିଁ. ଆଉ ଯାହା କଲେ ବି
ମୃତୁ ପରେ ଲୋକ ଦେଖାଣିଆ
Apa na bhulu kahila 🙏
ଆପଣଙ୍କ ର ଚେନାଲ୍ କୁ ମୁଁ ନିବେଦନ କରୁଛି🙏 ସ୍ବାମୀ ସୁଧାନନ୍ଦ୍ ସରସ୍ୱତୀ ଜି ଙ୍କୁ ଡାକନ୍ତୁ
Thik kahichanti swami sudhananda saraswati ଗୁରୁ nku dakiba darakara
beda re sardha nai.
ସମସ୍ତଙ୍କୁ ପ୍ରଣାମ ।ଯେଉଁଠି ଗୁରୁଜନଙ୍କ ଗୁଣ ଖରାପ ,ମନେ ପକାଇବାର ଆବଶ୍ୟକତା ନାହିଁ,ସେଠି ଶ୍ରାଦ୍ଧ ନିରର୍ଥକ ।ବୀରେନ୍ଦ୍ର ପଣ୍ଡା ମଉସାଙ୍କୁ ପ୍ରଣାମ । ଯଥାଯଥ ଉତ୍ତର ପ୍ରଦାନ କରିଛନ୍ତି ।ଅଶେଷ ଧନ୍ୟବାଦ ।
ବିରେନ୍ଦ୍ର ସାର୍ ନିଜର ମନ୍ତବ୍ୟ କୁ ସଠିକ୍ ଏବଂ ନିର୍ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି ।
ବହୁତ ଶିକ୍ଷଣୀୟ ଆଲୋଚନା
ପିତାଧର୍ମ ପିତାସ୍ବର୍ଗ .ପିତା ହି ପରମ ତପ. Thank you.
Pandit Birendra Kumar Panda justified logically,he is 100% correct.Pranams to him.
🙏🌹 ମତାମତ. ବୀରେନ୍ଦ୍ର sir correct,
Right. Thanks
ବିରେନ୍ଦ୍ର ସାର ବହୁତ ସୁନ୍ଦର ଭାବରେ କହୁଛନ୍ତି
Swami sudhananda Saraswati nku dakantu
Pandit Birendra Kumar panda is 100/- correct. Namaste.
'ଶ୍ରଦ୍ଧା' ଓ 'ଶ୍ରାଦ୍ଧ' ଦୁଇଟି ଶବ୍ଦ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ରହିଛି...
ଯାହା ଜୀବିତ ଓ ମୃତ୍ୟୁ ସହିତ ଜଡିତ ଅଟେ...
Thik kahichhanti apa
Good isv
ବଢିଆ ବଢିଆ ଆଲୋଚନା 🙏🙏🙏🙏🙏🙏🙏🙏
Only birendra sir,❤
Birendra Guruji is 100% right 👍🙏
Very good video. Beautiful description about Sradha O pinda dana, mrutyu pare ba purbaru.
ବଞ୍ଚିବା ବେଳେ ଶ୍ରଦ୍ଧା କର ବାପା ମା କୁ ମଲା ପରେ ଶ୍ରାଦ୍ଧ କର ।
🙏🙏🌹ଜୟ ଜଗନ୍ନାଥ
Om Shri Guru 🙏
ପଣ୍ଡିତ ବୀରେନ୍ଦ୍ର ମହାଶୟଙ୍କ ବ୍ୟାଖ୍ୟା ଖୁବ୍ ସୁନ୍ଦର
ଡାଵା ମାରିଲେ ତ୍ରିପାଠୀ ମହାଶୟ, ତର୍କୋ ଅପ୍ରତିଷ୍ଠୋ...
Birendra sir you are right, i am agree to your opinion
Panda sir is excellent.Others are doing randomly..
ବିରେନ୍ଦ୍ର କୁମାର ପଣ୍ଡା ସାର୍ ଆପଣଙ୍କୁ ଅଭିନନ୍ଦନ
ସମସ୍ତ ପଣ୍ଡିତ କୁ ମୋର କୋଟି କୋଟି ନମସ୍କାର 🙏🙏🙏 ବହୁତ ସୁନ୍ଦର ବାଖା କରିଲେ🙏🙏🙏
ମୁଁ ବୀରେନ୍ଦ୍ର ଗୁରୁଜୀ ଙ୍କ କଥା ରେ ହିଁ ଏକ ମତ, ପ୍ରଣlମ୍ ଗୁରୁଜୀ 🙏
ବୀରେନ୍ଦ୍ର ସାର ଆପଣ ଯେତେ ବୁଝାଇ ଲେ ବି ଏ ମାନେ କିଛି ବୁଝି ବେ ନାହିଁ କାରଣ ଏମାନେ ଗୋଟେ ଗୋଟେ ଅନ୍ଧଭକ୍ତ ଏମାନେ ରଙ୍ଗ ନମ୍ବର
ରଖିଛନ୍ତି
ବିରେନ୍ଦ୍ର sir ବହୁତ୍ ବଢିଆ କଥା କହିଲେ
ସତ୍ୟ ଜ୍ଞାନର ଜୟ ହେଉ । ଧର୍ମ ହେଉଛି ଆତ୍ମା ପରମାତ୍ମା ଙ୍କ ସହିତ ମିଶିବା ପାଇଁ କଥାଦେଇ ଆସିଥାଏ | ଏହି ଧର୍ମ ଇନ୍ଦ୍ରିୟ ଭୋଗରେ ଭୂଲି ଯାଉଛେ । ଗୋଟିଏ ସମ୍ବାଦ ଦେଖିଥିଲି ମା ପକ୍ଷାଘାତରେ ପିଡିତ ହୋଇ ଘରେ ଝାଡ଼ା, ପରିସ୍ରା ରେ ଘାଣ୍ଟି ହେଉଛି କିନ୍ତୁ
ଦୁଇ ପୁଅ ବହୁ ଘରକୁ ଆସୁନାହାନ୍ତି | ଗାଁ ଲୋକେ ଓ ସାଇ ପଡ଼ିଶା ଲୋକେ ତାଙ୍କର ଦେଖା ଚାହାଁ କରୁଛନ୍ତି । ଗାଁଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଇଠି ପଣ୍ଡିତ ଗଣ କୁହନ୍ତୁ ପୁଅ ବହୁ ଚାହିଁ ଛନ୍ତି ମା ମରିଲେ ଆସି ବେ ଓ ଶ୍ରାଦ୍ଧ କରି ବ୍ରାହ୍ମଣ ଭୋଜନ ଓ ଗାଁ ଲୋକଙ୍କୁ ଖୁଆଇ ଦେଲେ
ମାର ଆତ୍ମା ମୁକ୍ତି ହେଇ ଯିବ ଏହା ଆମ ଧର୍ମ । ଧନ୍ୟ ଧର୍ମ 😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏
ସମସ୍ତ ଜ୍ଞାନୀ ବ୍ୟକ୍ତି ଠିକ.. ସମସ୍ତ ଙ୍କ କଥା 90% ସମାନ ଟିକେ ଟିକେ ବୁଝିବା ଭିତରେ ଫରକ 🙏🙏🙏
ବୀରେନ୍ଦ୍ର ମହାଶୟଙ୍କର ମତ ହିଁ ଗ୍ରହଣୀୟ ।
ସ୍ଵାମୀ ସୁଧାନନ୍ଦ ଏ ସମ୍ପର୍କରେ ସମୁଚିତ ଉଦାହରଣ ସହ ଵ୍ୟାଖ୍ୟାନ ପ୍ରଦାନ କରିପାରିବେ
sudha nanda guruji
sardha ku mana karichanti.
@@ranjitapattnaik8950 ମାନେ!
ବହୁତ ସୁନ୍ଦର କଥା ଆଲୋଚନା
ବିରେନ୍ଦ୍ର sir nku କୋଟି କୋଟି ପ୍ରଣାମ
Birendra.sirpranam
Great presentation
Very good joyguru
ଏକାଦଶାହ ଅଧରାତେଣ ପ୍ରେତ ଜାନ୍ତି ଜମା ଳୟା
ଯୁଗେ ଯୁଗେ ଧାର୍ମିକ ମୌଲବାଦୀ ମାନଙ୍କ ଶାସନ ଚାଲିଛି
ଗୁରୁଜୀ ବୀରେନ୍ଦ୍ର ପଣ୍ଡା 🙏 ଙ୍କ କଥା ନିରାଟ ସତ୍ୟ
ଏବଂ ଇଶ୍ୱର ତୁଲ୍ୟ ବଚନ...
Birendra sir is correct.
We are neglected to our parents in live,but after death every things is value less.plj do more careful to our parents in hs lives, not after.
Correct I Birendra sir is 100% correct namaste 🙏
❤ପଣ୍ତିତ ବୀରେନ୍ଦ୍ର ପଣ୍ଡା ମହୋଦୟଙ୍କ କଥାଟି ମୋର ମନକୁ ପାଇଲା
ବଞ୍ଚିଥିବା ଅବସ୍ଥାରେ ଶ୍ରଦ୍ଧା କରାଯାଏ ।
ଶରୀର ତ୍ୟାଗ ପରେ ଶ୍ରାଦ୍ଧ ଦିଆ ଯାଏ । ପୃଥିବୀରେ ୪ ପ୍ରକାର ମଣିଷ ଆସନ୍ତି । କେଉଁଠାରୁ କେଉଁମାନେ ଆସିଥାନ୍ତି ?
ଏ ହେଉଛି ଗୋଟେ ଗୋଟେ ଷଡ଼ଯନ୍ତ୍ର ଲୋକଙ୍କୁ ଭଣ୍ଡେଇ ଖାଇବା ଏବଂ ସମାଜରେ ବିଭ୍ରାନ୍ତ କରି ଅଲଗ ଅଲଗା କରି ବିଭିନ୍ନ ଧର୍ମ ତିଆରି କରିବା ଏଭଳି ଲୋକ ର ବିଚାର
ପୁରା ଠିକ୍ କଥା, ଅନ୍ଧ ବିଶ୍ବାସ, ଗିୟାନର ଦୁରତା ରୁ
Biren sir is really right . I congratulate him .
Birendra sir is the great. Salute to him from bottom of heart🙏
I do admit the words of Birendra Sir as the true definition of shradha.
ଜୀବିତ ରେ ଶ୍ରଦ୍ଧା ଯୁକ୍ତ ସେବା କରିବା ଶ୍ରାଦ୍ଧ mruture ସ୍ମୃତି ଚାରଣ ସଠିକ ବ୍ୟବସ୍ତା ଏ କଥା ସମସ୍ତେ ଗ୍ରହଣ କରିବା ଉଚିତ ନମସ୍ତେ ବୈଦିକ ଗୁରୁ ମହୋଦୟ
ମୁଁ ମୋର ବହୁତ ଦିନର ପ୍ରଶ୍ନ ର ଉତ୍ତର ଆଜି ଏହି video ମାଧ୍ୟମରେ ପାଇଗଲି 🙏🙏🙏
ଜୀବଦଶା ରେ ଶ୍ରାଦ୍ଧ ଅତି ଅକ୍ଷମଣୀୟ । ଦୟା କରି ପ୍ରସଙ୍ଗ ଠିକ ରଖନ୍ତୁ ।
ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ସହିତ ଆଲୋଚନା କରାଯାଉ।
ଅବିଦ୍ଯାର ଦୂର ହେବା ନିହାତି ଆବଶ୍ୟକ ।
ଠିକ୍
ଏଠାରେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ବୃନ୍ଦଙ୍କୁ ମୋର ପ୍ରଣାମ
oti sundar sir
Pandit Birendra Kumar Panda is telling right with proper logic.. talented peson
ବିରେନ୍ଦ୍ର ଆଜ୍ଞା ଠିକ୍ କହୁଛନ୍ତି
🙏, ବୀରେନ୍ଦ୍ର ସାର ଯାହା କହିଲେ ତାହା ବାସ୍ତବ ସତ୍ୟ ଅଟେ! କିନ୍ତୁ ଅନ୍ୟମାନେ ଯାହା କହୁଛନ୍ତି ସେ ସବୁ ପାଖଣ୍ଡାମୀ ଓ ଵେବସାୟୀକରଣ କଥା ଅଟେ! ତେଣୁ କେବଳ ବୀରେନ୍ଦ୍ର ସାର ହିଁ ସମ୍ପୂର୍ଣ ବାସ୍ତବ କଥା କୁହନ୍ତି ଆଜ୍ଞା! ଧନ୍ୟବାଦ 🙏
Sata kahila kharapa 🙏🙏🙏🙏🙏🙏🙏🙏🙏
💯🙏🙏🙏🙏🙏
Thank you bhai
@@bishnupriyasahu1427gà
😅ķb
ପିତା ମାତାଙ୍କ ଜୀବିତ ଅବସ୍ଥାରେ ଶ୍ରଦ୍ଧା ରେ ସେବା କରିବା ଏବଂ ମ୍ରୁତ୍ୟୁ ପରେ ମଧ୍ୟ ପୁର୍ବ ପୁରୁଷ ଙ୍କୁ ଶ୍ରଦ୍ଧା ରେ ପିଣ୍ଡଦାନ କରିବା ମଧ୍ୟ ଶ୍ରାଦ୍ଧ ଦେବା ଆବଶ୍ୟକ, ପଣ୍ଡିତ ମଣ୍ଡଳୀ ଙ୍କୁ ଅନୁରୋଧ ପରମ୍ପରା ଧର୍ମ କୁ ପଥ ଭ୍ରଷ୍ଟ କରନ୍ତୁ ନାହିଁ
sardha na kale
pitru mane asntusta hebe.
atama bhat ki ba
Explanation of Birendra Sir is very very logical. His advice is justified.
ଧୃବସାର ଯାହାକହିଲେ ସତ୍ୟ ,ଆଉ ୩ଜଣ ଯାହା କହିଲେ ମିଛ କଥା,
ବହୁତ ସୁନ୍ଦର ପ୍ରସ୍ତୁତ
Congratulations to Prarthana chanei for this great full debate.
ଜୀବିତ ଅବସ୍ଥାରେ ଶ୍ରଦ୍ଧା କୁ ସେମାନଙ୍କ ଅ ବର୍ତ୍ତମାନର ଶ୍ରାଦ୍ଧ ରେ ପରିଣତ କର।
ଶ୍ରାଦ୍ଧ କରିବା ଦ୍ଵାରା ପିତୃ ପୁରୁଷ ମାନେ ପାଇଥାନ୍ତି , ବିଭିନ୍ନ ଉପାୟରେ । ଖାଦ୍ୟ ହିସାବ୍ ରେ ହଉ କି ଜୀବିକା ହିସାବ୍ ରେ
ଏ କଳିଯୁଗ ଚେନାଲରେ କେବଳ ଅହଂକାର ପ୍ରଦର୍ଶନ କରାଯାଉଚି କେବଳ ନିଜକୁ ଶ୍ରେଷ୍ଠ ବନେଇବା ପାଇଁ
Very nice topic
Really great job