@@zenixgamerz.1krita dasa bjp 50000 ku per yr 10000 deiki dela je ete prblm 😂 kintu jahaku tanka miliba sei mahila mane income tax certificate pai kamba line😂
@@Laxmipriya760bjp dekheiba ku chanhuchhi odisha ra 70 lakh mission sakti mahila kete sasakti karana hoichhanti jee 21yr ru 59 yr bhitare 1cr ru adhika mahila ebe bhi 1500 tanka income karu nahanti
Income certificate ର point ଲେଖା ହୋଇଅଛି କି? ଆପଣ ଆଉ ଥରେ conform କରି ପୋଷ୍ଟ କରାନ୍ତୁ sir.incomcertificate ଉପରେ ଯେମିତି ଲୋକ ମାନେ ହଇରାଣ ନ ହୁଅନ୍ତି?
ବହୁତ ସୁନ୍ଦର ଆଜ୍ଞା 🙏
Documents kn darkar
For RI exam This Scheme 😁
1 gutea rasna Chad rea ketea janha pakai paribea. Sir
1
Auto rahithile heba ki nahi
ଲୋକଙ୍କୁ ଠକିବା ଯୋଜନା ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଯୋଜନା ଧରେଇ ଛାଡିବେ
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
Hn panchayat election re gandi ta fata jiba
@@kalingaranjan2074bjp kahithila 50000 daba kintu 5yr dela jee ete prblm kintu naveen babu nka kalia 10000 per yr 4000 miliba bhuli gala bodhe
@@kalingaranjan2074bilkul cheater govt 👎
Bala news
ଯେଉଁମାନେ ସୁଭଦ୍ରା ଯୋଜନା ନିୟମାବଳୀ ରୁ ବାହାରେ କେବଳ ସେହିମାନେ ଏହିଭଳି କମେଣ୍ଟସ ଦେଉଛନ୍ତି।
ଲୋକଙ୍କୁ ଠକି ଭୋଟ ନେଇଛି BJP
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
Yes
ସବୁ ସରକାର ଚୁର,,, BJP,,bjd,, congress,, all' party,,,
@@kalingaranjan2074bjd ra parajaya bjd krita dasa nka tanti phata chitkara😂
@@_mr___rajputbjp is a cheater govt 👎
ଖୁବ୍ ସୁନ୍ଦର ସୂଚନା 👏🙌🚩
Documents Kon Kon darakar sir
Documents kana darakar kuha
Gariba stree loka mane nija paribara loka nka no deichanti semananku thaki dela 😢😢😢
Asabu free jinsa daba jagare employment badheile bhala haba
Marriage person ku Khali diajiba ki... reply please
Hn
Unmarried paibe nahi 😊😊
Income certificate darkar Nahi..?
Reply karantu sir cm kisan yojana re tonka pau thiba pori bar subhadra yojana re tonka paibe ki nahi ?
କାହିଁକି ଭୋଟ ଦେଲେ ଏ ବିଜେପି ପାର୍ଟି କୁ
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
Yes@@kalingaranjan2074
Bjp rahile Desh rahiba . Sonia Gandhi Rahul Gandhi nku dele desh re hindu rahiba muskil haba. Murkha nku bhujei haba...
@@hrusikeshrout8026congratulations 🎉 you are kattar andhbhakt 😂
@@zenixgamerz.1krita dasa bjp 50000 ku per yr 10000 deiki dela je ete prblm 😂 kintu jahaku tanka miliba sei mahila mane income tax certificate pai kamba line😂
ବିଜେପି ସରକାର ପାଲା କରୁଛନ୍ତି,
ଜଣେ ମହିଳାଙ୍କ ମାସିକ ରୋଜଗାର ୧୫୦୦ ଟଙ୍କା କିମ୍ବା ବାର୍ଷିକ ଆୟ ୧୮ ହଜାର ଟଙ୍କା
ଜଣେ ଭିକାରୀ ଦିନକୁ ଭିକା ବୃତ୍ତି କରୁଥାଏ, ଦିନକୁ ୨ ଶହ ଟଙ୍କା ହେଲେ ମାସକୁ ୬ ହଜାର ଟଙ୍କା ବର୍ଷକୁ ୭୨ ହଜାର ଟଙ୍କା ରୋଜକାର କରୁଛି,
ଏ ସୁଭଦ୍ରା ଯୋଜନାରେ ଜଣେ ମହିଳା ଦିନକୁ ୫୦ ଟଙ୍କା ୩୦ ଦିନର ୧୫ ଶହ ଟଙ୍କା ବର୍ଷ କୁ ୧୮ ହଜାର ଟଙ୍କା ରୋଜକାର ଥିଲେ ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇ ଥର ୧୦ ହଜାର ଟଙ୍କା ପାଇବ,୫ ବର୍ଷର ୫୦ ହଜାର ଟଙ୍କା ପାଇବେ,
ଏସବୁ ବିଜେପି ସରକାର ଭଣ୍ଡାମି, କୈାଣସି ମହିଳା ଏ ସୁଭଦ୍ରା ଯୋଜନାରେ ଗୋଟିଏ ଟଙ୍କା ପାଇବେ ନାହିଁ, ସରକାର ଯୋଜନା କରିଛନ୍ତି,
ଧନ୍ଯ ମୋହନ ଚରଣ ମାଝୀଙ୍କ ସରକାର,
ଜୟ ଜଗନ୍ନାଥ,
It means BJP kahuchi... women Mane empowerment nahoi .....ai yojana upare only depend karantu .....
BJP ku mental hospital pathaiba darkar ki ....???😂
@@Laxmipriya760bjp dekheiba ku chanhuchhi odisha ra 70 lakh mission sakti mahila kete sasakti karana hoichhanti jee 21yr ru 59 yr bhitare 1cr ru adhika mahila ebe bhi 1500 tanka income karu nahanti
Dinaku 27 tanka
@@auromita777 kalia jojoja re dina ku 10.96 paisa 😁
Right sir
ରାଜା ଯାହା ଦେଲେ ହରଷେ ପାଉ ପାଉ ଗଲା ବରଷେ ଏମନ୍ତ ଭୂମି ଚାକୁଣ୍ଡ ବୁଣିଲେ ଉଠଇ ନାହିଁ ।🥹 ଏ ତ ଆରମ୍ଭ ମାତ୍ର ଆଗକୁ ଦେଖା ଯାଉ କଣ କଣ ହଉଚି ରେ ନାରଣ......🙀
Kebethu apply Karajiba kuhantu ?
President income certificate darakar
Bhala miliba
Hlo sir jadi aadhar re swami paribarte bapa nka name thiba ta Subhadra yojana apply karihaba ki nai
Good 😊
ଟଙ୍କା ଯେତେ ଥିଲେବି ଲୋକଙ୍କୁ ସବୁବେଳେ ଅଧିକ ଆବଶ୍ୟକ ରହିଛି।ସେଥିପାଇଁ କିଛି ଲୋକ ପାଉ ନାହାଁନ୍ତି ବୋଲି ସେମାନଙ୍କ ମନରେ ଅସନ୍ତୋଷ । ଭାଇ ଥରେ ଶାନ୍ତ ଚିତ୍ତରେ ନିଜ ଛାତିରେ ହାତ ରଖି କହିଲ ଯୋଜନାର s o p ରେ କଣ ପ୍ରକୃତ ଗରିବ ସ୍ଥାନ ପାଇନାହାନ୍ତି?
ଠିକ୍ କହିଛ
କିନ୍ତୁ ନିର୍ବାଚନ ବେଳେ ସବୁ ମହିଳା ଙ୍କୁ ଦେବାପାଇଁ କହୁଥିଲ କ'ଣ ପାଇଁ ତୁମ ଗାଣ୍ଡି କ'ଣ ଗଲୁ ଦେଉଥିଲା
ଏବେ ତୁମେ ବିଚାର କର ,
ଭାଇ ଠିକ୍ କହିଛନ୍ତି,କିନ୍ତୁ comitment କଣ କରିଥିଲେ ?
କେବେ ନୁହ , ସ୍କୁଲ ରେ ରୋଷେଇ କରୁଥିବା ବିଧବା ମହିଳା ଜଣେ ୧୮୦୦ ଟଙ୍କା ମାସକୁ ପାଏ ସେ ବି ଯୋଜନା ରୁ ବନ୍ଚିତ. ସେ ମହିଳା ଜଣକ ଆଉ ଆଗକୁ ଯିବେନି ଏ ମୂର୍ଖ , ଅନଭିଜ୍ଞ, ଅପାରଗ ସରକାର ପାଇ.
ବିଜେପି ସରକାର ସଠିକ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି
ଗୋଟିଏ କଥା ଭୁଲି ଗଲେ
ମହିଳା ମାନଙ୍କର , ଉଚ୍ଚତା ଆଉ ଠଜନ ବି ଆଡ କରିବାକୁ ଅନୁରୋଧ 😅😮😅
😂
😂😂😂
Hoinathibe jagare ta hoithibe lekha jaichi..
ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା. ଲୋକ ଙ୍କୁ ଯୋଜନାରୁ ବାହାର କରିବା ପାଇ ଅଟେ ସବୁ କ୍ରାଇଟରିଆ ରଖାଯାଇଛି
ହଁ ଭାଇ, ଠିକ୍ କହିଛ ।
Heaha Prabhu amananka sunantu
🤣🤣😂😂😂
Good discussion and plz again very FY Ration card and Kalia yojana 🎉
Anchor Mohan majhi bhali lagucho😂😂😂😂
ମୁଁ ଆମ ଗାଁ ରେ ଚେକ୍ କରିବି ଆଜିଠୁ ଧୋନି ଲୋକ କାଳେ ନେଇ ଯିବେ😅😅
😂
ମା ଘିଆ ସରକାର ମୋହନ ସରକାର ହଟାଅ
Free electricity kuade gola😢
Form submit kahan per Karen
Adhar card ta nijio ro him ta thibo au kn other ro kemiti hobo 😂😂😂😂😂
Ration card re ekyc ku online karajau kahinki na bahare khatibaku jaithiba loko samaste offline re kariba sambhab nuhen
Income certificate darkar ki nahi
Plz reply
Jay Nabin babu 🎉😢
Sir kau kau bank account number abasyakata
ଚାଷୀମାନଙ୍କ କଥା ବୁଝ ମୋହନ ସରକାର
Online re nije apply kariparibe na nahi na Aadhar Kendra ,Angan badi re jai goda bhangi chida hebaki padiba au tanku tela maribaku padiba??
ଆଵେଦନପାଇ ଗୋଟେ ଵାଡ ଦରକାର
Sabu point gurutwahina.
ଲୋଜ୍ୟା ମନେ ମୁମ୍ବାଇ ରୁ asibe ki online କରିବାକୁ
Jahara date month nathiba. Only masiha thiba semane paibe na nahni❤❤❤❤❤
Ration card mandatory ki
Kanak bala abe bahuta khusi thibe pura godi media odisha ku luti nebe
ଯିଏ ଯାହା ପାରିଲା କହୁଛନ୍ତି।ତେଣୁ ଗାଁ ଓ ସହରର ମାଁ ମାନେ ଡରି ଯାଇଛନ୍ତି।
Mantri manko wifenku milu subhadra yojana 🎉
ଏ ହେଇନି କିଛି😂ଦେଖ ଆଗକୁ କଣ ହଉଚି
ଜଗନ୍ନାଥ , ତମେ ହିଁ ସାହା
Puni ferastho heba ki tanka
ଭୋଟ ଆଘରୁ ଏଇ ସବୁ ସର୍ତ୍ତାବଳି କହିଦେଇଥାନ୍ତେ, ପୁଣି ଥରେ BJD ଆସିଥାନ୍ତା 😅😂 SCAM ହୋଇଗଲା 😢😂
Nice ❤❤❤
ବେକାର ଯୁବକ ଯୁବତୀ ମାନଙ୍କୁ କିଛି ସହା ୟତା କରି ଥିଲେ ଭଲ ହୁଅନ୍ତା। ଯିଏ ବହୁତ ପାଟ ପଡ଼ି ଘରେ ବସି ରହିଛନ୍ତି..🎉🎉+୨,+୩.. ପାଟ ପଡ଼ି ବେକାର ଅଛନ୍ତି 😢😢😢କଂଗ୍ରେସ ସରକାର ବୋଧେ କରିଥାନ୍ତା 🇮🇳🇮🇳😂😂
Right Bhai
Kire vote agaru kahile samastanku, eina sabu sarila.
Right🎉🎉
Vala hela mu dekhuchi ama gaan re kie kie pauchi😂😂😂samaste dekha kie dhani loka kale neijiba 😂😂😂😂
Jou mahila gariba srenira tankara paibara huk achhi kintu bayasha 60 + se kn Kariba bhabantu 😢😢😢
Kebe thu online heba sir
Sep.... ୧୭ pare
Cheater govt 👎
Nice
ବେକାର ଯୋଜନାରୁ କେହି ଉପକୃତ ହେଇପାରିବ ନାହିଁ।
Aita balo yojana....
Odisha bahare rahuthiba mahila mane apply kariparibe ta
2.50 hohar nuhe lakh
Shathie Barsha ru adhika maa mananku dia jau semane besi hoirana heuchhanti,
Jai Shreeram
jai jaganath
Hey prabhu a Bjp Sarkar ku budhi diyo nija kila ku dakuchu
ଏମିତି ହେଲେ 10ପ୍ରତିଶତ ପାଇବେ 😅😅😅😅
ଲୋକ ମାନେ କାମ ନ କରି ସରକାର ଙ୍କ ଦୟା ରେ ଜିଇ ବାକୁ ଚାହାଁନ୍ତି
ଚାରି ନମ୍ବର ପୋଇଁଟି ଭୁଝି ହେଲା nahi ଭଲ କରି ବୁଝନ୍ତୁ
Kichi milibani
Jaha kale bi aau kebe bi BJP odisare govt asibani
Bjd and congress misiki govt chaliba
Abibahita jhia Mane abedana Kari paribe ki nai kuhantu
ଗରିବ ଭୂମିହୀନ ପରିବାରକୁ ଦିଅ ଭୂମି ବି ଦିଅ
Subhadra jojana milibani kana haba
Simple method
Ei sabu election agaru BJP kahila ni sei anu Sare sabu maa mausi vote dei thante au thara ku maa mausi batei debe bhala ki 😡
Ration card thiba lokanku miliba ki nahi?
Besi khatha kahuchu
mutton chicken khiyare sari jibo😅😢😂
Unmarried jhianku milipariba?
13,7,2003 hele kn paiparibe
UTV କଣ ମିଚୋ
Nabin babu i miss u very much.
Kahara income certificates lagiba manila, purusha
Income kahara
ଜାହାରଇନୀଙ୍କମଷାଠିପିକଟନଥିବ ସେବ୍ଯକ୍ତିସୁଭଦ୍ରା ଜୋଜନାଆବେଦନକରିପାରିବେନାନାହିଁ?
That means per day 50 rupees pauthile hebani
ଅଗ ଚାଷୀମାନଙ୍କୁ ଟଙ୍କା ପଠାଅ
ଆଗ ନିଜେ ବୁଝ୍ ତା ପରେ ବୁଝେଇବ ଯଉଟା ସମସ୍ତେ ବୁଝପାରୁଛନ୍ତି ତାକୁ 2ଥର ବୁଝାଉଛ ଯାହା ବୁଝିହାଉନି ତାକୁ ଖାଲି ପଢିକି ଛାଡ଼ିଦଉଚ
Plz apply new rasn card sor
Masika 1500 tanka jea pauchi se kn ete dhani heigala j subhadra re samil heiparibani masika 1500 tankare kn chalihauthiba
Sabu bele kechhe naa kechhe niyam kn ladies mane sabu vot dei thile aou ପୁରୁଷ ଲୋକମାନେ କ'ଣ ଭୋଟ ଦେଇ ନ ଥିଲେକି kemite kaa Sarakar ea
ଯଦି କୌଣସି ସ୍ତ୍ରୀ ଲୋକ ରାସନ୍ କାର୍ଡ ହିତଧିକାରୀ ସିଏ ଗରିବ ଶ୍ରେଣୀ ର ହୋଈ ଥିବାରୁ ତାଙ୍କୁ ରାସନ୍ କାର୍ଡ ମିଳିଛି ? ତାଙ୍କର income certificate କଣ ଦରକାର ସୁଭଦ୍ରା ଯୋଜନା ପାଇଁ,
ବାଳ ସେ ଯୋଜନା ନ ହେଲେ ନାଇଁ ମୁଁ ଏତେ ଧନ୍ଦା ରେ ପଡି ପାରିବି ନାହିଁ ଜମି ତ ନାହିଁ ଆଉ କୋଉଠୁ ଇନକମ ସାଠିଫିକେଟ ଆଣିବି ମୂଳ ଲାଗି ଚଳିବି ପଛେ ଆଉ ଏ ସବୁ ପାରିବି ନି l
ଆଗ ଚାଷୀମାନଙ୍କୁ ଟଙ୍କା ପଠାଅ
Husband govt re retired hei thile miliba ki
Kete thara important kahuchu
Joumanankar 21 ru 59 bashara mahila nku miliba subhadra tanka 60 + mahila kuade jibe Khali bhot debe😂😂😂
5 acre jaga କାହାର ଅଛି