Bargarh tv - ଜଙ୍ଗଲ ଭିତରେ ୪୮ ଘଣ୍ଟା ଜୁଆନ୍ ଟୁକେଲ୍,ଧନୁଯାତ୍ରା ଦେଖି ଆସିଥିଲେ ହେଲେ ଜଙ୍ଗଲ ଭିତରକେ କେନ୍ତା ଗଲେ ?

Поделиться
HTML-код
  • Опубликовано: 19 янв 2025

Комментарии • 505

  • @sangrammahananda9337
    @sangrammahananda9337 5 дней назад +127

    ମାଁ ବାପା ର ବ୍ୟତିତ ଇ ଦୁନିଆରେ 😢ଆଉ କିଏ ବି ଭରସା କି ବିଶ୍ବାସ ଯୋଗ୍ୟ ନୁହେଁ।। ମାଁ ବାପା ର ଆଜାଦି ର ଗଲତ ଫାୟଦା ନେ ଉଠ।।😢ନେ ହେଲେ ଜିବନ ବି ଯାଇପାରେ।।ଜଦି ଇଟା ଷଡ଼ଯନ୍ତ୍ର ଆଏ ବେଲେ ପୋଲିସ ପ୍ରଶାସନ କେ ଅନୁରୋଧ ଜେ ଇ ଘଟଣାର ତଦନ୍ତ କରୁଯାଉ ଏବଂ ଦୋଷୀ ମାନଙ୍କୁ କୋଠାର ଦଣ୍ଡ ମିଲୁ।। ବାକି ଯୁବ ପିଢ଼ି ମାନେ ସତର୍କ ରହୁନ ଆଉ ଭଲ ଖରାପ୍ ର ନିଷ୍ପତ୍ତି ନିଜେ ନେଉନ।।

  • @prasantasahu2513
    @prasantasahu2513 5 дней назад +503

    ଜଙ୍ଗଲ ରେ କେନ୍ ଯାତ୍ରା ହଉଥିଲା, ଆଉ ଏକ୍ଲା କାଞ୍ଜେ ଗଲା, ଘର୍ ର କଣ୍ଟ୍ରୋଲ ନାଇ ନ... ସବୁ ମା ବାପା ମାନଙ୍କୁ ଅନୁରୋଧ ଝିଅ ପିଲା ମାନଙ୍କୁ ଏକଲା ନାଇ ଛାଡୁନ 🙏🙏

    • @BibhutiSagar-g8p
      @BibhutiSagar-g8p 5 дней назад +45

      Tukel jadi prakrut re jatra dekhu thila ete Jana gahali re kenta kari nei parbe...tukel k ekla .......tukel ra galat achhe jangal k kahin jaithila...

    • @benarsinghkumber9659
      @benarsinghkumber9659 5 дней назад +3

      Ok sir

    • @ajstyles2614
      @ajstyles2614 5 дней назад +2

      Right

    • @dhirnadrapadhan9983
      @dhirnadrapadhan9983 5 дней назад +3

      Right katha 👍

    • @manasgm3819
      @manasgm3819 5 дней назад +19

      Tar mobile thi luck ni Thai Kay j tar mobile thi luck khuli Kari ta ghaar lok ku cl Kari thile he pila ..au he pila e ta ta gharar number ay boli kenta janla j ta Ghar k tar mobile ru cl Karla au asbar k kahela ..main point hete bad jatra thi he tukel ekla kaje jai thila dhanu jatra dekhi au tar gharar Luke kaje ekla chhadi thile pahela tar gharar lok answer deun

  • @raturazzsalma1130
    @raturazzsalma1130 5 дней назад +324

    ପରିବାର ଲୁକର ସାଙ୍ଗେ ଯାତ୍ରା ଦେଖି ଜ ବଏଲେ ତାକର ଘଏଁତା ମାନଙ୍କ ର ସାଙ୍ଗେ ଯାଉଛନ 🤔

    • @deepakbhue3682
      @deepakbhue3682 5 дней назад +7

      Sat katha

    • @sudamsagar6321
      @sudamsagar6321 5 дней назад +11

      Puit khujale kaen karbe,

    • @all_rounder948
      @all_rounder948 5 дней назад +4

      Hos aasu kaheba j...bhaya kn hei thila j

    • @brundabann
      @brundabann 5 дней назад +3

      Tukel bhul achhe bhaya

    • @bhagatramkishan4998
      @bhagatramkishan4998 5 дней назад +3

      ଭାଇ ତାର ଘଇତା ନି ନ ବେଳେ ତ ଅକ୍ଲା ଦେଖି ଯାଇଥିଲା .

  • @prasantabag7551
    @prasantabag7551 5 дней назад +152

    ଇଟା ତ ବହୁତ ଦୁଖର୍ କଥାଆଏ ହେଲେ ଇ ଟୁକେଲ୍ ମାନେ ଭି ବହୁତ ଭୁଲ୍ କରୁଛନ୍ ଆଏଜ କାଏଲ୍ Love କାଣା ଆଏ ଖାଲି ତ ଭେଟ୍ ପଢ ଏଛନ୍ ଜନାପଡୁଛେ ମୋର୍ ଭାଗେ ହେ ପିଲା ପଡଲେ ବହୁତ ମାଡ଼ ମାରିମି ହେଲେ ଟୁକେଲ୍ ର ଭି ଭୁଲ୍ ରହୁଛେ ଆଏଜ୍ କାଲି ଟୁଲେଲ୍ ମାନେ ନାଇ ବୁଝି ପାର୍ ବାର୍ ବହୁତ ଏନ୍ତା ହେଉଛେ ବୁଝ ରେ ମୋର୍ ବୁହେନ୍ ମାନେ Jay maa sameli Jay kosal

  • @swagatikameher9432
    @swagatikameher9432 5 дней назад +48

    ମା ବାପା ଛୁଆକେ ଯାହା ଶିକ୍ଷ୍ୟା ଦେଉନ୍ କି ନି ଦେଉନ୍ ବାକି generation ଯାହା ହେଲା ନ first କେନ୍ ଟା ଠିକ୍ ଆଉ କେନ୍ ଟା ଭୁଲ୍ ହେଟା ଛୋଟ୍ ଦିନୁଁ ଶିକ୍ଷ୍ୟା ଦେଉନ୍।love କର୍ବାର୍ ଟା ଭୁଲ୍ ନି ସେ ବାକି ଇ love ଏନ୍ତା ଗୁଟେ pure word କେ ଖରାପ୍ way ରେ ନି ନିଅ। ସବୁ ବେଳେ gute ଟୁକେଲ୍ କେ ଛୋଟ୍ ଟେ ଦିନୁ କୁହା ହେସି କି ଇ ଜାଗା କେ ନି ଜା... ଇ କାମ୍ ନି କର୍ ବଳିକି ବାକି please request ଆଏ ଯେ ଗୁଟେ ପିଲା କେ ବି ଇ ସବୁ କଥା କୁହା ଯାଉ ଯେ କେନ୍ ଟା ଠିକ୍ ଆଉ କେନ୍ ଟା ଭୁଲ୍।ତୁମେ inshaan ଆଏ ଭାଇ ସବୁରୁ ଶ୍ରେଷ୍ଠ ଜନ୍ମ ପାଇଛ kamase kam ପଶୁ ଏନ୍ତା harkat ନି କର

    • @amrutkumarpalai5148
      @amrutkumarpalai5148 5 дней назад +1

      Tukel Mane kharap Ayan pila Mankar jip khula thile lajasan kintu tukel Mane tankar ijjat dekhei Kari bulsan ta pila Mankar kenu bhul aye

    • @amrutkumarpalai5148
      @amrutkumarpalai5148 5 дней назад +1

      Tukel Mane ta ni jani ijjat kana aye j

    • @CUTE_NILABATI__18
      @CUTE_NILABATI__18 5 дней назад +1

      Right

    • @mrbikash.....8916
      @mrbikash.....8916 5 дней назад +2

      Madam... Tukel manku e ସିକ୍ଷ୍ୟା diaa jaau j... Mrg pare Latar patar bhurkutiii nain karunt... Aau aaej kalii ra tukel mane ta bihaa hele v Kete din rahikiiii Algaa pilaakar sange feraar mari deuchhan...aame dailyyy News re reels re shorts re dekhuchhun🙏.... Aau gute katha sabu pilaa ki sabu tukel same nuhant👍Tumar Thoughts Tk Change kara👍... Aau jadi tk hele knowledge balbaar jinish achhe bele pilaa chinhi sikha...otherwise Tume jani jani bhul karuchha lekhe taa👍

    • @Sahu_Santanu_24
      @Sahu_Santanu_24 4 дня назад

      Thik kahuchha.....
      Nijar maa Bapa Hete kahela pare b tukel Mane jadi kete kete dur bhagi jauchhan Jadi Nijar parents Hete b mana nai karte bale aar b kana hei jaeta Nije tike bujha

  • @perfectscore7639
    @perfectscore7639 5 дней назад +46

    ୧) ଝିଅ ଘର ର ଭୂଲ୍
    ୨)ଝିଅ ର ବି ଭୂଲ୍
    ୩)ଆଉ ପୁଅ ର ବି
    ୪) ପୁଅ ଘର ବାଲା ଜନିଛନ୍ କି ନାଇ ଯେ କେ ଜାଣେ
    ଆଜି କାଲି ଛୁଆ ମାନେ ଭଲପାଇବା ର ଭୂଲ୍ ମତଲବ୍ ବାହାର କରି ଭୂଲ୍ ରାସ୍ତା ରେ ଯାଉଛନ୍ତି । ଆଉ ଭଲ ପାଇବା ବଦନାମ୍ ହେଉଛି । ସବୁ ମାୟା ଆଉ ଝିଅ ଟିକୁ ତା ଭଲ ପାଇବା ଦଣ୍ଡ ମିଳିଲା ପୁଅ ଟି ର କିଛି ଅସୁବିଧା ନାଇ ଆରାମ ରେ ରହିବ। ଝିଅ ମାନେ ଆଜି କାଲି ବିଲକୁଲ୍ ବି safe nai । ଆଜି କାଲି ମା ବାପା ଝିଅ ଜନ୍ମ କରିବାରେ ଡରବେ। ଦୁହି ଜଣଙ୍କର ଭୂଲ୍ କିନ୍ତୁ ଝିଅ ଟି ଦଣ୍ଡ ପାଇଲା । ଖାଲି ଝିଅ କେ control କରିଲେ ହେବା ନି ପୁଅ କୁ ଭି ଶିକ୍ଷା ଦେବା ଉଚିତ୍ । ଭଗବାନ ସେ ଝିଅ କୁ ଦୀର୍ଘାୟୁ କରନ୍ତୁ ।

    • @ranjanbariha1834
      @ranjanbariha1834 5 дней назад

      1

    • @lipsaranipradhan7636
      @lipsaranipradhan7636 5 дней назад

      Right 👍👍👍

    • @ManjuMajhi-me9su
      @ManjuMajhi-me9su 4 дня назад

      Jangal k akla gala j direct rap kari deba na k...

    • @perfectscore7639
      @perfectscore7639 4 дня назад

      @@ManjuMajhi-me9su jie karichhe taha ku kaha bhauni

    • @DhaniaHial
      @DhaniaHial 3 дня назад

      ଯାତ୍ରା କରୁଥିବା ଲୋକ ମାନଙ୍କର ହିଁ ଭୁଲ୍,, ଯାତ୍ରାରେ ଗାତ୍ରା ହିଁ ହୁଏ

  • @kamalinidora9383
    @kamalinidora9383 5 дней назад +47

    ପ୍ରଶାସନ କେ ଅନୁରୋଧ କରୁଛୁ କି ଆମର ବରଗଡ଼ ରେ ଇ ସବୁ ନାଇ ହେଉ ଜଲଦି ଦୋଷୀ ମାନକୁ ଦଣ୍ଡ ମିଲୁ 😢😢😢

  • @prasantabag7551
    @prasantabag7551 6 дней назад +40

    ଇଟା love ଆଏ ହୋ ଖାଲି ଇ ମାନ୍ କୁ ମାଡ ଆଉ କେଶ୍ ହେବାର୍ କଥା

  • @GajadharGartia
    @GajadharGartia 5 дней назад +71

    ଟୁକେଲ ର ଭି କିଛି ଭୁଲ ଥି ବା

  • @ChudamaniDharua-o3w
    @ChudamaniDharua-o3w 5 дней назад +33

    ଟୁକେଲ୍ ଏକେଳା ନି ଯିବାର କଥା ପିଲାମାନ ଙ୍କ ର ସାଙ୍ଗେ ଦୁଇ ଦିନିଆ ପ୍ରେମ ବହୁତ୍ ବହୁତ୍ ଦୁଃଖ ଦେଉଛି 😭😭😭😭

  • @santoshsethi8627
    @santoshsethi8627 5 дней назад +18

    ଆମର ମୁଖ୍ୟମନ୍ତ୍ରୀ ମହାଶୟ ଏଥିରେ ପଦକ୍ଷେପ ନେଲେ ଯୋଗୀ ଆଦିତ୍ୟନାଥ ଭଳିଆ ଆକ୍ସନ ନେଲେ ଭବିଷୟତ ପିଢ଼ି ସୁଧୁରିଯାନ୍ତେ ଜୟ ମୋହନ ଜୟ ଯୋଗୀ

  • @BimalkumarNaik-kp1np
    @BimalkumarNaik-kp1np 5 дней назад +4

    ଏଭେ ତ ଯାତ୍ରା ପରବ ବେଳେ ଏଭର ଫୁସି ଫୁସିଆ ମାନେ ଜହ ଉତ୍ପାତ ହୋଉଛନ

  • @bhagirathibhesra9514
    @bhagirathibhesra9514 6 дней назад +43

    ବହୁତ ଦୁଃଖର ବିଷୟ ଆଏ ଇଟା ଦୋଷୀ ମାନଙ୍କୁ ଉଚିତ ନ୍ୟାୟ ମିଳୁ

  • @swarajkumarbehera9951
    @swarajkumarbehera9951 6 дней назад +67

    Sabu e Love chakkar re babu......tukel gute k gharu ekla jatra dekhi pathaucha bhai pahela tmr gharar lukku sahe juhar 🙏

    • @LalitaBhue
      @LalitaBhue 6 дней назад +8

      Sat katha bhai

    • @SushantaBakul
      @SushantaBakul 5 дней назад +4

      Right bhai

    • @pinku881
      @pinku881 5 дней назад +4

      Right 👍

    • @tapankumarmahanta3276
      @tapankumarmahanta3276 5 дней назад

      Eita kahibar ta bhul aye, jhio ra bhul kn lagi dekhucha, jie bhul karichhe taku kichhi nei kahibar , gote jhio nai jae pare kaen

    • @swarajkumarbehera9951
      @swarajkumarbehera9951 5 дней назад +1

      @@tapankumarmahanta3276 heta tme bhabi parucha bhai, mui bhabi paruche, baki sabu lok saman naina.
      Kahar gharar lok gute tukel k jatra dekhi jiba boli rati ekla chhadsan kaha ta, aau he tukel he jungle k 2ta pila sange ekla kahi jai thila, jor jabardasti ta nai nei thibe henta bhid bhad jatra mahol re. Tukel ta tar ichha re eka se pila mankar sange jaiche. Manuche jie henta kariche bahut bad bhul aye aau danda b milbar katha, baki mor kahebar mane tukel gute k nijar gharar lok ete khaam khiyali hisabe nai chhadbar katha, dekhma bele tukel ra b ta bhul achhe

  • @maheshpadhan4462
    @maheshpadhan4462 5 дней назад +15

    ଦୋଷି କେ କଡା ଦଣ୍ଢ ଦିଆଯାଉ ,ବହୁତ ଦୁଖର କଥା

  • @MandipBesan
    @MandipBesan 4 дня назад +5

    ୟେ ସବୁ ମୋହମାୟା ହେ ଏଠାରୁ ଦୂରେ ରହୁନ 🎉💗

  • @mangalunag5390
    @mangalunag5390 5 дней назад +20

    ଲଭ୍ ସେକ୍ସ୍ ଆରୁ ଧୋକା ଆଏ କାରଣ୍ ଘୈତାର୍ ସାଂଗେ ଯାତ୍ରା ଦେଖିଥିବ ତ କେନ୍ତା ହେବା 😢😢😢କୁର୍ଲା ଯାଏକ୍ କାଣା ଉଭିକରି ଯାଇଥିଲା କେଁ😢😢😢

  • @TichBhai-y4h
    @TichBhai-y4h 10 часов назад

    Radhe krishna❤❤❤

  • @Lingarajbariha9
    @Lingarajbariha9 5 дней назад +24

    ସବୁ ଭୁଲ୍ ଆଜି କାଲିର୍ ଟୁକେଲ୍ ମାନ୍ କର୍ ଆଏ

    • @GajadharGartia
      @GajadharGartia 5 дней назад +1

      ସତକଥା ଏ ହୋ

    • @TinaBagar-s1j
      @TinaBagar-s1j 5 дней назад +2

      ଠିକ କହୁଛ ଭାଇ ଇଟୁକେଲ ବାର ବାଣୀ ମାନେ ଉଫୁଲି ଯାଉଛନ ଦିନେ ଥି love କରୁ ଛନ ଆଉ ଦୁଇ ନବର ଦିନେ ସିଧା ଭେଟ ପଡି ଜାଉ ଛନ

    • @sgemer1291
      @sgemer1291 5 дней назад +1

      Right 👍🏻 ho daa

    • @chandinipandey9184
      @chandinipandey9184 5 дней назад

      Sabu vul tukel ra tume jani6 kn

    • @bhagatramkishan4998
      @bhagatramkishan4998 5 дней назад

      ହାମର ପିଲା ମାଙ୍କର ତ ଆତ୍କା ଭୁଲ ଥିଶି ହି ଭାୟା

  • @sambalpuriababu658
    @sambalpuriababu658 2 часа назад +1

    Jia manke akela nai chhadun

  • @ChaitanNayak-xp2fq
    @ChaitanNayak-xp2fq 5 дней назад +18

    ବହୁତ୍ ଭଲ କଥା କି ମିଳି ଗଲେ
    ସେଟା ହିଁ ବଡ଼ କଥା ଆୟେ

  • @musicunlimited-v3g
    @musicunlimited-v3g 5 дней назад +23

    Maa buar katha nei manle kenta heba

  • @kisanjasani5500
    @kisanjasani5500 4 дня назад +4

    ଭଲ ହୋଇଛେ ଏକ୍ଲା ଏକ୍ଲା ଯିବାର ମଜା କେନ୍ତା ପାଇଲୁ ଏକ୍ଲା ତୁଇ କାଏଁଜେ ଗଲୁ ସାଙ୍ଗ ମାନଙ୍କର ସାଙ୍ଗେ ଯାଇ କେ ନାଇଁ ହେଲା

  • @GKVLOG-ef3dx
    @GKVLOG-ef3dx 4 дня назад +2

    जय जय मां समलेश्वरी❤️❤️🙏🙏❤️❤️

  • @Trendingnewsdhamaka
    @Trendingnewsdhamaka 5 дней назад +11

    Pila man k takar maa bua gharu ni chadle sabu tukel mane safe rahbe . Mui b gute pila ya baki alga tukel manku khabar agru ni j dekha . Sabu bele tukel manku kuha hesi pila manke jadi takar maa bua control karbe bele sabu tukel safe rahbe. Mor b buhen achan ta jie alga tukel k kahu che thare nijar maa buhen katha bhabi dekhba r kahba🙏🙏🙏🙏

  • @dmvlogs784
    @dmvlogs784 5 дней назад +35

    ସବୁ ଭୁଲ୍ ଟୁକେଲ୍ ର

  • @SourabhaNaik
    @SourabhaNaik 5 дней назад +5

    Satya bijay heba jayganath ❤❤❤ Hari Hari pare karebe chaka ake sabu dekuche jayganath ❤❤❤

    • @ukn-lv5px
      @ukn-lv5px 5 дней назад

      Jay jagganath 🚩🚩

  • @tarachanmahananda6791
    @tarachanmahananda6791 5 дней назад +5

    କଣ କଣ ହେଉଛି ଏଇ ଦୁନିଆରେ, 😡😡.. ଭଗବାନ ବିଷ୍ଣୁ ଏ କଣ କଣ, ହେଉଛି ପାଳନ. ହାର ର ଦେବତା,, କଳିଯୁଗ ଶେଷ ହେବ ଆଗରୁ. ମତେ ପ୍ରଳୟ ର ଶକ୍ତି ଦିଅ, ମୁ ଏ ଦୁନିଆ କୁ ଚଳେଇ ବି,,😢😢 ମୁ ଯାହା ଭାବି ଆସୁଛି ତାହା ହେଉ ନାହିଁ. ସବୁଦିନ ଏମିତି କିଛି ନା କିଛି ଖବର ଆସୁଛି,,, କଣ ପାଇଁ ଆମ ଓଡିଶା ବାସି ଏତେ କମଯ଼ୋର, କଣ ପାଇଁ ସୁଖ ଶାନ୍ତି ନାହିଁ, କଣ ପାଇଁ ଓଡିଶା ବାସି ବାହାର କୁ ଯାଉଛନ୍ତି,, ଓଡିଶା ବାସୀଙ୍କୁ ମୋର ଅନୁରୋଧ,ଏମିତି ପାପ କର. ନାହିଁ,, 😊

  • @shankarbarik9829
    @shankarbarik9829 4 дня назад +3

    ଯେ ଭାଇ ତୁମର ବୁହେନ ଏ କେଳା କେନ୍ତା ଯାତରା ଦେଖି ଗଲା ହୋ ତୁମେ କାନା କରୁଥିଲ

  • @MinakumariBagh
    @MinakumariBagh 5 дней назад +3

    ଟୁକେଲ ଗେହା ନି ଦେଇଥିବା ହେ ପିଲା ଗୁରା କେ ବେଳେ ବହୁତ୍ ପିଟି ଛନ
    ମା ବାପା ମାନକୁ ଅନୁରୋଧ କି ନିଜର ଝିଅ କେ ଏକଲା କହି ଭି ନି ପଠାଉନ

  • @duniarmahak7013
    @duniarmahak7013 6 дней назад +6

    ଦୁଃଖର ବିଷୟ ଆଏ 🙏

  • @ShaniWadeka
    @ShaniWadeka 5 дней назад +2

    ଜଙ୍ଗଲ ରେ ଧନୁ ଯାତ୍ରା ହଇଥିଲା

    • @bhagatramkishan4998
      @bhagatramkishan4998 5 дней назад

      ହଁ ହେ ଯାତ୍ରା ଥି ତୁଇ ନାଚୁଥିଲୁ କିନୀ

  • @artadeep-ef2ug
    @artadeep-ef2ug 5 дней назад +9

    ଟୁକେଲ ର ଭୁଲ ଆଇ. ଟୁକେଲ ଭେଟ ପଡି ଯାଇ ଥିଲା ଆଉ ମିନା ବଜାର ନୁ ବୁଲି କରି. ବାହାରେ. Romanc କରୁଛେ. କୀଟ ନେପ କଲେ ଭି ଜନାଁ padbar କଥା

  • @Nyatee_sahu
    @Nyatee_sahu 5 дней назад +33

    Tukel kana hela j jaithila ekla rati 🤔jangal bhitar k

    • @Sukrucreation
      @Sukrucreation 5 дней назад

      Jaithila j tume dekhi6 vel

    • @Sukrucreation
      @Sukrucreation 5 дней назад

      Tahake Kia neithiba

    • @Nyatee_sahu
      @Nyatee_sahu 5 дней назад +2

      Jabardasti nele kn ajeeb katha ​@@Sukrucreation

    • @Hiteshpadhan31
      @Hiteshpadhan31 5 дней назад

      Hetki bhid vitre jabardasti tukel ke ken sahas re uthei nebe ho ​@@Sukrucreation

    • @rakeshkumarnanda3859
      @rakeshkumarnanda3859 5 дней назад

      He tukel tar echhare jankar sange jaithiba au senu agru gang thibe

  • @raaznaik189
    @raaznaik189 5 дней назад +3

    ସତ କଥା ସାମ୍ନା କେ ଆସୁ କାର୍ ଭୁଲ୍ ଯେ ଜନା ପଡବା #ବରଗଡ଼ #ପ୍ରଶାସନ କେ ଅନୁରୋଧ

  • @bodhayineedansana
    @bodhayineedansana 4 дня назад

    ମା ବାପା ଙ୍କ ଦାୟିତ୍ୱ ଛୋଟ ସମୟ ରୁ ହିଁ ତାଙ୍କୁ ସତ୍ ମାର୍ଗ ରେ ନେବା।

  • @GeetaGeetanjalidas
    @GeetaGeetanjalidas 3 дня назад

    Thik hehichhe😊😊

  • @updatetadka3349
    @updatetadka3349 5 дней назад +15

    Bahut log cmnt karuchha ki tukel ra galati achhe... Okay maami nema ki galati achhe itar matlab setar sange henta kenta karbe kaha ta... Henta bele se rasta ra bauri maanku v e pila maane jaha pari taha karbe... Aar sethu v tame kaheba bauri ra v galati achhe... Bhai se tukel bharasa kari kari gala seta bahut badd bhul lekin se pila maane jana kale seta paaap ae sor rakhi tha... Hn mui ne chinhi v he tukel k but fir v kahuchhen

    • @dhaleswarbhoi1364
      @dhaleswarbhoi1364 5 дней назад +1

      Ye. Bt tukl pila ra bhul ae na ethin prasan ra bhul auche na police ra

    • @chintabag1358
      @chintabag1358 4 дня назад +1

      Kain j bharosa krba???

    • @updatetadka3349
      @updatetadka3349 4 дня назад

      @@chintabag1358 hm seita ta taar bhul aae bhai... Baaki itar matlab ita thude kn j j tamar upre bharosa karbe tah tah ra sange enta eka karba... Bujhi paarla ki nai.. Henta ta ne kara jaae naa....

  • @Mantu..25a
    @Mantu..25a 5 дней назад +11

    ଜଙ୍ଗଲ ରେ ମଙ୍ଗଳ ହଉ ଥିଲା

    • @bhagatramkishan4998
      @bhagatramkishan4998 5 дней назад +1

      ହେଟା ତୁଇ ଥିଳୁ କିଣି

    • @Mantu..25a
      @Mantu..25a 5 дней назад

      @bhagatramkishan4998 omg 😂 ତୁଇ ଆଉ

  • @swapnapadhan9072
    @swapnapadhan9072 5 дней назад +1

    ଇ ଟା ଗୁଟେ ଶିକ୍ଷା ଆୟେ ଟୁକେଲ ମଙ୍କର ଲାଗି ଏକ୍ଲା ବୁଲୁଛନ ଆଉ ପିଲା ସାଙ୍ଗ ମାନେ ଧରିକି ବୁଲୁଛନ ଆଉ କେଂତା ହେବା

  • @goutam.0304
    @goutam.0304 5 дней назад +2

    କମେଣ୍ଟ ରେ ଭଲସେ ଲେଖ ଭାଇମାନେ ଦଣ୍ଡ ଲେଡିଜ ଜେନ୍ସ 2 ଜଣକେ ଦିଆଯାଉ

  • @Sukrucreation
    @Sukrucreation 5 дней назад +4

    ବହୁତ ଦୁଃଖର୍ ଖବର

  • @BirenDharia
    @BirenDharia 5 дней назад +3

    Love chakra

  • @basudevbag1775
    @basudevbag1775 5 дней назад +2

    କହେଲେ କହେଲା ବଲ୍ ବ ନେଇଁ କହେଲେ ମୁହୁଁ ଫୁଲାବ
    ଇନେ ପହେଲା ଘରର୍ ଲୁକର୍ ଭୁଲ୍ ଅଛେ ଟୁକେଲ୍ କେ ଏକ୍ଲା ଛାଡୁଥିଲେ ଥିଲେ ଜାକ୍ ହେଉଥିଲା କାଏଁ
    ଦେଖୁଛ ଦେଶ୍ ଦୁନିଆଁ କେଂତା ହେଲା ନ
    ଟୁକେଲ୍ ମାନେ ବି ଉଛଲି ଜଉଛନ କାଣା ହେଲେ କହି ହେଉଛେ କାଏଁ।।

  • @Chirananda-yb6cn
    @Chirananda-yb6cn 4 дня назад +1

    Thik heichhe

  • @GKVLOG-ef3dx
    @GKVLOG-ef3dx 4 дня назад

    राधे कृष्णा❤️❤️🙏🙏❤️❤️

  • @gunanidhi7719
    @gunanidhi7719 5 дней назад +3

    Thanks to police team

  • @SitanshuNayak-m4x
    @SitanshuNayak-m4x 5 дней назад +2

    ଧନୁଯାତ୍ରା ରୁ ଟେକି ନେଲେ କି ପଇସା ଲୁଭେ ଯାଇଥିଲା ଏକଲା ଛାଡ଼ି ଦେଇଥିଲ. ତୁମର ଭୁଲ

    • @rajeshsabar6266
      @rajeshsabar6266 5 дней назад

      E mankar family k first mad hebar katha daa kj chhaduchhan takar tukel k au he tukel kj gala akla au alga alga katha kahuchhan kete bele he pila call Karla au kete bele au alga lok janle kahuchhan eta to maha mushkil adua katha kahuchhan tar family wale😢

  • @U.B675
    @U.B675 5 дней назад +11

    ଧନୁଯାତ୍ରା ତୋ ଜର୍ଜ ହାଇସ୍କୁଲ ପଡିଆ , ମିନି ଷ୍ଟାଡିୟମ୍ ନେ ହଉଥିଲା କେନ୍ ଜଙ୍ଗଲ ରେ ହଉଥିଲା ଯେ ଆମେ ତୋ ନାଇ ଜାଣି

    • @Nyatee_sahu
      @Nyatee_sahu 5 дней назад +2

      😂😂

    • @Silentgirlmamata1999
      @Silentgirlmamata1999 5 дней назад +2

      Hnn ta 😂😂😂 adua katha aae bala.........kichi Jani ne hebar kn metter aae je 🙏🙏🙏

    • @basudevbag1775
      @basudevbag1775 5 дней назад

      Pura Right Kahela

  • @AnitaBhoi-lj4mi
    @AnitaBhoi-lj4mi 4 дня назад +1

    Please protect all' girl 😢😢

  • @stylerprince21
    @stylerprince21 5 дней назад +2

    ସବୁ ଟୁକେଲ ମନକୁ କହ ଯେ ନିଜର ମାଁ ବାପା ମାନଙ୍କର କଥା ମାନି ଚାଲୁ ନାଇ ହେଲେ ଏନ୍ତା ଘଟଣା ଆହୁରି ଦେଖିବାର କେ ମିଲବା ଇଟା ତ ଆରମ୍ଭ ଆୟେ

  • @ShaniWadeka
    @ShaniWadeka 5 дней назад +1

    ଜିଓ manonkr ବୁଲ୍

  • @DhaniaHial
    @DhaniaHial 3 дня назад +6

    କୃଷ୍ଣ ତ ରଣ୍ଡୁଆ ଟା, ତାର୍ ଯାତ୍ରା ଦେଖି ଗଲେ ଏନ୍ତା ହିଁ ହେବା, ଯାତ୍ରା ର ଆଉ ଗୋଟେ ନାଁ ହେଉଚେ ଗାତ୍ରା,,

    • @hakerhbds
      @hakerhbds 3 дня назад +1

      Bhagwan k kharab katha ne kaha bhai

    • @pintudeep3931
      @pintudeep3931 23 часа назад

      Tume bhal ta kn bhai bhagwan k kharab kahu chha j

    • @pintudeep3931
      @pintudeep3931 23 часа назад

      Krushna bhagwan kahi chhan k mor jatra dekhi asbar bahana re bhet padba bali

  • @PinkuMeher-t3c
    @PinkuMeher-t3c 22 минуты назад

    😢😢😢🙏🙏🙏

  • @pitambarbajrang5025
    @pitambarbajrang5025 4 дня назад +1

    ନିଜର ଭୁଲ ଅଛେ

  • @nilutechnicalstudylife8978
    @nilutechnicalstudylife8978 5 дней назад +2

    Love ra lagi

  • @payal730
    @payal730 5 дней назад +2

    ହରେ ନିଲଯ୍ୟା ପରିବାର୍, ଜବାନ୍ ଟୁକେଲ୍ ମାନେ ଏକେଲା ଯାଏସନ୍ କାଏଁ ଯାତ୍ରା ଦେଖି, ଭାଇ ଭଉଣୀ ବାପା ମା, କାହାର୍ ସାଙ୍ଗେ ନାଇ ଯାଇକିରି ଏକେଲା କେନ୍ତା ଗଲା, ଆର୍ ତମେ ଜୁଆନ୍ ଟୁକେଲ୍ ଟାକେ ଏକେଲା କେନ୍ତା ଛାଡିଥିଲ ,ତମେ ଆର୍ ତମର୍ ଟୁକେଲ୍ ଯେନ୍ତା, ଫଲ୍ ପାଇଛ ହେନ୍ତା, କାହାକେ ଦୁଶ୍ ଦେଉଛ,

  • @Bedbyasrout24
    @Bedbyasrout24 5 дней назад +9

    Gharar au tukel ra bhul ache jatra kene heuthila jangal ne kai

  • @ReenaTravel143
    @ReenaTravel143 5 дней назад

    Vl heiche R jaha Boyfriend sange dekhi 😂😂😂😂😂

  • @ramahembram3166
    @ramahembram3166 3 дня назад

    joy sri ram

  • @MaheswaraMaheswara-g7n
    @MaheswaraMaheswara-g7n 5 дней назад

    thik heichhe

  • @razking5536
    @razking5536 4 дня назад

    ଝିଅର ଜଙ୍ଗଲ ଭିତରେ କି କାମ ଥିଲା

  • @riderking45jt41
    @riderking45jt41 5 дней назад +1

    ଟୁକେଲ ଭି ପି ଚେ ବୈଲେ ଥାଡ କ୍ଲାସ ଟୁକେଲ ଟେ ଛି

  • @sanuOfficialvlogs6081
    @sanuOfficialvlogs6081 3 дня назад

    ନାରୀ ମାୟା କଇ ନେହି ପାୟା

  • @Chandan.10crazy
    @Chandan.10crazy 5 дней назад +4

    ୧-ପହେଲା ଭୁଲ୍ ଝିଅର ପରିବାରଙ୍କର
    ୨- ଝିଅର ଭୁଲ୍
    ୩-ପିଲାର ଭୁଲ୍

  • @bikrambarik8257
    @bikrambarik8257 4 дня назад

    ଧନ୍ୟ ହୋ duplicate କଂସ ରାଜା, ତମର ଧନୁ ଯାତ୍ରା ଥୀ ଏନ୍ତା କାରବାର ହଉଛେ, ତମେ କାଏଁ କଂସ ହେଇଛ????

  • @ranjitsarangi5113
    @ranjitsarangi5113 5 дней назад +4

    ଅତ୍ୟନ୍ତ ଖରାପ କଥା ଇଟା.... ବାକି ସରକାର କାନା କରୁଛେ ଦେଖୁ..... ବିଜେପି mla ବି ବରଗଡ ରେ ଅଛେ

    • @dhaleswarbhoi1364
      @dhaleswarbhoi1364 5 дней назад

      Tkr mutual pblm ae Bhai bjd ki bjp ki congress kna krba...

    • @basubhai6346
      @basubhai6346 5 дней назад

      Bhal hela ki bjp sarkar aachhe bjd thile aau baltkar heta

    • @Babu-r7f
      @Babu-r7f 5 дней назад

      Inu bjp bjd Karla na tui voting start kar beda sala

  • @pinkudash-u2m
    @pinkudash-u2m 5 дней назад +5

    dhanuyatra in burla jungle

  • @kailashrout267
    @kailashrout267 5 дней назад +3

    ଘର ର ଲୋକ ସବୁ ଜାଣିଛନ, ଟୁକେଲ ଜାନି ବୁଝି ପିଲା ସାଙ୍ଗେ ଯାଇଥିବା, ମନ ମାନି ସବୁ ଚାଲିଛେ,

  • @LabaKumar-j2r
    @LabaKumar-j2r 4 дня назад

    Sata

  • @bikashchandradeep8899
    @bikashchandradeep8899 5 дней назад +4

    Bahut dukhar Katha ae
    Dosi k danda milu

  • @sudhirsahu-n8s
    @sudhirsahu-n8s 2 дня назад

    Dhanu jatra dekhi jai thila ... jungle k kehi gala 😂😂😂

  • @Lulu_dal
    @Lulu_dal 5 дней назад

    ଟୁକେଲ ର ଭୁଲ ଅଛେ କାନା ହେଲା ଜେ ସେ ଜିବା

  • @iamumesh8630
    @iamumesh8630 5 дней назад

    ତୁମେ ଯାହା କହ ଭାଇ ଟୁକେଲ ବି ଖିଲାଡ଼ି ଥିବା ଏନ୍ତା ଲାଗୁଚେ। ଏକ୍ଲା ଯାତ୍ରା ଦେଖି ଯାଉଛେ ବେଳେ କମ୍ କଥା କେ ଆଉ ତାକର୍ ଘର ଲୋକ ବି କମ୍ କେ

  • @pinkudash-u2m
    @pinkudash-u2m 5 дней назад +9

    Krushna bhabhi kari jaithila hele kansa baharigale

  • @GulekMahakur-l6k
    @GulekMahakur-l6k 5 дней назад

    ତମର ଟୁ କେଲ ପେଲେଇ ହେବା କେ ଯାଇଥିଲା ନାଇଁତ ଜଙ୍ଗଲେ କାଏଁ ଯାତ୍ରା ହଉଥିଲା

  • @KamalMalik-d2k
    @KamalMalik-d2k 5 дней назад

    Bala jathara bala kansa Jay 👽 Jay

  • @sambalpuridigital6300
    @sambalpuridigital6300 3 дня назад

    ଟୁକେଲ ମଦ ଭି ପିଛେ ତାର ନାନି କହୁଛେ

  • @JharanabagJharanabag
    @JharanabagJharanabag 5 дней назад +2

    Jetejane heithau e duniya re tukel manku hi badnam milsi .kia janichhe he jhia sange kane heichhe je .sabhe setake kharap way re kahuchhan .chhua dinu tukel manku kahi parsan maa bapa khali ki kharap rasta re ne jibu bali ? Kn bali pila manku kn bali ne kahan jadi tukel gute ke chhua dinu jen shiksya dia hauchhe pila gute ke bi dia heta bele dunia agke badhta .
    Enta ghatana mane bahut thar helana lekin se ghatana re e duniya ra log mane khali gute jhia ra na re hi badnam kari jansan .kam se kam kichhi kari ne para bele kale kale hele thiba sabhe 🙏

  • @RanjitPatel-rk4eh
    @RanjitPatel-rk4eh 5 дней назад +3

    Love is not a crime pilamane anta ne karbar katha

  • @AMITKUMAR-vx7bx
    @AMITKUMAR-vx7bx 5 дней назад

    ତାର ମୋବାଇଲ ଜାନ୍ଚ କରାଜାଉ ସବୁ ସତ ବାହାରି ଜିବା

  • @NarendraMahakur-r8v
    @NarendraMahakur-r8v 5 дней назад

    ପରିବାର ଲୋକମାନେ ହାରାମି ମୂର୍ଖ ବୋଲି ଝିଅ ର ଏ ଅବସ୍ଥା ହେଲା

  • @pandabapadhan7300
    @pandabapadhan7300 5 дней назад

    Next episode full

  • @arunakhadiratna8546
    @arunakhadiratna8546 5 дней назад +3

    ଇସାପାମୀଲୁ😂

  • @mantujaypuria1684
    @mantujaypuria1684 5 дней назад

    Akla chadle henta he heba akla chadle henta he heba janu chha duniya the kenta haau che au akla chadu chha

  • @tarjannaik7696
    @tarjannaik7696 4 дня назад

    Dhanu jatra boli kenta janba😂😂😂😂😂😂😂

  • @LilimaBhue-q6k
    @LilimaBhue-q6k 19 часов назад

    Kia Kia notice karle...se Jhia ra nani kahuchhan dinar 2 baje ru se dhanuyatra dekhi jaithila bali au tar bad daa kahuchhan sundhya 4 baje dhanuyatra dekhi jaichhe kahi ki...e manku nijku hi pata nina takar tukel ken time re gharu bahari chhe...se Jhia sange jana v galat heichhe bahut galat heichhe amku v kharab laguchhe...but minabazar vitru kia apharan kari nebar ta mate tk katha thik nai lagbar...se Jhia sange au v ta log hai thibe dekhi tahaku pachra uchra karbar katha au jadi sange kehi nai jai ta takar gharar lukar v galti achhe...ate bad dhanuyatra re nijar tukel k ekla chhadbar ta ghare family member thai ki...

  • @susantatandia4539
    @susantatandia4539 5 дней назад +1

    ଇ ଧନୁ ଜାତ୍ରା ଓ ଇ ରାବନ ପୁଡା ରେ କାଣା ମିଳସି କହତ ଯେ ଦେଖି ଜାଏସ

  • @bikashbishwal5233
    @bikashbishwal5233 5 дней назад +2

    ଇ ଟା କାଏଁ ଖବର ହୋ l

  • @nilabatisahu440
    @nilabatisahu440 3 дня назад +1

    kn bali akla dekhi pathaucha hede bad jatra re hete bhid re kia kana karba j gharar sange gale dekhi kn hesi

  • @raghunathchandan5840
    @raghunathchandan5840 5 дней назад

    ସବେ ଯାନୀ ଛ ସେ କୁଶ୍ନ କେ ଆରୁ ଚାନ୍ସ ଦେଛନ୍ତ ନେ ହେଲେ ଆଡେ ବିପଦ କାଁ ହିଁ ହେଟା

  • @srutymehera6258
    @srutymehera6258 День назад

    Dui tin thappad tukil k dia aga maa bap mane . Bahar wala k kebe bharosa nhi kar bar katha ..kebe v pila tukil ra friend nhi hei pare ...eta sabu maa bap bujha ha ....😢😢😢😢😢

  • @pujapera7081
    @pujapera7081 5 дней назад +1

    Why it's happened to girls only 😢 girls are not saved 😔

  • @kartikabariha6881
    @kartikabariha6881 5 дней назад

    ପିଲl ର ଭୁଲ୍ ନି 9.. Tukel କେଁ j a k ଲl ଯିବା ଦେଖି.. ଗୀହl ନି ଦେଇ ଥିବା j ପିଟି 6e..

  • @centralcbiforce3817
    @centralcbiforce3817 5 дней назад

    Luki luki love karle enta hesi
    But Bahut bahut Dukhar katha

  • @DrumanNanda-wn6gu
    @DrumanNanda-wn6gu 5 дней назад +1

    Eta garden mankar chal hela tankar jhe ke akela pathabe kai jetradekhi ja bali kuha

  • @BikashTandi-w1i
    @BikashTandi-w1i 5 дней назад +6

    Tukel ra family achhan kini jj ekela dekhi jaithila hetar love chakar thiba family kihe b nai pachrale kahar sange dekhi jauchhu bali

  • @kapilasmahakur8371
    @kapilasmahakur8371 4 дня назад

    Nei kari piei deichhan

  • @FFLOVER-wi4mm
    @FFLOVER-wi4mm 3 дня назад

    Jaha jatra dekhi nei6an

  • @sk_samrat_present_official
    @sk_samrat_present_official 5 дней назад +1

    ଗୁଟେ ହାତେ ତାଲି ନାଇଁବାଯ୍ ସି ଭାଇ.....Tukel Ra bhul v achhe confirm

    • @MaheshKumbhar
      @MaheshKumbhar 5 дней назад +1

      Tukel ra bhul thau ki nai thau ... Tukel k anta karbar katha kn???

    • @BarshaRanimahanandia
      @BarshaRanimahanandia 5 дней назад

      O bhai tamar mankar ta atka bhul thisi
      Tamar mankar kj tukel mane safe fill nai karan, jadi tame mane sabu tukel manku respect de ta bele e sabu nai heta dada