Jibana Do Chakire Ashara Alok Ep 180 | 21 Sep 2019 | ନିଜ ଭୁଲ ସ୍ୱୀକାର କରିବାକୁ କଣ ପାଇଁ ନାରାଜ ମଣିଷ

Поделиться
HTML-код
  • Опубликовано: 8 фев 2025
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Famous Odia movie Actor Mihir Das anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    RUclips: goo.gl/Ehz6OP
    Facebook: / otvnews
    Circle on G+: google.com/+otvodisha
    Twitter: / otvnews
    Instagram: / otvnews
    #JibanaDoChakireAsharaAlok #OdishaTV #OTV

Комментарии • 2 тыс.

  • @sweta-1234
    @sweta-1234 10 месяцев назад +6

    Se jaha b heu se jhia pakhare bahut dharjy au ସାହସ ଅଛି, ସେ ଏକୁଟିଆ ଆସିଥିଲା ଆଉ ଧର୍ଯ୍ୟର ସହ ବସିଥିଲା ତାକୁ ଆଙ୍ଗୁଠି ଦେଖେଇ ସମସ୍ତେ କଥା କହିବାର ସାହସ ରଖୁଥିଲେ, ତାଠାରୁ ଭଲ ଝିଅ ଆଉ ସେ ପୁଅକୁ ମିଳିବ କଷ୍ଟସାଧ୍ୟ, ସେ ଝିଅ ଏତେ strong ତୃତୀୟ ଲୋକକୁ ତାଙ୍କ ସମ୍ପର୍କରେ ପଶିବାକୁ ଦେଉନି, ମାନିବାକୁ ପଡ଼ିବ, ସତରେ ଏମିତି ଝିଅ କୁ ସାଲୁଟ ଦରକାର।

  • @Samrat8298
    @Samrat8298 Год назад +30

    ଗୋଟିଏ ଭୁଲ ସାରା ଜୀବନକୁ ନର୍କ କରିଦିଏ ଏହି ଅଧ୍ୟାୟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ

  • @meenakshikar6351
    @meenakshikar6351 3 года назад +173

    ମିହିର ବାବୁ ଶେଷକୁ ଯାହା କହିଲେ ପୁଅଟି ପାଇଁ ହୃଦୟ ସ୍ପର୍ଶୀ
    ଓ ଠିକ୍ ଲାଗିଲା। ଝିଅ ଟି କୁ ଦେଖି ଲେ ଭୟ ଲାଗୁଛି।ଜୟ ଜଗନ୍ନାଥ।

    • @laxmipriyabadajena4904
      @laxmipriyabadajena4904 3 года назад +6

      🤣r8 a jhia ku mu dine bbsr re dekhila bhali laguchi

    • @dharanimohanty3154
      @dharanimohanty3154 3 года назад

      @@laxmipriyabadajena4904 mmmmmmmmmmmmmmmmmmnmmmmmmmmmmmmmmmmmm
      Mkkkkkkkkkkkkkkkkkkkkkkkkkkkkkkkkkkkkkkkkkkkkm

    • @datapujhari1535
      @datapujhari1535 3 года назад

      @@laxmipriyabadajena4904 y

    • @mamatajena802
      @mamatajena802 Год назад

      Se jhio bhul nihati thiba kintu se pua bi harami love kari baha hei thula jani parilani besi bhul se pua ra setebele ta paribara ku pacharileni

    • @sradhadas942
      @sradhadas942 Год назад

      Sem sis😢​@@laxmipriyabadajena4904

  • @ganeswar5187
    @ganeswar5187 3 года назад +15

    ଝିଅ ଆର୍ଟିଷ୍ଟ ଭଲ ରୋଲ କରୁଛି ଡ୍ରାମା qeen ସବୁ ଜଣା ପଡୁଛି

  • @RAMRAM-iz2cp
    @RAMRAM-iz2cp 2 года назад +41

    ପ୍ରମିଳା ମା ଟିକେ ଭଗବାନ ଙ୍କୁ ଡରନ୍ତୁ ମିଛ କଥା କହି ଗୋଟେ ପୁଅର ଜୀବନ ନଷ୍ଟ କରନ୍ତୁନି ମା ଆପଣ ଙ୍କୁ 🙏🙏

  • @prasantasendha9721
    @prasantasendha9721 4 года назад +86

    ପ୍ରମିଳା ବୁଢ଼ୀ ମନେ ମନେ ବଡ଼ ଜର୍ଜ ଭାବୁଛି

  • @djsiba3464
    @djsiba3464 Год назад +25

    କଥାରୁ ଜଣା ପଡ଼ିଲା ଯେ କାହାର ଭୁଲ୍... ଝିଅର,,💯💯💯💯💯💯💯💯💯

  • @munnabehera7367
    @munnabehera7367 4 года назад +106

    ବହୁତୁ ଭଲ ପିଲା ତୁମେ .. ଆଜି ମାଆ ପାଇ ଏମିତି.. ଚଣ୍ଡୀ .. ମାଇକିନା କୁ ଛାଡି ଦେଲ ବହୁତୁ ଭଲ

  • @ganeshpanigrahi2724
    @ganeshpanigrahi2724 3 года назад +62

    ଆମ ହୃଦୟ କହୁଛି ଯେ, ଏହିଭଳି ପରିସ୍ଥିତିରେ ପୁଅକୁ ମୁକ୍ତି ଦେବା ଉଚିତ ହେବ ...

  • @narayanbarik6392
    @narayanbarik6392 Год назад +9

    ନାରୀ ପ୍ରଧାନ ନ୍ୟାୟ ବ୍ୟବସ୍ଥା ପାଇଁ ସଂସାର ସାରା ପୁରୁଷ ଜାତି ଆଜି ପ୍ରତାରିତ ଏହାର ଅନ୍ତ ନାହିଁ।ଆମ ସାଶନ ବ୍ୟବସ୍ଥା ରେ ନାରୀ ଏବଂ ପୁରୁଷ ସମାନ ହେବା ଦରକାର ଯେପରି ପ୍ରତ୍ୟେକ କ୍ଷେତ୍ରରେ ସମାନ।

  • @biswamberbiswamber1760
    @biswamberbiswamber1760 5 лет назад +87

    ଝିଅଙ୍କୁ ବ୍ରହ୍ମାଦେବ ଚିହ୍ନି ପାରିନାହାନ୍ତି ପୁରୁଷ କଣ ଚିହ୍ନିବେ, ଭାଗ୍ୟରେ ଅଛି ପୁଅକୁ ଭୋଗୀବାର ସର୍ବ ମଙ୍ଗଳ ଜଗନ୍ନାଥ !

  • @KrishnaKumar-io8dx
    @KrishnaKumar-io8dx 5 лет назад +99

    ଆଶାର ଆଲୋକ ସବୁ ସଦସ୍ଯ କୁ ମୋର ନମସ୍କାର ମୁ ଏହା ଦେଖୀ ଜାଣିଲି ଜେ ଭୁଲ୍ ଝିଅ ର

  • @gopalkrishnapradhan3425
    @gopalkrishnapradhan3425 5 лет назад +29

    Pramila maushi jhia ku bahut support karuchhanti.

  • @deepupradhan3573
    @deepupradhan3573 3 года назад +46

    ସେ ପ୍ରମିଳା ମେଡମ ,, କଣ ପାଇଁ ଏତେ ଗର୍ଜନ କରୁଛନ୍ତି ,, ଧୀର ସ୍ଥିର କଥା ହେବା ଆସୁନି

  • @gangabehera3762
    @gangabehera3762 4 года назад +50

    ଝିଅକୁ ନମ୍ଃ କାର ଏବଂ ପୁଅକୁ ସାହାଯ୍ୟ ଏବଂ ପୁଅକୁ ନାୟମିଳୁ

  • @pramodbehera5192
    @pramodbehera5192 5 лет назад +279

    ଏମିତି ଝିଅ ମୁଁ କେବେବି ଦେଖିନଥିଲି ଆଜି ଦେଖୁଛି 🙏🙏🙏🙏

  • @sameersamantaray5908
    @sameersamantaray5908 4 года назад +24

    ପଛକୁ ଚାହିଁଲେ ଅଧାଂର, ଆଗକୁ ଚାହିଁଲେ ଆଲୋକ। ଏ ପୁଅ ଭଲ ପୁଅ କିନ୍ତୁ ସବୁ ଭୁଲି ସଂସାର କର।

  • @bimalkumarjena1988
    @bimalkumarjena1988 5 лет назад +46

    ମିହିର ସାର ନମସ୍କାର ଆପଣଙ୍କ କଥାରେ ମୁଁ ଏକମତ ମତେ ଲାଗୁଛି ପୁଅ ଫ୍ୟାମିଲି ଠିକ୍ ଅଛନ୍ତି ଏ ଝିଅ ତାଙ୍କ ପରିବାର ରେ ବୋହୁ ହେବାପାଇଁ ଯୋଗ୍ୟତା କାହିଁ ମୁଁ ପାଇଲିନି,,ଜୟ ଜଗନ୍ନାଥ,,

  • @arjunsahoo1852
    @arjunsahoo1852 3 года назад +40

    ରିନା madam ବହୁତ ଭଲ ଶୈଳୀ ରେ ସବୁ ସମସ୍ୟା କୁ ସମାଧାନ କରନ୍ତି , My fvrt Reena madam 🙈

  • @sitakantamishra47
    @sitakantamishra47 4 года назад +33

    ପୁଅଟି ଏକଦମ ଠିକ୍ କହୁଚି ।।

  • @Gulsan740
    @Gulsan740 4 года назад +24

    ଝିଅ ଟି ବହୁତ ମିଛ କହୁଛି କାହିଁକି ନା ତା କଥା ବାର୍ତା ରୁ ଜଣା ବଡୁଛି
    ପୁଅ ବି ଯଦି ଭୁଲ କାମ କରୁଥିବ ସେ ଭଗବାନ କ୍ଷମା କରିବେନି

  • @kunumajhi6027
    @kunumajhi6027 11 месяцев назад +3

    ମିହିର୍ ସାର୍ ବହୁତ ସୁନ୍ଦର କଥା ଟି କହିଲେ

  • @lubupanda1720
    @lubupanda1720 Год назад +6

    ପ୍ରମିଳା କୁ ଏପୋଗ୍ରା ବାହାର କରିଦିଆଯାଉ
    କାରଣ ପ୍ରମିଳା ଟଙ୍କା କାରବାର କରେ

  • @gurumutiysethi580
    @gurumutiysethi580 3 года назад +10

    ମିହିର ସାର ପମଳା ମା ସମାଜ ସେବିରୁ ଵାହାକରନୂ

  • @ashokrout1903
    @ashokrout1903 10 месяцев назад +1

    Mihir sir is great

  • @prasantakumarmohanta7311
    @prasantakumarmohanta7311 5 лет назад +14

    ବାଜେ ଝିଅ

  • @dilipgaming3355
    @dilipgaming3355 3 года назад +12

    ଆମ ବିଚାର ନିଷ୍ପତି ସେ ଝିଅଟା ମହା ଖେଳୁଆ ଳ ସବୁ ମିଛ କୋହୁଛି ମୋ ମତରେ

  • @odiatokadeepak2885
    @odiatokadeepak2885 4 года назад +4

    ଆଶାର ଆଲୋକ କୁ କହିବାକୁ ଯାଉଛି ଛୁଟ ହୁହରେ ବଡ କଥା ଯେତେ ବେଳେ ରଙ୍ଗ ନବର ଆସିଲା ଝିଅ କହିଲା ମୁ ପୁଲିସ ଅଫିସର ଝିଅ ବଲି ଜାନିପାରିଲାନିକି ପୁଅ ଫୋନ ନବରରବ୍ଲକ ଲିଷ୍ଟ କରି ଦେଲାନି ପୁଅର ବି ବୋଲ ଅଛି କାହିଁକିନା ଯେତେ ବେଳେ ଝିଅ କହିଲା ମର ଇଜତ ନେଇଗଲା ସେତ ବେଳେ ଯାଇପାରିଥାତା ଥାନା କୁ କହିଥାତା ଶାର ରଙ୍ଗ ନବର ରେ କଲକରି କହୁ ଥିଲା ମତେ ବାହାହୁଅ ନହେଲେ ମ ବାପା ପୁଲିସ ଅଫିସର କହିଁକି ଥାନାରେ ପୁରେଇ ଦେବି ପୁଅ କହିଥାତା ଶାର ମତେ ଡାକିକି ଘରକୁ କୂଳଡ୍ରିଂକ୍ସ ଭିତରେ ମଦମିଷେଏଇକି ଦେଇଦେଲାମୁଯାନିପାରିଲିନି ମ ମୁଡ ବୁଲେଇଲା ମୁ ସୁଇପଡ଼ିଲି ଏତିକିକହିବାକୁ ଡର ଲାଗିଲାକି ଯଦି ବାପା ମା କଥା ଭାବୁ ଥିଲା କାହିଁକି ବାହା ହଉ ଥିଲା ,.......

  • @gopalkrushnabhatta2783
    @gopalkrushnabhatta2783 3 месяца назад +1

    Mihir sir jaha kahichanti 100% right

  • @sitakantamishra47
    @sitakantamishra47 4 года назад +38

    ଅତ୍ଯନ୍ତ ଭଲ ପରିବାର ପୁଅ ଘର ଲୋକ ।।

  • @giridharipadhy7455
    @giridharipadhy7455 4 года назад +49

    ଭାଇ ଏମିତି ବଡ tension situation God କିଛି ଗୋଟେ କରନ୍ତୁ ...ମିହିର sir ଙ୍କ last line ବହୁତ important

  • @djsiba3464
    @djsiba3464 Год назад +7

    ମିହିର ଭାଈ ଙ୍କ ଲାଷ୍ଟ ଲାଇନ ସବୁ ସତ ପ୍ରତିଶତ l like it...... always remember really accepted.....................…

  • @ghasirammurmu6462
    @ghasirammurmu6462 3 года назад +4

    ମିହିର ସାର୍ ଏଇଟା ଦମ ଦାର episode

  • @arpitadhal109
    @arpitadhal109 4 года назад +4

    A jhiaa bhaut badamas kebe bi khushire tanka paribara rakhibani

  • @saratchandrajena6513
    @saratchandrajena6513 Год назад +3

    Mehir sir ଙ୍କ କଥା ପ୍ରକୃତରେ ସତ୍ୟ ହୁଦୟକୁ ଛୁଇଁଲା

  • @chandrasekharsahoo8760
    @chandrasekharsahoo8760 4 года назад +6

    ବଦମାସ ସ୍ତ୍ରୀ ଲୋକ ଲାଗୁଛି

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ଏମିତି ଝିଅକୁ ସାବଧାନ ଲୋ ମାଆ
    ଧନ୍ୟବାଦ ମିହିର sir

  • @akashpradhan6192
    @akashpradhan6192 3 года назад +28

    I love you mihir sir ପୁରୁଷ ମାନଙ୍କ ଦୁଃଖ ବୁଝିଥିବାରୁ ଧନ୍ୟବାଦ

  • @arjunsahoo1852
    @arjunsahoo1852 3 года назад +18

    ସେ ଝିଅ ସେତିକି ଉଦ୍ଧତ ବୋଲି ତା ସହ କେହି ଆସିନାହାନ୍ତି , 🤔 ଯାହା ସହ ବାପା ମା ଙ୍କ support ନାହିଁ , ସେ କୋଉ ପ୍ରକାର ଝିଅ ଜଣା ପଡ଼ୁଚି 😆

    • @kasturirout133
      @kasturirout133 3 года назад +1

      Right

    • @janakishaoo-ig1er
      @janakishaoo-ig1er Год назад

      ​@@kasturirout133ମେର ବାପା ନାହାନ୍ତି କିଏ ଆସି ଥାନ୍ତା କିଛି ନଜାଣି ମତ ଦିଅନ୍ତୁ ନାହିଁ plz

  • @ranjeetkumarmohapatra4549
    @ranjeetkumarmohapatra4549 3 года назад +12

    ଏ ଝିଅ ଟିର 90% ଭୁଲ
    ଏ ଝିଅ ଟି ଏକଦମ ସଂସ୍କାରହିନା ପରି ହଉଚି

  • @satyabadinayak8219
    @satyabadinayak8219 4 года назад +26

    ଏ ଝିଅ ଭାବୁଥିଲା ଖୁସିରେ ରହିବ ମିଛ କହିକି କିନ୍ତୁ ପର କୁ ନର୍କ କୁ ଠେଲିଲୁ ତୁ ବି ଗଲୁ

  • @prabakarkumar7993
    @prabakarkumar7993 4 года назад +12

    I feel ସବୁ ଭୁଲ ସେଇ ଝିଅର

  • @pragnyasamantaray1088
    @pragnyasamantaray1088 4 года назад +18

    Kindly pramila mam nku kuhantu tanka voice slow karibe

  • @HariBag-xc1tj
    @HariBag-xc1tj Год назад +9

    Mis u Mihir sir ଜଉ ଭଳି କଥା କହୁଛ ବହୁତ ସୁନ୍ଦର

  • @arjunsahoo1852
    @arjunsahoo1852 3 года назад +12

    ଏ ଫୁଟିକି ବେଂଗ ର ସବୁ ଭୁଲ୍ , ଜଣା ପଡ଼ୁଚି 🥵

  • @antarjyamikar8877
    @antarjyamikar8877 5 лет назад +71

    ମିହିର ଭାଇ is right. Last statement wins our heart.

  • @sipunkumarswain5309
    @sipunkumarswain5309 5 лет назад +13

    Jhiara 100% ru 80% bhul achi
    Mihir sir nka Katha re mu excited

  • @ramakanthdash8496
    @ramakanthdash8496 4 года назад +27

    ଫୁଲ କଳାକାର... ମାଡାମ ଅଭିନୟ ରେ ନମ୍ବର 1.. ତାଙ୍କ ଖୁରାକୁ ଜୁହାର

  • @pabitraswain7312
    @pabitraswain7312 4 года назад +7

    A jhia ta all rounder 🙏🙏🙏

  • @puspanjalinaik9463
    @puspanjalinaik9463 3 года назад +22

    Divorce is the best solution in this case.

  • @kinkupradhan7124
    @kinkupradhan7124 5 лет назад +11

    Tq mihir sir 👏👏👏👏
    Bhagabana mangala karantu
    Jai jaganaaath swami 👏👏👏

  • @dillipmaharana3656
    @dillipmaharana3656 4 года назад +3

    ହେ ଭଗବାନ

  • @pradhanrakesh2018
    @pradhanrakesh2018 4 года назад +9

    ଝିଅଟିର ଦୋଷ ଜଣାପଡୁଛି 🙏 ଜୟ ଜଗନ୍ନାଥ 🙏

  • @dalimaharana851
    @dalimaharana851 9 месяцев назад +2

    Satare a Jhia bhal abhinaya karuchhi 🥱🥱

  • @KumariPuspa-z6i
    @KumariPuspa-z6i Год назад +1

    Mihir sir apana jaha kahile thik apankau Dil se salut

  • @sushantdehuri7547
    @sushantdehuri7547 5 лет назад +23

    Thanks for U Mihir Sir

  • @dusmantasahu8871
    @dusmantasahu8871 4 года назад +4

    ହେ ଭଗବାନ, ଝିଅ ଧମକ ରେ ଡରି ୟେ ମାଇଚିଆ କୁଆଡେ ତାକୁ ବାହା ହେଇଛି, କଥାଟା ଅଜବ ଲାଗୁଛି
    ଝିଅ କିଛି କମ ନୁହେଁ ପୁରା ଚାଲୁ

  • @haraprasadmahanta4657
    @haraprasadmahanta4657 5 лет назад +145

    ମିହିରି ଭାଇ ଠିକ୍ କହିଛନ୍ତି

  • @punchlines1372
    @punchlines1372 5 месяцев назад

    My favourite comedy show is " Asara aloka" whenever I feel stressful I always watch this series ❤❤❤😊

  • @JaganJagan-u5v
    @JaganJagan-u5v 11 месяцев назад +1

    Mlhir sir right kahichanti

  • @dhrubjena8180
    @dhrubjena8180 3 года назад +5

    ଝିଅ ଟା ଯାତ୍ରା ଡାଇଲଗ ଭଲ ମାରୁଚି.

  • @biswajitsahoo4007
    @biswajitsahoo4007 5 лет назад +10

    Mihir Babu you are right..
    Mo openion . Ree bhul Sabu jhiara...
    Seta gote devil 😈
    Micha kahi marriage karichi...
    Mo paba ASI ACHANTII..
    police katha kahile kehi bi ta darijiba...2011. Masiha ree...
    Pua ti fasijaichii....
    With Core of my heart am requesting mihir sir give the right decision for them...
    Odisha is proud of you....

  • @manjulataseth7191
    @manjulataseth7191 4 года назад +14

    Thank you mihir sir 🙏🙏🙏

  • @RAMRAM-iz2cp
    @RAMRAM-iz2cp 2 года назад +1

    ମୁଁ ଜାଣିଚି ଏ ଦୁନିଆରେ ପୁଅ ଆଖିର ଲୁହ କାହାକୁ ଦେଖା ଯାଏନି ଯଦି କଷ୍ଟରେ ବି ଜଣେ ପୁଅ ଆଖିରୁ ଲୁହ ଗଡ଼ାଏ ତାହେଲେ ତାକୁ ଲୋକ ଥଟାରେ ମଜାରେ ନେଇଥାନ୍ତି କିନ୍ତୁ ଗୋଟେ ଝିଅ ଯଦି ଅଭିନୟ କରି ଟିକେ କାନ୍ଦି ପକାଏ ସବୁ ଲୋକ ତାକୁ ହିଁ ସପୋଟ କରନ୍ତି

  • @shushantguru8986
    @shushantguru8986 Год назад +2

    Right 👍👍👍

  • @santoshpanigrahi5492
    @santoshpanigrahi5492 4 года назад +21

    Mihir sir is good decision 🙈🙊🙉

  • @dillipnayak7165
    @dillipnayak7165 5 лет назад +43

    Salute mihir sir for ur last speech

  • @soumyaprusty9799
    @soumyaprusty9799 4 года назад +3

    Who are comes from tiktok...give👍🏻....jhia ra grave kete dekha

    • @tukun3410
      @tukun3410 4 года назад +1

      Sir mu asichi tiktok ru dekhiki 😂😂😂😂😂😂😂😂😂😂

  • @malayanayak9901
    @malayanayak9901 4 года назад +2

    Gopabandhu sir desition is best

  • @srilekhamallick764
    @srilekhamallick764 3 года назад +2

    thanks mihir sir ,,,,purusa mananka dukha bujhi thibaru

  • @Jaga-s9d
    @Jaga-s9d 11 месяцев назад +3

    Mihir sir🙏🙏🙏

  • @manaskumarmala1310
    @manaskumarmala1310 5 лет назад +17

    Mihir sir jaha kahile sampurn thik purus manankar dukha bujha jau,Sabu jagare bhulu nathay,Sabu sir nku more pranam,

  • @biswajit6578
    @biswajit6578 4 года назад +9

    Mihiri sir nkar judgment 100% right

  • @FoodiesStudyVlog1090
    @FoodiesStudyVlog1090 Год назад +1

    Ae gotie episode jouthi mihir sir speechless

  • @pramitsethi9614
    @pramitsethi9614 Год назад +2

    ମାଁ ଲୋ କି ସ୍ତ୍ରୀ ? ଭାରି ଭୟଙ୍କର ଝିଅ ଲୋ ମାଁ । Ram ram

    • @janakishaoo-ig1er
      @janakishaoo-ig1er Год назад

      ତୁମେ କଣ ଜାଣି ଚ ମୋ ବିଷୟ ରେ
      ଜିୟ ପୁଅ ଉପରେ କିରୋସିନ ଧାଲିବ
      ମୁଁ ଛାଡିବି

  • @debashishbhuyan1084
    @debashishbhuyan1084 5 лет назад +13

    pramila madam is best
    🐄😊😊😊😊😊😊

  • @sunitapabitra9493
    @sunitapabitra9493 5 лет назад +4

    E episode re sabu bele jhia ku saport kara jauchi

  • @ajayabhanja2153
    @ajayabhanja2153 5 лет назад +7

    ମିହିର ସାର୍ ଆପଣ ଠିକ୍ କଥା କହିଲେ......ବହୁତ ବହୁତ ଧନିଅ ବାଦ୍ ଖାଲି ପୁଅକୁ ଭୁଲ ବୁଝିଲେ ହବନି.....ଝିଅର ବି ଭୁଲ ଅଛି............ହୁଏ ତ ଝିଅ ମିଛ କହୁଛି...ପୁଅ ଜାହା କହୁଛି ସବୁ ସତ....ଆଉ ଗୋଟେ କଥା ଦୁଇ ଜଣ ଝଗଡା ଭିତରେ ଛୁଆର ଭବିଷ୍ଯତ୍ ଜେମିତି ଅଦ୍ଧାର ନ ହଉ....ଏତିକି ଅନୁରୋଧ....ସେ ପିଲାଟି କେମି ଭଲରେ ରହିବ...ଅବା ପଢା ପଡି କରିବ ତା କଥା care ନିଆଜାଉ

  • @tezu7739
    @tezu7739 4 года назад +1

    Mihir sirnka judgement bahuti vala.

  • @KadambiniBehera-zv3yz
    @KadambiniBehera-zv3yz Год назад +1

    ପୁଅ ଟି ଠିକ୍ କହୁଛନ୍ତି 😂

  • @rajashreepati1167
    @rajashreepati1167 5 лет назад +9

    Mihir sir last re jou Katha kahile.... Nice line

  • @deviduttapati8518
    @deviduttapati8518 3 года назад +4

    Mihir Babu your suggestions is very very very very very very very very good.

  • @plcmusic7169
    @plcmusic7169 5 лет назад +8

    ମିହିର sir salute aapn thik kahile

  • @mithununayak5627
    @mithununayak5627 Год назад +1

    ପ୍ରମିଳା ମାଡ଼ମ ମିଚେଇ ଅଙ୍କୁ ଦଳରୁ ବାହାର କରିଦିଅନ୍ତୁ

  • @rajendragouda9422
    @rajendragouda9422 4 года назад +2

    Mihir sirnka right question Purusha b nyaya paiba darkar

  • @kishorchandramahanti5784
    @kishorchandramahanti5784 4 года назад +4

    Dod discussion. Good discussion sar

  • @SS-te4qp
    @SS-te4qp 5 лет назад +8

    ପୁଅ ପିଲାମାନଙ୍କୁ ବି ନିଆଏ ଦିଆ ଯାଉ

  • @ANILSAHU-yr4hb
    @ANILSAHU-yr4hb Год назад +3

    Miss u mihir sir😂 😂

  • @indramanipradhan6757
    @indramanipradhan6757 Год назад +1

    ଅପେରା ବାଲି ଏମିତି ହୁଅନ୍ତି

  • @runidei4052
    @runidei4052 4 года назад +2

    ମିହିରି ବାବୁ ଆପାନଙ୍କୁ ନମସ୍କାର ନାୟ ଉପଯୁକ୍ତ

  • @Sirbinodcreation
    @Sirbinodcreation 4 года назад +8

    Mihir sir really I like this you are a good person

  • @ajayapradhan7108
    @ajayapradhan7108 3 года назад +3

    Apananka last speech right

  • @ajayapradhan7108
    @ajayapradhan7108 3 года назад +14

    U r great Mihir sir

  • @bigyan60
    @bigyan60 Год назад +1

    Wow mihir Bhai what a judgement

  • @RanjanKumar-io7ej
    @RanjanKumar-io7ej 3 года назад

    My febraite .....only one youtube chenal....

  • @rameshranjan2824
    @rameshranjan2824 5 лет назад +8

    Respected Gopa bandhu sir you are great

  • @Rasmitalifestyle
    @Rasmitalifestyle 5 лет назад +15

    Mihir sir I salute you for last question

  • @saritasethy910
    @saritasethy910 5 лет назад +6

    A jhia bhout khatarnak reeeeee....

  • @sskdipakdas492
    @sskdipakdas492 4 года назад

    A toka over ating karuchi jia Mata sapot karucha like kara

  • @satarupapatra2148
    @satarupapatra2148 3 года назад +14

    Rip mihir sir🌷🌷

    • @divergentthinker143
      @divergentthinker143 3 года назад

      😪😪😪😓😓👩‍🦱💗✉✉💗✉✉💗
      💗✉✉💗✉✉✉
      💗💗💗💗✉✉💗
      💗✉✉💗✉✉💗
      💗✉✉💗✉✉💗