ରାମଙ୍କୁ ଦ୍ଵିତୀୟରେ ରାଜା ହେବାପାଇଁ କିଏ ମନା କଲେ | Nilanchala Mishra Bharat Lila | Odia Bharatlila Gahani

Поделиться
HTML-код
  • Опубликовано: 3 фев 2025

Комментарии • 28

  • @shrikarabehera-mh7fz
    @shrikarabehera-mh7fz 6 месяцев назад +10

    RadheRadhe Harekrishna jaijagnnath 🙏🙏🙏

  • @sanghamitrapanda3809
    @sanghamitrapanda3809 9 месяцев назад +51

    ବହୁତ ସୁନ୍ଦର ବିଷୟ ବସ୍ତୁ ଉପସ୍ଥାପନା କରିଛନ୍ତି ମିଶ୍ର ଆଜ୍ଞା । ବହୁତ ସୁନ୍ଦର ଭାବରେ ମଧ୍ଯ ପରିବେଷଣ କରିଛନ୍ତି । ସାବଲୀଳ କଂଠ ସହିତ ବୁଝେଇବା ଶୈଳି ମଧ୍ଯ ମନମୁଗ୍ଧକର । ସାଦର ପ୍ରଣାମ ମହାଶୟ ଙ୍କୁ । ଏମିତି ନୂଆ ନୂଆ ବିଷୟ ପରିବେଷଣ କରି ଆମର ଜ୍ଞାନ ବର୍ଦ୍ଧନ କରନ୍ତୁ । ନୀଳାଞ୍ଚଳ ମହାଶୟ ଙ୍କୁ ପ୍ରଭୁ ଶ୍ରୀ ନୀଳାଚଳ ବାସୀ ଦୀର୍ଘାୟୁ ଓ ଯଶସ୍ୱୀ କରନ୍ତୁ ଏତିକି ମୋର ପ୍ରାର୍ଥନା ।

  • @shesadevsahu6401
    @shesadevsahu6401 6 месяцев назад +6

    ବହୁତ ବଢିଆ 🙏🏾ଧନ୍ୟବାଦ ମିଶ୍ର ଆଜ୍ଞା

  • @bhaskarsahu786
    @bhaskarsahu786 Месяц назад

    ବହୁ ସୁନ୍ଦର ଉପସ୍ଥାପନ ବହୁ ମନମହକ ଧନ୍ୟବାଦ ମହାଶୟ ମହୋଦୟ

  • @BuluJena-e7q
    @BuluJena-e7q 5 месяцев назад +3

    Jaysriram

  • @dillipkumarnanda3917
    @dillipkumarnanda3917 3 месяца назад +4

    ଅତି ସୁନ୍ଦର ଓ ଜ୍ଞାନ ଯୁକ୍ତ ଅଟେ । ହେଲେ କେବଳ କୌଶଲ୍ୟା ଙ୍କ ଉତ୍ତର ଦେଲେ । କିନ୍ତୁ କୈକେୟୀ , ସୁମିତ୍ରା , ତାରା , ମନ୍ଦୋଦରୀ ,ଅଞ୍ଜନା , ଓ ବିଧବା ବ୍ରାହ୍ମଣୀ ସୁଦେବି ର ବର୍ଣ୍ଣନା କଲେ ନାହିଁ । ତେଣୁ ନିବେଦନ ତାହା ପ୍ରସାର କରିବେ ।

  • @SULOCHANAPRADHAN-t4s
    @SULOCHANAPRADHAN-t4s 9 месяцев назад +4

    Sir apananka gaiba very excellent

  • @G.KhetraReddy
    @G.KhetraReddy 3 месяца назад +1

    Presentation is very nice . voice is also heart touching.

  • @ramakantapanda5172
    @ramakantapanda5172 9 месяцев назад

    Bahut sundar sir 🙏🙏

  • @KabindraMeher-ss2go
    @KabindraMeher-ss2go 8 месяцев назад +8

    Bahuta Sundar sir

  • @mithunkivlog
    @mithunkivlog 9 месяцев назад +1

    ରାମରାମରାମ

  • @pandabapadhi1158
    @pandabapadhi1158 9 месяцев назад +5

    Sar ku amara namaskar plese sar next epesode dakara plese sar chada adha rahigala

    • @RKstudiopage
      @RKstudiopage  9 месяцев назад +1

      21 / 04 /2024 Mane kaliki eveing re padiba

  • @bikramkesharipanigrahi2349
    @bikramkesharipanigrahi2349 9 месяцев назад

    Super sir

  • @prasannapradhan3528
    @prasannapradhan3528 9 месяцев назад +4

    ଆଜ୍ଞା ବହୁତ ଭଲ ପୋରିବେଷଣ ଖୋଲେ଼ । ହେଲେ ସମସ୍ତଙ୍କର କଥାଡା କୋହିଥିଲେ ଆହୁରି ଭୋଲ ଲାଗି ଥାନ୍ତା

  • @ranjanpradhan137
    @ranjanpradhan137 9 месяцев назад +1

    ❤❤❤❤

  • @budhiabehera-yy8ip
    @budhiabehera-yy8ip 9 месяцев назад

    Dance super

  • @JatindraNaik-wd2mp
    @JatindraNaik-wd2mp 9 месяцев назад

    ram

  • @dillipkumarnanda3917
    @dillipkumarnanda3917 3 месяца назад +1

    Why Kaikeyi , Sumitra , Mandodari , Tara , Anjanaa , and Sudevi brahmin protest ,please explain .

  • @tengunubehera9387
    @tengunubehera9387 9 месяцев назад +5

    କେବଳ କୌଶଲ୍ୟା କଥୋପକଥନ ବର୍ଣ୍ଣନା କଲେ ଅନ୍ୟ ମାନଙ୍କ କଥୋପଥନ କଲେ ଭଲ ହୁଅନ୍ତା

  • @DutiKrushan
    @DutiKrushan 9 месяцев назад +2

    ପୁରା ପସନ ର ଉତ୍ତର କୁଆଡେ ଗଲା

  • @sunilpradhan1031
    @sunilpradhan1031 5 месяцев назад

    Au adha rahigala

  • @JITANLIFESTYLE
    @JITANLIFESTYLE 6 месяцев назад

    Sir anjana kou state ra

  • @SANTOSHKUMAR-zo6cb
    @SANTOSHKUMAR-zo6cb 7 месяцев назад +1

    କେତେ ଟଙ୍କା ନେଉଛନ୍ତି????

  • @bhikaripujhari7895
    @bhikaripujhari7895 9 месяцев назад

    Rahrahbasistaucaranthiknuh