ଛାତ ଢ଼ଳାଇ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?🤩1000 Sqft Slab casting cost with material in odisha🏘️

Поделиться
HTML-код
  • Опубликовано: 1 янв 2025

Комментарии • 27

  • @birendramunda5435
    @birendramunda5435 Год назад

    Good video bro

  • @anilpradhan5382
    @anilpradhan5382 Год назад +2

    550 square feet kete pisa lagiba

  • @SankarBehera-y7y
    @SankarBehera-y7y Год назад +1

    Lebar cast kete Bhai

  • @ajitkumargiri376
    @ajitkumargiri376 Год назад

    Superb

  • @pradeepkhamari5353
    @pradeepkhamari5353 Год назад

    8Mm or 10mm steel ra center to center distance kete rahithaae sir chhata steel bandha huye

  • @swadhinjena9185
    @swadhinjena9185 Год назад

    1800 sq ft re kete kharch heb

  • @sushiltripathy7930
    @sushiltripathy7930 Год назад +1

    Sir 1000 square feet full luxurious house re material with labour per square feet kete lagiba

  • @sisiralenka4408
    @sisiralenka4408 9 месяцев назад

    4:29

  • @krishnarajput5618
    @krishnarajput5618 Год назад +1

    Bhai 750sqft roo chato pai kata money lagibo

  • @RajendraMajhi-z2x
    @RajendraMajhi-z2x Год назад

    ଗୋଟିଏ ସିମେଣ୍ଟ ପକେଟ୍ ରେ କେତେ କଢ଼େଇ ବାଲି ଗୋଡ଼ି କେତେ କଢ଼େଇ

  • @prafulla01su
    @prafulla01su Год назад

    ମୋର ୧୪୭୪ ସ୍କୁଆରଫିଟ ପାଇଁ ଖର୍ଚ୍ଚ ବାବଦକୁ ଠିକାଦାର ନେଇଛି ୨,୫୦,୦୦୦ ଟଙ୍କା । ବେଶୀ ନେଇଗଲା କି ?

  • @mathuramohansahoo7390
    @mathuramohansahoo7390 11 месяцев назад

    ଚୌଦ୍ୱାରରେ ମୁଁ ଘର କରିବା ପାଇଁ ଚାହୁଁଚି। ଆପଣ ସବୁପ୍ରକାର ସାହାଯ୍ୟ କରିପାରିବେ।

  • @ramjivlogs
    @ramjivlogs Год назад

    Apna labour cost hisab karinahanti

  • @nabinkandpan1733
    @nabinkandpan1733 Месяц назад

    Bhai number

  • @GovindaSahu-e6s
    @GovindaSahu-e6s 6 месяцев назад +1

    ଆପଣ କେବଳ ଭୁବନେଶ୍ୱର ରେ ହିଁ କଣ୍ଟ୍ରାକ୍ଟ କରନ୍ତି ନା ଜେକୌଣସି ଜାଗା କୁ ଯାଇ କାମ କରନ୍ତି ? ମୋର 900ସ୍କ୍ୱାୟାର ଫୁଟ ର ଛାତ ପକେଇବାର ଅଛି 2024ବା ବର୍ତ୍ତମାନ ସମୟରେ ଖାଲି ଛାତ ଟା ପାଇଁ କେତେ ଖର୍ଚ୍ଚ ହେବ ଜଣେଇ ବେ କି ? ଫୋନ ମାଧ୍ୟମରେ ଯୋଗାଯୋଗ କଲେ ଆପଣ ଆସି ସାହାଯ୍ୟ କରିବେକି ? ଆପଣ ୟୁ ଟିଭି ରେ ଦେଇଥିବା ଫୋନ ନମ୍ବର ସେଇ ଗୋଟେ ନମ୍ବର ନା ଯୋଗାଯୋଗ ପାଇଁ ଅନ୍ୟ କିଛି ନମ୍ବର ରଖିଛନ୍ତି ଜଣେଇବେକି ?