Natia Comedy Part 436 || Matrubhasa

Поделиться
HTML-код
  • Опубликовано: 2 окт 2024
  • Upto 90% Scholarship for Class 8th to 12th Students.
    Free Registration Link : 🔵👉bit.ly/3VRZEPs
    Get upto 90% Scholarship on NEET & JEE preparation, All boards.
    Benefits:-
    ZERO Registration fee
    🚀Instant online test
    👨‍🎓Know your all India Ranking,
    💻Duration- 60 Minutes
    Steps to Register-
    1. Click on above link to register
    2. Fill your details, choose date & time for test as per your availability.
    3. ⁠Login with your Mob. No. & participate in test
    4. ⁠Know your ranking instantly

Комментарии • 4,7 тыс.

  • @PSCREATIONPAPUN
    @PSCREATIONPAPUN 5 месяцев назад +2642

    ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର 😊😊

  • @Sikhya555
    @Sikhya555 5 месяцев назад +20

    ମଧୁ ବାବୁ, ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ରାଧାନାଥ ରାୟ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁରେନ୍ଦ୍ର ସାଏ,ହରେକୃଷ୍ଣ ମହତାବ ଏମାନେ ସବୁ ଆମ ରାଜ୍ୟ କୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ , ଆମ ଭାଷା କୁ ବଞ୍ଚାଇବା ପାଇଁ ,ଓଡ଼ିଆ ଜାତି କୁ ବଞ୍ଚାଇ ରଖିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏମାନଙ୍କର ଅବଦାନ ମହାନ୍ ଉତ୍କଳ ପାଇଁ କଣ ଥିଲା ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର ।
    ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ଏପରି ଏକ ପ୍ରୟାସ କରିଥିବା ରୁ ।
    ଜୟ ଜଗନ୍ନାଥ , ବନ୍ଦେ ଉତ୍କଳ ଜନନୀ 🙏🏻

  • @basantibehura6013
    @basantibehura6013 5 месяцев назад +18

    ମୁଁ ଗର୍ବ କରେ କି ମୁଁ ଏହି ମହାନ୍ ସଂଗ୍ରାମୀ ମଧୁସୂଦନ ଦାସଙ୍କ ଗ୍ରାମ ର ଗ୍ରାମବାସୀ ❤😊

    • @20108027
      @20108027 Месяц назад +1

      Madhu babu the great👍👍👍👍👍👍

  • @SubhamKumarbeheraBehera
    @SubhamKumarbeheraBehera 5 месяцев назад +7

    ବହୁତ ସୁନ୍ଦର ପ୍ରୟାସ।
    ଚିର ନିଦ୍ରା ରେ ସୋଇଥିବା ଓଡ଼ିଆଙ୍କୁ ଜାଗ୍ରତ କରିବାର ସୁନ୍ଦର ପ୍ରୟାସ।
    ଏମିତି ଏ ମାଟିର ର ଭାଷା, ସଂସ୍କୃତି କୁ ଜୀବିତ ରଖିବାର ର ଏହା ହିଁ ଉତ୍କୃଷ୍ଟ ମାଧ୍ୟମ।
    ଧନ୍ୟବାଦ
    ବନ୍ଦେ ଉତ୍କଳ ଜନନୀ

  • @siprabehera9475
    @siprabehera9475 5 месяцев назад +20

    ବହୁତ୍ ଭଲ କାହାଣୀ ଟିଏ। ଆମ ମାତୃ ଭାଷା ଉପରେ❤ ବନ୍ଦେଉତ୍କଳ ଜନନୀ । ଜୟ ଜଗନ୍ନାଥ 🙏🙏

  • @pujavlogs01
    @pujavlogs01 5 месяцев назад +37

    ଆମ ମାତୃ ଭାଷା ଓଡ଼ିଆ ,ଶୁଣିବାକୁ ଯେତେ ମଧୁର ,ଲେଖିବାକୁ ଯେତେ ସୁନ୍ଦର, ଅନ୍ୟ ଏକ ପରିଚୟ ଆମ ଗୌରବର, ବିଦେଶୀ ଭାଷା ପାଈଁ ମାତୃ ଭାଷା ଅଧୁନା ଦୁର୍ବଳ ହେବାକୁ ଲାଗୁଚି , ଯାହା ଓଡ଼ିଆ ଙ୍କ ପାଈଁ ଦୁଃଖର ବିଷୟ ।
    ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ channel ଏତେ ସୁନ୍ଦର ଭିଡିଓ ମାତୃଭାଷା କୁ ନେଇ କରିଥିବାରୁ।❤️

  • @djchittacreation
    @djchittacreation 5 месяцев назад +82

    ଆଖିରୁ ଲୁହ ଆସିଗଲା❤ ଆମେ ଓଡିଆ ଭାରି ବଢିଆ❣️ ବନ୍ଦେ ଉତ୍କଳ ଜନନୀ🙏

  • @RabiPatra-mo2nn
    @RabiPatra-mo2nn 5 месяцев назад +43

    ମୁ ବହୁତ ଗର୍ବିତ କି ମୁ ଓଡ଼ିଆ I love india .💪✊🥺 ଯଦି ମାତୃ ଭାଷା କୁ ଭଲ ପାଉଛ ତା ହେଲେ like କର.❤️ ଜୟ ଜଗନ୍ନାଥ 🙏❤

  • @manashdakualifestyle3640
    @manashdakualifestyle3640 5 месяцев назад +1060

    ମାତୃ ଭାଷା ସାହିତ୍ୟ କୁ କିଏ କିଏ ଭଲ ପାଉଥିଲ ,❤ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ

  • @Madhaba_Dora
    @Madhaba_Dora 5 месяцев назад +45

    ମନୁଷ୍ୟ ଏହି ପୃଥିବୀ ପୃଷ୍ଠରେ ଯେମିତି ଚଳିବା ପାଇଁ ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ ଏକାନ୍ତ ଆବଶ୍ୟକ, ସେମିତି ଆମ ଭାଷା ମଧ୍ୟ ସେତିକି ଆବଶ୍ୟକ ! ଉଚ୍ଚ ହେବାପାଇଁ କର ଯେବେ ଆଶା , ଉଚ୍ଚ କର ଆଗ ନିଜ ମାତୃଭାଷା ❤🙏

    • @Abhijeet_Panda
      @Abhijeet_Panda 5 месяцев назад +1

      ତୁ ପରା ନିଜେ comment ରେ ହିନ୍ଦୀ ଆଉ English add କରୁଚୁ ଶଳା 😡😡

    • @Madhaba_Dora
      @Madhaba_Dora 5 месяцев назад +1

      @@Abhijeet_Panda mg

    • @Abhijeet_Panda
      @Abhijeet_Panda 5 месяцев назад +1

      @@Madhaba_Dora kn kire mgh ଶୋଧୁଚୁ.. ଶୁଣୁ ମୁଁ ସେଇ ପିଲା ଯିଏ ଉତ୍କଳ sir ଙ୍କୁ request କରିଥିଲା ନନ୍ଦନକାନନ episode Kariba pain... ଆଉ mgh tu ଗୋଟେ bedha chhua te bujhilu

    • @Madhaba_Dora
      @Madhaba_Dora 5 месяцев назад +1

      @@Abhijeet_Panda Kia aga sodila kahuna

    • @sushantdas7525
      @sushantdas7525 5 месяцев назад +1

      Right

  • @pragatikabisoyi
    @pragatikabisoyi 5 месяцев назад +85

    ମାତୃ ଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ । ❤️🙏👍

    • @lokanathnayak3710
      @lokanathnayak3710 5 месяцев назад

      Agyani boli kaunasi sabda nathae " agyana '' kuhajae...dhanyabad...❤

    • @Humanity299
      @Humanity299 5 месяцев назад

      କାହିଁ ପରେ ପ୍ରଶ୍ନ ବାଚକ ଚିହ୍ନ (?)

    • @mamatamuduli8040
      @mamatamuduli8040 5 месяцев назад

      FC

  • @debasismohanty3889
    @debasismohanty3889 5 месяцев назад +97

    ମାତୃଭାଷା କୁ ନେଇ ଏ ଭଳିଆ ଗୋଟେ ସୁନ୍ଦର video କରିଥିବାରୁ ଧନ୍ୟବଦ୍ ସମସ୍ତେ ନିଜ ମାତୃଭାଷା କୁ ଭଲ ପାଇବା ଦରକାର ମୁଁ ଗର୍ବୀତ ଯେ ମୁଁ ଓଡ଼ିଆ❤ ନିଜ ମାତୃଭାଷା ଠାରୁ ଆଉ କିଛି ଭାଷା ଭଲ ନୁହ 😊😊

    • @ShasmitaMajhi-hy1jm
      @ShasmitaMajhi-hy1jm 5 месяцев назад

      Qosmdkdvvzmldudxnxmxrulfka NJlebsitbOwirsmofzarignz🥰🥰🥰😍😍🤩🤩😜😜💞💞💅💅🥸🤡🤡🌞🌞😾😾⭐⭐✨✨✨✨🌟🌟💫💫💯💯💯🎉❤️

  • @Bikrambehera121
    @Bikrambehera121 5 месяцев назад +220

    ମାତୃ ଭୂମି ମାତୃ ଭାଷା ର ମମତା
    ଯା ହୃଦେ ଜନମି ନାହିଁ !!
    ତାଙ୍କୁ ଯଦି ଜ୍ଞାନୀ ଗଣ ରେ ଗଣିବା
    ଅଜ୍ଞାନ ରହିବେ କାହିଁ !!
    ମୋ ଓଡ଼ିଆ ଭାଷା ମୋତେ ପ୍ରାଣ ଠୁ ବି ପ୍ରିୟ କେତେ ମଧୁର ମୋ ମା ର ଭାଷା ❤
    ବନ୍ଦେ ଉତ୍କଳ ଜନନୀ 🙏🙏🙏

    • @alokbeheraap
      @alokbeheraap 5 месяцев назад +3

      Bande utkal janani ❤

    • @alokbeheraap
      @alokbeheraap 5 месяцев назад +3

      Bohut Sundar katha te kahila Bhai ❤

    • @RanjanDas-p5t
      @RanjanDas-p5t 5 месяцев назад +3

      ବନ୍ଧେ ଉତ୍କଳ ଜନନୀ ❤❤❤❤❤

    • @Soumyaselfish86884
      @Soumyaselfish86884 5 месяцев назад +2

      Eha ku Mahatma Gandhi kahithile

    • @k.ogamer4092
      @k.ogamer4092 5 месяцев назад +1

      Gagadhara meher

  • @Kalahandiavlogger
    @Kalahandiavlogger 5 месяцев назад +743

    କିଏ କିଏ ଆମ ଓଡ଼ିଆ ଭାଷା କୁ ଭଲ ପାଅ ଯଦି ❤️ ରୁ ଭଲ ପାଉଥିବା ତାହେଲେ ଗୋଟେ ଲାଇକ ହଉ 😊

  • @PpnOwnLifeStyle
    @PpnOwnLifeStyle 5 месяцев назад +17

    ବହୁତ୍ ଦିନ ପରେ ଏମିତି ଗୋଟେ ବିଷୟ ରେ ଭିଡିଓ କରି ଥିବାରୁ , ମୋର ସମସ୍ତ ଉତ୍କଳ କାର୍ଟୁନ୍ ସଦସ୍ୟ ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଜଣାଉଛି 🎉 , ଆମ ମାତୃଭାଷା ଆମର ଗୌରବ , ଆମର ପରିଚୟ 😊

  • @selfstudy2975
    @selfstudy2975 5 месяцев назад +13

    ହୃଦୟକୁ ଥରେଇଦେଲା ଭଳି voice... ସତେ ମଧୁବାବୁ ଆମ ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି.. ଚେତେଇ ଦଉଛନ୍ତି... ତାଙ୍କର ଅବଦାନ କୁ ଆମେ ଭୁଲିଯାଇଛେ.. ତାଙ୍କର ବଳିଦାନ କୁ ଆମେ ଭୁଲିଯାଇଛେ 🥺🥺

  • @soumyasocialvoicer2873
    @soumyasocialvoicer2873 5 месяцев назад +161

    ଓଡ଼ିଆ ଆମ ମାତୃ ଭାଷା।
    ଗୋଟେ ମଜା କଥା ଜାଣିଛ ଯୋଉ ଇଂରେଜ ମାନେ ଆମ ଦେଶ କୁ ଇଂରାଜୀ ଆଣି ଥିଲେ ସେମାନେ ଆମ ଦେଶ ର ସବୁ ରାଜ୍ୟ ର ରାଜା ଙ୍କୁ ହରାଇ ରାଜ୍ୟ ରେ ରେ ରାଜୁତି କରୁଥିଲେ କିନ୍ତୁ
    ଏଇ ଓଡ଼ିଆ ରାଜ୍ୟ କୁ କେବେ ହତିଆର କରି ପାରିନଥିଲେ।
    ସେଇ ପାଇଁ ଆମ ରାଜ୍ୟ ଓଡ଼ିଶା ଓ ଆମ ମାତୃ ଭାଷା ଓଡ଼ିଆ କୁ ସମ୍ମାନ ଦେଇ ❤ ଟେ କରି ଦିଅ
    ❤❤❤❤

    • @geetikrishna788
      @geetikrishna788 5 месяцев назад +3

      Bhul.. Odia huchi ama vasa... Ta ame odia hni khiba... Ame English, Hindi jniba... Kintu odia hni khiba...

    • @kishorkumarsahoo7877
      @kishorkumarsahoo7877 5 месяцев назад

      ଠିକ୍ କହିଛ ଭଉଣୀ​@@geetikrishna788

    • @kishorkumarsahoo7877
      @kishorkumarsahoo7877 5 месяцев назад

      ​@@ashutosh24279ଆମେ ଆମ ରାଷ୍ଟ୍ରଭାଷା କୁ ସମ୍ମାନ ଦଉଛୁ ଏବଂ ଦଉଥିବୁ ମଧ୍ୟ । କିନ୍ତୁ ଆମେ ଯେତେବେଳେ ପ୍ରଥମେ କଥା କହିବା ଶିଖିଲୁ ଆମ ପାଟିରେ ଆମ ମାତୃଭାଷା ଓଡ଼ିଆ ହିଁ ଥିଲା। ଯେତେବେଳେ ଯାଏ କୌଣସି ଦରକାର୍ ନପଢ଼ିଛି ଆମେ ଅନ୍ୟ ଭାଷା କଣ ପାଇଁ ବ୍ୟବହାର କରିବା,ନିଜ ମାତୃଭାଷା କୁ ଛାଡ଼ିକି।ଆମ ପାଇଁ ଆମ ମାତୃଭାଷା ମହାନ୍ । ଜୟ ଓଡ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏

  • @ranjangaming8311
    @ranjangaming8311 5 месяцев назад +194

    ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
    ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 😊😊
    ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ବିତ 🤗🤗 ଜୟ ଜଗନ୍ନାଥ

    • @ranjangaming8311
      @ranjangaming8311 5 месяцев назад +3

      @donttalk7499 ଆଶା କରେ ମୋ ଲେଖା ରେ କିଛି ତ୍ରୁଟି ରହିପାରେ ମାତ୍ର ମୋତେ କହିପାରିବେ ଅଜ୍ଞାନ ନା ଅଜ୍ଞାନୀ.. ସାଧାରଣ ଭାଷା ରେ ବୁଝିବାକୁ ଗଲେ ଅଜ୍ଞାନ ଯାହା କୌଣସି ଲୋକ ବୁଝାଏନି ବାସ୍ତବ ରେ ଅଜ୍ଞାନୀ ସେମାନେ ଯାହା ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି ଯାହାଙ୍କର ଜ୍ଞାନ ବୋଲି କିଛି ନଥାଏ ସେମାନେ ହେଉଛନ୍ତି ଅଜ୍ଞାନୀ ଆଶା କରେ ମୋ କହିବ କଥା ଆପଣ ବୁଝିପାରୁଥିବେ 🙏🙏

    • @ranjangaming8311
      @ranjangaming8311 5 месяцев назад

      @donttalk7499 ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ସାରର୍ଥ ଅତି ସରଳ ଯାହା ସମ୍ପୂର୍ଣ ବୁଝାଉଛି ଜ୍ଞାନୀ ଆଉ ଅଜ୍ଞାନୀ... ଯୋଉ ମାନଙ୍କ ମନରେ ନିଜ ମାତୃଭୂମି ମାତୃଭାଷା ପ୍ରତି ଭଲ ପାଇବା ଜନ୍ମ ହୋଇନି ଯେଉଁ ମାନେ ନିଜ ମାତୃଭାଷା ର ଗୁରୁତ୍ୱ ଦିଅନ୍ତି ନାହିଁ.. ଯଦି ସେମାନଙ୍କୁ ଆମେ ଜ୍ଞାନୀ ଗଣ ମଣ୍ଡଳୀୟ ଲୋକ ଙ୍କ ସହ ସମାନ କରି ଜ୍ଞାନହୀନ ଲୋକ ଙ୍କୁ ଗଣନା କରିବା ତେବେ ଅଜ୍ଞାନୀ ମାନେ ମୂର୍ଖ ସେମାନେ କୁଆଡେ ଯିବେ ଆଶା କରେ ମୋ ଭୁଲ ଥିଲେ ତ୍ରୁଟି ସୁଧାରିବେ ❤️

    • @RasmitaMurudi
      @RasmitaMurudi 5 месяцев назад +1

      Satare

    • @Prahaladadbehera4710
      @Prahaladadbehera4710 5 месяцев назад +1

      ନାଇଁ ଭାଇ ସେଇଟା ଠିକ୍ ଅଛି

    • @ranjangaming8311
      @ranjangaming8311 5 месяцев назад

      @@Prahaladadbehera4710 ଧନ୍ୟବାଦ ଭାଇ ❤️❤️

  • @RakhiRani-fb3qn
    @RakhiRani-fb3qn 5 месяцев назад +527

    ଯିଏ ଯିଏ ଓଡ଼ିଆ ସମସ୍ତେ Like କର ❤❤❤ ଆମେ ଓଡ଼ିଆ ଭାରି ବଢିଆ😊😊

    • @SANTOSHKUMARBARIK-tr6gp
      @SANTOSHKUMARBARIK-tr6gp 5 месяцев назад

      Nice ❤😂🎉😢😮😅😊❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢😢😮😮😮😮😮😮😮😮😮😅😅😅😅😅😅😅😅😅😊😊😊😊😊😊😊😊😊😊😊😊

    • @keshaba3540
      @keshaba3540 5 месяцев назад +3

      Bhai mu bi odia

    • @DhaniramBhatra-o1u
      @DhaniramBhatra-o1u 5 месяцев назад +2

      ଧନ୍ୟବାଦ୍ ଭାଇ 😢😮😢

    • @monalisadash8716
      @monalisadash8716 5 месяцев назад +1

      😊😊😊😊😊😊😊😊😊😊😊😊😊vala hai chi

    • @monalisadash8716
      @monalisadash8716 5 месяцев назад

      ​@@DhaniramBhatra-o1uueyyyuyeyyyyuyeuuuy3yy374y

  • @anitapriyadarshini429
    @anitapriyadarshini429 5 месяцев назад +26

    ମାତୃଭୂମି ମାତୃ ଭାଷାରେ ମମତା ଭ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ 👈👈🙏🙏

  • @s_b_satya_45
    @s_b_satya_45 5 месяцев назад +103

    ଆମେ ଓଡିଆ ଆମ ଭାଷା ଆମ ପାଇଁ ଭାରି ବଢିଆ❤👌
    I love you odisha 🥰
    from Bhadrak ❤
    🙏🙏ଜୟ ଜଗନ୍ନାଥ🙏🙏

  • @AswaniMajhi
    @AswaniMajhi 5 месяцев назад +150

    ନିଜ ମାତୃଭାଷା କୁ ଭଲ ପାଉଥିଲେ ଗୋଟେ like କର Jay Jagannath

  • @Anu-sc9hx
    @Anu-sc9hx 5 месяцев назад +273

    ମାତୂଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅ
    ଜ୍ଞାନ ରହିବେ କାହିଁ ଯୋଉ ମାନେ ମାତୂଭାଷା କୁ ଭଲପାଅ 👍👍 କର
    First time I got 100 likes thank you

    • @soumyaranjandehury9594
      @soumyaranjandehury9594 5 месяцев назад

      ​@@ashutosh24279 ଆଛା ଏମିତି କଥା । ତୁ ଯାଉନୁ,,,,! ହିନ୍ଦୀ ଭାଷା ତେଲୁଗୁ ଭାଷା ତାମିଲ ଭାଷା ଗୁଜରାଟୀ, ମରାଠୀ, ପଞ୍ଜାବୀ , ଆସାମୀ,ବଙ୍ଗାଳୀ ଭାଷାରେ ଯେଉଁ ମାନେ ନିଜେ ନିଜ ମାତୃ ଭାଷାକୁ ଭଲ ପାଆନ୍ତି କଥା ହୁଅନ୍ତି। ଯା ସେହି ରାଜ୍ୟ ମାନଙ୍କୁ ଆଉ ସେଠିକାର ଅଞ୍ଚଳ ବାସୀ ଆଉ ସେମାନଙ୍କ ମୁଖ୍ୟ ମନ୍ତ୍ରୀ ମାନଙ୍କୁ କହିବୁ। ହିନ୍ଦୀ English ଶିଖିବା ଓ କହିବା ଭୁଲ ନୁହେଁ। ନିଜେ ନିଜ ମାତୃଭୂମି ମାତୃ ଭାଷାକୁ ଭଲ ପାଉଥିବାରୁ ନିଜ ମାତୃ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରାୟାସ 👍

    • @manojparida27
      @manojparida27 5 месяцев назад

      ​@@ashutosh24279ଯଦି ବି କହୁଛ ତାହେଲେ ଏଇ ଯୋଉ ଶବ୍ଦ ଲେଖିଛ ତାକୁ ଆପଣ ହିନ୍ଦୀ ରେ ବି ଲେଖି ପାରିଥାନ୍ତେ ତାହେଲେ ୟାକୁ ଇଂରାଜୀ ରେ ଲେଖିବା କଣ ଦରକାର ଥିଲା.....
      କଥାରେ ଅଛି ଯେ ଦେଶ ଯାଏ ସେ ଫଳ ଖାଏ
      ସେମିତି ଆମ ଓଡ଼ିଆ ଭାଷା ବି ଗୋଟେ ଭାରତ ଦେଶ ର ଭାଷା ଆଉ ସେଇଟା ଓଡିଶା ରାଜ୍ୟ ପାଇଁ ସମ୍ଭବ ହୋଇପାରିଛି...
      ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ହୋଇପାରେ କିନ୍ତୁ ଆମ ଓଡ଼ିଶା ରାଜ୍ୟ ରେ ଯେଉଁ ଭାଷା ପ୍ରଚଳିତ ହେଉଛି ତାକୁ ଆମେ ସମ୍ମାନ ଦେବା କଥା....
      ମୁଁ ମୋ ଓଡ଼ିଶା ରାଜ୍ୟ ଆଉ ଓଡ଼ିଆ ଭାଷା କୁ ଗର୍ବ କରେ.....
      ❤️🙏🏻👑🫡💯

    • @ashutosh24279
      @ashutosh24279 5 месяцев назад +1

      @@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti

    • @ashutosh24279
      @ashutosh24279 5 месяцев назад

      @@worldtechprojects9181 eita bi sata Katha je amaku ama matrubhasa odia Priya but jouta sata seita kahuchi

    • @bibhutidehury7952
      @bibhutidehury7952 5 месяцев назад

      Jay odia

  • @biswajitgaming108
    @biswajitgaming108 5 месяцев назад +29

    ଉଚ୍ଚ ହେବା ପାଇଁ କର ଯେବେ ଆଶା
    ଉଚ୍ଚ କର ଆଗେ ନିଜ ମାତୃ ଭାଷା
    ଓଡ଼ିଆ ଭାରି ବଢିଆ ଗୋଟା ନଡ଼ିଆ❤❤❤❤👇👇👇👇👇👇

  • @manashdakualifestyle3640
    @manashdakualifestyle3640 5 месяцев назад +457

    ଜନନୀ ଜନ୍ମ ଭୂମି ସ୍ୱରଗା ଦପି ଗରିଆସି, ଯେତେ ଇଂଲିଶ କହିଲେ କଣ, ଆମ ଓଡ଼ିଆ ଭାଷା, ସବୁଠୁ ବଡ଼, ଜୟ ଜଗନ୍ନାଥ

    • @gayatrisahoo3690
      @gayatrisahoo3690 5 месяцев назад +3

      ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🕉️😊🚩🙌

    • @archanaranipattnaik9955
      @archanaranipattnaik9955 5 месяцев назад +2

      Jai Jagannath Bhai

    • @ranjangaming8311
      @ranjangaming8311 5 месяцев назад +3

      ସଠିକ ରେ ହଉଛି.. ଜନନୀ ଜନ୍ମଭୂମିସ୍ୟ ସ୍ବର୍ଗଦପି ଗରୀୟସି ✅✅

    • @indianjcboptrindianjcboptr6037
      @indianjcboptrindianjcboptr6037 5 месяцев назад +1

      ❤❤❤❤❤❤❤❤❤❤❤❤❤❤

    • @SubalaSethy-p2k
      @SubalaSethy-p2k 5 месяцев назад

      ​@@archanaranipattnaik9955hi.

  • @SujitSahoo9040
    @SujitSahoo9040 5 месяцев назад +247

    ଉଚ୍ଚ ହେବା ପାଇ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା

  • @subhasmitamohanty-v4l
    @subhasmitamohanty-v4l 5 месяцев назад +201

    ବନ୍ଦେ ଉତ୍କଳଜନନୀ ❤ ଯୋଉ ମାନେ ଓଡ଼ିଆ ସେମାନେ ଲାଇକ କରନ୍ତୁ କମେଟ କରନ୍ତୁ

  • @prasantamandal-ql2ds
    @prasantamandal-ql2ds 5 месяцев назад +5

    ଆମେ ଓଡ଼ିଆ ଭାରି ବଢିଆ❤❤ । ଯେଉମାନେ ଓଡ଼ିଆ like କର

  • @ssenapati8854
    @ssenapati8854 5 месяцев назад +66

    ହୃଦୟସ୍ପର୍ଶୀ କାହାଣୀ 😢 ଧନ୍ୟବାଦ sir 🙏 ଆମ ଓଡ଼ିଆ ମାନଙ୍କୁ ଠିକ୍ ରାସ୍ତା କୁ ଆଣିହେବ ଏଇ କାହାଣୀ ମାଧ୍ୟମରେ

  • @chintubehera9189
    @chintubehera9189 5 месяцев назад +90

    ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଜୟ 🙏ଜଗନ୍ନାଥ 🙏

  • @4PM384
    @4PM384 5 месяцев назад +37

    ରାଜନୀତି ସମୟରେ ଏଇ ଭିଡିଓ ବହୁତ୍ ମାତ୍ରା ରେ କମ ଦେବ । ଆମ ଓଡ଼ିଶା ବାସୀ ପାଇ । ଏହା ଏକ ଭଲ ପ୍ରୟାସ କରିଛନ୍ତି । Thank u ଉତ୍କଳ କାର୍ଟୁନ୍ youtub channel । ଉତ୍କଳ ନାମ ରହି ବହୁତ୍ ଭଲ କରିଛନ୍ତି ।

  • @deeptijani735
    @deeptijani735 5 месяцев назад

    ବନ୍ଦେ ଉତ୍କଳ ଜନନୀ ❤🙏🏻 ଜୟ ଜଗନ୍ନାଥ ❤🙏🏻 ଜୟ ଓଡ଼ିଶା ❤ ଜୟ ଓଡ଼ିଆ ଓ ଓଡ଼ିଆ ଭାଷା ❤😊

  • @Bhakti.14886
    @Bhakti.14886 5 месяцев назад +92

    ଏଇ ଭିଡିଓ ଦେଖିଲା ପରେ ଦେହରେ goosebumps ଆସିଗଲା।ନଟିଆ ଟିମ୍ ଙ୍କୁ ବହୁତ୍ ବହୁତ ଧନ୍ୟବାଦ।

    • @writetapan1
      @writetapan1 5 месяцев назад +2

      ଭାଇ ଲୋମ ଟାଙ୍କୁରି ଉଠିଲା କହୁନ ।

    • @aratinayak4235
      @aratinayak4235 4 месяца назад

      Hmmm

  • @manojbabu6690
    @manojbabu6690 5 месяцев назад +37

    ଖୁବ ସୁନ୍ଦର ଭିଡ଼ିଓ👈🙏ବନ୍ଦେ ଉତ୍କଳ ଜନନୀ🙏ଆଉ ମୁଁ ବି ସବୁକଥା ଓଡ଼ିଆରେ କୁହେ ଏବଂ ଆମ ଘର ପାଖ କମ୍ଫାନୀ ରେ କିଛି ଓଡ଼ିଆ ଜାଣିନଥିବା ବାହାର ଲୋକ କାମ କରନ୍ତି ତାଙ୍କୁବି ଓଡ଼ିଆ ଶିଖେଇ ସାରିଲିନେ😀😂

  • @Krishnadasbls180
    @Krishnadasbls180 5 месяцев назад +71

    କଣ ମାନେ ଯେ ମୂର୍ଖ ମାନେ ହିଁ କେବଳ ଓଡ଼ିଆ କୁହନ୍ତି🙄ଯୋଉ ଜନ୍ମ ମାଟିରେ ଜନ୍ମ ନେଲେ ତାଙ୍କୁହିଁ ଭୁଲିଗଲେ😞ବୁଝେଇତେ ପଡିବ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ🙂😃ଭଗବାନ ଙ୍କୁ କୋଟି କୋଟି ଧନ୍ୟବାଦ ମୋତେ ଏଇ ଭଳି ରାଜ୍ୟରେ ଜନ୍ମ ଦେଇଥିବା ରୁ😇🥰ଜୟ ଜଗନ୍ନାଥ🙏

  • @Bkpstatus-ri5km
    @Bkpstatus-ri5km 5 месяцев назад +1

    ଆମ ମାତୃଭାଷା କୁ ଆମେ ବଜ୍ଞାଇ ରଖିବା ଦରକାର ❤❤❤

  • @Divine_supremacy
    @Divine_supremacy 5 месяцев назад +147

    ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବଦାନ କୁ ଭୁଲିଗଲେ କି ଭାଇନା , ଆମର ଅଞ୍ଚଳ ଆନ୍ଧ୍ର ରେ ଥାଆନ୍ତା ଯଦି ମହାରାଜା ନଥାନ୍ତେ ( from ପାରଳାଖେମୁଣ୍ଡି) ଜୟ ଉତ୍କଳ 🚩
    ମୋର ପୂର୍ବ ପୁରୁଷ ଆନ୍ଧ୍ର ରୁ ମୁଁ ମଧ୍ୟ ତେଲୁଗୁ ଜାଣେ, ଆମ ଗ୍ରାମ ରେ ତେଲୁଗୁ ନୋ ଜାଣିଲେ ଚଳି ହେବନି କିନ୍ତୁ ମୁ ସବୁଠି ଓଡ଼ିଆ ରେ କଥା ହୁଏ।

    • @Prahaladadbehera4710
      @Prahaladadbehera4710 5 месяцев назад +10

      ଦୟା କରି ଓଡ଼ିଆ ରେ ସମସ୍ତ ଙ୍କୁ ଓଡ଼ିଆ ରେ କଥା କହିବା ଶିଖାନ୍ତୁ

    • @Prahaladadbehera4710
      @Prahaladadbehera4710 5 месяцев назад +3

      ଧନ୍ୟବାଦ

    • @Divine_supremacy
      @Divine_supremacy 5 месяцев назад

      @@Prahaladadbehera4710 nischay bhai

    • @rohitmajhi5565
      @rohitmajhi5565 5 месяцев назад +2

      ମୁଁ ପାରଳାଖେମୁଣ୍ଡି ର ନିବାସୀ ❤❤❤

    • @namitamandal5573
      @namitamandal5573 5 месяцев назад

      Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho

  • @lkpjeetkant
    @lkpjeetkant 5 месяцев назад +127

    ଅତି ସୁନ୍ଦର ବ୍ୟାଖ୍ୟାନ। ଅନେକ କୃତଜ୍ଞତା ଆପଣଙ୍କ ଦଳ କୁ । ଆମେ ଓଡ଼ିଆ ଆମ ଭାଷା ବହୁତ୍ ବଢିଆ।ଧିକ ସେମାନଙ୍କୁ ଯିଏ ନିଜ ମାତୃ ଭାଷା ମାତୃ ମାଟି ପାଇଁ ଶ୍ରଦ୍ଧା ଆଉ ସ୍ନେହ ମନରେ ନାହିଁ । ବନ୍ଦେ ଉତ୍କଳ ଜନନୀ।❤ ଜୟ ଜଗନ୍ନାଥ ମହାପ୍ରଭୁ।🪔

  • @binodinibehera6146
    @binodinibehera6146 5 месяцев назад +80

    ସତରେ ବହୁତ ସୁନ୍ଦର ଭାବ ରେ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ବୁଝାଇଛନ୍ତି❤❤ ❤

    • @minatibehera6679
      @minatibehera6679 12 дней назад

      🖤💜💙🖤💜🖤🧑‍✈️☺️🧑‍✈️🖤💜🖤💜🖤💜🖤💜🖤💜🖤💙🤎💙🤎💙🤎💙🤎💙🤎💙🤎💙💚💘💚💘💚💘💚💘💚💘 4:50 4:50 4:50 4:50 4:51 4:51

  • @babunaik456
    @babunaik456 5 месяцев назад +1

    ଏ ଭିଡିଓ ଦେଖିବା ପରେ ଆଖିରୁ ଲୁହ ଆସିଗଲା 😢❤❤❤

  • @minatiprusty874
    @minatiprusty874 5 месяцев назад +222

    ସତରେ ଏହି ବ୍ୟାଖ୍ୟାନ ଦେଖିକି ଆଖି ରୁ ଲୁହ ଆସିଗଲା 🥲 ଅତ୍ୟନ୍ତ ହୃୟସ୍ପର୍ଶୀ ହୋଇଛି ଏହି ଭିଡିଓ ଟି । ଜୟ ଜଗନ୍ନାଥ ❤

  • @ytgaming7944
    @ytgaming7944 5 месяцев назад +18

    ମାତୃଭୂମି ମାତୃଭାଷା ରେ ଯା ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳଜନନୀ 🙏🏼🙏🏼

  • @Soubhagyasahu-er3sg
    @Soubhagyasahu-er3sg 5 месяцев назад +114

    ଯଉ ଯଉ ମାନେ ମାତୃଭାଷା ଓଡ଼ିଆ କୁ ଭଲ ପାଉଥିଲେ ଗୋଟିଏ like ❤ ନିଶ୍ଚିତ କରିବେ

    • @foreverrs4377
      @foreverrs4377 5 месяцев назад

      Like ra odia aga lekhe doudi asila dekhei habaku

  • @RekhaOjha-t4s
    @RekhaOjha-t4s 5 месяцев назад +3

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ମହତ୍ୱପୂର୍ଣ୍ଣ ଶିକ୍ଷ୍ୟା ଦେଉଥିବାରୁ

  • @SanjayaPradhan-gv9tf
    @SanjayaPradhan-gv9tf 5 месяцев назад +9

    ❤❤❤❤❤ ମୋର ମନକୁ ଛୁଇଁ ଗଲା❤❤❤❤❤❤❤ ମାତୃଭାଷା ଓ ମାତୃଭୂମି ଓଡ଼ିଶାର ରୂଣ କୁ ଭୁଲନାହିଁ ❤❤😢😢😢😢

  • @ashucredit2004
    @ashucredit2004 5 месяцев назад +88

    ଆମେ ବାଲେଶ୍ୱରିଆ ଆମ ଓଡ଼ିଆ ଭାଷା ଭାରି ବଢିଆ। ବାଲେଶ୍ଵରିଆ ବସୀ ଟିକେ like ହଉ ❤

  • @Ranjanmallick1999-tr1ih
    @Ranjanmallick1999-tr1ih 5 месяцев назад +18

    ମାତୃଭାଷା ରେ ଅଧିକରୁ ଅଧିକ କଥାବାର୍ତ୍ତା ହେବା ଦରକାର, ଏହା ଦ୍ବାରା ଆମ ଓଡ଼ିଶା ଏବଂ ତାର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ପାରିବା।

    • @amulyabishoyi70
      @amulyabishoyi70 5 месяцев назад +3

      ଆମ ମାତୃଭାଷା ଓଡ଼ିଆ

  • @Suresh32123
    @Suresh32123 4 месяца назад +1

    ଆମେ ଓଡ଼ିଆ ଭାରି ବଢିଆ ❤

  • @AlokBhoi-ke4qt
    @AlokBhoi-ke4qt 5 месяцев назад +125

    ଜୟ ଭାରତ 🇮🇳 ଜୟ ମାତୃଭୂମି ❤️🇮🇳 ଜେଉ ମାନେ ମାତୃଭାଷା କୁ ସମ୍ମାନ କର ସେଇ ମାନେ ଲାଇକ କର🙏 ❤❤❤❤❤❤

    • @birendrakumarnayak2451
      @birendrakumarnayak2451 Месяц назад +3

      Jggjh❤❤❤❤❤❤❤❤❤😂😂😂😂😂

    • @minatibehera6679
      @minatibehera6679 12 дней назад

      🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🤯🎉🎉🎉🎉🎉🎉🎉🥰🤩💙🤎💚💘😢😥🤯🖤😍🥳😂🥰🤩 2:33 2:33 2:33 2:33 2:34 2:34 2:34

    • @SumanathPradhan-o4v
      @SumanathPradhan-o4v 6 дней назад +1

      ❤❤❤❤

    • @SumanathPradhan-o4v
      @SumanathPradhan-o4v 6 дней назад +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @ranjitaranjita6940
      @ranjitaranjita6940 17 часов назад

      ​@@SumanathPradhan-o4v❤❤❤❤❤❤❤❤❤❤❤❤😂😂😂😂😂😂😂

  • @subhalaxmisamal6054
    @subhalaxmisamal6054 5 месяцев назад +19

    Song ta mast heichi direct heart ku touch karuchi ❤❤❤❤❤ bhasa odia bhari badhia

  • @lipikacollection
    @lipikacollection 5 месяцев назад +6

    ଏତେ ଦିନ ପରେ ନିଜ ମାତୃ ଭାଷା କୁ ଦେଖି ବହୁତ ଖୁସି ହୋଇଗଲି... ଆମ ଭାଷା କୁ ଆମେ ହିଁ English language ତଳେ ଚାପି ଦେଇଛୁ.. ଏବେ କେହି ଭି କହିନାହାନ୍ତି ଅମେ ଓଡ଼ିଆ ଭାରି ବଢିଆ...😊

  • @santoshnaik8140
    @santoshnaik8140 11 дней назад +2

    Neija matrubhasa ku bhala pausa like kare❤❤

  • @kalyaniswain1941
    @kalyaniswain1941 5 месяцев назад +25

    ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର ଉପଦେଶ ଓଡ଼ିଆ ଭାଷା ଉପରେ ଧନ୍ୟବାଦ୍ ❤

  • @smita563
    @smita563 5 месяцев назад +62

    ସତରେ ଆଖି ରୁ ଲୁହ ଆସିଗଲା ...ଏହି ଉଠରେ ଉଠରେ ଉତ୍କଳ ସନ୍ତାନ ଗୀତ ଟି ଶୁଣିକି... ସତରେ ଆମେ ଓଡିଆ ବୋଲି ଗର୍ବିତ ❤❤

  • @9861
    @9861 5 месяцев назад +88

    ଗୋଟେ like mate bi milu ,
    First comment କରିଥିବାରୁ

  • @NitulifestyleVlogs
    @NitulifestyleVlogs 2 дня назад

    ହୃଦୟ ସ୍ପର୍ଶି 👍ବନ୍ଦେ ଉତ୍କଳ ଜନନୀ 🚩🚩

  • @rajabagha6523
    @rajabagha6523 5 месяцев назад +76

    ମଣିଷ ଏ ପୃଥିବୀ ପୁଷ୍ଟ ରେ ଯେମିତି ଚଲିବା ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ରିହାତି ଆବଶ୍ୟକ ସେମିତି ଆମ ଭାଷା ମଧ୍ୟ ଆବଶ୍ୟକ ❤❤

  • @BiswaranjanPati-vm4ts
    @BiswaranjanPati-vm4ts 5 месяцев назад +12

    ସବୁଠାରୁ ଶ୍ରେଷ୍ଠ ଅଧ୍ୟାୟ, ଯଦି ଆପଣଙ୍କ ଲେଖାଗୁଡିକ ଓଡ଼ିଆରେ ହୁଅନ୍ତା ତେବେ ଆହୁରି ଭଲ ହୁଅନ୍ତା l ଜୟ ଜଗନ୍ନାଥ 🙏🙏

  • @raghunathrana8821
    @raghunathrana8821 5 месяцев назад +45

    ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ । 🙏🙏🙏🙏🙏 ଏ ଗପ ନ ଥିଲା ଏ ସତ ଥିଲା। ଏ ଗପ ମାଧ୍ୟମ ରେ ଓଡ଼ିଶାର ଲୋକ ହୋଇ ଇଗ୍ରାଜୀ କହୁଥିବା ଲୋକମାନଙ୍କୁ ସଚେତନ କରାଗଲା,,👌👌👌 ଆମ ଓଡ଼ିଆ କେତେ ବଢିଆ ,👌👌

  • @SriyaPanigrahy
    @SriyaPanigrahy 5 месяцев назад +2

    ଏହି ଭିଡିଓ କୁ ଦେଖିକି ମୋ ଆଖି ରେ ଲୁହ ଆସିଗଲା।ସବୁ ଓଡ଼ିଶା ବସି ଗର୍ବ କରିବା କଥା କି ଆମେ ମାନେ ଓଡ଼ିଆ ବୋଲି। ସେଇଥି ପାଇଁ ଆମେ ସମସ୍ତ ଶପଥ କରିବା ଯେ ଓଡ଼ିଶା ବାହାରକୁ ଗଲେ ଭି ଆମେ ମାନେ ଆମ ଓଡ଼ିଆ କୁ ଭୂଳିବ ନାହିଁ।ମୁ ଶପଥ କରି କହୁଚି ଯେ ମୁଁ ଯତେ ଦୂର କୁ ଗଲେ ଭି ମୋ ଓଡ଼ିଆ ମାତୃଭାଷା କୁ କେବେ ଭି ଅସମ୍ମାନ କରିବି ନାହିଁ। ଜୟ ଜଗନ୍ନାଥ⭕❗⭕🙏

  • @mohannayak6168
    @mohannayak6168 5 месяцев назад +29

    ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଏକ ସୁନ୍ଦର ପ୍ରୟାସ
    🙏 ଧନ୍ୟବାଦ 🙏

  • @bishnupriyanayak2787
    @bishnupriyanayak2787 5 месяцев назад +21

    ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ ସେଥିପାଇଁ ମୁଁ ଓଡ଼ିଆ ଭାରି ବଢିଆ ❤🎉🎊🥳

  • @DJRAKESH1K
    @DJRAKESH1K 5 месяцев назад +111

    ଓପି କାଟୁନ ❤️❤️❤️❤️❤️❤️❤️❤️❤️ ନଟିଆ କୁ ଯିଏ ଭଲ ପାଓ ସି ଏ ଲାକି କର ❤️

  • @bijaykumarmohanty5739
    @bijaykumarmohanty5739 5 месяцев назад

    ସତରେ ଏହି video ti ହୃଦୟସ୍ପର୍ଶୀହେଇଛି ଆଖିରୁ ଲୁହ ଆସିଗଲା 😢 ସତରେ ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ କେତେ କଷ୍ଟ କରିଛନ୍ତି ଆମର ପୂର୍ବପୁରୁଷ ମାନେ ହେଲେ ଆମେ ଆଜି English ଭଳି ବିଦେଶୀ ଭାଷା ର ଦରକାର ନଥାଇ ମଧ୍ୟ ବ୍ୟବହାର କରି ଆମ ରାଜ୍ୟ, ଭାଷା ଆଉ ପୂର୍ବପୁରଷଙ୍କ ର ଅସମ୍ମାନ କରୁଛେ 🥺

  • @dthodia3980
    @dthodia3980 5 месяцев назад +6

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @jyotsnaranisingh5722
    @jyotsnaranisingh5722 5 месяцев назад +12

    ମୁଁ ଓଡ଼ିଶାର ସନ୍ତାନ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଅଛି 🥹 ଜୟ ଜଗନ୍ନାଥ 🙏🙏🙏 ମୁଁ ଓଡ଼ିଆ ମୋ ଭାଷା ଓଡିଆ 🤗

    • @Abhinav_65
      @Abhinav_65 5 месяцев назад +1

      Jyotsna Rani Hii

  • @nksahoo4123
    @nksahoo4123 5 месяцев назад +5

    ଯେଉଁମାନେ ମୋ ଭଳି ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ ଅନୁଭବ କରୁଛନ୍ତି ସେମାନେ Like କର ।

  • @sagardakua8659
    @sagardakua8659 5 месяцев назад +15

    CSK fans like kara❤❤❤

  • @kanhumakut
    @kanhumakut 5 месяцев назад +4

    Super video । ଆମେ ଓଡ଼ିଆ ଆମ ଭାଷା ବଢିଆ

  • @ashokkumarsahoo7707
    @ashokkumarsahoo7707 5 месяцев назад +20

    ବହୁତ ସୁନ୍ଦର ଓ ଶିକ୍ଷଣୀୟ ଏହି କମେଡି ଧାରାବାହିକଟି ପ୍ରସ୍ତୁତ କରିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା। ଉତ୍କଳ ଗୌରବ ମଧୁ ବାବୁଙ୍କ ସେହି ଉକ୍ତିଟି ମନେପଡେ ମାତୃଭାଷା ମାତୃଭୂମି ଯା'ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା,ଅଜ୍ଞାନି ରହିବେ କାହିଁ।

  • @bhagyaparida5917
    @bhagyaparida5917 5 месяцев назад +27

    Mate natia comedy bahut bhala lage😍😍😍

  • @RajeshRaut-cl7go
    @RajeshRaut-cl7go 5 месяцев назад

    ଆମ ଓଡ଼ିଆ ଭାରି ବଢିଆ ❤️❤️❤️

  • @Kabirnayak054
    @Kabirnayak054 5 месяцев назад +96

    Jie comments like koriba taro maa bopa nku bhagawan 100 years khushi re rokhontu❤😊😊😊

    • @Prahaladadbehera4710
      @Prahaladadbehera4710 5 месяцев назад +1

      ଦୟା କରି ଓଡ଼ିଆ ରେ କମେଣ୍ଟ କରନ୍ତୁ

  • @98Review
    @98Review 5 месяцев назад +20

    Kebe thi wait karichhi .....😂..aji jaldi comments karidouchhi like miliba

  • @mr.dibyaranjan13
    @mr.dibyaranjan13 5 месяцев назад +5

    ଆମ ମାତୃଭାଷା ❤ ଏ ଗୀତ ଶୁଣି ଆଖି ଓଦା ହୋଇଗଲା।🥲🥲

  • @AnantagopalNaik
    @AnantagopalNaik 5 месяцев назад

    ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ❤❤❤❤

  • @ashutoshmahapatra574
    @ashutoshmahapatra574 5 месяцев назад +10

    ମଧୁବାବୁଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ... 🎉❤🎉

  • @laxmipriya7230
    @laxmipriya7230 5 месяцев назад +17

    ଆମେ ଓଡ଼ିଆ ଭାରୀ ବଢିଆ,,,,,, ଜୟ ଜଗନ୍ନାଥ 🙏,,,,,,, ମୁଁ ଓଡ଼ିଆ ହେଇଥିବାରୁ ଗର୍ବ ଅନୁଭବ କରୁଅଛି 😊,,,,,

  • @Jamunaswain741
    @Jamunaswain741 5 месяцев назад +4

    ଆମେ ଓଡ଼ିଆ ଭାରି ବଢିଆ ❤🥰❤️

  • @ss-vz4yk
    @ss-vz4yk 5 месяцев назад

    ଆମେ ଓଡ଼ିଆ ଭାରି ବଢିଆ 🤝👍

  • @PrasantaDehury-x3d
    @PrasantaDehury-x3d 5 месяцев назад +42

    Odisha Rajya pain Bahut badhiya Barta.Bahut khusi lagila 💯💯💯

  • @subhadra_123
    @subhadra_123 5 месяцев назад +56

    ଯେଉଁମାନେ ଆମ ମାତ୍ରୁଭାଷା କୁ ଭଲପାଆନ୍ତି ଜଣାନ୍ତୁ👍 ଜୟ ଜଗନ୍ନାଥ🙏❤ଆମେ ଓଡିଆ ଭାରି ବଢିଆ❤

  • @a.r.anwesha1232
    @a.r.anwesha1232 5 месяцев назад +18

    ଅତି ସୁନ୍ଦର ଉପସ୍ଥାପନା।।ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଭାଷା କୁ ମାରିଦେବା ପାଇଁ ଅନେକ ଅପଚେଷ୍ଟା ଚାଲିଛି।ଯାହା ଗାଁ ମାନଙ୍କରେ ଓଡ଼ିଆ ଭାଷା ବଞ୍ଚିକି ଅଛି ସହରରେ ଖାଲି ଇଂଲିଶ।।ଯଦି ଓଡ଼ିଆ ଭାଷା ତାର ଅସ୍ତିତ୍ବ ହରାଉଛି କେବଳ ଆମ ଓଡ଼ିଆ ମାନଙ୍କ ପାଇଁ ।।ଆମେ ନିଜେ ହିଁ ଆମ ଭାଷା କୁ ଇଂରାଜୀ ଠାରୁ ନୀଚ ଭାବୁଚେ ।😢😢

  • @JUNGLECAMING
    @JUNGLECAMING 4 месяца назад

    ଆମେ ଓଡ଼ିଆ ଆମୋ ଭାସା ଭାରୀ ବଡ଼ିଆ ❤👍

  • @santanukumar3575
    @santanukumar3575 5 месяцев назад +51

    ଜୟ ଜୱlନ୍ ଜୟ କିଶlନ ଯେଉଁ ମାନେ ଓଡ଼ିଶା କୁ ଭଲ ପାଉଛନ୍ତି ସେମାନେ ଓଡ଼ିଆ ରେ ମନ୍ତବ୍ୟ ଦିଅନ୍ତୁ ଜୟ ଜଗନ୍ନାଥ 😔😔🇮🇳

  • @Santoshripu
    @Santoshripu 5 месяцев назад +20

    ନଟିଆ କମେଡି ର ସବୁ ଏପିସୋଡ ଠାରୁ ଏଇ ଏପିସୋଡ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ❤️
    ଜୟ ଓଡିଆ❤ ଜୟ ଓଡ଼ିଶା ❤️

  • @jeetprasadrout8097
    @jeetprasadrout8097 5 месяцев назад +27

    ବନ୍ଦେ ଉତ୍କଳ ଜନନୀ 🙏🏻 ବନ୍ଦେ ମୋ ଓଡ଼ିଆ, ବନ୍ଦେ ମୋ ଉତ୍କଳ ,,,,,,,,,,😊❤

  • @anilmaharana1811
    @anilmaharana1811 5 месяцев назад

    Sethipanee Ame Odia ❤️Bhari Badhia❤️
    Jay Jagannath 🙏🙏🙏🙏

  • @Ajitsahoo645
    @Ajitsahoo645 5 месяцев назад +4

    ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମି ନାହିଁ,,,, ତାକୁ ଯଦି ଜ୍ଞାନୀ ଗଣରେ ଗଢିବା ଅଜ୍ଞାନ ରହିବେ କାହିଁ,,,,,😊ସତରେ ଯୋଉ ମାନେ ବାଟ ଘାଟରେ Eng କହୁଛନ୍ତି ସେମାନେ ନିଜକୁ ଜ୍ଞାନୀ କହୁଛନ୍ତି,,,, କିନ୍ତୁ ସେମାନେ ପ୍ରକୁତ ରେ ମୂର୍ଖ 😇,,, ଆମେ ଓଡ଼ିଆ ଆମ ମାତୃଭାଷା ଭାଡ଼ି ବଢିଆ ❤️❤️🥰🙏

  • @rakeshgoutam217
    @rakeshgoutam217 5 месяцев назад +12

    ଉଚ୍ଚ ହେବା ପାଇଁ ଯେବେ କର ଆଶା
    ଉଚ୍ଚ କର ଆଗେ ନିଜ ମାତୃଭାଷା
    ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ଗିତ ❤
    ବନ୍ଦେ ଉତ୍କଳ ଜନନୀ
    ❤❤❤❤❤❤❤❤❤❤❤❤❤

  • @gayatrisahoo3690
    @gayatrisahoo3690 5 месяцев назад +30

    ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ🕉️⭕‼️⭕❤️🔱🌞🌝🚩🙌 ଉଚ୍ଚ ହେବାକୁ କର ଯେବେ ଆସା ଉଚ୍ଚ କର ଆଗ ନିଜ ମାତୃଭାଷା🇮🇳❤️🙏 ଜୟ ମଧୁ ବାବୁ🙏🇮🇳😊 ଅତି ସୁନ୍ଦର ଭିଡିଓ 🙏👌👌👌👌👌👌😊

  • @PratikkumarSahoo-q8z
    @PratikkumarSahoo-q8z 4 месяца назад

    ❤️ବନ୍ଦେ ଉତ୍କଳ ଜନନୀ🙏

  • @G1_muna
    @G1_muna 5 месяцев назад +40

    ଭାଇ ମୁଁ ପ୍ରଥମ viewer like ଗୋଟିଏ ମିଲିବାକି ନିଜ ମାତୃଭାଷା କୁ ଯିଏ ଭଲ ପାଅ ତାହେଲେ like ଗୁଟେ କରି ଦିଅ i love my ମାତୃଭାଷା i really love you 🥰

    • @Barun_123
      @Barun_123 5 месяцев назад +2

      ମାତ୍ରୁୁ ଭାଷା ମାତ୍ରୁୁ ଭାଷା ହଉଛ ଆଉ ସେଥିରେ ପୁଣି ଲେଖିଛ viewer like, like, I love my, I really love u ଏଗୁଡିକ କାହିଁକି ଲେଖିଛ ଓଡିଆ ରେ ଜଦି ଲେଖିବାର ଅଛି କେବଳ ଓଡିଆ ରେ ଲେଖ! ଆଉ ସେଥିରେ ଇଂରାଜୀ କାହିଁକି ଲେଖିଛ

  • @Om_Bm
    @Om_Bm 5 месяцев назад +34

    ବଢ଼ିଆ ହେଇଚି। ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ଅନ୍ୟ ମହାପୁରୁଷ ମାନଙ୍କ ଜୀବନୀ ଉପରେ ବି ବନାଇବାକୁ ଅନୁରୋଧ🙏

  • @gourirana8159
    @gourirana8159 5 месяцев назад +5

    ସବୁ ଅଧ୍ୟାୟ ଠାରୁ ଏହି ଅଧ୍ୟାୟଟି ବହୁତ ଭଲ ହୋଇଛି। ଆପଣମାନଙ୍କ ପ୍ରଚେଷ୍ଟା ପାଇଁ ଅଶେଷ ଅଶେଷ ଧନ୍ୟବାଦ ।
    ବନ୍ଦେ ଉତ୍କଳଜନନୀ

  • @PrasannaSahoo-q5v
    @PrasannaSahoo-q5v 15 часов назад

    ସବୁ ଠାରୁ ଭଲ ବିଷୟ ଟିଏ ଉପସ୍ଥାପନ କରିଛନ୍ତି । ନଟିଆର ସବୁ ଷ୍ଟାପ୍ ମାନଙ୍କୁ ଧନ୍ୟବାଦ୍ । ଏମିତି ସିଖଣିଅ ଭିଡ଼ିଓ ଦେଖାନ୍ତୁ। ମୋ ଜଗନ୍ନାଥ ଓଡ଼ିଆ , ମୋ ଭାଷା ଓଡ଼ିଆ, ମୁଁ ନିଜକୁ ଗର୍ବିତ ମନେ କରୁଛି ମୁଁ ଓଡ଼ିଆ ବୋଲି। ଜୟ ଜଗନ୍ନାଥ 😊😊

  • @DebasishNayak-h3m
    @DebasishNayak-h3m 5 месяцев назад +19

    ପ୍ରଥମ ଥରପାଇଁ ନଟିଆ କମେଡି ଦେଖି ଆଖିରେ ଅଜାଣତରେ ଲୁହ ଆସିଗଲା 🎉🎉🎉 କାହିଁକି ଜାଣିନି 🙏 ବନ୍ଦେ ଉତ୍କଳ ଜନନୀ 🙏... ମୁଁ ଓଡ଼ିଆ, ମୋ ଓଡ଼ିଆ ଭାଷା ଭାରି ମଧୁର ❤ ମୋ ଓଡ଼ିଶା ସବୁଠୁ ସୁନ୍ଦର ❤❤

  • @Degreeclass_odisha
    @Degreeclass_odisha 5 месяцев назад +25

    ଆମେ ଓଡିଆ ଆମ ଓଡିଆ ଭାଷା ବଢିଆ ❤ଜୟ ଜଗନ୍ନାଥ 🙏

  • @shubhashishsamal4192
    @shubhashishsamal4192 5 месяцев назад +15

    ଅତି ସୁନ୍ଦର ଓ ପ୍ରେଣଣାଦାୟୀ

  • @BabuPal-j7h
    @BabuPal-j7h 5 месяцев назад

    Very best episod ❤❤ mote bahut bhala lagila