Laguchi apan sabu America re rahuchanti jauthiki jadi gote jhia Saha jahabi kara sane augote khojidianti na hele ekla ruhanti au tanka ejat au society ku kichi chinta na tha .kan bhai ei sabu dialog nija bhauni kubi maribe jadi ta sahita Kehi amiti mrg kari bahar karidia tahele taku karibe saman katha chadantu amiti dialog mari ba loko nija chada kaha ku bi bhala panti nahi.a sabu jadi appan ka Saha haba tahele kasta bujhibe.
Dear tapaswini. Leave him and go ahead and make him realize what he has lost due to his conservative parents. It is not easy but you will be happy in a time.
You lodge complaints against that whole family that they are Torturing you, now how you are saying you need to stay with them. First you told to media that, my hubby is very good just allow him for 1week to stay with me and rest everything will be fine. If that is the case why he is left. I am not judging you are wrong or right. But I can say we can't clap in one hand need to be hear from both side. I feel sometimes from day 1 you are utilizing media so well.
It's right. And if u right sister than Dr. Sumeet should be punished. Don't waste ur time like this. If u r asking help than say govt. to give u a suitable job as per ur qualifications.
Sister please stop all these... Just move on with your life..,.. don't inspire those obsession people who tries to hold someone forcefully... All the best...
Kahaku pachari ki vala pai thila j abe tam husband ku khoji jibe.. Tama rahiba pai subidha karibe. Tama nija bhul pai a durdasa. Jhia mane daya kari apri vul karantu nahi... Jaha hele b pita maatan nka iccha re baha huantu. Karan maa bapa chhada kehi tuma pai uttam chinta karibe nahi. Kimba jadi love hoi jaichhi ta hele nija nija maa bapa nku raji kareiki baha hebaku chesta karntu. Love+arrange marriage thik ate. Au amane kete sikhita jana padichhi parents ku b janeiba thik bhabi leni nije nije kete bada decision nele. Abe prema zero...
Now you really fighting for the justice to entire women in our male dominated society. Everyone is watching & waiting for the outcome of our judiciary when you are alone fighting against the atrocities. Keep patience and be more courageous and set an example to the entire society. Stay blessed always. Jai Jagannath.
Aaji CM program thila Hinjilicut re... IIC call receive kaleni mane kn se tanka duty thik se karuthibe hela but tme samastanku blame karucha sabubele... No doubt tme thik thai para but jetiki video send karucha sabu faltu hela... Nyaya anyaya court achi bichara kariba pai ... Jadi tme bichara kari parucha nyaya anyaya court kn pai jaucha???
Govt accommodation chadiki nija gharku jaa, police to pachare padibani after that. Police jothi ghara arrange karichi to Pai, sethi jadi zid re rahibu swami gala pare semane bhi ta Nazar rakhibe. Tu bulibaku Gale Tate Police protection deba Pai thodi order heichi. Vip ta tu.
Be strong girl! We are proud of you to stand for yourself! You just want your husband nothing else. But just give a thought on leaving that pathetic man and get your rights from in laws
ନିଜ wife, husband, ନିଜର ତୋତେ ଯେବେ ଜଣା ନଥିଲା କି ସଂସାର ମାନେ କଣ ସଂସାର କରିବା କଥା ଭାବିଲୁ କେମିତି ଏମିତି ବିବାହ ନା କରି ଇନ୍ଷ୍ଟଗ୍ରାମ reels କରିଥାନ୍ତୁ .. ସଂସାର ମାନେ ପ୍ରୋବ୍ଲେମ ଆଉ ପ୍ରେମ ବିବାହ ପରେ ସେ ପ୍ରେମ ହେଇ ରହି ନଥାଏ ତୋତେ କଣ ବାପା ମା ବୁଝେଇ ନାହାନ୍ତି .. ତୋର ପ୍ରୋବ୍ଲେମ କଣ ଆଜି ଯାଏଁ ନିଜେ ଜାଣିବାକୁ try କଲୁନି କି ନାହିଁ ଦେଖିବାକୁ ଠିକ ଠାକ ଅଛୁ ଫିର କଣ ପାଇଁ husband amiti karuchi Kichi ta achi tu camera agare gote real life re gote... mote laguchi... sun abe time achi a sabu natak band kar.. to bhali kete jhia a dunia re achanti.. se sumit sumit na hei taku kichi mari mundaru sindura pochi nija life ku new kari start kar
Tame alaga hai rahunha...police kanhi protection daba. Tama ra kn ghara nahi ki. Jaa saethi rahi ladhiba. Police ra ahuri bi kichi kama achi. Cout timeing sarijaichi.
କ'ଣ ମିଳିବ ଏମିତି ସ୍ବାମୀ ପାଖରେ ରହି। ଯେଉଁ ସ୍ବାମୀ ପାଖରେ ସ୍ତ୍ରୀ ପାଇଁ ଭଲପାଇବା , ସମ୍ମାନ ସ୍ନେହ ଶ୍ରଦ୍ଧା ନାହିଁ। ତାଠାରୁ ୧୦୦ ଗୁଣ ଅଧିକ ଭଲ ସାରା ଜୀବନ ଅବିବାହିତ ରହିବା। ତେଣୁ ମୁଁ ଗୋଟେ ଭାଇ ହେଇ କହୁଛି ନିଜର ଆତ୍ମ ବିଶ୍ବାସ ଜାରି ରଖ ଓ ନିଜକୁ ସ୍ବାବଲମ୍ବୀ କରାଅ।ସମୟ କୁ ଅପେକ୍ଷା କର ସବୁ ଠିକ୍ ହେବ, ସତ୍ୟ କୁ ଆମକୁ ମାନି ବାକୁ ହେବ ସେ ଆମକୁ କଷ୍ଟ ଦେଉ ବା ସୁଖ। ଏମିତି ନିଜର self respect ହରାଅନି ।
Exactly Bhaii...thik katha kahichanti....
Bt dimple kn pni bujhunahanti😐
Sumit doesn't love her😐 if he do then he will never leave her😑😒
Right
Right
Right bro.. Emitika sawami pachhare kain a bhauni padichhanti kjani .. Emitika bibek hina sawrthabaadi manisha a duniya re achhanti... Chhi
Laguchi apan sabu America re rahuchanti jauthiki jadi gote jhia Saha jahabi kara sane augote khojidianti na hele ekla ruhanti au tanka ejat au society ku kichi chinta na tha .kan bhai ei sabu dialog nija bhauni kubi maribe jadi ta sahita Kehi amiti mrg kari bahar karidia tahele taku karibe saman katha chadantu amiti dialog mari ba loko nija chada kaha ku bi bhala panti nahi.a sabu jadi appan ka Saha haba tahele kasta bujhibe.
ସ୍ଵାମିସ୍ତ୍ରୀ ମିଳନ ଏକ ଭଲ ପାଇବା ଓ ବିଶ୍ୱାସରବନ୍ଧନ । ଯେଉଁଠି ତାହା ନାହିଁ ସେଠି ମୂଲ୍ୟ ନାହିଁ । ମୋ ମତରେ ସ୍ୱାବଲମ୍ବି ହୁଅ। ନିଜ ଗୋଡ଼ରେ ନିଜେ ଠିଆ ହୁଅ। ଖୁସିରେ ରୁହ କାହା ଅଧିନରେ ରୁହନ୍ତୁନି । ନିଜ ଜୀବନର ପ୍ରତି ମୁହୁର୍ତ୍ତ କୁ ଖୁସିରେ ଉପଭୋଗ କର ।
ନାରୀ ଜିତିଛି ଆଉ ଆଗକୁ ବି ଜିତିବ 🙏🙏🙏
ଏଠି କିଛି ହେବନି। ସେ ବଦମାସ୍ ତୁମକୁ ଏତେ ହିନସ୍ଥା କଲାଣି ଭାବିନିଅ ସେ road accident ରେ ମରିଗଲା। ସେ କୁକୁର ପାଇଁ ଆଉ କାନ୍ଦନା
Hmm bhabidio corona re ecmo treatment chalirhila but marigola ...
Ok
@@somu-bk1sq ତୋର ସେଟା ଭାବନା ନା ରଚନା ବେ
@@trptoneaboveall7627 behaviour thik karantu..
Dear Tapaswini , keep fighting..Rest assured on God..You will win oneday..
Metanal hoye galni
Fight with whom... with her husband??
Public or court can do anything for her but can erect..., understand it.
ଏ ରାଜ୍ୟରେ ରେ କି ନ୍ୟାୟ କେଜାଣି ନାରୀଙ୍କୁ ନ୍ୟାୟ କଣ ମିଳିବନି ଆରେ ଓଡିଶା ବାସି ମମିତା କୁ ତ ନ୍ୟାୟ ଦେଇପାରିଲାଣି ଇଏ ତ ବଞ୍ଚିଛି କମସେକମ ୟାକୁ ତ ନ୍ୟାୟ ଦିଅ.. ଚୋର ସରକାର ଚୋର ପୋଲିସ 😡
Bhaina namaskar
Yes bro faltu rules in odisha
You are right
He Bhagaban ea jhia luha kahaku Nachhadu
@@ipsitasatapathy7928 ki katha ae Sabu ta husband rahuni kie kn kariba ethire
ସବୁ ତୋର ଭୁଲ camera agaku ashiki bhashana marile kichi habani
ଝିଅ ହୋଇ ଜନ୍ମ ହେବା ବିରାଟ ଜଳ ନାରୀଏଠି ସୁରକ୍ଷିତ ନୁହେଁ ପୁଲିସ ନାଟର ଗୋବର୍ଦ୍ଧନ😭😭😭🙏😭😭😭💯
Polis paisa khaichi
Sata katha
ଝିଅ ଇଏ ହଉଛି କଳିଯୁଗ. ଅଧର୍ମ ଏବ ଜାୟେତ. ଯେତେ ଅନ୍ୟାୟ. ତାହାର ହିଁ ଜୟ ହେଉଛି
ଦଗାବାଜ ସେଇଟା
ଧର୍ମ ତାକୁ ଉଚିତ୍ ସାଶତି ଦବ
ଆରେ ଅଧର୍ମ ନାହିଁ ଧର୍ମ ଖେଳୁଛି ମହାମାରୀ ରୂପରେ ଆଉ ବେଶିଦିନ ନୁହେଁ ଏଥର ଓଡ଼ିଶାରେ ଖେଳିବ ସମୟ ଆସିଗଲାଣି ସେଥିପାଇଁ ସେ ନୁଆଁ ରୂପ ଧାରଣ କରିଛି
ଆପଣ ଓଭର୍ ସ୍ମାଟ୍ ବହୁତ୍ ସେଥିପାଇଁ ଆପଣ ଭୋଗୁଛନ୍ତୀ
ଏହି ଦୁନିଆରେ ପୁଅ ଝିଅ ସମସ୍ତେ ସମାନ, ଝିଅ ମାନେ ବି ବାହା ହୋଇ ପୁଅ ମାନଂକୁ ଛାଡ଼ି ଭାଗୁଛନ୍ତି ପୁଅ ମାନେ ବି ବାହା ହୋଇ ଝିଅ ମାନଙ୍କୁ ଛାଡୁଛନ୍ତି
ଭଉଣୀ ଏ ପୋଲିସ ମାନେ ତମ ରୁମ୍ ଭିତରକୁ କାହିଁକି ଜାଉଛନ୍ତି ତାଙ୍କୁ ମନା କର ସେମାନଙ୍କ ଉପରେ ଭରସା ନାହିଁ ସେମାନେ କିଛି ଵି କରି ପାରନ୍ତି
hn pura r8
Docter housband ta chhadibaku ichha heu nathiba .
Ordinary boy heithile case darkar hei nathanta .
ଯିଏ ତୁମକୁ ଭଲ ପାଉନି ତୁମେ ବି ତାକୁ ଭୁଲି ଯାଅ । ଜୀଵନ ରେ ଏମିତି ବହୁତ faltu ଲୋକ ମିଳିବେ । ତାଙ୍କ ପାଇଁ ନିଜ ଜୀବନ ଓ ସମୟ ନଷ୍ଟ ନକରି ତାକୁ ନିଜର ଶକ୍ତି ବନାଇ ଆଗକୁ ବଢ଼। ପ୍ରଥମେ ନିଜ ଗୋଡ଼ ରେ ଠିଆ ହୁଅ । ଟଙ୍କା ଆଗରେ ସବୁ ପୋଲିସ କୁତ୍ତା । ଏଠି କିଛି ନ୍ୟାୟ ମିଳିବନି ତୁମକୁ । ସୁମିତ ପରି ଗୋଟାଏ କାପୁରୁଷ କୁ ଭଲ ପାଇବା ତୁମର ଭୁଲ ବୋଲି ନିଜକୁ ବୁଝାଇ ଦିଅ ।
ନାରୀ କେତେ ସୁରକ୍ଷିତ ଆମ ଓଡ଼ିଶାରେ ଏଇ ସବୁ କଥା ରୁ ବେଶ ଜଣାପଡ଼େ। ଲାଗି ରହ ସମୟ ଆସିଲେ ସବୁ ଠିକ୍ ଠାକ୍ ହୋଇ ପାରିବ।
Dear tapaswini. Leave him and go ahead and make him realize what he has lost due to his conservative parents. It is not easy but you will be happy in a time.
It's right.
Yes she should learn to be independent. Make a good career. Be self sufficient that would be a fitting reply to Sumit.
@@susantpanda5 right
ତମେକଣ ଵୁଝୀପାରୁନସେତମକୁ। ଭଲପାଉନ ନାହିଁ ଅଯଥାରେକାହିକି ଏମିତି ଖରାପ ଲୋକ ପାଇଁ ଲୁହ ଗଡାଉଛ
Doctor husband taa naa ,yaa lobha chhaduni
Sethipain iye nija batare jauni, jemiti hele godei godeik seithi jhuliba
ଏକା ବଂଚିବା ଶିଖ ଏକଲା ଲଢ଼ କିନ୍ତୁ ଏ ଭଳି କାପୁରୁଷ ସ୍ୱାମୀ ପାଖରେ ରହିବା ବି ଭୁଲ
Doctor lobha chhaduni paraa.
ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମ ର ହେଉ ଜୟ ,🙏💪
You are saying that the law will be in your favour only. You are wrong, law will treat equal to all. Your husband has right to survive.
aska police kharap
balisra medical staff kharap
prasasana kharap
b n pur thana staff kharap
s p sir kharap
Ganjam collector kharap
mahila thana kharap.
judge kharap
sumit kharap
sasura kharap
sasu kharap....... samaste kharap tume khali bhala.
nija bhul ku bujha.anyara heart jitiba ku chesta kara.kaunasi kanoon love deiparibenahi. paisa miliba kintu sneha milibani bhauni media wala TRP pain jhagada badheibe.kintu apanankara kichhi faida hebani
You are right sister.
Dela belaku kahi thilu ki
Justice for ତପସ୍ୱିନୀ
ନେତା ମାନେ ଟିକେ ସାହାଯ୍ୟ ପାଇଁ ଆଗେଇ ଆସନ୍ତୁ
Bhla ହୁଅନ୍ତା
Dear sis actually ତୁମେ ଏତେ ଅପଦସ୍ତ ହେଇ ସାରିଛ ଏବଂ ଏକ heart broken situation ରେ ଅଛ କାଳେ suicide କରିଦେବ ତେଣୁ ଜଗୁଛନ୍ତି।don't worry... ତୁମେ ଅନେକ ସମୟ ନଷ୍ଟ କରି ସାରିଲଣି ଏବେ ଏସବୁ ରୁ କ୍ଷାନ୍ତ ହୁଅ...ପାଠ ପଢି ନିଜର ହୃତ ସମ୍ମାନ ଫେରି ପାଇବାକୁ ଚେଷ୍ଟା କର।ଈଶ୍ୱର ତୁମ ସହ ହୋଇ ଥିବା ଅନ୍ୟାୟ ର ଉଚିତ୍ ଶାସ୍ତି ଉଚିତ୍ ସମୟ ଆସିଲେ ନିଶ୍ଚୟ ଦେବେ।
ପୋଲିସ କିଛି କରିବନି, ପଇସା ଵାଲା ଲୋକ ପାଖରେ ପେଟେଇବେ,ଏ ଭଳି ଶାଶୁ ଘରକୁ ଯାଇକି କଣ ମିଳିବ, ଯେତିକି ହେଇଛି ସେ ପୁଅ ବି ଆଉ ବାହା ହେଇପାରିବନି, ଏବେ ନିଜ ଲଢେଇରୁ ଓହୁରିଯାଅ,ଆଉ ଏ ସବୁ ଝାମେଲା ରୁ ଦୁରେଇ ଭଲରେ ରୁହ,
ଯେଉଁ ସମ୍ପର୍କ ରେ ସ୍ୱାମୀ ଙ୍କ ର ସ୍ତ୍ରୀ ପ୍ରତି ସ୍ନେହ, ପ୍ରେମ, ଭଲ ପାଇବା ନାହିଁ... ସେଇ ପ୍ରେମ, ଭଲ ପାଇବା ତାଙ୍କ ଠାରୁ ଲାଗୁଛି ଯେତେ ଖୋଜିଲେ ବି ତମ କୁ ମିଳିବନି ... ତେଣୁ ପାରୁଛ ଯଦି ମନ କୁ ବୁଝେଇ ଏକା ରହିବା ହିଁ ଭଲ.....
ଜେ ପର୍ଯ୍ୟନ୍ତ ବଂଚି ଥିବ କେହି ପାଖ ମାଡିବେନି ଆଉ ମଲା ପରେ ପାଖ ଛାଡି ବେନି ଏଇଟା ତ ଆମ ଲୋକମାନଙ୍କ ର ଅଭ୍ୟାସ ବଂଚି ଥିବା ଲୋକ ପାଇଁ ଆମସମ୍ବିଧାନରେ ନ୍ୟାୟ ନାହିଁ ଆମ ଆଇନ୍ କାନୁନ୍ କୁ କେବଳ ଜଗନ୍ନାଥ ସାହା
ଓଡ଼ିଶା ରେ ସମ୍ବିଧାନ ନାହିଁ, ସରକାର ଯାହାର ସମ୍ବିଧାନ ତାର ।
ସୁମିତ ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ ।
ପ୍ରମିଳା ମାକୁ କହି ଜର୍ଜ ଓ ତମ ଓକିଲକୁ କହି ସବୁ ଗନ ମାଧ୍ୟମରେ ଦେଖିଲା ପରେ ଜର୍ଜ କଣ ରାୟ ନେଉଛନ୍ତି ପଚାର ସେ ଡକ୍ଟର ବାଲିଶୀର ଯାଉ ନଥିଲା ସେ ଇଞ୍ଚର୍ଜକୁ ପଚାର at nes ତାରhoithila na Nahi ଏଥିରୁ ଶାସନ କର୍ତ୍ତା ଓ ପ୍ରଶାସନ ଦୁର୍ବଳତା ପରିଲିଖିତ ହେଉଛି
Please sister God bless you 🙏🙏🙏🙏🙏
Argus please Stop broadcasting this drama girl . Enough is enough . Otherwise we may unsubscribe this channel .
ଆଉ ଅଧିକ ଗପ ନି ବାପ ଘରେ ଯାଇ ରୁହ case ସରିବା ପର୍ଯ୍ଯଂତ ାଥରେ ଯାଇଥିଲ ଗୋଟିଏ case ଦେଇଥିଲ ାଆଉ ଯାଇ ୭ ଟା case ଦେବ ନା କ'ଣ ାସମସ୍ତଂକ ଉପରେ ଅଭିଯୋଗ ଆଣୁଛ ା ଏମିତିକି police ଭାଇ ଓ ଭଉଣୀ, ଯେଉଁମାନେ ଦିନ ରାତି ପଡ଼ି ରହି ତମ କୁ ଜଗିଛଂତି ାାଏପରି ମାନସିକ ସଂତୁଳନ ଠିକ୍ ନଥିବା ଲୋକ ପାଖରେ ରହିବା ଜୀବନ ପ୍ରତି ବିପଦ ା
Absolutely right ✅. Bearking dog not bit.
Rights
Right
ତୁ ଗୋଟେ କାମ କର youtube chanal ଖୋଲ ଭଲ ଚାଲିବ କିଛି ପଇସା income ହେଇଯିବ ତୁ ଷ୍ଟାର ହୋଇଗଲୁ
You're example for others, so extremely proud of you, l salute you
International Women's Rights Commission nku complaint lodge karantu. Odisha raa Mahila Commission members sabu ...Powder...Lipsticks. .rey busy.
ଦୁନିଆ ଖରାଫ ନା ଆମେ ଖରାଫ ଏମିତି ସବୁ କାହିକି ହୁଏ
ତମକୁ କଣ ଏ ଲୋକ ସ୍ତ୍ରୀ ର ସୁଖ ଦେଇପାରିବ କେବେ ନୁହେଁ ତମେ ଆଉ ୟା ପଛରେ ଗୋଡାଅ ନାହିଁ 😭🙏🏿🙏🏿🙏🏿
Wht a strong girl!!!! Hats off
You lodge complaints against that whole family that they are Torturing you, now how you are saying you need to stay with them. First you told to media that, my hubby is very good just allow him for 1week to stay with me and rest everything will be fine. If that is the case why he is left. I am not judging you are wrong or right. But I can say we can't clap in one hand need to be hear from both side. I feel sometimes from day 1 you are utilizing media so well.
Dear Tapaswani, you can not make a family by force. They have no liking for you So better take divorce & get a job, start a new life.
Right.
Tara okat nahi job karibara aithu tada khaile au gote sumit khojiba nahele mali sahi jiba
It's right. And if u right sister than Dr. Sumeet should be punished. Don't waste ur time like this. If u r asking help than say govt. to give u a suitable job as per ur qualifications.
Very rightly said
@@techfighterz8778 kain jau mane ias oas bank po ssc cgl railway paichanti tanku kn govt job daichi ki🤣
Tome jhia manank pai to khali court
Tike luho godei dobo
Tapore Police asi puo ro full family ku jail re purei dobo.
I salute this system
Tapaswini Madam you R Right fight korantu Life Time all public Tumo support re...
ଝିଅ ।ଏମିତିକା କାପୁରୁଷ ଟାକୁ କେମିତି ଭଲ ପାଇଗଲା , ଡାକ୍ତର ହେଇ ଅନ୍ଧ ବିଶ୍ଵାସ ଭିତରେ ବଞ୍ଚୁଥିବା ମଣିଷ ପାଖରୁ ତମେ ଆଉ କ'ଣ ଆଶା କରୁଛ ,ପାଠ ପଢିଛ ସ୍ୱାବଲମ୍ବୀ ହୁଅ ଗୋଇଠା ମାର ତାର ସ୍ୱାମୀ ପଣିଆକୁ
ବଡଘରିଆ ବୋହୁ ହବାର ବହୁତ ଆଶା
U r a strong girl 👍 God bless you❤
Dimple you have the potential
U can do anything n everything
Don't leave Sumit....he is the real culprit
Sister please stop all these... Just move on with your life..,.. don't inspire those obsession people who tries to hold someone forcefully... All the best...
ଓଡ଼ିଶାର ପୋଲିସ ର କିଛି କାମ ନାହିଁ ତ ତୋରି କଥାରେ ଉଠ ବସ ହଉଥିବେ।
Tu kie be emiti kahibau tara na tike kahilu badmass kotikar
Ha Odisha police ra kama Khali mask aau helmet check Kariba
Free dorama diya heuciki
Dear sister you are a strong gril..💪 continue your fight.👍
ଏବେ ତ ମାତ୍ର ଆରମ୍ଭ ହେଲା
ଆମ ଓଡିଶାରେ ଏମିତି ହୁଏ
Tate bi court kahithile sakhi center jibaku ta tu abamanana kemity kalu useless lady
Kn miliba emiti Swami pakhare rahiki better heba other option dekha sister
Dharma andha nuhe. Wait... 👍
Continue your fight 👍👍👍
Mam ame apanka support re taku emiti sikhya dia jemiti yeibhali galua au kebe sahasa karibeni
Tote protection darkar boli kahuthilu miluchhi phir problem. Tu para adult hoichhu nijaku nije handle kar
Best Suggestion Move on
Dear sister leave that man..he doesn't deserve u.
Kahaku pachari ki vala pai thila j abe tam husband ku khoji jibe.. Tama rahiba pai subidha karibe. Tama nija bhul pai a durdasa. Jhia mane daya kari apri vul karantu nahi... Jaha hele b pita maatan nka iccha re baha huantu. Karan maa bapa chhada kehi tuma pai uttam chinta karibe nahi. Kimba jadi love hoi jaichhi ta hele nija nija maa bapa nku raji kareiki baha hebaku chesta karntu. Love+arrange marriage thik ate. Au amane kete sikhita jana padichhi parents ku b janeiba thik bhabi leni nije nije kete bada decision nele. Abe prema zero...
ଦିଦି ଆପଣଙ୍କୁ ତ ନ୍ୟାୟ ମିଳିବନି ....
ନ୍ୟାୟର ଆଶା ଛାଡିଦିଅନ୍ତୁ
କାରଣ ଝିଅମାନଙ୍କୁ କେବେ ନ୍ୟାୟ ମିଳିନି କି ଆପଣଙ୍କୁ ବି ମିଳିବନି
ସମାଜରେ ଏବେ ବି ଲୋକ ଆପଣଙ୍କୁ ହିଁ ଦୋଷ ଦଉଥିବେ
ଭଗବାନ କରନ୍ତୁ ଏତିକି ଦୁଃଖ ଲେଖାଥାଉ ଆପଣଙ୍କ ଭାଗ୍ୟରେ
Social media aau bikaau media ku jou astra karicha tume , kebal beizzat heba loka mazaa utheibe
Develop self confidence and it is time to choose a suitable path to establish yourself .Life is full of pros and cons.It is wise to be self dependent.
U r absolutely 💯 right madam , but her motto is only alligation intentionally to everyone. Love can't be achieved forcibly
She is a cbi inspector
Dharma ra heba jaya
Right everyone has Problem in life
Tame Khali samastanka na re complaint deipara Tamar kichhi vul nai
Now you really fighting for the justice to entire women in our male dominated society. Everyone is watching & waiting for the outcome of our judiciary when you are alone fighting against the atrocities. Keep patience and be more courageous and set an example to the entire society. Stay blessed always. Jai Jagannath.
ଇଏ ନବୀନ ସରକାର। ନାରୀକୁ ସମ୍ମାନ। ଛି ଛି ଲଜ୍ଜା।
Aaji CM program thila Hinjilicut re... IIC call receive kaleni mane kn se tanka duty thik se karuthibe hela but tme samastanku blame karucha sabubele... No doubt tme thik thai para but jetiki video send karucha sabu faltu hela... Nyaya anyaya court achi bichara kariba pai ... Jadi tme bichara kari parucha nyaya anyaya court kn pai jaucha???
Soon we will post you as MLA. Then you will handle all. We understand sister your pain.
Remember first life then MLA
ପୁଲିସ ପଇସା ପାଇଁ କିଛି ବି କରିପାରିବେନ
ସ୍ବାମୀ ସ୍ତ୍ରୀ ଙ୍କ ଭଲପାଇବା ଏମିତି ଏକ ଭଲ ପାଇବା ଯୋଉଟାକୁ ଜୋର କରି ହାସଲ କରି ହୁଏନି ତୁମ ସ୍ୱାବଲମ୍ବି ହୁଅ ନିଜ ଗୋଡ଼ରେ ନିଜେ ଠିଆ ହୁଅ ଆଉ ଗୋଟେ କଥା ନିଜ ଅଧିକାର କୁ ନିଜେ ହାସଲକର ଜମାବି ଛାଡନି ସେମାନଙ୍କୁ ନହେ🙏🙏🙏🙏🙏ଲେ ହଜାର ହଜାର ସୁମିତ୍ ଏମିତି ଭୁଲ୍ କରିବେ
ତୁମ ପ୍ରମିଳା ମା କୁଆଡେ ଗଲେ? ତୁମକୁ ଟିକେ ଲାଜ ଲାଗୁନି? ଯେଉଁ ସ୍ୱାମୀ ସ୍ୱାମୀ ହେଉଛ ସେ ତ ତୁମକୁ ସ୍ତ୍ରୀ ବୋଲି ମାନୁ ନାହାନ୍ତି. ତୁମେ ଯେତେବେଳେ ସେମାନଙ୍କ ନାମ ରେ ପୋଲିସ ରେ case କଲ ଟିକେ ଚିନ୍ତା କରିବାର ଥିଲା. ଏବେ ତୁମର ଅସଲ ଚେହେରା ଜଣା ପଡିଲା. ତୁମେ ଯେତେବେଳେ before marriage ଏକାଠି ରହୁଥିଲା, ସୁମିତ ର ବାପା ମା ଙ୍କୁ ପଚାରିଥିଲ କି? ଆହୁରି କଷ୍ଟ ପାଇବ. ତୁମ କର୍ମ ର ଫଳ ତୁମେ ଭୋଗୁଛ
Govt accommodation chadiki nija gharku jaa, police to pachare padibani after that. Police jothi ghara arrange karichi to Pai, sethi jadi zid re rahibu swami gala pare semane bhi ta Nazar rakhibe. Tu bulibaku Gale Tate Police protection deba Pai thodi order heichi. Vip ta tu.
ତପସ୍ୱିନୀ is looking very cute
ତୁ ଭୁଲ୍ କରିଛୁ ସତ । କିନ୍ତୁ କଥା ଯେତେଦୂର ଯାଇଛି ତାକୁ ଜମା ଛାଡ଼ନି ଝିଅ । ତମେ ନିଶ୍ଚିତ ବିଜୟୀ ହୁଅ
Thik heichi.. Kahaku jabardasti karibar punishment paibu
Be strong sister. We are with you.
Be strong girl!
We are proud of you to stand for yourself!
You just want your husband nothing else.
But just give a thought on leaving that pathetic man and get your rights from in laws
Athi nyao paiba bahut kasta 😒
ସୁମୀ ତ୍ କୁ ଏ ମିତି ଯଦି ଛାଡ଼ି ଦିଆ ଯାଏ ତାହାହେଲେ ସେ ଆଉ ଗୋଟିଏ ଝିଅର ଜୀବନ ବର୍ ବାଦ୍ କରିଦେବ ଇମିତି କା ଜନ୍ତୁଟିଏ ମଣିଷ ସମାଜ ପାଇଁ ଗୋଟେ କଳଙ୍କ, ତେଣୁ ଏ ଜନ୍ତୁଟି ଏତିକି କଷ୍ଟରେ କଲବଲ ଛଟପଟ ହେବା ଦରକାର ଯେତିକି ତପସ୍ପିନି ହେଉଛନ୍ତି, ସୁମି ତ୍ କୁ ଯିଏ ଯୋଠି ପାଇଲା ଲାତ ଗୋଇଠା ହେବା ଦରକାର ଗୋଟେ ଝିଅ ଜୀବନ ସହ ଖେଳିବାର ମଜା
You are absolutely right.....
Thanks sister go ahead.
ନିଜ wife, husband, ନିଜର ତୋତେ ଯେବେ ଜଣା ନଥିଲା କି ସଂସାର ମାନେ କଣ ସଂସାର କରିବା କଥା ଭାବିଲୁ କେମିତି ଏମିତି ବିବାହ ନା କରି ଇନ୍ଷ୍ଟଗ୍ରାମ reels କରିଥାନ୍ତୁ .. ସଂସାର ମାନେ ପ୍ରୋବ୍ଲେମ ଆଉ ପ୍ରେମ ବିବାହ ପରେ ସେ ପ୍ରେମ ହେଇ ରହି ନଥାଏ ତୋତେ କଣ ବାପା ମା ବୁଝେଇ ନାହାନ୍ତି .. ତୋର ପ୍ରୋବ୍ଲେମ କଣ ଆଜି ଯାଏଁ ନିଜେ ଜାଣିବାକୁ try କଲୁନି କି ନାହିଁ ଦେଖିବାକୁ ଠିକ ଠାକ ଅଛୁ ଫିର କଣ ପାଇଁ husband amiti karuchi
Kichi ta achi tu camera agare gote real life re gote... mote laguchi... sun abe time achi a sabu natak band kar.. to bhali kete jhia a dunia re achanti.. se sumit sumit na hei taku kichi mari mundaru sindura pochi nija life ku new kari start kar
Mo pakhare bhasa nahi tuma ku bujheiba pain bhauni... bhagaban tuma pachhare Achhanti ... Love u Dear sister 🤗💟🥰🥰🥰
ଧର୍ଯ୍ୟ ରଖ sister ତମ husband ତମକୁ ନିଚୟ ନିଜର କରିବେ। ହୋଇ ପରେ ଅନ୍ୟ କେହି ତାଙ୍କ ଉପରେ ଚାପ ପକାଉ ଥିବେ । ସେଥି ପାଇଁ ସେ ତୁମ ଠୁ ଦୂରେଇ ରହୁଛନ୍ତି। ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଭରସା ରଖ ସେ ତୁମ ଦୁଇ ଜଣ ଙ୍କୁ ଏକତ୍ର କରିବେ।
ସେ ମନ୍ତ୍ରୀଙ୍କ ପାଖ ଲୋକ ପ୍ରଶାସନ ତାଙ୍କ ହାତରେ ତମେ ଥକି ଯିବ । ଏ ଜୀବନ ୟଧ ରେ
All drama why want to stay with this man. Pyar kalabelaku enjoy kalabelaku permission neithala ki?
ଏଠି ଝିଅ ଟିଏ ନିର୍ଯ୍ୟାତନା ପାଏ । ତାକୁ ନ୍ୟାୟ ମିଳେନି । କାହିଁକି ନା ସେମାନେ ଧନୀ, କଳା ବଜାରୀ ବୋପାର ପୁଅ, ସେମାନଙ୍କ ପାଖରେ ଟଙ୍କା ଅଛି।ଆଉ କେତେବେଳେ ଧନୀ ବୋପାର ପୁଅ କୋଉ ଝିଅକୁ ବାହା ହୋଇ ତାକୁ ଛାଡି ଦେଲାଣି, ଝିଅ ଟିଏ ଲଢେଇ କରି ପାରେନି, କାହିଁକି ନା ସେମାନେ ଟଙ୍କା ବଳରେ ସମସ୍ତଙ୍କୁ କିଣି ଦିଅନ୍ତି ।ଆମର ଏଠି ସମସ୍ତେ ଝିଅ ଟିକୁ ଦୋଷ ଦିଅନ୍ତି।ଆମର ଏଠି ନ୍ୟାୟ ନାହିଁ । ଆଜି ଯଦି ଏ ଝିଅ ନ ଜିତିବ, ଏମିତି ଅନେକ ଝିଅ ନିର୍ଯ୍ୟାତନା ପାଇବେ,ଆଉ ଅନେକ ବଡ଼ ଲୋକ ର ଝିଅ ମାନଙ୍କ ସହିତ ଖେଳି ଚାଲିବେ,ଏ ପୁଅ ଟିକୁ ଗୋଡେଇ ଗୋଡେଇ ପିଟିବା ଦରକାର, ଝିଅ ଟିକୁ ନ୍ୟାୟ ଦେବା ଦରକାର ।
Continue your great work
ଚୁପ୍ ଚାପ୍ ବାପା ଘରକୁ ଜାଉନ୍ତୁ madam । ଏମତି ସ୍ବାମୀ ଥାଇ କଣ ଆପଣ ଖୁସି ରେ ରହିବେ କି?? ନିଜ କ୍ୟାରିୟର strong କରି single ରୁହନ୍ତୁ ।
ଆପଣ ଙ୍କ ର ଶୁଭ ଚିନ୍ତକ
ଭାଇ
Absolutely correct bro
Are mem jia tamaku ate kasta dauchii ta painey ate chinta kaniey karuchantii ta saha apana kana sara jibana khusire rahiparibe
Please Niya diaantu 🙏🙏🙏 Dimple mam ku 🙏🙏🙏
God bless you my lovely sister
Tame alaga hai rahunha...police kanhi protection daba. Tama ra kn ghara nahi ki. Jaa saethi rahi ladhiba. Police ra ahuri bi kichi kama achi. Cout timeing sarijaichi.
ଲାଟିନ ଗଲା ବଲେ କନ ପ୍ରୋଟେକ୍ସନ ?
Madam be strong all public r with u fight ur right mam 👍👍👍 u can do mam....
ଡାକ୍ତର ବୋଲି ତୁ ଛାଡ଼ୁନୁ ଯଦି କୋଉ ଗରିବ ପିଲା ହୋଇଥାନ୍ତା କେବେରୁ ତୁ ନିଜେ ଛାଡି ଦେଇଥାନ୍ତୁ
ନାରୀ ମାନଙ୍କ ନ୍ୟାୟ ଦେବା ପାଇଁ ଆଗେଇ ଆସୁଚ
ଗୋଟିଏ ପୁରୁଷ ପାଇଁ ନୁହେଁ ରେ ଭଉଣୀ ସେହି ସଳାକୁ ଭୁଲିଜା
I am sure you win app ke saath god hai love you Madam
ଦିଦି ଧର୍ଯ୍ୟହରା ହୁଅନ୍ତୁ ନାହିଁ, ସମୟ କୁ ତା ବାଟରେ ଯିବାକୁ ଛାଡି ଦିଅ, ଦିନ ଆସିବ ସବୁକିଛି ଠିକ୍ ହୋଇଯିବ
Madam fight karantu dekhiba kete dina gote jhia saha tamsa karuchhanti.. Se police mahasayanka nama kuhantu tanku chakiriru chhuti dia jau...