Bhakta Revealed Truth About Malika Explained Crocodile | ମାଳିକା ବର୍ଣ୍ଣିତ ବଉଳା କୁମ୍ଭୀର | Satya Bhanja

Поделиться
HTML-код
  • Опубликовано: 20 ноя 2024
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

Комментарии •

  • @Si_pu310
    @Si_pu310 3 года назад +9

    ମାଳିକା ରେ ଲେଖା ଯାଇଥିବା ବଉଳା କୁମ୍ଭୀର ଢେଙ୍କାନାଳ ଜିଲ୍ଲାର ସାତ କୋଶିଆ ଗଣ୍ଡରେ ଅଛି ବୋଲି ଲେଖାଯାଇଛି। ଏହାକୁ ସରକାର ଲୁହା କଡିରେ ବାନ୍ଧି ରଖିଛନ୍ତି ଏବଂ ଦରକାର ହେଲେ ତାକୁ ବାହାରକୁ ଆଣୁଛନ୍ତି ଏହି କାର୍ଯ୍ୟକୁ ନୀର ବାବା କ'ଣ ଆଖିରେ ଦେଖିଛନ୍ତି ? ନା ଆମମାନଙ୍କ ଆଗରେ ଅନ୍ଧ ଭଳି ବାଡି ବୁଲାଉଛନ୍ତି ବାବା ବୁଲାଉଥିବା ବାଡି ଠିକ୍ ଯାଗାରେ ଲାଗୁଛି ତ ? ବାବା ଏଭଳି ଲଣ୍ଠନ ଦେଖାଇଲେ ଚଳିବ ନାହିଁ । ସମସ୍ତେ କ'ଣ ଏକା ଭଳି ଅଛନ୍ତି
    ବାନାଟିର ନାମ ପତିତପାବନ ପତିତରେ ଦୟା ହେଲା
    ପଚରା କନାରେ ଗରମ ରହିଛି ବଝିସୁଝି ଧନ ଖେଳା ।।
    ସତ୍ୟ ବାବୁ ଆପଣ କିଛି ବୁଝିପାରୁଛନ୍ତି ନା ନାହିଁ ?

  • @narayandalai9799
    @narayandalai9799 3 года назад +6

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @ranjanrout7671
    @ranjanrout7671 3 года назад +21

    ଆପଣ ସବୁବେଳେ ଠାକୁରଙ୍କ ସାମ୍ନାରେ କାହିଁକି ବସୁଛନ୍ତି

    • @chandannaik8715
      @chandannaik8715 3 года назад +2

      Karano bhakata agare bhagaban pochare
      Jay jagannatha

    • @rasmikant6968
      @rasmikant6968 3 года назад +3

      Thik mora bi sei q. puni thakuranka aadaku pa6a kari basiba thik nuha

    • @kspirit7571
      @kspirit7571 3 года назад +3

      ଦିଅଁ ଙ୍କ ପଟ କୁ ପଛ କରିକି ବସିବା କଥା ନୁହେଁ

    • @thereawakening3170
      @thereawakening3170 4 месяца назад

      Even they should not sit in chair before Bhagaban...

  • @SashankaSekharPatel00
    @SashankaSekharPatel00 3 года назад +79

    ଯେତେ ଶୁଣିଲେ ବି ଆଉ ଶୁଣିବାକୁ ଇଚ୍ଛା ହେଉଛି ବାବାଙ୍କ କଥା... ଜୟ ଜଗନ୍ନାଥ 😊🙏

  • @sanskartv9433
    @sanskartv9433 3 года назад +37

    ଏହି ପ୍ରୟାସ ଆପଣଙ୍କର ଜାରି ରହୁ ସତ୍ୟ ଭାଇ
    ବହୁତ୍ କିଛି ଶିଖିବାକୁ ମିଳୁଛି 🙏👍

  • @Akm.854
    @Akm.854 3 года назад +9

    ଗୁପ୍ତ, ହେଉଛି ...ଅଚ୍ୟୁତ ଗୁପ୍ତବ୍ରହ୍ମ ସଂଘ କ୍ଷିତିଜ୍ୟୋତି ଆଶ୍ରମ ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା...🙏🏻🙏🏻🙏🏻

  • @prasantasing771
    @prasantasing771 3 года назад +33

    ଜୟ ଜଗନ୍ନାଥ ,,ମାଳିକା ବିଶାରଦଙ୍କ ଅଭୂତ ପ୍ରବଚନ ଭାରି ମନ୍ତ୍ର ମୁଗ୍ଧ । ସରଳ ଓ ବିଚିତ୍ର ଭାବ

    • @pratiknaga
      @pratiknaga 3 года назад +1

      Jay Jagannath. Jay Panchasakha.

    • @sankarmallik4234
      @sankarmallik4234 3 года назад

      ମାଳିକା ସତ୍ଯ କିନ୍ତୁ ନୀର ବାବା ଠକ, ପ୍ରମାଣ ପାଇଁ ଫୋନ କରନ୍ତୁ ୮୨୪୯୯୧୦୯୭୬

    • @udasyogashram1035
      @udasyogashram1035 3 года назад

      Jay sunyabasi #udasyogashram

  • @Jagannath989
    @Jagannath989 3 года назад +18

    ॐଗୁରୁ ଅଚ୍ୟୁତାନନ୍ଦ ନମଃ, ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @prasadmajhi5559
    @prasadmajhi5559 3 года назад +8

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

  • @adumallick2027
    @adumallick2027 2 года назад +1

    ମାଳିକା ଭକ୍ତ ମାନଙ୍କୁ ଏତିକି ନିବେଦନ ଜାଣିଥିେଲ ଖୋଲି କୁହନ୍ତୁ ନହିଲେ ରୁହନ୍ତୁ

  • @gurunaik1238
    @gurunaik1238 3 года назад +12

    Baba nka katha bahut sundar laguchi. Sabubele suniba pain. Jai jagannath jai panchsakha

  • @krupasindhumishra3135
    @krupasindhumishra3135 2 года назад +4

    ମହାପୁରୁଷ ଅଚୟୁତାନନ୍ଦ ଶ୍ରୀଚରଣ ସରନ୍ ।ଜୟ ଜଗନ୍ନାଥ ଜୟ ପଞ୍ଚସଖା ।

  • @rupalisahoo8004
    @rupalisahoo8004 3 года назад +9

    Baba nku Pranam 🙏🌹🙏
    Jay Jagannath 🙏🌑‼️🌑🙏
    Jay Panchasakha 🙏🌹🙏

  • @gatikrushnadhal5232
    @gatikrushnadhal5232 3 года назад +8

    ଜୟ ଶ୍ରୀ ଜଗନ୍ନାଥ , ଅଚୁତ୍ୟ ଶରଣ ଅଚ୍ୟୁତ ସରଣମ

  • @gajendraprasdabarik3304
    @gajendraprasdabarik3304 3 года назад +13

    ଜୟ ଜଗନ୍ନାଥ ତୁମ ପାଦ ତଳେ ସାରା ଦୁନିଆ ପ୍ରଭୁ ତୁମେ ରକ୍ଷା କର ପ୍ରଭୁ ଜୟ ଜଗନ୍ନାଥ

  • @soumyabehera6036
    @soumyabehera6036 3 года назад +6

    Ehi episode bahuta bhala lagila.

  • @biswamitrapatel2831
    @biswamitrapatel2831 3 года назад +11

    Tanka ra malika suniba ku bahuta vala laguchi satya babu thank you

  • @tutubhatta818
    @tutubhatta818 2 года назад +9

    ଦୟ୍ଯକରି ଏହି ଭିଡିଓ ରେ କୁହା ଯାଇଥିବା ଗ୍ରାମର କୁ ଜାଇ ଆପଣ ଏହି ତିନି ଜାଗିରେ ଅକ ଚାଲିଛି ଵାବା କହୁଛନ୍ତି ଦୁଇ ଅକ ଅମେ ସମସ୍ତେ ଜାଣିଛେ ଅଉ ବାକି ଏକ ଆକ ଚାଲିଥିବା ଜାଗା କେଉ ଜାଗାରେ ଅଛି ସେହି ବିସୟ ରେ ଆଲେଚନା କରା ଜାଉ ଜୟ ଜଗନ୍ନାଥ

  • @urmilasahoo5807
    @urmilasahoo5807 3 года назад +6

    Right kahile Baba Akamatra Panchasakha nku Chintan karantu au Saran pasantu . 🙏 Mukti paiba🙏Jay Jagannath 🙏🙏🙏

  • @sumantapaikaray6200
    @sumantapaikaray6200 3 года назад +4

    Nira Baba brilliant suggest i appreciate for you.satya Bhai good tackle both are outstanding .we want nira Baba . Jay Jagannath jay Jagannath...

  • @sangrambarik2275
    @sangrambarik2275 3 года назад +14

    Jay Jagannath
    Jay Panchasakha,🙏🏻🙏🏻🙏🏻

  • @narayandalai9799
    @narayandalai9799 3 года назад +8

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @sasmitadas2805
    @sasmitadas2805 3 года назад +4

    Satya babu apananku bahut bahut dhanyawad apana nka jogu bahu kichhi sunibaku janibaku pauchhu jay Jagannath jay panchasakha

  • @anupamanayak8568
    @anupamanayak8568 3 года назад +18

    ଅନେକ ଅନେକ ଧନ୍ୟବାଦ ।ନୀର ବାବା କୁ ଅପେକ୍ଷା କରି ରହିଥିଲୁ ।

  • @anupamamohapatra1247
    @anupamamohapatra1247 3 года назад +14

    ବହୁତ ବଢ଼ିଆ,ଆପଣଙ୍କୁ ଆଗକୁ ବଢନ୍ତୁ

  • @pitabashsahoo263
    @pitabashsahoo263 3 года назад +10

    ଏଇଟା ଗୋଟେ ପରମ ଟାଉଟର , ବଜରଙ୍ଗଵାଲୀ ପ୍ରଭୁ ହନୁମାନଙ୍କ ନାଁରେ ଇଆଡୁ ସିଆଡୁ କହୁଚି ।

  • @hrushikesrath2714
    @hrushikesrath2714 3 года назад +11

    Sound quality bhala nahi, parabarti episode re tike dhyanadebe satya bahi, Dhanyabad

  • @madhushmitaharijan6548
    @madhushmitaharijan6548 8 месяцев назад +1

    Jay shree Krishna

  • @manojkumardasmanoj4221
    @manojkumardasmanoj4221 3 года назад +2

    ସତ୍ୟଭାଈ ନୀରଵାଵାଙ୍କୁ ଅନୁରୋଧ କରି ପଚାରନ୍ତୁ ପ୍ରଭୁଙ୍କର କେଉଁ ନାମକୁ ଜପିଲେ ଏହି କଳିକାଳରୁ ଉଦ୍ଧାର ମିଳିଵ

    • @nagenkumarbiswal8171
      @nagenkumarbiswal8171 3 года назад

      Jeu nama sadguru taluka upare lekhi ki dianti sai Nama mukti ra chabi baki sabu aintha nama, sey kebala Abhada jaha Anitha huAni

  • @rabinarayanpalei6443
    @rabinarayanpalei6443 3 года назад +11

    Jay Biraja Mandal,Jay Nira Baba, Jay PANCHA SAKHA, JAY JAGANNATH, JAY KALKI MAHA BAHU.Jay Ho Satya Babu.

  • @satyajitpratap6535
    @satyajitpratap6535 2 года назад +8

    ଜୟ ଜଗନ୍ନାଥ 🙏ଗୁପ୍ତ ଜିନିଷ କୁ ଗୁପ୍ତ ରେ ରଖାଯାଉ ସମସ୍ତଙ୍କ ଆଗରେ ପ୍ରକାଶ କରିବା ଉଚିତ୍ ନୂହେଁ ବୋଧହୁଏ 🙏

    • @bhabanisankarjena3033
      @bhabanisankarjena3033 2 года назад

      Sabu prabhu ka icha prabhu chahun6 nti samaste janantu aau sudhuri jantu🙏🏻🙏🏻🙏🏻🙏🏻🙏🏻

  • @sagarparida9090
    @sagarparida9090 3 года назад +6

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @TapasSahoo.
    @TapasSahoo. 3 года назад

    ମାଳିକା କିଛି ମାତ୍ରାରେ ସତ ହେଇପାରେ କିନ୍ତୁ ଏ ଲୋକ ମାନେ ବି କିଛି ବୁଝି ନାହାନ୍ତି କି ବୁଝାଇ ପାରୁନାହାନ୍ତି । ଆଉ ଯାହାର ଯାହା ମନ ହେଲା କହିଚାଲିଲା । ଆଉ ଯେଉଁ ପ୍ରଶ୍ନର ଉତ୍ତର ନାହିଁ ତାହା ଗୁପ୍ତ କହିହେବ ନାହିଁ ବୋଲି କହୁଛନ୍ତି।

  • @arunsethy2829
    @arunsethy2829 3 года назад +7

    Pranam baba. Great Odisa

  • @rajeshjena559
    @rajeshjena559 3 года назад +12

    🙏 ମାଳିକା ର ଅର୍ଥ ବୁଝିବା ଏତେ ସହଜ ନୁହେଁ,ତାହା ସଂକେତ ରେ ଲେଖା, ବୁଝିବା ପାଇଁ ଦିବ୍ୟ gyana ଦରକାର, ତାଙ୍କ ଆଶୀର୍ବାଦରେ ମିଳିବ, ଆମର କେବଳ ଗୋଟିଏ କାମ ହେଲା ତାଙ୍କ ପାଖେ surrender ହେବା

  • @niranjannanda445
    @niranjannanda445 3 года назад +10

    Prabhu ki Lila Pravu hi jane Pravu ki Jai Ho Jay SRI Ram.

    • @manoranjanbehera8938
      @manoranjanbehera8938 3 года назад

      Seema

    • @prakashray6156
      @prakashray6156 3 года назад

      Jie ye srishti ra racheita,sie hinsa kamana,lobha ,basana re rata thiba manisha nku nijara icha,jojona direct kahuchanti😊😀😁abrhamic paigamber mane v eha kuhanti.grahak prabala dokan chalichi😀🤓

  • @bramhacharibabipankajsirka5947
    @bramhacharibabipankajsirka5947 3 года назад +24

    Best of the best episode, true episode, very very interesting episode, greatest episode ever by sotyobhonjo channel.... Secret divine speaker in India 🇮🇳

  • @narayandalai9799
    @narayandalai9799 3 года назад +9

    pranam 🌿☘️guru ☘️🌿dev🌿☘️

  • @jayjagannathagency3318
    @jayjagannathagency3318 3 года назад +2

    ନିରବାବାଙ୍କ ଅତିସୁନ୍ଦର କଥା ଓ ତଥ୍ୟପୁର୍ଣ୍ଣ ।ଆପଣକୁ ଅନେଟ ଅନେକ ସାଧୁବାଦ। ଜୟ ଜଗନ୍ନାଥ
    ସତ୍ୟବାବୁ ମୋର ଆପଣଙ୍କୁ ସେହି ଗୋଟିଏ ଅନୁରୋଧ ଆପଣ ଥରଟିଏ ନେମାଳ ନିକଟ ଖଣ୍ଡସାହି ଗ୍ରାମରେ ଥିବା ବାସୁଦେବଅଶ୍ରମର ସୁକାନ୍ତଦାସ ମହାରାଜ ଙ୍କ ସହିତ ସାକ୍ଷ୍ୟାତ କରନ୍ତୁ ବହୁମାଳିକା ତତ୍ତ୍ବର ଉନ୍ମଚୋନ ହେବ।

  • @nrusinghbarik7083
    @nrusinghbarik7083 3 года назад +6

    Jay Jagannath swami 🙏🙏🙏 jay panchsakha 🙏🙏🙏 jay nila baba

  • @sambunathpuri2786
    @sambunathpuri2786 Год назад +1

    ଅଣାକ୍ଷର ବିଷୟରେ ଜାଣିବାକୁ ଚାହୁଁଛି

  • @sambhabanasevaparisad1793
    @sambhabanasevaparisad1793 3 года назад

    ଦୟାକରି ଭାଷା ସଂଯମତା କରି ଆଧ୍ୟାତ୍ମିକ ଚର୍ଚ୍ଚା କରନ୍ତୁ । ହନୁମାନ ଜଣେ ଆଜନ୍ମ ବ୍ରହ୍ମଚାରୀ , ସେ ନାରୀ ଉପଭୋଗ ର ଅର୍ଥ ଜାଣନ୍ତି ନାହିଁ , ସୀତା ଙ୍କୁ ସେ ମାତା ଜ୍ଞାନ କରନ୍ତି , ସେ ସୀତାଙ୍କ ଭଳି ସ୍ତ୍ରୀ ଚାହିଁଥିଲେ ସୁନ୍ଦର ହାତ ରନ୍ଧା ଖାଇବାପାଇଁ , ଯାହାର ପ୍ରମାଣ ଆପଣଙ୍କୁ ଚନ୍ଦ୍ରସେଣା ଙ୍କ ନମ୍ପୁସକ ହେବା କଥା ରାଧା କୃଷ୍ଣ ଙ୍କ ଯିବନି ଗୀତଗୋବିନ୍ଦ ରେ ମିଳିପାରିବ । ଦୟାକରି ଅଦ୍ଧ୍ୟାତ୍ମିକତା କୁ ବେପାର ରୂପ ଦିଅନ୍ତୁନାହିଁ ନିଜର ବିଜ୍ଞାପନ ପାଇଁ ।

  • @anupamamohapatra1247
    @anupamamohapatra1247 3 года назад +26

    ନିର ବାବା ଙ୍କ ଆଶ୍ରମ ନାମ କୁହନ୍ତୁ

  • @shinquanone8714
    @shinquanone8714 3 года назад +1

    କେଉଁଠି ବାନ୍ଧି ରଖିଛନ୍ତି କହୁ ନାହାନ୍ତି, ଯାଇ ଦେଖିବା ଟିକେ।

  • @jitendrasamal5167
    @jitendrasamal5167 3 года назад +6

    🙏Jay 🙏gaganatha 🙏

  • @twillskhurda3329
    @twillskhurda3329 2 года назад +1

    ମାଳିକାରେ ବର୍ଣ୍ଣିତ ଯଳୌକା ପାହାଡ଼ରେ ଲୁଚିରହିଛି ଅନେକ ରହସ୍ୟ (ଟାଙ୍ଗୀ,କଟକ) |

  • @Sonali-14390
    @Sonali-14390 3 года назад +5

    Thanks 🙏🏾

  • @mahaprabhusocialvision8795
    @mahaprabhusocialvision8795 3 года назад +2

    ଜୟ ଜଗନ୍ନାଥ, ଜୟ ଅଚ୍ୟୁତ ଗୋସେଇଁ ବାବା ଙ୍କ ଉପସ୍ଥାପନା ବୋହୁତ ଚମତ୍କାର ।

  • @madhusudannayak3126
    @madhusudannayak3126 3 года назад +6

    ହରେ କୃଷ୍ଣ

  • @rishidev62
    @rishidev62 3 года назад +1

    Bhai ratra 12 tare video dekhuchi...
    Jemiti video Play hela na sarunu soibaku ichha helani...
    I love you all..
    Really bada gumara kholile baba .....🙏🙏🙏🙏

  • @mahabertraders6721
    @mahabertraders6721 2 года назад +2

    Guruji nku koti koti pranam jay Jagannath jay Jagannath jay Jagannath jay Jagannath

  • @alokkumarparida1251
    @alokkumarparida1251 3 года назад +27

    ଅନେକ ଅନେକ ଧନ୍ୟବାଦ 🙏💞

  • @Somuwildodisha
    @Somuwildodisha 3 года назад +1

    କଳିରେ କଳ୍କୀଙ୍କ ନାମ, କେଉଁ ସ୍ଥାନ ଜନ୍ମ, ହୋଇ ସାରିଲେଣି କି ନାହିଁ। ତାଙ୍କ ମାଆ ଙ୍କ ବାପାଙ୍କ ନାମ କଣ। ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲାନାହିଁ

  • @SumitKumar-dg8cd
    @SumitKumar-dg8cd 3 года назад +13

    ସତ୍ୟ ବାବୁ ଦୟାକରି ଆଜ୍ଞା ଆପଣ ଟିକେ ଧର୍ଯ୍ୟ ରଖି ଶୁଣିବାକୁ ଚେଷ୍ଟା କରନ୍ତୁ । ସେ ବାବା ଯାହା କହୁଛନ୍ତି ତାର ଉତ୍ତର ଯଦି ଆପଣ ଜାଣିନାହାନ୍ତି ତାହେଲେ ଦୟାକରି ପୋଚାରିବା ହଉ।

  • @sanjayakumargouda5872
    @sanjayakumargouda5872 3 года назад +1

    ବାବାଙ୍କୁ ମୋର ଗୋଟିଏ ପ୍ରଶ୍ନ ?
    ବାବା ଆପଣ ଯାହାକହିଲେ ତ୍ରେତୟା ଯୁଗରେ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ମାଗିଥିଲେ ପ୍ରଭୁ ସୀତା ପରି ସୁନ୍ଦରୀ ସ୍ତ୍ରୀଟିଏ ଦିଅନ୍ତୁ । ପ୍ରଭୁ ଦ୍ୱାପର ଯୁଗରେ ହନୁମାନ ରାଧାଙ୍କୁ ପାଇଥିଲେ ।।
    ମୋର ପ୍ରଶ୍ନ:-1.ହନୁମାନଙ୍କ ମୃତ୍ୟୁ କୋଉ ଯୁଗରେ ହୋଇଛି
    2.ଆପଣ ମାନେ ମହାଭାରତରେ ହନୁମାନଙ୍କୁ ନିଶ୍ଚୟ ଦେଖିଥିବେ
    ହେଲେ ହନୁମାନ ରାଧାଙ୍କୁ ପାଇଲେ କେମିତି
    ବାବା ପ୍ରମାଣ ଦିଆନ୍ତୁ କୋଉ ପୁରାଣରେ ହନୁମାନ ରାଧଙ୍କୁ ପାଇଥିଲେ ନହେଲେ ଆପଣଙ୍କ କଥାକୁ କେହି ବିଶ୍ୱାସ କରିବେନି ।।
    ଯଦି ମୋ କଥାରେ ସ୍ନମତ ତେବେ like comment ନିଶ୍ଚୟ କରନ୍ତୁ ।।
    ଜୟ ଜଗନ୍ନାଥ ସ୍ୱାମୀ

  • @shinquanone8714
    @shinquanone8714 3 года назад

    ହନୁମାନ ପ୍ରଭୁଙ୍କ କଥା ଲୋକକଥା କଥା ଭଳି କହୁଛନ୍ତି। ରାମ ଚରିତ ମାନସ କିମ୍ବା ମୂଳ ରାମାୟଣ ରେ କେଉଁଠି ଅଛି ପ୍ରମାଣ ଦିଅନ୍ତୁ।

  • @narayandalai9799
    @narayandalai9799 3 года назад +12

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @narayandalai9799
    @narayandalai9799 3 года назад +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @neerennayak7417
    @neerennayak7417 3 года назад +4

    ଜୟ ଜଗନ୍ନାଥ ଜୟ ମାଳିକା

  • @krushnachandrapadhi5949
    @krushnachandrapadhi5949 3 года назад

    ବାବା ଙ୍କ ମୁଣ୍ଡ ଖରାପ ଅଛି । ହନୁମାନଙ୍କ ସ୍ତ୍ରୀ ରାଧା ବୋଲି କେଉଁ ଠାରେ ଉଲ୍ଲେଖ କରାଯାଇଛି ପ୍ରମାଣ ଦିଅନ୍ତୁ ।

  • @pabitradash1120
    @pabitradash1120 3 года назад +6

    ମାଳିକା ବଚନ ସତ,,,,,,,ଗାର,ଠାର,କିଏ ବୁଝିବ ସମୟ କୁ ଅପେଖ୍ୟା କର,,,,
    ମାଳିକା ସତ୍ୟ,,,,,,,ବିଭିନ୍ ଗ୍ୟାନି କଂ ଭିନ ମତ,,,,,

  • @skdsingerkumarsaroj655
    @skdsingerkumarsaroj655 3 года назад +5

    JAY KALIKI
    JAY JAGANNATHA

  • @kadambinimohanty7582
    @kadambinimohanty7582 3 года назад +3

    Baba pranam . Your malika katha is very heart touching.

  • @BIMAL797
    @BIMAL797 3 года назад +9

    2004 ସୁନାମି ଇଣ୍ଡୋନେସିଆ ରେ ହୋଇଥିଲା Sir

    • @pitabashsahoo263
      @pitabashsahoo263 3 года назад

      ସିଏ ଟାଉଟରୀ ମାରୁଚି ମ

  • @SashankaSekharPatel00
    @SashankaSekharPatel00 3 года назад +23

    ଅନେକ ଅନେକ ଧନ୍ୟବାଦ ...ପୁଣି ଥରେ ସାକ୍ଷାତ କରିଥିବାରୁ 🙏🙏

  • @Savehindu80
    @Savehindu80 Год назад +3

    Jay jaganath Swami 🙏❤️ 🚩

  • @rajeshraja7918
    @rajeshraja7918 3 года назад +8

    ଜୟ ଜଗନ୍ନାଥ ସ୍ଵାମୀ

  • @musicvlogswithjmguddu2946
    @musicvlogswithjmguddu2946 3 года назад +7

    Hari Bol

  • @susantasahoo173
    @susantasahoo173 3 года назад +5

    Good work, ଜଗନ୍ନାଥ ତୁମକୁ ଘଣ୍ଟ ଘୋଡାଇ ରଖନ୍ତୁ ସମସ୍ତଙ୍କର ମଙ୍ଗଳ କରନ୍ତୁ

  • @madhusmitanayak4764
    @madhusmitanayak4764 2 года назад

    ପ୍ରଭୁ ଜଗନ୍ନାଥଙ୍କ ଗୁପ୍ତ ନାମ କଣ 🙏

  • @mamataagasti9481
    @mamataagasti9481 3 года назад +4

    Thank you so much Satya

  • @rashmitadas4602
    @rashmitadas4602 2 года назад

    Jai jagannath
    ସତ୍ୟ ବାବୁ ଖୁବ୍ ସୁନ୍ଦର ପ୍ରାୟସ ,ବହୁତ୍ କିଛି ଦିଗ ଦର୍ଶନ ମିଳୁଛି,ମନ୍ଥନ କରି ଚାଲନ୍ତୁ Jai jagannath

  • @manasimishra4592
    @manasimishra4592 3 года назад +1

    Bhai apanaka eai bhala kama pai apanaku koti koti pranam🙏🙏🙏🙏

  • @SagarRanjanMohanty
    @SagarRanjanMohanty 3 года назад +15

    Wow!What the title is! We have waited eagerly...... perhaps splitting of hidden treasure......
    Satyaji,We wish you all the best!Go ahead,u r not alone,we r with you......Jay Jagannath.

    • @purastambehera3902
      @purastambehera3902 3 года назад +2

      Hi

    • @shantibalamohanty8381
      @shantibalamohanty8381 3 года назад +3

      ଭାଇ ଶିବ ହି ହନୁମାନ ଆଉ ସେ ମା ଲକ୍ଷ୍ମୀ କୁ ଇପଭୋଗ କରିବାକୁ ଚାହୁଁ ଥିଲେ କି ଭିଡ଼ିଓ କୁ ସପୋର୍ଟ କରୁଚ ଭାଇ (ମା ଲକ୍ଷ୍ମୀ ଆଉ ବିଷ୍ଣୁ ) ଶିବ ଆଉ ପାର୍ବତୀ,ବ୍ରମହା ଆଉ ସରସ୍ବତୀ ମା ରୋ ଚରିତ୍ର କୋଉ ଠି ଖରାପ ଲେଖା ହେଇଚି ପ୍ରମାଣ ଦେଇ ପାରିବ କି ହିନ୍ଦୁ ଧର୍ମର ବିରୁଦ୍ଧରେ ଥିବା ଲୋକଙ୍କୁ ସୋପୋର୍ଟ କରୁଛ

    • @SagarRanjanMohanty
      @SagarRanjanMohanty 3 года назад +3

      @@shantibalamohanty8381 ଦେଖନ୍ତୁ ଭଉଣୀ, ମୁଁ ଏପିସୋଡଟି ଦେଖିବା ଆଗରୁ, ଲେଖା ହୋଇଥିବା Title ପ୍ରତି ମୋର ଉତ୍ସୁକତା ପ୍ରକାଶ କରିଥିଲି।ଆପଣ ମୋ ମନ୍ତବ୍ୟ ର timing ଦେଖି ପାରନ୍ତି।
      ପରେ, ଦୁଃଖରେ ମୁଁ ଆଜ୍ଞା କିଛି ମନ୍ତବ୍ୟ ଦେଇନାହିଁ।
      ବାବାଙ୍କର ଏତାଦୃଶ ଟିପ୍ପଣୀ ପୂର୍ବକ ଉପସ୍ଥାପନା ରେ ମୁଁ ମର୍ମାହତ। ଆପଣ ଯେଉଁ ଆଧ୍ୟାତ୍ମିକ ପ୍ରସଙ୍ଗ କୁ ନେଇ ଅଭିଯୋଗ କରିଛନ୍ତି, ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଏକମତ।
      କ୍ଷମା କରିବେ, ମୁଁ ପ୍ରୋତ୍ସାହନ ଦେଇନାହିଁ।ଜୟ ଜଗନ୍ନାଥ।

    • @udasyogashram1035
      @udasyogashram1035 3 года назад

      Jay sunyabasi #udasyogashram

    • @gajarajbabu6771
      @gajarajbabu6771 3 года назад

      @@shantibalamohanty8381 a e episode re hanuman o sita nka bisaya re kahichhanti .
      Laxmi nka bisaya nuhen.

  • @balarampradhan8777
    @balarampradhan8777 Год назад

    ଜୟ ଜଗନ୍ନାଥ ⭕❗⭕🙏🙏🙏🙏🙏 ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି ବାବା ମାଳିକା ବଚନ

  • @Gopabandhu91
    @Gopabandhu91 3 года назад +7

    ଶ୍ରୀ ଅଚ୍ୟୁତ ସରଣମ ଜୟ ଜଗନ୍ନାଥ

  • @pradeepkumarpradhan980
    @pradeepkumarpradhan980 3 года назад +1

    Sabu JAGATARA NATHA JAGANNATHA 🙏 nka krupa o apara Mahima ra lilakhela 🙏🙏🙏

  • @tulu9646
    @tulu9646 3 года назад

    ଜୟ ଶ୍ରୀଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ

  • @ashokjena5932
    @ashokjena5932 2 года назад +1

    🙏🙏🙏🙏ଜୟ ମାଳିକା ଜୟ ଜଗନ୍ନାଥ ସ୍ବାମୀ 🌺🌺🌺🌺

  • @manasmelody7776
    @manasmelody7776 3 года назад +4

    🙏🙏🙏 Jay jagannath 🙏🙏

  • @pradeepkumarpradhan980
    @pradeepkumarpradhan980 3 года назад +2

    Jai jagannath 🙏🙏🙏
    Achyuta saranam 🙏

  • @binayasethy6479
    @binayasethy6479 3 года назад +8

    Darpani at nearby CHANDIKHOL

  • @pradoshpatra625
    @pradoshpatra625 2 года назад +6

    ଅତି ସୁନ୍ଦର ଭାବରେ ଆପଣ ବୁଝାଇଲେ ଜୟ ଜଗନ୍ନାଥ 🙏🙏🙏

  • @shantibalamohanty8381
    @shantibalamohanty8381 3 года назад +4

    ଭାଇ ଖରାପ ଭାଷା ଲେଖିବାକୁ ଇଛା ନଥିଲେ ବି ଲେଖୁଛି ଏ ଭକ୍ତ କହିଲେ କୀ ହନୁମାନ ସୀତା ମା ଙ୍କ ପରି ସ୍ତ୍ରୀ ସହିତ ଉପଭୋଗ କରିବାକୁ ଚାହୁଁ ଥିଲେ କିଛି ପ୍ରମାଣ ଅଛି ଭଗବାନ ହନୁମାନ ମାନେ ଶିବ କୁ କୃଷ କଲେ, ଆଉ ଏ ମାଉସା ଏତେ ହରାମି ମୁ ପ୍ରମାଣ ଦେଖିବାକୁ ଚାହୁଁଛି ଦେଖାନ୍ତୁ ହନୁମାନ ଜିଏ ଛାତି ଚିରୀ ପ୍ରମାଣ ଦେଲେ କି ତାଙ୍କ ହୃଦୟରେ ରାମ ସୀତା ତୋ ଥିଲେ ତୋ ସୀତା କୁ ଭୋଗ କରିବାର କୋଉ ପ୍ରମାଣ ଅଛି ଦେଖାଓ ଭାଇ ହିନ୍ଦୁ ସମାଜକୁ ଏ ଫାଲତୁ କଥା କହିଲେ ନା ଏ ମାଆ ଗିହା ସହ ତମ ଚେନାଲ ରୋ ବି ମା ବାପା ଏକକ ହେଇ ଜିବ ପ୍ରୂଫ ଦେଖି uplod କର ଭିଡ଼ିଓ ( ମା ଗିହା ମାନେ ଶିବହନୁମାନ ଯିଏ ଲକ୍ଷ୍ମୀ କୁ ମା ବୋଲି ଆମ ଧର୍ମ ରେ ଲେଖା ଅଛି ଏ ବାବୁ ତାଙ୍କ ସହ ଉପଭୋଗ କରିବାର ପ୍ରମାଣ ନ ଦେଲେ ତମ ଭକ୍ତ ହି ମା ଗିଁହା ଏଇଥି ପାଇଁ କହିଲି ପ୍ରମାଣ ତାଳ ପତ୍ର ରେ ଦିଅ କୋଉଠି ଲେଖା ଅଛି କି )

    • @dayasagardayasagar755
      @dayasagardayasagar755 3 года назад

      E loko market ru chatibahi padhhi
      bobali karuchi.
      semiti kichhi sashtriya vidhi vidhan Yaku jana nahi..

    • @mukeshkumarray6198
      @mukeshkumarray6198 2 года назад

      Radha nka bibaha Ayan sange heithila , jiye ki kansa ra sena re thila , Hanuman ta amar thile... Eiye saala chuitya vanda baba... Randua baba

    • @desi_villagers_1716
      @desi_villagers_1716 2 года назад

      Tu Bala janichu

  • @kanhadalei5571
    @kanhadalei5571 3 года назад

    Jai jagannat 🙏🙏, bhut bhal lagu6y,au bhut bad Sanket ta dela,Tama ktha sunutha Bali lagu6y, baba,

  • @sashikantanayak6354
    @sashikantanayak6354 3 года назад +12

    This one is the most outstanding video yet 🙏

  • @menakapalei7443
    @menakapalei7443 3 года назад +7

    I agree with you but I disagree about lord Hanuman...sir puran ved k anusar Hanuman Chiranjivi hai jo abhitak jinda h also woh appne jaise kaha waise nhi h plzzz faltu m bat na kijiye😡😡 strongly disagree and Bhagwan ji ayenge sabko pata h har yug m aye h iss yug m ayenge♥️♥️

  • @lokanathnayak9769
    @lokanathnayak9769 3 года назад +8

    🙏🏻....ଜୟ ଜଗନ୍ନାଥ 🌺 ଜୟ ପଞ୍ଚସଖା....🙏🏻

  • @prasantadas4616
    @prasantadas4616 3 года назад +3

    Jay jagannath 💐🙏 jay panchasakha 💐🙏 jay bhakta gana 💐🙏

  • @ranjanapanda6538
    @ranjanapanda6538 3 года назад +4

    ବାବା ଆପଣଂକୁ ମୋର କୋଟି କୋଟି ପ୍ରଣାମ।
    ସତ କଥା ଯାହା ସବୁ ଆପଣ କହୁଛନ୍ତି। ନମସ୍କାର। ହେ ପ୍ରଭୁ ବାସୁଦେବ ଶ୍ରୀକୃଷ୍ଣ।।
    ସବୁ ମନେ କେମିତି ରଖିଛନ୍ତି। ଆପଣ ଜଣେ ଅଲୌକିକ ମହାନ୍‌ ଆତ୍ମା।

  • @rikupradhan3075
    @rikupradhan3075 3 года назад +5

    Ba ba sabu janichhanti aapan tanka sha video kale bhala lagiba🙏🙏

  • @jnanadiptasamantaray1562
    @jnanadiptasamantaray1562 3 года назад +3

    ଅନୁକୂଳାବ୍ଦ ଅଙ୍କ ,
    ଅନନ୍ତ ମହାରାଜ ଓ କିଶୋରୀ ମୋହନ ପ୍ରଭୁଙ୍କ ଅନ୍ତରଙ୍ଗ
    ବାଳିଆ, ମାଗୁର

  • @sudurupradhan2580
    @sudurupradhan2580 3 года назад +6

    Satya sir baba ଙ୍କୁ ପଚାରନ୍ତୁ

  • @rajatnayak2793
    @rajatnayak2793 2 года назад

    Sabu bele like suscrabi karithiba Mallika patha

  • @allvideosong1484
    @allvideosong1484 3 года назад +5

    ଜୟ ଛତିଆ ବଟ

  • @sasmitasamal3517
    @sasmitasamal3517 3 года назад +3

    ନୀର ବାବାଙ୍କୁ ମୋର ପ୍ରଣାମ 🌹🌹

  • @anadiseth6713
    @anadiseth6713 3 года назад +7

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ✨️🙏🙏🙏✨️

  • @kumarniranjan3947
    @kumarniranjan3947 3 года назад +3

    ସତ୍ୟା ଭାଇ, ବାବାଙ୍କର ଜ୍ଞାନ ବହୁତ ଅଛି... କିନ୍ତୁ... ଟିକେ- ଘମଂଡୀ ବୋଧେ... !

    • @nagenkumarbiswal8171
      @nagenkumarbiswal8171 3 года назад

      Kichhi janinahati Ghosa balada gudaka practical knowledge zero

  • @lipusamal5254
    @lipusamal5254 3 года назад +7

    ବାବା ଙ୍କ ସାମ୍ନାରେ ହାତ ନ ହଲେଇ କଥା ହେଲେ ଭଲ ହେବ

  • @ankiasmr
    @ankiasmr 2 года назад

    ଶ୍ରୀ ରାମ ଭକ୍ତ ହନୁମାନ, ଯିଏ କଳିଯୁଗ ର ଠାକୁର, ପରମ ଭକ୍ତ ତଥା ଶ୍ରୀ ରାମ ଙ୍କୁ ପିତା ଓ ସୀତା ମାଆଙ୍କୁ ନିଜ ମାତା ବୋଲି ମାନନ୍ତି, ତାଙ୍କ ନାମ ରେ ଏମିତି ଅସଭ୍ୟ ମନ୍ତବ୍ଯ ଦବାକୁ ଆପଣଙ୍କ ସାହାସ ହେଲା କେମିତି? ମାଳିକା ବଚନ କହିବାକୁ ଯାଇ ଏମିତି କହିବାକୁ ଆପଣ କିଏ? ଆଛା ତେବେ ଆପଣ ତେବେ ରାମ ଓ ହନୁମାନଙ୍କ କଥୋପକଥନ ବେଳେ ଛିଡା ହୋଇଥିଲେ ବୋଧେ?