Bhubaneswar KIMS Doctors Perform Rare Hybrid Repair Of Aorta || KalingaTV

Поделиться
HTML-код
  • Опубликовано: 13 дек 2024

Комментарии • 3

  • @mohantyranjankumar
    @mohantyranjankumar Год назад +1

    ଆପଣ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।ମୋ ପତ୍ନୀଙ୍କ ଏକ ଅସ୍ତ୍ରୋପଚାର ପାଇଁ ଡାକ୍ତର ଅନୁପମ୍ ଜେନା ଙ୍କ ପାଖକୁ ଯାଇଥିଲି। ଦିଲ୍ଲୀ ରେ ଯେଉଁ ଅସ୍ତ୍ରୋପଚାର ର ଖର୍ଚ୍ଚ ଦେଢ ଲକ୍ଷ ଟଙ୍କା ବୁଝିଥିଲି ତାକୁ ସାଢେ ତିନି ଲକ୍ଷ ରୁ ୪ ଲକ୍ଷ କହିଲେ। ଠିକ୍ ଅଛି ଆପଣଙ୍କ ବିଭାଗ ର ଡାକ୍ତର ମାତ୍ର ୨ ରୁ ୩ ଜଣ ଓଡ଼ିଶାରେ ଅଛନ୍ତି ତେଣୁ ଆପଣ ଯାହା ପଇସା କହିବେ ଲୋକ ମାନେ ଦେବା ପାଇଁ ବାଧ୍ୟ। ମୋର ବିଜୁ ସ୍ବାସ୍ଥ୍ୟ କାର୍ଡ ନାହିଁ, ବେସରକାରୀ ସ୍ବାସ୍ଥ୍ୟ ବୀମା ଅଛି ଯେଉଁ ଥିରେ ଅସ୍ତ୍ରୋପଚାର ହେବାକଥା ସ୍ଥିର ହୋଇଥିଲା। ମାତ୍ର ଅତି କ୍ଷୋଭ ର କଥା ୪ ଥର ଦେଖା କରିବା ପରେ ମଧ୍ୟ ବୀମା କମ୍ପାନୀ ପାଇଁ ଯେଉଁ କାଗଜ ଦରକାର ତାହା ଆପଣ ଙ୍କ ଠାରୁ ପାଇଲି ନାହିଁ। ଏମିତି ନୁହେଁ କି ସେ କାଗଜ ଆପଣ ଦେଇ ପାରି ନ ଥାନ୍ତେ। ଅତି ସାଧାରଣ ବିବରଣୀ ଯାହା ଚିକିତ୍ସା କରୁଥିବା ଡାକ୍ତର ଙ୍କୁ ଠାରୁ ହିଁ ମିଳିବା କଥା। ମିଳିଲା ନାହିଁ। ଆପଣ ସୁନାମଧନ୍ୟ ଡାକ୍ତର ହୋଇପାରନ୍ତି ମାତ୍ର ଆପଣଙ୍କ ବିଭାଗ ରେ ସମ୍ବେଦନଶୀଳତା ର ବେଶୀ ଦରକାର।ନିରାଶ ହେଲି। ଭଗବାନ ଆପଣଙ୍କ ର ମଙ୍ଗଳ କରନ୍ତୁ।ଆଉ କିମସ ଯେଉଁ ସ୍ଲୋଗାନ ଦିଏ ସ୍ପର୍ଶ ଆରୋଗ୍ୟ ର ତାହାର ମଧ୍ୟ ବିଶ୍ଲେଷଣ ଆବଶ୍ୟକ।

    • @purnimasingh5842
      @purnimasingh5842 8 месяцев назад +1

      ବଡ଼ ବଡ଼ hospital ମାନଙ୍କର ବାହାର ତ ବଡ଼ ବଡ଼ କିନ୍ତୁ ଭିତିରି କଥା ଛୋଟ।ଏତେ ସମ୍ବେଦନ ହୀନତା ଦେଖି ହୃଦୟ କ୍କୋଚଟି ହୋଇଗଲା। Aims bbsr ku ଯାଇଥିଲୁ ସେଠାରେ ଷ୍ଟାଫ୍ ମାନଙ୍କର ରୁକ୍ଷ ବ୍ୟବହାର ଦେଖି patieint ର ସ୍ବାସ୍ଥ୍ୟ ଆହୁରି ବିଗିଡ଼ି ଗଲା।🙄

  • @MaheshMahesh-gr9uw
    @MaheshMahesh-gr9uw Год назад +1

    Telugu Telugu Telugu Telugu Telugu Telugu Telugu Telugu Telugu