ତେଲୁଗୁ ବାହାଘର ଭୋଜି | ଖାସି ଜାଗାରେ ହେଇଚି ପଣସ ବିରିୟାନୀ | Odia in telugu wedding
HTML-код
- Опубликовано: 8 фев 2025
- Follow Me On INSTAGRAM
🔰ANCHOR SUBHAM INSTAGRAM PROFILE -
/ anchorsubham
#odiavlogs #anchorsubhamvlogs #odiatraveller #odiafoodie #teluguwedding #odiainteluguwedding #odiatelugubahaghara #bahagharabhoji #bhojivlog
Love From 📍Baripada
ଯାହା ହେଲେ ଭାଇ ଆମ ଓଡ଼ିଆ ଖାଇବାର ସବୁଠାରୁ ଅଲଗା
ଦକ୍ଷିଣ ଭାରତର ଲୋକେ ନିଜ ଭାଷାକୁ ବହୁତ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଦୁଃଖର କଥା ଆମର ଓଡ଼ିଶା ଲୋକମାନେ ନିଜ ଭାଷାକୁ ଛାଡି ଏକ ଉତ୍ତର ଭାରତୀୟ ଭାଷା ହିନ୍ଦୀକୁ ବହୁଳ ମାତ୍ରାରେ ପ୍ରାଧାନ୍ୟ ଦିଅନ୍ତି
ସେଥିପାଇଁ ଆମ ମାତୃଭାଷା ଓଡିଆ ଧୀରେ ଧୀରେ ଲୁପ୍ତ ହୋଇଯାଉଛି।
ଶୁଭମ ଭାଇ ଆମ ଓଡ଼ିଆ ଖାଇବା ପୃଥିବୀର ସବୁଠୁ tasty ଖାଇବା
East or west ama odisha is the best, proud to be an odia
Subham Tapi bhai ର Tapi talk video ଦେଖିଲି ଖୁସି ଲାଗିଲା 👍
Subham babu se jou mitha roti. Kahuthile seita South ra main dish in every occasion. “Bobbatu “ta na . Sethire gheea lageiki khaile ahuri sundar tasty lage. Thanks for sharing Telagu marriage. Almost 16 years mu rahichi south re tenu kouthina kouthi semanka martige function ku miss karuchi. But sei Odia marriage bhalia kebe heiparibeni😊
❤️🫶
ଭାଇ ଟିକେ ରେଗୁଲାର ଭିଡିଓ ପକେଇବାକୁ ଚେଷ୍ଟା କରନ୍ତୁ, ଆପଣଙ୍କ ଭିଡିଓ ଦେଖିବାକୁ ଆମେ ସମସ୍ତେ ଜଗିକି ଥାଉଛୁ ❤
❤️❤️ ମହାପ୍ରଭୁ ଙ୍କ କୃପାରୁ ଚେଷ୍ଟା ନିଶ୍ଚୟ କରିବି
କାମ ଧନ୍ଦା ନାଇଁ ଆଉ😂😂😂😂
Are Subham kana yar kuade haji jai thila daily tike video pakao bahut miss karuchi yar tama ku daily check karuchi but finally video asila Jay Jagannath ❤❤❤
Keep growing 💗 Subham Bhai
Jay Jagannath 🙏nice to saw u Subham. U look so handsome in d wedding event..triple SSS rocks... One thing to say u... Take care yourself bro... Lots of love n blessing🙌🥰
Thanks a ton❤️❤️
@@AnchorSubham1🥰
@@AnchorSubham1🥰
ଓଡ଼ିଶା ପାଇଁ ଆନ୍ଧ୍ର କ’ଣ, ଏହାକୁ ବୁଝିବା ପାଇଁ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଇତିହାସ ଏବଂ କାର୍ଯ୍ୟ ପଢ଼ିବାକୁ ପଡିବ।
ଦକ୍ଷିଣ ଓଡ଼ିଶା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠିତ ହେବା ସମୟରେ ନୀଳକଣ୍ଠ ଦାସ ଦକ୍ଷିଣ ଅଞ୍ଚଳ, କୋରାପୁଟ, ପାରଳାଖେମୁଣ୍ଡି ଏବଂ ଗଞ୍ଜାମ ଠାରୁ ଚିଲିକା ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାୟୀ ଥିଲେ। ସେ ପର୍ଯ୍ୟନ୍ତ ସେହି ଅଞ୍ଚଳଗୁଡ଼ିକ ମାଡ୍ରାସ ରାଜ୍ୟର ତେଲୁଗୁ ଭାଷାଭାଷୀ ଅଂଶ ଅଧୀନରେ ଥିଲା। "ଆନ୍ଧ୍ର ପୂର୍ବ ସଂସ୍କୃତି ଗବେଷଣା କମିଟି" ଦ୍ୱାରା ୧୬ ଜୁନ୍ ୧୯୨୭ ମସିହାରେ ମୁଖଲିଙ୍ଗମ୍ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା, ଯେଉଁଠାରେ କମିଟି ତେଲୁଗୁ ଅଞ୍ଚଳରେ ସେହି ଅଞ୍ଚଳଗୁଡ଼ିକର ସାଂସ୍କୃତିକ ମୂଳ ପ୍ରତିଷ୍ଠା କରି ଏହାକୁ ମାଡ୍ରାସ ଆନ୍ଧ୍ର ତେଲୁଗୁ ଅଞ୍ଚଳରେ ରଖିବାକୁ ଚାହୁଁଥିଲା। କିନ୍ତୁ ନୀଳକଣ୍ଠ ଦକ୍ଷିଣ ଓଡ଼ିଶା ଅଞ୍ଚଳଗୁଡ଼ିକର ସାଂସ୍କୃତିକ ଐତିହ୍ୟ ଉପରେ ତାଙ୍କର ଗଭୀର ଗବେଷଣା ଆଧାରରେ ଐତିହାସିକ ତଥ୍ୟ ଏବଂ ଠୋସ୍ ପ୍ରମାଣ ଉପସ୍ଥାପନ କରିଥିଲେ, ଯାହାକୁ ଆନ୍ଧ୍ର କମିଟି ଖଣ୍ଡନ କରିପାରି ନ ଥିଲା ଏବଂ ସବୁଦିନ ପାଇଁ ନିଜର ଦାବି ପରିତ୍ୟାଗ କରିବାକୁ ଆନ୍ଧ୍ର ବାଧ୍ୟ ହୋଇଥିଲା।
ଓଡିଶା ପାଇଁ, ଏହି ପଡ଼ୋଶୀ ରାଜ୍ୟ ଚୀନ ପରି ଆଚରଣରେ ସମାନ, ଅପ୍ରତ୍ୟାଶିତ ଏବଂ ସମସ୍ୟାପୂର୍ଣ୍ଣ ମାନସିକତା ସହିତ ସାର୍ବଭୌମତ୍ୱର ଶୋଷଣ କରିବାର ମନୋଭାବ।
ଆନ୍ଧ୍ର ବିଶ୍ୱାସଯୋଗ୍ୟ ନୁହେଁ ତେଣୁ ଆମକୁ ଏପରି ସନ୍ଦେହଜନକ ପଡ଼ୋଶୀମାନଙ୍କ ପ୍ରତି ସତର୍କ ରହିବା ଏକ ଆବଶ୍ୟକତା ଆମକୁ ଘୃଣା କରିବା ଆବଶ୍ୟକ ନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ।
ଯଦି ଜଣେ ଦକ୍ଷିଣ ଓଡିଶା ଯାଞ୍ଚ କରିପାରିବ ତେବେ ରାୟାଗଡା, କୋରାପୁଟ, ଗଜପତି, ମାଲକାନଗିରି ଏବଂ ନବରଙ୍ଗପୁର ପରି ଜିଲ୍ଲାରେ ତେଲୁଗୁ ସମ୍ପ୍ରଦାୟଗୁଡିକ ଏହି ଅଞ୍ଚଳକୁ ଶୋଷଣ କରୁଥିବା ଦେଖିପାରିବେ |
ସେମାନେ ମୁଖ୍ୟତ ଏହି ଜିଲ୍ଲାଗୁଡିକର ସାମାଜିକ ଅର୍ଥନ ତିକ ଏବଂ ରାଜନତିକ ପରିସ୍ଥିତିକୁ ବିଭ୍ରାନ୍ତ କରିବା ଏବଂ ଦୁର୍ନୀତି କରିବାରେ ଜଡିତ ଅଟନ୍ତି | କେବଳ ସେତିକି ନୁହେଁ, ସେମାନେ ଓଡିଶାର ସାର୍ବଭମତ୍ୱ ସହିତ ଖେଳ ଖେଳିବାରେ ମଧ୍ୟ ଲିପ୍ତ ରହିଥାନ୍ତି |
Vai apnka way of talking bhut vla laguchi
ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ ଭାଇ 🙏🙏🙏
ରେଗୁଲାର ଭିଡିଓ ଆସିଲେ ଭଲ ହେବ ❤
Always Waiting For Your Video ❤❤❤
ଖାଇବା ଦେଖିକି ଭୟ ଲାଗୁଛି 😂😂😂
ସତ୍ୟ ଭାଇଙ୍କୁ ଦେଖିକି ଖୁସି ଲାଗିଲା 👍👍👍
Pepsi old memories pila thila time re bahut mile Abe khojile bi mileni auu mote khare dina khaibkau majalage 2 tanka ra thila😅😊 we miss the videos soo muchhh❤love you Subham bhai❤
Love u subham bhai❤❤
❤️❤️
Authentic hydrabad biriyani
Bhaii apana odisha ra shaan jaan ..bhaii apananka Blog samastnk too different 👍🏻
After a long time 😮.. continue with all
Love from sompeta❤kanchili
Bhaii....❤❤❤❤
Apanakun bali yatra re anchoring kala bele dekhi thili....
Dekhiki satare bahut hi khusi lagila❤....
Mate bahut icha achi apanakun dekha karibaku bahut icha achi🥺... Will surely meet you one day
❤❤❤❤❤❤❤❤❤❤❤
Bahut Badhiya Bhai 👌
ଭାଇ ତମର ଉନ୍ନତି ଦେଖି ମୋତେ ଖୁସି ଲାଗୁଛି | ତୁମେ ଏମିତି ଉନ୍ନତି କରିଚାଲି ଏତିକି ଭଗବାନଙ୍କ ପାଖରେ ପାର୍ଥନା |
Bhai❤
ଆପଣଙ୍କ ଭିଡିଓ ବହୁତ୍ ଭଲ ଲାଗେ
ଅନ୍ଯ ରାଜ୍ଯକୁ ଗଲେ ଅଲଗା ରାଜ୍ଯ ଭଳି ଲାଗିବନି ଆଉ କ'ଣ ଓଡ଼ିଶା ଭଳି ଲାଗିବ! 😲ଓଡ଼ିଶା କେବଳ ଓଡ଼ିଶା ସବୁଠୁ ଅଲଗା🤗
ଆନ୍ଧ୍ର ପ୍ରଦେଶ ହେଉଛି ଭାରତ🇮🇳ର ଭାଗ। ଆମେ ହେଉଛୁ ଭାରତୀୟ🇮🇳 ତେଣୁ ଆନ୍ଧ୍ର ପ୍ରଦେଶକୁ ବାହାର ଜାଗା ବୋଳି କହନ୍ତୁ ନାହିଁ ଆଉ ଭାବନ୍ତୁ ନାହିଁ।
Love you subham bhai ❤
After a long time .....subham bhi comeback
Jay jaganath
ଭାଇ hair style super haechi
Jay Jagannath Subham Bhaoo
Bahut din ke baad
ଜୟ ଜଗନ୍ନାଥ ଶୁଭମ ଭାଇ 🙏❤️🙏❤️
ଜୟ ଜଗନ୍ନାଥ
ଭାଇ ଓଡ଼ିଆ ଖାଦ୍ୟ ଭାରତ ସାରା ଖୋଜିଲେ ମିଳିବ ନାହିଁ l
ଯାହା କହିଲ ଭାଇ
@@AnchorSubham1Bhai Balasore re jebe bi function heuchi, apana aasu nahanti anchoring paai, se bi Balasore toka puni hei
Yes bro
ଏସବୁ ଆମ ଓଡ଼ିଶା ର ଜାଗା। ପୁରା ଉତ୍ତର ଆନ୍ଧ୍ର ଆମ ଓଡ଼ିଶାର ।
Go get it😂😂😂
@ganjidilu7427 impossible
Telugu loka super takar boji vii super
Always nice vdo bro
Wahh bahut dina pare....❤
Try at Amaravati Hotel.
Jai Jagannath Swami nayana patha gami vaba tume prabhu ❤
ଶୁଭମଭାଇ, ପାରଳାଖେମୁଣ୍ଡି ରୁ ବ୍ରହ୍ମପୁର ଏହି ସୋମପେଣ୍ଠା ଦେଇ ହିଁ ଆମେ ଯିବାଆସିବା କରୁ । ଏଠି ରହିବା ଦୀର୍ଘ ୩୦ ବର୍ଷ ହୋଇଗଲା କିନ୍ତୁ ଆଜି ବି ମୁଁ ତେଲୁଗୁ ନା ବୁଝିପାରେ ନା କହିପାରେ ।
First viwer... First like☺
Bahut dhanyavad
Nice Bhai love you from salepur Nischintakoili Cuttack ❤
Satya bhai bina video adhura❤
Puran Poli, Odia ghare v Bane. Stuffed sweet chana dal Paratha
A lot of people in Sompeta ,Ichhapuram & parvatipuram know Odiya
😊
Jai jagannath 🙏 Bahut Dina Pare.
ହଁ ଏବେ ରେଗୁଲାର ଆସିବାକୁ ଚେଷ୍ଟା ରହିବ
Subham bhai Vijayanagaram (Andhrapradesh) gale Subaya Hotel re thare lunch try karibe ❤
Pakhaku asichanti Rayagada asantu bhai❤
Love from diamond City surat ru
❤️❤️
Love you bro❤
ଯେତେ ଯାହା ଖାଅ ଓଡ଼ିଶା ପଖାଳ ଭାତ ଆଗରେ ସବୁ ଫିକା ଖାଲି ଶୁଖୁଆ ଆଳୁ ବାଇଗଣ ପୋଡା ଚକଟା ଆଗରେ ସବୁ ଫିକା ,,,,,,ଓଡିଆ ଖାଇବା ସବୁଠୁ ଭଲ 😊😊😊😊😊😂😂😂
ଆଉ ଟିକେ ପାଖରେ ଆମ୍ବ ଆଚାର
Andhra Tamil Nadu Re Bi Pakhala Khauchanti 😂 Jaiki youtube Re Search Kara
I am live in sompeta subham bhai
❤
Regular vdo pokao bhai ❤❤❤
Mu just apana nka interview vdo ta tapi bhai nka channel re dekhi ki asili😁😁😁
ମୋ ଭାଗ୍ୟ ❤️❤️
seii mitha rooti ta purampoli.. a marathi dish
Although they speak telugu many of them are having Odia surnames. Odisha bichhinanchal.
They have forgotten their own language Odia 😢😢
Here in odisha, people have forgotten odia itself
Bhai Jay Jagannath ❤❤❤ video kon Pani chaduno
Bahud dina pare bhai ❣️
Bhai mo ghara Sompeta pakhare. Mu baha heichi madhya Sompeta pakhare. Bahut Odia rahanti ei jagare.
Hi subham bahi
Bahut time pare video asela
I miss you video
But English bujhhanti au kuhanti semane....I know Bhai experienced also... auto driver bi english bujhhanti au kuhanti ❤❤❤❤
Jay Jagannath 🙏
ଜୟ ଜଗନ୍ନାଥ
Subham bhai 2 pada odia re sodhi daethnata dekhiba sabu odia bahari asithanta...semana nku odia jana hele style maruchanti
ହାହା ହେଲେ ସେମିତି କରିବା ଟା ଜମା ଠକ ନୁହଁ,ଆଲୋ ସଖି ଆପଣା ମହତ ଆପେ ରଖି
Subham Bhai Tamara Sinciery Kathaa Barta Bhala lage Vlog Tike Daily Pakantu
ଏହି ଲୋକଙ୍କ କପଟତା ଦେଖିହେବ, ଯେତେବେଳେ କର୍ଣ୍ଣାଟକରେ ସମସ୍ୟା ଥାଏ, ସେତେବେଳେ ଏହି ତେଲୁଗୁମାନେ କୁହନ୍ତି, ସମସ୍ତ ଆଇଟି କମ୍ପାନୀ ଆଣିବା ପାଇଁ ବାଙ୍ଗାଲୋର ଅପେକ୍ଷା ଆନ୍ଧ୍ରପ୍ରଦେଶ ଭଲ ବିକଳ୍ପ।
କିନ୍ତୁ ଏହି ଭିଡିଓରେ ସ୍ଥାନୀୟ ଲୋକମାନେ ବାହାର ଲୋକଙ୍କ ସହିତ କେତେ ଅସହଯୋଗୀ ତାହା ସ୍ପଷ୍ଟ ଭାବରେ ଅନୁଭବ କରିପାରିବେ।
ଦେଖରେ ଓଡିଶା ବାସୀ ଦେଖ ଆଖି ଖୋଲି କି ଦେଖ ତେଲଗୁ ଲୋକ କେତେ ମାତୃଭାଷା ପ୍ରେମୀ ଓଡିଶା ସୀମାନ୍ତ ରେ ଥିବା ଆନ୍ଧ୍ର ଏରିଆ ଲୋକ ଓଡ଼ିଆ ଜାଣନ୍ତି ନି କିନ୍ତୁ ଓଡିଶା ର ସୀମାନ୍ତ ଜିଲ୍ଲା ଗଞ୍ଜାମ ଗଜପତି କୋରାପୁଟ ରାୟଗଡା ମାଲକାନଗିରି ନବରଙ୍ଗପୁର ଜିଲ୍ଲା ରେ ଏମିତି ଲୋକନଥିବେ ଯିଏକି ତେଲଗୁ ଜାଣି ନଥିବେ ଘୋର ପରିତାପର ବିଷୟ
ବାଳ ଖାଇବା ସାଉଥ୍ ର ଖାଲି ଖଟା ଏବଂ ନଡ଼ିଆ କେବଳ ଜଳଖିଆ ଟା ସାଉଥ୍ ର ଭଲଲାଗେ ନ ହେଲେ କିଛି ନାଇଁ
ବିଲକୁଲ ଯାହା କହିଲ ଭାଇ
ଭାଇ ବାହା ଘର ଭୋଜିରେ ଆମିଷ କରନ୍ତିନାହିଁ କାହିଁକିନା ଶୁଭ କାଯ୍ୟ ଭାଇ respet tedition 🙏
Bhai ଜୟ ଜଗନ୍ନାଥ ❤ ବହୁତ ଦିନ ପରେ ଆଜି miss you Subham big brother ❤
Supar
❤️❤️
Bhai tk jaldi vdo ana plz 🙏
Good evening Bhai tume basudev Bhai nka saha photo post kara thila instgram ra vlog post kare ba thila
ବହୁତ ଜଲଦି କିଛି ଗୋଟେ ଭଲ ଜିନିଷ ମିଶି ବାନେଇବାକୁ ଚେଷ୍ଟା କରିବୁ ଆଉ
Bhai aapna plz daily video karibaku try karantu😊bahut vala laguchi❤and one thing to say you u look so handsome😄... Lots of love and blessing💗✨
Mo gaon se pakhare bhai
ଭାଇ ସେଇଠି ଲୋକ ସବୁ ଓଡ଼ିଆ, ଆନ୍ଧ୍ର ରେ ବୋଲି ତେଲୁଗୁ କହୁଛନ୍ତି ଷ୍ଟାଇଲ ମାରି କି।
Bhai kou iphone model use karucha
Hiii bhai ❤❤❤❤
Seriously Bhai mate biriyani ଦୀରେ ଖାଇବା ପାଈଁ ଈଛା ନାହିଁ
Odia khaiba sabuthu best
Mu first dekhuchi bhai❤❤❤
❤️❤️❤️
Vai apna jou tapi talk show re asithile apnka face tk rannvijay singh vali mate tw lage
Bhai sompeta ro pubg dhaba ku janthu....taste best rohiboo
Kichi khas nathila kan tika tours & travel hau subham
Bhai mun 7 yrs helani tamilnadu re rahuchi...bhul re kebe South Indian marriage re khaiba asha re jibani...
Hahaha
ଭାଇ ରେଗୁଲାର ଭିଡ଼ିଓ କାହିଁକି ଛାଡୁନ??? ଏଇଟା ଜମା ଭଲ କରୁ ନ!!!
Bhai ebe chesta karuci regular rahiba apin
Aama gna aade jaeithilo ,aamku inform karilani bhai
Vai tama sanga mrg kali CHOUDWAR re thila tame vai asi thile ki nahi au tama sanga mrg video youtube re send kara vai plz
Bhai dally vlogs upload Kara plz
ଭାଈ ମହା କୁମ୍ଭ ମେଳା ଭିଡିଓ ଟା ଆଣିଲ ନି?❤
ଭାଈ ଆମେ ତୁମ ଭିଡିଓ କୁ ଅନେଇକି ବସି ଥିଲୁ kale ଆସିବ କି କିନ୍ତୁ ଆସିଲା ନି😢
Bhai Tamara combo package kete
Bhai Telugu weeding re praaya Non-veg hue nahi. Veg hin hue.
Bro Andhra re Marriage No Non-Veg
Jai shree ram bro
ଜୟ ଶ୍ରୀରାମ
Bhai ama ghara pakha area odia ase Bhai praya lokanku
Baraf ta nuha...baraf upare flavour nuha... Pani re flavour pack .... Seta baraf heijaichhhi😂😂😂
Bhai Bahut spicy khaiba andhra pradesh re
Jama Bi Spicy Nuha Mu Khaichi Andhra Khaiba 😂 Tankara Sabuthire Tamatara 😂
ଭାଇ ହଜି ଯାଉଛ
Mu gharaku gala bele mitha guda tk .. pack kariki nebi maja asiba 😂😂😂
Vae mo odisha ra , railway duty re Sompeta rohochi
51 types paratha bhubaneswar
Puri motton hub video kain
କିଛି ଦିନ ରେ ଆସିବ
@AnchorSubham1 kan au thare asiki shoot kariba
No hindi, only telugu anna😂😅
Yes no hindi is required
ଭାବୁଛକି ଓଡ଼ିଆ କାଙ୍ଗାଳିଆ ମଦ ପିକି ଏଠି ସେଠି ପଢିବେ
bhaina tamara bahut hairfall hauchi bodhe