Asala Katha: ବଦଳିଯିବ କି ଓଡ଼ିଶାର ଗାଁ ? Viksit Village Plan Odisha | Odisha CM Mohan Majhi | Odia News
HTML-код
- Опубликовано: 6 фев 2025
- Asala Katha: ବଦଳିଯିବ କି ଓଡ଼ିଶାର ଗାଁ ? Viksit Village Plan Odisha | Odisha CM Mohan Majhi | Odia News
'Viksit Gaon Viksit Odisha' Scheme Approved By Odisha Cabinet. Odisha Rural Village Development Approved by Odisha Government.
#bjp #ViksitVillage #ViksitGaonViksitOdisha #Plan #odishacm #MohanCharanaMajhi #ViksitVillagePlan #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...
ପ୍ରଥମେ ସବୁ ଗ୍ରାମରେ ଭାଗବତ ଟୁଙ୍ଗି ହେବା ଦରକାର ଟଙ୍କା ସରକାର ଦେବେ ସତ ଅଧା କାମ କରି ଅଧା ଟଙ୍କା ଖାଇଯିବେ ସେଥି ପ୍ରତି ସରକାର ଯାଞ୍ଚକରି କାମ କରାନ୍ତୁ
ହଁ ଠିକ୍ କଥା ଭାଇ
ପ୍ରଥମେ ଗାଁ ରେ ପ୍ରଚୁର ପିଇବା ପାଣି, ତା ସହ ବର୍ଷା ପାଣି ଯିବା ପାଈଁ ନାଳ ଓ ପରିବା, ଧାନ ପାଇଁ ପାଣି ଜରୁରୀ
1. Village street design
2. Every house line same
3. Every street solar power
4. Every street road design
5. Every street and village plantations fruit tree
6. 1 food processing plant for 10 village
7.Bio gas plant for 10 village
8.One manufacture product making factory for
One village . Etc.....
9.
ପ୍ରଥମ କଚା ଘର୍ ପକା ଘର ହୋଉ
ଆଉ ଗୋଟେ କଥା ,ଗାଁ ରେ planning ଜଣେ ସାଧାରଣ ଲୋକ କରିବା ଦରକାର ।କିଛି ଗୁଣ୍ଡା ଲୋକ ଥାଆନ୍ତି ସରପଞ୍ଚ ଙ୍କ ସହିତ ଯୋଉ ମାନେ ସବୁ ନିଷ୍ପତି ନେଇଥାନ୍ତି , ଏଇଟା ଠିକ୍ ନୁହଁ। ଗାଁ ର ସଭା ସାଧାରଣ ଲୋକ ଙ୍କୁ ନେଇ ହେବା ଦରକାର ଯାହା ବାହ୍ୟ ରାଜନେତା ଙ୍କ କବଳରୁ ମୁକ୍ତ ଥିବ
Right
ବିକାଶ କହିଲେ କେବଳ ବିଜେପି ସରକାରଙ୍କୁ ବୁଝାଏ । ଗାଁର ବିକାଶ ପାଇଁ ବିଜେପି ସରକାରଙ୍କୁ ଧନ୍ୟବାଦ୍ ଜଣାଇଦେବେ ନ୍ୟୁଜ18 ସହିତ ନ୍ୟୁଜ18କୁ ଧନ୍ୟବାଦ୍ 🎉🎉🎉
Double decker ଭଲି ପଛୁଆ development ନାହିଁ ଖାଲି ସ୍ଵପ୍ନ 😂
@Shyaam_the_sheep8121 ଭାରତ ସ୍ଵାଧିନତା ପାଇଲା ପରେ ଓଡ଼ିଶାର ଯିଏ ବିକାଶ ଦିଗକୁ ଆଗକୁ ନିଏ ସେ ହେଉଛି ବିଜେପି ସରକାର । ଡ଼ବଲ ଡ଼େକର ବସ୍ 16 ଲକ୍ଷ କୋଟି ଟଙ୍କାର MOU ସାକ୍ଷର । ସବୁ ଚିନିକଳ ଚାଲୁ । ଚାଷୀ ମାନଙ୍କୁ 3100 ଟଙ୍କା । ସୁଭଦ୍ରା ଯୋଜନାରେ 50000 ଟଙ୍କା । ଏହା 7 ମାସର ହିସାବ ବିଜେପିର ।
ବିଜେଡ଼ିର ବିକାଶ 1- ଚିଟଫଣ୍ଡ ଦୁର୍ନୀତି 2- ସରକାରୀ ଜମି ଦୁର୍ନୀତି 3- ଖଣି ଦୁର୍ନୀତି 4- ଆମ ଓଡିଶା ନବୀନ ଓଡ଼ିଶା କେଳେଙ୍କାରି ଟଙ୍କା ଚୋର 5- ମିଶନ ଶକ୍ତି ଯୋଜନା ନାମରେ ଦୁର୍ନୀତି 6- ବିଜେଡ଼ି ବାହିନୀ ଜିଓ ମୋବାଇଲ ଦୁର୍ନୀତି 7- ପିଠା ଯୋଜନାରେ ଦୁର୍ନୀତି ଟଙ୍କା ଚୋର 8- ପରି, ପିହୁ, ବେବିନା, ଇତିଶ୍ରୀ, ମମତା, ମାଧବିଲତା, କୁନ୍ଦୁଲି ଲକ୍ଷ୍ମଣାନନ୍ଦ ସରସ୍ବତୀ, ACP ସୈ।ମ୍ୟରଞ୍ଜନ ହତ୍ୟାକାରୀ, ନବ ଦାସ କୁ ହତ୍ୟା, ଜଙ୍ଗଲ ଜମି ଦୁର୍ନୀତି ବିଜେଡ଼ି ଚୋର 9- ଡ଼ବଲ ଡ଼େକର ବସ୍ ବିଜେଡ଼ି ପାଇଁ ସାତ ସ୍ଵପ୍ନ 10- ବିଜୁ ପଟ୍ଟନାୟକ କି ସ୍ଵପ୍ନ ଦେଖାଇଲା ଯେ ବିଜେଡ଼ି ନବୀନ ପଟ୍ଟନାୟକଙ୍କୁ 24 ବର୍ଷ ପଳେଇଲା । ଓଡ଼ିଶାର ବିନାଶର କାରଣ ବ୍ରିଟିଶ ଇଂରାଜୀ ତାମିଲ୍ ନବୀନ ପଟ୍ଟନାୟକ ଦାୟୀ । ହିଞ୍ଜିଳିକାଟୁରେ ନିଜେ ନବୀନ ପଟ୍ଟନାୟକ ସଭାରେ ପଚାରୁଛି ବିଧାୟକ କୁଆଡେ଼ ଗଲେ ତୁରନ୍ତ ଡ଼ାକ । ଖାଲି ଏତିକି ପଞ୍ଚାୟତରେ କୁଜି ନେତାମାନଙ୍କର ଗର୍ବ ଅହଙ୍କାର ଜାଇନି ଛି ଛି ଛି ହାଁ ଥୁ 🤣🤣🤣🤣
Amo goan ku tike drinking water subidha hei paribo ki
Bahut bhala news
ଗାଁ ରେ ଯେଉଁ ମାନେ କୁଜି ନେତା ରହିଲେ ସେଇ ମାନେ ଆଗ କେମିତି ପଇସା ଖାଇବେ ଭାବିବେ ଉନ୍ନତି ହେବ କେମିତି ଗାଁ ରେ
ସତ କଥା ଭାଇ ❤
ଆମ ଗାଁ ରେ ମଦ ବନ୍ଦ୍ ହେଉ ମଦ ପିଇବା କିମ୍ବା ମଦ ବିକିବା ଦ୍ବାରା ବହୁତ❤❤❤❤
Right
ଆମ ଗାଁ ରେ ପକା ରୋଡ଼ ହଉ,କିନ୍ତୁ ବର୍ଷା ହେଲେ ମାଟିର ସୁଗନ୍ଧ ଆକର୍ଷଣ କରୁ। ଆମ ଗାଁ ରେ ପକା ଘର ହଁଉ କିନ୍ତୁ ଚାଳ ଛପର ଘର ର ଅନୁଭବ ଆସୁ । ଆମ ଗାଁ ରେ ବିଦ୍ୟୁତ୍ ଶକ୍ତି ସଞ୍ଚାଳନ ହଉ କିନ୍ତୁ ଡିବିରି ଏବଂ ଲଂଠନ ର ଅନୁଭବ ଆସୁ । ଆମ ଗାଁ ରେ ଭାଇ ଠାରୁ ଭାଇ ଦୁରେଇ ଯାଉ କିନ୍ତୁ ଭାଇଚାରା ରହିଥାଉ । ବନ୍ଦେ ଉତ୍କଳ ଜନନୀ 🫡🫡🫡🫡🫡
ବେକାର କଥା ସାର୍ ଏ ସବୁ ଦଲାଲ ଙ୍କ ପାଇଁ ଗାଁ ପାଇଁ ନୁହେଁ
କିଛି darkar ନାଇ 3ଜିନିଷ ଦରକାର education helth income source ବାକି ସବୁ ଫାଲତୁ କଥା।
Income kemiti haba Agriculture sector aau industrial sector devlopment nahele
Bhai kete ପାଠ ପଢିଛ tike kahiba ki ta pare income kemiti karibe kuha hoba😍
Aamo Odisha Naveen Odisha
ବଢ଼ିବାରେ ସାହାଯ୍ୟ କରିଥାଏ ନେତା ମନ୍ତ୍ରୀ କୁଜି ନେତାଙ୍କ ଧନ ସଂପତ୍ତି ଖାଇ ଚାଲ 5ବର୍ଷ
Good ❤
ବହୁତ ଭଲ କଥା❤
Good job nice
ସୁନ୍ଦର ଗାଁ ସ୍ଵଛ ଗାଁ
ଲୋକେ ଗାଁ ଛାଡିବାର ପ୍ରଥମ କାରଣ ହଉଛି BJP/BJD ପାଇଁ ଗାଁ ଦୁଇ ଭାଗ ହଉଛି
ଜାତି ଧର୍ମ ବି ରହୁଚି ଖାଲି politics ନୁହଁ 😂❤
Dhenkanal sankuli help
ଗାଁ ବଦଳି ଲେ ଗାଁ କାନା ହେବା ଧାନ ଆଉ କେଭେ ବିକିମୁ ମାର୍ଚ୍ଚ ମାସେ ଯାଇ , ଧାନ ଅବସ୍ଥା କି ଏ ଦେଖୁ ଛି, ଚାଷୀଙ୍କୁ କି ପ୍ରକାର ଵେବସ୍ତା ଇଟା ସରକାର ଜାଣିବା କଥା ଗୁଟେ ଚାଷୀଙ୍କୁ ଏତେ ଲେଟ ରେ ଧାନ ବିକିଲେ ଧାନ ର ବି ନଷ୍ଟ ହେଉଛି ଆଉ ତାର କାମ ରେ ବାଧା ହେଉଛି କାର ବିହା ର ଲାଗିବାର କମେ ଲାଗିବାର ଥିଲା କାର ସାର, ଟାକ୍ଟର ଖର୍ଚ ଏତେ ଲେଟ ମାଲିକ ମନେ ହଇରାଣ କରୁଛନ୍ତି ଏହି ସବୁ ପ୍ରୋବ୍ଲେମ ହେଉଛି ସରକାର ଇଟା ପଛେ କରିଛି ଆଉ ଚାଷୀର କାନା ସୁବିଧା hela
Sir,🙏
* ପ୍ରତ୍ୟେକ ଗାଆଁ 3ଫେଜ୍ ବିଜୁଳି.କାହିଁକି ନା ପ୍ରାୟେ ସମସ୍ତଙ୍କ ଘରେ ବୋରୱେଲ ହୋଇ ଯିବ
* ପ୍ରତ୍ୟେକ ଗାଁ ର ସ୍କୁଲ ରେ ସେ ଗାଁ ର କିମ୍ବା ପଞ୍ଚାୟେତ ର ବେଶି ପଢ଼ି ଥିବା 2-3 ଝିୟ/ବହୁ କୁ ଚାକିରି, ଭଲେ ହି କମ୍ ଦରମା ଦିୟ. 7am to 11am
* ପ୍ରତ୍ୟେକ ପଞ୍ଚୟେତ ସ୍କୁଲ ରେ ଗୋଟେ ଆଧୁନିକ ସ୍କୁଲ ହେବା କଥା
ସେ ଗାଁ ର କିମ୍ବା ପଞ୍ଚାୟେତ ର ବେଶି ପଢ଼ି ଥିବା 2-3 ଝିୟ/ବହୁ କୁ ଚାକିରି, ଭଲେ ହି କମ୍ ଦରମା ଦିୟ
*ଆହୁରି ବେଶି ଗଛ ଲଗେଇ ବା ପ୍ରତି ଧ୍ୟାନ ଦେବା ଦରକାର , ଜଙ୍ଗଲ କୁ ଗାଈ ଗୋରୁ ଚରେଇ ବା ପ୍ରତି ସାବଧାନ କରାଇ ବା ଦରକାର
*ପ୍ରତ୍ୟେକ ଗାଁ ର ୱର୍ଡ ମେମ୍ବର/ସରପଞ୍ଚ କୁ କୁହାଯାଉ ସେମାନେ ନିଜ ଗାଁ ର ଟିକି ନିକି ଖବର BDO ପାଖ କୁ ଦୀୟନ୍ତୁ କିନ୍ତୁ ସେମାନଙ୍କୁ କିଛି କାମ ଦିଅନ୍ତୁ ନାହିଁ ...
* ପ୍ରତ୍ୟେକ ଛୁଆ ର ମା,ବାପା କୁ କୁହାଯାଉ କି ନିଜ ଛୁଆ କୁ ସ୍କୁଲ ପରେ ନିଜେ ନିଜ ଘରେ ପଢେଇ ବା ପାଇଁ ଚେଷ୍ଟା କରନ୍ତୁ, ଏହା ସ୍କୁଲ ର ଶିକ୍ଷକ କହିବେ ପିଲାଙ୍କ ମା/ବାପାଙ୍କୁ
ମୋର ଏହା ମତ ଅଟେ
ଝାରସୁଗୁଡ଼ା
Bahut Bhala heba
Very good news
Good morning Good News
Good morning❤
Right information... Kintu jaha bi yojona aanuchhanti taha sabu yojona thik re chaluchhi ki nahi nirantar inquiry heba darkar
ଆମ ଗାଁକୁ ଶିକ୍ଷା ରାସ୍ତା ପିଇବା ପାଇଁ ପାଣି ରହିବା ପାଇଁ ଘର ଆଉ ରୋଜଗାର କରିବା ପାଇଁ କିଛି ବୟବସ୍ଥା ହେବା ଦରକାର
❤❤❤😊😊😊 Hai Happy
ଶିକ୍ଷା ଏବଂ ରୋଜଗାର ସରକାର୍ ଙ୍କୁ ମୋର ଅନୁରୋଧ କି ଛୋଟ ଛୋଟ ବେପାରୀ ମାନଙ୍କୁ ଟଙ୍କା ଲୋନ୍ ବିନା ମଡ ଗେଜ୍ ରେ ଯୋଗେଇ ଦିଆଯାଉ କି 10 ରୁ 20 ଲକ୍ଷ ଟଙ୍କା
Impossible ଯାହା ସରକାର ନିଷ୍ପତି କରନ୍ତି କେବଳ ନିଜ କର୍ମୀଙ୍କ ପାଇଁ ଲାଭଦାୟକ ହୋଇ ଥାଏ,
ଶିକ୍ଷା, ସ୍ବାସ୍ଥ୍ୟ,ପାଣି ର ବିକାଶ , ରୋଜଗାର ଆବଶ୍ୟକ।
ତାପରେ ପିସି କାରବାର ବନ୍ଦ କରନ୍ତୁ। ପ୍ରତ୍ୟେକ ପଞ୍ଚାୟତ ରେ ହାଟ ।
ପ୍ରଥମେ ଓଡ଼ିଶାର ପ୍ରତ୍ୟେକ ଗାଁ କୁ ବାହ୍ୟ ମଳମୁକ୍ତ କରନ୍ତୁ
ଆମ ଗାଁ ରେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ରୋଜଗାର ଆଉ ସବୁ ଜିଲ୍ଲା ରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଏବେ ବି ବହୁତ ଅବହେଳା ଅଛି
ବାଳ.. କିଛି ହବନି ଖାଲି କିଛୁଆ
ପ୍ରଥମେ ଓଡିଶାରେ ରୋଜଗାର ଦିଅତୁ
ଦାଦନ ଖଟିବା ବଦ ହେଉ
ତାପରେ ଓଡିଶାର ବିକାସ ହେଲା ବୋଲି ଜାଣିବୁ
ବହୁତ୍ ଭଲ କଥା ଏମିତି କଲେ ତୋ ବଢିଆ ହୋଇଥାନ୍ତା
ସହର ଠାରୁ ଗାଁ ବହୁତ୍ ଭଲ ଗାଁରେ ସବୁବେଳେ ଶାନ୍ତି କାହିଁକି ନା ଗାଁରେ ପ୍ରାକୃତିକ ପାଣି ପବନ ରେ ରହିବାକୁ ପଢିଥାଏ । ବାସ୍ ଏତିକି ଯେ ମେଡିକାଲ୍,ଶିକ୍ଷା,ଆଉ ରଜଗାର କରିବାରେ ଟିକେ କଷ୍ଟ ହେଇଥାଏ । ଏସବୁ ସୁବିଧା ଟିକେ ଦେଖିକି ଦେବାପାଇଁ ଚେଷ୍ଟା କରନ୍ତୁ
ମୋ ବାଳ ସରକାର ସୁଭଦ୍ରା ଯୋଜନା ଏପର୍ଯ୍ୟନ୍ତ ଆମ ଗାଁରେ ଲୋକେ ପାଇନାହାନ୍ତି ଆଉ ଫୁଣି ଗୋଟେ ବାହାର କଲେ 😊
Bahut bhala chinta karuchhanti govement
କେବଳ ସରକାର୍ ଚାହିଁଲେ ହେବ ନାହିଁ । ଆମେ ମାନେ ସଚେତନ ହେବା ଦରକାର। ଆମେ ମାନେ ଚାହିଁଲେ ଗାଁ କଣ ଓଡ଼ିଶା ପରିବର୍ତନ ହେଇ ଯିବ। ଆମେ ଏହାକୁ ବୁଝିବାକୁ ପଡ଼ିବ। ଧନ୍ୟବାଦ୍ ❤❤❤❤
Baala ta haba jadi haba katha bahut agaru heiparithanta au habani 😂😂.. politics, dharma ,jati re joumane pin mari bhaga bhaga karuchanti kou hisab re swapna dekhucha
@Shyaam_the_sheep8121 right 👍
ସବୁ ଜିଲ୍ଲା ରେ ସବୁ ଗାଁ ରେ ବୁଲି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସାହାଯ୍ୟ କରନ୍ତୁ ସରକାର ତୁରନ୍ତ ଆବଶ୍ୟକ ସ୍ଥଳକୁ ଯାଇ ସରକାର ଯାହାର ଘୋର ନାହିଁ ସେମାନଙ୍କୁ ଦିଅ ଭଲ କାମ କରନ୍ତୁ ପ୍ରକା ଘୋର ଦିଅ ଓଡ଼ିଶା ପାଇଁ ଭଲ କାମ ହେବା କଥା ଗାଁ ରୁ ସହର ହେବା କଥା ଗାଁ ଟି ମୋ ସ ହ ର ହେଉ
ମିଛ ମିଛ ସୁପର ମିଛୁଆ 😂😂😂😂😂😂😂
ମୋ ଦେଶ ମୋ ଓଡ଼ିଶା ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଓଡ଼ିଶା ବିକାଶ କରିବା ପାଇଁ ଭଲ କାମ କରନ୍ତୁ ସରକାର
ମଦବନ୍ଦ କରି ବାକୁ ପ୍ରତୀସୁତୁ ଦିଆ ଯାଇଥିଲା ଆଗ ମଦ ବନ୍ଦ ହୋଉ ଆଉ କାମ କେମିତି କାମ ହବ ଏବେଠୁ ହିଁ ଜଣା ପଡିଗଲାଣି ସବୁ ରାଜନୀତି ଚାଲିଲାଣି ଆଉ କାମ ଆସିଲେ ସବୁ ଦଳ ଦେଖିକି କାମ ହବ ଏହାକୁ ରୋକିପାରିବତ ପଲି ସଭା ଆଉ ଗ୍ରାମ ସଭା ତାବାଟ ରେ ଥିବ ରାଜନୀତି ପଶି ଜୀବ ଆଉ ଲୁଟା ଚାଲିବ ସବୁ ଏବେଠୁ ଆରମ୍ବ ହେଇଗଲାଣି ହୋ ଆଉ କାହାକୁ କହିଲେ ସବୁ ତାଙ୍କର ବୋଲି କୁହାଯାଉଛି ତାପରେ ଲୋକଙ୍କୁ ଧମକ ଦିଆ ଜୀବ ଅଜଥା ପଇସା ବର୍ବାଦ ନକରି ନିଯୁକ୍କ୍ତି ଦିଆ ଗଲେ ଆପେ ଉନ୍ନତି ହବ ଆଉ ଦର ଦାମ କମ ହବ ସୁକିଲା ଯୋଜନା ଯୋଉ ଚାଲିଛି କିଛି ଦରକାର ପଡିବନି
👍👍👍👍👍👍🥰🥰🥰🥰🥰🥰❤❤❤❤❤❤so ସାର
କଣ ଆପଣଙ୍କୁ ଲାଗୁଛି ଗାଁ ବଦଳି ଏହି ଯୋଜନା ଯିଏ କାର୍ଯ୍ୟ ଧରିବ ସେ ମାଲାମାଲ ନେତା ମାଲାମାଲ ସୁନେଲି ସ୍ବପ୍ନ ଯେତେବେଳେ କେନ୍ଦ୍ର ଯୋଜନା ଓଡ଼ିଶାରେ ଭଲ ଭାବରେ କାର୍ଯ୍ୟକରୁନାହିଁ ରୁଗଣ ହୋଇଗଲା ଠିକାଦାର ୫ ୬ ବର୍ଷ ହେଲେ ମଧ୍ୟ ସମାପ୍ତି କରିପାରନ୍ତି ନାହିଁ ଏହା ତ ଗାଁରେ କାମ ହେବେ ତାକୁ ବୋହିବା ପାଇଁ ଅନାଇଛନ୍ତି ବିଲୁଆ ସ୍ୱପ୍ନ ସ୍ଵପ୍ନ10000000000000000000000 10 0000 trilion trillion trilion trilion ସ୍ଵପ୍ନ
ସହର ରେ ରହୁଥିବା ଲୋକ ଏବେ ଗାଁ କୁ ଆସିବେ ସହର ରେ ପୋଲୁସନ ବି ବଡ଼ୁଛି
Bahut sundar katha kn tu dekhibar achhi
ଆମ ଗାଁ ରେ ପକ୍କା ରାସ୍ତା ହେବା ଦରକାର। ଏବଂ street light ବି ସବୁଠି ଲାଗିବା ଦରକାର। ବର୍ଷା ପାଣି ଯିବା ପାଇଁ ନାଳ ହେବା ଦରକାର। ସ୍କୁଲ୍ ସବୁ ଉନ୍ନତି ହେବା ଦରକାର। ସ୍କୁଲ୍ ରେ ଛାତ ଘର ଏବଂ ବିଜୁଳିର ଅଭାବ ଅଛି। ଗୋଟିଏ play ground ଦରକାର। ଏବଂ ପାର୍କ ଗୋଟେ ହେବା ଦରକାର। ମେଡ଼ିକାଲ ଗୋଟେ ହେବା ଦରକାର। ସମସ୍ତଙ୍କୁ ପକ୍କା ଘର ମିଳିବ ଦରକାର। ଏବଂ ଗୋଟିଏ ଲାଇବ୍ରେରୀ ରହିବା ଦରକାର। ଏବଂ କିଛି ମଲ୍ଲ ହେବା ଦରକାର।
ଏସବୁ ସମ୍ଭବ ହେବ ସେତେବେଳେ, ଯେତେବେଳେ ଗାଁ ଶିକ୍ଷାରେ coroption ହେବ ନାହିଁ।
ଖାଲି ରୋଡ଼ କରାଯାଉ ଗାଁ
ମାନସ୍ ସାରା ଆପଣଙ୍କୁ ଅନୁରୋଧ କରାଯାଇଛି ଯେ ଗାଁ ରେ ଭହୁତ୍ ଅସୁବିଧା ଅଛି ହେଲେ ସରକାରୀ କାଲି କହିଲେ ହେବ ନାହିଁ । ପକା ଘର past ହେବାର ଅଛି ଗାଁର ଡାଣ୍ଡରେ ରାସ୍ତା ନିର୍ମାଣ କରିବାର ଅଛି ସ୍କୁଲରେ ଭଲ ଶିକ୍ଷା ବ୍ୟବସ୍ଥା ନାହିଁ ଏବଂ ଆଉ କଣ ଛିନ୍ତା କରିଵେ ସରକାର ।
1:-କୁଟୀର ଶିଳ୍ପ ଉପରେ ଧ୍ୟାନ ଦେବ,
2:-ପ୍ରତ୍ୟେକ ଗ୍ରାମରେ ପାଠାଗାର library ପ୍ରତିଷ୍ଠା।।
3:-ଗ୍ରାମ ବା ପଞ୍ଚାୟତ ସ୍ତରରେ କ୍ରୀଡା ଭିତିଭୂମି ର ପ୍ରତିଷ୍ଠା।
4:-ଶିକ୍ଷା ଋଣ 2 ପ୍ରତିଶତ ରେ ପ୍ରଦାନ।
5:- ଗ୍ରାମ ସ୍ତରରେ ମଦ୍ୟ ଦୋକାନ ନିଷେଧ କରାଯାଉ।
6:- ବନ୍ୟ ଜୀବ ଯନ୍ତୁ ଉପଦ୍ରଵ କୁ ସୁଧାର କରାଯାଉ।
7:-ମହୁଲି ମଦ ଉପରେ ବଡ କଟକଣା କରାଯାଉ।
ଦେଶରେ ଲୋକକ କଥାରେ କିଛିହୁଏନି ସବୁ ଵାଵୁ ନେତାକ କଥାରେ ହୁଏ ତେଣୁ କିଛି ହେଵାର ନାହି
ଏହା କେବେ ବି ସମ୍ଭବ ନୁହେଁ।
ସରପଞ୍ଚ ମାନେ ରାଜା ରାସ୍ତା କୁ ଯାଇଥିଲେ କାରଣ ସେମାନଙ୍କୁ ଖାଇବା ପାଇଁ ପଇସା ମିଳିଲା ନାହିଁ ।ଯାହା ପୂର୍ବରୁ ଠକେଇ କରି ପଇସା ରଖିଥିଲେ ତାହା ସରିଗଲା।ସେମାନେ ରାଗିଗଲେ ଆଉ ଆନ୍ଦୋଳନ କଲେ । ସମସ୍ତେ ମନ ରଖ ସାମାନ୍ୟ ଜଣେ ସରପଞ୍ଚ ନିଜକୁ ଭାବେ ସେ ମୂଖ୍ୟମନ୍ତ୍ରୀ ବୋଲି ।ଏମାନେ ଲୋକ ଙ୍କୁ 500 ଟଙ୍କା ଦେଇ ଭୋଟ ନିଅନ୍ତି ଆଉ କାମ ସରିଗଲେ ଲୋକ ଙ୍କୁ ପଚାରନ୍ତି ନାହିଁ ।କେବଳ ପଦବୀ ହାତେଇବା ଗୋଟେ ଲୋକ ର ଉଦ୍ଦେଶ୍ୟ ଅଟେ , ଲୋକ ଙ୍କ ସେବା କରିବା ନୁହେଁ । ଏଇଟା ସବୁ ଗାଁ ରେ ହୁଏ ।
ଗାଁ ଗାଁ ପରି ଥାଉ କିନ୍ତୁ ଗାଁ ର ଉନ୍ନତି, ପକ୍କା ଘର,ଉତ୍ତମ ସଡ଼କ ଏବଂ ଉତ୍ତମ ମାନର ଶିକ୍ଷା ,ପାଠାଗାର ଶେଷରେ ରୋଜଗାର
ଆମ ଗାଁକୁ ପାଣି ସୁବିଧା ଦିଅନ୍ତୁ ଏବଂ ରାସ୍ତା
ବିକଶିତ ଗାଁ ବିକଶିତ ଓଡ଼ିଶା ଏହି ଯୋଜନା କୁ ମୁଁ ସ୍ବାଗତ କରୁଛେ ଆଓ ବିଜେପି ସରକାର ଧନ୍ୟବାଦ
ଆମ୍ ଗାଁ ଭଳ ସ୍କୁଲ ନାହିଁ ଆଓ ଭଳ ହସ୍ପିଟାଲ ନାହଁ
ଗାଁ ରେ ପାଣି ର ସୁବିଧା ନାହିଁ
ଆଓ ଆମ ଗାଁ ରେ Bank ନାହିଁ ଗାଁ ରେ କାମ ନାହିଁ ଗାଁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି।
ସରକାର ଠିକ୍ ଦେବେ ଯେ, ହେଲେ ଗାଁ ଯାକେ ପହଞ୍ଚିବ ନାହିଁ,
Right bhai kichhi hebani sabu kuji neta mane khaijibe
Bahut padiaa heba ❤
ଆମ ଗାଁ ରେ ଭଲ ମେଡିକାଲ ଭଲ ସ୍କୁଲ ପିଲାଙ୍କ ପାଇଁ ପାର୍କ ଭଲ ରାସ୍ତା ଆଉ ଆମେ ଦାଦନ ଖଟିବାକୁ ଦିଶୁନାହିଁ ଗାଁ ରେ ରୋଜଗାର ଦିଆଯାଉ ଜୟ ଜଗନ୍ନାଥ
ସାମ୍ବାଦିକ ଆଜ୍ଞା ମୋର ଏ କଥା କୁ ଟିକେ ସରକାରଙ୍କ ପାଖକୁ ପହଞ୍ଚାଇବେ ( ଆଗରୁ ବିଦ୍ୟାଳୟ ଗୁଡ଼ିକରେ ଯେମିତି ଶିକ୍ଷକ ମାନେ ଛାତ୍ର ମାନଙ୍କୁ ଦଣ୍ଡ ଦେଉଥିଲେ ସେ ନିୟମ ଟା ଆଉଥରେ ଲାଗୁକରଜାଉ । )ଏତିକି ମୋର ଗୁହାରି
ଗାଁ ଛାଡନ୍ତି କେବଳ ରୋଜଗାର ପାଇଁ, ଅନ୍ୟ ରାଜ୍ୟ ମାନେ ଯେପରି ନିଜ ରାଜ୍ୟ ପିଲା ମାନଙ୍କୁ ନିଯୁକ୍ତି 75 ଭାଗ ଦେଉଛନ୍ତି 8 ଘଣ୍ଟା ତିଉଟି ନେଉଛନ୍ତି 32 ରୁ 35 ହଜାର ଟଙ୍କା ଦେଇଛନ୍ତି l ସେହିପରି ଓଡ଼ିଶାରେ ଥିବା ଅଣ ଓଡ଼ିଆ ହଟାଇ ଓଡ଼ିଶା ପିଲାଙ୍କୁ ଚାକିରି ଦିଆଯାଉ, ଯା ଫଳରେ ଦାଦନ ଖଟିବାକୁ କେହି ବାହାର ରାଜ୍ୟ କୁ ଯିବାକୁ ପଡ଼ିବନି ଆପେ ଗାଁ ସହର ପରି ହେଇଯିବ l
କେବଳ କଥାରେ କାମରେ ନୁହଁ
ପ୍ରଥମେ ଆମ ଗାଁର ଭାଗବତ ଟୁଙ୍ଗୀ ହେବା ବେକାର । ଆମ ଗାଁର ସ୍ମଶାନ ଘର ହେବା ଦରକାର । ଆମ ଗାଁ ସ୍କୁଲରେ ମାଷ୍ଟର ନାହାନ୍ତି ତାହାକୁ ସରକାର ପୁରଣ କରିବା ଦରକାର । ଆମ ଗାଁର କୁ ସହର ଭଳି ସୁବିଧା ହେବା ଦରକାର । ଆମ ଗାଁର କୌଣସି ରାସ୍ତା ଏବଂ ପାଠ ପଢିବାର ସୁବିଧାସୁଯୋଗ ନ ଥିବାରୁ ଆମ ଗାଁର ଲୋକ ମାନଙ୍କର ରୋଜଗାର କରିବାର ଏବଂ ପିଲାମାନଙ୍କର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଦୟାକରି ଆମ ସରକାର ଧ୍ୟାନଦେବା ଦରକାର । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ପଞ୍ଚାୟତର ଗରବନ୍ଧ ଗାଁର କଥା ଆମେ ଆପଣଙ୍କୁ ଜଣାଉଛୁ । ଦୟାକରି ଆପଣ ଆମ ଗାଁର ସମସ୍ଯାର କଥା ଜଣାଇଲେ ଆମେ ଆପଣଙ୍କ ପାଖରେ ଚିରରୁଣି ରହିବୁ । ଇତି । ଆମ ଗାଁର ଲୋକ
ଫାର୍ସଟ ଗାଁ ରେ ମଦ ବେପାର ବନ୍ଦ ହେବା ଦରକାର କାହିଁ କି ମଦ ଲୋକ କୁ ବର୍ବାଦ କରୁଛି।
ଗାଁ ଗାଁବଳିଆ ରହିବା ଦରକାର କିନ୍ତୁ ଟିକେ ଉନ୍ନତି ହବା ସହିତ ସବୁକିଛି ସୁବିଧା ରହିବା ଦରକାର
ଆମ ଗାଁ ରେ ସ୍କୁଲ ନାହିଁ ଭଲ ରାସ୍ତା ନାହିଁ ପୋଖରୀ ନାହିଁ ମଶାଣି ଘର ନାହିଁ ଏବେ ମାର୍ଚ୍ଚ ମାସ ରେ ପାଣି ପିଇବାକୁ ମିଲିବ ନାହିଁ 24 ବର୍ଷ ଧରି ସରକାର ଥିଲା ଆମ ଗାଁ ରେ ଗୋଟେ ଘର ଦେଇ ପାରିଲା ନାହିଁ ବିଜେଡ଼ି ସରକାର ଦୟା କରି ବିଜେପି ସରକାର ଙ୍କୁ ଅନୁରଦ କରୁଛି ଆମ ଗାଁ କୁ ଦେଖି ଆସନ୍ତୁ
ଆପଣଙ୍କର ଗାଁ କଉଠି 😢
Bhalo katha ehaku karjyare laga
Financial Survey karajau and only BPL Category nku Reservation diajau
Better Road
Better water supply for farming
Better electric supply
Better school 🏫
Health centre.. ambulance 🚑 service...
Better bus 🚌 connectivity
Better internet...etc...
Mini stadium
Park... for... walking exercises...etc...
ସରକାର ବଦଳିଲା ବୁଲି କଣ ଗାଁ ବଡଦିବକ ନାହିଁ କେବଳ ଅଫିସର ମାନେ ଟଙ୍କା କାଇବା ପାଇଁ କାମ କରୁଛନ୍ତି
Gaon hau ku town hau sabu ghara samna re gote gote tree 🌲🌴 lageibaku anurodha 🙏
ଆମ ଗାଁ ବିକାଶ କଥା କହିଲେ ପ୍ରଥମେ ଆମ ଗାଁ ରେ ଯୋ ଆମ ଗରିବ ଲୋକ ମାନଙ୍କର ଚାଳ ଘରକୁ ପକା ଘର କରିବା ଦରକାର ଦୁତୀୟରେ ଗାଁ ପାଇଁ ନିର୍ମଳ ପାଣି ଦରକାର ତା ପରେ ଆମ ଗାଁ ର ରାସ୍ତା ଗୁଡ଼ାକ ପିଚୁ ରାସ୍ତା ହେବା ଦରକାର ତା ପରେ ଗାଁ ର ପୋଖରୀ ଗୁଡ଼ାକ ସଫା ହେବା ଦରକାର ଆମ ଗାଁ ର ଜମିରେ ପାଣିର ସୁବିଧା କିଛି ନାହିଁ ତାରି ସୁବିଧା ହେବା ଦରକାର ତାହା ହେଲେ ଚାଷ ବାସର ସୁବିଧା ହେବ ତା'ପରେ ଆମ ଗାଁ ସ୍କୁଲରେ ଶିକ୍ଷକ ମାନେ ଜମା ପାଠ ପଢ ଉ ନାହାଁନ୍ତି ତାକୁ ସୁବିଧା କରାଯିବ ତାହେଲେ ଗାଁ ର ଉନ୍ନତି ହେବ ତା'ପରେ ସରକାର କୁ ଧନ୍ୟବାଦ ଦେବୁ ମୋରି କଥାକୁ ଉପସ୍ଥାପନ ସାର୍
1.Qualification "Goan sathi "hebo darakar
2. "Raj neta "durei rohiba darakar
3."JE ,Grs and PEO "Gov.dwara street heba darakar
4.Gramsabha Monitoring
5.Proti Goan re gotia gotia Sambhadik or Manabadhikari mitro rahiba darakar
ଭଲ ପଦକ୍ଷେପ ଏହା ଶତ ହେବତ
ଭଲ କଥା ଭଲ ସୁବିଧା BJP କହୁଛି BJD ର ଫାଟୁଛି କି,Congrees ର ଜଳୁଛି 🔥💥
ମୁଁ ଆଦ୍ୟ ତାଳସାରି ବେଳାଭୂମି କୃଷ୍ଣନଗର ଗ୍ରାମ ଗୋଛିଦାତେଘରୀ ପଞ୍ଚାୟତରୁ ସରକାରଙ୍କ ଠାରୁ ଏହି ଆଶା କରେ କି ଆମ ଗାଁ ସହର ଭଳି ସୁବିଧା ସୁଯୋଗ ହବା ଦରକାର ଭଲ ରାସ୍ତା ଠୁ ଆରମ୍ଭ କରି ସ୍କୁଲ କଲେଜ ଓ ପର୍ଯ୍ୟଟନସ୍ଥଳୀ ହବା ଲାଗି ମୁଁ ଆମ ଗାଁ ପାଈଁ ଆବେଦନ ସରକାରଙ୍କ ପାଖରେ କରିବାକୁ ଚାହେଁ।
ଭଲ ଶିକ୍ଷା ପାଇଁ ଗାଁ ରୁ ସହର ଯିବାକୁ ମନେ ହେଉଛି ସାର୍?
ଆପଣ ମାନେ ଗାଆଁ ଦେକି ଛନ୍ତି କି ପ୍ରତମେ ଗାଆଁ ର ରାସ୍ତା ଅଛି କି ନାହିଁ। ତା ପରେ ଅନ୍ୟ କତା ???
ପ୍ରଥମ କଥା no correcpted
ସତ କଥା ଗାଁ ର ବିକାଶ ରେ ଦେଶ ର ବିକାଶ କିନ୍ତୁ ସର୍ବ ପ୍ରଥମେ ଗାଁ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରି ବା ଦରକାର କାରଣ ସରକାର ବିକାଶ ମୂଳକ କାମ ପାଇ ଅର୍ଥ ଦେଉ ଛନ୍ତି l କିନ୍ତୁ ଜମି ନ ଥିବାରୁ ପୁଣି ଥରେ ଫେରି ଯାଉଛି l ଯଥା-ବିଦ୍ୟାଳୟ ଘର, କ୍ଲବ ଘର ,ବୈଠକ ଘର ଆହୁରି ଅନେକ
ତମକୁ ଲାଗୁଛି ବିକାଶ ହେବ😂😂😂
କାମ ହେଲେ ଜାଣିବା 😂😂
ଗାଂ ରେ tame fast samaste nku sabu ସୁବିଧା ପାଇବା ଉପେର fast ଗୁରୁତ୍ବ ଦିଆୟିବା jamitiki pani
Gan ku sahara karani😢kebala ganre education, health,irrigation, au jetiki nadi nala bandha achi tara punar udhar kara, sital bhandara khola🙏🏻🙏🏻
Baki sabu loka nije karidebe
ସରକାରଙ୍କୁ ଜଣା ଅଛିତ ଗୋଟେ block ରେ କେତେଟା ଗାଆଁ ଅଛି
ଆମ ଗାଁରେ ଅଙ୍ଗନୱାଡ଼ି ନାହିଁ ପୋଖରୀ ନାହିଁ ରାସ୍ତା ନାହିଁ ଇନ୍ଦିରାବାସ ନାହିଁ ( ଆଜିବି ଝରପାଣି ପିଓଛୁ ଆମ ଗାଁରେ ଏଜୁକେଶନ ନାହିଁ ) ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଚାୟତ( ମାଲିଚୁଆଗ୍ରାମ )
Ama gaon ra Sabu sarakari jami bahar Kari brukhya Ropana au k 11:43 ahara ichha achhi Taku thik mulyare jarsi gai dele ama gaon unnati heba
Kuchh nahin badlega kabhi nahin badlega
Sarakar prathame village area ra loka nka jaga gudika mapakari sabu problem solv karibare help karantu
ଆମ ଗାଁ ଚାଳ ଛପର ରହିବ ନାହିଁ ଭାଲ ମଣ୍ଡପ ଓ khala ପଡିଆ ଗାଁ ଯୁବକ ରୋଜଗାର ପ୍ରଥମ pls 🙏
Gan bhitare sabu rasta osaria karantu 🙏
Sir jade sabu district re gote company open karanthi Odisha 1 one garanty
Hospital kemiti hebo first goan ku rasta nahi 😢😢
Humma nh 16 re light gote bi nahi ki Humma re road bi nahi kichi development heini
Ama gaon re gote reading room darkar
ବାଳ ଟା ହେବ ।
Daily labour mazduri salary thikse kemiti miliba? Gotie thika company labour manaku dinaku kebala 300tanka dauchhanti. Market inflation ku dekhile ehi darama re family chaleiba mushkil. Sarkar salary system kadakadi lagu kale bhal heba.
1st gana ku sahara sahita jodiba pani road,2- aaloki karan ba street light,3_ water bebasta, 4_ Internet connection,par school smart kale hebani gadians smart karajau or attendans niajau,