Dhire Dhire Chal Sathi Dhire Dhire Chal / Sairendri Jal / Kirtan Dhara at Surajgarh

Поделиться
HTML-код
  • Опубликовано: 11 окт 2024
  • Dhire Dhire Chal Sathi Dhire Dhire Chal / Sairendri Jal / Kirtan Dhara at Surajgarh

Комментарии • 238

  • @Pramodchauhan-xz5qz
    @Pramodchauhan-xz5qz Год назад +64

    ସବୁ ଠିକ ଯେ ଆଜ୍ଞା ପଇସା ନାଇଁ ଝିଟି କରି ଧରେଇ ବି ହେତା।

  • @sanjeebpadhan6755
    @sanjeebpadhan6755 Год назад +68

    ମାନୁଛୁ ତମେ ପଇସା କମେଇଛ ,ରଖିଛ ହେଲେ ଗର୍ବ ନି କର ଧନ୍ ଅଛେ ବଳିକରି ,,,,,ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର 🙏

  • @socialvideo568
    @socialvideo568 Год назад +24

    ପଇସା ର ଅପମାନ ଏମିତି କରନ୍ତୁନି ଭିକାରି ମାନଙ୍କୁ ଦିଅନ୍ତୁ ଧର୍ମ ହେବ ରାଧେଶ୍ୟାମ 🙏🙏🙏

  • @budenkirtan4277
    @budenkirtan4277 Год назад +26

    ପଇସା କେ ଲକ୍ଷ୍ମୀ ବଳି ମାନଯାଇସି ତାର ସମ୍ମାନ କରୁନ,

  • @tapankumarpradhan-yr8uk
    @tapankumarpradhan-yr8uk Год назад +23

    କଳିଯୁଗ ତ ଭାଇ, ମନ ଦୁଃଖ କର ନାହିଁ... ମୁଁ କଣ ଦେଖୁଛି ନିଜେ ଜାଣି ପାରୁ ନାହିଁ... ଭଉଣୀ ଭଜନ କି କଣ ? ଦୟାକରି ପ୍ରଭୁ ନାମରେ ଭଜନ କରନ୍ତୁ, ମହାମନ୍ତ୍ର କୁ ଧୀରେ ଧୀରେ ସ୍ୱର ରେ ଗାଆନ୍ତୁ l ଧନ୍ୟବାଦ ✋ରାଧେ ରାଧେ 🙏

  • @Uctechnical123
    @Uctechnical123 Год назад +12

    ଇଟା ବାର ଡ୍ୟାନ୍ସର ଭାବୁଛ କି ହୋ ବାବୁ ଯେ ପଇସା କେ ଫିକୁଛ , କଳlସଂସ୍କୃତି କୁ କେବେ ପଇସାରେ ମାପିବାକୁ ଚେଷ୍ଟା କରନି .

  • @dipfragnant
    @dipfragnant Год назад +19

    ଇ ଗୀତ ର ଲେଖକ କିଏ ଆଏ ହୋ। ଫୁନ୍ ନମ୍ୱର୍ ଟିକେ ଦିଅ ତ, କେନ୍ କେନ୍ ଶବ୍ଦ ର ଅର୍ଥ କେନ୍ କେନ୍ ଟା ଆଏ ଜେ ଟିକେ ପଚ୍ ରାମି। ଵୁଆ ଗୋ ଗୀତ। ଇ ଗୀତର ଭାବାର୍ଥ କେନ୍ ଟା ଆଏ ଜେ କହ ତ ରେ ଲୁକେ, କିଏ କିଏ ଜାଣିଛ କେଁ ସୁନ୍ମି। ଆର୍ ଇ lokar କଥା କେନ୍ତା କରି କହେମି ବୁଝି ନାଇଁ ପାର ବାର୍। ବୁହାସେନ୍ ଟେ ଗଉଛେ ଜେ ହେତ କି ପଇସା ଦଉ ଛେ। ହଁ ଆର୍ ଇ ବୁହାସେନ୍, ଵୁଆ ଵୁଆ ନାଇଁ କହ ନ,,,,,, କେନ୍ କେନ୍ ନୁ ଗୀତ ଠୁଳ କରୁଛେ ଜେ। ମାହା ହୋ ମୁଇଁ ଟୁକେଲ ଟେ ହେଇ ଥିତି ବେଳେ କୀର୍ତ୍ତନ ଗାହା କେନ୍ ହେଇ ଥିତି ହୋ। ଦେଖ ତ ଦୁନିଆଁ, ଟୁକେଲ ମାନେ ପାଡ଼ି ନେଲେ ବି ଭଲ୍ ପାଡଲା ବଳବେ ଆର୍ ପଇସା ଦେବେ, ଆର୍ ଜ ତ ମୁନୁସ ପିଲାଟେ ଗଉ ଗୀତ, ପଇସା ଦେବେ କେଁ। ଆର୍ 10 ବରଷ କେ ଖାଲି ଟୁକେଲ ମାନେ ଆର୍ ଇ ପଇସା ମାରୁ ମାନେ ଦୁନିଆଁ ଥି ରହେବେ ବାକି ତମର ଆମର ଭଳିଆ ଲୋକ ସବୁ ସର୍ଗ ବାସି ହେମା। Sasurar ପୁହେ କୁ କେନ୍ ଭାଷା ରେ ଗାଳି ଦେତି ଜେ,,,,,

    • @nilimajena636
      @nilimajena636 6 месяцев назад

      Ita apera konarka ra jatra git ita kounsi bhajan nuhe

    • @MukeshBudke
      @MukeshBudke 12 дней назад

      Lagta hai tum Sunita Sahu ke fan Ho Vahi dekhna Yang hai

  • @bireswarbishi7980
    @bireswarbishi7980 10 месяцев назад +6

    ସବୁ ଭାଗ୍ୟର ଫଳ ଏବଂ ଆଶିର୍ବାଦ ଏଭଲି କଣ୍ଠଦାନ କରିଚାଲ ସମୟକ୍ରମେ ସଫଳତା ଓ ସମ୍ମାନ ଆଦର୍ଶ ପାଇବେ ଜୟ ଜଗନ୍ନାଥ

  • @surendridalei6321
    @surendridalei6321 Год назад +13

    ପୈସା ରଖିଛୁ ବୋଲି ହେ ମୂର୍ଖ ଭାବୁଛି , ଲଜ୍ଜା ଲାଗୁଛି କି ନାହିଁ,, ପଶୁ ଭଲି କର୍ମ କରୁଛନ୍ତି କାହିଁକି,, ତମେ ବି ଗାୟିକା ଦିଦି ଭଗବାନଙ୍କୁ ଯଦି ପାଏବା ର ଅଛି ତ ପୈସା ଝିଟିବା କୁ ଅଧିକାର ଦିଅନ୍ତୁ ନାହିଁ ମୂର୍ଖ ମାନଙ୍କୁ,,,

  • @thabirakumarsabar
    @thabirakumarsabar 11 месяцев назад +3

    ଆରେ ମୂର୍ଖ ଲକ୍ଷ୍ମୀ ଙ୍କ ଅପମାନ କରୁଛୁ ଅପେକ୍ଷା କର ପ୍ରଭୁ ଶନିଦେବ ଙ୍କ କୋପ ଲାଗିବ 🙏🇮🇳

  • @RudraSingh-ow4wo
    @RudraSingh-ow4wo Год назад +6

    Bhut sundhr prshtuti very nice voice sundhr video upload radhe radhe❤❤🙏🙏🙏❤❤

  • @ghanashyamkarna8611
    @ghanashyamkarna8611 Год назад +8

    ଟୁକେଲ୍ ଦେଖି କରି ଭାଇ ମାନେ ପଇସା ଦେଉ ଛନ। ପୁରୁଷ ଗାୟକ ମାନଙ୍କ କୁ ତ ଏତକି ପଇସା ନାଇ ଦେବାର ।

  • @ghanashyampandey9605
    @ghanashyampandey9605 11 месяцев назад +3

    NICELY SUNG......BETTER THAN THE ORIGINAL. SINGER ....... SUPERB.......

  • @koshlimoujchannel5975
    @koshlimoujchannel5975 Год назад +203

    ଆଏଜ୍ ପଏଷା କେ ଝିଟୁଛ ଏନ୍ତା ଦିନ ଆଏବା ଜେ ତମର୍ ଭତା ପଏଷା କେ ପନ୍ଦର ଦିନ ଆଗୋରୁ ବାଟ୍ ଦେଖୁ ଥୁବ ହୋ ଇଟା ଗୁଟେ ଘମନ୍ ଏ ହୋ ଭାଇ ପଏଷା ଧରେଇ ନିପର୍ ଲ ହେଲେ ମାଲ ଟେ ବନେଇ କରି ପିନ୍ଧାଇ ଦିଅ

    • @khetrabagarty
      @khetrabagarty Год назад +13

      Sat Katha bhai

    • @dharanirinayoutubechannal1989
      @dharanirinayoutubechannal1989 Год назад +11

      Okat dekhauchhan heta

    • @subirpadhan6608
      @subirpadhan6608 Год назад +2

      He is big business man in our locality......(area)One day income 5000+..😏

    • @sanjeebpadhan6755
      @sanjeebpadhan6755 Год назад +21

      @@subirpadhan6608 ଗର୍ବୀ ମଣିଷଟିଏ ,ଦେଶରେ ମୁକେଶ ଅମ୍ବାନୀ ,ରତନ ଟାଟା ପରି ଧନୀ ବ୍ୟକ୍ତି ଅଛନ୍ତି ,ସେମାନଙ୍କର ମୁହଁରେ ତ କେବେ ବଡ଼ କଥା କି ଗର୍ବ କରିବାର ଦେଖିବାକୁ ମିଳୁନି ,ଗର୍ବ କରିବାଦ୍ୱାରା ଅନେକ ବ୍ୟକ୍ତି ନିମ୍ନ ରୁ ନିମ୍ନତର ସୋପାନରେ ପହଞ୍ଚି ସାରିଛନ୍ତି 🙏

    • @ratidevnayak7260
      @ratidevnayak7260 Год назад +5

      ନିଶ୍ଚିତ ସତ କଥା

  • @shukantkalet5756
    @shukantkalet5756 Год назад +3

    Sourendri Jaal K har BHAKTI SANGEET Dil...Chhu Jata hey ...

  • @ll_simple___boy___kaal_ll
    @ll_simple___boy___kaal_ll 11 месяцев назад +4

    1 ନମ୍ବର ଭଜନ ମଜାଲାଗଲା ଜୁହାର ଜୟ ମା ସମଲେଶ୍ୱରୀ 🙏🙏❤️❤️❤️

  • @anantapaharia546
    @anantapaharia546 Год назад +5

    କଣ୍ଠର ତରଙ୍ଗ ବହୁତ ମଧୁର ଏଇଟ। ହଁ.ଚିରନ୍ତନ ସମସ୍ତଙ୍କୁ ଖୁସି ପ୍ରଦାନକ କରୁ ଥିବା

  • @oiioneimportantinteresting5943
    @oiioneimportantinteresting5943 5 месяцев назад +2

    କାଏ ଗୀତର ଗୀତ ଗାଉଛେ ଯେ ଏତକି ପଇସା ଦଉଛ ହୋ ଇତାକେ । ଗୀତ ର ସ୍କେଲ କଣ ନୁହେଁ ଯାନେ

  • @baikunthmajhi5696
    @baikunthmajhi5696 Год назад +2

    ଇଟା କୀର୍ତ୍ତନ କରୁଛ କି ରେକର୍ଡ ଡାନ୍ସ କରୁଛ କିଛି ଜାଣି ହେଉନହିଁ ?

  • @ghanashyamkarna8611
    @ghanashyamkarna8611 Год назад +7

    ଟୁକେଲ କୀର୍ତ୍ତନ କରି ଜାଂସନ୍ କାଈ, ପୁରୁଷ ଗାୟକ ମାନଙ୍କ ସାଙ୍ଗେ ଇ ମାନେ ପାସକେ ବି ନାଇ ଯାନନ୍।

  • @khusikhusi5581
    @khusikhusi5581 Год назад +5

    ଭାଇ ଗରିବ କୁ ଦିଅ ଭାଇ ଏମିତି ପଇସା ର ଆପମାନ କରନ୍ତୁ ନି 😢

  • @jayadharsandh8146
    @jayadharsandh8146 9 месяцев назад

    ନାଁ ଅଛେ୍🙋👌💪 କୀର୍ତ୍ତନ କରୁଛନ୍ ଏନ୍ତା ବଢିଆ କୀର୍ତ୍ତନ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ କଣ୍ଠଦାନ କରୁଥାନ୍ତୁ❤🙏
    ରାଧେ ରାଧେ ରାଧେ ରାଧେ ରାଧେ ରାଧେ

  • @SivaKumar-vu2df
    @SivaKumar-vu2df 10 месяцев назад +1

    bhal laguchhe didi real gita gauchha thank

  • @shukantkalet5756
    @shukantkalet5756 Год назад +16

    Mind .... Blowing.....
    Amazing Voice....

  • @gopinathbag2152
    @gopinathbag2152 Год назад +5

    ବାର ମାଙ୍କେ ହେନ୍ତା ପଇସା ଝିଟା ଯେଶି ଭାଇ କୀର୍ତ୍ତନ ରେ ଏନ୍ତା କରା ନେ ଯେ କମ୍ ସେ କମ୍ ଯାହାକେ ଝିଟୁ ଛେ ବହୁତ୍ ଭଲ ଲାଗୁ ଥିବା ଛି ଲାଜ ଲାଗବାର କଥା କୀର୍ତ୍ତନ କେ କୀର୍ତ୍ତନ ହିସାବେ କର ବୋ

  • @anweshofficial6812
    @anweshofficial6812 Год назад +10

    Ho baba tumar bayas k dekha laj lagbar katha paesa k jhitucha kn geet ta gauche dhanda chalei chhan ete paesa Bala dekhei nai hua anta time asba j gute tanka lagi tarsi jiba tumar mankar lagi aaji amar sanskrutire dag laguche

    • @subirpadhan6608
      @subirpadhan6608 Год назад +1

      He dada kar n paisa abhab nena ho... Se jane business man....one day income 5000+ so....... money no problem 😐

    • @anweshofficial6812
      @anweshofficial6812 Год назад +1

      Ethir lagi Laxmi maa k ete apaman karuchan

    • @subirpadhan6608
      @subirpadhan6608 Год назад +1

      @@anweshofficial6812 hn... Bahutt paisa a6e ho takar nu ...but paisa k tk respect dei ki karbar ae

  • @SubodhPradhan-te3zw
    @SubodhPradhan-te3zw 10 месяцев назад +2

    Dhire dhire dunian re loke manisa panian haraai basuchhanti - tankaa ku epari apamaan karuchhi loka taa puni kirtan bhagbaan jagare

  • @SavitaGupta-in4bv
    @SavitaGupta-in4bv Год назад +2

    Very nice super radhe radhe 🙏💐🙏

  • @bikashnayak9488
    @bikashnayak9488 Год назад +2

    dhire dhire chall saathi dhire dhire chall..❤❤❤❤

  • @rajkumardasraj900
    @rajkumardasraj900 Год назад +3

    କୋଇଲିର ସୁ ମଧୁର କଣ୍ଠ ସ୍ୱର👍🏿👍🏿👍🏿👍🏿

  • @rajendrabanka6623
    @rajendrabanka6623 Год назад +4

    ଏଥିରୁ ଏପରି କଳାକାର ମାନେ କୀର୍ତ୍ତନ କରି କେତେ ଶିକ୍ଷା, ସଂସ୍କାର ଲାଭ କରିଛନ୍ତି ବିଲକୁଲ ଜଣାପଡୁଛି ! ଯଦି ଅଧ୍ୟାମିତ୍କ ଚିନ୍ତା ଧାରା ରଖି କରୁଥିଲେ, ଏପରି ଗର୍ବି, ଲକ୍ଷ୍ମୀଛଡ଼ା ଦର୍ଶକ ବାରାଣ କରନ୍ତେ! ଯଦି ଜଣେ ଗାୟକ ଙ୍କ ଗୀତ ତଥା ତାଙ୍କୁ ପ୍ରଶଂସା ଉଦ୍ଦେଶ୍ୟ ରେ କିଛି ଅର୍ଥ ରାଶି ହାତ ରେ ସମର୍ପିତ କରି କଳାକାର ଙ୍କୁ ଉତ୍ସାହିତ କରିବା ଜଣେ ଦର୍ଶକ ର ଧର୍ମ କିନ୍ତୁ ଏଠି ଦର୍ଶକଙ୍କ ଆଚରଣ ଆଉ ଉଦେଶ୍ୟ ନିମ୍ନ ମାନର ମାନବିକତା କୁ ବୁଝାଉଛି ! ମୋ ମତରେ ଦର୍ଶକ ଏପରି ବ୍ୟବହାର କରିବା କୀର୍ତ୍ତନ, ପରମ୍ପରା,କଳା ଆଉ କଳାକାର କୁ ସମ୍ମାନ ନୁହେଁ ବରଂ ଲଜ୍ଜିତ ଅସମ୍ମାନ କରିବା ସଦୃଶ୍ୟ ! ଏବେ ମୋର ଆପଣ ଦୁହେଁ ପ୍ରଶଂସିତ କରୁଥିବା ଦର୍ଶକ ଆଉ ପ୍ରଶଂସା ପାଉଥିବା କଳାକାର ଙ୍କୁ ପ୍ରଶ୍ନ ଏହିପରି କଲେ ଯେ ଆମର ନୂଆଁ ପୀଢ଼ି ଆପଣଙ୍କଠାରୁ କଣ ଭଳ ନା ମନ୍ଦ ଶିକ୍ଷା ଲାଭ କରିବେ ?

  • @AnilDehri-mp7mh
    @AnilDehri-mp7mh Месяц назад +1

    अच्छे गायक, गायिका व कलाकार को पैसा देना अच्छी बात है लेकिन अच्छे किर्तन को महत्व देना चाहिए।

  • @saneswargupta401
    @saneswargupta401 Год назад +2

    Achha paesa dele privet party thi bhi aaysan kayn 😁😁😁

  • @ashokseth7246
    @ashokseth7246 Год назад +2

    Kirtan aau besidin nai chale e mane kirtan aau naikarbar danda karuchan

  • @shesadevjoshi
    @shesadevjoshi Год назад +4

    Realy zabardast ❤️

  • @SukadevNanda-tp8ho
    @SukadevNanda-tp8ho Год назад +4

    U r super sis.....

  • @chakrasahu4904
    @chakrasahu4904 11 месяцев назад +1

    Kirttan party ra mob number tk Ripley karaun ta angya

  • @upendrasahu6296
    @upendrasahu6296 Год назад +4

    ଭକ୍ତି ଠାରୁ ପୁରସ୍କାର ନିସା ଵେଶୀ

  • @jadumanikarjee8826
    @jadumanikarjee8826 Год назад +8

    Highest super song👍👍

  • @mrgkff7676
    @mrgkff7676 Год назад +2

    Sat katha te kahila bhai

  • @anjulatagadtya7949
    @anjulatagadtya7949 Год назад +3

    ପଇସା ହେତେ ଅଛେ ବେଳେ ଗରିବ ଲୋକକେ ସାହାଯ୍ୟ କର

  • @sunitapradhan338
    @sunitapradhan338 3 месяца назад +2

    ସୈରେନ୍ଦ୍ରି ଙ୍କର ନମ୍ବର କେନ୍ତା କରି ମିଲବା

  • @anweshofficial6812
    @anweshofficial6812 Год назад +6

    Kirtan janichu jadi kar eta kirtan aye gute b geet re tor gaurangar Naa nai na

  • @debendrasahu925
    @debendrasahu925 5 месяцев назад +1

    Ita ken adu bhajan a agnya

  • @trbtechnical436
    @trbtechnical436 Год назад +2

    ଅପେରା ପାର୍ଟିଟେ ଗଢ କୀର୍ତ୍ତନ କରି କେତେକ ପଏସା ପାଏବ

  • @SurendraMirdha-b9l
    @SurendraMirdha-b9l Год назад +1

    Ken Puran thinra gita ay

  • @jitendramajhi3598
    @jitendramajhi3598 Год назад +3

    Super didi👏👏👏

  • @KoshaleNews
    @KoshaleNews Год назад +1

    Hena PhonePe ra QR chhapi nia kihe cherna v ni pathan😂

  • @jitendrabeherabehera8649
    @jitendrabeherabehera8649 11 месяцев назад +2

    ତମର ଯଦି ପଇସା ଅଛି ଗରିବ ଲୋକଙ୍କ ମାନଙ୍କର ସାହାଯ୍ୟ କର ତମ ର କିଛି ପୂନ୍ୟୁ ହେବ ହୋ ଏ ମିତି ପଇସା ଟୁକେଲେ ଉପରେ ନି ଫିକ ହେଲା

  • @ANJALIBAGH-et3zq
    @ANJALIBAGH-et3zq Год назад +2

    Really top song love you sister

  • @mgvlogslachhipurguru1540
    @mgvlogslachhipurguru1540 Год назад +1

    Bhagawan bhale rakhi thhaun samastanku....

  • @debatoshtripathy7865
    @debatoshtripathy7865 Год назад +6

    କୀର୍ତ୍ତନ ତ ନାଇସେ ଦଣ୍ଡ କରୁଛ
    ସେଥିରେ ଫେର ପଇସା ଦେଖେଇ ଯାଉଛ

  • @KodandaNaik-x9f
    @KodandaNaik-x9f Месяц назад +1

    Contact no dia program karmu

  • @sanandasahu
    @sanandasahu Год назад +3

    Bahut bhal

  • @tusarmarei2334
    @tusarmarei2334 Год назад +1

    Prabhu Ka Charanon song upload please video ling

  • @Dilkumarcreator
    @Dilkumarcreator Год назад +1

    Radhe radhe 🙏

  • @kshirasindhubariha3101
    @kshirasindhubariha3101 9 месяцев назад +1

    Dine entadin te aaebaje tanka te bi milba k muskil heijiba

  • @saurav...sachin...5706
    @saurav...sachin...5706 Год назад +2

    Nice video 😢😢😢😢😢😢😢😢

  • @khageswarsahu1181
    @khageswarsahu1181 Год назад +4

    Mind blowing voice mam

  • @damodarstudypoint6226
    @damodarstudypoint6226 Год назад +8

    She has beautiful voice 😍 ❤️ 💜 💕 ♥️

  • @JayantaBanchhor-bb1ob
    @JayantaBanchhor-bb1ob Год назад +3

    Mind blowing didi

  • @banamalisa8267
    @banamalisa8267 Год назад +5

    Very nice❤❤❤

  • @rajurautiya196
    @rajurautiya196 Год назад +2

    Very nice 🎉🎉🎉🎉 video

  • @chudamanidharua7208
    @chudamanidharua7208 Год назад +2

    ପଇସା ଅଛିଯଦି ତୁମ ପାଖରେ ଗରିବ ମାନଙ୍କୁ ଦାନକର ଭଲ କାମରେ ଲଗାଅ ଏମିତି ଦେଖେଇ ହୁଅନି

  • @rajesguruu9686
    @rajesguruu9686 5 месяцев назад +1

    ଏମାନେ ଇ ପ୍ରକାର ଗ୍ରହଣ କରିବା ମଧ୍ୟ୍ୟ ଭୁଲ ପ୍ରୋଗ୍ରାମ ଆରମ୍ଭରୁ ଦର୍ଶକକୁ ଜଣେଇ ଦବା ଉଚିତ
    କାହିଁକୀନା ଗାୟିକା ଏକ ଓ ଦର୍ଶକ ଅନେକ ସମସ୍ତେ ସମାନ ନୁହନ୍ତି ok 🙏

  • @sanjaydas1836
    @sanjaydas1836 10 месяцев назад +1

    Very nice xoive

  • @chandrabatipujarichandraba6965
    @chandrabatipujarichandraba6965 Год назад +4

    Very nice didi

  • @khetrasahu5344
    @khetrasahu5344 Год назад +3

    ବୋଲ ବୋଲ ରାଧେ ରାଧେ

  • @Suren3288
    @Suren3288 Год назад +1

    Eta k beer bar e k bo

  • @gopabhoi3005
    @gopabhoi3005 Год назад +5

    Super best voice

  • @CHHABILAJAYPURIA-ed4bh
    @CHHABILAJAYPURIA-ed4bh Год назад +7

    God gift voice... excellent 👌

  • @karnamajhi5860
    @karnamajhi5860 Год назад +3

    କଳାକାର ଙ୍କର ଉଚିତ ସଂମାନ ଦିୟନ୍ତୁ.

  • @sanjibbagarti7634
    @sanjibbagarti7634 Год назад +2

    କଳାକାର କେ ତାଲି ଆଉ ଗାଳି ଉତ୍ସାହ କରେ ପଇସା ନୁହେଁ

  • @AjitNaik-s4w
    @AjitNaik-s4w 5 месяцев назад +2

    କେନ୍ ଗରିବ୍ କେ ଦେଇଥିତେ

  • @skbyadav546
    @skbyadav546 Год назад +4

    Sri radhe

  • @amarpremjogi7422
    @amarpremjogi7422 Год назад +6

    Mind blowing voice

  • @kadambag7155
    @kadambag7155 Год назад +3

    Very nice

  • @nilanchalasahu9668
    @nilanchalasahu9668 Год назад +2

    ତମକୁ ତମ ମାଁ ବାପା ସେଖେଇ ଛନ୍ତି କି କାହାକୁ ହାତରେ ନ ଦେବା ପାଇଁ ପଇସା କୁ ଏତେ ମାତ୍ରାରେ ବଦନାମ୍ କରୁଚ ଯେ ତମକୁ ଟିକେ ଲଜ୍ୟା ଲାଗିବା କଥା .. ମଣିଷ ଜୀବନ ଆଜି ଅଛି କାଲିକି କି ନାହିଁ ସେଥି ପାଇଁ ମୁଁ ତମକୁ ବହୁତ୍ କହିଦେଇଚି ପଇସାକୁ ଏମିତି ଫୋଫାଡ ନାହିଁ

  • @ashwinidash3875
    @ashwinidash3875 Год назад +3

    କାଣା ଟା ଲାଭ ମିଳିଲା ଫାଲତୁ

    • @PMSofficial-fv1us
      @PMSofficial-fv1us Год назад +2

      Gala bele number dei Kari Gala j ho Bhai
      Au kana darkar j heta K

  • @jitendrasahu1951
    @jitendrasahu1951 Год назад +1

    Heta sanman nae kuhaje Laxmi r apman hau 6e..... paesa mal te pidhei debar katha... Bhai

  • @sagarg9864
    @sagarg9864 5 месяцев назад +1

    ଇଟା କାଣା କ୍ଲବ କା ଜେ ପଇଶା ଏନ୍ତା ଉଡାଉଛ କାଣା ଭାବିକରି ଏନ୍ତା ହେଉଛନ ବାବୁ.......

  • @beastcrazygamer5139
    @beastcrazygamer5139 Год назад +1

    ସବୁ ଠିକ୍ ଯେ ପଇସା କୁ ନ ଝିଟି ଧରେଇ ଦେଇ ଥିଲେ ଭଲ ହୋଇ ଥାଆନ୍ତା ≥>>>>

  • @makardhwajnayak8259
    @makardhwajnayak8259 Год назад +1

    Very.. Nice😊😊😃😃

  • @manaspadhan8866
    @manaspadhan8866 Год назад +1

    Eda kirtan aay bhai mujraa bhabi paesa nai jhita

  • @KarunaPradhan-vr4xj
    @KarunaPradhan-vr4xj Год назад +4

    Kaliyug re emaane kirtan k mujraa banei dele na ..

  • @udayapadhan9765
    @udayapadhan9765 8 месяцев назад +2

    Diya bugh ne se pehele fad fadata hai ledis kirtan bahut jaldi banheba kirtan aru kirtan hai kari nai na eta melody program hai gala na

  • @deveshkumar1324
    @deveshkumar1324 Год назад +2

    So nice 🎉

  • @imanab02
    @imanab02 Год назад +2

    Eta paesa dia nai jibar .....kirtan k apaman kara jauche....au singer k b

  • @jadhaptandi6645
    @jadhaptandi6645 Год назад +1

    ଧନ ଜୀବନ ଯଉବନ ମନ ଇନୁହେ ଚିରଦୀନ

  • @ParakshitDehuri
    @ParakshitDehuri 9 месяцев назад +1

    Good voice

  • @sumantabhue7591
    @sumantabhue7591 Год назад +2

    Original opera song totally kirtan re ni gaibar katha e sore re new song lekhi Kari gai para debaki sahu k sore kara

  • @gadadharnaik9431
    @gadadharnaik9431 Год назад +1

    Melody party bagir paisa chhituchan j kihe kichhi ne kahebar

  • @jahanbabu6094
    @jahanbabu6094 10 месяцев назад +1

    🤐👌

  • @chudamaninayak4186
    @chudamaninayak4186 5 месяцев назад +1

    Laxmi ra samman kara

  • @geetanjalideep585
    @geetanjalideep585 6 месяцев назад +1

    Number tk dia ta bhai

  • @tikurout6179
    @tikurout6179 Год назад +1

    ଭୁଲ କଥା ସାର୍ ସୀକ୍ଷୀତ ର ପରିଚୟ ନାଇଁ ସେଏ

  • @myfirstvlog8914
    @myfirstvlog8914 Год назад +3

    Laz saram naina elok k paisa kana tar ankhi phul metar disuchhe kain laxmi, k apmaan, deuchhe

  • @amarpremjogi7422
    @amarpremjogi7422 Год назад +3

    Kirtandhara re enta Gita gaebar katha

  • @bhagabandharua6615
    @bhagabandharua6615 11 месяцев назад +1

    Paisara sad upajog Kara bhai

  • @chandrakantabachha7016
    @chandrakantabachha7016 Год назад +4

    opera song best a6e