ରାଜନୀତିର ରାମାୟଣରେ ଗନ୍ଧମାର୍ଦ୍ଦନ || Protests Over Adani's Land Deal in Gandhamardan Hill Balangir ||OR
HTML-код
- Опубликовано: 11 фев 2025
- ଗନ୍ଧମାର୍ଦ୍ଦନ ପାଦଦେଶରେ ବାଲକୋ ହଟାଓ ଆନ୍ଦୋଳନକୁ ମନେ ପକାଇ ପ୍ରତିଷ୍ଠା ଦିବସ ସମୟରେ ଏମିତି ଗୀତ ଗାଇ ନାଚିଥିଲେ ସାଂସଦ ପ୍ରଦୀପ ପୁରୋହିତ। ଖାଲି ସେତିକି ନୁହେଁ ଅଶୀ ଦଶକରେ ଦୁର୍ବାର ଆନ୍ଦୋଳନ, ବାଲକୋ ହଟାଓକୁ ମନେ ପକାଇ ହାତରେ ଧନୁତୀର ଧରି ସ୍ଥାନୀୟ ଲୋକଙ୍କ ସହିତ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଶପଥ ନେଇଥିଲେ ସାଂସଦ । ହେଲେ ଏସବୁ ଭିତରେ ଗନ୍ଧମାର୍ଦ୍ଦନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।
ରାଜନୀତିର ରାମାୟଣରେ ଗନ୍ଧମାର୍ଦ୍ଦନ | Protests Over Adani's Land Deal in Gandhamardan Balangir | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #gandhamardan #Buxite #mines #BJD #BJP #Congress #Bargarh #Bolangir