Комментарии •

  • @gundichagundicha7905
    @gundichagundicha7905 20 дней назад +26

    ମହାଠକସରକାର

  • @Pintupuspalifestyle
    @Pintupuspalifestyle 20 дней назад +40

    ମୁଁ କହୁଛି ଓଡ଼ିଶା ରେ ଯେତେ ଯୁବକ ଯୁବତୀ ଅଛନ୍ତି ସମସ୍ତଙ୍କୁ କାମ ଦିଆଯାଉ ।

    • @manashnayak2794
      @manashnayak2794 18 дней назад +1

      ତୋତେ କୁକୁର ପେଳ ଦିଆଯିବ

    • @jenasakin8386
      @jenasakin8386 13 дней назад

      Right

    • @jenasakin8386
      @jenasakin8386 13 дней назад

      BJD kahunu to bapa navin ku😂😂😂😂

  • @lilianaik5756
    @lilianaik5756 14 дней назад +12

    ଶିକ୍ଷା ଗତ ଜଗ୍ୟତା ରହିବା ଆବଶ୍ୟକ ଆଶା କର୍ମୀ ମାନଙ୍କୁ ପରୀକ୍ଷା କରାଯାଉ 😩

  • @ranjitkumarsbr5759
    @ranjitkumarsbr5759 18 дней назад +13

    ଏତେ ବର୍ଷ ହେଲା ଦରମା ନାହିଁ ତ କଉ ବାଳ କୁ କାମ କରୁଛ

    • @gobardhanbehera7908
      @gobardhanbehera7908 15 дней назад

      ଇଏ ଜଣେ ପାଗଳଟା କିରେ ଏବେ ମୋହନ ଆସିଲା ବୋଲିଖୁସି ହେବାକଥା ଭଲ ର କାମ କରୁ ବୋଲି ଚିନ୍ତା କରିବା କଥା ତୁଭାକୁ଼ଡାଟାକି,?

  • @premanandaparida-ln5tx
    @premanandaparida-ln5tx 20 дней назад +12

    ଆଶା କୁ ଅସି ହଜାର ଦିଆଯାଉ ଦରମା ସିରିଞ୍ଜ ଧରି ଆସିବନି

  • @basantasahoo425
    @basantasahoo425 13 дней назад +6

    କିଛି ଦିଅନ୍ତୁ ନାହିଁ ଏମାନଙ୍କୁ ବହୁତ ଠକୁଛନ୍ତି , ଲୁଗା ପଇସା ଡାକ୍ତରଙ୍କୁ ଲାଞ୍ଚ ଦେବା ଏଇ ମାନେ ଶିକ୍ଷା ଦେଉଛନ୍ତି

    • @kanchans-Bhakti
      @kanchans-Bhakti 3 дня назад

      Sata kahicha bhai aasa mane besi rabaab jhaduchanti

  • @user-tk9cw3ws3p
    @user-tk9cw3ws3p 19 дней назад +19

    ଆସା କ୍ରମି ମାନେ କେତେ ବର୍ଷ ହେଲାଣି କାମ କରିଆସିଛନ୍ତି ମୋହନ ସାର୍ କୁ ଗୋଟେ ମାସ ବି ହେଇନି ଆଉ ନବିନ ତ ୨୪ ବର୍ଷ ମନ୍ତ୍ରୀ ଥିଲେ ସେତେ ବେଳେ ଆସା କ୍ରମି ମାନେ ୨୬ ହଜାର ଟଙ୍କା ମାଗିନଥିଲୋ କ'ଣ ପାଇଁ ଖାଲି ତୁମୋନଙ୍କୁ ଟଙ୍କା ଦରକାର କାମୋତ କିଛି ନାହିଁ

    • @kamalakantasahu7155
      @kamalakantasahu7155 17 дней назад

      To gandi kain phatuchii kireee tu kn ta janichu kn kama karuchhanti na karuchhanti

  • @rasanandasethy
    @rasanandasethy 20 дней назад +12

    କମ ପଇସାରେ କାମ କରୁଥିଲ କାହିଁକି ଗାଆଁ ଗହଳିରେ ଆଶା ଦିଦି ମାନେ ମାନୁନାହତି

  • @kanhudas3308
    @kanhudas3308 20 дней назад +8

    କି ଚାହୁଁଥିଲ ପରିବର୍ତନ ଡବଲ ନାହିଁ ମୋ ମାଉସୀ ତ୍ରିପୁଲ ଦବ ଗୋ ଟିକେ ସମୟ କୁ ଅପଖ୍ୟା କୋର 🤣🤣

  • @JyotiNag-4445
    @JyotiNag-4445 14 дней назад +3

    ଦରମା ମିଳୁନି ହେଲେ କଣ ପାଇ ଖଟୁଚୁ ରେଜନ ଦେଇ ଦେ

  • @brajeswarisingh909
    @brajeswarisingh909 21 день назад +9

    ତମେ ହେଉନ ମୁଖ୍ୟମନ୍ତ୍ରୀ 🙏

  • @santoshnanda8793
    @santoshnanda8793 20 дней назад +5

    Good Government Mohan Sarkar , Slow and steady wind the race , Tuma Manku kichi milibar nahi

  • @chittaranjandas5018
    @chittaranjandas5018 19 дней назад +4

    BJD ku vote dei 24 barsa kichhi helani sabu currption kari khaigala BJP one month hela asichhi 5years wait kara dekhiba kana heuchhi

  • @lilianaik5756
    @lilianaik5756 14 дней назад +5

    ଆଶା ମାନେ 60000 ହେଲେ ଖୁସି ତ

  • @durgeshpatra4498
    @durgeshpatra4498 20 дней назад +3

    ଯାହା ହେଉ ଦିଦି ବହୁତ ଭଲ କାମ କରିଛ

  • @user-sf2rn3ts1i
    @user-sf2rn3ts1i 20 дней назад +4

    ତୁମେ ସରକାର ଙ୍କର କିଛି କରିପାରିବନାହିଁ

  • @lilianaik5756
    @lilianaik5756 14 дней назад +3

    କିଛି କରିବେ ନାହିଁ ଦେଖ କେମିତି ଫେକୁ ବାବୁ ଫେକି ଫେକି ଭୋଟ ନେଲେ ଆହୁରି ଫେକି କି ରଙ୍ଗ ମାରି 5ବର୍ଷ କାଟି ଦେବେ 😩

    • @Nk_officialvlog143
      @Nk_officialvlog143 14 дней назад

      ନବୀନ ବାବୁ 26 year re କରିପାରିଲେନି ଆଉ ମୋହନ ବାବୁ କଣ 5year re କେମିତି କରିବେ

  • @amarbag5933
    @amarbag5933 19 дней назад +1

    ଦୁଇ ମାସରେ ଯଦି ଅଧିକ ରୁ ଅଧିକ କାମ କରି ଦିଏ BJP ଆଉ ଚାରି ବର୍ଷ ଦସ ମାସ କୋଉ କାମ କରିବ ନା ଚିଟ୍ ଫଣ୍ଡ ଭଳି ଟଙ୍କା ଲୋଟିବ । ଯୋଉ ମେଘ ଗରଜେ ବରଷେ ନାହିଁ

  • @birajrout7432
    @birajrout7432 21 день назад +15

    କିଛି କରାଯିବନି ତମେ ମାନେ BJP କୁ ଭୋଟ ଦେବ ଯିଏ ହିନ୍ଦୁ ନୁହେଁ ସିଏ BJP କୁ ଭୋଟ ଦେବନି ତମେ ନଦେବ ମାନେ ତମେ ବିଧର୍ମି

  • @ChudamaniNaik-q3f
    @ChudamaniNaik-q3f 14 дней назад +1

    Good kahuchhanti asha didi😊

  • @Sumitra554
    @Sumitra554 10 дней назад +1

    Naveen sarkar is the best

  • @JogeswarMajhi-lt7hj
    @JogeswarMajhi-lt7hj 11 дней назад

    ୨୪ ବର୍ଷ ଅପେକ୍ଷା କର,,,ସବୁ ଦାବି ଶୁଣିବେ

  • @gobindamahabhoi1200
    @gobindamahabhoi1200 10 дней назад

    ଖାଇ ଖାଇ ଅଭ୍ୟାସ ରେ ପଡ଼ି ଯାଇଛନ୍ତି

  • @giridharimunda9376
    @giridharimunda9376 14 дней назад

    ବିନା ମୂଲ୍ୟରେ ଯଦି କାମ କରୁଛ କାମ ଛାଡି ଦିଅ

  • @SumatiHembram-ck2ve
    @SumatiHembram-ck2ve 14 дней назад

    ସେ କଥା ଆଗରୁ ବୁଝିବାର ଥିଲା ଏବେ ତ ନୂଆ ସରକାର ତାକୁ ଟିକେ ଟାଇମ ଦିଅ

  • @BidyaBehera-t9v
    @BidyaBehera-t9v 11 дней назад

    I say that all the young men and women in odisha should be given jobs

  • @bijayasahoo6259
    @bijayasahoo6259 20 дней назад +12

    ପୂର୍ବ ସରକାର ଙ୍କ ଦ୍ଵାରା ତୁମେ କୋଉଠି ଥିଲ, ପାରିଶ୍ରମିକ ପାଉନ କାମ କାହିଁକି କରୁଛ, ନୂଆ ସରକାର ସମୟ ତ ଲାଗିବ

    • @manashnayak2794
      @manashnayak2794 18 дней назад +1

      ବାଳ ଟା କରିବ

    • @kumaromanu3137
      @kumaromanu3137 17 дней назад +2

      ତୁ ତଳଟା ତାର କେତେଦିନ ହେଲାଣି । ବସ୍ତି ବାସନ୍ଦ ଙ୍କ ଘର ଭଙ୍ଗା ହଉଚି । ଆଗରୁ ତ ହେଉନଥିଲା ଏମିତି ବସ୍ତି ବାସନ୍ଦ ଯିବେ କୁଆଡେ ।

  • @Prince-dh7vl
    @Prince-dh7vl 14 дней назад +1

    ମୁଁ ଆଜି ଯାଏ ବୁଝି ପାରୁନି ଓଡ଼ିଆ ଅସ୍ମିତା ର ମାନେ କଣ ଖାଲି ଓଡ଼ିଆ ଅସ୍ମିତା କହି କହି ଏମିତି ରାଜନୀତି କରିବ ଆଉ ବିକାଶ ଆଉ ହବନି ବୋଧେ

    • @Nk_officialvlog143
      @Nk_officialvlog143 14 дней назад

      ଭାଇ ସତ କଥା କହିଲ ମୁ ବି ବୁଝି ପାରୁନି ଖାଲି ଅସ୍ମିତା ଅସ୍ମିତା କହିକି ଏଇ 4-6masa ହେଲାଣି chaleichhanti 😂

  • @tulubibhar6442
    @tulubibhar6442 15 дней назад

    Next Navin ❤❤❤❤

  • @SumatiHembram-ck2ve
    @SumatiHembram-ck2ve 14 дней назад

    ଆଶା ଦିଦି ମାନେ ମୋର ଗୋଟେ ଅନୁରଧ j ଏମିତି ହୁଅନି ତାକୁ ଟିକେ ଟାଇମ ଦିଅ

  • @sanjaysethy333
    @sanjaysethy333 17 дней назад

    ମାଉସୀଙ୍କୁ ସିଖାଯାଇ ଅଣାଯାଇଛି

  • @user-qp8qj2ym1z
    @user-qp8qj2ym1z 5 дней назад

    All right

  • @tejkumar8810
    @tejkumar8810 11 дней назад

    BJP upare bharosa rakhantu

  • @bijayakumarjani5558
    @bijayakumarjani5558 20 дней назад +2

    Wait Kara sabu samadhan heba

  • @Singdharani113.Youtuber
    @Singdharani113.Youtuber 18 дней назад +2

    25 ବର୍ଷ ରେ କିଛି ହେଲାନି ଦିଦି ଏବେ ତ ହେଵା ଦରକାର

    • @user-tb9sv1lh5w
      @user-tb9sv1lh5w 11 дней назад

      Time needed,One month hoichhi.wait or watch

  • @Reenabehera0
    @Reenabehera0 16 дней назад +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 Jay jagannath maa Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @asishpanigrahi4902
    @asishpanigrahi4902 17 дней назад

    Bjd jindabad

  • @prashantsethi8429
    @prashantsethi8429 15 дней назад

    ଆଉ ନାହିଁ ଅସ୍ମିତା ଏଇ 14 ରେ ବାହା ହୁଇ ଗଲା 😂😂😂😂😂

  • @pradeepjena3595
    @pradeepjena3595 14 дней назад

    ଏକଦମ୍ ଠିକ୍ କଥା କହିଲେ ମାଉସୀ 🙏

  • @user-kb6wr3bk5j
    @user-kb6wr3bk5j 16 дней назад +1

    Right mausi bjp Katha basi kama kam

  • @santilatapanda1386
    @santilatapanda1386 20 дней назад +1

    Right 👍

  • @natabaranaik5026
    @natabaranaik5026 21 день назад +4

    Tame,chakiri,chhadi,gharaku,polo,.

  • @kailashchandrabehera8609
    @kailashchandrabehera8609 20 дней назад +1

    Asha manku 40 hajar karagala. Bankru neija.

  • @rabinarayanmohapatra4733
    @rabinarayanmohapatra4733 20 дней назад

    Nalinisahu thanks.

  • @Mishkasgarden
    @Mishkasgarden 14 дней назад

    Super Duper Thhaka bjp sarkar, jaha kuhe kichhi karena

  • @subhransudalai8360
    @subhransudalai8360 21 день назад +4

    Kathha prabala kaama durbala

  • @ganeswartarai6212
    @ganeswartarai6212 13 дней назад

    Right

  • @user-xt2dt7oq2x
    @user-xt2dt7oq2x 15 дней назад

    ନବୀନ, ପାଣ୍ଡୁ କଣ ଗୋଟେ ଦିନରେ କରି ଦେଲେ କଣ ମାଉସୀ ନବୀନ କଲାନି କି କିଛି କାମ

  • @hemendrasingh2043
    @hemendrasingh2043 17 дней назад +1

    ଆପଣ ମାନେ ଧର୍ଯ୍ୟ ଧରଂତୁ ମୋହନ ଭାଇନା ଯାହା କୁହନ୍ତି ତାହା କରନ୍ତି ସେ ଛୋଟିଆ କଥା କୁହନ୍ତି ନାହିଁ ସେ କେତେ ବଡ ବଡ କଥା କହନ୍ତି ତାଙ୍କର ଭାଷଣ ଆପଣ ମାନେ ଶୁଣି ଛନ୍ତି କି ନାହିଁ

  • @MIHIR1993
    @MIHIR1993 16 дней назад

    Very good mausi

  • @s....p7120
    @s....p7120 16 дней назад

    ଏ ସରକାର ରଙ୍ଗମରlରେ NO 1😐😘

  • @hiradharsuna3756
    @hiradharsuna3756 20 дней назад

    Good job

  • @raghunathnaik5438
    @raghunathnaik5438 15 дней назад

    ଶଳେ ଫାଳତୁ କମେଣ୍ଟ ଗୁଡ଼ାକ କରନି

  • @runuhnahak6720
    @runuhnahak6720 21 день назад +2

    Tama mana kar darama badheile garib loka kuade jibe

  • @ashisswain8499
    @ashisswain8499 15 дней назад

    Right bhauni

  • @hemendrasingh2043
    @hemendrasingh2043 17 дней назад

    ଭଉଣୀ ଲଢେ଼ଇ କରୁଥିବୁ ଦିନ ଗୋଡି ଯିବ ତ ଚାକିରୀ ସରି ଯିବ --ମୋହନ ଭାଇନା 5ବର୍ଷ ରେ ମାଲାମାଲ --ଆଗାମୀ ସରକାର ଆସିଲେ ଗୁହାରି କରିବୁ ନମସ୍ତେ

  • @timishraikatimi5969
    @timishraikatimi5969 20 дней назад

    Jadu Malam Mohan Majhi double engine cm sir dahi madam

  • @dolagobindparua4008
    @dolagobindparua4008 16 дней назад

    👍 👍👍👍👍👍

  • @umashankarrana29
    @umashankarrana29 20 дней назад

    Right Ans

  • @fatefaith5147
    @fatefaith5147 14 дней назад

    ମୁହଁରେ ମୁତ

  • @umakantirana2496
    @umakantirana2496 14 дней назад

    କିଛି କରିବନି, ଲୋକଙ୍କୁ ଠକୁଛି ବିଜେପି ମୋହନ ମାଝି ସିଏ ସତରେ କୁ କାମକୁ ନୁହଁ

  • @raghunathnaik5438
    @raghunathnaik5438 15 дней назад

    କିଏ କାହା ବାପାର ଦେଵ କି

  • @user-qu3kh3hf9z
    @user-qu3kh3hf9z 14 дней назад

    Jay navin sir jay jhagarnath 🙏🙏🙏

  • @durgadas9778
    @durgadas9778 11 дней назад

    Emane 3 engine hele bhi
    Kichhi kari pari be ni,,,,,
    Nabin Babu chhoda,,,,
    I like Nabin Odisha❤

  • @thomassabar8511
    @thomassabar8511 14 дней назад

    Asha didi Mane chakiri chada anya mane karibe chakiri

  • @humanquantum2350
    @humanquantum2350 17 дней назад

    Har sal strike

  • @managobindaswain1076
    @managobindaswain1076 14 дней назад +3

    ନବୀନବାବୁ ଥିବା ଯାଏଁ କିଛି ଅସୁବିଧା ନଥିଲା ? ମୋହନମାଝି ଆସୁ ଆସୁ ଏମାନଙ୍କୁ ସବୁ ଅସୁବିଧା ହେଉଛି l

  • @bijaykumarrout4161
    @bijaykumarrout4161 21 день назад +1

    Aska40

  • @user-ix6pi2op5g
    @user-ix6pi2op5g 17 дней назад

    Bjp ku vote deichha dabble labha paiba cm tike enjoyment karishrila tume nichay milba debe,tike apekhya kara

  • @ganeswartarai6212
    @ganeswartarai6212 13 дней назад +1

    Kain bjd ki kahilani aaG tora ranga baharuchi

  • @partha2218
    @partha2218 21 день назад +2

    5 years apeskhya Kara sabu thik heba. Manipur re double engine......

  • @user-kb6wr3bk5j
    @user-kb6wr3bk5j 16 дней назад +1

    Bjp asila dabal mahanga haba

  • @sanjaysethy333
    @sanjaysethy333 17 дней назад

    ମୁଖ୍ୟମନ୍ତ୍ରୀ ଙ୍କୁ respect dia

  • @harabaral2440
    @harabaral2440 18 дней назад

    କିଛିକରିବେନ ଖାଲି ସୁନ

  • @amitnanda1706
    @amitnanda1706 16 дней назад

    Right👌

  • @prafullachandrasethy6222
    @prafullachandrasethy6222 10 часов назад

    24 barsha hela kuade kan heichhi ? One month sarkar kan leuteidebe ? Wait for minimum 2 years. bjd lageideichhi.babi das jemiti govt qwater re sudang karithile seia lokanku darkar. Magana chapal luga. Magana bhata hele odisha loka khusi.tene neta pachhe kotikoti tanka hadap karantu.dhanya odisha.

  • @Dhira196
    @Dhira196 19 дней назад

    Cpm deba

  • @HappyNayak-dx5qm
    @HappyNayak-dx5qm 18 дней назад

    Kuha bjp kahithila pachika mahila mananku 26000tanka masika haba darkar vote purbaru pachika asha andolan re bjp kan kahuthila

  • @ajayajena319
    @ajayajena319 19 дней назад

    ଅସ୍ମିତା କ'ଣ???

  • @narottamsahu2707
    @narottamsahu2707 21 день назад +5

    Kichi Kari paribni

  • @user-lw8hr4vu9m
    @user-lw8hr4vu9m 15 дней назад

    ❤mohan majhi .❤....r u .strong ...jo horahahe chup se sun darmat ham tere sath hoon .kalkey.abtar..ok .chuma ..or .nispati sagi sahi kar mat dar bjp modi ki avisap ki durbalata rajyapal ki kurchi hilarahahe tum bjp ki taraf hona idiliye dharjya rakho ..

  • @soubhagyachandradeo2034
    @soubhagyachandradeo2034 18 дней назад

    ❤❤❤right ❤❤❤

  • @user-kn4zs7ni4k
    @user-kn4zs7ni4k 20 дней назад +2

    Maa ete byasta kahinki

  • @RaimatMurmu-fr1pd
    @RaimatMurmu-fr1pd 15 дней назад

    Madam ai paribartan ra govt to paribartan hin heba
    Election time re to samaste paribartan katha bhabila ,candidate ku dekhilani dekhila chinha abe sei chinha ku dekhi 5yr nija mana ku santana dio

  • @jaduhemram9930
    @jaduhemram9930 16 дней назад

    right mohan sarakar zero sarkar.adibasinkara sarbasa luti neuchhanti ghara uchheda kariki.

  • @jayantisahoo-cd5ng
    @jayantisahoo-cd5ng 15 дней назад

    Mohan majhi sir apana anganbadi asa jete sabu faltu pist sabu uthai diantu only govmt school lagu karantu ate jhamila nathiba

  • @sangram241
    @sangram241 7 дней назад

    25 barsa ra sassna re kebhe asmita katha uthini bjp kan sarkar karuchi je ete asmita asmita heuchhati chhi bjp

  • @sourajitguru7911
    @sourajitguru7911 15 дней назад

    Kan pai mausi emiti haucha
    Tike ruha agaku Kan hauchi dekha
    Mase heichi tike dekha kn hauchi

  • @jaydebmajhi236
    @jaydebmajhi236 20 дней назад

    Like video 🥳🥳🥳🥳🥳

  • @anusuyareddy3191
    @anusuyareddy3191 21 день назад +1

    Bhauni dharjya dhara byasta huani sabu kama kariba pain samaya darakara

  • @sushantamalik3384
    @sushantamalik3384 18 дней назад

    Aguda nkara darama ba badheithile Nabeen babu puni kn asigale rajrasta ku .Aguda nkra kama kichhi nai khali darama badha a

  • @santoshkumarnayak4569
    @santoshkumarnayak4569 20 дней назад

    Double Engine Fail .

  • @brahmanand7584
    @brahmanand7584 20 дней назад

    Please vote for double engine government. Why did not give vote for BJD

  • @ShyamHembram-zx4gk
    @ShyamHembram-zx4gk 20 дней назад +1

    Asa chhadi diya

  • @nareshchandrabiswal9263
    @nareshchandrabiswal9263 20 дней назад

    Bjd re khai khai....muhanre lagijaichi

  • @amitbindhaniamitbindhani5332
    @amitbindhaniamitbindhani5332 16 дней назад

    Double engine re lord neiparunhi au kn koribo khali double engine au kichi nuho

  • @-hp7et
    @-hp7et 15 дней назад +4

    ମୁ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଙ୍କୁ ଅନୁରୋଧ କରୁଛି ଯେ ଇ ଗୋଟେ ଗୋଟେ ଆଶା କର୍ମୀ ମାନଙ୍କୁ ମାସ କୁ ୬୦ ହଜାର ଟଙ୍କା ଦିଅନ୍ତୁ। ଆଉ ଏମାନେ ଲଢେ଼ଇ ଜାରି ରଖି ବେନି।

  • @tulubibhar6442
    @tulubibhar6442 15 дней назад

    Dubwal inzine sarkar 😂😂😂😂😂😂😂😂😂

  • @resmasingh6850
    @resmasingh6850 11 дней назад

    Asha mane kana kama karuchhanti

  • @steminarani5803
    @steminarani5803 19 дней назад +1

    ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ମାଁ ଭଲ କଥା କହୁଛନ୍ତି ❤❤❤