ଏ ୱାଙ୍ଗ୍ ଗୁରୁ_ପ୍ରତିମୂର୍ତ୍ତି ପ୍ରତିଷ୍ଠା ଭିଡିଓ_Lyrical n Studio Version_Deepa & Divya Presents_2023

Поделиться
HTML-код
  • Опубликовано: 20 сен 2024
  • 🙏🙏🙏
    ଜୟ ଶ୍ରୀ କୃଷ୍ଣ l ଗୁରୁ ପ୍ରଧାନୀ ଗମାଙ୍ଗଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ଦିବସ ମଇ ମାସ ତା.୨୭/୨୮/୨୯ ର କିଛି କିଛି ଭିଡିଓ ଆପଣ ମାନଙ୍କ ନିକଟକୁ ପହଞ୍ଚାଇବାର ଉଦ୍ୟମ କରି ଥିଲି କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବହୁତ୍ କିଛି ଭିଡିଓ ଖରାପ୍ ହୋଇଯିବା ଫଳରେ ଅଳ୍ପ କିଛି ଭିଡିଓ ଓ Studio Version ଏବଂ Lyrics ସହ ବହୁ ବିଳମ୍ବରେ ପହଞ୍ଚାଇ ଅଛି l ଭିଡିଓଟି ଦେଖନ୍ତୁ ଯଦି ଆପଣ ମାନଙ୍କୁ ଭଲ ଲାଗିଲା ତାହା ହେଲେ ଢେର୍ ସାରା ଭଲ ପାଇବା ଦେଇ Like, Share ଓ Comments କରନ୍ତୁ l
    🙏🙏🙏
    🙏 ଜୟ ଶ୍ରୀ କୃଷ୍ଣ 🙏
    #devotionalsong
    #Sureshsabar
    #Sourabhajan
    #Ewangguru
    #Sourasong
    #Souratribalsong
    Song Credits
    Song - E Wang Guru
    Singer - Suresh/Sushama
    Music n Lyrics - Suresh Sabar (Tumula)
    Music Arrangement - Kumar Mantu(Nuagada)
    Recording n Mixing - Style Studio, Nuagada
    Banner - Deepa & Divya Presents

Комментарии • 124