ଶ୍ରୀ ଜଗନ୍ନାଥ କଥାମୃତ, ବାଲିକୁଦା, ଜତସିଂହପୁର, ଶ୍ରୀ ପତତପାବନ ମନ୍ଦିର/manoj pradhan, ମନୋଜ ପ୍ରଧାନ

Поделиться
HTML-код
  • Опубликовано: 20 сен 2024

Комментарии • 33

  • @mahendranayak2273
    @mahendranayak2273 Месяц назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ମନୋଜ ପ୍ରଧାନ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏🏻🙏🏻🙏🏻 ବହୁତ୍ ସୁନ୍ଦର ଭଗବାନ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏମିତ କଣ୍ଠ ସବୁ ଦିନ ଥାଉ

  • @fakirbaral5313
    @fakirbaral5313 2 месяца назад +1

    ମନୋଜ ପ୍ରଧାନଙ୍କ ପ୍ରବଚନ ବହୁତ ସୁନ୍ଦର ହେଇଛି। ସବୁ ଦିନ ମୁଁ ଶୁଣୁଛି ।ମୋ ଜୀବନ ସାର୍ଥକ ହେଇଗଲା । ବିକିପୁର ଆପଣ ଆସିବା ଠାରୁ । ଜୟ ଜଗନ୍ନାଥ ।

  • @JayJagannathshortvideo
    @JayJagannathshortvideo 2 месяца назад +11

    ପ୍ରଣାମ 🙏 ହେ ମହାରାଜ ଜି ଆପଣଙ୍କର ଶ୍ରୀ ଜଗନ୍ନାଥ ମୋହାପ୍ରଭୁଙ୍କ କଥା ବୃତ , ଶୁଣି ମୁଁ ମୋର ଜୀବନ ଧନ୍ୟ ମନ କରୁଛି।ସତେ ଲାଗୁଛି କାଳିଆ ସାଆନ୍ତ ମା ସରସ୍ଵତୀ ଆପଣଙ୍କର କଣ୍ଠରେ ବସିଛନ୍ତି, ମୁଁ ଛୋଟ ପିଲାଟି କିନ୍ତୁ ଆପଣଙ୍କ କଥା ଶୁଣି ବାକୁ ବହୁତ ଭଲ ପାଏ, ଯଦି ସେଇ କାଳିଆ ସାଆନ୍ତଙ୍କର ଦୁରି ବା ପ୍ରଭୁଙ୍କର ଇଚ୍ଛା ହୁଅନ୍ତା ଆପଣଙ୍କର ସହିତ ସେଇ କଥା ବା ଦର୍ଶନ ହୁଅନ୍ତା ❤ ଜୟ ଜଗନ୍ନାଥ 🙏

    • @ODICART-jt3ww
      @ODICART-jt3ww 2 месяца назад +2

      ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏

  • @BarshaBikash-lz5sh
    @BarshaBikash-lz5sh 24 дня назад

    ପ୍ରଭୁ ଆପଣଙ୍କ ପ୍ରବଚନ ମୁଁ ସବୁଦିନ ରାତି 12 ଯାଏ ସୁଣୁଚି ନହେଲେ ମୋତେ ନିଦ ହଉନି

  • @manashsethi4439
    @manashsethi4439 Месяц назад

    Jay Jagannath Swami 🙏🙏🙏

  • @hadubandhubehera6136
    @hadubandhubehera6136 2 месяца назад +1

    ମନଜ ବାବୁ ଆପଣଙ୍କ ସୁ ମଧୁର କଣ୍ଠରେ ଜୟ ଶ୍ରୀ ଜଗନ୍ନାଥଙ୍କ କଥା କହୁଥିବା ରୁ ଆମ୍ଭେ ମାନେ ଆନନ୍ଦ ଉଲ୍ଲାସରେ ସୁଣି ପରୁଛୁ । ଆପଣଙ୍କୁ କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏🙏🙏।
    ସେଷରେ ଆପଣଙ୍କୁ ନିବେଦନ କରୁଛୁ କି ଜୟ ଶ୍ରୀ ଜଗନ୍ନାଥ ଙ୍କର ନୂଆ ନୂଆ କଥା ବା ପ୍ରବଚନ ପ୍ରଦାନ କରିବେ ।

  • @user-bd2tz4ep7j
    @user-bd2tz4ep7j 28 дней назад

    Jay jagannath swami Nayan patha gami bhaba tume

  • @ratikantmishra3921
    @ratikantmishra3921 29 дней назад

    Jay maha prabhu

  • @RAJANIPRADHAN-ic2tw
    @RAJANIPRADHAN-ic2tw 26 дней назад

    Jay jagannth

  • @gopalkrushnasamal1196
    @gopalkrushnasamal1196 Месяц назад

    କି ସୁନ୍ଦର ଆପଣଙ୍କର ପ୍ରବଚନ ଆଉ ଆପଣଙ୍କର ମଧୁର ଙ୍କଠ

  • @MITASETHI-z7o
    @MITASETHI-z7o Месяц назад

    jay jay shree jagannath swami nayan patha gami bhaba tume 🪔⚫‼️🌑🌿🚩🙌🙏🙏💐🎉💐 pranam aagya paditaji 🙏❤️🌹❤️🙏🌿🙏❤️🌹❤️🙏🌿🙏

  • @Ashokbhuyan-qp6tk
    @Ashokbhuyan-qp6tk Месяц назад

  • @BapiDas-w1e
    @BapiDas-w1e Месяц назад

    Jayshree jagan nath

  • @jollyrouts.s.r633
    @jollyrouts.s.r633 25 дней назад

    My from Jagatsinghpur ❤

  • @oyesumant
    @oyesumant 2 месяца назад +3

    Sabu video re 90 % sei same prabachan sei same Katha
    Laguchhi ghosi deichhanti au
    Kichhi nua Katha kuha

  • @J.lokanathAchary-eb6ho
    @J.lokanathAchary-eb6ho Месяц назад

    On namo sibay

  • @kichakeswarifilms
    @kichakeswarifilms 2 месяца назад +1

    👏ଜୟ ଜଗନ୍ନାଥ 👏

  • @adityamoharana3115
    @adityamoharana3115 2 месяца назад +1

    🙏🏻🙏🏻🙏🏻

  • @gopalkrushnasamal1196
    @gopalkrushnasamal1196 Месяц назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ,,,🙏🙏🙏

  • @DukhiniNath
    @DukhiniNath 2 месяца назад +1

    Jay Jagannath

  • @DrujyadanaBal
    @DrujyadanaBal Месяц назад +1

    Jay Jagannath 🐚🌺,

  • @କୋଶଳଭିଡ଼ିଓ
    @କୋଶଳଭିଡ଼ିଓ 2 месяца назад +1

    Madhura kantha swara gitikara agya nkara

  • @alokkumarvlogs1651
    @alokkumarvlogs1651 2 месяца назад

    Jay shree jagannathaya namaha.

  • @oyesumant
    @oyesumant 2 месяца назад

    Prabachan sunibaku bhala lagilani but se bhai ra voice
    Au tabla jie bajauchhanti Kan bajauchha mast

  • @miluramswain3583
    @miluramswain3583 2 месяца назад

    Jay Jagannath ⭕❗⭕🙏🙏🙏🙌🙌🙌

  • @biswaranjanswain3431
    @biswaranjanswain3431 2 месяца назад

    Jay Shri Jagannath

  • @JyotiranjanMohapatra-t4p
    @JyotiranjanMohapatra-t4p 2 месяца назад

    🙏🏾🙏🏾🙏🏾

  • @prabinkumarjena3623
    @prabinkumarjena3623 2 месяца назад

    🙏🙏🙏🙏

  • @odiareality7817
    @odiareality7817 Месяц назад

    Manoj Bhai , Vocal change karantu , swara bilkul nahi , bhaba bhangi jauchi

  • @dpradhan4970
    @dpradhan4970 Месяц назад

    Khordha,tangi re gt pogram heba apana asibe ki monoj Babu

  • @Anukulasahoo-qr1zz
    @Anukulasahoo-qr1zz Месяц назад

    Manoj sir aapanka contact number tk debe ki

  • @JyotiranjanMohapatra-t4p
    @JyotiranjanMohapatra-t4p 2 месяца назад

    🙏🏾🙏🏾🙏🏾