Tension flare up as BJD and BJP supporters clash during nomination filing in Khordha
HTML-код
- Опубликовано: 5 фев 2025
- #ମୁହାଁମୁହିଁ_ବିଜେଡି_ବିଜେପି
ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ହଟ୍ ସିଟ୍ ଭୁବନେଶ୍ବର ପାଇଁ ଆଜି ଅପରାଜିତା ଓ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସର୍ ପାଲଟିଥିଲା ରଣକ୍ଷେତ୍ର। ଉଭୟଙ୍କ ସମର୍ଥକ ପ୍ରାୟ ୨ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ପରସ୍ପର ବିରୋଧରେ ନାରାବାଜି ଓ ହୋହ୍ଲାଲା ବି କରିଥିଲେ।...
#Pratidin #Nomination #Election2024 #Khordha #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଜୟ ଶ୍ରୀ ରାମ
ଏ ହେଇନି କିଛି ଏ ଆଗକୁ ଦେଖ
🙏ଜୟ ଜଗନ୍ନାଥ 🙏
ମନ୍ମଥ କୁ ଭୋଟ ଦିଅ ନାହିଁ। ବୋପାପରି କୋଉ ଦଳକୁ ଡେଇ ଯିବ।
Only oporajita
Hoire maagiha dian dala rahiki tu kahuchu
@@ranjansubhadf-vc9xoau tamaku debu
Úúuúuuúuúuúuuúúúuúúúhhhhúúj😮@@ranjansubhadf-vc9xo
ବୋରଝାଞ୍ଜିଆ ଙ୍କୁ ଭୋଟ ନାହିଁ... ବିଜେପିକୁ ଭୋଟ ଦେବୁ ହିନ୍ଦୁତ୍ୱକୁ ରକ୍ଷା କରିବୁ 🚩🚩🚩🚩ଜୟ ଶ୍ରୀରାମ 🚩🚩
Bhai hindu kn lop hoijauchhi ki😅😅😅
Bhae tume Hindustan re naha ki.
Boka choda jay jagannath jay bjd
ବାଳ ନା ବଜରଙ୍ଗ ଦଳରେ ମୁଁ ଯାଇଥିଲି
ରାମାୟଣ ରେ କେତେଟା କାଣ୍ଡ ପଚାରିଲି କାହାକୁ ଆସିଲା ନାହିଁ ,
BJP ଏକା ହିନ୍ଦୁ ଆଉ BJD ବୋଧେ ପାକିସ୍ତାନୀ
@@ashokbehera8460 ମୁଁ ପକ୍କା ହିନ୍ଦୁସ୍ତାନୀ😂😂
ଅପରାଜିତା ମାମ୍ ନିଶ୍ଚିତ ଭାବରେ ବିଜୟୀ ହେବେ
Jay BJP.. Only BJP will Win
ଅମାନତ ହରେଇବା ସୁର ପୁଅ... ଏଥର ଯୋଡ଼ିଏ ଫୁଲ
Totally sankh maya
@@rakeshdhal1739 au nuha ethara paribatana
Tate June 4 re paribartana kari debe
@@rakeshdhal1739 jadi paribartana na hela jani nabu emiti krita dasa hoiki rahibaku odisha loka nku bhala laguchhi 👍👍👍
Mane mane❤❤❤❤
ମୋର ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ....
1) ମଣିପୁର, ଲାଦାଖ୍ ଭଳି BJP ଶାସିତ ରାଜ୍ୟରେ ଯେଉଁ ଲଜ୍ୟାକର ଅନୈତିକତା କାର୍ଯ୍ୟରେ BJP ପଦକ୍ଷେପ ନେବା ବଦଳେ ମୁଢ ହୋଇ ରହିଛି ତାହା କଣ ତୁମକୁ ଦେଖାଯାଉ ନାହିଁ କି!
2)ବର୍ତ୍ତମାନ ଦେଶରେ କୋଉଠି ମଧ୍ୟ ନାରୀ ସମାଜ ସୁରକ୍ଷିତ ନାହିଁ। ଆଶ୍ଚର୍ଯ୍ୟ ଲାଗେ ଯେ, ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ BJP ଶାସିତ ରାଜ୍ୟ ଗୁଡିକ ହିଁ ନାରୀ Rape Case ତାଲିକାରେ ସବା ଉପରେ ରହିଛି। ପୁଣି ଏହା ମଧ୍ୟ ଦେଖୁବାକୁ ମିଳିଛି ଯେ କେବଳ BJP ଶାସିତ ରାଜ୍ୟ ଗୁଡିକରେ ହିଁ ଅଶିକ୍ଷିତ ଓ ବେକାରୀ ମାନଙ୍କ ସଂଖ୍ୟା ସର୍ବାଧୂକ।
3) ଓଡିଶାରେ ରୋଜଗାରର ସୁବିଧା ନାହିଁ ବୋଲି ଓଡିଶାବାସୀ ମାନେ ଯେଉଁ BJP ଶାସନ ଉପରେ ଆଶା ରଖୁଛନ୍ତି କେବେ ସେମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କି, ଆମ ଦେଶର ବିହାର,ରାଜସ୍ଥାନ,ଛତିଶଗଡ ଭଳି ଅଧୂକାଂଶ BJP ଶାସିତ ରାଜ୍ୟର ଲକ୍ଷାଧୂକ ଶ୍ରମିକମାନେ ମଧ୍ୟ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି! ସେମାନଙ୍କ ପାଇଁ ମଧ୍ଯ ନିଜ ରାଜ୍ୟରେ BJP ସରକାର ଭଲ ରୋଜଗାରଟିଏ ଯୋଗାଇ ପାରି ନାହିଁ।ତେଣୁ ଅଧିକତ ସେମାନେ ମଧ୍ୟ ଆମ ଭଳି ନିଜ ରାଜ୍ୟ ଛାଡି ତାମିଲନାଡୁ,କେରଳ, କର୍ଣ୍ଣାଟକ ଭଳି କଂଗ୍ରେସ ଶାସିତ ରାଜ୍ୟକୁ କାମ କରିବାକୁ ଯାଆନ୍ତି।
4)କହିବାକୁ ଦୁଃଖ ଲାଗେ ଯେ,ଡଃ B R ଆମ୍ବେଦକରଙ୍କ ତତ୍ତ୍ବାବଧାନରେ ପ୍ରଣିତ ଭାରତର ସମ୍ବିଧାନ ଯାହାକି ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ସମ୍ବିଧାନ ରୂପେ ପରିଚିତ ତାହାକୁ ପ୍ରଧାନମନ୍ତ୍ରୀ ଅଲାଚ୍ଛୁକତାର ସହ ବଦଳେଇବାକୁ ଯୋଜନା କରୁଛନ୍ତି।
5)ସମସ୍ତଙ୍କୁ ମୋର ଏତିକି ଅନୁରୋଧ ଯେ,ଯିଏ ଜାତି ଧର୍ମ ନାମରେ ଭୋଟର ପ୍ରଚାର କରନ୍ତି ତାଙ୍କୁ ଅନ୍ଧଭକ୍ତଙ୍କ ଭଳି ଭୋଟ ନଦେଇ ଯିଏ ଶିକ୍ଷା,ନ୍ୟାୟ, ରୋଜଗାର,ବିକାଶ ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି ତାଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ହେବା।
ଏତଦବ୍ୟତୀତ...
6)BJP ନେତା ମାନଙ୍କୁ ମୋର ଅନୁରୋଧ ଦୟାକରି ମୋର ଅଳ୍ପ କେତୋଟି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ...
୧ -୨ କୋଟି ନିଯୁକ୍ତି କୁଆଡ଼େ ଗଲା .. ??
୨ -୧୫ ଲକ୍ଷ କୁଆଡେ ଗଲା .. ??
୩ - ସବୁ କଳାଧନ କୁଆଡେ ଗଲା .. ??
୪ - ୧୦୦ ଟା ସ୍ମାର୍ଟ ସିଟି କୁଆଡେ ଗଲା .. ??
୫ - ପେଟ୍ରୋଲ ଦାମ କେତେ ଥୂଲା କେତେ ହେଲା ..??
୬ - ଡିଜେଲ ଦାମ କେତେ ଥିଲା କେତେ ହେଲା .. ??
୭- LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା .. ??
୮ - ଉଜ୍ଜ୍ବଳା ଯୋଜନା ପ୍ରହସନ ନୁହେଁ କି .. ??
୯ - ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା .. ??
୧୦ - ରାଫେଲ ଦୁର୍ନୀତି କିଏ କରିଛି .. ??
୧୧ - Air india କୁ କିଏ ବିକିଲା ଓ କାହିଁକି .. ??
ଲାଜ ନାହିଁ ଏମାନକୁ ହିନ୍ଦୁ କୁ ମଧ୍ୟ ଭାଗ ଭାଗ କରୁଛନ୍ତି । ଜଗନ୍ନାଥ ଓ ଶ୍ରୀରାମ କଣ ଅଲୋଗା।
କର୍ମୀ ନା ବାଳ କାମ ଧନ୍ଦା ଛାଡି ପଛରେ ଡେଇଲେ କଣ ହବ,ଆଜି କାହାର କଣ ହେଇଥିଲେ କୋଉ ନେତା ପିଠିରେ ପଡିଥାଆନ୍ତେ,ତମ ପରିବାର ଭାସିଥାଆନ୍ତେ,ଏମିତି ନହେଇ ଶାନ୍ତିପୂଣ୍ଣ ଭାବରେ ନିର୍ବାଚନ ହଉ,
Right
You are right
ଆଉଥରେ ଅପରାଜିତା ଭୁବନେଶ୍ବରରୁ ସାଂସଦ ହୁଅନ୍ତୁ ଏକଥା ଭୁବନେଶ୍ବରବାସୀ ବହୁ ଆଗରୁ ନିଷ୍ପତି ନେଇସାରିଛନ୍ତି ! ରାଜ୍ୟପଦ୍ମମୟ ହୋଇ ସାରିଲାଣି ଏଥର ଆଗକୁ ମାଜି ଚାଲ
Kichhi habani 😂😂😂😂😂 kuade maducha ... Ghre ruha .
.😅😅😅😅.odisha re bjp ra mukhya mantri kia??? Jahara mukhya mantri thik nahi se dala kuade jitiba ...what a joke .😂😂😂😂😂
ଅପରାଜିତା ସୁନାମି ଲହରୀ ଆସୁଛି ❣️❣️❣️👌👌👌👍
Bjp only
ଫୁଲ ହିଁ ଫୁଲ ଦରକାର ଏ ପେଁ ପୁଁ ଶବ୍ଦ ଦରକାର ନାହିଁ,ଜୟ ଶ୍ରୀ ରାମ
Only BJP jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad
ବିଜେଡି ଏବେଠୁ ହାରିବା ଚିତ୍କାର କରିବା ଆରମ୍ଭ କଲେଣି
Only BJP 🎉🎉jitiba
ଅପରାଜିତା is great
Seita bedha ta
ବୋପା ପୁଅ ଭଲ ଅଭିନୟ କରୁଛ ଲୋକଙ୍କୁ ଭୁଆଁ ବୁଲୋଉଛ କିନ୍ତୁ ସାଧାରଣତ ଜନତା ସବୁ ଦେଖୁଛନ୍ତି ଠିକ୍ ସମୟରେ ଜବାବ୍ ଦେବେ
Jay bjp
ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ
Tu hindu na Muslim
Only bjp
@@mn6036 ame hindu aau janichu nupur sharma ku muslim Gali karuthila bele modi dharchuan dauni
Only bjp❤
@@jagadebkumarfamilyvlog3882 😂😂😂😂😂 seitiki comedy
ନବିନୀ ବଞ୍ଚିଛି କି
Great question ❓
ଯେମିତି ଲାଗୁଛି ପ୍ରଭୁ ଜଗନ୍ନାଥ ଆଉ ପ୍ରଭୁ ରାମ ଆଉ ଥରେ ଆସି କି ଲୀଳା କରିବେ କୁ
aga Sri Ram bhi tanka pre
Aparajita ❤
ବିଜେପି ଜିନ୍ଦାବାଦ 💐👌🏻
Vote for ଓଡ଼ିଶା। Vote to କଂଗ୍ରେସ 🇮🇳🇮🇳🇮🇳♥️।
ଅପରାଧୀ ପ୍ରେମୀ BJP ଦଳକୁ ଓଡ଼ିଶାର ସଚେତନ ଜନତା ପୁଣିଥରେ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ।
Bjd hataaoooo
Bjd hatao
Bjd hatao Dadan bancho
Bjd hariba
ନିଶ୍ଚିତ
କାରଣ ଭୋଟ ପୂର୍ବ ଦିନ ମଦ aau mutton ଉଡ଼ିବା ନା
ଛି ଛି😊
ବିଜେଡ଼ି/ପାଣ୍ଡୁ ତାମିଲି ଶାସନ ହଟାଓ ଓଡିଶା ବଞ୍ଚାଓ.
Bihari besya hatao odisha bachao
ଜୟ ନବୀନ ପଟ୍ଟନାୟକ
❤❤❤❤ only bjp win odisha ru
Bap pua ❤❤❤❤ choor only BJP aprajita
BJD hatao Odisha bachao
Only bjp
B j p jindabad ♥️👍 ok
ସୁର ରାଉତ ରାୟ ଦୁଇ ମୁହାଁ ସାପ, ସେ ବିରୋଧୀ ଉପାଦାନ ପ୍ରଚାରକୁ ସମର୍ଥନ କରି କଂଗ୍ରେସ ଭୋଟ୍ ନଷ୍ଟ କରୁଛନ୍ତି। ପାଇକ କାର୍ଡ ଖେଳିବା ବନ୍ଦ କରନ୍ତୁ | ପାଇକ ତୁମକୁ ବିଶ୍ୱାସ ଭାଙ୍ଗିବାର ଉତ୍ତର ଦେବ |
ସୁର ଭାଇଙ୍କ ଦୁଇ ପୁଅ ହେଉଛନ୍ତି ବିଜେପି ଟୁଲ୍ କିଟ୍ | ବିଜେପି ଜିତିବ କାରଣ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଭୋଟ୍ ବାଣ୍ଟିବା ପାଇଁ ଉଭୟ ଭାଇଙ୍କୁ ଭାରି ଟଙ୍କା ଦିଆଯାଉଛି। ଏହି ଯୋଜନା ଉଭୟ ଭାଇ ଏବଂ ବିଜେପି ପାଇଁ ଏକ ବଡ଼ ବିନାଶ ହେବ।
ଜିତିବା ଲୋକ ଯିଏ ଜିତିବ ଏମାନେ ସବୁ ମାଡ ଗୋଡ଼ି ହେଇ ହଇରାଣ ହେବେ ସେମାନେ ହେବେ ରାଜା ପଇସା ଗାଦି ରେ ବସିବେ
Jay shree Ram
Au thare aparajita
Vote bjp
ଜୟ ବିଜେଡି
ୱାଓ କି ନାଟକ ଚାଲିଛି ଭାଇମାନେ ଏପଟେ ପୋଷ୍ଟ ମେଣ୍ଟ bjp bjd । Vote for odisha । Vote to Congress 🇮🇳🇮🇳🇮🇳♥️।
Bjp.asibo
ଜୟ ମୋଦୀ ❤❤❤❤
Manmatha jitiba thaya jay bjd jay naveen jay bjd jay pandian sir ❤
Balana tu sala tmilbala bjd chata.
Aparajitaa ethar haariba
Jay jagannath
Only BJP can save Hinduism 🕉️
Vote for BJP 🎉🎉
ଭଲ ପ୍ରlଥି ଦେଖି ଭୋଟ ଦିଅନ୍ତୁ 🙏
ନାନୀ ଆଉ 5 ବର୍ଷ ରହିଲେ ଓଡ଼ିଶାକୁ ଖାଇ ଜିବେ
ଜୟ ଶ୍ରୀ ରାମ।।।।।। ଜୟ BJP 🚩🚩🚩
Jay maa mangala
Jay Jagannath 🪔🪔🪔🪔🪔⭕❗⭕🙏🙏🙏🙏🙏 Jay shree Ram 🪔🪔🪔🪔🪔⭕❗⭕🙏🙏🙏🙏🙏
Jaha kaha Aparajita madam hin suitable candidates for Bhubaneswar
ନାଟକ ବାଜିରେ ,,,,,,, ବାପା ସୁର 1 ନମ୍ବର ,,,,,, ପୁଅ ମନ୍ମଥ 2 ନମ୍ବର
Jie bapara nuha bhaira nuha se kahara nuha
ଅପରାଜିତା ହଟାଅ...
BJP🌹🌹🌹
Jay Jagannath ⭕‼️⭕🙏
BJD Jagannath nka parikrama tanka lutile Prabhu 🙏 ethara BJD ku out karibe
ପଦ୍ମ ଫୁଟିବ 100ରୁ 100🙏🏻👍
BJP jinda baad.
Bjd is great
Jay hind jay congress ethara rahul gandhi priminister koi nahi rok sakta @@❤❤
Bisadhara sapa heuchi bjp
Wahh didi wahhh 😅😅😅
Aparajita mam always aparajita must win with Modi hawa
Only. B.j.p..ln. B.b.s.r
Otv gote one side channel .....kebela gote dala ra vala katha kahuchi ... .
Only jai jaganath
ତୁ ହାରିବୁ ଏଥର ଅପରାଜିତା
😡😡
ଆଗ ଆମ ପାଇଁ କିଛି କରୋ ତା ପରେ ଆମ ପାଖକୁ ଆସ ଶଳା ଚୁର ସବୁ ନେତା ଭୋଟ ପାଇଲେ ଆମକୁ କିଏ ପଚାରେ 😡😡
ବାଳ ଭୁଟ ଟାଇମ ହେଲେ ଅସି ଗଡ ଧରୀବ😡😡
ଓଡ଼ିଆ ରେ ସବୁ। ନେତା congres , BJD,bjp ସବୁ ଶଳା ଚୁର କେହି ଶଳା କିଛି କରିବେ ନାହିଁ ସବୁ 😡😡😡😡
Authare aparajita mam
ଜୟ ବିଜେପି 👍🏻
BJP jindabad jindabad jindabad 🙏
Aprajita sarangi jindabad jindabad 🙏
Sabu gunda dala hauchi BJD😂😂
Only bjd
ବିଜେପି 100/100
No Comparison with Aparajita..She has worked and been with the people and by the people..She has blessings for BJP leaders
ଜୟ BJP ଜୟ ଶ୍ରୀରାମ
Vote for Aparajita
Bjd ହଟାଇ ଓଡ଼ିଶା ବଞ୍ଚାଅ
ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଭିଡ଼ ଜମେଇବ ଆଊ ପିଲାମାନେ ପରୀକ୍ଷା ଦେଇପାରିବିନି,
Satya ra Jay heu
Only Jay Jagannath
Narendra modi au nabeen pattanaik 2ti 🧸🪀 au remote pandian(tamil chora)=amit saha(gujurat chora) 😁😁😁
Only BJD Manmatha Bhai zindabad 💚💚💚💚💚💚🫡🫡🫡🫡🫡🫡🫡🫡🫡
Jai jagannath ❤
ବିଜେଡି 🎉🎉🎉
Bjp jinda bad
Jay madam jindabad
One and only Aparajita
ଠିକ୍ କହିଚୁ ବୁଡିବ ତ ଏକାଥରେ ସମସ୍ତେ ବୁଡ଼।
❤❤❤
Bjp
ଖରାଦିନ ଫୁଳ 🥀 ଫୁଟିବନି ଦିଦି 😂😂😂
ଏବେ ସାରା ଓଡ଼ିଶା ଜାଣି ସାରିଲାଣି ସୁର ରାଉତ ରୟେ ଓ ତାର ପରିବାର ର ଓଜନ କେତେ ବାପ କଂଗ୍ରେସ କଂଗ୍ରେସ ପାଣି ପିଉଥିଲା ନାହିଁ ଏମିତି କି ଯେତେ ବେଳେ ରାତ୍ର ପତି ଭୋଟ ରେ ଯିଏ କହିଥିଲା ଆଗ ପାର୍ଟି ପଛରେ ମାଟି ଆଉ ଏବେ ତା ପୁଅକୁ BJD ପା ର୍ଥି କରଚି ସେଥି ପାଇଁ ଏବେ ଓଡ଼ିଶା ପାଇଁ ସ୍ବାର୍ଥ ଉଜୁଡ଼ି ପଡ଼ୁଚି ଏଥିରୁ ଜଣା ପଡ଼ୁଚି ଏ ରାଉତ ରାୟେ ପରିବାରର ଓଜନ କେତେ
Jay aparajita🎉
ନାଇ ରେ ବା ଆଉ bjd ନାଇ,bjd ଡାଉନ୍ ଡାଉନ୍
BJP🗳️🗳️🗳️