ସମ୍ବଲପୁର ରୋଡ୍‌-‘ଫାଟକ୍‌’ ଷ୍ଟେସନ୍ ସବୁଦିନ୍ ଲାଗି ବନ୍ଦ ହେଇଯିବା କାଏଁ ?

Поделиться
HTML-код
  • Опубликовано: 28 сен 2024
  • ୧୨୮ ବରଷ୍‌ର ଷ୍ଟେସନ୍ ସମ୍ବଲପୁର ରୋଡ୍ ଯେନ୍‌ଟାକେ ଲୁକେ ‘ଫାଟକ୍‌’ ବଲିକରି କହେସନ୍ । ପୁର୍ ପୁର୍ ହେଇକରି ଇତିହାସ୍‌ନେ ଭର୍‌ପୁର୍ ଇ ଫାଟକ୍ । ଗାନ୍ଧି, ସିମାନ୍ତ ଗାନ୍ଧି ବାଗିର୍ ଲୁକର୍ ଇତିହାସ୍ ବି ଇନେ ଅଛେ । ପୁରା ସମ୍ବଲପୁର ସହରର୍ ମଝା ମଝି ଅଛେ ବଲିକରି ସବୁ ଲୋକ୍ ମାନ୍‌କର୍ ଲାଗି ବହୁତ୍ ସୁବିଧା । ବାକି ଇହାଦେ ସେ ଷ୍ଟେସନ୍‌ରେ ଆର୍ କାଣା ବନାବାର୍ ଲାଗି ବିଲ୍‌କୁଲ୍ ଜାଗା ନାଇଁନ । ଜାଗା ଆର୍ ନାଇଁନ କାଏଁ.. ଲୁକେ ଅବ୍‌ରି ଦେଇଛନ୍ । ତ ରେଲ୍ ବିଭାଗ୍ ନୂଆଁ ଉନ୍ନତିମୂଲକ୍ କାମ୍ ମାନେ କର୍‌ବାର୍ ଲାଗି ସେ ଜବର୍‌ଦଖଲ୍ କାଣା ଉଠାତା ଉଲ୍‌ଟିଆ ସେ ସମ୍ବଲପୁର ରୋଡ୍‌-‘ଫାଟକ୍‌’ ଷ୍ଟେସନ୍ ଏକା ବନ୍ଦ୍ କରିଦେବାର୍‌କେ ବାହାରିଛେ ଯେନ୍‌ଟାକେ ନେଇକରି କି ଲୁକେ ଅଶାନ୍ତି ହେଉଛନ୍ ।
    About Us!
    ପହରା, ଆମର ସମିଆ ଆର ସମାଜର ଦର୍ପନ।
    ଆମର ତିହାର ବାହାରର ଉସନାଖି,
    ଆମରଘର,ପରିବାର ଆର ସମ୍ପର୍କର ଗହକି।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber If you are watching this video on RUclips, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

Комментарии • 18

  • @bulubehera388
    @bulubehera388 3 года назад +6

    Good,subhashree , aise hi programs laate raho , apka program bahut accha he

  • @binodbariha7693
    @binodbariha7693 3 года назад

    👍👍👍👍

  • @gopikahans4150
    @gopikahans4150 3 года назад +1

    🙏pls sbp fatak band nai heu..🙏🙏🙏jai maa samaleswari 🙏🙏

  • @Event-Bala-Anna
    @Event-Bala-Anna 3 года назад

    Jay koshal

  • @rajanipanda476
    @rajanipanda476 3 года назад +2

    ସରକାର୍ ପାଗଲ ହେଲା ନ

  • @debabratapujari3110
    @debabratapujari3110 3 года назад

    Bina TKT wala kar lagi bahut kharap amar lagi no problem. Band hau fatak station. Sarkar nkar Security kharcha barbad hauchhe Bahut lok suicide karuchhan upru degi kari. Band kara

  • @ajju1531
    @ajju1531 3 года назад

    Fatak sambalpur road station lagi lok nijar pet pusuchan please band nai hebar katha

  • @rbnag388
    @rbnag388 3 года назад

    Thanks for information

  • @trilochansunani3754
    @trilochansunani3754 3 года назад

    Band nai kara

  • @sahadevkalsa1186
    @sahadevkalsa1186 3 года назад

    No

  • @aji8.750
    @aji8.750 3 года назад +1

    Road crossing ta band kara...Left and Right side movement band kara.

  • @mrakashbpl9925
    @mrakashbpl9925 3 года назад +1

    Hiii

  • @aklove3887
    @aklove3887 3 года назад +1

    Thanks

  • @Tike.Hasi.Dia.
    @Tike.Hasi.Dia. 3 года назад

    ଆମର sonepur ର ଲୋକ ମାନଙ୍କୁ ବହୁତ ଫରକ୍ ପଡ଼ିବା ।ଇସ୍ପାତ ଟ୍ରେନ ଧର୍ବାର ଲାଗି ଧନୁପlଲି ଚୌକ ରୁ ଆମେ ସିଧା ଆସି କରି ଫlଟକ୍ ଷ୍ଟେସନ୍ କେ ଆଇଶୁ । ଆର୍ khetrajpur ଯିବାର କେ ହେଲେ ଟ୍ରେନ ପଳେଇ ଯାଇଥିସୀ । ସୋନେପୂର୍ birmaharaj ପୂର୍ ଉଲୁଣ୍ଡା r Lok ame b ବିରୋଧ କରୁଚୁ ।gov ra I ନିଷ୍ପତ୍ତି କେ ।ଜୁହାର jay maa ସମଲେଇ

  • @mahammadseth5875
    @mahammadseth5875 3 года назад

    Pahara news ke dhanyabat bahut bhal news te dekhale bahut kharap laguche realwe steson uthi jiba sunikari

  • @Event-Bala-Anna
    @Event-Bala-Anna 3 года назад

    Bhubaneswar station band heu

  • @Event-Bala-Anna
    @Event-Bala-Anna 3 года назад

    Gandu govt