Twitter War Ahead Of Padmapur Byelection | Suraj Suryavanshi Vs Sasmit Patra

Поделиться
HTML-код
  • Опубликовано: 26 окт 2024

Комментарии • 379

  • @nabinmeher6807
    @nabinmeher6807 Год назад +118

    ନିଶ୍ଚିତ ଭାବେ ସୁରଜ୍ ସୂର୍ଯ୍ୟବଂଶୀ ଓଡ଼ିଶା ରାଜନୀତି ଆକାଶରେ ଏକ ନୂତନ ସୂର୍ଯ୍ୟ, ଭବିଷ୍ୟତ ଉଜ୍ଜ୍ବଳ ଓ ସମ୍ଭାବନାମୟ ହେଉ

  • @Debu1137
    @Debu1137 Год назад +52

    ସୁରଜ୍ ଭାଇ ଠିକ୍ ଜବାବ ଦେଇଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍

  • @rajeshkumarnath5133
    @rajeshkumarnath5133 Год назад +55

    Sasmit babu ଆପଣଜାଣିବାଦରକାର ଆପଣକୁଂ କାଉଣ୍ଟର କରିବାପାଇଁ ବାହାରିଲେଣି

  • @rbcreation5170
    @rbcreation5170 Год назад +106

    ଓଡିଶା କୁ ଏମିତି ବିଧାୟକ ଦରକାର 👌👌❤️👌

  • @anantasahoo7249
    @anantasahoo7249 Год назад +97

    ଓଡ଼ିଶା ରେ ସୂର୍ଯ୍ୟ ଭାଇ ଙ୍କ ପରି ବିଧାୟକ ରହିଲେ
    ଓଡ଼ିଶା ରାମ ରାଜ୍ଯ ହେଇଯିବ
    ସତ୍ୟ ଯୁଗ ଆସିଲା ପରି ମନେ ହେବ

    • @trinathsahoo8444
      @trinathsahoo8444 Год назад +1

      ସତ୍ୟ ଯୁଗ ଆସୁଛି କି ଶେଷ ହେଇ ଯାଉଛି ଦେଖା ଯାଉ ଯାଉ।

    • @trinathsahoo8444
      @trinathsahoo8444 Год назад +3

      ବିଜେପି କେବଳ କଥା କୁହା କପିଳା ରାଜନୀତି କରେ, ସୁରଜ ସୂର୍ଯ୍ୟବଂଶୀ ବି ସେଇ ପରିବାର ର ଏକ ସଦସ୍ୟ ସେ ବି same କାମ କରୁଛନ୍ତି କାରଣ ଏଇଟା ବିଜେପି ର ବଂଶ ପରମ୍ପରା ରହିଛି।

    • @trinathsahoo8444
      @trinathsahoo8444 Год назад +1

      ସୂର୍ଯ୍ୟବଂଶୀ ଯଦି ଓଡିଶା ପାଇଁ ବିଜେପି ର ଏତେ ଚିନ୍ତା ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ କୁ କୁହନ୍ତୁ ସେ ଓଡ଼ିଶା ରୁ ନିର୍ବାଚନ ଲଢୁ ଆଉ ଓଡ଼ିଶା ର ଦୁଃଖ ବୁଝୁ, ଓଡିଶା ରେ ତ 9 ଟା bi election ହେଲାଣି ନିର୍ବାଚନ ନ ଲଢ଼ି ଲୁଚିକି ବିହାର ଓ ମଧ୍ୟପ୍ରଦେଶ କାଇଁ ପଳାଉଛି ଖନା ଧରମା ।

    • @trinathsahoo8444
      @trinathsahoo8444 Год назад +1

      ଚାଲୁଣି ଛୁଞ୍ଚି କି କହୁଛି ତୋ ଗାଣ୍ଡି ରେ କଣା ହେଲେ ନିଜ ଗାଣ୍ଡି ରେ ଅସଂଖ୍ୟ କଣା।

    • @manascreation8901
      @manascreation8901 Год назад

      ବାଳ ନା

  • @RD123.........
    @RD123......... Год назад +29

    Suraj କଣ very mature ନେତା ଜଣାପଡ଼ୁଛନ୍ତି, ଭଲଭାବରେ point to point କଥା କହୁଛନ୍ତି

  • @debabratamishra9633
    @debabratamishra9633 Год назад +25

    ଓଡ଼ିଶା ବିଜେପି ଦଳକୁ ବହୁତ ଆଗକୁ ନେବାର ଦକ୍ଷତା ରଖିଛନ୍ତି ପ୍ରିୟ ଯୁବ ନେତା ଧାମନଗରର ପରିପକ୍ବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। 🙏🏻🙏🏻🙏🏻🙏🏻👌👌👌👌

  • @jitendrabarikjitu8587
    @jitendrabarikjitu8587 Год назад +30

    ବିଜେଡି ଦଲାଲ ହେଇ ଗଲାଣି

  • @sarojkantadas986
    @sarojkantadas986 Год назад +86

    Suraj is the young talented mla and also bright future for bjp.

  • @sangramkumarsamal2977
    @sangramkumarsamal2977 Год назад +29

    Good suraj babu.. Well done👍

  • @rajeshswain3182
    @rajeshswain3182 Год назад +24

    20024 BJP jai Jagannath

  • @bubupatra9204
    @bubupatra9204 Год назад +20

    Suraj sir you are great 🙏🙏🙌

  • @feelmydil
    @feelmydil Год назад +21

    Odisha need Suryabansi ....A rising star in odisha politics

  • @mdjuma1349
    @mdjuma1349 Год назад +23

    Suraj vai good leader

  • @biswaranjandora9211
    @biswaranjandora9211 Год назад +60

    Suryabashi is a special politician,very polite and talented person...

    • @sanjeevbaitharu8716
      @sanjeevbaitharu8716 Год назад

      Eina kete bhakta suryabansi nka pada dhoiki pani tk tk paiba... Nauka dubu dubu bancheidela na... Bhagaban sie ebe pankua nka pain😆😂😛😃😉😀😄🤣

    • @dharitribagh8925
      @dharitribagh8925 Год назад

      Hi

  • @NewsEntertainmentetc
    @NewsEntertainmentetc Год назад +26

    Jay Surajyabanshi

  • @ghasiramdalapati523
    @ghasiramdalapati523 Год назад +5

    କୋଉଠି ସୁରଜ୍ ଭାଇ,କୋଉଠି ସସ୍ମିତ ପାତ୍ର , ସଦ୍ମିତ ପାତ୍ର ବଡ଼ ମିଛୁଆ ଆଉ ଟାଉଟର

  • @simiyansabar2830
    @simiyansabar2830 Год назад +11

    ରାଜନୀତି ରେ କେବଳ ଏଟା ଦେବୁ ସେଟା ଦେବୁ କହନ୍ତି. କିନ୍ତୁ ତାହା ପାଇବା ଲୋକ ପାଏ ଗରିବ ଲୋକ ପାହାନ୍ତି ନାହିଁ. ନେତା ମାନେ ଯେତେ ଅଭିଜ୍ଞ ହେଲେ କଣ ହେବ? କିଛି ନାହିଁ. ମୁଁ ତ ଏବେବି ବେକାର କିଛି Govt. Job ଦେବେ ki

  • @babupatnaik9767
    @babupatnaik9767 Год назад +8

    ସସ୍ମିତ ପାତ୍ର ଗୋଟେ ଭଲ ଚପଲି

  • @subhasmitapradhan3059
    @subhasmitapradhan3059 Год назад +12

    Suraj bhai is the best m. l. a of odisha

  • @bapinakumarnayak8449
    @bapinakumarnayak8449 Год назад +25

    What a reply to sasmit patra

    • @kaibalyarath3512
      @kaibalyarath3512 Год назад +1

      Suryavanshi Bhai is a lion.Answer deba agaru bhabiki kahiba Sasmit Babu.Calm and polite suryavanshi Bhai can rore.

  • @balsinghkata9649
    @balsinghkata9649 Год назад +4

    ବିଜେପୁର ଏନ୍ତା ହେବା ନବୀନ ବୁଢ଼ା ଆସି କି କହେବା କି ପଦମପୁର ର ବିକାଶ ର ମୁଇଁ ନିଜେ ଦାୟିତ୍ଵ ନେମି। ଆଉ ଆଜି କାଲି ବହୁତ ମାଗି ଖିଆ ଲୋକ ମାନେ ଅଛନ୍ତି। ମଦ ମାଂସ ସହ ୫୦୦/୧୦୦୦ ଦେଇ କି ନିଜର ମୂଲ୍ୟବାନ ଭୋଟ କୁ ବିକ୍ରି କରି ଦେବେ। ଦୟାକରି ପଦମପୁର ବାସୀ ଙ୍କୁ ଅନୁରୋଧ କି ୨୨ ବର୍ଷ ର ଶାସନ କୁ ତର୍ଜମା କରିବେ।ଆଜି ମଧ୍ୟ ଆମର ଅଞ୍ଚଳ ର ଲୋକ ବାହାର୍ ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ଦେଖିବା କୁ ମିଳୁଛି।ଘରେ ଘରେ ମଦୁଆ/ବେକରୀ ସମସ୍ୟା । ନା ଶିକ୍ଷା ରେ ଉନ୍ନତି ନା ସ୍ବାସ୍ଥ୍ୟ ରେ ଅନ୍ୟ ରାଜ୍ୟ ତୁଳନାରେ ଆଜି ମଧ୍ୟ ଓଡିଶା ଅନୁନ୍ନତ ଅବସ୍ଥା ରେ ଅଛି। ଦୁଃଖ ର ବିଷୟ ଆଖିରେ ସବୁ କିଛି ଦେଖି ଅଧ୍ୟ ଲୋକେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନିଜର ମୂଲ୍ୟବାନ ଭୋଟ କୁ ବିକ୍ରି କରି ଦେଉଛନ୍ତି।

  • @ankitadanga105
    @ankitadanga105 Год назад +7

    Right....

  • @ritandhal2238
    @ritandhal2238 Год назад +6

    Bhai ଠିକ ଜବାବ

  • @kushibangaram976
    @kushibangaram976 Год назад +4

    Good answer. Suraj bhai

  • @truptibarik3558
    @truptibarik3558 Год назад +28

    Very good suraj

  • @baradadash7178
    @baradadash7178 Год назад +15

    Mu congress loka hele mor a bhai bahut pasand.toka pura reddy

  • @susantagouda28
    @susantagouda28 Год назад +2

    ବିଜେପି ବିଜେପି ଜୟ ଜୟ

  • @saudaminibehera5907
    @saudaminibehera5907 Год назад +6

    Thanks bhai apanku ଧନ୍ୟବାଦ

  • @ashokkumarbaghar2436
    @ashokkumarbaghar2436 Год назад +4

    କି ରାଜନୀତି କରୁଚୁ ସସ୍ମିତ ଓଡ଼ିଶା କୁ ଲୁଟି ନେଲ ।
    ବିଜେଡ଼ି ସରକାର 50 ବର୍ଷ ରାଜୁତି କଲେ ବି ରାଜ୍ୟ ର କିଛି ଉନ୍ନତି ହେବ ନାହିଁ।
    ତମେ ମାନେ ହିଁ ଲୁଟି ଖାଇ ଯିବ।
    ବିଜେଡ଼ି ସରକାର ହଟାଇବା ଦରକାର୍ ଏବଂ ଓଡ଼ିଶା ବଞ୍ଚିବ ।

    • @banamalibehera8781
      @banamalibehera8781 Год назад

      EITA SATAKATHAA HELE E SABU GADHA JANATA.KICHHI BUJHANTINI JAY BJP.

  • @dearsirexcellentspeachsaho8484
    @dearsirexcellentspeachsaho8484 Год назад +5

    Suraj Sir great we all want you sir raise all issue into Vidhansabha

  • @debiprasadswain1721
    @debiprasadswain1721 Год назад +4

    Best surya banshi suraj speech best bhai Jay Jagannath 🙏 🙏

  • @blbapi2025
    @blbapi2025 Год назад +3

    ସୁରଜ୍ ଠିକ୍ ଉତ୍ତର ଦେଇଛନ୍ତି,,,,

  • @kpd8420
    @kpd8420 Год назад +3

    ମୁଖିଆ ଗଟେ କଥା ଛାମୁ ଆଉ ଗଟେକଥା କାହାର ତାଳମେଳ ନାହିଁ cm ସତ ନା ପ୍ରମିଳା ମଲିକ ସତ ସସ୍ମିତ ପାତ୍ର ସେମାନଙ୍କ ଠାରୁ ଆଉରି ଅଧିକ ସ୍ମାର୍ଟ l ବାଃ ରେ ଭାଇ କି ରାଜନୀତି ତମର

  • @sethyprasanta4491
    @sethyprasanta4491 Год назад +5

    Thank you Suraj vai

  • @ramprasadbehera6684
    @ramprasadbehera6684 Год назад +12

    Suraj t20 khiladi

  • @manoranjanjena1251
    @manoranjanjena1251 Год назад +3

    Suraj Bhai is right 👍👍

  • @B.k.Nayak143
    @B.k.Nayak143 Год назад +5

    Right 👍

  • @saratchandramahanta4279
    @saratchandramahanta4279 Год назад +5

    ସସମିତଚୁରଟା ଠକ ଦଲାରି କରୁଛି ଵି

  • @parthasethi5573
    @parthasethi5573 Год назад +3

    Rights 👍🏻

  • @satya_pcreation3483
    @satya_pcreation3483 Год назад +13

    So sad e odisha loka pura andha heijachanti

  • @bhagabatbarik9479
    @bhagabatbarik9479 Год назад +5

    I like to Suraj Babu , also odisha needs to this type of frontline MLA against BJD froud Government in odisha.

  • @karan987654
    @karan987654 Год назад +5

    Young leader asile jai odisha ageibo

  • @pmkhilar8788
    @pmkhilar8788 Год назад +12

    Political illusion nothing else. Suryabansi you have bright future. God bless you .

  • @ranjanbehera3250
    @ranjanbehera3250 Год назад +1

    ୟେଃ ଶଳା sasmit ପତ୍ର କୁ ମାଡ଼ ଦରକାର

  • @PramodPatel-rw3jd
    @PramodPatel-rw3jd Год назад +3

    Nice suraj bhai

  • @runikanhara9636
    @runikanhara9636 Год назад +3

    Proud of you sir it's right in your questions,,,,, BJP jindabad,,,,,

  • @amarparida8824
    @amarparida8824 Год назад +1

    Sabash suraj Bhai 🙏

  • @usmusicofficial7880
    @usmusicofficial7880 Год назад +3

    Surja surjabansi odia real hiro

  • @nareshbabulove4131
    @nareshbabulove4131 Год назад +4

    Super Twitte by Suraj Surjya Bainsi

  • @bikashswain8378
    @bikashswain8378 Год назад +2

    Wowa nice twit answer surabansi 👍

  • @ନଵୀନହିଞ୍ଜିଡାବିଜେଡ଼ି

    🚩Jay Sri Ram🚩Har Har Mahadev 🚩BJP JINDABAD 🚩MODI JINDABAD 🚩YOGI JINDABAD 🚩

  • @prasant6260
    @prasant6260 Год назад +4

    Thanks to DhamanagarBasi.

  • @bhagabatroul3284
    @bhagabatroul3284 Год назад +1

    Very good #suraj bhai

  • @trinathsahoo8444
    @trinathsahoo8444 Год назад +1

    ଜାତି ଧର୍ମ ନା ରେ ହିଂସା ଖେଳଉଛି ସାରା ଦେଶରେ ବିଜେପି ଓଡିଶା ରେ ବିଜେପି same situation creates କରିବ, ଏବେ ଯେମିତି ପଦ୍ମପୁର ରେ ଆରମ୍ଭ କରିଛି ଜାତି ଭେଦ ମନ ଭାବ।
    ବିଜେପି ହଟାଓ ଓଡିଶା ବଞ୍ଚାଓ
    ମୋଦୀ ହଟାଓ ଗରିବ ବଞ୍ଚାଓ।

  • @pravatsethy5371
    @pravatsethy5371 Год назад +5

    Talented person suraj... Rt jaga re rt katha

  • @dronapatra9298
    @dronapatra9298 Год назад +2

    ଆପଣ ମାନେ ଖୁସିତ

  • @brajabandhupanda6902
    @brajabandhupanda6902 Год назад +4

    BJP jindabad jindabad jindabad

  • @tikapalai9364
    @tikapalai9364 Год назад +1

    Right

  • @SUBALDEHURY24
    @SUBALDEHURY24 Год назад +3

    Suryabanshi Bro special politician

  • @gyanaranjanlenka6692
    @gyanaranjanlenka6692 Год назад +3

    Suraj babu jindabad

  • @dharmendraguru5948
    @dharmendraguru5948 Год назад

    Sir ap bahut khas ho

  • @ajayp3587
    @ajayp3587 Год назад +2

    Good

  • @rajeshkumarsahu4884
    @rajeshkumarsahu4884 Год назад +1

    Absolutely Suraj sir you are great leader

  • @sahoogopa36gmail.comgopandhusa

    Thank you Suraj bhai

  • @satrughnaparida6847
    @satrughnaparida6847 Год назад +5

    Suraj Bhai God bless you .
    I don't believe,such type of telent leader At odisha.

  • @uttamdas9353
    @uttamdas9353 Год назад +3

    Great leaders surya....

  • @godblessu461
    @godblessu461 Год назад +2

    Bjd ହଟାଅ

  • @jubulitakri644
    @jubulitakri644 Год назад +1

    Very good suraj bhai

  • @lilipradhan2315
    @lilipradhan2315 Год назад +1

    Suraj bhai right

  • @debiprasadswain1721
    @debiprasadswain1721 Год назад

    Best Suraj Bhai right katha kahicha 🙏🙏

  • @RKROUT-fj6pr
    @RKROUT-fj6pr Год назад +1

    Best of Luck 👍
    Suraj Bhai

  • @imurbf7472
    @imurbf7472 Год назад +1

    ବେଲଜ୍ୟା ମିଛୁଆ ମୋଦି କୁ ମୋର ପ୍ରଶ୍ନ , କୁଆଡେ ଗଲା 15 ଲକ୍ଷ ସମସ୍ତ ଙ୍କ ଖାତାରୁ, GAS rate 350 ରୁ କମ କରିବ କହି 1200 କରି ସାରିଲାଣି, ପ୍ରେଟୋଲ 60 ରୁ 100 ପାର ,ଦର ଦାମ ବୃଦ୍ଧି, LIC, idbi bank,air India, BPCL, indian railways କୁ ବି ବିକିଲା,ବେରୋଜଗାର ଏବେ ସବୁଠୁ ଅଧିକ 45 ବର୍ଷ record କଟିଲା,
    ମିଛୁଆ ଖାଲି ମେକ-ଅପ ନେଇ ବିଦେଶ ବୁଲିବ

  • @rinkukarei3609
    @rinkukarei3609 Год назад

    🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳BharatMaataa ki jey suraj bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @miraeducation_srimaasriaur3417
    @miraeducation_srimaasriaur3417 Год назад +1

    ବିଜେପି ନିଉଜ୍ ଏମିତି ଦିଅ ୱଚ ଟାଇମ ସହ ସସକ୍ରାଇବ ଅନେକ ହେବ ବିଜେଡି କମକର

  • @laxmidharmallik6418
    @laxmidharmallik6418 Год назад +35

    Bjd hatao odisha banchao

    • @trinathsahoo8444
      @trinathsahoo8444 Год назад

      ବିଜେପି ହଟାଓ ଓଡିଶା ବଞ୍ଚାଓ
      ମୋଦୀ ହଟାଓ ଗରିବ ବଞ୍ଚାଓ
      ବିଜେପି ହଟାଓ ଜାତି ଭେଦ ହିଂସା ରୁ ଓଡିଶା ବଞ୍ଚାଓ।

    • @MyRarevlogs
      @MyRarevlogs Год назад +1

      @@trinathsahoo8444 କେତେଟା ଗରିବ ମଲେଣି??
      ଦୀର୍ଘ ୨୨ ବର୍ଷ ହେଲା bjd ଓଡ଼ିଶା କୁ ଗାଣ୍ଡୀ ମାରି ସାରିଲାଣି ।ଦାଦନ ଖଟୁଛ ଲଜ୍ୟା ଲାଗୁନି
      ବିଜେପି ଯଦି ଜାତି ଭେଦ କରି ଥାନ୍ତା ରାଷ୍ଟ୍ରପତି ପଦବୀ ଓଡ଼ିଶା କୁ ନ ମିଳି ବଡ଼ ଜାତି ବାଲା କୁ ମିଳି ଥାନ୍ତା ।।
      ରାମ ନବମୀ ରେ ସବୁଠି ଦଙ୍ଗା ହିଂସା ହେଲା ଏମିତି ଓଡ଼ିଶାର Keonjhar ରେ ହେଲା କିନ୍ତୁ ବିଜେପି ଶାସିତ ଅଞ୍ଚଳ ରେ ହେଲା ନାହିଁ।।ମୋ ବାଳ ସରକାର ୨୨ ବର୍ଷ ରେ ଗୋଟେ କମ୍ପାନୀ ଖୋଲି ପାରିଲା ନାହିଁ ।। ଯାଓ ଦେଖିବ bjp ଶାସିତ ରାଜ୍ୟ ରେ ଦେଖିବ କେତେ ସବୁ ନୂଆ infrastructure ତିଆରି ହେଉଛି ।।ଓଡ଼ିଶାରେ ବାଳ ଟେ ହେଉଛି ଅର୍ଚ୍ଚନା ପଛରେ ସବୁ ସରିଲେ
      ମୁଣ୍ଡ ପିଛା ଋଣ ୨୪୦୦୦ ହେଲାଣି ।ଓଡ଼ିଶା ବାସି ଦିନକୁ ଦିନ ଗରିବ ହେଲାଣି ।ଅପେକ୍ଷା କର ଖୁବ୍ ଶୀଘ୍ର ଓଡିଶା କୁ ଗରିବ ରାଜ୍ୟ ରେ ଘୋଷଣା ହବ ।ବିହାର ପଛରେ ରହିବା

    • @trinathsahoo8444
      @trinathsahoo8444 Год назад

      ମୋ ବାଳ ସରକାର ଶଳା ତୁ ଅସଭ୍ୟ ତୋ କାରଣ ବିଜେପି ଯେତିକି ସବୁ ଅସଭ୍ୟ

    • @trinathsahoo8444
      @trinathsahoo8444 Год назад

      ପଞ୍ଜାବ ଆଉ ହରିୟାଣା ଚାଷୀ ବୋଧେ ଗରିବ ନୁହନ୍ତି, ଦିଲ୍ଲୀ ରେ ଆସି ଆନ୍ଦୋଳନ କଲେ ବୋଲି ଗାଡି ଚଢେଇ ହତ୍ୟା କରାଗଲା। ବିଜେପି ର ଚିନ୍ତା ଧାରା ହେଲା.....
      ମୁଳୁ ମାରିଲେ ଯିବ ସରି ଦେବଙ୍କ ସାଥେ କିମ୍ପା କଳି।

    • @trinathsahoo8444
      @trinathsahoo8444 Год назад

      ଆମେ ଭାଇ ଦାଦନ ଖଟୁନୁ, ନିଜର standard ଅଛି ତ ଓଡିଶା ରେ ବହୁତ opportunity ଅଛି job କରିବା ପାଇଁ।ପ୍ରଥମେ ନିଜ ଦୋଷ ଦେଖ ପରେ ଆଉ କାହାର ଦୋଷ ଖୋଜିବ।

  • @kaibalyarath3512
    @kaibalyarath3512 Год назад

    Suraj Bhai ama Dil re achha.Kebe b change hebani.Tamara politeness hin tumar Power.Jay Jagannath Swami.Iswar nku dhari Odisha basi nka real problem bujhiba O solve kariba.

  • @bamanswain2368
    @bamanswain2368 Год назад

    Good Jabba Surja bhai

  • @sanjibgardia606
    @sanjibgardia606 Год назад +1

    BJP zindabad 🌺🌷🌺🌷
    Good Excellent Telented New Eleceted Win MLA
    Jay jagannatha 🌺🌷

  • @simrands2626
    @simrands2626 Год назад +1

    Suryabanshi love ❤️ you

  • @saradajena5571
    @saradajena5571 Год назад

    Good news 👍👍👍

  • @prasantapurohit3646
    @prasantapurohit3646 8 месяцев назад

    ନବିନ ବାବୁ ଓଡିଶା ବାସୀଙ୍କୁ ଭୁଆଁ ଭୁଲଉଛନ୍ତି ଏଥର ବିଜେପି

  • @commonman6016
    @commonman6016 Год назад

    ସୁରଜ୍ ପିଲାଟା ସେ କଣ କହିବ
    ଯଦି ଜିଲ୍ଲା ଘୋଷଣା ହେବ ତାହେଲେ ତୁମେ ରାଜନୀତି ଛାଡ଼ିଦେବ କି ଉତ୍ତର ଦେବ କି

  • @ratnakarpatra3187
    @ratnakarpatra3187 Год назад

    ପଦ୍ମପୁର କୁ ଗୋଟିଏ ରାଜ୍ୟ ଘୋଷଣା କରାଯାଉ

  • @babunanayak479
    @babunanayak479 Год назад

    🙏ଠିକି କହିଛନ୍ତି ସୁରଜ ସାର 👍

  • @trinathsahoo8444
    @trinathsahoo8444 Год назад +1

    ଦେଶ ରେ ପେଟ୍ରୋଲ ଦର କେବେ କମିବ?

  • @trinathsahoo8444
    @trinathsahoo8444 Год назад +1

    ବିଜେପି କେବଳ କଥା କୁହା କପିଳା ରାଜନୀତି କରେ, ସୁରଜ ସୂର୍ଯ୍ୟବଂଶୀ ବି ସେଇ ପରିବାର ର ସେ ବି ବଡ ବଡ କଥା ଗପିବା ଟା ସ୍ୱାଭାବିକ ଏଥିରେ କିଛି ସନ୍ଦେହ ନାହିଁ 😊।

  • @pradeepsoortarang3200
    @pradeepsoortarang3200 Год назад +1

    Total silence ହେଇଯାଓ au bJP re ମିଶିଯାଓ 🙄

  • @trinathsahoo8444
    @trinathsahoo8444 Год назад +1

    ସୁରଜ ବାବୁ ତମ ବାପା ଧାମନଗର ରେ କଣ କରିଛନ୍ତି?

  • @deepakpradhan5615
    @deepakpradhan5615 Год назад

    Good mem suraj bhai

  • @pitabasasenapati9063
    @pitabasasenapati9063 Год назад +1

    BJD କଥା କୁହାଳିଆ କାମ ରେ ନୁହଁ

  • @tusarkumar9901
    @tusarkumar9901 Год назад +1

    Very good speech surya bhai

  • @brajamohanpattanayk4111
    @brajamohanpattanayk4111 Год назад +1

    Susmit babu tike surj babu nka tharu kichi sikhantu

  • @salilkumarnayak3750
    @salilkumarnayak3750 Год назад +3

    Sasmit patra please reply diantu

  • @SumantaMallick-ho5je
    @SumantaMallick-ho5je Год назад

    Super se upper Suryabanshi

  • @sanjaymohapatra691
    @sanjaymohapatra691 Год назад +1

    Suraj bhai is educated qualified person but not for on qualified person bjp win 👍👍

  • @pankajkumarsahoo6136
    @pankajkumarsahoo6136 Год назад

    Suraja Bhai,jetee danyabad apananku dele niantaheba,sangrami abhinandana,

  • @sritamlenka8555
    @sritamlenka8555 Год назад +1

    Suraj very right jawab deichanti,eka ama Suraj hin kafi, Odisha sarkar Khali bhandami karuchi, bharat Mata ki jai,sabu Kar ethar BJP ku jitai ana

  • @madhabchrout9073
    @madhabchrout9073 Год назад +2

    15 ଲକ୍ଷ୍ୟ ଆସିଛି ସେଠୀ ଭାଇ କୁ ପଚାର ଆସିଛି

  • @manoranjanpanda5536
    @manoranjanpanda5536 Год назад

    ପଚିଶ ବର୍ଷ ର ଵିଜେଡି ସରକାର ଓଡିଶା ସୁନାହେବା ବଦଳରେ ଚୂନା ହୋଇଗଲାଣି,ଓଡିଶା ଵାସୀଙ୍କର ଭାଗ୍ୟ ପଛୁଆ ଗତିକରୁଛି,