ବଲେ ବଲେ ଢାବାରେ ଖଟ ପଡ଼ିଥିଲା କ'ଣ ପାଇଁ ? | Exclusive Interview With MLA Himansu Sahoo । Odisha Reporter

Поделиться
HTML-код
  • Опубликовано: 29 сен 2024
  • ବଲେ ବଲେ ଢାବା ଓ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗୁମର ଖୋଲିଦେଲେ ବିଧାୟକ ହିମାଂଶୁ ସାହୁ। ଢ଼ାବା ଭିତରେ ଥିଲା, ଅନ୍ଧାରୀ କୋଠରୀ ଆଉ ସେଠାରେ ପଡ଼ିଥିଲା ସୋଫା ଓ ବେଡ୍ । ବାହାରୁ ମଦ ଆସୁଥିଲା। ଜଣେ ନାରୀ ନେତ୍ରୀ ଥିଲେ, ସେ ଫିଲ୍ମରେ ଆକ୍ଟିଂ କରନ୍ତି, ତାଙ୍କ ସ୍ବାମୀ ଚଳାଇଥିଲେ ବଲେ ବଲେ ଢାବା। ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #balleballedhaba #Dharmasala #BJD #ExMLA #HimansuSahoo #OdishaPolice #bjpsarkar

Комментарии • 364

  • @swadhikarbetaj3768
    @swadhikarbetaj3768 3 месяца назад +126

    ଜଣେ ଶ୍ରେଷ୍ଠ ବିଧାୟକ ଭାବେ ଓଡ଼ିଶାରେ ଆପଣ ପରିଗଣିତ ହେବେ।

  • @debasishnarendra7158
    @debasishnarendra7158 3 месяца назад

    Great himanshu sir

  • @jaharlalmahanta3218
    @jaharlalmahanta3218 3 месяца назад

    Himanshu sir
    Keonjhar District ku tikey bicharaku niontu orajakata ethi madhya BJD gosti chalaichanti🙏Himansu sir

  • @KrantisankarDas
    @KrantisankarDas 3 месяца назад

    Love you bro

  • @AmarNayak-m1e
    @AmarNayak-m1e 3 месяца назад +1

    Great MLA

  • @PrahaladJena-y6w
    @PrahaladJena-y6w 3 месяца назад +1

    Liku bahi tumaku koti koti pranam

  • @bhubananandapradhan1713
    @bhubananandapradhan1713 3 месяца назад +49

    ଜଣେ ପ୍ରକୃତ ବିପ୍ଳବୀ,ଲିକୁ ଭାଇ କାହାଣୀ ଶୁଣି ମନରେ ଗୋଟେ ଭୟ ର ବାତାବରଣ ସୃଷ୍ଟି ହେଉଛି।ସତରେ ତୁମେ ବହୁତ୍ ଧର୍ଯ୍ୟବାନ।

  • @RameshMishra-gf8ze
    @RameshMishra-gf8ze 3 месяца назад +96

    ଓଡ଼ିଶାରେ ଜଣେ ବିରଳ ବିଧାୟକ

  • @niharranjannayak7534
    @niharranjannayak7534 3 месяца назад +66

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିମାଂଶୁ ବାବୁଙ୍କୁ ନୀରାମୟ ଦିର୍ଘାୟୁ କରନ୍ତୁ

  • @saratmalik3592
    @saratmalik3592 3 месяца назад +45

    ଧର୍ମ ର ହେଉଛି ଜୟ
    ଧନ୍ୟବାଦ ହିମାଂଶୁ ବାବୁ

  • @kabulinayak7212
    @kabulinayak7212 3 месяца назад +23

    ଆଲୋ ସେ ବେଧ ଏଲିନା ଏଇଥି ପାଇଁ କାନ୍ଦୁଥିଲା । ବେଧ, ଘୋଡା ଗେହୀ କି କାନ୍ଦ କାନ୍ଦୁଥିଲା ।

  • @kasinathsahoo7037
    @kasinathsahoo7037 3 месяца назад +23

    ରାଜନୀତି କରିବାକୁ ଏହି ପରି ଟୋକା ଦରକାର ଆଉ ଏମିତି ପ୍ରୟାସ ଜାରି ରହିବ ❤

  • @satyanarayanparida9196
    @satyanarayanparida9196 3 месяца назад +33

    ଏଇ ମାନେ ହେଲେ ଜନତା ଙ୍କ ପ୍ରକୃତ ସେବକ 🙏🙏🙏

  • @DeepakKumar-fc5xk
    @DeepakKumar-fc5xk 3 месяца назад +11

    ଘଟଣାର ପର୍ଦ୍ଦାଫାଶ ହେବା ଦରକାର ଏବଂ ସଂପୃକ୍ତ ଅଧିକାରୀ ଓ ନେତା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

  • @srikantaharichandan1464
    @srikantaharichandan1464 3 месяца назад +19

    ହିମାଂଶୁ ବାବୁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛୁ। ତାଙ୍କଠାରୁ ଆମେ ବହୁତ୍ କିଛି ଆଶା ରଖୁଛୁ।

  • @bikashmahanta7579
    @bikashmahanta7579 3 месяца назад +46

    ଅର୍ଚ୍ଚନା ନଗ୍ ବହୁତ୍ ଥର ଆସିଛି ପଲଙ୍କ ସେବା ପାଇଁ

  • @monalisapalei70
    @monalisapalei70 3 месяца назад +8

    Finally The Grt leader's Heroism gonna Expanded 🙏💯✌️ ହୃଦୟ ରୁ କୃତଜ୍ଞତା ଜଣାଉଛି ଆପଣଙ୍କ ପ୍ରୟାସ ପ୍ରଥମ ସୋପାନରୁ🙏 ଆପଣଙ୍କର ଯୋଉ ନାରା ମୁଁ ଆପଣଙ୍କ election ପ୍ରଚାର poster bannner ରୁ ପଢ଼ିଥିଲି ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଧର୍ମଶାଳା ନିର୍ମାଣ କରିବା ପାଇଁ ଆପଣଙ୍କର ପଦକ୍ଷେପ ସତ ପ୍ରସଂଶିତ। ଆପଣ ପ୍ରମାଣ କରି ଦେଖେଇ ସାରିଲେଣି ଜଣେ ସୁଯୋଗ୍ୟ ଜନ ନେତା ବୋଲି। ଆଉ ଜଣେ ଜନତା ମାନଙ୍କ ର ନେତା ସବୁ ବେଳେ ପୁଜ୍ୟସ୍ପଦ ର ଅଧିକାରୀ।। ଧର୍ମଶାଳା ର ଗୌରବ ହୋଇ ସବୁଦିନ ପାଇଁ ଆପଣଙ୍କର ଏ ସେବା ସବୁଦିନ ପାଇଁ ଆମ ମାନଙ୍କ ପାଖରେ ଏକ ଉଚ୍ଚ ପଦସ୍ଥ ଜଗା ବନେଇ ରଖିବ।।।The Grt Leader...Keep Growing nd Stay Blessed vai🙏

  • @ChandraBhanunayakNayak
    @ChandraBhanunayakNayak 3 месяца назад +41

    100%ସତ, 👍👍👍

  • @manoranjansahoo2722
    @manoranjansahoo2722 3 месяца назад +20

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସତକୁ ସାମ୍ନା କୁ ଆଣିଲେ ଆପଣଙ୍କ ପରି ବିଧାୟକ ସାରା ଓଡିଶା କୁ ଦରକାର

  • @chiranjibijena8216
    @chiranjibijena8216 3 месяца назад +34

    ଟାଲେଣ୍ଟଡ ବିଧାୟକ

  • @Keonjhar-MOTO-VLOG
    @Keonjhar-MOTO-VLOG 3 месяца назад +24

    ଆଗକୁ ମାଡିଚାଲ

  • @anjan5390
    @anjan5390 3 месяца назад +2

    ବାଳ ରିପୋର୍ଟର ଏଇଟା ଭାବୁଛି ସବୁ ଜାଣିଦେଇଛି କହୁଛି କହିବାଟା ତ ସହଜ ସବୁକଥାରେ..mla ହିମାଂଶୁ ବାବୁ ଠିକ କଥା କହୁଛନ୍ତି.

  • @bijayanandasatpathy9488
    @bijayanandasatpathy9488 3 месяца назад +2

    ଏପରି ଜଣେ ନିର୍ଭୀକ ବ୍ୟକ୍ତିଙ୍କୁ ଦଳୀୟ ଟିକେଟ ରୁ ବଞ୍ଚିତ କରାଯାଇଥିଲା ତାହା ବଡ଼ ଦୁଃଖର ବିଷୟ । ତା ଛଡା ଏମିତି ବ୍ୟକ୍ତିଙ୍କୁ ଯଦି ନିର୍ବାଚିତ କରି ବିଧାନସଭାକୁ ପଠା ଗଲେ ରାଜ୍ୟର ମଙ୍ଗଳ ହିଁ ହେବ। ଲୀକୁ ବାବୁ ଜଣେ ଶିକ୍ଷିତ ବ୍ୟକ୍ତି ଆଉ ମଧ୍ୟ ପ୍ରକୃତ ସମାଜସେବୀ । ମୁଁ ତାଙ୍କ ନିର୍ବାଚନ ମଣ୍ଡଳୀ ର ବ୍ୟକ୍ତି ବି ନୁହଁ । ପ୍ରାରମ୍ଭିକ କାର୍ଯ୍ୟକ୍ରମରୁ ଜଣାପଡ଼ୁଛି ସେ ଅନେକ କିଛି କରିବେ । ଧନ୍ୟବାଦ୍ ଲିକୁ ବାବୁ ।

  • @PradipDash-e2x
    @PradipDash-e2x 3 месяца назад +26

    M.L.A.Sir requeste to inquiry immediately and to appropriate action against corrupt culprit.

    • @PradipDash-e2x
      @PradipDash-e2x 3 месяца назад

      Action deemed fit for law full action immediately for clean images for Mohan Sarkar to faithfull .

  • @Mr123Parida
    @Mr123Parida 3 месяца назад +14

    ଲିକୁ ଭାଇ ବହୁତ ଭଲ ପଦକ୍ଷେପ 😍😍

  • @AmilyaPradhan
    @AmilyaPradhan 3 месяца назад +5

    ମୋତେ ଆ ପାଖରେ ତାକତ ଆଉ ଅନାୟାକୁ ପ୍ରତିବାଦ କରିବାର ସାହସ ଦେଖିପାରୁଛି.. ଜଣାଯାଉଛି ଏ ଜଣେ cabinet minister ହେଇପାରିବ.... ଚୋରମାନଙ୍କୁ ଧର ଲିକୁ ଭାଇ

  • @BasantaJena-l8h
    @BasantaJena-l8h 3 месяца назад +30

    Bhai you are great Jay B J P❤

  • @biramhembram2124
    @biramhembram2124 3 месяца назад +22

    ବିଜେଡିର ଏପରି ଦୁରନୀତୀ ଯୋଗୁ ମମିତା ପରି ଅନେକଙ୍କ କେସକୁଛାପିଦିଆ ଜାଇଛି

  • @MANGULIMISHRA-uy2en
    @MANGULIMISHRA-uy2en 3 месяца назад +4

    Himansu very good answer byJitu andEllina Das BJD Odissa Poltices .

  • @dibya63
    @dibya63 3 месяца назад +8

    ହିମାଂଶୁ ଭାଇ ଓଡିଶା ର ଗର୍ବ ଆଉ ଗୌରବ

  • @pettpuja3736
    @pettpuja3736 3 месяца назад +16

    Ama bidhayaka our Pride ❤

  • @littlequeenrakhi
    @littlequeenrakhi 3 месяца назад +4

    ଆଗକୁ ଏପରି ପଦକ୍ଷେପ ନେଲେ ଓଡ଼ିଶା ବାସୀ ଆଗକୁ ଗୋଟେ ସୁରକ୍ଷିତ ଓ ସୁନ୍ଦର ଓଡ଼ିଶା ଦେଖିବାକୁ ମିଳିବ ଆମ ପିଲା ଆଗାମୀ ଭୋଟର୍

  • @Reverbmusic2686
    @Reverbmusic2686 3 месяца назад +4

    ଏ video ରେ ଗୋଟେ ବି ଖରାପ comment ନାହିଁ ଜୟ ଲିକୁ ଭାଇ❤❤❤

  • @niharpalai3774
    @niharpalai3774 3 месяца назад +5

    ସେ ଆଦର୍ଶ ବିଦ୍ୟାଳୟ କୁ ବନ୍ଦ କରାଯାଉ, ବହୁତ୍ ଟଙ୍କା ଦେଇ ଆଦର୍ଶ ବିଦ୍ୟାଳୟ ରେ posting ହୋଇଛନ୍ତି।

  • @Reverbmusic2686
    @Reverbmusic2686 3 месяца назад +6

    Liku bhai ଜିନ୍ଦାବାଦ ❤❤❤❤

  • @sijannayak4407
    @sijannayak4407 3 месяца назад +8

    Best MLA of DHARMASALA dil se love you Himanshu sir dil se welcome ❤❤❤❤❤❤❤❤

  • @prasantakumarswain3419
    @prasantakumarswain3419 3 месяца назад +3

    ସାମ୍ବାଦିକ ମହାଶୟ ୟାଙ୍କୁ ଡାକିକି କଣ ପଚାରୁଛ ? ଯଦି ପଚାରିବା କଥା ବଳବନ୍ତ ରାୟଙ୍କ interview ଶୁଣାଉନ ?

  • @sureshchandradash6900
    @sureshchandradash6900 3 месяца назад +3

    ହିମାଂଶୁ ବାବୁ ବହୁତ ଧନ୍ୟବାଦ, କୌଣସି ମତେ compromise କରନ୍ତୁ ନାହିଁ, ଜନସାଧାରଣ ବହୁତ ଖୁସି ଓ ଆପଣଙ୍କ ପଛରେ ଅଛନ୍ତି.

  • @dibya63
    @dibya63 3 месяца назад +5

    ହିମାଂଶୁ ଭାଇ is a best person

  • @tapaskumarbal70
    @tapaskumarbal70 3 месяца назад +25

    Great MLA

  • @dillipkumarsahoo1133
    @dillipkumarsahoo1133 3 месяца назад +4

    ଖଟ ପଡ଼ିବା ର କାରଣ ହେଲା ଛିଡା ଛିଡି ହେଉ ଥିଲେ 💃🏿🖕👎😭🤪😂🤣

  • @kalandimurmu3303
    @kalandimurmu3303 3 месяца назад +11

    ଭଲ ଏମ୍ ଏଲ ।good man

  • @1984sib
    @1984sib 3 месяца назад +7

    ସଚିବାଳୟ ର ନାମ ପରିବର୍ତ୍ତନ କରି ମନ୍ତ୍ରାଳୟ କରାଯାଉ ।

  • @Publicsmaster
    @Publicsmaster 3 месяца назад +4

    ଲିକୁ ଭାଇ ସବୁ ଅଫିସ ରେ ସବୁ ଦିନ ଚଢ଼ାଉ କରାଯାଉ

  • @soubhagyaranjanparida2089
    @soubhagyaranjanparida2089 3 месяца назад +16

    Superb liku Bhai 👌👍🚩🙏

  • @ajitrout1146
    @ajitrout1146 3 месяца назад +6

    Bhai habataa Amiti
    Pura bjd sasana Au razz chalibaa nahi.pura dile khuse Amaa himanshu bhai pura khanti odiea toka,👋👋👋👋👋👋

  • @RajsantoshMohapatra
    @RajsantoshMohapatra 3 месяца назад +6

    Bhai tame pura action mood re ... ready 🙏🙏

  • @dibyaswaruppanda6980
    @dibyaswaruppanda6980 3 месяца назад +1

    The Dynamic leader.... All MLA should be like this

  • @Publicsmaster
    @Publicsmaster 3 месяца назад +3

    ଲିକୁ ଭାଇ Action ନିଅ ଅଫିସର ସବୁ ସେଇ ତାଙ୍କ ଇଙ୍ଗିତରେ

  • @bharatchandrabarik5921
    @bharatchandrabarik5921 3 месяца назад +4

    ଓଡ଼ିଶାରେ ଜଣେ ଆଦର୍ଶ ବିଧାୟକ

  • @MoheswarRetta
    @MoheswarRetta 3 месяца назад +4

    ସମସ୍ତ ସ୍କୁଲ ଏପରି ନିମ୍ନମାନର କାର୍ଯ୍ୟ ହୋହିଛି.

  • @drumeshchandrakar9466
    @drumeshchandrakar9466 3 месяца назад +5

    Salute to Himanshu Babu, We need such type politicians

  • @Narayanbehera5427
    @Narayanbehera5427 3 месяца назад +1

    ତୁମେ ତୁମେ ଗଣମାଧ୍ୟମ ସବୁ ଏତେଦିନ ଯାଏ ଶୋଇଥିଲ କଉଠି, ଆଜି ହଟାଥ ନିଦ ଭାଙ୍ଗିଗଲା....
    ତୁମେ ମାନେ ସବୁ ଭାସ୍କର chenal ଠୁ ବି ହୀନ ହେଇଗଲ l
    ତୁମେ ସବୁ ଏବେ ଲୋକ ମାନଙ୍କ ସାମୁହିକ ସ୍ୱାର୍ଥ ପାଇଁ କାମ କରୁନ, ଏବେ ସବୁ ନିଜର ବ୍ୟକ୍ତି ଗତ ସ୍ୱାର୍ଥ ପାଇଁ କାମ କରୁଚ....
    ଛି ଛି ଆଜିକାଲି ତ ତୁମମାନଙ୍କୁ ଚତୁର୍ଥ ସ୍ତମ୍ଭ କହିବାକୁ ଖରାପ ଲାଗିଲାନି...

  • @Sreyanshugaming333
    @Sreyanshugaming333 3 месяца назад +3

    ଜଣେ ବିପ୍ଲବୀ ନେତା 👌👌🌹🌹👍👍

  • @DebiprasadBarik-he6ig
    @DebiprasadBarik-he6ig 3 месяца назад +3

    ବାଘ ଭାରିଲା.. ଏବେ ସମାଳ।।।❤

  • @deepakrashmi9128
    @deepakrashmi9128 3 месяца назад +3

    ଜୟ ଲିକୁ ଭାଇ 💐💐

  • @Cutebaby-s3k
    @Cutebaby-s3k 3 месяца назад +14

    Vai nice welcome

  • @Sahoo983
    @Sahoo983 3 месяца назад +2

    ବିଧାୟକ ହେବତ ଏମିତି ❤❤

  • @chittaranjanmallick5011
    @chittaranjanmallick5011 3 месяца назад +3

    You are congratulated again and again for this brave and daring open talk,keep it up👍.we hope a signing DHARMASALA with you.

  • @manoramanayak3786
    @manoramanayak3786 3 месяца назад +1

    ଓଡ଼ିଶାର ସମସ୍ତ ବିଧାୟକ liku ଭାଇଙ୍କୁ ଅନୁକରଣ କରନ୍ତୁ ।ବିଧାୟକ ହେବାପରେ ନିଜ କର୍ମକ୍ଷେତ୍ର କୁ ଟିକେ ଦେଖନ୍ତୁ ।

  • @chandrasekharsahoo8814
    @chandrasekharsahoo8814 3 месяца назад +4

    Perfect leader liku bhai

  • @Harekrishnatv1113
    @Harekrishnatv1113 3 месяца назад +5

    ଯୁଗେ ଯୁଗେ ଅଧର୍ମ ଉପରେ ଧର୍ମ ର ଜୟ

  • @RamdhanSingh-p7n
    @RamdhanSingh-p7n 3 месяца назад

    ସେଠି ପେଲା ପେଲି ଚାଲୁ ଥିଲା 👫👬👭🧑‍🤝‍🧑👯🤰🤱👩‍❤️‍👩👨‍❤️‍👨👩‍❤️‍👨💑👩‍❤️‍💋‍👩👨‍❤️‍💋‍👨👩‍❤️‍💋‍👨🧑‍🍼

  • @prasantasamal4606
    @prasantasamal4606 3 месяца назад +20

    Great mla

  • @Chitakata
    @Chitakata 3 месяца назад +1

    Ho gayi tu balle balle
    Ho jayegi balle balle....
    ଲାଗୁଛି ୨୦୧୯ ରୁ ୨୦୨୪ ରେ BJD ବାଲା ପ୍ରବଳ ନୁନି ଖେଳ କରି ଦେଇଛନ୍ତି।
    ଗୋଟେ government ବାରମ୍ବାର ଆସିଲେ ଏମିତି ହୁଏ ....
    କିନ୍ତୁ BJP ରେ ବି ନୁନି ଖେଲୁଆଡ ବି କମ୍ ନାହାନ୍ତି ଯେ 😂😂

  • @anuradharout-nm8co
    @anuradharout-nm8co 2 месяца назад +1

    ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଯୁବ ବିଧାୟକ ହିମାଂଶୁ ବାବୁଙ୍କୁ ଦୀର୍ଘାୟୁ କରନ୍ତୁ ନମ୍ବର ନମ୍ବର one ବିଧାୟକ 👍👍

  • @AshokPanda-qt4qn
    @AshokPanda-qt4qn 3 месяца назад +2

    Bidhayaka Mane Abhali Nirbhika o Satya Badi Hebakatha Dhnyabad Himanshu Babu👍🤝✌️🙏

    • @AshokPanda-qt4qn
      @AshokPanda-qt4qn 3 месяца назад +1

      Himansu Babu Prakruta re Apan Jaha kahuchhanti 100% Sata
      Apannku Anurodha Bigata 50 barsa ru adhika helani keteka gharoi School College chalichhi Tar Sudhar Pain Apana Sudhansu Babu Sara orissa re Sahara manankare chalichhi .Apan thik byakti Je Ahi Bisayare CM O Sikhaya Mantri nku Gochara kari Sudhar karantu Jai MAA Bharati🙏

    • @AshokPanda-qt4qn
      @AshokPanda-qt4qn 3 месяца назад

      Apana Jitile Amara Bhagya Ama sata Anubhuti Sunichhu Dekhuchhu Jai Jagannath Jai MAA Samleswari 🙏

    • @AshokPanda-qt4qn
      @AshokPanda-qt4qn 3 месяца назад

      Apana jane Swadhinata Sangrami re Gaanti heba katha Bandey Mataram Om Namo Bhagabate Sriaurobindaya Namo 🙏🙏

    • @AshokPanda-qt4qn
      @AshokPanda-qt4qn 3 месяца назад

      Apana 100% Honest

    • @AshokPanda-qt4qn
      @AshokPanda-qt4qn 3 месяца назад

      Mu Apannku September masare Bhetibi Nichhaya Himansu Babu Apanakar contact no Daya kari mate Share karantu🙏

  • @ajitkumarmarthapintu2247
    @ajitkumarmarthapintu2247 3 месяца назад +1

    ସୁଯୋଗ ମିଳିଲେ ନିଶ୍ଚୟ ଦେଖା ହେବି ଭାଇ 👍

    • @aswininayak6906
      @aswininayak6906 Месяц назад

      ଆଶ ଆମ ଧର୍ମଶାଳା କୁ ଭାଈ ଙ୍କୁ ଦେଖି ଜୀବ

  • @ranjankumarpanda2316
    @ranjankumarpanda2316 3 месяца назад +2

    100 % right Himanshu Bhai

  • @ManoramaSatpathy
    @ManoramaSatpathy 3 месяца назад +4

    One of the best mla of odisha now , presenting his views at focused way

  • @tapanabaladairyfarmnerasri5503
    @tapanabaladairyfarmnerasri5503 3 месяца назад +3

    I am proud of too much for my student who is a worthy leader for Dharmshala common people

  • @capiyushnayak2963
    @capiyushnayak2963 3 месяца назад +6

    Really a chief minister candidate for next time...

  • @prafullamohanty5557
    @prafullamohanty5557 3 месяца назад +1

    BJD ର କଳା କାରନାମା ର ପର୍ଦ୍ଦାଫାଶ କରାଯାଉ। ଏବଂ ଦୁର୍ନୀତି ଅଭିଯୋଗ ଥିବା ସମସ୍ତ ଙ୍କୁ ଜେଲ୍ ପଠାଯାଊ।

  • @bikashkhuntia8570
    @bikashkhuntia8570 3 месяца назад +1

    ଲିକୁ ଭାଇ ଧନ୍ୟବାଦ ଭାଇ ଭାରି ସ୍ବାଭିମାନ ହୁଦୟରୁ ଧନ୍ୟବାଦ

  • @lipsa5949
    @lipsa5949 3 месяца назад +3

    ଧର୍ମ ର ହୋଇଛି ଜୟ 🙏🏻 ଧନ୍ୟବାଦ ହିମାଂଶୁ ବାବୁ 🙏🏻

  • @subasjena1252
    @subasjena1252 3 месяца назад +3

    Talent mla himansu bhai ❤❤❤❤❤❤❤❤❤❤❤❤❤❤Jay bjp ❤❤❤❤❤Jay bjp ❤❤❤❤Jay bjp ❤❤❤❤Jay bjp ❤❤❤❤❤Jay bjp ❤❤❤❤❤❤❤

  • @shibakumarsahu2400
    @shibakumarsahu2400 3 месяца назад +4

    Aapananka pari breve M L A odisha bidhan sabha re nihati darkar very good sir🎉🎉🎉

  • @rajeshbiswal6358
    @rajeshbiswal6358 3 месяца назад +4

    Great MLA of Odisha, Go ahead👍

  • @trinathpradhan5653
    @trinathpradhan5653 3 месяца назад +1

    ଆପଣଙ୍କ ଦରମା ଗରିବ ଲୋକଙ୍କୁ ଦିଅନ୍ତୁ

    • @AshokPanda-qt4qn
      @AshokPanda-qt4qn 3 месяца назад

      Se kharach karibe Tankar Darama pila loka

  • @santoshbarik1143
    @santoshbarik1143 3 месяца назад +7

    U r the best MLA in odisha, we salute u Bro

  • @raghunayak1198
    @raghunayak1198 3 месяца назад +4

    Himanshu sahoo sir thank you for good work

  • @yess96ssubhu
    @yess96ssubhu 3 месяца назад

    ଭାଇ ଲିକୁ ଭାଇ ଆମ ଭାଇ
    ବାଘ
    You are real hero
    ଜଣେ real Hero ama ପାଇଁ
    ଯିଏ କି ପୁରା perfect କଥା କହନ୍ତି
    ଯୋଉ ଲୋକ ସେ ଜିତୁ chanda କୁ sabat କରିଲେ
    ସେ ଜିତୁ ପୁରା ଆମ ଧର୍ମଶାଳା କୁ ଖାଇ ଦେଇଛି
    ତାକୁ sabat କରିଲେ
    You are great ଭାଇ 😊😊

  • @antaryamimohanty3520
    @antaryamimohanty3520 3 месяца назад

    ଧର୍ମଶାଳା ନୁହେଁ ଅଧର୍ମଶାଲା

  • @ashokkumarnaik5185
    @ashokkumarnaik5185 3 месяца назад +4

    Really jay shree ram good share right sir

  • @ManoranjanAdha
    @ManoranjanAdha 3 месяца назад +9

    100% right sir 👍👍🙏

  • @SrikantNayak-kk6ew
    @SrikantNayak-kk6ew 3 месяца назад +1

    Sir namaskar, apanank jojana bahut bhal. Apanamka shoftwer Sara odissare karyakarita hebadarkar.

  • @rabindrakumarpuhan7688
    @rabindrakumarpuhan7688 3 месяца назад +1

    Importance should be given not only to develop infrastructure but also to teacher posting

  • @yess96ssubhu
    @yess96ssubhu 3 месяца назад

    ଆଜ୍ଞା OR NEWS କୁ request
    Apana ଙ୍କ ଟିମ୍ ପୁରା ଗାଁ ବୁଲି ବୁଲି ପଚାରନ୍ତୁ
    ତା ପରେ ଜାଣି ପାରିବେ ଆଜ୍ଞା ଆମ ଲିକୁ ଭାଇ total ୩୧ min ଭିତରେ ଯାହା କହିଲେ ଠିକ୍ କି kn
    ଆଜ୍ଞା ଆମ ଗାଁ ଲୋକ ଙ୍କୁ bjp ଲୋକ ଙ୍କୁ ବିନା ଦୋଷ ରେ ଟେକି ନେଇଗଲେ ପୋଲିସ ଷ୍ଟେସନ ବାଡ୍ଡେ ଇଲେ
    ଆମେ ସବୁ jou hairana ହଉଚୁ ୨୫ ବର୍ଷ ହେଲା ଆପଣ ଟିକେ ଜାଣନ୍ତୁ
    ଜିତୁ ଚନ୍ଦା ଆଜ୍ଞା ଲୋକ
    ଙ୍କୁ ପୁରା jina haram କରିଦେଇଛି ବିନା ଦୋଷ ରେ ଲୋକ ଙ୍କୁ ମାରି ବି ଦେଇଛି ଆଜ୍ଞା
    ଆପଣ ଟିକେ ସବୁ ଲୋକ ଙ୍କ opiniok ନିଅନ୍ତୁ
    ଲିକୁ ଭାଇ ଯୋଉ ଲୋକ ଆମ ଗରିବ ଙ୍କ ସହ ଭରସା ୨୫ ବର୍ଷ ପରେ ଜଣେ ଲୋକ ଲିକୁ ଭାଇ ଯିଏ ସେ ଜିତୁ କୁ takar ଦେଲେ
    ଲିକୁ ଭାଇ ଆମ ଭାଇ real hero ଆଜ୍ଞା
    ଗରିବ ଙ୍କ ସହ ଭରସା

  • @panigrahi_abhishek
    @panigrahi_abhishek 3 месяца назад

    ଯାହା ମୋହନ ସରକାର ୧୫ ଦିନରେ କରିପାରିଲେ ନାହିଁ ତାକୁ ସାହସୀ ଯୁବ ବିଧାୟକ କରି ଦେଖାଇଲେ I Himanshu - you are an inspiration to the youths. May Lord Jagannath give you utmost strength, power and courage to fight against the 25 years evil, corrupted people. Do take care of yourself!
    ସ୍ୱାଧୀନ ବାବୁ ଆପଣ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଖାଲି ମୁଚୁକୁନ୍ଦ ହସ ହସୁଛନ୍ତି I ବିଧାୟକ ଙ୍କ କଥା ସବୁ ମନକୁ ପାଉନି ନା ଭାବୁଛନ୍ତି ସେ ପବନ କରୁଛନ୍ତି ଆଉ ଆଗକୁ କିଛି କରିବେନି ବୋଲି I

  • @manojnag185
    @manojnag185 Месяц назад

    ସାର୍ ଆପଣ ଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍ ସାର୍ ମୁ ଚାହୁଁଛି ଆମୋ ରାୟଗଡା ଜିଲ୍ଲାରେ ବିଜେଡି ନେତା ମାନେ ବୋହୁତ ଦୁର୍ନୀତି ଅଭିଯୋଗରେ ଅଛନ୍ତି ପୋଲିସ୍ ବାବୁ ମାନେ ବି ବିଜେଡି ଦଳରେ ସହିତ ଜଡିତ ଅଛନ୍ତି

  • @mathmet5701
    @mathmet5701 3 месяца назад

    ତାହାହେଲେ ତମେ ଅଫିସର ଙ୍କୁ ବଦଳେଇବନି। ନିଜେ ମାନୁଛ ତମେ ଅଫିସର ରାଜ ଚଲେଇବ । ଅଫିସର ଙ୍କୁ ଛଟେଇ କଲେ ତମର ଅସୁବିଧା କଣ। ନୂଆ ଅଫିସର ଆଣି କାମ କର। ଏମିତି ଅଫିସର ଙ୍କୁ କଣ ପାଇଁ ଛଡ଼ା ଯିବ।

  • @mathmet5701
    @mathmet5701 3 месяца назад

    ଏ ପର୍ଯ୍ୟନ୍ତ ପଣ୍ଡିଆଁନ ର କିଛି ମିଳୁନି ନା କଣ? ଖାଲି ଚୁଚୁନ୍ଦ୍ରା ଗୁଡ଼ାଙ୍କ ସାଙ୍ଗରେ କଣ ଲଗୁଛ ଯଦି ଅଉକାତ ଅଛି ପଣ୍ଡିଆଁ ର କେଲଙ୍କାରି କୁ ବାହାରକୁ ଆନ। ନହେଲେ କାନି ବିଲେଇ ଭଳିଆ ଏ କୁଜୀ ଅସରପା ଗୁଡାଙ୍କ ସହ କାଇଁ ଲଗିଛ।

  • @Subratswain-vy5rj
    @Subratswain-vy5rj 3 месяца назад +1

    Sir mun bi appanak pranamam karuchi.. Jay Sri Ram

  • @Pratapprusty-y7h
    @Pratapprusty-y7h 3 месяца назад

    Samasta manyabar bidhayak mananku anurodh ki nija nija ariea ru bjd jaha druniti karichhi sabuku tadant karantu manyabar himansu nku dhanyabad

  • @niranjanpanda8574
    @niranjanpanda8574 3 месяца назад

    ବିଭିନ୍ନ ଦୁର୍ନୀତି, ଓ ନାରୀ ନିର୍ଯାତନା ଆପଣ ତଥା ଓଟିଭି, ଅର୍ଗସ,ଓଡିଶା ରିପୋଟର ଜନସାଧାରଣ ସାମନାକୁ ଆଣିଛନ୍ତି, କିନ୍ତୁ ଏସରକାର ସିବିଆଇ, ଇଡି ତଦନ୍ତକୁ ଡରିବାର କାରଣ କଣ??

  • @asitkumarpandav2790
    @asitkumarpandav2790 3 месяца назад +6

    Great Himanshu

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 3 месяца назад

    Bobby Das is a good leader, channels like OTV, Argus, Odisha Reporter, and Kanak News are attempting to spoil his reputation. Bobby Das has done various constructions project in Jajpur. He has a good political background, his father Ashok Das was a great leader.
    Construction of Jajpur new Bus stand
    Jajpur Medical
    Jajpur medical college
    Widening roads
    Kusuma Pond transformation
    Pandian and Bobby did all school transformations
    In the other hand Baijayant Panda contribution is Zero for Odisha

  • @AnadicharanNayak-c5j
    @AnadicharanNayak-c5j 3 месяца назад +4

    100%Right

  • @aswininayak6906
    @aswininayak6906 Месяц назад

    ଆମ ଧର୍ମଶାଳା ନୁହଁ ସାରା ଓଡିଶା ରେ ଏମିତି ବିଧାୟକ ପାଇକି ଆଜି ଓଡ଼ିଶା ଗର୍ବ କରୁଚି

  • @TapanroseBTR
    @TapanroseBTR 3 месяца назад +2

    ଏ ଶଳା ପାଣ୍ଡୁ ସବୁ ଦୁର୍ନୀତି ର ମୂଳ

    • @sisirkumardas7501
      @sisirkumardas7501 3 месяца назад

      ପାଣ୍ଡୁ କଅଣ ସବୁ କ୍ଷମତା ଛଡେଇ ମାଡ଼ିବସିଥିଲା ଆଉ ପୂରା ଦଳ ଏବଂ ସରକାର ଚଳାଉଥିଲା ନିଜ ଇଛାରେ? ତାକୁ ସର୍ବୋଚ୍ଚ କ୍ଷମତା ଦେଲା କିଏ?