ଖରାଦିନେ ବି ପିକନିକ କରିପାରିବେ 👍✌️

Поделиться
HTML-код
  • Опубликовано: 8 сен 2024
  • Follow me on instagram: / unleash_the_devill
    ଖୋର୍ଦ୍ଧା ଜିଲ୍ଳା ବୋଲଗଡ଼ ବ୍ଲକ ଅନ୍ତଗର୍ତ କୋଶଳାଶୁଣୀ ମନ୍ଦିର ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ସେହିପରି ଏହି ପୀଠକୁ ଅନେକ ନେତା ମନ୍ତ୍ରୀ ମଧ୍ୟ ବୁଲିବାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ପରିବେଶରେ ବୁଲିବା ସହ ଭୋଜିଭାତ ମଧ୍ୟ କରିବାର ନଜିର ରହିଛି।
    ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ (Khordha District Headquarter) ଠାରୁ ୩୨ କିଲୋମିଟର ଦୂର ଆରିକମା ଜଙ୍ଗଲର (Khordha District Arikama Forest) କେନ୍ଦ୍ର ସ୍ଥଳରେ ଅବସ୍ଥିତ ରହିଛି ମା କୋଶଳାଶୁଣୀ ପୀଠ (Maa Kosalasuni Pitha)। ଶାନ୍ତ ଏବଂ ପ୍ରାକୃତିକ ପରିବେଶରେ ଭରା ହେଉଛି ଏହି ପୀଠ। ରାଜ୍ୟ ସରକାର ପୀଠର ଗୁରୁତ୍ୱକୁ ଉପଲବ୍ଧି କରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ।
    ଶାଳ ଜଙ୍ଗଲ ଭରା ପରିବେଶ ମଧ୍ୟରେ ଏହି ପୀଠ ରହିଥିବାରୁ ଅନେକ ସମୟରେ ଭୋଜିଭାତ କରିବାକୁ ବହୁ ଲୋକେ ଏଠାକୁ ଆସିଥାନ୍ତି।

Комментарии • 17

  • @vuncupyrdvb6026
    @vuncupyrdvb6026 4 месяца назад +1

    Jay Maa Koshalasuni ,Jay Shree Krishna🙏🙏

  • @riteshrout1974
    @riteshrout1974 4 месяца назад +2

    ❤❤❤❤❤

  • @dreamquestwithsunil4209
    @dreamquestwithsunil4209 4 месяца назад +2

  • @user-mp8xy8pg3p
    @user-mp8xy8pg3p 4 месяца назад +2

    ଯୁଆଡ଼େ ବି ଗଲେ ସାଙ୍ଗରେ ଗୋଟିଏ ବ୍ୟାଗ୍ କି ପଲିଥିନ ନେଇକି ଯିବେ।

  • @godabarishmoharana5587
    @godabarishmoharana5587 4 месяца назад +1

    Bhai, koshalasuni ta mu jaichi kintu ta pakhare ate sundar jagate achi boli jani na thili, ama gan bankoi, athara gan ku gale nichinta jibi, dhanyabad..

  • @samirsethi9747
    @samirsethi9747 4 месяца назад +1

    ଏତେ ଦିନ ପରେ ତମରି ଭିଡିଓ ଦେଖିଲି ଭାରି ଭଲ ଲାଗିଲା ସତରେ ପୁରା ଭିଡିଓ ସତରେ ଭିଡିଓ କରୁନ କଣ ପାଇଁ ଆଉ ତମରି ଭିଡିଓ ଦେଖିବା ପାଇଁ ମୁଁ ଅପେକ୍ଷା କରିଛି ଆଜି ଦେଖିଲି ଭାରି ଭଲ ଲାଗିଲା

  • @jaysriramsibabrata9683
    @jaysriramsibabrata9683 4 месяца назад +3

    1st view❤❤❤

  • @thenischaysoumya2392
    @thenischaysoumya2392 4 месяца назад +2

    Sunibaa pain bhala lagi thantaa jadi apana haraam jaada jaaga re aau kou word use Kari thante, as usual word😂