ନବୀନଙ୍କ ବିକଳ୍ପ ତିଆରି ନକରିବା ବିରୋଧିଙ୍କୁ ହରାଇଲା | Odisha Reporter
HTML-код
- Опубликовано: 8 окт 2024
- ରାଜ୍ୟକୁ ଚଳାଇ ପାରିବା ପରି ଟାଣୁଆ ନେତା ୨୦୧୯ରେ ଭାଜପାରେ ଯୋଗ ଦେଇଛନ୍ତି । ତେଣୁ ନବୀନଙ୍କ ବିକଳ୍ପ ବା ସମସ୍କନ୍ଦ ନେତୃତ୍ୱ ଆଣିଲେ ହିଁ ଦଳ ଭଲ ପଦର୍ଶନ କରିପାରିବ । ଶୁଣନ୍ତୁ କଣ କହୁଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJPOdisha #Odisha
ବଢିଆ ତଥା ସତ କଥା କହିଲେ ଖାରବେଳ ବାବୁ । ଧନ୍ୟବାଦ୍ ।
ଖାରବେଳ ସାର, ବୈଜୟନ୍ତ ପଣ୍ଡା, ଅପରାଜିତା ମାଡାମ, ଦିଲୀପ ରାୟ, ବିଜୟ ମହାପାତ୍ର ଏମିତି କିଛି ଙ୍କୁ ନେଇ ଏକ ଆଞ୍ଚଳିକ ଦଳ ଗଠନ କରନ୍ତୁ ଦେଖିବ ଓଡିଶା ର ରୂପ ବଦଳିଯିବ
ନବୀନ ବାବୁ ଙ୍କ ବିକଳ୍ପ ଅପରାଜିତା ମାଡାମ ଅଟନ୍ତି.
ଶାସକ ଦଳ ଯଦି ଏତେ କାଢୁଆ ପୁଣି ନିରୀହ ଲୋକଙ୍କୁ ମାରୁଥିଲା କଣ ପାଇଁ ।।।।। ସରକାରୀ ବାବୁ ନିର୍ବାଚନ ପ୍ରଚାର ପ୍ରସାର କାଇଁ କରୁଥିଲେ। ଏତେ ଭରସା ଥିଲା ଯଦି ଟଙ୍କା ବାଣ୍ଟି ସାରିବା ପରେ ବି ବ୍ଲକ ରେ ଘୋଟାଲା କାଇଁ କରୁଥିଲ। ତୁମ ମୁଖିଆ ବିଧାନସଭା ଆସନ୍ତି ନାହିଁ ହେଲେ ହାରିବା ଭୟ ରେ ଲୁଙ୍ଗି ପିନ୍ଧି ଠିଆ ମୁଣ୍ଡିଆ ମାରେ ଆଉ ପଡିଆ ବୁଲିଲା କଣ ପାଇଁ...... ଗପିଲେ କଣ ହେବ ସତ ସବୁ ଜାଣନ୍ତି
ଓଡିଶା ବିଜେପିର ଆଗ ଧାଡ଼ିର କେତେଜଣ ଅଯୋଗ୍ୟ ନେତା ଏଵଂ କେନ୍ଦ୍ର ନେତୃତ୍ୱର ଅବାଁଛିତ ପ୍ରେମ ହିଁ ଦାୟୀ 😭😭😭😭😭
ଶମ୍ଭୁଆ ଜଗିଛି କୁମ୍ଭୀରକୁ କୁମ୍ଭୀର ଛକିଛି ଶମ୍ଭୁଆକୁ...
ମୋଦିକୁ ଘାରିଛି ରାଜ୍ୟ ସଭା ଭୟ.. ଚିଟ ଫଣ୍ଡ ଭୟ ନବୀନାକୁ 😄😄😄😄😄
You are absolutely right
କଂଗ୍ରେସ ଆଉ ବିଜେପି ବାଲା ସମାନ ହେଇଗଲ ବାଳ ଖାଅ
ମାଗିଆ ଏଇଟା କୁଆଡେ ଥିଲା ଏବେ ବାହାରିଲା
କେତେଟା ପଞ୍ଚାୟତ ବୁଲିଛି ପଚାରିଲା
AC rooms ରୁ ଏବେ ବାହାରିଲା
ରାଜ୍ୟ BJP ଯେ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ର ତେଲ ମାରିବା ବନ୍ଦ ନ କରିଛନ୍ତି ସେ ପର୍ଯ୍ୟନ୍ତ BJP କର୍ମୀ ଓ ଶିକ୍ଷିତ ଓଡ଼ିଶା ବାସୀ ଭୋଗିବେ.... ନିଜ ପତିଆରା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏମିତି କଲା ଛାଡ BJP ବହୁ ପଞ୍ଚାୟତ ରେ ସରପଞ୍ଚ ରେ ଜିତିଛି କିଛି ନୂଆ ହେଉଛି
ଆମେ ଦର ଦାମ ରେ ବହୁତ କଷ୍ଟ ରେ ଚଳୁଛୁ
You are absolutely right.People want to bring BJP but BJP leaders in Odisha don't want.They need only power.
You are absolutely Còrrect.
Please select a good man for BJP CHIEF MINISTER CANDIDATE.
Hundred percent correct.
100 percent right
Only Aparajita Sadangi
👍
Perfect katha kahichhanti sir
ମତ ଲାଗୁଚି ନବୀନ ପଟ୍ଟନାୟକଙ୍କ ପର ଆପଣ ହେବା ଦରକାର aljiya
No1
ଖାରଵେଳ ଭାଇ ନିଶ୍ଛକ ସତ୍ଯ ହିଁ କହିଛନ୍ତି।।
Right
Only Aparajita madam
Right
Pura perfect
Kharabela Swain is fittest candidate to be selected for bjp supremo in odisha
ନବୀନଙ୍କ ବିକଳ୍ପ ଥିଲେ ତ।
You are right
ମତାମତ ଠିକ୍ ହେଲେ ଆପଣ ନିଜେ ଆଞ୍ଚଳିକ ଦଳ ଗଠନ କରି କଣ ଫଳ ପାଇଲେ ?? ସଙ୍ଗଠନ କରିବା ଆବଶ୍ୟକ ।
Sure.
You are right we can't represent alternative of Nabin.
Very true sir
Ok
Money is sab kuch
PM and CM both are good
ବ୍ରନ ସଙ୍କର
Honest opinion Aparajita madam should be projected as CM candidate and all should support her full heartedly. As per public opinion no other face will be acceptable . This is my sincere advise as a highly qualified person
ଖାରବେଳ ବାବୁ ଯୋଉ ପର୍ଯ୍ୟନ୍ତ ଆପଣ ମାନେ united ହେଇ election ଲଢ଼ୁନାହାନ୍ତି ସେ ପର୍ଯ୍ୟନ୍ତ ଏମିତି ବିଜେପି ରସତଳଗାମୀ ହେଉଥିବ. ଏଇୟା ଲାଗୁଚି bjp, ରାସ୍ତା ପୁରା bjd କୁ ଛାଡିଦେଲା ଜିତିବା ପାଇଁ
ବୋଧେ ଉପର ନେତୃତ୍ୱ ଏଥିରେ ଖୁସି.
Yes...
100%correct kharabela sir 👌
Apan nku lok vala paanti ki
BJP re candidates laduchhi, party ladu nahi. Kete dina parjanta candidates pachhare party na thiba BJP haru thiba.
ଅବାନ୍ତର ଯୁକ୍ତି, 23 ବର୍ଷ ରେ ୟାଙ୍କ ପାଖରେ ନବୀନ ବାବୁଙ୍କ ବିକଳ୍ପ ନାହିଁ ଏହାର ଅର୍ଥ ଓଡ଼ିଶା ବାସୀ ଜାଣି ସାରିଲେଣି l ଖାଲି ଭାଷଣ..
ଓଡ଼ିଶାର କୌଣସି ନେତା କେନ୍ଦ୍ର ରାଜନୀତିରେ ବ୍ୟସ୍ତ ନାହାନ୍ତି, ନାମମାତ୍ର ବ୍ୟସ୍ତ!
Bijay mohapatra ku chief Minister candidate declar kara Jae dekha jau
ଏଠି ସେଠି ବୁଲି ମାଠିଆ...
ଖାରବେଳ ସ୍ବାଇଁ ମୋହେଦୟ, ଆପଣ ନେତୃତ୍ଵ ନିଅନ୍ତୁ? କିଛି ଫରକ୍ ନାହିଁ? ନବୀନ ପଟ୍ଟନାୟକ ନାଁ ରେ ଭୋଟ ଅଛି! ବନ୍ଦ କର ବାହା ବାହା।
Pratap Nana takkar debe
Voter's like them.
Kudhiya alasuaa bjp neta nka paine hada Navin jituchi... kendriya neta kan paine navin ra kan bhala guna dekhi prasansa karanti...
Just look like mihir Bhai .
Bjp/BjD jointly nominated candidates to Rajyasabha Mr Baishnab may be projected as cm candidates of BJP for Odisha for Bjp victory in future' election s
Gaan gaan problem right kara.jia jitiba katha jita.
Modinku like karuchanti. Separi Nabeen nku madhya.
ତମେ କରୁନ କିଏ ମନା କରୁଛି
We want aparajata sadangi
ତାମାନେ ଆପଣଙ୍କ ଠାରେ ମିଠା ରସ ନାହଁ
B.j.p ka harne ka karon hai jatt bad, bay rojgar ,or gunda gardi
BJP has no unity and one ness in odisha
thik Katha kahile kebal nabin kebal nabin nabin chada au Sabu MLA mp chora aji nabin babu rahibeni anku godei godei loka maribe
This is the cause of failure
Petrol diesel gas rate badheiba loka tamaku vote debe
Bjd gotiye paribarare 8ti vote ku
Rs 20000 deichi
😂😂 tame biklap hauna...tame ta nabin Babu nka thu jogya 😂😂
Wrong
Khali bada bada katha.
Kama nahi. Ea kn karuthile.
ହାରିଲ ଠିକ୍ ହେଇଛି ମାଗିହେ ବିଜେପି ବାଲେ
Samimahanty. Dharmendra pradhaan BJP ku budai debe. Dala ra kandala tiari karu chhanty mobaila neta ahi duijana
Kharbela babu jaha kahiley thick ,kintu bjp,congress ra bada neta bbsr rey bashiki bjd Tharu mota anka nija swartha purana kariki chup bashichanti ,jaha bjd ku shuauchi ,bjp ey parjyanta cm haba jogyaku agaku chadu nahanti
Why not kharabela babu taking lead of BJP Party in 2024, in west Bengal election so many TMC leader change party came to BJP what happened , they lost their stability again request to come back TMC, we are waiting double engine Sarkar in UTTARA PRADESH March 10,, if Jogi fail modi popularity will drastically fall
Apana manuchaanti ta
Ama cm odisara jila keteta janichanti ki
ଜାଣି ଥିଲା.. ଏ ଦି ବର୍ଷ ଇସ୍କୁଲ ବନ୍ଦ ଭିତରେ ଭୁଲି ଯାଇଥିବ 😀😀😀😀😀
Andhabhakat kami galeni
Sir bjp ra bilip ray.manomahan samal emane kana chota neta thile. Chal jhuta.
Bjp dalare nabini pata nayak bhali nirmal shanta shresta kehi nahanti
Ate ate bada fenga nahi pravasi kana Karu cha
Tu kiye be. Tu kouthi acchu.
Right
Right
Right
Right