School re pathao padhaa heu nahi ..sabu ta khali tution padheile..sabu lagu heba..hele aga verification heba kou mane thik teacher..ooo teacher hebara jogyataa achhi ki nahi..
Tame kauthi patha padicha je janima kast kn mo bapa 35 Barsha painathile Abe sia ritied hebe ame aji parjyanta ghara te nahi ame kete kasta re achu janicha
ଶିକ୍ଷକ -ଅଧ୍ୟାପକ -କର୍ମଚାରୀ ମାନଙ୍କ ନ୍ୟାଯ୍ୟ ଦାବିକୁ ତୁରନ୍ତ ପୂରଣ କରିବାକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ପ୍ରିୟ ମାନ୍ୟବର ମୋହନ ମାଝୀ ସାର୍ ଙ୍କୁ ମୋର ବିନମ୍ର ଅନୁରୋଧ l
🙏ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
ତୁରନ୍ତ new GiA school college କୁ ପେନସନ ବ୍ୟବସ୍ଥା କରାଯାଉ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ
194 left out eligible high school anudan katha kahi thibaru bahuta bahut dhanyabad
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇସାରିଛି l ସଜାଡ଼ିବାକୁ ଏଇ ସରକାର ନିଶ୍ଚୟ ପଦକ୍ଷେପ ନେବାକୁ ଅନୁରୋଧ l
ଗୋଟେ ଗୋଟେ ସ୍କୁଲ୍ ରେ ଅଷ୍ଟମ ଓ ନବମ ପିଲା ବହି ପଡ଼ି ପାରୁନାହାନ୍ତି...
ଲଙ୍କା ରେ ଯିଏ ସେ ଅସୁର, କିଛି ପରିବର୍ତ୍ତନ ହେବ ନାହିଁ
ଓଡିଶାରେ ଅଧିକ ମାଗଣା ଖିଆ
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.
ସତ କଥା। ଏ ମାନେ ରିଟାୟାଡ଼ ପରେ
କଣ କରିବେ।
15 ବର୍ଷ ଗୋଲାମୀ କଲାପରେ 3ହଜାର ରୁ
ଦର ମା start କଲ। ଏ ମାନଙ୍କୁ ଅବୈଧ
କହି ବଲକ ଗ୍ରାଣ୍ଟ ମନେ ସରକାର ସବୁ ବିଭାଗରେ ଖର୍ଚ୍ଚ ଅଟକଳ ସରିଲା ପରେ ଯାହା ବଳିବ ତାକୁ ମୁଣ୍ଡା ମୁଣ୍ଡି ଅର୍ଥ କହି
ଦେଉଛ। ବଲକ ଗ୍ରାଣ୍ଟ ଗୋଟେ ଏମିତି
ଶବ୍ଦ ଚଉଦ ପୁରୁଷ ବି ବୁଝିବା କଷ୍ଟ।
ଯୋଉ ଠି ସରକାର ପାଖରେ କେବଳ
ହିସାବ ଅଛି ଲୋକଟି କେବେ ରିଟାୟା ଡ଼
କରିବ।
ରିଟାୟାଡ଼ ପରେ ଶୀଘ୍ର ମରିଯିବା ପାଇଁ
ସରକାର ଚାହୁଁଛି।ଯେତେ ଶୀଘ୍ର ମଲେ
ସରକାର ମୁଣ୍ଡରୁ ବୋଝ ଯିବ।
ତେଣୁ ପେନସନ ଦେବା ଜରୁରୀ।
ସେ ମେଡ଼ି ସିନ ,ଖାଦ୍ୟ ପାଇବ କୋଉଠୁ।
62 ବର୍ଷ ଦରକାର ନାହିଁ।ବରଂ ପେନ ସନ
ଦେବା ଜରୁରୀ।
ମାନସିକ ଅଶାନ୍ତିରେ ଶିକ୍ଷକମାନେ ହାର୍ଟ ଚୋକ୍ କିମ୍ବା ବ୍ରେନ ଷ୍ଟ୍ରୋକ୍ର ରେ ମରିବେ ଚାକିରୀ କାଳରେ କିମ୍ବା ଚାକିରୀ ପରେ ତେଣୁ ଖୁବ୍ ଶିଘ୍ର ଶିକ୍ଷକମାନଙ୍କୁ ପେନ୍ସନ୍ ଓ ଚାକିରୀ ସର୍ତ୍ତାବଳି ଲାଗୁ କରାଯାଉ।
Pasia na paeila mariba
ଏମାନେ ଭିକାରି, ସରକାର୍ ଭାବେ ଏମାନେ ରାଜରାସ୍ତାରେ ଯୋଡ ହସ୍ତରେ ଭିକ ମାଗିଲେ ସରକାର୍ ର ଛାତି କୋଣ୍ଢେ ମୋଟ୍ ହେଇଯାଉଛି
Thank you sir
ଏମିତି ପ୍ରତିବାଦ 24 ବର୍ଷ ଭିତରେ ହେବାର ଥିଲା.... କେବେ ବି ଏମିତି ହେଇ ନଥିଲା !!!! ଏବେ କ'ଣ ପାଇଁ ହାଉ ହାଉ ହଉଛ???? ନିଜ ଦଳ ହାରିଗଲା boli !!!
First junior teacher regular karantu
Penson for new. Aded school
ନେତା ବିକ୍ରୀ ହେଲେ ଆପଣ କରିପାରିବେ
Pensio dia jau mora anurodh sarkar pakhare
Amanankara.jete.dele.ankara.sabubele.abhaba
Only OPS Darkara
Ete section nakari gote section karanti. Only taken over school so, please government consider about teacher strike and solved it as soon as possible
Bada fasal khauthila. Dakhiba agaku kan hauchi
Tumaku diajib sure
School re pathao padhaa heu nahi ..sabu ta khali tution padheile..sabu lagu heba..hele aga verification heba kou mane thik teacher..ooo teacher hebara jogyataa achhi ki nahi..
Chhakiria mane gonadharana deba kete dhur...
୬୨ ନୁହଁ ୬୫ ହେଉ
A teacher ku akhi Buji pitila auu next time auu BBSR ashiba nahi
Right
Tame kauthi patha padicha je janima kast kn mo bapa 35 Barsha painathile Abe sia ritied hebe ame aji parjyanta ghara te nahi ame kete kasta re achu janicha
62 year retirement age demand baseless...tama munda mada heijaichhi bodhe...tame thari thari kharare basiba aau kan patha padheiba 62 age bele
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.
କିଛିକରିପାରିବେନି. ୨୪ ବର୍ଷ ଏପରି ଶୁଣିଆସୁଛୁ.