Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରତିଦିନ ଟିଭି କୁ ଧନ୍ୟବାଦ
ଏ ଟାଉଟରିଆ ପୋଲିସ୍ ମାନେ ତାଙ୍କ Uniform ଵିକି ମଦ ପିଇଦେଇଛନ୍ତି ଵୋଧେ ସେଥିପାଇଁ ଏମିତି ଲୁଙ୍ଗି ଗାମୁଛା ପିନ୍ଧି ଵୁଲୁଛନ୍ତି ।
ସାର୍ ମାନକୁ ମାଲକାନଗିରି ପଠାଇ ଦିଅନ୍ତୃ ଭଳ ଖେଳ ହେବା
Sir.nka Tankara dressku chora neijaichhanti.
ଏହା ମହିଳା ଙ୍କ ପ୍ରତି ଅସ୍ନମାନ । ପୋଲିସ ବିରୁଦ୍ଧ କେସ ହେବା ଉଚିତ୍।
😢😮
Nabin sarkar re hin emiti huye 😅 #modi_sarkar_lao 🧡
Right
🙏🙏🙏
Suit a case of criminal misconductAnd outrage of women modesty then they will learn how to conduct their duties.... Jai hind
ଲୁଙ୍ଗି ପୋଲିସ ଝିନ୍ଦାବାଦ
ଧନ୍ୟ ତୁମ ଶାସନ ହେ ନବୀନ ବାବୁ ଧନ୍ୟ ତୁମ ମାକୁ ସମ୍ମାନ ଲଜ୍ୟା ଲଜ୍ୟା।
ଏମାନେ ନିଜ ଘର କରି ଦେଇଛନ୍ତି, ଆଉ ସରକାର ପୋଲିସ ଙ୍କୁ କପଡା ଦେବ ପାଇଁ ପଇସା ନାହିଁ। ଦରିଦ୍ର ସରକାର 🤪🤣😂
😁😁😁
@@AamaGaonAamaMati 🤪👍
😂😂😂😂
@@clockwork43 🤪
Iungidanc
ଛି ଗୋଟେ ଗରିବ ମା ର ଲୁହ ତୁମକୁ ଦେଖା ଯାଉନି, ତୁମେ ରକ୍ଷକ ନା ଭକ୍ଷକ
Semane....kaha katha sunantini agyaan....Kebala tanka neiki situation badalei dele mo akhi samnare..
ବହୂତ ବଢ଼ିଆ କହିଛନ୍ତି ଧନ୍ଯବାଦ ପୋଲିସ କୁ ବିରୋଧୀ କର❤❤❤ମା ର ଦୁଖ ବୁଜ
ସାର୍ ଆପଣଙ୍କ ମାନ କୁ ମାଲକାନଗିରି କାଲିମେଳା ମୋଟୁ ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ସ୍ତ୍ନାନଅ ଦରକାର୍
ବଢିଆ। ମଜା ଆସିଗଲା।😅😅😅😅😅। ଖାଲି ଟାରେ ପୋଲିସ୍ ଚାକିରୀ କରୁଚି ସେ।
ସାମ୍ବାଦିକ ଙ୍କୁ ଧନ୍ୟବାଦବିଷୟ ଟି ବହୁତ ଖୁସି ଲାଗିଲା,
😅😅😅 ଧନ୍ଯ ତମେ ପୋଲିସ ରେ .. ଏଇ ଭଳି ପୋଲିସ ମାନକ ପାଇଁ ସବୁ ପୋଲିସ ବଦ୍ନାମ ..
Madharchood police
ଲୁଙ୍ଗି ପିନ୍ଧିବାର ଅଛି ଯଦି ପୋଲିସ ଚାକିରି ଛାଡ଼ି ଦଉନ ଆପଣ ମାନେ ମଣିଷ ନା ପଶୁ କିଛି ବୁଝି ହଉନି
ନବିନ୍ ସରକାର ଙ୍କ ର ଲୁଙ୍ଗି ପିନ୍ଧା ପୋଲିସ
😂😂😂
ଅଭଦ୍ର ଅଳିଆ ପୋଲିସ
ଏଟା ପରା ଆମ ଓଡିଶା,ନବୀନ ଓଡିଶା ର ଶାସନ ଲୁଙ୍ଗୀ କଣ ଚଢି ପିନ୍ଧି ଡୁଟି କରି ପାର,,!🤣🤣🤓🤓😂😂
ମୋହନ ଆସିଗଲେଣି ପରା 😂
ଶଳା ଭାବୁଛନ୍ତି ଗୋଟେ ଧର୍ମଶାଳା
ସେ police station ର ସମସ୍ତ police କର୍ମଚାରୀ କୁ dismiss କରାଯାଉ ଏବଂ ସେ ଫଣ୍ଡି କୁ ବନ୍ଧ କରାଯାଉ
Yes
ପୋଲିସ ସରକାର ପାଇଁ କାମ କରୁଛି, ଲୋକ ପାଇଁ ନୁହେଁ
ଏମାନେ Police କମ ଧାନକଟାଳି ମଜୁରିଆଙ୍କ ଭଳି ବେଶୀ ଲାଗୁଛନ୍ତି।😂😂😂😂😂
Police station club house କଣ କରିବା ଆମ ଦେସ ସାଷାନ,,
କେନ୍ଦୁ ପଡ଼ା ପୋଲିସ ଫାଣ୍ଡି କୁ award ଓ prize ଦିଆଯାଉ । DG sir ଙ୍କୁ ଅନୁରୋଧ ଏ ମନଙ୍କୁ ସମ୍ମାନିତ କରନ୍ତୁ।
ମାଗେଣା ଖାଇ ଖାଇ ପେଟ ଓହଳି ଗଲାଣି ଡ୍ରେସ୍ ଟାଇଟ୍ ହଉଥିବ ମାଗିହାଙ୍କୁ
Correct absolutely correct 💯
ଏ ହେଉଛି ନବୀନ ସରକାରଙ୍କ ବିକାଶ ର ଚିତ୍ର
Thanks
ଓଡ଼ିଆରେ ଗୋଟେ କଥା ଅଛି ହେଁ ହେଁଇଆ ଠାକୁର କୁ ନେଫଡା ପୂଜାରୀ (ସରକାର ଯେମିତି ପୋଲିସ ସେମିତି ) ଲମ୍ବା ସମୟ ର ସରକର ରହିଲେ ଏମିତି ହେବ
ସେ ସବୁ ମାଆ ଘିଆ ଙ୍କୁ କାଢ଼ି ଦିଆ ଆମକୁ ଭାରତୀ କର
ଏ ମାନକୁ ବହିସ୍କାର କରାଯାଉ
ଏ ନବିନ ବାବୁଙ୍କ ବିଭାଗ ର ପୋଲିସ୍ ମାନେ....ଜାଗ ଜନତା ଜାଗ କାଲିବି ତୁମ ପାଳି ଅସିପାରେ
ଆରେ ନା ଭଦ୍ରକ ଜିଲ୍ଲାହେଲେ ଲୋକ ଶବୁ ଅଭଦ୍ର ଏଇଠି
ଅତି ସୁନ୍ଦର ଭାବରେ duty କରୁଛନ୍ତି ଫାଣ୍ଡି ବlଲ l😂
🙏ଏଇଟା ପରା ଆମ ସରକାର 🙏
ଆରେ ପୁଲିସ ମାମୁଁଙ୍କର ତଳ ଜିନିଷଟା ଅଧିକ୍ ଗରମ୍ହେଇଯାଇଛି ସେଥି ପାଇଁ ଗାମୁଛା /ଲୁଙ୍ଗି ପିନ୍ଧି ବୁଲୁଛନ୍ତି . ଆଓ ରାତିରେ ତଳ ଜିନିଷ ଥଣ୍ଡା ହେଇଯିବ ସେତେବେଳ ବର୍ଦ୍ଧି ପିନ୍ଧି ବୁଲିବେ .
😅😅😅😂😂
E Vedeo jiye karichhi taku dhanyawad
ତ୍ରେସେ ବିକି ମଦ ପିଇଦେଇ ଛନ୍ତି
ପୋଲିସ ଯୋଗୁଁ ଓଡ଼ିଶା ରେ ଚୋରି ଆଉ ଡକାୟତ ମଡର ନିଶାଦ୍ରବ୍ୟ ବଢ଼ି ଚାଲିଛି
ଇଏଲୁଗିପିଧି ପୁଲିସିର ଏଥରବିଜେପିସରକାରଆସିଲା ସବୁପୁଲିସି ଲୁଗିପିଧିବେ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
ଡ୍ରେସ ବିକି କି ମଦ ପିଇ ଦେଲେ ଆମ ପୋଲିସ ଭାଇ ମାନେ
ଲୁଙ୍ଗି ପିନ୍ଧା ପୋଲିସ ଜିନ୍ଦାବାଦ, ନବିନ ଓଡ଼ିଶା ଜିନ୍ଦାବାଦ, ଧନ୍ୟ ତୁ ନବୀନ, କେବଳ ବିଜେଡି କୁ ଭୋଟ ଦିଅ ।
DGP Or SP should be take an action against them.. Please🙏🙏🙏
ଏହା ଓଡିଶା ପାଇଁ ଲଜ୍ୟା ର କଥା
ଧିକ ଆମ ସରକାରୀ ବେବସ୍ଥା
ପାଇଲେ ଖୁମ୍ପିବେ, ଏନୁ ଲୁଙ୍ଗି ପିନ୍ଧିଛନ୍ତି।
ପୋଲିସ ବିନା ବର୍ଦ୍ଧି ନାହିଁ... ସେମାନେ ମୁହଁ କଳା କରୁଛେ.... ଥାନାରେ କଳା କୋଠରୀ ରେ..... ଏହା ବାହାର ଲୋକଙ୍କୁ ଅଛପା.... ତଦନ୍ତ କରାଯାଉ.....😢😢😢
ଅଫିସ ରେ ଏତିକି ଘରେ ତ ପୁରା ଲଙ୍ଗଳା
ଏବି ଗୋଟେ ନବୀନ ଯୋଜନା
ଅପେକ୍ଷା କର ଖାଲି ପାଣ୍ଡୁ ସରକାର ଆସୁ, ଏବେ ତ ଗାମୁଛା ଅଛି ଆଗକୁ ଖାଲି ଚଡି ରେ ରେ ଥିବେ
ଏହା ଦେଖି ଲଜ୍ୟା ଲାଗୁଛି
ଏହି ପୋଲିସ ଅଫିସର ମାନେ ଉଚ୍ଚ ଶିକ୍ଷିତ heithibe ସେଥି ପାଇଁ duty time re ଏମିତି ଡ୍ରେସ ପିନ୍ଧି ଥିଲେ lମୋର ଅନୁରୋଧ ରହିବ ଏମାନଙ୍କୁ ଅୱାଡ଼ିଂ ଦିଆଯାଉ suspend pain ଭାଇ ଜଣଙ୍କ କହୁଛନ୍ତି don't do it . ସେମାନଙ୍କ ର family ଅଛନ୍ତି l ଏମାନେ ଯେମିତି କେତେ ବଡ଼ criminal ki ଭୁଲ କରିଦେଲେ ଯେ suspend କରାଯିବ
Right padmashree diajau😂😂😂😂 ...Gariba niriha lokanku dhari neta nka pressure lokanku harasment Kariba ahimananka kama....
ଆଜ୍ଞା ନବୀନ ଶାସନ ରେ ନ୍ୟାୟ ତାହାର ବାଟରେ ଯିବ ଧନ୍ୟ ରେ ତୁମ ଜିବୀନ | ମାରିବା ସମୟରେ ନାମ ଖରାପ କରୁଛ
Nice news, emi tikka news asiba darkar.
ଇଏ ନୁହେଁ ବହୁତ ଜାଗାରେ ଚାଲିଛି ପୋଲିସ ଦାଦାଗିରି । କିନ୍ତୁ ସେ ପୋଲିସ ବୋଲି ଲୋକମାନେ ଭୟରେ କିଏ କିଛି ଅଭିଯୋଗ କଲେ ତାହା କାଯ୍ୟକାରି ହେଉନାହିଁ । କିନ୍ତୁ ଯେତେବେଳେ ଜନତା ତାତିବେ ସେଦିନ ସମସ୍ତଙ୍କର ନିଦ ଭାଙ୍ଗିବ । ରକ୍ଷକ ଏ ମୂର୍ଖମାନଙ୍କୁ କିଏ କହିବ ଆଜି ଓଡିଶା ସରକାର ଦେଖନ୍ତୁ ସମସ୍ତଙ୍କୁ ଚାକିରିରୁ ବିଦା କରାଯାଉ
ଏ ସବୁଗୁଡାକୁ ପଦଵୀ ରୁ ବାହାର କରାଯାଉ ଏଠି କଣ ଲୁଙ୍ଗିଡେନସ୍ ଚାଲିଛି,
ପୋଲିସ ମାନେ ପୋଷାକ RUclips comedy shooting ପାଇଁ ଭଡ଼ାରେ ଦେଇଛନ୍ତି 😅😅😂😂
ଏହା ୨୦୨୪ ର ନୂତନ୍ ସର୍କାର୍ଙ୍କର୍ ପୋଲିସ୍ ପାଇଁ ନୂଆ ୟୁନିଫର୍ମ୍ ର ପ୍ରଚାର୍ ।
ଛି ଛି ଓଡ଼ିଶାର ସରକାର ଲାଜ ଲାଗୁନି
Are odisha Police 🚓 Lungi police jindabad jindabad 😂😂😂😂😝😆🤣
ଭାଇ ଲୁଙ୍ଗିତ ପିନ୍ଧିଛନ୍ତିଲଙ୍ଗଳା ତହୋଇନାହାଁ
ଓଡିଶା ସରକାର ର ଶାସନ ତ ଏଇୟା ! govt.ର under ରେ police
ଅନୁସାଶନରେ ଫାଣ୍ଡି ଅଧିକାରୀ ପୋଲିସ କର୍ମଚାରୀଙ୍କୁ ନୋବେଲ ପୁରସ୍କାର ଦେବା ଦରକାର।😭😭😭😭😭ଦଣ୍ଡ ବିଧାନ ଆଇନ ଧାରା କୁ ଖାତିରି ନାହିଁ ।
ପୁଲିସ ବାବୁ ଙ୍କୁ ଲୁଙ୍ଗି ପିନ୍ଧି ବାକୁ ଯଦି ଏତେ ଈଛା ତାହେଲେ ଚାକିରୀ ରୁ ଵାହାର କରିଦେଲେ ସଵୁଦିନେ ଘରେ ବସି ଲୁଙ୍ଗି ପିନ୍ଧୁଥିଵେ।😅
Waoooo Odisha Police.....👍
ଭାଇମାନେ ପବନ ଖାଇବାପାଇଁ ଲୁଙ୍ଗି ପିନ୍ଧିଛନ୍ତି.
ଏ ହେଉଛି ମାଳିସାହି ପୁରୁଷ ନଙ୍ଗଳା ଥାନା 😂😂😂
great job jemti sarkar semiti sasan 😢😢😢😢
ଚାକିରିରୁ ବିଦା କର 😢
😢😢😢😢🙏🙏🙏😭😭😭ମା ର ଦୁଖ
Dhanyawad odisha cm
Good news. Thank you br.
A.video.jiye.karichi.taku.dhanyawad
Jay jaganatha Jay odisha
ଏମାନଙ୍କୁ ସମସ୍ତଙ୍କୁ suspend କରାଯାଉ। ହେଲେ ଏହାର ପ୍ରଭାବ ସମସ୍ତ ପୋଲିସ ଉପରେ ପଡ଼ିବ ଓ ପୋଲିସ ଅନୁଭବ କରିବ ସେମାନେ ଜନତାଙ୍କ ଚାକର ଓ ଜନତାଙ୍କ ପଇସା ରୁ ଦରମା ନିଅନ୍ତି
That's great presentation
ଯୋଉ ପୋଲିସ ପବ୍ଲିକ ଉପରେ ଦାଦା ଗିରୀ କରୁଛି ସେ ପୋଲିସ ଯୋଗ୍ୟତାହିନ କୁ ଚାକିରୀରୁ ବହିସ୍କାର କରି ଓଡ଼ିଶାରୁ ଶିକ୍ଷିତ ଯୁବକ ମାନ ଙ୍କୁ ପୋଲିସ ଚାକିରୀରେ ନିଯୁକ୍ତି କରାଯାଉ ଅମାନେ ପବ୍ଲିକ୍ ମାନ ଙ୍କୁ ପୋକ ମାଛି ପରି ଭାବୁଛନ୍ତି ଦିର୍ଘ୍ 24ବର୍ଷ ହେବ ଏମାନଙ୍କୁ BJP ସରକାର୍ ତୁରନ୍ତ ଶାସନ କର ନ୍ତୃ ଏହା ଓଡ଼ିଶା ବାସୀ ଙ୍କ ର ନିବେଦନ ଜୟ ଶ୍ରୀ ରାମ
Salute pratidin Tv,You see home dept,is under our CM.Judgement is yours.
Apana Mane khusi ta
Right subasis bhai
ଓଡ଼ିଶା ରେ ଏମିତି ହଉଛି କଣ କରା ଜିବ ଓଡ଼ିଶା ସରକାର ଜିନ୍ଦା ବାତ ନବୀନ ବାବୁ ଇଲେକ୍ସନ ଆଗରୁ ଉପହାର ଦେଇଛନ୍ତି ଲୁଘି ଗାମୁଛା 😂😂😂😂
😂😂😂😂😂
ଆମ ମୋହନ ମୁଖ୍ୟ ଶାସନ ସଚିବଙ୍କୁ କଡ଼ା କାଯ୍ୟ ଅନୁଯାୟୀ କରନ୍ତୁ। ଜୟ ଜଗନ୍ନାଥ ଜୟ
Goood bhai
ପୋଲିସ ଚାକିରୀ ସବୁଠୁ ଆରାମ ଦାୟକ ଚାକିରୀ.... ଖାଇ ପିଇ କି ପେଟ ବାହାର କଲେ ହେଲା!
ତୁରନ୍ତ ସିଆରପିସି 150 ରେ ମାମଲା କରାଯାଉ
ଛିଛି ପୋଲିସ
Bhai tike kotha
A ମାନେ ପୋଲିସ ଫାଣ୍ଡି କୁ ଘର ବନାଇ ଛନ୍ତି ଏ ହେଉଛି 5 T ସରକାର
ଲୁଙ୍ଗି ଡେନ୍ସ୍ କରୁଥିଲେ।
Subhashis bhai great ❤️🙏
😭😭😭😭😭😭🇮🇳🙏 police station police station Mama ji ki BJP Sarkar Govardhan police station police station police station BJP BJP damodardas Modi ji munga gundagiri Doraemon Doraemon
ଦଦରା ସରକାର ର ଦଦରା ପୋଲିସ
ସରକାର ଯେମିତି ଚାକିରିଆ ସେମିତି
ୟାଙ୍କୁ suspend କରାଯାଇ ନୁଆ appointment ଦିଆଯାଉ, ବହୁତ young ବେକାର ହୋଇ ବୁଲୁଛନ୍ତି
Sabu magiha ପୋଲିସ ଅଧିକାରୀ କୁ suspend କର,,,, ନୂଆ ପିଲା କୁ ଭର୍ତି କର,,,,,,😊
Ys
ସେମାନଙ୍କ ପେଳ ଜୋର୍ ରେ କୁଣ୍ଢେଇ ହଉଛି ତେଣୁ ସେମାନେ ଲୁଙ୍ଗି ଧାରଣ କରିଛନ୍ତି
ଅନ୍ଧ ରାଜ୍ୟ
ନବିନ ତଙ୍କୁ ଲୁଙ୍ଗି ଗାମୁଛା।ଡ୍ରେସ ସରକାର । ବଜପି ଦେଖୁ କୋଣ ଚାଲିଛି । ସମୋୟ ସରିଲା।
ଓଡିଶା ସରକାର କଣ ଏତେ ତଳେ ପୁଶାକ ଦେଇ ପାରନାହାନ୍ତି ଓଡିଶା ପାଇଁ ଲଜିତ
Nice coverage .....
ଲୁଙ୍ଗି ପିନ୍ଧା ପୋଲିସ, ଲୁଙ୍ଗି ପିନ୍ଧି ନାଚ କରିବେ ।
ଓଡ଼ିଶା ପୋଲିସ ମାଇକିନା ର କପଡା ନାହିଁଉନିଫର୍ମ ରେ କାମ ଚଳାଉଛନ୍ତି
ହେ ପୋଲିସ ମାନଙ୍କୁ ହେ ଫାଣ୍ଡି ରେ ଭରି କରି ଅଭିଯୋଗ କରି ଯାଇଥିବା ମା ଚପଲ ରେ ସେକିବା କଥା 👍
ନବୀନ ପଟ୍ଟନାୟକଙ୍କ ବାବୁ ମା କୁ ଏମିତି ଶମନ୍ ଦିଅନ୍ତି ପୋଲିସ୍ କୁ ମୁଣ୍ଡରେ ବଶାନ୍ତି
0:41 5T sarkar
Dhanya odisha police
ପ୍ରତିଦିନ ଟିଭି କୁ ଧନ୍ୟବାଦ
ଏ ଟାଉଟରିଆ ପୋଲିସ୍ ମାନେ ତାଙ୍କ Uniform ଵିକି ମଦ ପିଇଦେଇଛନ୍ତି ଵୋଧେ ସେଥିପାଇଁ ଏମିତି ଲୁଙ୍ଗି ଗାମୁଛା ପିନ୍ଧି ଵୁଲୁଛନ୍ତି ।
ସାର୍ ମାନକୁ ମାଲକାନଗିରି ପଠାଇ ଦିଅନ୍ତୃ ଭଳ ଖେଳ ହେବା
Sir.nka Tankara dressku chora neijaichhanti.
ଏହା ମହିଳା ଙ୍କ ପ୍ରତି ଅସ୍ନମାନ । ପୋଲିସ ବିରୁଦ୍ଧ କେସ ହେବା ଉଚିତ୍।
😢😮
Nabin sarkar re hin emiti huye 😅 #modi_sarkar_lao 🧡
Right
🙏🙏🙏
Suit a case of criminal misconduct
And outrage of women modesty then they will learn how to conduct their duties.... Jai hind
ଲୁଙ୍ଗି ପୋଲିସ ଝିନ୍ଦାବାଦ
ଧନ୍ୟ ତୁମ ଶାସନ ହେ ନବୀନ ବାବୁ ଧନ୍ୟ ତୁମ ମାକୁ ସମ୍ମାନ ଲଜ୍ୟା ଲଜ୍ୟା।
ଏମାନେ ନିଜ ଘର କରି ଦେଇଛନ୍ତି, ଆଉ ସରକାର ପୋଲିସ ଙ୍କୁ କପଡା ଦେବ ପାଇଁ ପଇସା ନାହିଁ। ଦରିଦ୍ର ସରକାର 🤪🤣😂
😁😁😁
@@AamaGaonAamaMati 🤪👍
😂😂😂😂
@@clockwork43 🤪
Iungidanc
ଛି ଗୋଟେ ଗରିବ ମା ର ଲୁହ ତୁମକୁ ଦେଖା ଯାଉନି, ତୁମେ ରକ୍ଷକ ନା ଭକ୍ଷକ
Semane....kaha katha sunantini agyaan....
Kebala tanka neiki situation badalei dele mo akhi samnare..
🙏🙏🙏
ବହୂତ ବଢ଼ିଆ କହିଛନ୍ତି ଧନ୍ଯବାଦ ପୋଲିସ କୁ ବିରୋଧୀ କର❤❤❤ମା ର ଦୁଖ ବୁଜ
ସାର୍ ଆପଣଙ୍କ ମାନ କୁ ମାଲକାନଗିରି କାଲିମେଳା ମୋଟୁ ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ସ୍ତ୍ନାନଅ ଦରକାର୍
ବଢିଆ। ମଜା ଆସିଗଲା।😅😅😅😅😅। ଖାଲି ଟାରେ ପୋଲିସ୍ ଚାକିରୀ କରୁଚି ସେ।
ସାମ୍ବାଦିକ ଙ୍କୁ ଧନ୍ୟବାଦ
ବିଷୟ ଟି ବହୁତ ଖୁସି ଲାଗିଲା,
😅😅😅 ଧନ୍ଯ ତମେ ପୋଲିସ ରେ .. ଏଇ ଭଳି ପୋଲିସ ମାନକ ପାଇଁ ସବୁ ପୋଲିସ ବଦ୍ନାମ ..
Madharchood police
ଲୁଙ୍ଗି ପିନ୍ଧିବାର ଅଛି ଯଦି ପୋଲିସ ଚାକିରି ଛାଡ଼ି ଦଉନ ଆପଣ ମାନେ ମଣିଷ ନା ପଶୁ କିଛି ବୁଝି ହଉନି
ନବିନ୍ ସରକାର ଙ୍କ ର ଲୁଙ୍ଗି ପିନ୍ଧା ପୋଲିସ
😂😂😂
ଅଭଦ୍ର ଅଳିଆ ପୋଲିସ
ଏଟା ପରା ଆମ ଓଡିଶା,ନବୀନ ଓଡିଶା ର ଶାସନ ଲୁଙ୍ଗୀ କଣ ଚଢି ପିନ୍ଧି ଡୁଟି କରି ପାର,,!🤣🤣🤓🤓😂😂
ମୋହନ ଆସିଗଲେଣି ପରା 😂
ଶଳା ଭାବୁଛନ୍ତି ଗୋଟେ ଧର୍ମଶାଳା
ସେ police station ର ସମସ୍ତ police କର୍ମଚାରୀ କୁ dismiss କରାଯାଉ ଏବଂ ସେ ଫଣ୍ଡି କୁ ବନ୍ଧ କରାଯାଉ
Yes
ପୋଲିସ ସରକାର ପାଇଁ କାମ କରୁଛି, ଲୋକ ପାଇଁ ନୁହେଁ
ଏମାନେ Police କମ ଧାନକଟାଳି ମଜୁରିଆଙ୍କ ଭଳି ବେଶୀ ଲାଗୁଛନ୍ତି।😂😂😂😂😂
Police station club house କଣ କରିବା ଆମ ଦେସ ସାଷାନ,,
କେନ୍ଦୁ ପଡ଼ା ପୋଲିସ ଫାଣ୍ଡି କୁ award ଓ prize ଦିଆଯାଉ । DG sir ଙ୍କୁ ଅନୁରୋଧ ଏ ମନଙ୍କୁ ସମ୍ମାନିତ କରନ୍ତୁ।
ମାଗେଣା ଖାଇ ଖାଇ ପେଟ ଓହଳି ଗଲାଣି ଡ୍ରେସ୍ ଟାଇଟ୍ ହଉଥିବ ମାଗିହାଙ୍କୁ
Correct absolutely correct 💯
ଏ ହେଉଛି ନବୀନ ସରକାରଙ୍କ ବିକାଶ ର ଚିତ୍ର
Thanks
ଓଡ଼ିଆରେ ଗୋଟେ କଥା ଅଛି ହେଁ ହେଁଇଆ ଠାକୁର କୁ ନେଫଡା ପୂଜାରୀ (ସରକାର ଯେମିତି ପୋଲିସ ସେମିତି ) ଲମ୍ବା ସମୟ ର ସରକର ରହିଲେ ଏମିତି ହେବ
ସେ ସବୁ ମାଆ ଘିଆ ଙ୍କୁ କାଢ଼ି ଦିଆ ଆମକୁ ଭାରତୀ କର
ଏ ମାନକୁ ବହିସ୍କାର କରାଯାଉ
ଏ ନବିନ ବାବୁଙ୍କ ବିଭାଗ ର ପୋଲିସ୍ ମାନେ....ଜାଗ ଜନତା ଜାଗ କାଲିବି ତୁମ ପାଳି ଅସିପାରେ
ଆରେ ନା ଭଦ୍ରକ ଜିଲ୍ଲା
ହେଲେ ଲୋକ ଶବୁ ଅଭଦ୍ର ଏଇଠି
ଅତି ସୁନ୍ଦର ଭାବରେ duty କରୁଛନ୍ତି ଫାଣ୍ଡି ବlଲ l😂
🙏ଏଇଟା ପରା ଆମ ସରକାର 🙏
ଆରେ ପୁଲିସ ମାମୁଁଙ୍କର ତଳ ଜିନିଷଟା ଅଧିକ୍ ଗରମ୍
ହେଇଯାଇଛି ସେଥି ପାଇଁ ଗାମୁଛା /ଲୁଙ୍ଗି ପିନ୍ଧି ବୁଲୁଛନ୍ତି . ଆଓ ରାତିରେ ତଳ ଜିନିଷ ଥଣ୍ଡା ହେଇଯିବ ସେତେବେଳ ବର୍ଦ୍ଧି ପିନ୍ଧି ବୁଲିବେ .
😅😅😅😂😂
E Vedeo jiye karichhi taku dhanyawad
ତ୍ରେସେ ବିକି ମଦ ପିଇଦେଇ ଛନ୍ତି
ପୋଲିସ ଯୋଗୁଁ ଓଡ଼ିଶା ରେ ଚୋରି ଆଉ ଡକାୟତ ମଡର ନିଶାଦ୍ରବ୍ୟ ବଢ଼ି ଚାଲିଛି
ଇଏଲୁଗିପିଧି ପୁଲିସିର ଏଥରବିଜେପିସରକାରଆସିଲା ସବୁପୁଲିସି ଲୁଗିପିଧିବେ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
ଡ୍ରେସ ବିକି କି ମଦ ପିଇ ଦେଲେ ଆମ ପୋଲିସ ଭାଇ ମାନେ
ଲୁଙ୍ଗି ପିନ୍ଧା ପୋଲିସ ଜିନ୍ଦାବାଦ, ନବିନ ଓଡ଼ିଶା ଜିନ୍ଦାବାଦ, ଧନ୍ୟ ତୁ ନବୀନ, କେବଳ ବିଜେଡି କୁ ଭୋଟ ଦିଅ ।
DGP Or SP should be take an action against them.. Please🙏🙏🙏
ଏହା ଓଡିଶା ପାଇଁ ଲଜ୍ୟା ର କଥା
ଧିକ ଆମ ସରକାରୀ ବେବସ୍ଥା
ପାଇଲେ ଖୁମ୍ପିବେ, ଏନୁ ଲୁଙ୍ଗି ପିନ୍ଧିଛନ୍ତି।
Right
ପୋଲିସ ବିନା ବର୍ଦ୍ଧି ନାହିଁ... ସେମାନେ ମୁହଁ କଳା କରୁଛେ.... ଥାନାରେ କଳା କୋଠରୀ ରେ..... ଏହା ବାହାର ଲୋକଙ୍କୁ ଅଛପା.... ତଦନ୍ତ କରାଯାଉ.....😢😢😢
ଅଫିସ ରେ ଏତିକି ଘରେ ତ ପୁରା ଲଙ୍ଗଳା
ଏବି ଗୋଟେ ନବୀନ ଯୋଜନା
ଅପେକ୍ଷା କର ଖାଲି ପାଣ୍ଡୁ ସରକାର ଆସୁ, ଏବେ ତ ଗାମୁଛା ଅଛି ଆଗକୁ ଖାଲି ଚଡି ରେ ରେ ଥିବେ
ଏହା ଦେଖି ଲଜ୍ୟା ଲାଗୁଛି
ଏହି ପୋଲିସ ଅଫିସର ମାନେ ଉଚ୍ଚ ଶିକ୍ଷିତ heithibe ସେଥି ପାଇଁ duty time re ଏମିତି ଡ୍ରେସ ପିନ୍ଧି ଥିଲେ l
ମୋର ଅନୁରୋଧ ରହିବ ଏମାନଙ୍କୁ ଅୱାଡ଼ିଂ ଦିଆଯାଉ suspend pain ଭାଇ ଜଣଙ୍କ କହୁଛନ୍ତି don't do it . ସେମାନଙ୍କ ର family ଅଛନ୍ତି l ଏମାନେ ଯେମିତି କେତେ ବଡ଼ criminal ki ଭୁଲ କରିଦେଲେ ଯେ suspend କରାଯିବ
Right padmashree diajau😂😂😂😂 ...Gariba niriha lokanku dhari neta nka pressure lokanku harasment Kariba ahimananka kama....
ଆଜ୍ଞା ନବୀନ ଶାସନ ରେ ନ୍ୟାୟ ତାହାର ବାଟରେ ଯିବ ଧନ୍ୟ ରେ ତୁମ ଜିବୀନ | ମାରିବା ସମୟରେ ନାମ ଖରାପ କରୁଛ
Nice news, emi tikka news asiba darkar.
ଇଏ ନୁହେଁ ବହୁତ ଜାଗାରେ ଚାଲିଛି ପୋଲିସ ଦାଦାଗିରି । କିନ୍ତୁ ସେ ପୋଲିସ ବୋଲି ଲୋକମାନେ ଭୟରେ କିଏ କିଛି ଅଭିଯୋଗ କଲେ ତାହା କାଯ୍ୟକାରି ହେଉନାହିଁ । କିନ୍ତୁ ଯେତେବେଳେ ଜନତା ତାତିବେ ସେଦିନ ସମସ୍ତଙ୍କର ନିଦ ଭାଙ୍ଗିବ । ରକ୍ଷକ ଏ ମୂର୍ଖମାନଙ୍କୁ କିଏ କହିବ ଆଜି ଓଡିଶା ସରକାର ଦେଖନ୍ତୁ ସମସ୍ତଙ୍କୁ ଚାକିରିରୁ ବିଦା କରାଯାଉ
ଏ ସବୁଗୁଡାକୁ ପଦଵୀ ରୁ ବାହାର କରାଯାଉ ଏଠି କଣ ଲୁଙ୍ଗିଡେନସ୍ ଚାଲିଛି,
ପୋଲିସ ମାନେ ପୋଷାକ RUclips comedy shooting ପାଇଁ ଭଡ଼ାରେ ଦେଇଛନ୍ତି 😅😅😂😂
ଏହା ୨୦୨୪ ର ନୂତନ୍ ସର୍କାର୍ଙ୍କର୍ ପୋଲିସ୍ ପାଇଁ ନୂଆ ୟୁନିଫର୍ମ୍ ର ପ୍ରଚାର୍ ।
ଛି ଛି ଓଡ଼ିଶାର ସରକାର ଲାଜ ଲାଗୁନି
Are odisha Police 🚓 Lungi police jindabad jindabad 😂😂😂😂😝😆🤣
ଭାଇ ଲୁଙ୍ଗିତ ପିନ୍ଧିଛନ୍ତି
ଲଙ୍ଗଳା ତହୋଇନାହାଁ
ଓଡିଶା ସରକାର ର ଶାସନ ତ ଏଇୟା ! govt.ର under ରେ police
ଅନୁସାଶନରେ ଫାଣ୍ଡି ଅଧିକାରୀ ପୋଲିସ କର୍ମଚାରୀଙ୍କୁ ନୋବେଲ ପୁରସ୍କାର ଦେବା ଦରକାର।
😭😭😭😭😭
ଦଣ୍ଡ ବିଧାନ ଆଇନ ଧାରା କୁ ଖାତିରି ନାହିଁ ।
ପୁଲିସ ବାବୁ ଙ୍କୁ ଲୁଙ୍ଗି ପିନ୍ଧି ବାକୁ ଯଦି ଏତେ ଈଛା ତାହେଲେ ଚାକିରୀ ରୁ ଵାହାର କରିଦେଲେ ସଵୁଦିନେ ଘରେ ବସି ଲୁଙ୍ଗି ପିନ୍ଧୁଥିଵେ।😅
Waoooo Odisha Police.....👍
ଭାଇମାନେ ପବନ ଖାଇବାପାଇଁ ଲୁଙ୍ଗି ପିନ୍ଧିଛନ୍ତି.
ଏ ହେଉଛି ମାଳିସାହି ପୁରୁଷ ନଙ୍ଗଳା ଥାନା 😂😂😂
great job jemti sarkar semiti sasan 😢😢😢😢
ଚାକିରିରୁ ବିଦା କର 😢
😢😢😢😢🙏🙏🙏😭😭😭ମା ର ଦୁଖ
Dhanyawad odisha cm
Good news.
Thank you br.
A.video.jiye.karichi.taku.dhanyawad
Jay jaganatha Jay odisha
ଏମାନଙ୍କୁ ସମସ୍ତଙ୍କୁ suspend କରାଯାଉ। ହେଲେ ଏହାର ପ୍ରଭାବ ସମସ୍ତ ପୋଲିସ ଉପରେ ପଡ଼ିବ ଓ ପୋଲିସ ଅନୁଭବ କରିବ ସେମାନେ ଜନତାଙ୍କ ଚାକର ଓ ଜନତାଙ୍କ ପଇସା ରୁ ଦରମା ନିଅନ୍ତି
That's great presentation
ଯୋଉ ପୋଲିସ ପବ୍ଲିକ ଉପରେ ଦାଦା ଗିରୀ କରୁଛି ସେ ପୋଲିସ ଯୋଗ୍ୟତାହିନ କୁ ଚାକିରୀରୁ ବହିସ୍କାର କରି ଓଡ଼ିଶାରୁ ଶିକ୍ଷିତ ଯୁବକ ମାନ ଙ୍କୁ ପୋଲିସ ଚାକିରୀରେ ନିଯୁକ୍ତି କରାଯାଉ ଅମାନେ ପବ୍ଲିକ୍ ମାନ ଙ୍କୁ ପୋକ ମାଛି ପରି ଭାବୁଛନ୍ତି ଦିର୍ଘ୍ 24ବର୍ଷ ହେବ ଏମାନଙ୍କୁ BJP ସରକାର୍ ତୁରନ୍ତ ଶାସନ କର ନ୍ତୃ ଏହା ଓଡ଼ିଶା ବାସୀ ଙ୍କ ର ନିବେଦନ ଜୟ ଶ୍ରୀ ରାମ
Salute pratidin Tv,You see home dept,is under our CM.Judgement is yours.
Apana Mane khusi ta
Right subasis bhai
ଓଡ଼ିଶା ରେ ଏମିତି ହଉଛି କଣ କରା ଜିବ ଓଡ଼ିଶା ସରକାର ଜିନ୍ଦା ବାତ ନବୀନ ବାବୁ ଇଲେକ୍ସନ ଆଗରୁ ଉପହାର ଦେଇଛନ୍ତି ଲୁଘି ଗାମୁଛା 😂😂😂😂
😂😂😂😂😂
ଆମ ମୋହନ ମୁଖ୍ୟ ଶାସନ ସଚିବଙ୍କୁ କଡ଼ା କାଯ୍ୟ ଅନୁଯାୟୀ କରନ୍ତୁ। ଜୟ ଜଗନ୍ନାଥ ଜୟ
Goood bhai
ପୋଲିସ ଚାକିରୀ ସବୁଠୁ ଆରାମ ଦାୟକ ଚାକିରୀ.... ଖାଇ ପିଇ କି ପେଟ ବାହାର କଲେ ହେଲା!
ତୁରନ୍ତ ସିଆରପିସି 150 ରେ ମାମଲା କରାଯାଉ
ଛିଛି ପୋଲିସ
Bhai tike kotha
A ମାନେ ପୋଲିସ ଫାଣ୍ଡି କୁ ଘର ବନାଇ ଛନ୍ତି ଏ ହେଉଛି 5 T ସରକାର
ଲୁଙ୍ଗି ଡେନ୍ସ୍ କରୁଥିଲେ।
Subhashis bhai great ❤️🙏
😭😭😭😭😭😭🇮🇳🙏 police station police station Mama ji ki BJP Sarkar Govardhan police station police station police station BJP BJP damodardas Modi ji munga gundagiri Doraemon Doraemon
ଦଦରା ସରକାର ର ଦଦରା ପୋଲିସ
ସରକାର ଯେମିତି ଚାକିରିଆ ସେମିତି
ୟାଙ୍କୁ suspend କରାଯାଇ ନୁଆ appointment ଦିଆଯାଉ, ବହୁତ young ବେକାର ହୋଇ ବୁଲୁଛନ୍ତି
Sabu magiha ପୋଲିସ ଅଧିକାରୀ କୁ suspend କର,,,, ନୂଆ ପିଲା କୁ ଭର୍ତି କର,,,,,,😊
Ys
ସେମାନଙ୍କ ପେଳ ଜୋର୍ ରେ କୁଣ୍ଢେଇ ହଉଛି ତେଣୁ ସେମାନେ ଲୁଙ୍ଗି ଧାରଣ କରିଛନ୍ତି
ଅନ୍ଧ ରାଜ୍ୟ
ନବିନ ତଙ୍କୁ ଲୁଙ୍ଗି ଗାମୁଛା।ଡ୍ରେସ ସରକାର । ବଜପି ଦେଖୁ କୋଣ ଚାଲିଛି । ସମୋୟ ସରିଲା।
ଓଡିଶା ସରକାର କଣ ଏତେ ତଳେ ପୁଶାକ ଦେଇ ପାରନାହାନ୍ତି ଓଡିଶା ପାଇଁ ଲଜିତ
Nice coverage .....
ଲୁଙ୍ଗି ପିନ୍ଧା ପୋଲିସ, ଲୁଙ୍ଗି ପିନ୍ଧି ନାଚ କରିବେ ।
ଓଡ଼ିଶା ପୋଲିସ ମାଇକିନା ର କପଡା ନାହିଁ
ଉନିଫର୍ମ ରେ କାମ ଚଳାଉଛନ୍ତି