Raga Ananda Bhairavi||Kimpa mane chinta karure sundari||Tikarapada prahallada natak||pH - 9556142480

Поделиться
HTML-код
  • Опубликовано: 20 янв 2025

Комментарии • 5

  • @krushnachandramishramishra4289
    @krushnachandramishramishra4289 10 месяцев назад +3

    ପ୍ରହଲ୍ଲାଦ ନାଟକ କୁ ସମ୍ପୂର୍ଣ ଭାବରେ ଅପଭ୍ରନ୍ସ କରା ଯାଉଛି

    • @KunaMishra-r8v
      @KunaMishra-r8v 4 месяца назад +1

      ଠିକ୍ କଥା କହିଲେ ଆଜ୍ଞା ।

  • @KunaMishra-r8v
    @KunaMishra-r8v 4 месяца назад

    ମନ ରୁ ପଦ ଯୋଡ଼ି କି ମାନଭଞ୍ଜନ ରେ ଶବ୍ଦ ବ୍ୟବହୃତ ହୁଏନି, ଆଜ୍ଞା ।
    ଏହା ପାଇଁ ସ୍ଵତନ୍ତ୍ର ବଚନିକା ବା ପଦ୍ୟ ମାନ ଜଳନ୍ତ୍ର ରାଜା ଙ୍କ ଦ୍ଵାରା ରଚନା କରାଯାଇଛି ।
    ତାହାକୁ ବ୍ୟବହାର କରନ୍ତୁ ।
    ବୋହୁତ ଭଲ ଲାଗିବ ନାଟକ

  • @KunaMishra-r8v
    @KunaMishra-r8v 4 месяца назад

    ଏଇଟା କୋଉ ପ୍ରକାର ଆନନ୍ଦ ଭୈରବୀ ରାଗ ?
    କାଇଁ ମୁଁ ୟାର ଆଦି ଅନ୍ତ କିଛି ପାଉନି ।
    ପ୍ରଥମେ ତ କେସିଓ ବଜେଇବା ମନା ତଥାପି ବଜେଇଲେ କୋଉ ସ୍ୱର କି ତାଳ ରେ ବଜେଇ ପାରୁଚ କି।
    କଣ ଗାଇଲ ମହାଶୟ :- ଏଣୁ କରି ମୋ ପ୍ରାଣ ବାନ୍ଧବୀ ରେ ମନ ରେ ତୁ ନ କର ଖେଦ ରେ ।
    ହେ ମହାତ୍ମା ସେଇଠି ଖେଦ ଶବ୍ଦ ର ବ୍ୟବହାର ହେବନି । କ୍ଷୋଭ ଶବ୍ଦ ହେବ।
    ଜୟ ଜଗନ୍ନାଥ ।

  • @iplrajanatak
    @iplrajanatak 10 месяцев назад

    🙏🙏🙏🙏💪