Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Tame bahut bhala bohu bhala jhia bhala jaa au bhala Maa bi au Tamara sabuthqru bhal au bada guna tume tuma naninku bahut praise kara kintu se sabubele tumaku sabubele samastanka agare tumaku tale pakanti ❤
ମାଙ୍କଡ ଘରେ ପଶି ଖାଇଲେ ବହୁତ୍ ଶୁଭ ହୋଇଥାଏ 🙏🏻🙏🏻 ଦେଖିବ ତମେ ଆହୁରି ଆଗକୁ ଯିବ ❤❤
Rasmita bhauni Tama ବୟସ କେତେ ।
❤❤❤🎉
ରଶ୍ମିତା ଦିଦି ଶୁଣ ତମେ ଦି ଯା କାହା କଥା ଶୁଣନି ଲୋକେ ତ କହିବେ❤ ମାନୁଛି କିଛି ଲୋକଙ୍କ କଥା କଷ୍ଟ ଦେଉଛି କିନ୍ତୁ ତମେ ବ୍ୟସ୍ତ ହୁଅନି ଜଗନ୍ନାଥ ସବୁ ଦେଖୁଛନ୍ତି ଯିଏ ତମ ମାନଙ୍କୁ କଟୁ କଥା କହିବ ତା କଥା ପ୍ରଭୁ ବୁଝିବେ । କେବେ ଭାବିବ ନି ମୁଁ ଲିଜା ନାନୀ ଭଳି ସୁନ୍ଦର କି ଚାଲାକ ନୁହେଁ ବରଂ ଭାବିବ ଚେହେରା ଯାହା ହେଉ ମନ ମୋର ଭଲ ହେଉ । ଦି ଯା ଭଲରେ ରହିବ ଆଉ ଗୋଟେ କଥା ରାଗକୁ ନିୟନ୍ତ୍ରଣ ରଖ ସ୍ୱାମୀ ସହ କଳି ପାଟିତୁଣ୍ଡ ସବୁ ବେଳେ ଭଲ ନୁହଁ |