‘ସବୁଦିନ ପାଇଁ ରହିଗଲା କଳଙ୍କ’ || Barabati Stadium Floodlight Failure Controversy || Odisha Reporter
HTML-код
- Опубликовано: 11 фев 2025
- 'ଇଂଲଣ୍ଡ-ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ସମୟରେ ବାରବାଟୀରେ ଯାହା ଘଟିଲା ଛୋଟ କଥା ନୁହେଁ । ଓଡ଼ିଶା ପାଇଁ ସବୁଦିନ ଗୋଟେ କଳଙ୍କ ରହିଗଲା । ଏ କଳଙ୍କ କେବେ ଲିଭିବନି । ଯଦି ଭାରତୀୟ ଦଳ ହାରିଥାନ୍ତା ଓଡ଼ିଶାବାସୀ ଓସିଏ ଆଉ ସରକାରଙ୍କୁ କ୍ଷମା ଦେଇନଥାନ୍ତେ ।' ବାରବାଟୀରେ ଲାଇଟ୍ ଲିଭିବାକୁ ନେଇ ଓସିଏର ପୂର୍ବତନ ଯୁଗ୍ମ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ କଣ କହିଲେ ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #OCA #negligence #barabatimatch #Cuttack #Odisha