Pura bhul hela lekha ta plot number aau khata number kahin aau aadhar proof two side lokonkor aau jete loko se jomi ro partner samastanku darkar nohele bhul hei jibo lekha ta
Firstly,Thanks for your comments, sir..You are right... Plot no., Khata no, aadhar proof of both parties, au jami kete janankara nare achhi, esabu mention kariba katha , but dhyan deiparili nahi, next jou lekha asiba sethire easabu mention karibaku chesta koribi... Thank you for your suggestion.
ସୁନ୍ଦର ଭାବରେ ଲେଖିଥିବାରୁ ଧନ୍ୟବାଦ ଏମିତି ଲେଖୁଥାନ୍ତୁ ଲୋକମାନେ ଉପକୃତ ହେଉଥାନ୍ତୁ
ଧନ୍ୟବାଦ...
Bahut bhala video baneicha byna
Thank you ..
very nice channel keep it up sir
Thanks..
😢 ଅତି ସୁନ୍ଦର୍
ଲେଖାଟି ଠିକ ହେଲା ନାହିଁ.
1. ବନ୍ଧକ କାରି ଙ୍କ ନାମ ଆଉ ଆଧାର କାର୍ଡ ଅନୁଯାଇସମ୍ପୂର୍ଣ୍ଣ ଠିକଣା ସହ ବୟସ ଓ ଆଧାର ନମ୍ବର.
2.ବନ୍ଧକ ଧାରୀ ଙ୍କ ନାମ ଆଉ ଆଧାର କାର୍ଡ ଅନୁଯାଇ ବୟସ ଓ ସମ୍ପୂର୍ଣ୍ଣ ଠିକଣା ସହ ଆଧାର ନମ୍ବର.
3. ସ୍ଥାନ ଓ ତାରିଖ
4. ବନ୍ଧକ ର ଚୁକ୍ତି ନାମା ଯଥା :- (କ )ସମ୍ପତ୍ତି ବିବରଣୀ
(ଖ )ସମ୍ପତ୍ତି ର ଆନୁମାନିକ ମୂଲ୍ୟ ସହ କେତେ ଟଙ୍କାରେ ବନ୍ଧକ.
(ଗ ) କେତେ ଦିନ ପାଇଁ (ଏହା ଜରୁରୀ ଅଟେ )
ପରେ ଅନାନ୍ୟ ବିଷୟ ଲେଖି ପାରିବେ. କିନ୍ତୁ St land General କୁ ହୋଇ ପାରିବ ନାହିଁ,
At first,Thanks for your comments, sir..You are right...ଯେହେତୁ ଏହା ଏକ ସାଧାରଣ ଜମି ବନ୍ଧକ agreement ଅଟେ, ଏଥିରେ ଉଭୟ ବନ୍ଧକ ଦାତା ଏବଂ ଗ୍ରହୀତା ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କୁ ଡାକି ଏକ ସ୍ଥାନରେ ବସି ଉକ୍ତ ଜମି ବିଷୟରେ ପୂର୍ଣ୍ଣ ରୂପେ ଆଲୋଚନା କରନ୍ତି,ଯଦି ଏଥିରେ ଉଭୟ ପକ୍ଷ ବନ୍ଧକ ପାଇଁ ରାଜି ହୁଅନ୍ତି, ତା ହେଲେ Formality ପାଇଁ ଏକ ସାଧାରଣ କାଗଜରେ ବେଶି କିଛି ନ ଲେଖି ବନ୍ଧକ ଦାତା ଏବଂ ଗ୍ରହୀତାଙ୍କ ନାଁ, ଗ୍ରାମ, ପିତାଙ୍କ ନାମ, ଜମିର ନାଁ, ଜମିର ଚାରିପାଖ ଥିବା ଜମି ,କେତେକ ସାକ୍ଷୀର ନାଁ ..ଏସବୁ ଲେଖାଯାଇଥାଏ। ଏହା especially ଗାଁ ଗହଳିରେ ଚାଲୁଅଛି। ଆପଣ ଯେଉଁ Suggestion ଦେଲେ ତାହା ଏକ Standard Format ଲେଖା ,In future ସେ ବିଷୟରେ ଆଉ ଏକ ଲେଖା ନେଇକି ଆସିବି।.. Once again thank you.
Right @@Ltowrite-hx2be
Sikhei dela b vala😊
Thank you..🙏
Very good ❤
Thank you..
Very nice sir God bless you
Thank you.
ମୋହଦୟ ସୂନ୍ଦର ଲେଖା
Thank you..
V nice latter ❤❤
Thank you..
Very nice
Amiti clear dekha jiba video karantu
Jhabsa dekha gale padhi hua na ki jani hua ni
Ok,try karibi ahuri spasta lekhibaku..🙏
Good Righting
Thank you..
Thank you so mach
Thanks
Thanks dear
Chamatkar 🥰
Thank you..
Good good
very thankful
Thank you sir
World best essys channel ❤❤❤❤
ବହୁତ ଭଲ କାମ କରୁଛନ୍ତି ସାର ଼଼଼଼଼଼଼଼
Thank you.
Bhai handwriting top
Thank you Bhai..
ଆମ ଜମି ବନ୍ଧା ପକେଇଥିଲୁ ବହୁତ୍ କଷ୍ଟରେ ଚାରି ବର୍ଷ ପରେ ମୁଁ ମୁକୁଲେଇଲି ଜମି ଥରେ ବନ୍ଧା ପଡ଼ିଲେ ମୁକୁଳେଇବାଟା ବହୁତ୍ କଷ୍ଟ 😭😭😭😭😭😭😭😭😭😭😭😭😭😭😭
ଜମି କିଣିବା ର ଗୋଟେ ଲେଖା ହଉ
Thik achhi..
ଦାତା ଗ୍ରହୀତା ଓ ଜମିର ଖାତା ନମ୍ବର ମୌଜା ଏ ସବୁ ଛାଡି ଦେଲ
ହଁ,, ଧ୍ୟାନ ଦେଇପାରିଲି ନାହିଁ,,🙏
Dekhati thik unhen.
ଜମି ଯିଏ ବନ୍ଦା କରିବ ଆଉ ଯିଏ ବନ୍ଦା ଧରିବ ତାଙ୍କ ଦସ୍ତଖତ କେଉଁଠି ରହିବ, ଏହା ମଧ୍ୟ ଦେଖେଇବାର ଥିଲା sir
ହଁ, ଦେଖେଇବାର ଥିଲା, but I couldn't show it.Sorry for that.
Duhi side re Sign rahiba
Only money dhar sutra re debaku kn lekha haba tike janantu
ସାର୍ ଏକ ଜିଓ ଟାୱାର , ଗୋଟିଏ ରାଜସ୍ୱ ଗ୍ରାମରେ ବସେଇବା ପାଇଁ ଦରଖାସ୍ତ ଦିଅନ୍ତୁ
ଠିକ୍ ଅଛି
ଲେବର କମିଶନ୍ ର ପାଖକୁ କେମିତି ଦରଖାସ୍ତ ଲେଖା ହେବ । ନୂଆ ଭିଡ଼ିଓ ଆଣନ୍ତୁ ।
OK, ନିଶ୍ଚୟ ଭିଡ଼ିଓ ଆଣିବି ।
ଜମି ବନ୍ଧକ ଲେଖିବାର ଶୈଳୀ ଏମିତି ନୁହେଁ, ମୋତେ ସାହିତ୍ୟ ପ୍ରବନ୍ଧ ଭଳି ଲାଗୁଛି
Lekha clear dishuni
Ok.. chesta karibi spasta lekha paain in upcoming writings..🙏
Plat.no....or...jamira.pariman..rahiba.kathha
ହଁ ,ଭାଇ ରହିବା କଥା, but mention କଲି ନାହିଁ ।
Plot no &Khan no, area kia le khiba
Bahi ma jeje 1972 re jami dalili Kari thile hele semane muteson Kari nahanti Abe ame pai pari bu ki nahi
Bhai prathame Tehsildar saha ebisayare katha huantu..🙏
ଅ କେ
ତୁମେ ଜମିର khatanambar ମୌଜା ସବୁ ଛାଡି ଦେଲ 🙏🌹
ହଁ, ଧ୍ୟାନ ଦେଇପାରିଲି ନାହିଁ,.🙏
Sir police station complaint application writing sir....
ଠିକ୍ ଅଛି..
Pura bhul hela lekha ta plot number aau khata number kahin aau aadhar proof two side lokonkor aau jete loko se jomi ro partner samastanku darkar nohele bhul hei jibo lekha ta
Firstly,Thanks for your comments, sir..You are right... Plot no., Khata no, aadhar proof of both parties, au jami kete janankara nare achhi, esabu mention kariba katha , but dhyan deiparili nahi, next jou lekha asiba sethire easabu mention karibaku chesta koribi... Thank you for your suggestion.
Khata number aau plot number nihati daraka
Fir lekhiba vdo chhadun siy
Wait କରନ୍ତୁ, video upload ହେବ ।
ସାର ମୋର ଗୋଟେ ବୋହୁ ଦରକାର ତାପାଇଁ ଗୋଟେ ଡୋରଖାସ୍ତ ଲେଖି ଦିୟନ୍ତୁ
😂😂😂😂😂😂
This is not correct way' of agreement writting