ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଶିକ୍ଷକ ସଂଘ ମାନଙ୍କ ମିଟିଂ ଶେଷ 📜 କ'ଣ ଆଲୋଚନା ଏବଂ ନିର୍ଯ୍ୟାସର ବିଷୟବସ୍ତୁ 🤞

Поделиться
HTML-код
  • Опубликовано: 20 ноя 2024

Комментарии • 45

  • @JogeswarMajhi-lt7hj
    @JogeswarMajhi-lt7hj 7 дней назад +10

    ସରକାର ଦାବି ଶୁଣିବାକୁ ରାଜି ,,,କିଛି ଦଲାଲି ଶିକ୍ଷକ ଙ୍କ ଯୋଗୁ କୌଣସି ବର୍ଷ ଶିକ୍ଷକ ଙ୍କ ଦାବି ହାସଲ ହେଇ ପାରୁ ନାହିଁ,,

  • @netranandakishan1843
    @netranandakishan1843 7 дней назад +16

    ଚାରୁ madam ଦାଗବାଜ୍, ଗତଥର heart ବାଧିଲା,

    • @studywithmepriyadarshini
      @studywithmepriyadarshini 7 дней назад +2

      Exactly... Last ku paisa khaiki khasijibe...... Sufferer hebe niriha tr mane

  • @dibyaprasad1166
    @dibyaprasad1166 7 дней назад +11

    Primary teacher ଙ୍କର ପ୍ରଥମ ରୁ 6 ବର୍ଷ କୁ ମୂଳ ଚାକିରୀରେ ଗଣନା କରାଯାଉ। OLD PENSION ଦିଆଯାଉ।

  • @samirnayak3768
    @samirnayak3768 8 дней назад +16

    ଗୋଟିଏ ବୈଦାନ୍ୟ ଓ ଦୟାବାନ ସରକାର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସହାନୁଭୂତି ଦେଖାଇବେ, ନାଁ ଅତୀତ ସରକାର ପରି ପ୍ରାଥମିକ ଶିକକଙ୍କୁ ଅଣଦେଖା କରିଦେବେ. ସମୟ କହିବ??????

  • @damodarrout7118
    @damodarrout7118 5 дней назад

    Ops and ଅବସର ବୟସ ସୀମା ୬୨ କୁ ବୃଦ୍ଧି କରାଯାଉ

  • @KoelCheneproduction9381
    @KoelCheneproduction9381 7 дней назад +7

    ଏତେ ଗୁଡିଏ ଦାବି... 🫢🫢🫢 କିଛି ହେବ ନାହିଁ... ଗୋଟିଏ ଦୁଇଟି ହେଲେ ସିନା ପୂରଣ ହେବାର ସମ୍ଭାବନା ଥାଏ l

  • @johnmohanty9565
    @johnmohanty9565 8 дней назад +27

    ଯେଉଁଟା ୧ନଂ ରେ ରହିବା କଥା ସେଇଟା ୭ନଂ ରେ ଅଛି😂😂😂😂

  • @manaranjansethi3464
    @manaranjansethi3464 7 дней назад +1

    ବେଶୀ demand ରଖିଲେ ସରକାର ଶୁଣିବେ ନାହିଁ ଆଗରୁ ଏଭଳି କରି ପସ୍ତେଇ ହେଉଛୁ

  • @bipinpradhan6747
    @bipinpradhan6747 8 дней назад +3

    Thank you sir

  • @santoshkumarmishra2620
    @santoshkumarmishra2620 7 дней назад +1

    କିଛି ହବନି.୨୦୨୮ ପୂର୍ବରୁ.

  • @shashikantasethi7803
    @shashikantasethi7803 8 дней назад +8

    Sir, ଆଉ କଣ କରିବାକୁ ହବ ଶିକ୍ଷକ ସଂଘ ମାନଙ୍କୁ ଯେପରି ସରକାର୍ ସବୁ ଦାବି ପୂରଣ କରିବାକୁ ବାଧ୍ୟ ହେବେ .

  • @SanjayDas-bv4qf
    @SanjayDas-bv4qf 4 дня назад

    Sir ପ୍ରାଇମେରୀ ସ୍କୁଲ ର ଟିଚର ମାନଙ୍କର ଇଣ୍ଟ୍ରର ଜିଲ୍ଲାକୁ ବଦଳି ହେଇ ପାରିବକି ,୨୦୧୧ ପୋଷ୍ଟିଂ ରେ st category ସହିତ sc miutal ବଦଳି ହୋଇ ପାରିବକି

  • @PayalSuna-lp5bl
    @PayalSuna-lp5bl 7 дней назад +6

    Jts ku jtr hebara kichhi sambhabana dekhajauchhi ki sir....

  • @hkdasssh8268
    @hkdasssh8268 7 дней назад

    ସେଲ୍ଫି ନେତୃବୃନ୍ଦ 2012 otet ପାସ୍ କରିନଥିବା ଶିକ୍ଷକ କଥା ସରକାରଙ୍କ କାନରେ ଟିକେ ବଜାଅ

  • @sasankasekharmishra8649
    @sasankasekharmishra8649 7 дней назад

    Was the matter of OAVS transfer discussed?

  • @manojkishorbibhar3313
    @manojkishorbibhar3313 8 дней назад +1

    Good evening sir

  • @Screation-lx5zb
    @Screation-lx5zb 7 дней назад

    Thanks to AUPTF

  • @monalisasatapathy1825
    @monalisasatapathy1825 7 дней назад +2

    Govt kan teacher nka samasya janinahanti ki

  • @monalisasatapathy1825
    @monalisasatapathy1825 7 дней назад

    Sighra samadhan heu

  • @RamshankarSeet
    @RamshankarSeet 8 дней назад +3

    Jutisc for p t i

  • @monalisasatapathy1825
    @monalisasatapathy1825 7 дней назад

    Ketethara meeting heba

  • @pareshsahoo7025
    @pareshsahoo7025 7 дней назад

    Charu ku kie daki thila

  • @sayedalim1348
    @sayedalim1348 7 дней назад

    Vocational education kuade gola re jumla majhi

  • @basundharapanda3982
    @basundharapanda3982 8 дней назад +6

    Sir pti mananka katha bujha heichhi ki

  • @pabitrasahoo9755
    @pabitrasahoo9755 7 дней назад

    Charu rip

  • @rashmitagiri7947
    @rashmitagiri7947 8 дней назад +4

    Sir,ssb pet result kemiti asibo kohantu,plz
    Pila ssb arts ,Hindi re selection heinahanty, reason kn

  • @Hbbbbbj7375
    @Hbbbbbj7375 8 дней назад +3

    Pti katha ta kahileni sir, pti maneta aji jaethile

  • @anilkumarsahoo794
    @anilkumarsahoo794 7 дней назад +2

    Secondary school teachers should get 4600Gp like OAVS KVS NVS

  • @abhipsajena3304
    @abhipsajena3304 7 дней назад +1

    Secondary teacher nka 4600 grade pay list re nahi

  • @tunumallick7739
    @tunumallick7739 7 дней назад

    LTR କେବେ ଆସିବ sir

    • @prasantdas5316
      @prasantdas5316 7 дней назад +1

      18 re strike ku asa ltr asiba at lower pmg

  • @sspicy6334
    @sspicy6334 8 дней назад

    Osepa district state petitioner ku job debaku mana karuchhi sir, amar next step kana heba...