ଖୁଣାତ୍ମକ ଶିକ୍ଷା | Samaj O Sanskruti | Baishnaba Charan Mohanty | Khunatmaka Sikhya | Odisha 365

Поделиться
HTML-код
  • Опубликовано: 28 сен 2024
  • ଆଜିର ବିଷୟ ଖୁଣାତ୍ମକ ଶିକ୍ଷା (ଗୁଣାତ୍ମକ ନୁହେଁ ) ଏଥିପ୍ରତି ଧ୍ୟାନ ଦେବେ |
    -----------
    Samaj O Sanskruti
    Baishnaba Charan Mohanty
    Odisha 365
    -----------------
    ଲେଖି ନ ଜାଣି ଅକ୍ଷର ଦୋଷ
    ବୈଷ୍ଣବ ଚରଣ ମହାନ୍ତି
    ବନ୍ଧୁଘର ସାହିତ୍ୟ ପିଣ୍ଡା,
    || ODISHA 365 ||
    || ODISHA 365 Channel ||
    || Odisha 365 New Video ||
    || Subscribe ODISHA 365 & Share with your Family & Friends ||
    #odisha365 #baishnabacharanmohanty #samajosanskruti #odiaeducation #odia #odialanguage

Комментарии • 63

  • @bibhutibhusannayak6445
    @bibhutibhusannayak6445 10 дней назад +3

    ମହାଶୟ ଆପଣ ଉଚିତ୍ କଥା କହିଛନ୍ତି ।

  • @deepakkumarsahoo5544
    @deepakkumarsahoo5544 11 дней назад +5

    OMR ବନ୍ଦ କରିଦିଆଯାଉ,୭୦% ପିଲା ଫେଲ୍ ହୋଇଯିବେ ଦଶମରେ, ମୁଁ guarantee ଦେଉଛି

  • @trilochanpatnaik6321
    @trilochanpatnaik6321 10 дней назад +2

    ଶିକ୍ଷା ବିଭାଗ ରେ ଥିବା ଅଧିକାରୀ ମାନେ ତାଙ୍କ ଅଧୀନ ରେ ଥିବା ବିଦ୍ୟାଳୟ ଗୁଡ଼ିକ ର ଅବସ୍ଥିତି କେଉଁଠି ଜାଣି ନାହାଁନ୍ତି। ତେଣୁ ପାଠ ଯାହା ଗୁଣାତ୍ମକ ହେବ ତାହା ପ୍ରଭୁଙ୍କୁ ଜଣା।

  • @saratmuduli9656
    @saratmuduli9656 9 дней назад

    🙏

  • @thirdeye9492
    @thirdeye9492 11 дней назад +1

    ପ୍ରଣାମ ମହାଶୟ 🙏❤️

  • @tapanpati17
    @tapanpati17 8 дней назад

    Sir sadar pranam...
    Bohut Bohut Dhanyabad....
    Apananka Katha bohut prabhabasali....🙏🙏🙏

  • @PrafullachDas-n6c
    @PrafullachDas-n6c 11 дней назад +3

    ନମସ୍ତେ ,ପରିବର୍ତ୍ତନ ଅସମ୍ଭବ । କାରଣ ଅନେକ , ସେସବୁତ ଆପଣ ନିର୍ଭୀକ ଭାବେ ବର୍ଣ୍ଣନା କଲେ ବା କରୁଛନ୍ତି । ଏଥିପାଇଁ ଆମେ ସମସ୍ତେ ଦାୟୀ ଏବଂ ବିଶେଷ ଭାବେ ଦାୟୀ ଦୀର୍ଘ ୨୫ ବର୍ଷ ଶାସନକହିଥିବା ନବୀନ ସରକାର । ଏହିପରି ଦୀର୍ଘବର୍ଷ ଓଡିଶାକୁ ଶାସନ କରିଥିବା ରାଜା ମହାରାଜା ଇତିହାସରେ ବିରଳ । ଯିଏକି ଶାସିତର ଭାଷା ପଢି ପାରନ୍ତିନି, ବୁଝିପାରନ୍ତିନାହିଁ, କହିପାରନ୍ତି ନାହିଁ ଓ ଲେଖିପାରନ୍ତି ନାହିଁ ତଥାପି ସେ କ୍ଷମତା ପାଇଁ ଆଜିବି ହମହମ |ଆଉ ବର୍ତ୍ତମାନର ଏ ନୂଆଁ ସଂସାରୀ ପୁରୁଣା ଦାରୀ ସରକାର କରିବ କଣ ? ସେତ ଏବେ ମୂଳ ମଜବୁତ କରିବାରେ ବ୍ୟସ୍ତ l ଆଉ ଆମ ଜନସାଧାରଣ , ସେମାନେ ଭାବନ୍ତୁ ଆମକୁ ମାଗଣା ମିଳୁଥାଉ ତେଣିକି ଶିକ୍ଷା ଭାସିଯାଉ । ଅଭିଭାବକ ଚାହୁଁଛି , ଚରିବୁଲି ଖା ମୋର ହୋଇ ଥାଆ । ଶିକ୍ଷାକ୍ଷେତ୍ରରେ ଏପରି ଘୋର ଅରାଜକତା ଚାଲିଛି ସହି ହେଉନାହିଁକି , କହିହେଉନାହିଁ |ତଥାପି ଆପଣ ପବନକୁ ଫାସ ପାତିବା ଉଦ୍ୟମ କରୁଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ ।

    • @anilkumarbehera8151
      @anilkumarbehera8151 8 дней назад

      ଆପଣ ଯାହା କହିଛନ୍ତି ସେ ସବୁ ଠିକ କହିଛନ୍ତି । ବଡ଼ ବିଡ଼ମ୍ବନା ର ବିଷୟ । କଅଣ କରାଯିବ କିଛି ବୁଝି ହେଉନି

  • @rameshchandramohapatra4169
    @rameshchandramohapatra4169 11 дней назад +1

    ନୈତିକତା ନାହିଁ ! ଆଜି କାଲି ଗୁରୁ ମାନେ ଗୋରୁ ସାଜିଛନ୍ତି ! ଦୁଃଖ ଲାଗୁଚି !

  • @sibasamudra
    @sibasamudra 8 дней назад

    Pranam sir kintu sambalpuri saree katha kahile Tara price kete au Jane first ru junior teacher join kale 10000 salary re kemiti possible ...

  • @anonymousan5063
    @anonymousan5063 11 дней назад

    Students may read or not teachers are getting salary in time and enjoying

  • @trilochanrout219
    @trilochanrout219 11 дней назад +7

    ସାର୍ ନମସ୍କାର 🌹🙏🙏🌹, ଆପଣ ଯାହା କହିଲେ ଅପ୍ରିୟ ସତକଥା, କିନ୍ତୁ ଆଜି କାଲି ଶିକ୍ଷା ବିଭାଗରେ କାର୍ଯ୍ୟରତ କୈାଣସି ବି ଜଣେ ବ୍ୟକ୍ତି ଏହା ଉପରେ ତତ୍ପରତା ନୁହଁନ୍ତି, ସମସ୍ତେ ନିଜ ନିଜ ସ୍ବାର୍ଥରେ ଅନ୍ଧ,ଶିକ୍ଷାର ମାନବୃଦ୍ଧି କିପରି ହେବ ଏହା ଉପରେ କାହାର ବି ଚିନ୍ତା ନାହିଁ, ଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେମାନେ କାହିଁକି ଓଡ଼ିଆ ଭାଷା କଥା ଚିନ୍ତା କରିବେ କିମ୍ବା ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରିବେ, ସେମାନଙ୍କ ପିଲାମାନେ ତ ଦେଶ ବାହାରେ ଚାକିରୀ କରିବେ ନା, ସେମାନଙ୍କର ଓଡ଼ିଆ ଭାଷା କ'ଣ ଦରକାର, ଦରକାର କେବଳ ଇଂଲିଶ,ଜୟ ଜଗନ୍ନାଥ

  • @pabitradash8651
    @pabitradash8651 11 дней назад +5

    ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଅତି ନିମ୍ନ ମାନର। ବର୍ତ୍ତମାନ ଅଭିଭାବକ,ଛାତ୍ର ଛାତ୍ରୀ, ମାନଙ୍କର ଲକ୍ଷ୍ୟ ଶିକ୍ଷା ଚୁଲିକୁ ଯାଉ କିନ୍ତୁ ଡିଗ୍ରୀ ଖଣ୍ଡେ ମିଳୁ।

    • @commonman5937
      @commonman5937 11 дней назад

      Bhul kahile sikhya chuli ku jau ...chakiri khande milu

  • @Educationpoint100
    @Educationpoint100 9 дней назад +5

    ଆଠ ବର୍ଷ ହବ primary education ରେ ଗୋଟେ ବି teacher recruitment ହୋଇନାହିଁ। ସେ ବି ପୁଣି contractual 6 ବର୍ଷ ପାଇଁ 9800 ଟଙ୍କା ମାତ୍ର

  • @jayantakumarmuduli1247
    @jayantakumarmuduli1247 11 дней назад +5

    ଭୂମିଷ୍ଠ ପ୍ରଣାମ ଆଜ୍ଞା ସମ୍ପୂର୍ଣ ସତ କଥା

  • @chandramanisahu794
    @chandramanisahu794 11 дней назад +2

    ଆଜିକାଲିର ଶିକ୍ଷାଟା ଗୁଣାତ୍ମକ ପରିବର୍ତ୍ତେ ପରିମାଣାତ୍ମକ ହୋଇଯାଇଛି । ଶିକ୍ଷା କ୍ଷେତ୍ରରେ କେବଳ ଲୋକଦେଖାଣିଆ କାମ ଚାଲିଛି ଆଉ କିଛି ନାହିଁ |

  • @anilkumarbehera8151
    @anilkumarbehera8151 8 дней назад +4

    ଆଜ୍ଞା ଏଥିପାଈଁ ଆମେ ନିଜେ, ଆମ ସରକାର, ଆମ ଶିକ୍ଷା ପ୍ରଶାସନ, ସମସ୍ତେ ଦାୟି । ବିକଟାଳ ପରିସ୍ଥିତି ।

    • @tapaswinipadhy4427
      @tapaswinipadhy4427 3 дня назад

      Very true sir. Now a days children are facing depression. Teachers are not for noble cause ,thay only need money. We will face only destruction

  • @dilipojha7791
    @dilipojha7791 11 дней назад +1

    ମଉଷା , ନମସ୍କାର କେମିତି ଅଛନ୍ତି?
    ଏ ଭିଡିଓର ଉପେର ଜେଉଁ english re odisha 365 lekha achi taku aaga ଓଡ଼ିଶା ୩୬୫ ଲେଖନ୍ତୁ। ମୋବାଇଲର କି ବୋଡ କେମିତି ଓଡ଼ିଆ ରେ ଡାଇରେକ୍ଟ ଲେଖିହବ ସେଥିପାଇଁ
    Dhia deba pain anurodh. Diret odia re kichi sabda lekhi heunahi. Ank ankh Anga angha sab ki board me nehi hai.
    Kichi odia akhyara dairet lekhi heunahi
    Odia jukta akhyara dairet kemite lekhi heba tike jatna ban heba pain anurodha.
    ଓଁ଼଼଼଼଼଼଼ମୁ଼଼଼଼଼଼଼଼ନମଃ଼଼଼଼଼଼଼ଶିବାୟଃ଼଼଼଼଼଼଼

  • @gamingtrezzzz8179
    @gamingtrezzzz8179 11 дней назад +4

    ଆଜ୍ଞା ସମ୍ପୂର୍ଣ ସତ କଥା

  • @hbrpresent5782
    @hbrpresent5782 11 дней назад +2

    ସତ କଥା

  • @deepakkumarsahoo5544
    @deepakkumarsahoo5544 11 дней назад +2

    There are less teachers in primary schools of Odisha

  • @prakasinidas8188
    @prakasinidas8188 11 дней назад +2

    ଜୟ ଜଗନ୍ନାଥ ସାର୍,ପ୍ରଣାମ।ଆପଣଙ୍କର ପ୍ରତିଟି କଥା ନିରାଟ ସତ🙏🙏

  • @rameshsahu8640
    @rameshsahu8640 6 часов назад

    ସରକାର ପ୍ରାଥମିକ ଶିକ୍ଷା କୁ ଗୁରୁତ୍ୱ ଦେଉନଥିବାରୁ ଏମିତି ଅବସ୍ଥା ହେଉଛି । ଆଗକୁ ଅବସ୍ଥା ଆହୁରି ଖରାପ ହେବ । ଆଠଟି ଶ୍ରେଣୀକୁ ତିନୋଟି ଚାରୋଟି ଶିକ୍ଷକ କଣ ପାଠ ପଢ଼ାଇବେ । ଜଣେ ଶିକ୍ଷକ ଖାଦ୍ୟ ପ୍ରସ୍ତୁତିରେ ବ୍ୟସ୍ତ ।

  • @kirankumarsadangi2697
    @kirankumarsadangi2697 11 дней назад +1

    Belqul theek kahichanti sir kintu ambhamanankar bibek jagrat hele tau hin education system development hae pariba

  • @trilochanpatnaik6321
    @trilochanpatnaik6321 10 дней назад +1

    ଏବେ ସବୁ ମୂଳରୁ ନ ପଢି ଡାଳ ରୁ ପଢା ଆରମ୍ଭ କରୁଛନ୍ତି। ତେଣୁ ଫଳ ଓଲଟା ଫଳୁଛି।

  • @ourlearning6425
    @ourlearning6425 14 часов назад

    ଆଜ୍ଞା ଆପଣ ଠିକ୍ କହିଲେ। କିନ୍ତୁ ଏମିତି ଅବସ୍ଥା ପାଇଁ ଜନ ଆନ୍ଦୋଳନ ଆବଶ୍ୟକ । କିନ୍ତୁ ବିଲେଇ ବେକରେ ଘଣ୍ଟି ବାନ୍ଧିବା ଲୋକଙ୍କ ମରୁଡ଼ି ପଡ଼ିଛି।

  • @subasmangaraj1532
    @subasmangaraj1532 6 дней назад +1

    Jay jagannath mausa.sir ki uncle dakibpain mo jagannath sanskruti sikruti delani.pratyaka bektiku se prathame Tara gram school ku prathame dhayana rakhiba samajika bikash sahajya karantu

  • @purnapradhan1549
    @purnapradhan1549 3 дня назад +1

    Only 5 percent students can pass in matric,rest percentage is meaningless

  • @chittaranjanbiswal9188
    @chittaranjanbiswal9188 7 дней назад

    ସାର୍ ନମସ୍କାର,,🙏, ଡ଼ାକ୍ତର, ଇଂଜିନିୟର ଙ୍କ ଆଗରେ ଯେମିତି Dr ,Er ଲେଖାଯାଉଛି, teachers ଙ୍କ ଆଗରେ ଶ୍ରୀ ନ ଲେଖି Tr ଲେଖାଯାଉ ଲୋକ ପ୍ରଥମେ teachers ଙ୍କ ପରିଚୟ ଜାଣନ୍ତୁ ❤

  • @rcsodiapoetry
    @rcsodiapoetry 8 дней назад

    ବର୍ତ୍ତମାନ ନିଯୁକ୍ତି ପାଇବାକୁ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଦରମା 11100 ଆଉ ଶିକ୍ଷକଙ୍କୁ ଅନ୍ୟ କାମ ଅଧିକ ପାଠ ପଢେଇବା କମ୍। ଆଉ ଅଷ୍ଟମ ଯାଏ କାହାକୁ ଫେଲ୍ କରିପାରିବେ ନାହିଁ ଆଉ ସ୍କୁଲରେ ଛାତ୍ର ଛାତ୍ରୀ ଶିକ୍ଷକଙ୍କୁ ମାନୁ ନାହାନ୍ତି କାରଣ ଆପଣ ତାଙ୍କୁ ଦଣ୍ଡ ଦେଇ ପାରିବେନି । ସ୍କୁଲରେ ପିଲା ଶିକ୍ଷକଙ୍କୁ ଡରୁଛନ୍ତି କି ଓଲଟା ଡରାଉଛନ୍ତି ।

  • @onamissionforbetterment
    @onamissionforbetterment 8 дней назад

    ସମସ୍ତ ରାଜନେତା, ଅମଲାତନ୍ତ୍ର, ସରକାରୀ କର୍ମଚାରୀ ଓ ଅନ୍ୟ ସରକାରୀ ଏଜେନ୍ସିର ପିଲାମାନେ ସରକାରୀ ବିଦ୍ୟାଳୟରେ ପାଠ ପଢିବା ବାଧ୍ୟତାମୂଳକ ହେବା ଦରକାର | ସେମାନଙ୍କୁ ୧ ରୁ ଦ୍ୱାଦଶ ପର୍ଯ୍ୟନ୍ତ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବାର ନିୟମ ହେଲେ ସବୁ ଠିକ୍ ହୋଇଯିବ। ଏକ ଏବଂ ଏକମାତ୍ର ସମାଧାନ, ଏହା ଛଡା ଅନ୍ୟ ଗତି ନାହିଁରେ ଧନ!

  • @anilkumarbehera8151
    @anilkumarbehera8151 8 дней назад

    ସବୁ English medium ବିଦ୍ୟାଳୟକୁ ବନ୍ଦ କରାଯାଉ । ଓଡ଼ିଆ ବା ସରକାରି ବିଦ୍ୟାଳୟରେ ଓଡ଼ିଆ ଭାଷା ଆଉ ଗୁଣାତ୍ମକ ଶିକ୍ଷା ଉପରେ ଧ୍ୟାନ ଦିଆଯାଉ ।

  • @Mrsagara92
    @Mrsagara92 8 дней назад

    ଆଜ୍ଞା ନମସ୍କାର, ସ୍କୁଲ୍ ରେ sir ମାନେ ସଚିବ ମାନକର ଚିଠି ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଅଛନ୍ତି । ପାଠ ପଢାଇବା ପାଇଁ ସେମାନେ ଦରମା ହଉନାହାନ୍ତି କେବଳ ସରକାରୀ ଚିଠି ଅନୁସାରେ କାର୍ଯ୍ୟ କରିବେ।

  • @NrusinghaCharanRatha
    @NrusinghaCharanRatha 10 дней назад +1

    ଏକଦମ ଅପ୍ରିୟ ସତ କଥା ।

  • @swarnalatasahoo7900
    @swarnalatasahoo7900 11 дней назад +2

    ସାର୍,ନମସ୍କାର. ସମ୍ପୂର୍ଣ୍ଣ ସତ୍ଯ.

  • @AmitaPattanaik-m6k
    @AmitaPattanaik-m6k 16 часов назад

    I'm a District Education Officer
    Can I get your number Sir ,so that I can share my experience about the challenges you have asked for.

  • @ManojkantSamal
    @ManojkantSamal 9 дней назад

    Sir, Pranam... According to you "Education education everywhwre education but most are zero out of ten." Sir, pls don't tell like this....

  • @pallavidas5067
    @pallavidas5067 9 дней назад

    Decline of the Mother tongue is an issue of debate and discussion..there are larger questions of its relevance to the contemporary socio- economics .We can't negate socio-economic from debate on educational situation particularly the migration for work and globalization

  • @indumatidas2525
    @indumatidas2525 3 дня назад

    ତା ମାନେ ଫେଣ୍ଟା ଫେଣ୍ଟି ସମସ୍ତଙ୍କ ର ଦୋଷ ରହିଛି ।

  • @trilochanpatnaik6321
    @trilochanpatnaik6321 10 дней назад +1

  • @rabinarayanmohapatra-j8x
    @rabinarayanmohapatra-j8x 2 дня назад

    ସାର ନମସ୍କାର,
    ବି ଓ ଏବଂ ଡି ଓ ପ୍ରାୟ ଚୋର
    ଅଟନ୍ତି. କାହାରି ଉତ୍ତର ଦାୟିତ୍ୱ ନାହିଁ

  • @sthitaprangyamohapatra7038
    @sthitaprangyamohapatra7038 6 дней назад

    Sir bastabika katha apana kahichhanti.Sir Lancha katha bhi nirata satya katha.Apananku sata sata namana.

  • @ranjankumarsahoo6034
    @ranjankumarsahoo6034 11 дней назад +1

    1000/% correct Sir🙏🙏🙏🙏

  • @laxmipriyaojha9011
    @laxmipriyaojha9011 11 дней назад +1

    Correct sir🙏🙏

  • @Mousamastana
    @Mousamastana 7 дней назад

    Apana ete din dhari kuade jaethile sir

  • @sanjaymohapatra7066
    @sanjaymohapatra7066 11 дней назад +1

    ❤ thik katha

  • @matrutirthamishra8208
    @matrutirthamishra8208 9 дней назад

    Apana nku gotie pranam hrudaya ru

  • @jnanranjanswain6504
    @jnanranjanswain6504 8 дней назад

    Realy true....

  • @sanjuktasingh7298
    @sanjuktasingh7298 10 дней назад

    ଅଂଘା ସମ୍ପୂର୍ଣ ସତକଥା 💮🙏 ସାର

  • @Ba_su_dev
    @Ba_su_dev 9 дней назад

    Tq sir ...❤

  • @surendradas8959
    @surendradas8959 10 дней назад

    Absolutely right

  • @ashwanipradhan3397
    @ashwanipradhan3397 11 дней назад

    Jay Jagannath Jay anata Jay ho 🙏🙏🚩

  • @dibakarsahoo5665
    @dibakarsahoo5665 11 дней назад

    Your right sir

  • @alekhchandramalik740
    @alekhchandramalik740 10 дней назад

    Sir 🙏🙏🙏🌹

  • @aanandabehera8986
    @aanandabehera8986 9 дней назад

    ସାରେ ନମଃର

  • @Kahnucharansahu_
    @Kahnucharansahu_ 8 дней назад

    ଗୁଣାତ୍ମକ ଶିକ୍ଷାକୁ ଖୁଣାତ୍ମକ କରିବାରେ ଗୁରୁ ଦାୟିତ୍ଵ ଓ ସର୍ବଶ୍ରେଷ୍ଠ ଦାୟିତ୍ୱ ରହିଛି ସରକାର, ରାଜନେତା, ଲୁଟିଖିଆ ନେତା, ଭ୍ରଷ୍ଟାଚାରୀ ଜନତା, ଭୁଲକୁ ସହିଯାଉଥିବା ମଣିଷ, ସବୁଜାଣି ଗାନ୍ଧୀଙ୍କ ତିନି ମାଙ୍କଡ଼ ସାଜୁଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । କିଛି ପାଇବାର ଲାଳସାରେ, ଗାଦି ସମ୍ଭାଳି ନିଜ ଚେହେରାକୁ ଚର୍ଚ୍ଚିତ କରିବାର ସ୍ଵାର୍ଥରେ ସରକାର ଓରଫ ସରକାରର କାରପଟାଦାର ମାନେ ଶିକ୍ଷାକୁ ଖୋଳ କରିସାରିଲେଣି । ଅପାରଗତା ଓ ଅଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଶିକ୍ଷା ପରି ଏକ ଦିବ୍ୟଦ୍ରଷ୍ଟାକୁ ଅଯୋଗ୍ୟ ହାତରେ ଟେକିଦେଇ ସରକାର ବହସ୍ପୋଟ ମାରିବା ସବୁଠୁ ବଡ଼ ମୂର୍ଖାମୀ ପରିଚୟ । ଏହା କେବଳ ଶିକ୍ଷାରେ ସୀମିତ ନୁହେଁ ବରଂ ଏହାର ଚେର ଆହୁରି ଅନେକ ଦୂର ଲମ୍ବିଚାଲିଛି......ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ପ୍ରଦାନ କରୁଥିବା ମୁନିବ, ରାଜନେତା, ନେତା, ଚାକିରିଆ ଇତ୍ୟାଦି ଇତ୍ୟାଦିମାନଙ୍କ ଆଗାମୀ ଭବିଷ୍ୟତ ବେସରକାରୀରେ ନିଜର ଗୁଣାତ୍ମକ ଶିକ୍ଷା ହାସଲ କରୁଥିବା ବେଳେ ସରକାରର ମଙ୍ଗ ସମ୍ଭାଳୁଥିବା କିଛି ମୁଖାଧାରୀ ଜନତାକୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରିବାର ଷଡଯନ୍ତ୍ର ଭିଆଇଛନ୍ତି । ଏଥିପ୍ରତି ଖୁଦ୍ ଜନତା ପାଞ୍ଚ ବର୍ଷରେ ଥରେ ମଦ ମାଂସ ଆଉ କିଞ୍ଚିତ ପ୍ରତିଶ୍ରୁତିରେ ବିକ୍ରିହେଇ ନିଜ ଆଗାମୀ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଉଛି ।
    ଆହୁରି ଅନେକ ବାକି ଅଛି
    କେବେ କହିବା
    ଜୟ ଜଗନ୍ନାଥ🙏🏼🙏🏼

  • @trilochanbharati7625
    @trilochanbharati7625 10 дней назад

    Haiho mausa, Tama nati natuni kain Bengaluru re rahuchhanti, tanku kana pain bbsr re ani odia medium re padheibeni? odia hindutwa sabu ra thea kana garibara chhua utheiba?