Did Naveen find the BHALU ? | No Comments | Nirbhay Gumara Katha

Поделиться
HTML-код
  • Опубликовано: 15 окт 2024

Комментарии • 171

  • @brajakishorepadhi4022
    @brajakishorepadhi4022 2 месяца назад +68

    ନବୀନ ବୁଢା ଟା ଏକ ନଂବର ଭଦ୍ର ଡକାୟତ।

  • @swadhikarbetaj3768
    @swadhikarbetaj3768 2 месяца назад +39

    ନବୀନ ପଟ୍ଟନାୟକ ହେଉଛି ଓଡିଶା ରାଜନିତିର ସବୁଠୁ ଭ୍ରଷ୍ଟ ଓ କଳଙ୍କିତ ମଣିଷ।

  • @BhabagrahiDas-yf6ph
    @BhabagrahiDas-yf6ph 2 месяца назад +27

    ଗୋଳିଆ ପାଣି ରେ କଙ୍କଡା ଯେମିତି ପଳାୟନ କରେ, ସେମିତି ଧୂର୍ଵ ସାହୁ ଚେଷ୍ଟା କରୁଛନ୍ତି କଙ୍କଡା ହେବା ପାଇଁ, କାରଣ ରାଜନଗର ଟା ଲୁଣା ଏରିଆ

  • @prakashkumarjena.babusan.n3760
    @prakashkumarjena.babusan.n3760 2 месяца назад +27

    ମୂର୍ଖ ପାଣ୍ଡୁ ଆଉ ମୂର୍ଖ ନବୀନ ବୁଢା କେବେ ଭୁଲି ପାରିବନି ତାଙ୍କର 24 ବର୍ଷ ର କଳଙ୍କିତ ଶାସନ କୁ 😂😂😂

  • @abhiramsahoo5642
    @abhiramsahoo5642 2 месяца назад +12

    ବିଜେଡିରେ ଆପଣଙ୍କ ଭାଲୁସନ୍ଧାନ ଖୁବ୍ ଭଲ ଲକ୍ଷଣ ! ନବୀନ ବାବୁ ଗୋଟେ ଭାଲୁଲାଙ୍ଗୁଡ ଧରିଛନ୍ତି ଯେ ଚାହିଁଲେ ବି ଛାଡି ପାରିବେନି ! ହେଲେ ବିରୋଧୀଦଳ ନେତା ଭାବେ ବିଧାନସଭାରେ ଏ ଭାଲୁଟି ନରହିଲେ ସେ କାହା ଲାଙ୍ଗୁଡ ଧରିଥାନ୍ତେ ?

  • @laxmidharapanda6086
    @laxmidharapanda6086 2 месяца назад +11

    ମୁଖ୍ୟମନ୍ତ୍ରୀ ଆସନକୁ ଦେଖି ନବୀନା ଟାଉଟର କଲିଜା କୋରି ହୋଇ ଯାଉଥିବ ! ଆଉ ସାତଜନ୍ମରେ ମିଳିବନି ଅଯୋଗ୍ୟକୁ ! ଗୋଟେ ତାମିଲ ପାଣ୍ଡୁର କ୍ରୀତଦାସ ସାଜି ବାହାରି ପଡିଲା ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ? ଲଜ୍ୟା ଲାଗୁନାହିଁ.....

  • @rameswar3765
    @rameswar3765 2 месяца назад +23

    ଏବେ ବି ବୁଢା ଭାବୁଛି ନିଜେ 1:39 ମୂଖ୍ଯମନ୍ତ୍ରୀ ।ଧୂର୍ବ ଗାଡ୍ ଭାଲୁ କି ?

  • @SwarnaMohanty-hj5rs
    @SwarnaMohanty-hj5rs 2 месяца назад +1

    Good leader of opposition.

  • @netajidash9367
    @netajidash9367 2 месяца назад +2

    ଚବିଶ ବର୍ଷ‌‌‌ ହେଲା ଭାବୁଥିଲି ନବୀନ ପଟ୍ଟନାୟକ ଜଣେ ନିର୍ମଳ ସ୍ବଭାବର ଭଦ୍ର ଲୋକ। ଏବେ କିନ୍ତୁ ଜାଣୁଚି ତାଙ୍କ ଅସଲ ରୂପ - ଜଣେ ବଦମାସ୍ ଶ୍ରେଣୀର ଗୁଣ୍ଡା ପ୍ରକୃତିର ଲୋକ ରାହୁଳ ଗାନ୍ଧୀ ଠାରୁ କମ୍ ନୁହେଁ। ଶୁଭ୍ର ଆବରଣ ନୁହେଁ ଗୋଟେ ଖୋଳପା ଭିତରେ ଥିବା ଅସୁର।

  • @jchoudhury274
    @jchoudhury274 2 месяца назад +3

    ୨୪ ବର୍ଷ ର କଳଙ୍କିତ ମହା ପୁରୁଷ ହେଉଛନ୍ତି ନବୀନ ବାବୁ ଯିଏ ଓଡ଼ିଆ ବୁଝି ପାରୁନl ହାନ୍ତି କି କହିପାରୁନାହାନ୍ତି

  • @anjananayak3971
    @anjananayak3971 2 месяца назад

    Right sir

  • @kalpanaparida3178
    @kalpanaparida3178 2 месяца назад +5

    Right😊😊😊

  • @debendranarayandash9040
    @debendranarayandash9040 2 месяца назад +1

    ନବୀନ ବାବୁ ଭଦ୍ର ଡକାୟତ

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 2 месяца назад

    Right

  • @bhaskarnayak3230
    @bhaskarnayak3230 2 месяца назад +3

    Badhia lagila Sir.

  • @sarojde9808
    @sarojde9808 2 месяца назад +2

    ନବୀନ ... ଅନ୍ଧ ଧୃତରାଷ୍ଟ୍ର....

  • @babanathasahu1029
    @babanathasahu1029 2 месяца назад +1

    ନବୀନ ବାବୁତ ଆଗରୁ ଗୋଟେ ଭାଲୁ ଧରିଛନ୍ତି ଯେ ଛାଡି ପାରୁନାହାନ୍ତି।ଏବେ ଆଉ ଗୋଟେ ଭାଲୁ ମିଳିଗଲା।

  • @arjunpradhan5615
    @arjunpradhan5615 2 месяца назад +2

    ଧ୍ରୁବ ଚରଣ ସାହୁ ଙ୍କୁ ସାଂସଦ ରୁ ନିଲମ୍ବନ କରାଯାଉ।

  • @susantasahoo9544
    @susantasahoo9544 2 месяца назад +2

    ବାହାରକୁ ସ୍ୱଚ୍ଛ ଦେଖାଇ ଏକ କ୍ରୁର ଶାସକ ଓଡ଼ିଶାକୁ ଚବିଶି ବର୍ଷ ଶୋଷି ଚାଲୁଥିଲେ। ଏବେ ବିରୋଧୀ ଦଳର ମୁଖ୍ୟ ହେବାରୁ ତାଙ୍କ କ୍ରୁରତା ପ୍ରକାଶ ପାଉଛି।ମୋହନ ସରକାର ତୁରନ୍ତ ପୂର୍ବ ଦୁର୍ନୀତିର CBI enquiry ପାଇଁ ପଦକ୍ଷେପ ନିଅନ୍ତୁ । ନବୀନ ପଟ୍ଟନାୟକ ଓ ବିଜେଡି ନେତା ମାନେ ବାଟକୁ ଆସିଯିବେ।

  • @tapankumar1010
    @tapankumar1010 2 месяца назад +1

    1st time Nabeen Oppose. Kendra Budget

  • @SidharthPrasadDas
    @SidharthPrasadDas 2 месяца назад +5

    ଜଣେ ଓଡ଼ିଆ ସରକାରୀ ଚାକିରିଆ ମାଡ଼ ଖାଇଲା ଗୋଟେ ଅଣ ଓଡ଼ିଆ ଠୁ ସେତେବେଳେ ଏ ଚିତ୍କାର ଶୁଭୁ ନଥିଲା ତ, ଏବେ ଯେତେ ଜୋର ଚିତ୍କାର ଶୁଭୁଚି, ଆଉ ବିଜେପି ଦଳ ବିଧାୟକ ଚପଲ ଫୋପାଡ଼ିଲା ବେଳେ ବାଚସ୍ପତି କୁ ସେତେବେଳେ ତ ଏ ଚିତ୍କାର ଶୁଭୁନଥିଲା,

  • @amitkumartarei761
    @amitkumartarei761 2 месяца назад +3

    Naveen didn't find beer. He always find wiskey😊

  • @chitraguptadas2921
    @chitraguptadas2921 2 месяца назад +2

    ଆଉ କାହାକୁ ପୋଡିଅମ ଚଢା କାମରେ ନଲଗାଇ ନିଜେ ନବୀନ ବାବୁ ସେ କାମଟି କଲେ ଅଧିକ ପ୍ରଶଂସିତ ହେବେ, ଗଣମାଧ୍ୟମରେ ତାଙ୍କ ଫଟୋ ପ୍ରସାରିତ ହେବ I ଶାସନ କ୍ଷମତାରୁ ଯିବାପରେ ସରକାରୀ ଅର୍ଥରେ ଆତ୍ମପ୍ରଚାରର ସୁଯୋଗ ନଥିବାରୁ ବାଟରେ ହଗିବା ପନ୍ଥାଟି ନବୀନ ଆପଣାନ୍ତୁ I

  • @manjushaswain1037
    @manjushaswain1037 2 месяца назад +2

    ଚାଲୁଣି କହୁଛି ଛୁଞ୍ଚି କୁ ।
    ୨୪ ବର୍ଷ କଳା ଶାସନ ରେ ଅସଂଖ୍ୟ ‌ଭୟଙ୍କର କଳା କାରନାମା ଲୋକ ମୁହଁ ରେ ଏସବୁ ଶୋଭା ‌ପାଏନି ।ଲଜ୍ୟୀ ନାହିଁ ।

  • @BanshidharPanda-oz9ws
    @BanshidharPanda-oz9ws 2 месяца назад +2

    🎉 ଆପଣଙ୍କ କଥା ଅପେକ୍ଷା ହାତ ମୁଁହ ହଲା ଅଭିନୟ ଭଲ

  • @gautamchandrarout605
    @gautamchandrarout605 2 месяца назад

    Congratulations to all 🙏

  • @gyanendrakumartripathy1370
    @gyanendrakumartripathy1370 2 месяца назад

    🙏

  • @chandrabhanukar15
    @chandrabhanukar15 2 месяца назад

    ବାସ୍ତବରେ ନବୀନ ଜଣେ ଅହଙ୍କାରୀ ମଣିଷ।

  • @srikantaharichandan1464
    @srikantaharichandan1464 2 месяца назад +1

    ଭାଗ୍ୟବଳରେ ମୁଖ୍ୟମନ୍ତ୍ରୀ ହେଇଗଲେ ନବୀନ ବାବୁ । ଓଡ଼ିଆ ଆଉ ଓଡ଼ିଶା କୁ କେତେବେଳେ ପ୍ୟାରୀ ତ କେତେବେଳେ ପଣ୍ଡିୟାନ ହାତରେ ଟେକିଦେଇ ମହାପୁରୁଷ ବୋଲାଇଲେ ନବୀନ ବାବୁ। ଏବେ ଭୋଗିବାକୁ ପଡ଼ୁଚି।

  • @opsc304
    @opsc304 2 месяца назад +1

    Governor pua kebe arrest haba se katha kuhantu.

    • @SwarnaMohanty-hj5rs
      @SwarnaMohanty-hj5rs 2 месяца назад +1

      Sia para nabindas ra dharam pua , nija pua kuade murder hei Gala .

  • @sushildash1265
    @sushildash1265 2 месяца назад +1

    ବଢିଆ କହିଛନ୍ତି।ମହିଳା ବାଚସ୍ପତି ଙ୍କୁ କେମିତି ସମ୍ମାନ ଦେବାକଥା ସେ କଥା ଶାନ୍ତ,ସରଳ, ସୌମ୍ୟ ତଥା ଅତ୍ୟନ୍ତ ନିରାଡମ୍ବର ବ୍ୟକ୍ତିତ୍ବ ଧାରି ମାନ୍ୟବର ବିଧାୟକ ନବୀନ ପଟ୍ଟନାୟକ ଗତ କାଲି ବିଧାନ ସଭାରେ ତାର demo ଦେଖାଇଲେ।

  • @sarojpanigrahi3574
    @sarojpanigrahi3574 2 месяца назад

    Navin babu is great

  • @chittaranjansatapathy1589
    @chittaranjansatapathy1589 2 месяца назад

    All right.

  • @aswinimund9285
    @aswinimund9285 2 месяца назад

    ଯିଏ ଓଡ଼ିଆ ଘରେ ଜନ୍ମ ହୋଇ ଓଡ଼ିଆରେ ଠିକ କହିପାରୁନି ଅଣ ଓଡ଼ିଆକୁ ପ୍ରାଧ୍ୟାନ୍ୟ ଦେଇଆସିଛି ସେ କି ଓଡ଼ିଆ ଅସ୍ମିତା କଣ ବୁଝି ପାରିବ

  • @biswanathmohapatra3421
    @biswanathmohapatra3421 2 месяца назад

    ଓଡିଶା ବାହାର କୁ ଦେଶ ଉପରେ କିଛି ଖବର କରାନ୍ତୁ, ଅନେକ ସମୟ ମୁଦା ନଥିଲା ପରି ଆପଣ ନିରବ ରହୁଛନ୍ତି

  • @santoshpradhan2509
    @santoshpradhan2509 2 месяца назад

    ମୋହନ ସରକାର ଧ୍ରୃବ ସାହୁଙ୍କୁ କାହିଁକି ଆଜି ପର୍ଯ୍ୟନ୍ତ ନିଳମ୍ବିତ କରି ନାହାନ୍ତି ?

  • @kabitasahoo8385
    @kabitasahoo8385 2 месяца назад

    🙏👍❤

  • @JhasaPradhan-bi5bv
    @JhasaPradhan-bi5bv 2 месяца назад

    😮😮😮

  • @pratapchandrasamal2396
    @pratapchandrasamal2396 2 месяца назад +5

    ହଁ, ଠିକ୍ କଥା। ନବୀନ ପଟ୍ଟନାୟକଙ୍କୁ ମିଳିଲା ଭାଲୁ ଆଉ ଗୋଟିଏ ଧୂର୍ତ ନବୀନ ଦାସଙ୍କୁ ସୁଯୋଗ ମିଳିଲା ମାରିବାକୁ ଗାଲୁ।
    ଅପୂର୍ବ ସମାନତା। ନା ଆପଣ କଣ କହୁଛନ୍ତି।

  • @rajiblochanparida2546
    @rajiblochanparida2546 2 месяца назад +2

    BJP ରେ କଣ ସେଠି ସବୁ ମାଇଚିଆ ଥିଲେ ।ମାଇକ ଭାଙ୍ଗିବା ବେଳେ ଗାଲକୁ ଠୋ ଠୋ ଦିଟା କଷି ଦେଇଥାନ୍ତେ । ମାନସ ମଲିକକୁ ସୂର୍ଯ୍ୟ ପାତ୍ର ବିଧାନସଭାରେ ବାଡେଇଲାପରି । କିଛି ଶିଷ୍ଠାଚାର ର ଆବଶ୍ୟକ ତା ନାହିଁ। ଯେସାକୁ ତେସା ନୀତି ଦରକାର।

  • @bipracharanjena2736
    @bipracharanjena2736 2 месяца назад

    ନବୀନବାବୁ ସଂଗ୍ରାମ କରି ବା ଶିଖି ନାହାନ୍ତି ଏବେ ସଂଗ୍ରାମର ସମୟ

  • @goutamkumarchand9611
    @goutamkumarchand9611 2 месяца назад

    ଭାଲୁ କୁ ଦେବେ ମାଡ ପାଗଳ ବୁଢ଼ା କ୍ଷମତା ଲୋଭି ବହୁ ଦୁଃଖରେ

  • @jayakrishnapanda5424
    @jayakrishnapanda5424 2 месяца назад +3

    Nabin is great villain

  • @basantibalapanigrahi5289
    @basantibalapanigrahi5289 2 месяца назад +3

    Arrest Dhrubababu

  • @chandipadapanda4707
    @chandipadapanda4707 2 месяца назад

    ଭାଲୁ କେତେବେଳେ ଆମ୍ପୁଡି ଦେବ ,କହି ହେବ ନାହିଁ।

  • @prakashsubudhi
    @prakashsubudhi 2 месяца назад

    jay Jagannath ,

  • @sabitamishra3732
    @sabitamishra3732 2 месяца назад

    Backbenchers odisha re front bencher

  • @satishchandrabehera7291
    @satishchandrabehera7291 2 месяца назад +1

    କାହିଁ ଜଙ୍ଗଲୀ ଭାଲୁ,
    ଆଉ କାହିଁ ଉପକୂଳିଆ ଭାଲୁ!
    କାହିଁ ରାଜା ରାମଚନ୍ଦ୍ର,
    ଆଉ କାହିଁ ରାମା ଭଣ୍ଡାରୀ!!
    ଜଗତେ କେବଳ ଜନେ ହସିବେ
    ଏହି ତହୁଁ ଫଳ।।

  • @chandrabhanukar15
    @chandrabhanukar15 2 месяца назад

    ନବୀନ ବାବୁ ହାରିବା ଶିଖନ୍ତୁ,ଓଡ଼ିଶାରେ ନୂଆ ସରକାରକୁ କାମ କରିବାକୁ ଦିଅନ୍ତୁ। BJD ଦଳ ଅମଲାଙ୍କ ଦ୍ଵାରା ଓଡ଼ିଶାକୁ ଲୁଟି ଲୁଟି ଏବେ କୋଉ ନୈତିକତା ଦେଖାଉଛନ୍ତି?

  • @subasacharanasahu9169
    @subasacharanasahu9169 2 месяца назад

    Nabina ta sabutharu Faltu CM thila. BJD ra sabubidhayak kritadash, Traffic constable.
    24 Barsare chori kari odisha ku khola karidele.

  • @soumyaranjansahoo2194
    @soumyaranjansahoo2194 2 месяца назад

    ବଜେଟ ବିଷୟରେ ଆଲୋଚନା କରାଯାଉ ଗୋଟେ episode

  • @NilamaniSahoo-mf3fn
    @NilamaniSahoo-mf3fn 2 месяца назад

    Dhruv sahu should be suspended for the rest of the session immediately.

  • @pallimadhuriodiafolksong2771
    @pallimadhuriodiafolksong2771 2 месяца назад

    ଭାଲୁ ନୁହେଁ ଘୁଷୁରୀ

  • @BiswanthaSahu
    @BiswanthaSahu 2 месяца назад

    Naveen NO 1

  • @birendrakumarpradhan3603
    @birendrakumarpradhan3603 2 месяца назад

    ତାଙ୍କୁ କଣ ଗୋଟେ ଭାଲୁ ପୁସେଇବ କି,, ଆଗକୁ ଆହୁରି ଦରକାର ପଡିପାରେ 😄🙏

  • @rkrk6129
    @rkrk6129 2 месяца назад

    😁😁

  • @swadhinkumarjally172
    @swadhinkumarjally172 2 месяца назад +2

    Nabin jane abhadra loka sistachar janananhi 24 barsar cm hoi

  • @KuberChand-g5u
    @KuberChand-g5u 2 месяца назад

    Sabu Nataka karuchi Naveen and co.

  • @spattanaik5355
    @spattanaik5355 2 месяца назад

    Nabin odiare prasna karantu

  • @pradyumnagadnaik5935
    @pradyumnagadnaik5935 2 месяца назад +1

    Bhalu bahinipati (Head police constable) was escorting then CM Biju Pattnaik (married to Lahore girl) in Jeypore VD college ground, one college student pulled Biju dhoti and ran away, guess who? (Current renowned BJD worker and class 1 contractor). Biju was standing naked, lathi charged. We got hurt. This incident made Bhalu bring into politics from Koraput. I am the witness.

  • @bibutibehera117
    @bibutibehera117 2 месяца назад +1

    ଆପଣ ବିଜେପି ଠାରୁ ମୋଟା ପାଉଣା ପାଉଛନ୍ତି, ନଚେତ ଉପସ୍ଥାପନା ସୈନିକ ବିଜେପି for ରେ କାହିଁକି,ଏହା ସଂପୂର୍ଣ୍ଣ ବିଜେଡି ବିରୋଧୀ, ଏହା କ'ଣ ଆପଣଙ୍କ ନିରପେକ୍ଷ ସାମ୍ବାଦିକତା, ଏଭଳି ଉପସ୍ଥାପନା କୁ ଜନସାଧାରଣ ତିରସ୍କାର କରିବେ।

    • @suvendupattnaik2670
      @suvendupattnaik2670 2 месяца назад

      Public want CBI investigation of all the corruptions and criminal conspirancy of old government during last 5 years.This is the public mandate.

  • @swainyoutuber9324
    @swainyoutuber9324 2 месяца назад

    Jay naveen

  • @santoshprasadmishra4977
    @santoshprasadmishra4977 2 месяца назад

    Why Dhruba Sahu has not been suspended from Vidhansabha till now ?
    Why buldozer has not been operated in Swada Hotel, Rajnagar till now ?
    As because Mohan Sarkar is a worthless government, BJP should be offended always.

  • @BabitaMishra-yx2hr
    @BabitaMishra-yx2hr 2 месяца назад

    ଆପଣମାନେ ଖୁସି ତ ?

  • @SabyasachiDash-s3n
    @SabyasachiDash-s3n 2 месяца назад +1

    Jay shree Ram

  • @lilambersinghBrar4
    @lilambersinghBrar4 2 месяца назад

    1:29 ....

  • @fastodianews6334
    @fastodianews6334 2 месяца назад

    Ha mausa BJP ra krita das heigala last ku 😂

  • @Publicodishaa
    @Publicodishaa 2 месяца назад

    ତୁମ ଦେହ ସହୁନି କି।।।।Aso କୁ ମାଡ଼ ମରା କଥା କାହିଁକି ଆଲୋଚନା କରୁନାହାନ୍ତି।।।

  • @pabitrabarik6011
    @pabitrabarik6011 2 месяца назад

    Ur happy ?

  • @rajkishorebiswal7640
    @rajkishorebiswal7640 2 месяца назад

    Bjp has not like this?

  • @laxmidharsahoo3286
    @laxmidharsahoo3286 2 месяца назад

    Sir apana emiti short vedio karantu

  • @pramodpradhan8792
    @pramodpradhan8792 2 месяца назад

    Bjd ra sampurna sampati heba

  • @saratpradhan4122
    @saratpradhan4122 2 месяца назад

    Governor pua katha tike kuha

  • @mantupanda1770
    @mantupanda1770 2 месяца назад

    Nabin babu kechada ex CM

  • @sudhirsasmal8518
    @sudhirsasmal8518 2 месяца назад

    Modi babu budget re odisha ku kichhi dele nahi. Bjp dala pain 20 ta mp pathei odisha loka bhul Kari dele ki ? Se bisaya re gote analysis karantu sir please.

  • @nishitbohidar2451
    @nishitbohidar2451 2 месяца назад

    3:31

  • @KuberChand-g5u
    @KuberChand-g5u 2 месяца назад

    Priya odia bhai mane Naba Das Cabinate minister ku murder kara gala chup rahithila BJD au ebe Ghantuchi

  • @beekaydas
    @beekaydas 2 месяца назад

    ଗେଣ୍ଡାପତି ଜ଼ିନ୍ଦାବାଦ

  • @Laxminarayanswain-qt9du
    @Laxminarayanswain-qt9du 2 месяца назад

    Bjp kana. Deuchi

  • @pravhatipradhan363
    @pravhatipradhan363 2 месяца назад

    Pakshyapati karuchhanti sambadik

  • @sharadamohanty5629
    @sharadamohanty5629 2 месяца назад

    😂😆🤣

  • @yudhisthiraswain
    @yudhisthiraswain 2 месяца назад

    Jay shree Ram 🎉🎉🎉

  • @muktikantaentertainment6442
    @muktikantaentertainment6442 2 месяца назад

    Nabin babu jeun bhalu dhariba katha dharantu...hele mohan sir mai kuti bhalia nabin sir pakha ku dhaunchhanti tike kuhanti ..
    Jane cm mahon majhi
    Nabin pattnayak aji jane MLA
    Cm jane MLA ku hata jodi munda nuhain namaskara te kariba ... Eita kn CM Quality.

  • @CR-vj6du
    @CR-vj6du 2 месяца назад

    Tame jete video kale kn haba,, BJD BJP misiki achhanti,, BJP Nabeen au Pandian ra kichhi kariparibeni

  • @pabitrabarik6011
    @pabitrabarik6011 2 месяца назад

    Ame au Kan kahibu
    Apana ta sabu kahideuchanti

  • @aksahoo346
    @aksahoo346 2 месяца назад

    . 3:31 3:31 ::::::::::::::::::😊 3:31

  • @sarojkumarmanasingh6052
    @sarojkumarmanasingh6052 2 месяца назад

    BJP r Budget ta dekh
    Khali vakua bhali bjp ku support kale kn heba
    Ye heuchi andha bhakta

  • @BidyabhusanKuldy-yy4cb
    @BidyabhusanKuldy-yy4cb 2 месяца назад

    Ebe b se kendra mantri Mahaling kahile j ?

  • @SAGCHI_
    @SAGCHI_ 2 месяца назад +1

    😂

  • @sabitamishra3732
    @sabitamishra3732 2 месяца назад

    Bhalu ebe budhha hoi galeni aau ae activities gida vala laguni

  • @bipinchandrapatel8420
    @bipinchandrapatel8420 2 месяца назад

    Anglophile

  • @sarojpanigrahi3574
    @sarojpanigrahi3574 2 месяца назад

    You are blind believer of bjp

  • @sangramkumarkalu9052
    @sangramkumarkalu9052 2 месяца назад

    Governor pua katha kahile girap katha kahuna

  • @santoshpurohit8540
    @santoshpurohit8540 2 месяца назад

    ;Parkinsons,helapare....krita dasha mane,BHALU,MANKADA,DHANDA bhalia sabu prakar nrutya chammunka sradha paiba pain dekheibe.

  • @sunilsethi5417
    @sunilsethi5417 2 месяца назад

    Tame bjp loka,nabin gote na nuha gote brand

  • @Tukunu7248
    @Tukunu7248 2 месяца назад

    Dhruva tu jharpada jibu.

  • @s.mohapatra-i1k
    @s.mohapatra-i1k 2 месяца назад

    ତୁ ଶଳା ଟା କୁ ଆଉ କିଛି ଦେଖା ଯାଉ ନାହିଁ କି ବେ ଜଣେ ଅନ ଓଡ଼ିଆ ଆସି ଓଡ଼ିଶା ଭିତରେ ଓଡ଼ିଆ କୁ ମାରିଲା ତୋ ମୁଁହ ବନ୍ଦ ଆଉ ତୁ ଶଳା ସାମ୍ବାଦିକ / ସମସ୍ତେ ୟା ଭିଡିଓ କୁ ରିପୋର୍ଟ ମାର

  • @mynameisnew3783
    @mynameisnew3783 2 месяца назад

    BJD mane chora

  • @mamilatasahoo9869
    @mamilatasahoo9869 2 месяца назад

    Kalanka dhara padijiba tenu nataka

  • @bikashmohanty6241
    @bikashmohanty6241 2 месяца назад

    Nabin dash kana kahibapain chahunahanti odisha gaverner nka pua aso ku mada mariba thik haechi se babadare kebe apanka nirvaya re kichi episode asuni apanku kebala BJD dekha jauchi bodhe