ଓଡ଼ିଶାରେ ଖୋଲିବ ୨୦୦ ଗୋଶାଳା || Govt Plans To Open 200 Cowsheds In Odisha: Min Gokula Nanda Mallik

Поделиться
HTML-код
  • Опубликовано: 21 ноя 2024

Комментарии • 202

  • @pankajkumarchoudhury1745
    @pankajkumarchoudhury1745 4 месяца назад +35

    ଗୋଶାଳା ଖୋଲିବା ଏହି ସରକାରଙ୍କ ଉତ୍ତମ ପ୍ରସ୍ତାବ l ଏହା ଆଗରୁ କୌଣସି ସରକାର ଚିନ୍ତା କରିନଥଲେ। ଧନ୍ୟବାଦ୍।

  • @biswaranjansahoo6387
    @biswaranjansahoo6387 4 месяца назад +68

    ପ୍ରତ୍ୟେକ ଗାଁ ରେ ଗୋଚର ଜମିକୁ ଉପଯୋଗ କରାଯାଇ ଗୋଶାଳା ନିର୍ମାଣ କରାଯାଉ ବହୁତ୍ ଭଲ ପଦକ୍ଷେପ ଯାହା 25ବରଷରେ ହୋଇନଥିଲା ତାହା ଆଜି 25 ଦିନରେ ଦେଖିବାକୁ ମିଳିଛି 🙏🙏🙏 ଜୟ ଜଗନ୍ନାଥ

    • @Zanil-kr7ll
      @Zanil-kr7ll 4 месяца назад

      Tu jibu goru gai chareibaku 😁😁😁 to saha tama murkha mantri mohan majhi ku b nabu

    • @sebakmanoj846
      @sebakmanoj846 4 месяца назад

      ଭାଇ ଏକ ଦମ ଠିକ 🙏🙏🙏🙏🙏

    • @ranajitparida1400
      @ranajitparida1400 4 месяца назад +1

      Right🎉

    • @DarasinghSahu-gr9uc
      @DarasinghSahu-gr9uc 4 месяца назад

      ଠିକ ନିଷ୍ପତି

    • @kaliprasadnayak1960
      @kaliprasadnayak1960 4 месяца назад

      Prathame gu hatya Banda karantu

  • @KAVYANSI5196
    @KAVYANSI5196 4 месяца назад +48

    ପ୍ରଥମେ ଓଡ଼ିଶାରେ ଯେଉଁ ମାନେ ଗୋ ମାତା ହତ୍ୟା କରୁଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ କଠୋର ଆଇନ ପ୍ରଣୟନ କରାଯାଉ ।
    ❤ ଜୟ ଜଗନ୍ନାଥ❤

    • @mohapatramanasmanas2126
      @mohapatramanasmanas2126 4 месяца назад +1

      Yes...

    • @sebakmanoj846
      @sebakmanoj846 4 месяца назад +3

      ଭାଇ ଗୋ ମାତା ଙ୍କୁ ବିକ୍ରି ରୋକିବା ଦରକାର

  • @sanjaykdp02
    @sanjaykdp02 4 месяца назад +24

    ସବୁ ଗାଁରେ ଥିବା ଗୋଚର ଜମିକୁ ଜବରଦଖଲ ଉଚ୍ଛେଦ କରାଯାଉ।

  • @tutunayak7460
    @tutunayak7460 4 месяца назад +25

    ଜୟ ଓଡ଼ିଶା, ଜୟ ଗୋମାତା ❤️🙏🏻🚩

    • @rjsubham1924
      @rjsubham1924 4 месяца назад

      ଅତି ସୁନ୍ଦର ଯୋଯନା

    • @Dasavas
      @Dasavas 4 месяца назад

      Jay Jagannath jay goumata🎉🎉🎉

  • @SulekhaRout-t1c
    @SulekhaRout-t1c 4 месяца назад +24

    ସବୁଠାରୁ ବଡ ପଦକ୍ଷେପ,ସ୍ୱାଗତ ଯୋଗ୍ଯ,ଚାଷର ଉନ୍ନତି ହୋଇ ପାରିବ,ଗୋ ମାତା ସୁରକ୍ଷ୍ଯା ପାଇପାରିବ,ଜୈବଖତ ମିଳିବ

  • @BidyadharaMuduli-o8y
    @BidyadharaMuduli-o8y 4 месяца назад +13

    ହରେ କୃଷ୍ଣ, ଏହା ଏକ ସ୍ୱାଗତ ଯୋଗ୍ୟ ଭାବନା ଏଥିରେ ଆଗେଇଲେ ଭଗବାନ ସନ୍ତୁଷ୍ଟ ହେବେ ଭଗବାନ ସନ୍ତୁଷ୍ଟ ହେଲେ ଜଗତ ତୃପ୍ତି ହେବ.

    • @rjsubham1924
      @rjsubham1924 4 месяца назад

      ଗୋଚର ଜମିକୁ ଜବରଦଖଲ କରିଥିବା ବ୍ୟକ୍ତି ଠାରୁ ମୂକତ କରାଯାଉ

  • @ledtvripair7685
    @ledtvripair7685 4 месяца назад +18

    ଗୋ ଚାଲାଣ ବନ୍ଦ କର

  • @sagarmalik4892
    @sagarmalik4892 4 месяца назад +4

    ଯଦି ସରକାର ଗୋ ମାତାଙ୍କ ପାଇଁ କିଛି ପଦକ୍ଷେପ ନିଅନ୍ତେ ଓଡ଼ିଶା ବହୁତ୍ ବିପଦରୁ ବଞ୍ଚିଯିବ,,,,ପ୍ରତ୍ୟେକ ପଞ୍ଚାୟତରେ ଗୋଟେ ଗୋଟେ ଗୋଶାଳା ସହିତ ଗୋମାତାଙ୍କୁ ଅତ୍ୟାଚାର କରୁଥିବା ଲୋକମାନଙ୍କୁ କୋଠାର ଦଣ୍ଡ ସହିତ ଜୋରିମାନା ଆଦୟକରିବା ସହିତ ଗୋମାତା ବିଷୟରେ କିଛି ଜ୍ଞାନ ଦେବା ଦରକାର,,,,ଯାହା ଫଳରେ ଆଉ ଯେମିତି ଗୋମାତାଙ୍କୁ ଅତ୍ୟାଚାର କରିବେ ନାହିଁ ,,, ଏବଂ ପ୍ରତ୍ୟେକ ବ୍ଲକ ରେ ଗୋଟେ live stock inspecter ମାନଙ୍କର ଗୋଟେ team ଗଠନ କରି ଗୋମତଙ୍କ ସେବାରେ ନିଆଯିତ କରାଯାଉ🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ସରକାର ନିକଟରେ ଆମ୍ଭମାନଙ୍କର ଏଇ ଅନୁରାଧା

  • @routking8192
    @routking8192 4 месяца назад +28

    ମେଲେରିଆ ପାଇଁ ଯେମିତି ଗାଁ ଗାଁ ସଚେତନ କରାଯାଉଛି ସେମିତି ଗୋମାତା ପାଇଁ ହେଉ

    • @tapasparida958
      @tapasparida958 4 месяца назад +1

      ❤❤❤❤❤❤🙏🙏🙏🙏

    • @Zanil-kr7ll
      @Zanil-kr7ll 4 месяца назад

      Tame sabu gai jagiba eita hela tama standard 😁😁😁

    • @proudKGF112
      @proudKGF112 4 месяца назад

      @@Zanil-kr7ll Cheli saha selfie neba tama standard

    • @Zanil-kr7ll
      @Zanil-kr7ll 4 месяца назад

      @@proudKGF112 ama standard kana odisha janichi

    • @proudKGF112
      @proudKGF112 4 месяца назад

      @@Zanil-kr7ll Kn standard Abdul

  • @deepakkumardas9345
    @deepakkumardas9345 4 месяца назад +6

    ଗୋ ମାତା ର ଜୟ ହେଉ
    ସତ୍ୟ ସନାତନ ଧର୍ମ ର ଜୟ ହେଉ 🚩🚩

  • @pallabi0749
    @pallabi0749 4 месяца назад +2

    Prathamathara pain atma ku shanti dela bhali news dekhili🙏Please Goruchalana ku Odisha ru rokantu😢Dayakarantu niriha Gorumananku🙏

  • @RANJITBHOI-z7p
    @RANJITBHOI-z7p 4 месяца назад +5

    ପ୍ରତି ପଞ୍ଚାୟତରେ ଗୋଶାଳା

  • @bhagirathibehera2174
    @bhagirathibehera2174 4 месяца назад +6

    ହର ହର ମୋଦି ଘର ଘର ମୋଦି. ଜୟ ଗୋମାତା ଜୟ ମା ଭାରତୀ

  • @RAlok687
    @RAlok687 4 месяца назад +7

    ଆମ ଏରସମା ବ୍ଲକରେ ବହୁତ ଅନାବାଦି ଗୋଚର ମାଡି ବସିଛନ୍ତି କେମିତି ବାହାରିବ ବଦ୍ଦବସ୍ତକରନ୍ତୁ ସାର୍ ତାପରେ ଗୋସାଳା କରିବେ🙏🙏🙏

  • @hbrpresent5782
    @hbrpresent5782 3 месяца назад +1

    ବହୁତ୍ ବଢିଆ ପଦକ୍ଷେପ

  • @brijeshmishra1314
    @brijeshmishra1314 3 месяца назад +2

    Sir. Please give importance for Desi cow

  • @tamising600
    @tamising600 4 месяца назад +5

    Welcome sir, jay Gomata,

  • @bibhutisahu4204
    @bibhutisahu4204 3 месяца назад +1

    ବଢିଆ, ଏମିତି ପଦକ୍ଷେପ ନେଲେ ଆମ ରାଜ୍ୟ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବନି

  • @sanandagarnayak8883
    @sanandagarnayak8883 3 месяца назад +2

    😢 କେମିତି ଆତ୍ମ ନିର୍ଭରଶୀଳ ହେଵୁସାର ବାହାରୁ ଠିକା କମ୍ପାନୀ ଆସି କାମ କରାଇବା ( ବାଏଫ)ଓଡ଼ିଶା ରେ୨୦୦୦୦/ଜାଗାରେ ୧୫୦୦/ଦେଲେ ଆତ୍ମ ନିର୍ଭରଶୀଳ ହେଵେକି ସାର ଓଡ଼ିଶାରେ (ମୈତ୍ରୀ ସରକାରୀସ୍ତରରେ କାମକରୁଆଞ🙏🙏🐃🐦🦜🐓🐂✍️🙏🙏👌🙏

    • @sanandagarnayak8883
      @sanandagarnayak8883 3 месяца назад

      Vetnari CM sir odisha 🙏✍️🐂🐓🦜🐦🐃🙏🙏

  • @haraprasadmahanta4657
    @haraprasadmahanta4657 3 месяца назад +1

    ଗୋ ହତ୍ୟା କାନୁନ ପାସ୍ ହେବା ଦରକାର ବିଧାନ ସଭା ରେ, ଓଡିଶା ରେ ବାଙ୍ଗଲାଦେଶୀ ବାହାର କରିବା ଦରକାର

  • @monabehera7377
    @monabehera7377 4 месяца назад +2

    Dhanya dhanyabad odisha sarakara nku 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Janaki___mukhi_97
    @Janaki___mukhi_97 3 месяца назад +1

    ଆଉ ଛେଳି ପାଳନ ପାଇଁ ସରକାରଙ୍କର କିଛି ସ୍କିମ ନାହିଁ?

  • @Brothers_for_Others
    @Brothers_for_Others 4 месяца назад +8

    Jai Gaumata ❤️🙏🚩

  • @JayaramNayak-ct8ji
    @JayaramNayak-ct8ji 4 месяца назад +2

    ଜୟ ଗୋମାତା ଜୟ ଜଗନ୍ନାଥ

  • @GaneshGahir-fw4yi
    @GaneshGahir-fw4yi 4 месяца назад +2

    ଗୋଚର ଭୂମି କୁ ଜବରଦଖଲ ଉଚ୍ଛେଦ କଲେ ଗୋବଂଶ ରକ୍ଷା ପାଇ ବ ❤ ଜୟ ଗୋମାତା ❤

  • @bishalkumarkhuntia305
    @bishalkumarkhuntia305 4 месяца назад +6

    ବହୁତ ବଢିଆ 🙏

  • @odishavillagearea5838
    @odishavillagearea5838 4 месяца назад +10

    ସାର୍ ମୁଁ ଜଣେ ଗାଇ‌ ଚାଷୀ ମୁଁ କୋଡ଼ିଏ ଟି‌ ଗାଇ‌ ଫାର୍ମ କରିବାକୁ ଚାହୁଁଛି କିନ୍ତୁ ରିଜିମାଇଲ୍ ପ୍ଲଟ ବୋଲି ହେଇ ପାରୁନି ସହଜରେ କେମିତି ହେବ‌ ନଜର ଦିଅନ୍ତୁ

  • @shankarsanpanigrahi7855
    @shankarsanpanigrahi7855 4 месяца назад +2

    Jai Gomata

  • @PadhanB
    @PadhanB 4 месяца назад +3

    ବହୁତ ଧନ୍ୟବାଦ

  • @madhuribariha4535
    @madhuribariha4535 Месяц назад +1

  • @prashantabehera288
    @prashantabehera288 4 месяца назад +6

    जय गोमाता जय श्री राम🙏🙏🙏

  • @nagarjunbehera7954
    @nagarjunbehera7954 4 месяца назад +4

    Super bhai

  • @sasmitasatapathy2475
    @sasmitasatapathy2475 4 месяца назад +1

    ଗୁରୁ ଚାଲାନତ ବଦ୍ବହଉ ଦୟାହୁଅନ୍ତି😢।

  • @Bhagabatpujari1
    @Bhagabatpujari1 4 месяца назад +3

    ଆଗେ ଗୋବର ମୁତ୍ରକିଏକିଣିକରିନବ ଗୋଟେଚାଷିଠାରୁକେତେକିଲେନେବ ସେହିକଥାକୁହ

  • @santoshdas7894
    @santoshdas7894 4 месяца назад +8

    Jay BJP RSS ❤ jay Hindu rashtra 🚩🕉️

  • @SoumeshSahii
    @SoumeshSahii 4 месяца назад +3

    Prati panchayat re gote gosala heba darkar

  • @jayantasahoo1404
    @jayantasahoo1404 4 месяца назад +4

    BJP ସରକାର ଗୋପାଳନ ମସ୍ଷଚାଷ ଉପରେ ଧ୍ୟାନ ଦେବା ନିହାତି ଦରକାର ।ଓଡ଼ିଶା ୟେ କ୍ଷେତ୍ର ରେ ବହୁତ୍ ପଛରେ ଅଛି ।ସବୁଠୁ ଗୁରୁ୍ୱପୂର୍ଣ୍ଣ କଥା ହେଲା ଆମ ଓଡ଼ିଶାର ଯେଉ ବ୍ରିଡ୍ ର ଗୋମାତା ଅଛନ୍ତି ସେମାନଙ୍କ ଉପରେ କାମ କରିବା ନିହାତି ଦରକାର । କେବଳ milk ଉପରେ focous ନ କରି ଗୋବର ଗୋମୁତ୍ର ଏସବୁ ଉପରେ କାମ କରି ଚାଷୀ କୁ ରୋଜଗାର ଦେଇ ହେବା ତା ଉପରେ କାମ କଲେ ବହୁତ୍ ଭଲ ହେବ।

  • @bikashrout2898
    @bikashrout2898 4 месяца назад +1

    ଗୋବର ପ୍ୟାକ କରାଯାଇ ଅନ୍ଧଭକ୍ତଙ୍କ ଘରକୁ ମାଗଣା ରେ ଯୋଗାଇ ଦିଆଯିବ। ସେମାନଙ୍କ ବୁଦ୍ଧି ଆହୁରି ଉନ୍ନତ ହେବାପାଇଁ ସରକାରଙ୍କ ପ୍ରୟାସ 😂

  • @Dillip5331
    @Dillip5331 4 месяца назад +6

    Jay Go Mata Jay Gopal 🙏
    Namaste 🙏
    Minister ji
    Thanks for your good initiative.
    200 nunhe 314 go sala karantu minimum each block is one go sala.
    Gochar vumi ku Mukta Kariba sahit plantation boundary Kariba sthaniy loka nkar sahayog re.
    Basically odisha re upalabdh 4 prakar gobans ra sanarakhyan apanankar samaya re heu.
    Apan odisha ra janamanas re sabu din rahibe...
    Bhagwan apanaku swasthy au dirghau karantu❤🙏

  • @monaranjanbhanja2999
    @monaranjanbhanja2999 4 месяца назад +2

    Vala katha sir

  • @SANGRAMBHATTA-vs5cb
    @SANGRAMBHATTA-vs5cb Месяц назад

    ଯୋଜନା ବାହାର କରି ଦେଲେ କ'ଣ ହେବ? ଯୋଜନା କାର୍ୟ୍ଯକାରି ହେବା ଦରକାର। ଜୟ ଜଗନ୍ନାଥ। 🙏🙏🙏🙏🙏❤❤❤❤❤🙂🙂🙂🙂🙂🐂🐂🐂🐂🐂🐄🐄🐄🐄🐄👍👍👍👍👍👌👌👌👌👌

  • @RANJANKUMAR-jb1xw
    @RANJANKUMAR-jb1xw 4 месяца назад +2

    B J P Government odisha ଜିନ୍ଦାବାଦ

  • @Prakashpadhan-r1f
    @Prakashpadhan-r1f 3 месяца назад +1

    Bank lone debaku Raji heunahanti

  • @soumyaranjansingh4675
    @soumyaranjansingh4675 3 месяца назад +1

    Gosebapai subsidy hatantu

  • @AmanlalChoudhury
    @AmanlalChoudhury 3 месяца назад

    ପ୍ରତ୍ୟେକ ପଞ୍ଚାୟତ ରେ ଗୋ ଶାଲା ଖୋଲାଯାଉ।

  • @sunilkumarpatnaik6953
    @sunilkumarpatnaik6953 4 месяца назад +4

    Odisha raa Boarder area rey Goa Challan ku baand karajau. .....STRONG ENCOUNTER SPECIALISTS POLICE OFFICERS NKU POSTING KARAJAU.

  • @birakishoresahoo3080
    @birakishoresahoo3080 4 месяца назад +2

    Jay Go Mata.

  • @KabitaSahoo-h7v
    @KabitaSahoo-h7v 4 месяца назад +3

    Well done but rastare buluthiba goru nku neijiba darkar

  • @prabodhapanda5184
    @prabodhapanda5184 4 месяца назад +18

    200 ନୁହେଁ, 314 ଗୋଶାଳା କରନ୍ତୁ, ସ୍ୱାଗତଯୋଗ୍ୟ ପଦକ୍ଷେପ. ମସ୍ୟ ଓ ପଶୁପାଳନ କୁ ଗୁରୁତ୍ୱ ଦିଅନ୍ତୁ. ମୋଦି ସବୁ ଖାଇଯିବ. ଦେଖିକି କରନ୍ତୁ.

    • @lalitmohanpradhan3427
      @lalitmohanpradhan3427 4 месяца назад +1

      😂😂

    • @_mr___rajput
      @_mr___rajput 4 месяца назад

      Hnn re secular hindu 90% hindu thiba Odisha re 200 goo sala kholile Tamar abdul chacha ragi jibeni
      Kai Tamar Naveen Babu bal bole hotel kariki kn khauthile ki 😅😅

    • @gobindachandranayak9576
      @gobindachandranayak9576 4 месяца назад +5

      ମୋଦି କିପରି ଖାଇଯିବ,ତମେ ଖାଉନ

    • @SulekhaRout-t1c
      @SulekhaRout-t1c 4 месяца назад +6

      ତୋର ସିଖ୍ଯାର ଅଭାବ

    • @HiranyamallickHiranya
      @HiranyamallickHiranya 4 месяца назад +2

      Tu jetiki jannichu seibhalli coment de .tu duniar gayni nuhan

  • @sanjayanayak9448
    @sanjayanayak9448 3 месяца назад

    ମୋ ଏରିଆ ଗୋଚର ଜମି ଉଦ୍ଧାର କରି ଗୋଟେ ଗୋ ଶାଳା କରାଯାଉ

  • @dolagobindapal3322
    @dolagobindapal3322 3 месяца назад +1

    Kichi hebani goru gai nku tika daunahanti

  • @bismayakhilar3526
    @bismayakhilar3526 4 месяца назад +1

    Bahut sundar ❤

  • @banshidharua41
    @banshidharua41 2 месяца назад

    ❤Jay go mata❤🙏🙏❤

  • @DeepakParida-ih6is
    @DeepakParida-ih6is 4 месяца назад

    Joy jaganath Bhai

  • @padminipayqsingh9010
    @padminipayqsingh9010 3 месяца назад

    ସବୁ ଗୋଚର ଜମି କୁ ଗୋଶାଳା କରାଯାଉ

  • @BishnucharanRay-xy5ox
    @BishnucharanRay-xy5ox 4 месяца назад

    ଅଧିକ କ୍ଷୀର କିପରି ଉତ୍ପନ୍ନ ହେବ.
    ଗୋଶାଳା ଯାହା ଏବେ ଅଛି se ସବୁକୁ ଠୀକ ରୂପେ କାମ କରୁଛି ଦେଖ

  • @ArabindaSahoo-r5q
    @ArabindaSahoo-r5q 3 месяца назад +1

    Gai Chareiba Paine Gauda milu Nahanti Sarakar Rajakosha Ru Paisa dei Byabasta Karantu

  • @bhaskarsahoo9762
    @bhaskarsahoo9762 3 месяца назад +1

    Andira bachuri Goverment Rakhanu .

  • @SureshBhoi-y3q
    @SureshBhoi-y3q 4 месяца назад

    Jai Maa Manikeswari..

  • @hrushikeshbebartta4178
    @hrushikeshbebartta4178 4 месяца назад

    ସ୍ବାଗତଯୋଗ୍ୟ ପଦକ୍ଷେପ କାର୍ଯ୍ୟ ପାରିହେବା ଦରକାର ଅଧିକ ମାତ୍ରାରେହେବାଦରକାର

  • @saradamallick1983
    @saradamallick1983 4 месяца назад +1

    ସବୁ ବ୍ଲକ ରେ 400ଟନ ର ଶୀତଳଭଣ୍ଡାର କରାଯାଏ ଚାଷୀମାନଙ୍କ ଲାଭ ମିଳିବ

  • @Ajitmuni.
    @Ajitmuni. 4 месяца назад

    ଆଉ ଷଣ୍ଡ ଶାଳା ହେବନା 😢😢😢

  • @ShyamsunderbeheraMuna
    @ShyamsunderbeheraMuna 4 месяца назад

    Right

  • @BishnucharanRay-xy5ox
    @BishnucharanRay-xy5ox 4 месяца назад

    ମାଛ ଉପରେ ଓଡିଶା ନିର୍ଭର ଶିଳ ହେବ ଦେଖ
    ଗୋଶାଳା ଅଧିକ କଲେ କଣ ହେବ

  • @learntogether8344
    @learntogether8344 4 месяца назад

    ଆଛା ଗୋଟେ answer ଦେବେ ଯେତେ male ବାଛୁରୀ ଜନ୍ମ ହେବେ ସେମାନଙ୍କ ପାଇଁ ବ୍ୟବସ୍ତା କଣ କରିବେ

  • @SupremePower-wu7lz
    @SupremePower-wu7lz 4 месяца назад +1

    ଆମ ଦେଶରେ ୩୬୦୦୦ ଗାଇ କଟା କାରଖାନା ଅଛି , ଗୋମାଂସ ରେ ଭାରତ ସରକାର ସଫଳ ସୋଇଛନ୍ତି

  • @sandeepkumarjena8872
    @sandeepkumarjena8872 Месяц назад +1

    Loka ta ebe male bachuri( sandha ) chadi dauchanti...ebe jami tractor re hala karuchanti....rasta ghata sabu ade sandh paduchanti ..NH re kete gadi accident re maruchanti....gosala re kan ete sandha rakhi heba?? Sarakar ara gote samadhan kariba katha...sabu loka khali gai ku maa boli kahibe but swartha pachare sabu andha

  • @BeheraFakircharan
    @BeheraFakircharan 4 месяца назад

    ଗରଜିଲା ମେଘ ବସିବ ନାହି
    ଖାଲି ପ୍ରତିସ୍ରୁତ

  • @smdsmd6338
    @smdsmd6338 4 месяца назад +2

    Gokhady au gai manka pai prosahn rasi pradan karajou

  • @rajkishorsahu7686
    @rajkishorsahu7686 4 месяца назад

    ଗୋଚର ଜମି କୁ ମୁକୁଳେଇବା ର ସାହାସ କୌଣସି ସରକାର କରିପାରି ନାହାନ୍ତି

  • @p.k.adhikari8562
    @p.k.adhikari8562 4 месяца назад

    ସରକାରଙ୍କର ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ l

  • @lipikapanda5405
    @lipikapanda5405 4 месяца назад +2

    Jeu hindu loko garu gaii rakhu nahanti tako reason card cancel kara jau.goru Chalan ape kmijibo

  • @milanacharya3336
    @milanacharya3336 8 дней назад

    Sabu panchayat re gote gote kholile Sabu farmer mane bahut upakruta hebe.nijaswa mata mata.

  • @DebirathaMajhi
    @DebirathaMajhi 4 месяца назад

    Jay Sri ram❤❤❤❤

  • @KunaSahoo-c7s
    @KunaSahoo-c7s 4 месяца назад

    Jai shree Ram

  • @rajeshbehera8116
    @rajeshbehera8116 4 месяца назад

    Prati GRAM RE THIBA GOCHARA JAMIN RU GHASA JOGAI DIAJIBA

  • @jituswain4071
    @jituswain4071 4 месяца назад +1

    gochaln re hai panishment sur kara jau

  • @bajarangdal4406
    @bajarangdal4406 4 месяца назад

    Jay shree ram

  • @GVaraprasad-gs4ye
    @GVaraprasad-gs4ye 4 месяца назад +1

    gosala konokhollibo honble sc judgement delegocharojomi prothi govt jekounosi action nahi 7.50acrs jkpm rgda acromono korichi gocharo jomichihnotokoronthu

  • @rajeshbehera2387
    @rajeshbehera2387 Месяц назад

    Sir please AA ma gnaa re gate gosala karantu

  • @LituKaran
    @LituKaran 4 месяца назад

    Mu dairy farm achhi kintu omfed rs 35 ru adika dauni milk rate badile loka gai palan nihati karibe

  • @BhupatiNaik-q9j
    @BhupatiNaik-q9j 5 дней назад

    Modijee.amitsha.o.cmkobolobargarhm.l.a.kobologovermantplatha.bargarhtohaldipalimayghagahacowsheesshalbanaooparanam🎉

  • @santoshkumarrout5521
    @santoshkumarrout5521 4 месяца назад

    Thik katha go seba hni bhagwan nka seba Jay go mata

  • @subhrajyoti7809
    @subhrajyoti7809 4 месяца назад

    ଅଣ୍ଡିରା ବାଛୁରୀ କଥା ଟିକେ ସରକାର ବୁଝ 🙏🙏

    • @MITHUNDAS-bj7st
      @MITHUNDAS-bj7st 4 месяца назад

      Very good Idea bro, need to give more priority

  • @surendrasahu2354
    @surendrasahu2354 4 месяца назад

    Sir sabu block re veterinary medicine shop 2 ta kholantu

  • @gobindapatra2125
    @gobindapatra2125 4 месяца назад +3

    Gochalan Banda hou
    Gohatya band hou
    Goushala nirmana hou
    Gochara vumi ku udhar kara jau

  • @NarayanGouda-o4n
    @NarayanGouda-o4n 4 месяца назад

    Khichhi agra thiba lokanku helpkarantu sir

  • @RamakantaSamarath
    @RamakantaSamarath 4 месяца назад +1

    Gou chalan rokibaku kada niyama assembly re parita hehu

  • @kiranpradhan3534
    @kiranpradhan3534 4 месяца назад

    Sir.....hueta apana bahut bhala katha tie kahile kintu......b.v.o mane pc jadi na nianti tebe bahut bhala huanta........me jane broiler farmer au me ye problem ku face karichi

  • @NarayanGouda-o4n
    @NarayanGouda-o4n 4 месяца назад

    Mora agraha achhi kintu mu kariparuni

  • @khageswaranayak6094
    @khageswaranayak6094 4 месяца назад

    Thank you odisha CM for mother of all animals we appreciate to take like a action and we need some strict rules to hurt our mother of animals and i suggested to our wining political party BJP to need something for odisha people
    1- we need company to hire for our odisha people
    2- we need good communication like roadways to all villages
    3- we need good water saver system to save rain water
    4- we need a one corridor in sea line for tourism
    5- we need to reconstruction our old temple
    6- we need good infrastructure for poor people to communicate for health
    7- we need good government jobs to hire best people only on odisha
    8- we need strict rules for government authority whose don't work on time
    9- we need gurukul on odisha for change Pvt schooling system
    10- we need to rules for save our girls

  • @sarojinilenka
    @sarojinilenka 2 месяца назад

    Odissa re 4 types ra Desi cow achhanti kintu semane bilupta hebare lagilani.Desi goumata nku banchantu.because Desi goumata re jeun protin achhi seita jersey cow re nahin

  • @SidharthaBiswal-x1z
    @SidharthaBiswal-x1z 4 месяца назад

    Slaughter house band karantu prathame

  • @himanshumahakhud-hn8ug
    @himanshumahakhud-hn8ug Месяц назад

    Small dairy farm lone thiantu

  • @manojsethi9207
    @manojsethi9207 4 месяца назад +1

    Nice

  • @jituswain4071
    @jituswain4071 4 месяца назад

    fish darkarnahi cow important

  • @sudamdeep4237
    @sudamdeep4237 3 месяца назад

    Sambalpuri Saree bunaai train ing center khulaa jaau sir

  • @sabarrajendra5619
    @sabarrajendra5619 4 месяца назад

    Subsidy adhik karantu sir

  • @romeochandan7355
    @romeochandan7355 4 месяца назад +1

    Hele janibu hela