Special Story: Another Cyclone Approaching in November!

Поделиться
HTML-код
  • Опубликовано: 23 ноя 2024

Комментарии • 544

  • @PriyaranjanDhall
    @PriyaranjanDhall 26 дней назад +180

    ଲୋକଙ୍କୁ ଭୟଭୀତ କରେଇବା ଆପଣଙ୍କ କାମ।

  • @ommsolarenterprise6977
    @ommsolarenterprise6977 26 дней назад +66

    ଅତ୍ଯଧିକ ବୈଷୟିକ ପ୍ରୟୋଗ ଦ୍ଵାରା ପ୍ରକୃତି ତାର ଭାରଶ୍ଯାମ ହରାଇ ବସିଲାଣି ସେଥିପାଇଁ ଅସମୟରେ ବାରମ୍ବାର ଏମିତି ହେଉଛି ! ଏଥିପାଇଁ ମଣିଷ ହିଁ ଦାୟୀ।
    ପରିବେଶ ପାଇଁ କାହାର ଚିନ୍ତା ନାହିଁ। ଖାଲି ବିଜ୍ଞାନ ଆଗଛି ବୋଲି ମିଛରେ ଦାନ୍ତ କେଲେଇବା କଥା।ଧନ୍ୟବାଦ।

  • @rupadharthapa4215
    @rupadharthapa4215 26 дней назад +21

    ଆରେ ଭାଇ ପ୍ରଥମେ ଦିପାବଳୀ କେବେ କହିପାରୁ ନାହାଁନ୍ତି ସେ କେମିତି ଜାଣୁଛନ୍ତି କେବେ ବାତ୍ୟା ହେବ ବୋଲି।

  • @piyushrajkumar15
    @piyushrajkumar15 26 дней назад +302

    ଓଟିଭି ଆଗରୁ ସଠିକ ନ୍ୟୁଜ ଦେଉଥିଲା ଏବେ କିନ୍ତୁ ଗୋଦି ମିଡ଼ିଆରେ ପରିଣତ ହେଇସାରିଲାଣି

    • @SUBHAM-....
      @SUBHAM-.... 26 дней назад +18

      Tu dekhiba band karide😂

    • @androidstuffs
      @androidstuffs 26 дней назад

      ​@@SUBHAM-.... badhi gala , Gobar bhakt ku

    • @Mr.mantu97
      @Mr.mantu97 26 дней назад +6

      Tate bhala laguchi bodhe ​@@SUBHAM-....

    • @Mr.mantu97
      @Mr.mantu97 26 дней назад +5

      News kam horror music adhika loka news nuhn tanka music au presentation style re darijibe

    • @JyotiRanjanPradhan-t1z
      @JyotiRanjanPradhan-t1z 26 дней назад +3

      Hmm bhai thiki katha

  • @satyajitdas8180
    @satyajitdas8180 26 дней назад +311

    ଆଉ ପବନ କରନା ବାତ୍ୟା ପବନ ଠାରୁ ତମ ପବନ ବହୁତ...
    ଦାନା ର news ରେ ଯେମିତି କହିଥିଲ 120km ପବନ ହବ ଆଉ ତମ news ର ପବନ 220 km ଥିଲା 😅

  • @purnasahoo4254
    @purnasahoo4254 26 дней назад +9

    ଆରେ ଭାଇ ମାଳିକା ରେ ଲେଖା ହେଇଛି ବହୁତ୍ ଖରାପ୍ ଅଛି ଏ ଦୁନିଆଁ କୁ ଆଗକୁ

  • @chandansahoo3336
    @chandansahoo3336 26 дней назад +47

    ଦାନା ରେ କହିଲ ପୁରି ଛାଡ଼ି ପଳା, ଏଥର କହିବ ରାଜ୍ୟ ଛାଡ଼ିକି ପଳା।

  • @krushnachandramishramishra4289
    @krushnachandramishramishra4289 24 дня назад

    ଅଜ୍ଞ୍ୟା କଣ ପାଇଁ ଲୋକ ମାନଙ୍କୁ ଭୟବିତ କରାଉଛନ୍ତି 🙏🙏🙏🙏🙏🙏🙏

  • @Hungama-zg7br
    @Hungama-zg7br 26 дней назад +50

    ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା🚫❌
    ପାଞ୍ଜି ର ସୂଚନା ✅🌏

  • @MuraliSahoo-n2j
    @MuraliSahoo-n2j 26 дней назад +13

    କଣ ଭଦ୍ର ବ୍ୟକ୍ତି କାହିଁ ଆଗରୁ କାହିଁ କହି ନ ଥିଲେ ଆଜି ଆସିଗଲେ ଭାଷଣ ଦବା ପାଇଁ 🙏🙏🙏

  • @RKB_1985
    @RKB_1985 26 дней назад +142

    ଭଲ ବାତ୍ୟା ଗୋଟେ ଆସୁ । ଆସିଲେ ସମସ୍ତଙ୍କୁ ଭଲ ଲାଗିବ 😂

    • @pabitranath5075
      @pabitranath5075 26 дней назад +3

      Michhuaa radhuaa story pari haucha kau dina satare maha batya asi sabu gilijiba chetiba setebele

    • @androidstuffs
      @androidstuffs 26 дней назад

      Bala te haba

    • @MaheshDas-ux9xi
      @MaheshDas-ux9xi 26 дней назад

      Are kana asiba re😂😂😂😂

    • @TigerDon420
      @TigerDon420 26 дней назад

      Mu kahuchi kebela Tori room re tu ekutia thilabele asu gote bhala batya aau Tate pura dhoi dau

    • @marshaleditzz
      @marshaleditzz 25 дней назад

      Skul chutti au thire😂😂😂😂

  • @MyLove_SARADA
    @MyLove_SARADA 26 дней назад +6

    ହଉ, ଦାନା ଏତେଟା ପ୍ରଭାବ ପକେଇନଥିଲା😢

  • @priyabrataputia4930
    @priyabrataputia4930 26 дней назад +4

    ଦାନା ପ୍ରଭାବରେ otv ବହୁତ ପ୍ରଭାବିତ ହୋଇଛି

    • @lisarana2599
      @lisarana2599 26 дней назад

      Hon manashika santulana horeibosichonti amaane 😂😂😂😂😂😂😂😂😂😂😂

  • @susantanayak551
    @susantanayak551 26 дней назад +5

    ଲୋକ ମାନଙ୍କୁ ଭୟଭୀତ କରନ୍ତୁ ନାହିଁ

  • @TRAVEL_AND_VLOG
    @TRAVEL_AND_VLOG 26 дней назад +12

    Bhaskar news = OTV NEWS

  • @kailashswainkailashswain6878
    @kailashswainkailashswain6878 26 дней назад

    ଏମାନଙ୍କ ଭାଷଣବାଜି ଶୁଣି ପ୍ରକୃତି ମଧ୍ୟ ଡରି ଭାରସାମ୍ୟ ହରାଇଲାଣି।

  • @Lipun680
    @Lipun680 26 дней назад +90

    Otv jadi emiti news Chhadiba tahale ame kahaku biswas karibu

  • @risingsun-learningtolead
    @risingsun-learningtolead 26 дней назад +4

    ହଁ 4 ଲକ୍ଷ ଭୁତ ହେନ୍ତାଳ ବଣରେ ଜଗି ରହି ବାତ୍ୟା ଭଗେଇ ଦେବେ😂😂😂😂😂😂 🤣🤣🤣🤣

  • @OMMLIFESTYLE1
    @OMMLIFESTYLE1 26 дней назад +23

    ଆରେ ତା ଶଶୁର ଘରକୁ ଆସି ବନି ନା 😂 ସେଥି ପାଇଁ ଆଗରୁ ସେ ବର୍ଷେ ପରେ ଥର କୁ ଆସୁ ଥିଲା ଆଉ ଏ ବାତ୍ୟା ଦାନା ଠୁ ମତେ ଲାଗୁଚି ସବୁ ମାସ କୁ ମାସ ଆସିବା 😂

  • @myra1657
    @myra1657 26 дней назад +20

    Jay jagannath 🙏

  • @Leezuuu.
    @Leezuuu. 26 дней назад

    Hou asu! Prabhu jagannath achanti !💗

  • @rajendrabandha4261
    @rajendrabandha4261 26 дней назад +2

    The former Odisha CM Dr Giridhar Gamanga believed the prediction of astrologer in 1999 cyclone, but it happened the opposite.

  • @PrashantKumar-f4w
    @PrashantKumar-f4w 26 дней назад +5

    ପୁଣି ବା ଣ୍ଡ କଥା ମାଧିଆ ପୁରା ଚଢ଼ା କଥା ଆଉ ଲୋକଙ୍କୁ ଆତଙ୍କିତ କରିବା କଥା 😂😂😂

  • @subha_shree_rout
    @subha_shree_rout 26 дней назад +8

    Dana re balasore re bht khyati heichi amora aji Jaa current asini line Taara chidi jaichi

  • @DeepakKumar-si5iy
    @DeepakKumar-si5iy 26 дней назад

    Welcome batya bro ❤

  • @pashupati55
    @pashupati55 26 дней назад +12

    *OTV ra name change Kari Bhaskar News Kari dia bhala haba*

    • @nityanandajena9762
      @nityanandajena9762 26 дней назад +3

      Bhaskar news thu bi hina a news channel this channel only for bjp Not for other people

  • @allinonebro3293
    @allinonebro3293 26 дней назад +10

    Technology ଯୁଗରେ ବି ଅନ୍ଦ ବିଶ୍ବାସ

    • @SUBHAM-....
      @SUBHAM-.... 26 дней назад +5

      Bapa gyana ru bigyana eita tk mane rakhithibu😊

    • @baikunthanathnayak3841
      @baikunthanathnayak3841 26 дней назад +1

      Abe oo technology ra 14 eita malika kahichi hela hn au kie kahithile se katha alga.

    • @misskhushi06
      @misskhushi06 26 дней назад +1

      Ethire jaha bi lekha heichi sabu sata re bhai time asile janipariba 💀

    • @chandanmohanty9526
      @chandanmohanty9526 25 дней назад

      Natural calamities are unpredictable so no technology can predict the immediate threat it can only forecast based on data or prior symptoms.

  • @jayashreesingh-vd6tx
    @jayashreesingh-vd6tx 26 дней назад

    ଏ ବାତ୍ୟା ଓଡିଶା ଛାଡିକି ଯିବନି

  • @rojalinbehera6242
    @rojalinbehera6242 25 дней назад

    ଭାଇ ମାନେ, ମୁଁ ପଇସା ଦଉଛି , ଏ news channel ବାଲା ଙ୍କୁ ଯାଇ କିଏ ବାଡେଇବ କି 😂😂😂😂

  • @SrikantaBiswal123
    @SrikantaBiswal123 26 дней назад +4

    ଆଉ ରୂପ ରେଖ କରନି please

  • @antaryamiswain6937
    @antaryamiswain6937 26 дней назад

    ଓଟିଭି ଭାଇ ଏ କଣ ନୂଆ କଥା ଯେ
    ଓଡ଼ିଶାକୁ ବର୍ଷକୁ ଦୁଇ ତିନି ଥର କୁଣିଆ ନ ଆସିଲେ ନାଁ ତାକୁ ଭଲ ଲାଗିବ ନାଁ ଆମକୁ

  • @nagenkumar4970
    @nagenkumar4970 26 дней назад +8

    Odisha be like... Wellcome ❤❤

  • @RasmiTarei
    @RasmiTarei 26 дней назад +24

    ଶଶୁର ଘରକୁ ବୁଲିତେ ଆସୁଚି😂😂

  • @mundariipilproduction1376
    @mundariipilproduction1376 25 дней назад

    ଓଡିଶା କୁ ଆସୁ ଭଲ ଲାଗୁଛି

  • @balarambariki3113
    @balarambariki3113 26 дней назад

    OTV MY FAVOURITE NEWS CHANNEL ❤❤❤

  • @ashisguru1234
    @ashisguru1234 26 дней назад

    ଜୟ ଜଗନ୍ନାଥ 🙏😔 ରକ୍ଷା କର 😭🙄

  • @tapankumarsahoo9302
    @tapankumarsahoo9302 26 дней назад +6

    ଜୟ ଜଗନ୍ନାଥ 🙏

  • @malayanayak7434
    @malayanayak7434 26 дней назад

    He pravu jagannath rakshya kara Odisha ku

  • @Odiamusic21
    @Odiamusic21 25 дней назад

    ବାତ୍ୟା ହେଉ ନାହିଁ ଖାଲି ଲୋକଙ୍କୁ ଦରାଉଚ।
    ଦରାଇବା ବନ୍ଦ କର

  • @Sweet_girl_puja_143
    @Sweet_girl_puja_143 26 дней назад +20

    ମାଳିକାରେ ଲେଖା ଅଛି ସେପ୍ଟେମ୍ବର 5ରୁ କିମ୍ବା 9ରୁ 15 ଭିତରେ ପେଙ୍ଗନ ବାତ୍ୟା ଅଛି 😢😢😢

  • @pramodkumarbarik8108
    @pramodkumarbarik8108 26 дней назад

    ନଭେମ୍ବରରେ
    ଓଡିଶା ରେ ବାତ୍ୟା ❌
    ନିଉଜ୍ ଚ୍ୟାନେଲ୍ ମାନଙ୍କରେ ବାତ୍ୟା ✅

  • @TRAVEL_AND_VLOG
    @TRAVEL_AND_VLOG 26 дней назад +2

    ପାଞ୍ଜି ରେ ସେଇ ଦାନା କଥା ଲେଖା ଯାଇଛି ଯାହା already ହେଇ ସାରିଛି

  • @prasantaaruk4358
    @prasantaaruk4358 26 дней назад +1

    ଆଉ ଯଦି ନହେଲା କଣ କରାଯିବ

  • @sarfaroshkitamanna8388
    @sarfaroshkitamanna8388 26 дней назад

    As precaution is good for everything the same is Awareness is good for people.

  • @JIVANJYOTIBAL
    @JIVANJYOTIBAL 26 дней назад +1

    ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସେଭଳି କୌଣସି ବତ୍ୟା ହେବାର ସମ୍ଭାବନା ନାହିଁ I

  • @sandhyarimunvlog3930
    @sandhyarimunvlog3930 26 дней назад +2

    Ame ta wait karichu dekhiba pain 😂

  • @odialifestyleinodisha4649
    @odialifestyleinodisha4649 26 дней назад

    ନାଇଁ ଏଇ ବାତ୍ୟା ଟା ବଡ ଆକାର ରେ ହବ

  • @NiranjanSahoo-qj6bi
    @NiranjanSahoo-qj6bi 26 дней назад +5

    ଆପଣ 1999 ମସିହା ର ପାଞ୍ଜି ଦେଖନ୍ତୁ ତେବେ ଠିକ ଭାବେ ଜାଣିବେ october 29 ଦିନ ର ପାଗ କିପରି ରହିବ, କଣ ଲେଖା ଥିଲା?

  • @hindustanmera8408
    @hindustanmera8408 26 дней назад +2

    ଶଶୁର ଘର ଭାବୁଛି ବର୍ଷକୁ ଥରେ 2ଥର aasu

  • @SujitKumar-if9os
    @SujitKumar-if9os 26 дней назад

    Science/astrology bhitore aeta hain distance.... science 2/3 dina thibo kohebo kintu panji 1year aagaru kohuchee

  • @ramksoren
    @ramksoren 26 дней назад +1

    PreviouslyI used to watch OTV for news but now I used to watch OTV for masala

  • @manashdas1826
    @manashdas1826 26 дней назад

    Alert karu chhanti thik achhi. But se puruna recorded video dekhantuni. Dara laguchhi.

  • @bijaypatra9105
    @bijaypatra9105 26 дней назад +1

    ଏମିତି ଖାଲି ବାତ୍ୟା ସବୁ ମାସରେ ହଉଥିବ ବାତ୍ୟା ବାତ୍ୟା ଟାସ ଖେ ଳ

  • @kamaljena351
    @kamaljena351 26 дней назад +6

    ଦାନା ବାପା ଆସୁଚି 😂😂😂😂

    • @Alovem5769
      @Alovem5769 26 дней назад

      Han phota kona aasibo otv ro kona udibo

    • @pragyantripathy658
      @pragyantripathy658 26 дней назад

      Dana bapa kanaa

    • @marshaleditzz
      @marshaleditzz 25 дней назад

      Dana ra sasur phata chaddi asuchi re 😂😂😂😂

  • @sujitrout4560
    @sujitrout4560 26 дней назад

    ଆଉ ଥରେ ବାତ୍ୟା କଥା ମିଛଟାରେ ପ୍ରଚାର କଲେ ଲୋକ ଯାଇ ତୋର ଘରେ ବାତ୍ୟା କରିବେ...

  • @diptiranjandas9946
    @diptiranjandas9946 26 дней назад +2

    ଅବେ ଠୁ ଏତେ ଭୟବିତ କରନ୍ତୁନି

  • @ashishkumarmaharana143
    @ashishkumarmaharana143 26 дней назад +1

    ଭୂତ ସଭାପତି ଠିକ୍ କହୁଥିଲା ସେ ଦାନବ କହିକି ଯାଇଛି ମାନେ ଆସିବ 😂😂😂😂

  • @Vibek5678
    @Vibek5678 26 дней назад

    ସେମିତି କିଛି ବି ହେବନି
    ଯେମିତି କରୋନା ରେ କେତେ ଜ୍ୟୋତିଷ କେତେ ପ୍ରକାର କଥା କହିଲେ ଆଜି ପଳେଇବ ହେ ସେଦିନ ସଂକ୍ରାନ୍ତି ରେ ପଳେଇବ କିନ୍ତୁ କାହା କଥା ଠିକ୍ ହେଇନଥିଲା ଆଉ ଏ ଜ୍ୟୋତିଷ ମାନେ କଣ୍ ଭବିଷ୍ୟ ବାଣୀ କରିବେ

  • @srimanthota8283
    @srimanthota8283 26 дней назад +10

    ଏହା ସତ୍ୟ 🙏

  • @debapriyasahoo9226
    @debapriyasahoo9226 26 дней назад

    Very good👍

  • @basudev999t
    @basudev999t 26 дней назад

    ବାତ୍ୟା ହେବ ଓଡ଼ିଶା କୁ ହବ ନା ବାହାର ଦେଶ କୁ ହବ ସେଇଟା କୁହୁ .. ଦେଖିବା କଥା ର ସତ୍ୟ ଶତା କେତେ .... ଖାଲି ଡହରା ମାରିଲେ କ'ଣ ହେବ
    କୋଉ ଦେଶକୁ ହେବ ତା ଠିକ୍ ସେ ଜଣା ନାହିଁ ଖାଲି ବାତ୍ୟା ହେବ କହି ଲୋକଙ୍କୁ ଡରାଉଛ .

  • @maakitchenette
    @maakitchenette 26 дней назад

    ଗୋଧୀ ମିଡ଼ିଆ ଆୱାର୍ଡ଼ ସମ୍ମାନ ଓଟିଭି ଚ୍ୟାନେଲ କୁ ଲୋକ ମାନେ ଦେବ

  • @sanjeevnamaskar
    @sanjeevnamaskar 26 дней назад

    Source of information?

  • @namitasutar1475
    @namitasutar1475 26 дней назад

    Jay Jagannath 🙏🙏

  • @Geluvlogs7
    @Geluvlogs7 26 дней назад

    Cyclone tracker re dekhau

  • @bibekdansana3970
    @bibekdansana3970 26 дней назад

    News ବାଳେ ଲୋକଙ୍କୁ ଠକି କି ପଇସା କମାଉଛନ୍ତି

  • @anilsenapati7317
    @anilsenapati7317 26 дней назад

    ଭୁତ ସଭାପତି ଅଟକେଇଦବ ବାତ୍ୟାକୁ

  • @clashofkids009
    @clashofkids009 26 дней назад +7

    Total October aau November pai lekhithante bhala hei thanta... 😂😂

  • @badalsangramsingh7143
    @badalsangramsingh7143 26 дней назад

    ଆରେ ଗଞ୍ଜେଇ ଟାଣିଚକି ମୋ ମତରେ ରେ ସେଠୀ ଲେଖାଥିଲା 17 ରୁ 23 ମଧରେ 23 ରୁ 26 ମଧ୍ୟରେ ନେଭେବର୍ 17 ରୁ 18 ମଧ୍ୟରେ ସେଇ ଗୋଟିଏ ବାତ୍ୟା ଦାନ ର କଥା କୁହା ଯାଉଛି।🤔🤔🤔

  • @bad___boy145
    @bad___boy145 26 дней назад +1

    Auu ଆସିବନି ତମେ ବା ବାତ୍ୟା କରି ସାରିଲାଣି

  • @sontoshsontosh7888
    @sontoshsontosh7888 26 дней назад +1

    OTV ❤❤❤

  • @satyaprakashsahoo3674
    @satyaprakashsahoo3674 26 дней назад

    Hey Prabhu😢😢🙏🙏

  • @Jaygopinath813
    @Jaygopinath813 26 дней назад

    ଆଉ ତମକଥା ବିଶ୍ୱାସ କରିବୁନି.

  • @amarjeetjena4887
    @amarjeetjena4887 26 дней назад

    Laguchi e news bala nku au kichhi news miluni bodhe ... Batya pachhare padi jaichhanti

  • @mrs7346
    @mrs7346 26 дней назад +3

    ତମ ଭଳିଆ news ଵାଲା ଙ୍କ ପାଇଁ ଆସିବ

  • @Nehaniharikaa
    @Nehaniharikaa 26 дней назад

    ବାତ୍ୟା ଟା news channel re ଜୋରରେ ହଉଚି

  • @debaduttapatanaik453
    @debaduttapatanaik453 26 дней назад

    କିଛି ହେବନାହିଁ
    ଗାଲୁ ଗପ ଗପି ହଟଚମଟ କରିବା କଥା

  • @NilambarNayak-f5w
    @NilambarNayak-f5w 26 дней назад +1

    ତମ କଥାରେ କିଛି ସତ ନାହିଁ

  • @prabhukalyanswain2897
    @prabhukalyanswain2897 26 дней назад

    ବାତ୍ୟା ପବନଠାରୁ ଓଟିଭି ଅଧିକା ପବନ କରୁଛି 😂

  • @ommprakashdas7091
    @ommprakashdas7091 26 дней назад

    ନ୍ୟୁଜ ବାଲା ବେଶି ବାତ୍ୟା କରୁଛ ଶଳେ ବନ୍ଧ କର ପାଲା

  • @papufanclub
    @papufanclub 26 дней назад +4

    He prabhu

  • @Suresh-zo1pn
    @Suresh-zo1pn 26 дней назад

    OTV = ଓଡ଼ିଆ ଟାଉଟର୍ ଭିଡିଓ

  • @rakeshtripathy6842
    @rakeshtripathy6842 26 дней назад

    Otvଭଳି ଭରସା ଯୋଗ୍ୟ midea ଠାରୁ ଏବଳଇ news ଆଶା କରାଯାଉଛି

  • @anilsilu
    @anilsilu 26 дней назад +2

    OTV kahuchi batya haba boli...ta Mane batya jama b haba nai

  • @jugalkeshorethatoi6042
    @jugalkeshorethatoi6042 26 дней назад

    Most wellcome

  • @nirmalyalenka1099
    @nirmalyalenka1099 26 дней назад

    IMD ru ta kichi suchana nai. Tame kain yete rabucha? News kichi nai jadi channel di din band Kari rest nauna. Besi negetive katha kahi kahi satare negetive hauchi.
    Exactly Dana cyclone declare haba agaru bi yemiti hauthila. Haba ki batya ??? Haba ki batya??

  • @rejultra
    @rejultra 25 дней назад

    Bhaire ame nayagarh loka eaiya kan 1999 bhali haba na kan 😢
    Mu ete jaldi maribaku chahuni 💀💔

  • @NirjharaSahoo
    @NirjharaSahoo 26 дней назад

    Tanks

  • @ASHUTOSHBAL-k2t
    @ASHUTOSHBAL-k2t 26 дней назад

    ଭାଇ ଙ୍କୁ ନେଇକି ବାତ୍ୟା ଆଖିରେ ବସେଇ ଦିଅ ଖାଲି ବୁଲିବେ

  • @akashsahoovlogs2385
    @akashsahoovlogs2385 26 дней назад

    Asu jete batya asuchi no tension

  • @sukantamohanty117
    @sukantamohanty117 26 дней назад

    Amiti ketoti news balapain prati. Barsa batya asuchi

  • @rajendramandal1595
    @rajendramandal1595 26 дней назад

    ବାଳ ନା !

  • @LaxmiAnchal-t9b
    @LaxmiAnchal-t9b 26 дней назад +2

    ଗୁଜବ ପଛର

  • @basantaswain4801
    @basantaswain4801 26 дней назад

    Are bahi puni aau gota cyclone 🌀 🤔 are bahi kana khali pabana, au pabana heba au kechi nahi ke jodi pabana ra audi Russian girls 👧 aama pakha ku chali aanta bela maga aa janta mo 😂😅😊

  • @masterbikram199
    @masterbikram199 26 дней назад +1

    କିଛି ହବନି

  • @ambritroul8299
    @ambritroul8299 26 дней назад +1

    Otv news❌️ TRP news ✅️

  • @RahulNaik-kz2jm
    @RahulNaik-kz2jm 26 дней назад

    Jay Jagannath 🚩

  • @Flashgod69
    @Flashgod69 26 дней назад +1

    ଦାନା ପରେ ଆସିବ ବାନା 😂

  • @odiastudytricks1472
    @odiastudytricks1472 26 дней назад

    ଏହା OTV ତ, ତେବେ କଥାଟ କେତେ ସତ୍ଯ, ଜଣା ପଡିଗଲା

  • @SuchitraSamal-n5l
    @SuchitraSamal-n5l 26 дней назад +1

    Channel Bala nka amiti news darkarpaduchhi