କଳ୍କୀ ଅବତାର କେଉଁଠାରେ ଜନ୍ମ ନେବେ?😲🙏 ମାଳିକାରେ ରହିଛି ପ୍ରମାଣ! | ଦିବାକର ଦାସ | ଭକ୍ତି ସମର୍ପଣ

Поделиться
HTML-код
  • Опубликовано: 16 окт 2024
  • #MalikaKatha #BhaktiSamarpan #DibakarDas
    କଳ୍କୀ ଅବତାର ରେ ମହାପ୍ରଭୁ କେଉଁ ସ୍ଥାନରେ କେଉଁ ଜାତିରେ ଜନ୍ମ ନେବେ ମାଳିକାରେ କଣ ବର୍ଣ୍ଣିତ ଅଛି ଜାଣନ୍ତୁ ଏଇ ଭିଡିଓରେ...
    MALIKA KATHA VIDEOS
    • 'ମାଳିକା' ନାମ ପଛର କଣ ରହ...
    • ୬୦୦ ବର୍ଷ ତଳୁ କୋରୋନାକୁ ...
    ✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Bhakti Samarpanକୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
    / bhaktisamarpan
    Please Like, Share & Subscribe to " Bhakti Samarpan" Channel
    Get alerts when we release any new video. TURN ON THE BELL ICON on the channel🔔
    tiny.cc/buebgz
    ...............................................................................................................
    For Bhajan Program Booking "Sworaarabinda Biswa Shanti Bhajan Sandhya" Call - 9437630756/9583337221
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ♪ Enjoy and stay connected with us!! ♪
    ✽ Mail Id: bhaktisamarpan.odia@gmail.com
    ✽ Phone: 9437630756/9583337221
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    ©Bhakti Samarpan 2022
    ANTI-PIRACY WARNING *
    This content is Copyright to Bhakti Samarpan. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Комментарии • 1,2 тыс.

  • @pradipdas3479
    @pradipdas3479 2 года назад +159

    ଜୟ ଜଗନ୍ନାଥ। ବହୁତ ସୁନ୍ଦର ବାବାଙ୍କ ଉପସ୍ଥାପନା।ବହୁତ ବଢିଆ ଲାଗିଲା ବାବାଙ୍କର ମୁଖରୁ ମହାପ୍ରଭୁ କଳ୍କୀଙ୍କ ଦିବ୍ୟ କଥାମୃତ ଶ୍ରବଣ କରି। ପ୍ରତିଦିନ ଦିବାକର ବାବାଙ୍କ ପ୍ରବଚନ ଛାଡ଼ିବାକୁ ଭକ୍ତି ସମର୍ପଣକୁ ଅନୁରୋଧ। ଦୟାକରି ମାଳିକା ବର୍ଣ୍ଣିତ ସ୍ଥାନଗୁଡିକ ପରିଦର୍ଶନ କରାନ୍ତୁ।

    • @puniljayapuria9596
      @puniljayapuria9596 2 года назад +6

      🙏

    • @bighneswarbarik6006
      @bighneswarbarik6006 2 года назад +3

      ଜଗନ୍ନାଥ ଦାସ ଭାଗବତ ରେ ଲେଖିଛନ୍ତି ଯେ କଳ୍କୀ ଅବତାର ବ୍ରାହ୍ମଣ କୂଳ ରେ ଜନ୍ମ ହେବେ ।

    • @bighneswarbarik6006
      @bighneswarbarik6006 2 года назад +4

      ଦ୍ବାଦଶ ସ୍କନ୍ଦ ,ଦ୍ୱିତୀୟ ଅଧ୍ୟାୟ ରେ ଜଗନ୍ନାଥ ଦାସ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କ ମାତା ପିତା ଓ ଜନ୍ମସ୍ଥାନ ର ନାମ ।🙏🙏🙏

    • @manaskumarmallick5230
      @manaskumarmallick5230 2 года назад

      As1

    • @brajarajbrcreation6899
      @brajarajbrcreation6899 2 года назад

      ହେ ପ୍ରଭୁ...ତୋ ଶ୍ରୀଚରଣେ ପ୍ରଣିପାତ

  • @prasantabehera2091
    @prasantabehera2091 2 года назад +4

    ହେ ଗୁରୁଦେବ ଦିବାକର ଦାସଙ୍କ ଅନୁରୋଧ କୋଟି କୋଟି ପ୍ରଣାମ ଆପଣଙ୍କୁ ଜଣାଉଛୁ

  • @deepaksamal3645
    @deepaksamal3645 2 года назад +2

    Jay Guru swamii

  • @sukanttisethy4531
    @sukanttisethy4531 2 года назад +3

    Dhanyawad guru

  • @sanjayaamanta8764
    @sanjayaamanta8764 2 года назад +1

    Jai Jagannath

  • @barshasibucreation9867
    @barshasibucreation9867 2 года назад +6

    ତମ ମାନଂକର କେତେ ପ୍ରକାର କଥା , କେଉଁ ମାଳିକା ରେ ବ୍ରାହ୍ମଣ କୂଳରେ ଆଉ ଏବେ ଏମିତି କହୁଚ୍ଛ, ତେଣୁ ଆପଣ ମାନେ ଆଗ ଭଲ ରେ ରେସର୍ଚ୍ଚ କରନ୍ତୁ , ତା ପରେ କୁହନ୍ତୁ,

    • @bhaskarchandrapatra8997
      @bhaskarchandrapatra8997 2 года назад +1

      Bramhan kiye janiba giyano hebadar

    • @bhaskarchandrapatra8997
      @bhaskarchandrapatra8997 2 года назад +1

      Bharhaman kkarmaru jati,huye,paribarru nahi

    • @bhaskarchandrapatra8997
      @bhaskarchandrapatra8997 2 года назад

      Sabu jati paribarru brahaman heiparibae

    • @barshasibucreation9867
      @barshasibucreation9867 2 года назад +1

      @@bhaskarchandrapatra8997 ଭାଇ ଆପଣଙ୍କ ମୁଣ୍ଡ ଦୋଷ ଅଛି ନା କଣ, ଆପଣ ମାଳିକା ବିଷୟରେ କିଛି ଜାଣିଛନ୍ତି, ମୋର କହିବା କଥା ବିଭିନ୍ନ ମାଳିକା ରେ କୁହା ଯାଇଛି ଯେ ଅଚ୍ୟୁତ ମହାପୁରୁଷ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ନେବେ , କିନ୍ତୁ ଦିବାକର ବାବା ଏଠି ଭିନ୍ନ ମତ ଦେଉଛନ୍ତି, ସତ କଣ ପ୍ରମାଣ ସହ jaanaibe, ଆମେ confused ହେଇ ଯାଉଛୁ ସତ ଟା କଣ,

    • @mylifeismymessage9942
      @mylifeismymessage9942 2 года назад +1

      ଜାତି ସୃଷ୍ଟି ର ଇତିହାସ ଜାଣିଲେ ଆପଣ ଜାଣିପାରିବେ ଦିବାକର ବାବା ଠିକ କହୁଁଛନ୍ତି ବୋଲି ,ସେ ଭକ୍ତି ମାର୍ଗର କେଉଁ ସୋପାନ।କୁ ଯାଇ ହରିଜନକୁ ବ୍ରlହ୍ମନଣ ବୋଲି କହୁଛନ୍ତି।ଖରପ ଭାବିବେନି।

  • @mamatabehera6714
    @mamatabehera6714 2 года назад +1

    Pranama baba

  • @deepakdas4671
    @deepakdas4671 2 года назад +15

    ଆଜ୍ଞା 🙏🏼🙏🏼🙏🏼ଗୁରୁଦେବ ସଂସାର ର ଲୋକ ମାନେ କହୁଛନ୍ତୀ ହରିଜନ ଅଛୁଆଁ ଜାତୀ ବୋଲି ଆଉ ଭଗବାନ କିପରି ଅଛୁଆଁ ଜାତିରେ ଜନ୍ମ ନେବେ ଆଜ୍ଞା. ଦୟାକରି ଟିକେ ଏ ସଂସାରର ଲୋକ ମାନଙ୍କୁ କୁହନ୍ତୁ 🙏🏼🙏🏼🙏🏼🙏🏼

    • @sibasankarasabara164
      @sibasankarasabara164 2 года назад

      ହରିଜନ ଲୋକମାନେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାନ୍ତି କି? ଯଦି ହଁ prof ଧରି ଆସିବୁ ଜଗନ୍ନାଥ ଙ୍କୁ ଦର୍ଶନ କରାଇବେତ?

    • @manasranjanbehera6877
      @manasranjanbehera6877 2 года назад +1

      Sir 3jugare bhagaban 3ti kulare ashithibaru sehilokamane garba ahankarare budirahile tenu bhagaban kalki mahaprabhu achapa kulare junma neisarileni jaii kesaba chandara

    • @shrranjanofficial9845
      @shrranjanofficial9845 2 года назад

      @@sibasankarasabara164 କାହିଁ କି କରାନ୍ତି ନାହିଁ

  • @natureandeducationalidea.766
    @natureandeducationalidea.766 2 года назад +25

    ମଣିଷ ସୁଦ୍ର ହେଇ ଜନ୍ମ ନିଏ,,, ଅର୍ଣ୍ଣ ଖାଇ ବଶ୍ୟ ହୁଏ,,, ବଳଶାଳୀ ହୋଇ କ୍ଷତ୍ରିୟ ହୁଏ, ଏବଂ ଜ୍ଞାନ ଅର୍ଜନ କରି ବ୍ରାହ୍ମଣ ହୁଏ।।। ତେଣୁ ମାଳିକା ପଢିବା ପାଇଁ କାହାକୁ ମୁଁ ମନାକରୁ ନାହିଁ କିନ୍ତୁ ମାଳିକା ସହିତ ବେଦ ,ଉପନିଷଦ ,ପୁରାଣ ଶାସ୍ତ୍ର ଓ ବିଜ୍ଞାନ ସାହିତ୍ୟ ,ଅର୍ଥନୀତି ଏବଂ ଦର୍ଶନ ଶାସ୍ତ୍ର ଇତ୍ୟାଦି ବି ପଢନ୍ତୁ।।। ଅସଲି ଜ୍ଞାନ ସେଇଠୁ ପାଇବେ।।। କାରଣ ସେସବୁ ଭିତରୁ ବେଦ ହିଁ ଏକ ପରମ ଜ୍ଞାନର ଭଣ୍ଡାର।।। ଆଉ ଯିଏ ପକୃତ ଜ୍ଞାନୀ ସିଏ ହିଁ ବ୍ରାହ୍ମଣ ।।। ତେଣୁ କୂଳଗୋତ୍ର ଅନୁସାରେ ଜାତିର ସୃଷ୍ଟି ହୁଏ ନାହିଁ ବରଂ କର୍ମ ଅନୁସାରେ ଜାତି ସୃଷ୍ଟି ହୁଏ।।। କିନ୍ତୁ ଭାରତୀୟ ଆଇନ୍ ବ୍ୟବସ୍ଥା ଅନୁଯାୟୀ ସମସ୍ତେ ନିଜ ଇଛା ଅନୁସାରେ ସବୁ କର୍ମ ସ୍ୱାଧୀନ ଭାବରେ କରିପାରିବେ।।।ସେଥିପାଇଁ କର୍ମ ଉପରେ କ୍ଷମା ପାର୍ଥନା କରି ବେଦ ଅନୁଯାୟୀ ଯଦି ଗୋଟିଏ ଉଦାହରଣ ଦେବି,,,ତେବେ ବ୍ରାହ୍ମଣ ପୁଅ ହେଇ ଯଦି କୁକୁଡ଼ା ଦୋକାନ କରି କୁକୁଡ଼ା ମାରି ଜୀବ ହତ୍ୟା କରି ମାଂସ ବିକ୍ରି କରୁଛି କି ଲାଟ୍ରିନ୍ ସଫା କରୁଛି ତେବେ ସେ ବ୍ରାହ୍ମଣ ପଦବାଚ୍ୟ ନୁହେଁ,,,,ସେ ସେଇଠି ସୁଦ୍ର କିନ୍ତୁ ସୁଦ୍ର ହେଇ ଯଦି ଜଣେ ଦେବ ପୂଜା କରୁଛି ଓ ବେଦ ଜାଣିଛି ଏବଂ ପାଠ ସାଠ ପଢି ଜଣେ ଜ୍ଞାନୀ ତେବେ ସେ ସେଇଠି ହିଁ ପକୃତ ବ୍ରାହ୍ମଣ ।।। ଏହିକଥା ମୁଁ କହୁନି ବରଂ ଭଗବାନ ପର୍ଶୁରାମ ଏହିକଥା କହିଛନ୍ତି।।।। ସମ୍ରାଟ୍ ଅଶୋକଙ୍କ ଗୁରୁ ଚାଣକ୍ୟ ବି ଏହିକଥା କହିଛନ୍ତି।।। ତେଣୁ ମାଳିକା ପଢ ଓ ତା ସହିତ ବେଦ ପୁରାଣ ଏବଂ ଉପନିଷଦ ଇତ୍ୟାଦି ପଢନ୍ତୁ ,,,,ଆଖି ଖୋଲି ଯିବ କିନ୍ତୁ ଅନ୍ଧବିଶ୍ୱାସୀ ହୁଅ ନାହିଁ,,କି ,,,ଅନ୍ଧଭଳି କାହାକୁ ଗ୍ରହଣ କରନାହିଁ ।।। ଜୟ ଜଗନ୍ନାଥ।।

    • @Humanity299
      @Humanity299 2 года назад +4

      ଶୂଦ୍ର ହେଇ କିଏ ଜନ୍ମ ହୁଏ ନାହିଁ, ଅନ୍ନ ଖାଇ କିଏ ବୈଶ୍ୟ ହୁଏ ନାହିଁ, ବଳଶାଳୀ ହୋଇ କିଏ କ୍ଷତ୍ରିୟ ହୁଏ ନାହିଁ ଏବଂ ଜ୍ଞାନ ଉପାର୍ଜନ କଲେ କିଏ ବ୍ରାହ୍ମଣ ହୁଏ ନାହିଁ।
      ଚରିତ୍ରରୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ତଥା ଶୂଦ୍ର ହୋଇଥାଏ। କର୍ମ (ସୁକର୍ମ) ଛୋଟ ହୋଇନଥାଏ, କର୍ମ କୁ କେମିତି କରାଗଲା ତାକୁ ନେଇ ମହତ୍ତ୍ବ ଅଧିକ କମ୍ ହୋଇଥାଏ। ମହତ୍ତ୍ବ କୁ ଦେଖି ଜାତିର ନିର୍ଣ୍ଣୟ ହୋଇଥାଏ। ହରିଜନ ଏମାନଙ୍କ ଭିତରୁ କାହାକୁ ବି କୁହାଯାଇପାରେ ଯଦି ଏମାନେ ଭକ୍ତ ତାହେଲେ।
      ଏକ ଚରିତ୍ରବାନ ବ୍ୟକ୍ତିର ପରିଚୟ :-
      #1- ଆତ୍ମ-ନିୟନ୍ତ୍ରଣ ( Self Control )
      #2 - ବିଶ୍ବସନୀୟତା ( Reliability )
      #3 - କାର୍ଯ୍ୟରେ ଦୃଢତା ( Persistence in Action )
      #4 - କର୍ମନିଷ୍ଠା ( Devotion )
      #5 - ଅନ୍ତଃକରଣ ର ଶୁଦ୍ଧତା ( Conscientiousness )
      #6 - ଉତ୍ତର ଦାୟିତ୍ବ ର ଭାବନା ( Feeling of Responsibility )
      ମାଂସ ବିକ୍ରି କରିବା ମାନେ, ଦୂର୍ବଳ ଉପରେ ସବଳ ର ଅତ୍ୟାଚାର ଏକ ପଶୁ ସ୍ବଭାବ, ସ୍ବାର୍ଥ ପାଇଁ ଜୀବ ହତ୍ୟା କାରୀ ପାପି କୁ ମନୁଷ୍ୟ କୁହାଯିବ ନାହିଁ। ତାହେଲେ ସେ ଶୂଦ୍ର ହେଲା କେମିତି ? ଲାଟ୍ରିନ୍ ସଫା କରିବା କ’ଣ ଛୋଟ କାମ ? ଯଦି ଛୋଟ ତାହେଲେ କାହିଁକି କରିବା ?

    • @sudanandabadaraita4589
      @sudanandabadaraita4589 2 года назад

      Taha hele malikara barnana kana micha

    • @painterhemant
      @painterhemant 2 года назад

      ତା ମାନେ ଆପଣ କହୁଛନ୍ତି ଯେ ଶୁଦ୍ର ମାନେ କେବଳ ଛୋଟ କାମ କରନ୍ତି।

    • @painterhemant
      @painterhemant 2 года назад

      ଶୁଦ୍ର ମାନେ କେବଳ ଖରାପ କାମ କରନ୍ତି

    • @painterhemant
      @painterhemant 2 года назад

      ବଡ଼ ଜାତିର ଲୋକମାନେ ଏହାକୁ ଛୁଆଁ ଅଛୁଆଁ ରେ ପରିଣତ କରିସାରିଛନ୍ତି

  • @RajendraMallick-uv8if
    @RajendraMallick-uv8if 3 месяца назад

    Radhe❤ radhe

  • @debashis178
    @debashis178 2 года назад +3

    🙏🙏🙏🙏

  • @AshokKumar-A143
    @AshokKumar-A143 Год назад

    Moha prabu Jai jagannath Swamy 🙏❤️

  • @gourangmalik1979
    @gourangmalik1979 2 года назад +42

    ଜୟ ଜଗନ୍ନାଥ 🙏🙏🙏
    ଇତିହାସ ଅଛି ଭଗବାନ ଛୋଟ ଜାତି ଙ୍କୁ ଭଲ ପାଇଥାନ୍ତି କାରଣ ନିଜକୁ ବଡ଼ ବଡ଼ ଜାତି କହି ଛୋଟ ଜାତି କୁ ଏ ମଣିଷ ଘୃଣା କରନ୍ତି କିନ୍ତୁ ଭଗବାନ ତାକୁ ଆପଣେଇ ନିଅନ୍ତି ଚାହେ ସବରୀ,ସାଲବେଗ,ଦାସିଆ ବାଉରୀ ହେଉ ଭଗବାନ ତାଙ୍କ ଠାରୁ ନିଜେ ପ୍ରସାଦ ସେବନ କରିଥିଲେ ଆଜି ଵି ଆଉଗୋଟିଏ ଆଡଭୂତ କଥା ହେବାକୁ ଯାଉଛି,e ମଣିଷ ସମାଜ ର ଆଖିରେ କଳା ପଟି ପିନ୍ଧି ଯେଉଁ ଘୃଣା କରୁଛି ଗୋଟେ ମଣିଷ ଅନ୍ୟକୁ ତାକୁ ଦୂର କରିବା ପାଇଁ ଭଗବାନ ନିଶ୍ଚେ ଦିନେ ହରିଜନ କୋଳେ ଜନ୍ମ ନେବେ ମାଳିକା ସତ୍ୟ ହେବ ଜୟ ଜଗନ୍ନାଥ 🙏🙏🙏🙏

    • @Humanity299
      @Humanity299 2 года назад +4

      ହରିଜନ ର ଅର୍ଥ ଛୋଟ ଜାତି ନୁହେଁ। ହରିଜନ ମାନେ ହରିଙ୍କ ଭକ୍ତ। ଜାତି ଚରିତ୍ରରୁ ହୁଏ ଏବଂ ଭଗବାନ ବ୍ରାହ୍ମଣ ଓ ବ୍ରାହ୍ମଣୀ (ହରିଜନ) ଙ୍କ ଘରେ ଜନ୍ମ ନେବେ। କେତେ ଶାସ୍ତ୍ର ଜ୍ଞାନ ପଢିଛି ସେଥିରୁ ଜଣା ପଡ଼େନା ବ୍ରାହ୍ମଣ ବୋଲି। ଜଣେ ନାମ ମାତ୍ର ଶୂଦ୍ର ଯଦି ତାହାର ଦୈନିକ କର୍ମ, ଧର୍ମ କରୁଛି ତାହେଲେ ତାହାକୁ ବ୍ରାହ୍ମଣ କୁହାଯିବ। ଏବେ ଲୋକେ ନାମ ମାତ୍ର କୁ ଦେଖି ଜାତିର ପରିଚୟ କହି ଅନ୍ୟକୁ ଛୋଟ କହି ତାଙ୍କୁ ଘୃଣା କରି ମନୁଷ୍ୟ ଜାତିର ତଳକୁ ଅଛନ୍ତି।

  • @bhaskarchandrapatra8997
    @bhaskarchandrapatra8997 2 года назад +4

    Sampurno satiya

  • @sudeshnadash362
    @sudeshnadash362 Год назад

    ଶ୍ରୀ ରାମ ଜୟେ ରାମ ଜୟେ ଜୟେ ରାମ 🙏🙏

  • @ganeshsahu4917
    @ganeshsahu4917 2 года назад +3

    Very nice 🙏

  • @ashokpanda6339
    @ashokpanda6339 2 года назад +1

    jay jagannath

  • @niranjannira2600
    @niranjannira2600 2 года назад +6

    Very nice bhae ruruswami

  • @adikandasahu3171
    @adikandasahu3171 2 года назад +4

    Jay Sri Ram

  • @Doodlegoodle999
    @Doodlegoodle999 2 года назад +4

    Jai jagannath 🙏🙏🙏

  • @lizapanda3318
    @lizapanda3318 2 года назад +3

    ପ୍ରଭୁ ଜଗନ୍ନାଥଙ୍କ ଙ୍କ ନିକଟରେ ମୋର ଭକ୍ତିପୂତ ପ୍ରଣାମ

  • @bhagabatabhoi2663
    @bhagabatabhoi2663 2 года назад +6

    Bahuta sundar hoichi Mo Manaku bahuta Ananda Kaliki Abatar

  • @SaiOfficialVlogs
    @SaiOfficialVlogs 2 года назад +235

    ମୁଁ ଜଣେ ହରିଜନ ଜାତିର ବ୍ୟକ୍ତି ଅଟେ । ହରି ଆମ୍ଭର କୂଳ ଜନ୍ମ ନେବେ ଶୁଣି ବହୁତ ଖୁସି ଲାଗୁଛି ।🙏ଜୟ ପଞ୍ଚସଖା 🙏

    • @hemanandadalai97
      @hemanandadalai97 2 года назад +14

      Janma neisarichanti bhai

    • @moguruswami5882
      @moguruswami5882 2 года назад +12

      ଭାଇ ଶ୍ରୀ ପରମଆତ୍ମା ବିଶ୍ୱପିତା ଜନ୍ମ ନେଇ କେତେ ଖେଳା ଲୀଳା କଲେଣି. ଜୟ ଶ୍ରୀ ଗୁରୁ ସ୍ୱାମୀ 🙏

    • @JitendraKumar-rq2dl
      @JitendraKumar-rq2dl 2 года назад +15

      ମୁଁ ଜଣେ ହରିଜନଯାତିର ନାରୀ ମୁସବୁବେଳେଭବେ ଭଗବାନମୋକେଳରେଜନ୍ମମ ନିଅତୁ ମୁଁ ଆଜି ବହୁତଖୁସିଭଗବାନ୍ଆମଯାତିରେଜନମନେବେମୋକେଳରେନହେଲାହି

    • @SaiOfficialVlogs
      @SaiOfficialVlogs 2 года назад +8

      @@hemanandadalai97 ଜଗତର ନାଥ ଜଗନ୍ନାଥ ଙ୍କୁ ଜଣାଥାଇ ପାରେ ।ସେ ଜନ୍ମ ହେଇଛନ୍ତି କି ନାହିଁ ।

    • @gopalkrushnadas2312
      @gopalkrushnadas2312 2 года назад +20

      ହଁ ଆଜ୍ଞା, ପ୍ରଭୁ ଙ୍କର ଚାରି ଯୁଗରେ ଚାରି ବର୍ଣ୍ଣ ର ଅକାଟ୍ୟ ବିଧାନ ରହିଛି l
      ସତ୍ୟ - ବ୍ରାହ୍ମଣ, ତ୍ରେତା - କ୍ଷତ୍ରୀୟ,
      ଦ୍ୱାପର - ବୈଶ୍ୟ ଓ କଳି - ଶୁଦ୍ର 🙏🙏🙏

  • @purnima831das4
    @purnima831das4 2 года назад +6

    Jay Jagannath 🙏🙏

  • @sunilsethy6630
    @sunilsethy6630 2 года назад +4

    HarijanaManakara Mangala,Udhar pain Harijane Kule janme Heba Bhagaban Kalki Nihati Darakara,Harijane,Sudra,Adibasi Semanaku Akulare Chahibasichanti Se Kemiti Dustaku binasa karibe.Jai Kalki ❤️❤️❤️

  • @durgaprasadsahoo1828
    @durgaprasadsahoo1828 2 года назад +3

    Jay Sree ram Jay hanuman Jay Jagannath

  • @nibaranbehera1294
    @nibaranbehera1294 2 года назад

    Jai jaganatha

  • @ashokbehera9970
    @ashokbehera9970 2 года назад +5

    ମାଳିକା ଗୋଟେ ଚେତାବନୀ ଘଂଟି 🙏🚩

  • @ManojKumar-vw4dw
    @ManojKumar-vw4dw 2 года назад +7

    ⛳Jai Jagarnnath⛳

  • @kullukullu7867
    @kullukullu7867 2 года назад +1

    Baba koti koti pranam

  • @hemantasahoo7283
    @hemantasahoo7283 2 года назад +11

    ଭଗବାନ ଜନ୍ମ ନେଇ ସାରିଲେଣି ଗୁପ୍ତ ସମ୍ବଳରେ ୧୫୦ ବର୍ଷ ହେଲାଣି ଇ ଏ ସବୁ ଆସୁଛନ୍ତି ଅଂଶ ଅବତାର ପ୍ରଭୁ କଳ୍କୀ ହେଲେ ପୂର୍ଣ୍ଣ ବ୍ରହ୍ମ

    • @Humanity299
      @Humanity299 2 года назад

      ପୂର୍ଣ୍ଣ ବ୍ରହ୍ମ ବିଷୟରେ ହିଁ କୁହାଯାଇଛି।

    • @suryasadhika4157
      @suryasadhika4157 2 года назад

      ଇଏ

  • @odiarajalaxmivision
    @odiarajalaxmivision 2 года назад

    Jay sitaram jay karantu jay mahavir

  • @jambeswarchhualsingh7526
    @jambeswarchhualsingh7526 2 года назад +3

    ଭଗବାନ ଆସୁଛନ୍ତି

  • @bisawajit8061
    @bisawajit8061 2 года назад

    Hare krishan

  • @bharatchandrabarik4000
    @bharatchandrabarik4000 2 года назад +14

    ଗୁରୁସ୍ୱାମୀ ଗୁରୁସ୍ୱାମୀ
    ଜୟ ଶ୍ରୀ କେଶବ

  • @nhktapan9334
    @nhktapan9334 2 года назад +4

    ଜୟ ଜଗନ୍ନାଥ 🙏🙏 ବାବ ଆପଣ ଦୟା କରି ଗୋଟେ କଥା କୁହନ୍ତୁ କି ହରିଜନ ମାନଙ୍କୁ ଛୋଟ ଜାତି ଆଉ ନିଚ କଣ ପାଈ କୁହନ୍ତି 🙏🙏🙏

  • @sandhyaranidas6410
    @sandhyaranidas6410 2 года назад +1

    Baba pranam

  • @SNSPIRITUALLIVE
    @SNSPIRITUALLIVE 2 года назад +5

    Guruswami baba🙏🙏🙏

  • @bipinbehera7379
    @bipinbehera7379 2 года назад +6

    Jay kalki jay

  • @bhesajkumarbhoj
    @bhesajkumarbhoj 2 года назад +5

    Thik sthanare pahanchile apana

  • @SaralaMusicOdia
    @SaralaMusicOdia 2 года назад +1

    ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ

  • @pujapuja8403
    @pujapuja8403 2 года назад +25

    ଜୟ ଜଗନ୍ନାଥ 😭😭😭ବିଚିତ୍ର ଲୀଳା ତୁମର ପ୍ରଭୁ 🙏mu ଜଣେ ହରିଜନ ଜାତିର ବ୍ୟକ୍ତି ଅଟେ 🙏ଶୁଣିକି ଖୁସି ଲାଗିଲା ଧନ୍ୟ ତୁମ ଲୀଳା 🙏ଧନ୍ୟ ତୁମ ମହିମା 😭😭😭😭🙏🙏

    • @Humanity299
      @Humanity299 2 года назад

      ନିଜକୁ ଛୋଟ ଜାତି ବୋଲି ଭାବୁଛନ୍ତି କି ? ହରିଜନ ମାନେ ହରିଙ୍କ ଜନ/ଭକ୍ତ। ଭକ୍ତ ହିଁ ହରିଜନ ଅନ୍ୟ କେହି ନୁହେଁ।

    • @shrranjanofficial9845
      @shrranjanofficial9845 2 года назад

      Same

    • @ashokkumarnayak3300
      @ashokkumarnayak3300 Год назад

      @@Humanity299 , ତାହା ହେଲେ ଆପଣ ହରିଜନ ବି ।। ଆପଣ ବି ତ ଭକ୍ତ ନା

  • @manojkumarnayak1678
    @manojkumarnayak1678 2 года назад +5

    Jay jagannatha
    Jay bholennatha

  • @santanusamal4237
    @santanusamal4237 2 года назад

    Baba malika re keshaba thakur pramana dhiantu

  • @prasadmajhi6465
    @prasadmajhi6465 2 года назад +5

    🌄 ଜୟ ଜଗନ୍ନାଥ 💩 ଜୟ ପଞ୍ଚ ସଖା ଆବା ✍️ ସୁନ୍ଦର ଅମୃତ ରସ ମହିମା, ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ 🗽

  • @anushayadehuri8508
    @anushayadehuri8508 2 года назад +1

    Jai jagannath Swami Nayan Patha Gami Bhaba Tume

  • @mylifeismymessage9942
    @mylifeismymessage9942 2 года назад +6

    ଜୟ ଶ୍ରୀ କେଶବଚନ୍ଦ୍ର।

  • @ashokpanda5160
    @ashokpanda5160 2 года назад

    Jai Jagannath🙏dibakar dash maharaja ji🙏

  • @ratikantaserhy6523
    @ratikantaserhy6523 2 года назад +4

    Dhanya bad ,amaku a bisayare suchana deithibaru.

  • @BISWAMITRAPRADHAN8658.
    @BISWAMITRAPRADHAN8658. 2 года назад +31

    ଗୁପ୍ତ ଜରିଆ,ସମ୍ବଳ ନଗ୍ର ମାହାଙ୍ଗା ରେ କଳ୍କୀ ଅବତାର ଲୀଳା କରିଛନ୍ତି।🙏🙏🙏

    • @badalbhai3467
      @badalbhai3467 2 года назад +6

      Yes bhai guruswami

    • @BISWAMITRAPRADHAN8658.
      @BISWAMITRAPRADHAN8658. 2 года назад +4

      @@badalbhai3467 ଗୁରୁସ୍ବାମୀ🙏🙏 ଭାଇ

    • @Humanity299
      @Humanity299 2 года назад +1

      ମାହାଙ୍ଗା ନୁହେଁ। ମାହାଙ୍ଗା କୁ କମଳପୁର ବୋଲି ଡାକନ୍ତି କି ? ତମେ ବୋଧେ ଭିଡ଼ିଓଟିକୁ ଶେଷ ଯାଏଁ ଦେଖି ନାହଁ।

    • @badalbhai3467
      @badalbhai3467 2 года назад +3

      Sambala nagrare hari jana kule lila karuthibe hari nama hei thiba keshaba sundara jagate padiba
      Josobanta dass ,pancha sakha

    • @badalbhai3467
      @badalbhai3467 2 года назад +3

      Tame kichhi janina

  • @tophanjena2568
    @tophanjena2568 2 года назад

    ଜୟ ଶ୍ରୀସୀତାରାମ

  • @sksamal-yh4rj
    @sksamal-yh4rj 2 года назад +17

    ଜୟ ଗୁରୁଦେବ ଗୁରୁସ୍ୱାମୀ.... ଜୟ ଚରମନାଥ

  • @sibajikumarmohapatra2015
    @sibajikumarmohapatra2015 2 года назад

    Jay gurudev

  • @indboy5462
    @indboy5462 2 года назад +17

    ବାବାଙ୍କୁ ମୋର ନମସ୍କାର, ବାବା ହରିଜନ ଲୋକଙ୍କୁ କାହିଁକି ଘୁଣା କରୁଛନ୍ତି ,

  • @gouriswain2036
    @gouriswain2036 2 года назад +4

    Jay Jagannath Swami ❤️❤️🙏❤️🙏❤️🙏❤️

  • @chandramanimajhi1162
    @chandramanimajhi1162 2 года назад +10

    (୧)"କଳକୀ ଙ୍କ ବିଷୟରେ ଜାଣିବା ପାଇଁ ସାଧନା ଜରୁରୀ କୌଣସି ପୁରାଣ ପାଠ କିମ୍ବା ମାଲିକରେ କଳକୀ ଙ୍କ ବିଷୟରେ ସଠିକ୍ ଜାଣି ପାରିବେ ନାହିଁ। କଳକୀ ଙ୍କ ଭକ୍ତ ମାନେ ଓଁ ଶ୍ରୀ ଶ୍ରୀ ଅନନ୍ତ କଳକୀ ଦେବାୟ ନମଃ କିମ୍ବା ଓଁ ହ୍ଲିଂ, କ୍ଲିଂ, ରିଲିଂ, ତ୍ରିଦେବାୟ ନମଃ କିମ୍ବା ଶ୍ରୀ ଗୁରୁ ଅନାଦି ପରମ ବ୍ରହ୍ମ ଅନନ୍ତ କେଶରୀ କଳକୀ ରାମ , ଏହି ତିନୋଟି ମନ୍ତ୍ର ରୁ ଯେ କୌଣସି ଗୋଟିଏ ସାଧନା କରିଲେ ପ୍ରଭୁ କଳକୀ ରାମ ଙ୍କ ବିଷୟରେ ଓ ତାଙ୍କ ଲୀଳା ବୁଝି ପାରିବ । "🙏🙏🙏 ଜୟ କଳକୀ ରାମ 🙏🙏🙏"

    • @bibekanandaswain3404
      @bibekanandaswain3404 2 года назад

      Kaliyug re prabhunku paaiba pain kaunsi sadhana darkar nanhi. Kaliyug re kebala nama sankritana. Sata sanga hin madhyam.

    • @chandramanimajhi1162
      @chandramanimajhi1162 2 года назад +1

      "କଳି ଯୁଗରେ ଯଦି ନାମ ସଂକୀର୍ତ୍ତନ ଦ୍ଵାରା ଭଗବାନ ପ୍ରାପ୍ତି ହେଉଛି ତାହା ହେଲେ ଯୋଗୀ, ମୁନି ଋଷି ମାନେ କାହିଁକି ତପସ୍ୟା କରୁଛନ୍ତି"?

    • @bibekanandaswain3404
      @bibekanandaswain3404 2 года назад

      @@chandramanimajhi1162 kali yugare pure sadhu, yogi, miliba bahut kasta. 100 ke 10 jana. Baki jeumane sadhu besa dhari samaste nija dharm, au nijaku bhagaban boli kahuchhanti, prakut saadhu, sanyasi sia sansar madhyare rahi nijar paribar prati kartayvay kariba sahita jagatar kalyan karithaye. Samagra jiba jagat prati sama drusti rakhi thaye, khali tapasya kari dele kehi sanyasi hoi jaantini. Sabu yuga apeksha kaliyug alaga.kaliyug re prabhunku paaiba bahut sahaj. Kebala nama goshile sarba sidhi. Eha madhya maalika re lekha achhi. Prabhunka apeksha prabhunka nama maha baliyar. Jia satya, santi, daya, dharm, anhisa pathare rahe sia hauchhi prakruta sadhu, sanyasi, santhare gana. Chaitanya maha prabhu asithile se madhya namaku adhika gurutwa deichhani. Rama krishna paramhans, au tankar dharm patni maa saarada devi se madhya nama, satsang upare gurutwa deichhanti. Thakur abhiram param hansh, thakur anukul chandra madhya nam, satsang upare gurutwa deichhanti.

    • @dayasagardayasagar755
      @dayasagardayasagar755 2 года назад

      @@chandramanimajhi1162
      ସାଧାରଣତଃ ପଥହୁଡା ଲୋକ ଙ୍କ ମନ ରେ ସ୍ଥିରତା ଓ ଶୃଙ୍ଖଳା - ତଥା - ପ୍ରେମ ଭକ୍ତି ରସ ସୃଷ୍ଟି କରାଇବା ପାଇଁ " ଚୈତନ୍ୟ " ସଙ୍କୀର୍ତ୍ତନ ନାମକ ମାଧ୍ୟମ କୁ ବାଛିଥିଲେ .
      *****
      ତ୍ୟାଗ ଓ ତପସ୍ୟା ସହ ବୋଧଶକ୍ତି ନ ଥିଲେ
      ଦିବ୍ୟ ବିଭୂତି ପ୍ରାପ୍ତି ହେବା ବହୁତ କଷ୍ଟ .

  • @Humanity299
    @Humanity299 2 года назад +42

    ହରିଜନ ମାନେ ହରି ଙ୍କ ଜନ। ଆମ୍ଭେମାନେ କି ଚେତୁଆ, ତୁଚ୍ଛ ଲୋକ।
    ଜୟ ଶ୍ରୀଜଗନ୍ନାଥ 🙏🏻

    • @SaiOfficialVlogs
      @SaiOfficialVlogs 2 года назад +4

      ହରିଜନ କାହାକୁ କୁହାଯାଏ ଯାଣନ୍ତୁ । ରାସ୍ତା ଘାଟ ସଫା ସୁତୁରା ରଖନ୍ତି ଅଳିଆ ଆବର୍ଜ୍ଜନା ନେଇ ପରିବେଶକୁ ସଫା କରନ୍ତି ସେମାନଙ୍କୁ କୁହାଯାଏ । ହରି ହଉଛନ୍ତି ଭଗବାନ ନାରାୟଣ ଇତ୍ୟାଦି ଇତ୍ୟାଦି ଜନ ଆର୍ଥ ହେଉଛି ଲୋକ । ବ୍ରାହ୍ମଣବି ହରିଶଙ୍କର ଅଂଶ ଅଟେ । ହରିଜନ ହେଇ ପାରିବେ କି ଯଦି ହେଇ ପାରିବେ ହରିଜନ ଲୋକ ସହିତ ଝିଅ ଓ ପୁଅ ବାହାଘର କରି କରିବେ କି ମୋର ଆପଣଙ୍କୁ ପ୍ରଶ୍ନ ।

    • @Humanity299
      @Humanity299 2 года назад +1

      @@SaiOfficialVlogs ତାହା ହରିଜନ ର ଠିକ୍ ଅର୍ଥ ନୁହେଁ। କିଏ କ’ଣ କହୁଛି, ମାନୁଛି ସେ ବିଷୟରେ କହୁନାହିଁ। ନାମ ଆଧାରରେ ଜାତିକୁ ତ ଛୋଟ ବୋଲି ଭାବୁଛନ୍ତି। ପୁଣି, ହରି ଙ୍କ ନାମ ସହିତ ଯୋଡ଼ା ଯାଇଥିବା ଜନ ଛୋଟ ହେଲା କେମିତି ? ରାସ୍ତା ଘାଟ ସଫା ସୁତରା କରୁ ଅବା ନ କରୁ ଭଗବାନଙ୍କ ଭକ୍ତି କରୁଥିବା ଲୋକ ହିଁ ହରିଜନ। ଆପଣଙ୍କ ଭଳି ଲୋକଙ୍କ ଏ ଭାବନା ହେଉଛି ହରିଜନ ମାନେ ଛୋଟ ବ୍ୟକ୍ତି, କାଲି ହରି ମାନେ ଛୋଟ ବ୍ୟକ୍ତି ବୋଲି ନ ଭାବିବେ ବୋଲି କ’ଣ କହିପାରିବା। ଜାତି, ଚରିତ୍ରରୁ ହେଇଥାଏ ନାମରୁ ନୁହେଁ। ଯଦି ବିବାହ କଥା କହିଲେ ନାମର ଟାଇଟିଲ ଦେଖି ବିବାହ କରିବେ ନା ଝିଅ ବା ପୁଅ ର ଚରିତ୍ର, ଜାତକ, ଯୋଗ୍ୟତା (ଶାରୀରିକ, ମାନସିକ) ଦେଖି ବିବାହ କରାଯିବ।
      ଭଗବାନ ହରିଜନ କୂଳେ ଜନ୍ମ ନେବେ, ଯାହାକୁ ହରିଜନ କୁହାଯାଇଛି ସେ ହେଉଛନ୍ତି ବ୍ରାହ୍ମଣ ଓ ବ୍ରାହ୍ମଣୀ।
      ଏକ ଚରିତ୍ରବାନ ବ୍ୟକ୍ତିର ପରିଚୟ (ବ୍ରାହ୍ମଣ) :-
      #1- ଆତ୍ମ-ନିୟନ୍ତ୍ରଣ ( Self Control )
      #2 - ବିଶ୍ବସନୀୟତା ( Reliability )
      #3 - କାର୍ଯ୍ୟରେ ଦୃଢତା ( Persistence in Action )
      #4 - କର୍ମନିଷ୍ଠା ( Devotion )
      #5 - ଅନ୍ତଃକରଣ ର ଶୁଦ୍ଧତା ( Conscientiousness )
      #6 - ଉତ୍ତର ଦାୟିତ୍ବ ର ଭାବନା ( Feeling of Responsibility )

    • @mylifeismymessage6731
      @mylifeismymessage6731 2 года назад

      @@SaiOfficialVlogs thik kahile.

    • @sradhaomm139
      @sradhaomm139 Год назад

      Yes

  • @badalbhai3467
    @badalbhai3467 2 года назад +11

    Satye shree harina meba .,tretoya raghunandana dyapare shreekrishna .kalau khyatastu keshaba
    Keshaba thakura heuchhanti jagatara natha jagannath .

  • @prakashsubudhi5994
    @prakashsubudhi5994 2 года назад +1

    ଜୟ ଜଗନ୍ନାଥ

  • @sitanshubehera1527
    @sitanshubehera1527 2 года назад

    Jay jajantha

  • @jaganathmeher6403
    @jaganathmeher6403 2 года назад

    Jay Jagannath 🙏 Jay Pancha Sakha🙏

  • @narayandalai9799
    @narayandalai9799 2 года назад +14

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

    • @bipinnayak9561
      @bipinnayak9561 2 года назад +3

      ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ହରେ ରାମ ରାମ ରାମ ହରେ ହରେ 🙏🙏🙏🙏🙏🙏🚩🚩🚩🚩🚩

    • @bishnucharanbagarti7223
      @bishnucharanbagarti7223 2 года назад

      @@bipinnayak9561 tq

    • @narayandalai9799
      @narayandalai9799 2 года назад +1

      @@bipinnayak9561 jay🚩🌲 shree 🚩🍀ram🌴🌺
      jay 🌱🚩sita☘️🚩 maa☘️🚩🥥🌻🍌🥥🍌☘️🌿🍀🍎🍇🌳🌱🌺🍒🌲🚩🍀🌱🍀🌴🌿☘️🍀

  • @soumyaranjandas4270
    @soumyaranjandas4270 2 года назад +4

    He guru ji pranam , jay jaganatha Swami nayana patha gami 🙏🙏🙏🙏

  • @susilmeher6954
    @susilmeher6954 2 года назад +1

    ଜୟ ଜଗନ୍ନାଥ ସ୍ଵାମୀ

  • @shyamshyamanujdas8628
    @shyamshyamanujdas8628 2 года назад +35

    ଜୟ ଶ୍ରୀ ଚରମନାଥ ଗୁରୁସ୍ୱାମୀ🙏 ବାବା ଆଉଟିକେ ଆଗକୁ କୁହନ୍ତୁ,,,,
    ଯୋଗୀ ବେଶ ହୋଈ ବ୍ରହ୍ମାଣ୍ଡ ଗୋସାଇଁ
    ମର୍ତ୍ତ୍ଯ କୁ ବିଜେ କରିବେ
    ଜାଗୀଥାଅ ବୋଲି ଭକତ ଜନକୁ
    ମହା ନିତ୍ଯ ଧାରା ଦେବେ
    ଦୀକ୍ଷା ରେ ଦୀକ୍ଷା ରେ ଗୋଳ ଲାଗିଥିବା
    ମଉନେ ରହିବ ଧାରା
    ସର୍ବ ତତ୍ୱ ଭକ୍ତ ଏକତ୍ର ହୋଈବେ
    କମ୍ପିବ ଗ୍ରାମ ମହୂରା,,,,,
    🙏🙏🙏🙏🙏🙏🙏🙏

  • @tarunakumardash3783
    @tarunakumardash3783 2 года назад +5

    Thank you Baba. Your Malika prabachana is Better than Beautiful to Society.

  • @kishorkumarnayak5553
    @kishorkumarnayak5553 2 года назад +1

    🙏😭

  • @anirudhanayak79
    @anirudhanayak79 2 года назад +12

    ଜୟ ଜଗନ୍ନାଥ,ଜୟ କଳ୍କୀ ରାମ, ଜୟ ବାବା ଦିବାକର ବାବା ଙ୍କୁ ମୋର ଭୁମିଷ୍ଟ ପ୍ରଣାମ,

  • @santoshkumarpatra9859
    @santoshkumarpatra9859 2 года назад +6

    ହେ ମହାପ୍ରଭୁ 🙏🙏🙏 ..... 🙏🙏🙏🙏

  • @narayandalai9799
    @narayandalai9799 2 года назад +11

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଓ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @akshayakshay8043
    @akshayakshay8043 2 года назад

    Jay Jagannath.
    Jay ShreeRam 🙏🙏🙏

  • @arupanandaswain9555
    @arupanandaswain9555 2 года назад +6

    Jay Jagannath.. 🙏🙏🙏🙏

  • @kartiknath5446
    @kartiknath5446 2 года назад +11

    Jai jagnnnath swami Jai pancha sakha

  • @basantamalik7712
    @basantamalik7712 2 года назад +1

    Jay jagnnath

  • @banojsamal1909
    @banojsamal1909 2 года назад +5

    Bargiya rushinka tapa bala re harijana kulare prabhunka janma sehithare jariya nadi abastita🙏🙏🙏

    • @Humanity299
      @Humanity299 2 года назад +1

      ମାହାଙ୍ଗା ନୁହେଁ। 5:59 ଦେଖନ୍ତୁ ଜାଣିବେ।

    • @gopalkrushnadas2312
      @gopalkrushnadas2312 2 года назад +1

      @@Humanity299 ଆଜ୍ଞା ଏ ସବୁ ଅତି ଗୁପ୍ତ ତତ୍ତ୍ୱ କଥା: ବିରଜା ମଣ୍ଡଳ କୁହା ଯାଇଛି, ବିରଜା କ୍ଷେତ୍ର ନୁହେଁ l
      ଅବଶ୍ୟ ଏହା ପୂର୍ଣ୍ଣ ସତ୍ୟ ଯେ ସବୁ ଇଚ୍ଛାମୟ ଙ୍କ ଇଚ୍ଛା ଆମ ମାନଙ୍କର ବ୍ୟକ୍ତିଗତ / ସାମ୍ପ୍ରଦାୟିକ / ଜାତିଗତ ଇଚ୍ଛା ରେ ନୁହେଁ l
      କେଇ ଦିନ ଆମେ ରହିବା କିଛି ଠିକ ନାହିଁ l
      ଏଣୁ ତାଙ୍କ ଆଦର୍ଶ ଓ ତାଙ୍କ ନିକଟେ ନତମସ୍ତକ ରହିବା ହିଁ ଉତ୍କୃଷ୍ଟ ଅଟେ l

    • @banojsamal1909
      @banojsamal1909 2 года назад

      Biraja nagara, kamalapura. Bipin bihari samal prabachhana re janeichhanti.

  • @sujankhatei1230
    @sujankhatei1230 2 года назад

    Hare Krishna Prabhu 🙏🏻🙏🏻

  • @mylifeismymessage9942
    @mylifeismymessage9942 2 года назад +48

    ଦିବା ଙ୍କର ବାବା ଙ୍କ ଦମ ଅଛି ,ସତ କୁ ପ୍ରକାଶ କରିବା ଲାଗି।ଆପଣଙ୍କୁ ପ୍ରଭୁ ଙ୍କ କୃପା ବର୍ଷା ହେଉ ଯାଉ।

  • @gautamswain5107
    @gautamswain5107 2 года назад

    Jay jagnath swim 🙏🙏🙏🙏🙏

  • @jariakuliaspiritualchannel3865
    @jariakuliaspiritualchannel3865 2 года назад +7

    Very nice

  • @tapasmishra848
    @tapasmishra848 2 года назад +7

    Jay achhyuta

  • @rohitdeep6678
    @rohitdeep6678 2 года назад +8

    Jay Sri Jagannath dhaniya mahaprabhu tuma lila mo jane Harijan samudayaka janjati ra bahut khusi lagila ki jay jagannath 🙏🏻🌼💕🌸💮💮🥰❣️♥️♥️🙏🏻🙏🏻

  • @chandanbisoi5010
    @chandanbisoi5010 2 года назад +6

    Jay Jagannath Jay Maa Kali Jay Maa Tarini Sankata Harini

  • @niranjanmallick431
    @niranjanmallick431 2 года назад +21

    Harijana great cast love u sc cast 🙏🙏🙏❤❤❤

  • @satyaranjanpal573
    @satyaranjanpal573 2 года назад +3

    Om mata Laxmi Narayan Namah 🙏💩🙏

  • @harapriyabiswal1125
    @harapriyabiswal1125 2 года назад +1

    Jai. Jagannath

  • @ashokbag3012
    @ashokbag3012 2 года назад +4

    Jay Jagannath 🙏 Jay Panchasakha 🙏 Jay Kalki Mahaprabhu 🙏

  • @deepakkumarkumar4910
    @deepakkumarkumar4910 2 года назад

    Hay prabhu jay seer raam ki jay🙏🙏🙏🙏🙏🙏🙏

  • @kedarmallick7198
    @kedarmallick7198 2 года назад +3

    Baba pranam.Baba kalki mahaprabhu Mishra Ghare, puni Harijana? Kathata tike dwandare rahilo.Dayakari anya eka adyayare dwanda durakaribahebe.

    • @saswatsahu9828
      @saswatsahu9828 2 года назад +2

      Bhaina dayakari video ku sampurnna dekhantu... Baba sabu katha barnana karichanti...🙏

    • @BhaktiSamarpan
      @BhaktiSamarpan  2 года назад

      Dhanyabad

  • @dusumantasahu2312
    @dusumantasahu2312 2 года назад +1

    Jay jagannath Jay kalkiram

  • @youtubesoumya1
    @youtubesoumya1 2 года назад +4

    Jaya jaganatha ❤ 🙏 Jaya pancha sakha ❤ 🙏

  • @Ranjitkumar-yl6nd
    @Ranjitkumar-yl6nd 2 года назад

    Jai jagannath❤️jai panchasakha

  • @rameshlenka9762
    @rameshlenka9762 2 года назад +4

    🙏🙏 Jay Kalki Ram 🙏🙏

  • @subascreation5357
    @subascreation5357 2 года назад +6

    Sale pur antargata ମାହାଙ୍ଗା ରେ ଅଛି ଜରିଆ

  • @brajakishorprusty5623
    @brajakishorprusty5623 2 года назад

    Jay Moha Pravu Jagannath

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ 2 года назад +3

    Kalki ..janm parichay praman ru parichita hebeni..karm parichay biswa prati abadan hi prabhu nka parichaya srusti kariba....malikare kalki nka anek karma praman achi..dekha se sabu karma mana Kia karibe..

  • @hiranmayadas4152
    @hiranmayadas4152 2 года назад

    Jay shree Krishna

  • @sibanisibani6721
    @sibanisibani6721 2 года назад +11

    Jay gurudev🛐🙏

  • @SNSPIRITUALLIVE
    @SNSPIRITUALLIVE 2 года назад +3

    Baba au tk direct kuhantu

  • @pradipdas3479
    @pradipdas3479 2 года назад +11

    ଦୟାକରି ଦିବାକର ବାବାଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ କଥାମୃତ ଛାଡନ୍ତୁ। 🙏🙏

  • @hariya9082
    @hariya9082 2 года назад

    Jaya jaganath