ତାଲା ବନ୍ଦ || LOCKDOWN side effects || Raju Das Comedy || Odia Comedy

Поделиться
HTML-код
  • Опубликовано: 1 окт 2024
  • Plz Subscribe our Channel. Raju Das Comedy
    💐💐💐💐💐💐💐
    STORY - Raju Das
    Direction , Dop,Edit -Dibya
    This video only for entertainment purpose we dont have any intension to critisize anyone or other's views.
    We are strictly aware about youtube copyright rule
    Copyrighted content used under the fair use exception for review and commentary.
    *copyright Disclaimer under section 107 of the copyright act 1976,allowance is made for fare use for purposes such as criticism,comment,news reporting,teaching,scholarship and reserch.

Комментарии • 1,4 тыс.

  • @chandanbiswal
    @chandanbiswal 4 года назад +108

    Raju Babu pura khela karidela ❤❤👍

  • @sahityajiban9227
    @sahityajiban9227 4 года назад +68

    ଭାଇ ପ୍ରକୃତରେ ଏ ଲକ୍ ଡାଉନ୍, ସଟ୍ ଭିତରେ ମଧ୍ୟବିତ୍ତ ପରିବାରର ଲୋକେ ହନ୍ତସନ୍ତ ହେଉଛନ୍ତି ବେଶୀ। ଆପଣ ତାକୁ ଦେଖେଇବା ପ୍ରୟାସ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ

  • @rockingrash2378
    @rockingrash2378 4 года назад +164

    ହସେଇ କି କନ୍ଧେଇ ପାରୁଥିବା ଲୋକ ହେଉଛି ରାଜୁ ଦାଶ amazing ଭାଇ keep it up

  • @Mrgajpati
    @Mrgajpati 4 года назад +1

    😂😂😂😂😂 ଭାଇ ମୁଁ ନୂଆ subscriber😂😂😂😂

  • @anguliapradeep4579
    @anguliapradeep4579 4 года назад +108

    ଅତି ସୁନ୍ଦର,
    ନୂଆ subcribe ମୋର।
    ଅଜା ରୋଲ ଟା natural, emotional ଲାଗିଲା,💓❤️😪😥

  • @priyankapriyadarshini8308
    @priyankapriyadarshini8308 3 года назад +14

    Last one z d bst.... Keep growing we r all here to support you 🤘❤🔥❤🤘❤🤘❤🔥

  • @rajeshswain985
    @rajeshswain985 4 года назад +73

    Best dialogue ଠକୁଛୁ ତୁହି ।।।😆😆😆

  • @ajayasamantaraya3603
    @ajayasamantaraya3603 4 года назад +23

    06:09 awesome yaar 😂😂😂

  • @smrutiranjansingh97
    @smrutiranjansingh97 4 года назад +20

    Vai Tama acting Bahut vala lage 🥰🥰🥰 God bless you

  • @bishnudattamahapatra6921
    @bishnudattamahapatra6921 4 года назад +24

    Our old generation really deserves some time. 🙏🏻

  • @sanojvlogs5329
    @sanojvlogs5329 4 года назад +32

    Supper odisha ra no2 tame
    Kahin ki na Chanda biswal no 1
    I love you bro.. supper

  • @Smruti.ranjan_
    @Smruti.ranjan_ Год назад +2

    ଏହି ମଦ ପାଇଁ ଆଜି ବି ଅନେକ ପରିବାର ଉଜୁଡି ଯାଉଛି ଓ ନିରୀହ ଜୀବନ ମାଟିରେ ମିଶୁଛି ।

  • @jasobantabag6654
    @jasobantabag6654 4 года назад +137

    Last point really ❤️ heart touching story 🤗🤗🙏🙏

  • @mantusarojctc
    @mantusarojctc 4 года назад +5

    Best dialog ମୁଖା ଦେଇଦେଲା ଧୋକା😂🤣

  • @Binayanaik0
    @Binayanaik0 3 года назад +22

    Last paint really heart' touching ❤️

  • @anilkumarnahak7914
    @anilkumarnahak7914 4 года назад +16

    Last message is very imotional... .... I like it... Rock on guyz

  • @ranjanmaharana2133
    @ranjanmaharana2133 4 года назад +7

    Bhai subscribe karidei chi like karidei chi please Tama Sana bhai ku tike support Kara au please phone Kariba bhai 😭😭😭

  • @allinformationindia9242
    @allinformationindia9242 Год назад +1

    2023 ରେ ମୁଁ ପୁଣି ଏଇ ଭିଡ଼ିଓ ଦେଖୁଚି ଆପଣ ମାନଙ୍କ ଭିତରେ ଯଦି କିଏ ମୋ ପରି ଦେଖୁଚି ପ୍ଲିଜ଼ ଏହି କମେଣ୍ଟ କୁ like କର ଜଣା ପଡିବ କେତେ ଦେଖିଛନ୍ତି

  • @jagadishkhandual1063
    @jagadishkhandual1063 4 года назад +11

    ଭାଇ 12 ମିନିଟ ର ଭିଡ଼ିଓ ମୋତେ 2 ମିନିଟ ର ଭିଡ଼ିଓ ଭଳି ଲାଗିଲା ...No boring

  • @VloggingOdisha
    @VloggingOdisha 4 года назад +25

    10:27 real acting talent bro.. carry on awesome work :)

  • @somissuman
    @somissuman 4 года назад +48

    All the best.keep growing.

  • @sarojkumar-ms7fh
    @sarojkumar-ms7fh 3 года назад +1

    ଆପଣଙ୍କ ଏହି ଭିଡ଼ିଓଟି ସବୁଠୁ ବହୁତ ଭଲ ଲାଗିଲା👍🙏

  • @suryabhai6779
    @suryabhai6779 4 года назад +11

    Edit - dibya ....... outstanding👍👍

  • @Bhaktisudha900
    @Bhaktisudha900 4 года назад +7

    Mousa corrector is the 👍💯

  • @sabyasachisaw6701
    @sabyasachisaw6701 4 года назад +9

    Everyone did a nyc job...🤟
    Nandan bhai u rocked🤗
    Mukha deidela dhoka .. LoL 🤣
    Last part is my fav...jeje nati part..so emotional...loads of love to this channel... keep going ❤️

  • @kumarworldtechnical
    @kumarworldtechnical 4 года назад

    ruclips.net/video/v7ceg51IsFY/видео.html
    ruclips.net/video/v7ceg51IsFY/видео.html
    ruclips.net/video/v7ceg51IsFY/видео.html
    ruclips.net/video/v7ceg51IsFY/видео.html
    Ama comedy chennel ku Subscribe kara,comment must kara👆👆👆

  • @soumyaranjansahoo4300
    @soumyaranjansahoo4300 4 года назад +5

    Really heart touching ....last point...😊😊😊😊

  • @subhasishpanda4174
    @subhasishpanda4174 4 года назад +12

    Underrated actor.... fantastic bro❤️

  • @jagamohanmahapatra6710
    @jagamohanmahapatra6710 4 года назад +13

    Awesome keep it up raju♥️♥️♥️♥️

  • @kalpanadash9878
    @kalpanadash9878 2 года назад +2

    Bhai tamara kana dubbel rôle

  • @rakeshmohanty4474
    @rakeshmohanty4474 4 года назад +14

    Jeje nka Sabu credit ♥️♥️♥️♥️♥️♥️

  • @sivakumarkulua6483
    @sivakumarkulua6483 3 года назад +1

    Ooooh God....last Sean grand father is very very ......really right .... ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ କରନ୍ତି...

  • @9xm50
    @9xm50 4 года назад +13

    Ek-Number 😎👍

  • @pkcreationofficial4332
    @pkcreationofficial4332 4 года назад +1

    Bhai social distance, keep 2 metre distance, use mask bishayare dharana achiki Nahi. Bhai kharap Bhavana e Katha mu ama samastanka bhala pain kahuchi. E ta thila samastanka pain, ebe tama pain video ekdam op. Superb keep it

  • @invisibleemotion6612
    @invisibleemotion6612 4 года назад +5

    Mast comedy... 🤣😂🤣😂🤣 best of luck bro.... Pray for ur bright future.. 😍

  • @jogendrasethi9540
    @jogendrasethi9540 4 года назад +1

    ବହୁତ ସୁନ୍ଦର ହେଇଛି ଭାଇ।

  • @rasmiranjanrout1388
    @rasmiranjanrout1388 4 года назад +3

    Hi brother if I am not wrong this is your first video but good thoughts and mix video its funny but last one is hardest truth for today's generation. Keep it up 👍

  • @nirmalbastia3609
    @nirmalbastia3609 3 года назад +1

    Ame ta medical kama karuchu ama ku vuligale

  • @sardaprasadnayak3506
    @sardaprasadnayak3506 4 года назад +5

    Kaswa heichi 🤩, share karidia bhai mane🤑🤑

  • @ODISHA_TOKA_05
    @ODISHA_TOKA_05 4 года назад

    ଏହି ଭଳିଆ କମେଡି ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ କୁ ନିଶ୍ଚୟ ଯାନ୍ତୁ ମୋର ଚ୍ୟାଲେଞ୍ଜ ଆପଣ ଆପଣଙ୍କର ହସ କୁ କଣ୍ଟ୍ରୋଲ କରି ପାରିବେନି #bekartoka

  • @dharambhai17
    @dharambhai17 4 года назад +12

    Background Music Volume besi Heigala 😭

  • @FishFireFood
    @FishFireFood 4 года назад

    ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀ ମାନେ,,,, ମୋ ଫଟୋ ରେ କ୍ଲିକ୍ କରି ମୋ ନୂଆ RUclips channel କୁ ପରିଦର୍ଶନ କରନ୍ତୁ। ଯଦି ଜୀବନରେ କିଛି ନୂଆ ଜ୍ଞାନ ଓ ଦିଗ୍ ଦର୍ଶନ ଉପରେ ଜିଜ୍ଞାସା ରଖୁଛନ୍ତି,,,ତେବେ ମୋ ନୂଆ channel... Change Your Life Line କୁ subscribe କରିବେ ବୋଲି ଆଶା। ଜୟ ଜଗନ୍ନାଥ 🙏🏽🙏🏽🙏🏽🙏🏽।

  • @siteshsitu4110
    @siteshsitu4110 4 года назад +10

    Hands up to u Bro ♥️

  • @siddhantkumar6765
    @siddhantkumar6765 3 года назад

    ବହୁତ ସୁନ୍ଦର ଭିଡ଼ିଓ ତିଆରି କରିଥିଵାରୁ ଭାଇ ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 👌👌👌👌👌👌👌👌

  • @prakashthenter10or91
    @prakashthenter10or91 3 года назад +3

    Beautiful, amazing favoluos 😍😍👌👍

  • @susantsitha3103
    @susantsitha3103 3 года назад +1

    Hau hau chalu ଚାଲୁ 😂😂😂😂🐃🐃🐃

  • @balakrishnaparida9596
    @balakrishnaparida9596 4 года назад +14

    Last screen jaje is very hart toching bro ....I'm speach less .thank you for making this video. Congratulations for your new chanal.

  • @bablu1269
    @bablu1269 Год назад +1

    ମୁଁ ରମ୍ଭା କଲେଜ ରେ ପଢୁଛି 😅

  • @dharambhai17
    @dharambhai17 4 года назад +9

    Congratulations for New Channel 🎉

    • @memeshub1692
      @memeshub1692 4 года назад

      Congratulations new RUclips channel

    • @memeshub1692
      @memeshub1692 4 года назад

      Raju BHAI big fan

    • @memeshub1692
      @memeshub1692 4 года назад

      #Entertainmentodisha

    • @abinashmohanty8501
      @abinashmohanty8501 4 года назад

      Bhai hard roasting comedy videos. Please watch and use headphone.
      ruclips.net/video/-R3kc9cW1P4/видео.html

  • @AJyotiranjan
    @AJyotiranjan 3 года назад +1

    Au b kichhi loka ama valia chhua Jia PUBG au free fire kheluchhanti se bahut khusi re Achhanti 😊😇🤣😁 Jia Jia thik vabuchha like dia👌✌❤🤣😁

  • @rkways5420
    @rkways5420 4 года назад +8

    Loved it vai

  • @mrroutvlog077
    @mrroutvlog077 4 года назад +1

    Mo bhai ku 1k like nuhan 100k like miliba darkar

  • @sujitkumar3915
    @sujitkumar3915 4 года назад +6

    Raju Bhai we are with you from beginning.... love you bhai.....

  • @sahityajiban9227
    @sahityajiban9227 4 года назад

    # ବାରି ବାଇଗଣ 🍆🌱
    ---------------
    ପାଠକେ! ଆଶାକରେ ଭଲରେ ଥିବେ। ଆଜିର କାହାଣୀକୁ ହୃଦୟସ୍ପର୍ଶୀ କରିବା ନିମିତ୍ତ ବୟ ଜେଷ୍ଟ ମାନଙ୍କ ଆଶିର୍ବାଦ ଓ ସମବୟସ୍କ ମାନଙ୍କ ଠାରୁ ଆଦର ଇଚ୍ଛା କରେ।
    ଏକ ଭିଶଣ କରାଳ ବିପଦକୁ ମନୁଷ୍ୟ ଜାତି ଅଙ୍ଗିକାର କରିଛି, ତେବେ ବିପଦରୁ ରକ୍ଷା ପାଇବା ପାଇଁ ରାଷ୍ଟ୍ରପ୍ରମୁଖ ମାନେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଆଦିର ପ୍ରଚଳିତ କରିଛନ୍ତି। ଏ ଭିତରେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପରିବାର ଆଡ଼କୁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିବାକୁ ଯାଉଛି।
    ସେଦିନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ରେ କାହାଣୀର ନାୟକ ଥାଳି, ଘଣ୍ଟ ବାଡେଇଲା, ଦୀପବି ଜଳିଲା ହେଲେ ଯାଣେନା କାହିଁକି କରୁଚି। କ'ଣ ମିଳିବ ତାକୁ? ପଚାରି ବୁଝେତ କ'ଣ ଗୋଟାଏ ବ୍ୟାଧି ମାତାଚି ତାକୁ ପ୍ରତିହତ କରିବାକୁ ଲୋକଙ୍କ ଭିତରେ ଏକତାକୁ ବଢେଇବାକୁ ଏଗୁଡାର ପରିକଳ୍ପନା। ସେଇଦିନ ପୁଣି ଶୁଣିଲା ଦେଶଟାକୁ ହଠାତ୍ ଲକ୍ ଡାଉନ୍ କରାଯାଇଛି।ବାହାରେ ପୋଲିସ୍ ମାଳ ମାଳ ଯମଦୂତ ପରି ବୁଲୁଛନ୍ତି, ଯାହାକୁ ଦେଖିଲେ ତାକୁ ପିଟିଲେ।ତେଣୁ କାହାଣୀର ନାୟକ ଘରେ ଥାଏ, କୋରୋନା ପାଇଁ ନୁହେଁ ବରଂ ପୋଲିସ୍ କୁ ଡରି।
    ଏମିତି ଲକ୍ ଡାଉନ୍, ଲକ୍ ଡାଉନ୍ ପରେ ସଟ୍ ଡାଉନ୍ ବଢିଚାଲିଲା।ସେ (କାହାଣୀର ନାୟକ) କିଛି ବୁଝିନି ଖାଲି ବୁଝିଛି ଘରେ ରହିବାକୁ ହେବ ତାକୁ। ଅନେକ ବୁଦ୍ଧିଜୀବୀ ମତ ଦେଲେ ଘରେ ରହିବାରୁ ଘରେ ସାନ୍ତିର ବାତାବରଣ ହେବ। ପରସ୍ପର ପରସ୍ପରକୁ ଚିହ୍ନିବେ କୁଆଡେ। ହେଲେ କାହାଣୀର ନାୟକ ପାଇଁ ସବୁ ଓଲଟା, ଘରେ ସାନ୍ତି ପରିବର୍ତ୍ତେ ଅସାନ୍ତି ବଢିଲା ଘରେ କାଣି କଉଡିଟିଏ ବି ନଥାଏ କିଛି କିଣି ଖାଇବାକୁ।ଏଣେ ରାସନ୍ ସରିଆସିଲାଣି, ସାହାରା କହିଲେ କୈଣସି କାରଣରୁ ମାଆଙ୍କ ଗହଣା ବନ୍ଧା ଥିବା ଟଙ୍କା କେଇଟା। ସିଏବି ନିଅଣ୍ଟ ହେଲା, ସିଏବି ସରିଲାଣି।ଏଣେ ବାପାଙ୍କ କାମ ବି ବନ୍ଦ ହୋଇଗଲା ଲକ୍ ଡାଉନ୍ ପାଇଁ। ମା'ର ଗହଣା ବନ୍ଧା ଥିବାରୁ ଘରେ ନିଇତି ଝଗଡ଼ା।ଏଠି ରାମାୟଣ ଧାରାବାହିକର କୈଣସି ପ୍ରଭାବ ନଥାଏ। ସରକାର କେତେ ଯୋଜନା ଘୋଷଣା ଚାଲିଲା, ହେଲେ ସେଗୁଡ଼ାକ ତା ପାଇଁ ନୁହେଁ,
    ମଧ୍ୟବିତ୍ତ ପରିବାରରୁ ହୋଇଥିବାରୁ କାହାଣୀର ନାୟକ ସ୍ବାଭିମାନ ବିକି ପାରୁନି କି ଭୋକ ସମ୍ଭାଳି ପାରୁନି।ସବୁ ଦୁଃଖ ଭିତରେ ମୁହଁରେ ଚେନାଏ ହସ ନେଇ ବଞ୍ଚିବାକୁ ଚେଷ୍ଟା କରେ ସେ(କାହାଣୀର ନାୟକ) । ଏମିତି ପରିସ୍ଥିତିରେ ସେ ତା ଖାଦ୍ୟକୁ ସଙ୍କୁଚିତ କରିନେଇଛି। ତୀନି ଓଳିଖାଲି ନାଆକୁ, ଦିଓଳି ଖାଇଲେ ଖୁସି ।ବେଳେ ବେଳେ ଗୋଟେ ଗୋଟେ ଓଳି ନଖାଇ ରହିଛି ସେ। ପଖାଳ ସାଙ୍ଗରେ ଭଜା ମାଗିଲେ ମା ଚେତେଇ ଦିଏ "ଆଳୁ ରେଟ୍ କେତେ ହେଲାଣି ଜାଣୁ?"
    ଯେତେବେଳେ ଲୋକେ ଘରେ ଥାଇ ବଢ଼ିଆ ବଢ଼ିଆ ଖାଇବା କରି ଫଟ ଉଠାଇ ଛାଡନ୍ତି ମୋ କାହାଣୀର ନାୟକ ସେତେବେଳେ ଉପାସରେ ଥାଏ, କିନ୍ତୁ ସେ ତାର ମୌଳିକତା ଭୁଲିପାରିବିନି।ଏଇ ସମୟରେ ତା ଡାକ ବୋଧହୁଏ ଭଗବାନ ଶୁଣିଲେ।ତା ବାଡିରେ ଖୁବ୍ କମ୍ ସମୟରେ ଗୋଟିଏ ବାଇଗଣ ଗଛଟିଏ ଦେଖିବାକୁ ପାଇଲା ସେ। ଯେଉଁଠି ହଜାରେ ଜତନ କଲେ ଲଙ୍କା ଗଛ ସୁଦ୍ଧା ଭଲରେ ହୁଏ ନାହିଁ ସେଠାରେ କେମିତି କେଜାଣି ଏ ବାଇଗଣ ଗଛ ଉଠିଲା? ଖାଲି ଉଠିଲାନିଯେ ଖୁବ୍ କମ୍ ସମୟରେ ଗୁଡ଼ାଏ ବାଇଗଣର ସମ୍ଭାର ଆଣିଦେଲା।ଆଜ୍ଞା! ଭାସିବା ଜନକୁ କୁଟାଖିଅ ଆଶ୍ରା ପରି ଏ ବାଡି ବାଇଗଣ କାହାଣୀର ନାୟକକୁ ବଞ୍ଚିବାର ରାହା ଦେଖାଇଥିଲା। ତେଣୁ କୁହାଯାଏ ଇଶ୍ଵର ଆବଶ୍ୟକତାକୁ ଉପଲବ୍ଧି କରି ମନୁଷ୍ୟର ସାହାଯ୍ୟ କରନ୍ତି।
    ତେବେ କାହାଣୀର ନାୟକକୁ ଭେଟିବାକୁ ଆପଣଙ୍କର ଜିଜ୍ଞାସା ଥିବ ନିଶ୍ଚିତ। ତେବେ କାହାଣୀର ନାୟକ ମୁଁ ନିଜେ।
    କାହାଣୀର ଅନ୍ତରେ ଏତିକି କହିବି
    "ଅସୁବିଧାକୁ ଡରି ପଶ୍ଚାତପଦ ହୁଅନା ବରଂ ଅସୁବିଧାର ସାମ୍ନା କରିବାକୁ ଶିଖ "।ଜୟ ଜଗନ୍ନାଥ।
    ଗଛଟିଏ ଲଗାଇବା🌲🌳🌳🌳🌴🌱
    ✍🏻 Ashirbad Mohapatra.🙏🏻

  • @ballabhachandra3500
    @ballabhachandra3500 3 года назад +4

    Trust me brother u r a great artist..I have seen many of ur videos, fantastic. I liked most your Sahu general store one. It was very entertaining.keep it up and keep us making laugh...all the very best

  • @bandanapanda
    @bandanapanda 3 года назад

    Raju bhai jindabaad 👍👍👍

  • @jalendradebata8258
    @jalendradebata8258 3 года назад +4

    Dynamic actor, Raju babu👍

  • @rashmiranjansahoo876
    @rashmiranjansahoo876 3 года назад +1

    ଭାଇ ପୁରା ଟାଣ ସତ କହିଲ

  • @sanjaykumarsethy3554
    @sanjaykumarsethy3554 4 года назад +4

    So funny Bhai

  • @girijaroutt4656
    @girijaroutt4656 4 года назад +1

    Gote kamo Kara ,sabu gote gote channel kholi dia ...Pala chaleichha gote

  • @saktiprasadacharya584
    @saktiprasadacharya584 4 года назад +4

    Ending Was Epic.......😇

  • @jyotshnaranipati8388
    @jyotshnaranipati8388 4 года назад

    Emiti bekar comedy karani Bhai
    Kichi loka ମୁଠାଏ ଚାଉଳ ପାଇଁ ମରି ଯାଉଛନ୍ତି, ଏହା comedy ବୋଲି ଜାଣିଛି ହେଲେ ମଦ କଥା ପକାଇ ଯେଉଁ ମାନେ ମଦ ନ ପିଉଥିଲେ ସେମାନଙ୍କୁ ମନେ ପକାଅ ନାହିଁ।thanks

  • @sandeepkumarpani9234
    @sandeepkumarpani9234 3 года назад +3

    That Banglore script was so nice..

  • @debasishsahu4535
    @debasishsahu4535 4 года назад +1

    Bhai badhia
    Congratulations for new channel 👍👍👍👍

  • @Motivation65786
    @Motivation65786 4 года назад +3

    Last part was amazing bro
    Best of luck 💪🙌👍

  • @odiaprank3119
    @odiaprank3119 3 года назад

    ଏଇଠି କ୍ଲିକ କରନ୍ତୁ ଆଉ ଦେଖନ୍ତୁ magic 👇👇
    👉ruclips.net/video/xWCrEbaAbdA/видео.html

  • @ashirbadsahoo3603
    @ashirbadsahoo3603 4 года назад +6

    I like ur accent and physical comedy

  • @rutuparnnapanda9603
    @rutuparnnapanda9603 4 года назад +1

    Hmm bhi bht bhala video karuchanti mu Jagannath nka pakhare prathana karuchiki apana nka channel amiti agaku agaku jau aau sabu bele samasta nku haseiba saha bht kichhi sikhau....

  • @iconic_puhan
    @iconic_puhan 4 года назад +4

    All d best.Keep growing.

  • @diptiranjanbehera7795
    @diptiranjanbehera7795 2 года назад +1

    Experimental comedy with awareness type video

  • @Sahoo231
    @Sahoo231 4 года назад +4

    It's true really.

  • @puripradhan2262
    @puripradhan2262 4 года назад

    ରାଜୁ ଭାଈ ଭଲ ହେଇଛି

  • @barendranath9301kunaDj
    @barendranath9301kunaDj 4 года назад +1

    ଭାଇ ମନକୁ ଛୁଇଁ ଗଲା

  • @dibya63
    @dibya63 4 года назад

    ଆରେ ଗୋଟେ video ଦଉ ଦଉ channel monitize heigalana Kan, video dekhiba majhire 5 ଥର add

  • @arunkousalya9499
    @arunkousalya9499 2 года назад +1

    Marvelious excellent beautiful love u raju bhai

  • @shreyansahil1239
    @shreyansahil1239 2 года назад +1

    Nice raju bhai 🙏🙏🙏🙏🙏

  • @sanjib415
    @sanjib415 4 года назад

    #RAJU_DAS_.... BHAI TUMORO ACTING..... KI HEBO BHUTO POSILE RE SUPER HEICHI....

  • @chandrakantaacharya8623
    @chandrakantaacharya8623 4 года назад

    ଏତେ ଦିନ ପରେ ନଣ୍ଡା ଭାଇ ଙ୍କୁ ପୁରୁଷ ରୋଲ ମିଳିଛି।
    ନହେଲେ ସବୁବେଳେ ତ କାହା ସ୍ତ୍ରୀ ର ଅଭିନୟ ମିଳେ

  • @sidhantnayak5470
    @sidhantnayak5470 4 года назад +1

    Bhai pura supercomedy
    Amazing

  • @gitasantara1561
    @gitasantara1561 4 года назад +1

    Nice video.....👍👍👍👍👍👍👍👌👌👌👌👌👍👍👍

  • @kartikapanda5062
    @kartikapanda5062 4 года назад +1

    Bhai ame apanka sahita achu

  • @villageeducationpolitics7771
    @villageeducationpolitics7771 4 года назад

    Same artist and same video କୁ FUNNY ANUGULIA, MR. Gulua, Raju Das, khorda toka , Kalia sandha chhanel post କରାଯାଉଛି

  • @bhubanandasahusahu5602
    @bhubanandasahusahu5602 4 года назад +1

    Bhai Last Sen ta mote bahutu bhala lagila aau Dukha bi lagila kahiki mane mu mo mamu Ghara achi aba Aau mo aoja bi bahutu khusi achonti. Ame 3 year pore asichu odisha ku

  • @HarischandraBrekbredeka
    @HarischandraBrekbredeka 2 года назад +1

    I like you Raju

  • @yourmasti
    @yourmasti 3 года назад

    Tama vdo pain ta fainal like darkar and subcribe bi ............... agei chala bro 🙏🙏🙏🙏🙏🙏

  • @sudiptagaming6015
    @sudiptagaming6015 4 года назад +1

    Free fire lover also happy 😂😂😂😂😂

  • @EastIndiancooking
    @EastIndiancooking 4 года назад +1

    Nice video bro

  • @hartkingoffcial668
    @hartkingoffcial668 4 года назад

    ସୁପର୍ ଲାଗୁଚି କୋମେଡି ...ଭାଇ ମୁ ବହୁତ୍ ଖୁସି

  • @hemantasend9691
    @hemantasend9691 3 года назад +1

    Last scene mast ..,.hala.supar

  • @pravatnahak1125
    @pravatnahak1125 3 года назад +2

    Plzz support Raju bhaii

  • @harapriyasahoo1979
    @harapriyasahoo1979 4 года назад +1

    Bhai bhutu bholo lagila

  • @rajputbablu7415
    @rajputbablu7415 4 года назад +1

    My Best Comedy Raju Bhai....

  • @sagardas4098
    @sagardas4098 3 года назад +1

    Please please Raju bhai lunch a film

  • @pratikshananda1868
    @pratikshananda1868 3 года назад +1

    Bhai tame mada peucha

  • @skcreativeworld8578
    @skcreativeworld8578 3 года назад +1

    Speechless Bhai 🙏🙏🙏

  • @reeta.489
    @reeta.489 3 года назад +1

    Bohut bhala bhai

  • @bibeek353
    @bibeek353 3 года назад +1

    Bhai shahoo veraity store part asibadarakar

  • @sunandanayakart1239
    @sunandanayakart1239 3 года назад

    ଭାଗ୍ୟ ta ଖେଳ emiti song ମୋ ସାଙ୍ଗ ବାବୁନ ଗାଇଛି

  • @nabinbehera2581
    @nabinbehera2581 4 года назад +1

    Ete khas hela ni