ବଟିମଗା ଶାସନ Arm twisting politics

Поделиться
HTML-код
  • Опубликовано: 28 сен 2024
  • There are many reported incidents where ruling party politicians in Odisha are asking money from officials and contractors which is setting bad precedent.
    #odisha #bjpodisha

Комментарии • 91

  • @reetap4008
    @reetap4008 4 дня назад +8

    BJP କୁ ମୁଁ ଭୋଟ ନ ଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି।ଆଉ ଦେଶ ବର୍ବ।ଦି ପାପ ରୁ ମଧ୍ଯ ମୁଁ ମୁକ୍ତ ଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି।

  • @NrusinghaCharanRatha
    @NrusinghaCharanRatha 4 дня назад +5

    ସ୍ବାଧୀନତାର 75 ବର୍ଷ ମଧ୍ଯରେ ପିସି,ବଟି,ଲାଞ୍ଚ ସଂସ୍କୃତିର ସାଂଘାତିକ ଭାବେ ବୃଦ୍ଧିପାଇଚାଲିଛି । ଏବଂ ସବୁପ୍ରକାର ଦୁର୍ନୀତିର ଉତ୍ସ ହିଁ ଏଇ ରକ୍ଷକମାନେ ( ନେତା,ମନ୍ତ୍ରୀ, ଅଫିସର ) ।

  • @sanjuktamohanty9668
    @sanjuktamohanty9668 4 дня назад +3

    You speak truth 💯 👏

  • @suvendrabisoi4988
    @suvendrabisoi4988 4 дня назад +4

    Right Sir

  • @NiharranjanRay-b2e
    @NiharranjanRay-b2e 4 дня назад +3

    ଅପାରଗତାର ସରକାର

  • @bhanuprakashbehera4419
    @bhanuprakashbehera4419 4 дня назад +3

    ଆଜ୍ଞା ମୁଁ ଆଜି ଗୋଟେ ଅଲଗା ଜିଲ୍ଲାକୁ ଯାଇଥିଲି।ସେଠାରେ ଜାଣିବାକୁ ପାଇଲି ଯେ ସାହିର ଗଳିରେ drain ନିର୍ମାଣ ପାଇଁ କୁଜି ଗେରୁଆବାଲା କାମ କରେଇଦେଉନାହାନ୍ତି। ଏମାନେ ବି ବଟି ମାଗିଲେଣି......!!!!!

  • @suvendrabisoi4988
    @suvendrabisoi4988 4 дня назад +4

    Bjp sarakar ki asili rup bhastachar

  • @SANJAYDAS-lc6bo
    @SANJAYDAS-lc6bo 4 дня назад +1

    କିଏ କଣ ସମାଜ ସେବା ପାଇଁ ରାଜନୀତି କୁ ଆସିଛି ? ସବୁ ନିଜ ସେବା କୁ ଦେଖୁଛନ୍ତି । ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରୁ ଅଳ୍ପ ଅଧିକ ଅଛନ୍ତି । ଏଣୁ ଶାସକ ଦଳ ର ସବୁ ସଦସ୍ୟ ଏଭଳି କିଛି କିଛି କାମ ରେ ଲିପ୍ତ ହେବା ଆଗକୁ ଦେଖିବାକୁ ମିଳିପାରେ । କାରଣ ଅଙ୍କୁଶ ଲଗାଇଲେ ସରକାର ଭାଙ୍ଗି ଯାଇ ପାରେ । ପୁଣି ମୋହନ ସାର ବି ଏକୁଟିଆ ପ୍ରଚାର କରି ଦଳକୁ ଜିତାଇ ନାହାନ୍ତି । ଏଣୁ ସେ ନିଜ ଶକ୍ତି ନିଜେ ଜାଣି ଛନ୍ତି । ଏଣୁ ଏଇ ଭଳି ସରକାର ଚାଲିବ । ଜଗନ୍ନାଥ ସରକାର କୁ ବଞ୍ଚାଇ ରଖନ୍ତୁ ।

  • @sushilkumarsemili5243
    @sushilkumarsemili5243 4 дня назад

    Thank you sir ଆପଣଙ୍କ ମନ୍ତବ୍ୟ ମୋତେ ଭାରିଭଲ ଲାଗୁଛି

  • @jawaharsahoo6307
    @jawaharsahoo6307 4 дня назад +2

    RightSir

  • @chitta127
    @chitta127 4 дня назад

    ଗଲା ନିର୍ବାଚନ ରେ ହୋଇଥିବା ଖର୍ଚ୍ଚ ଲାଗି କି ଆଗକୁ ଆସୁଥିବା ପୌର ନିର୍ବାଚନ ଖର୍ଚ୍ଚ ପାଇଁ ? 🤔

  • @କଳ୍କୀ
    @କଳ୍କୀ 4 дня назад +3

    BJP ଦେଶକୁ ଖାଇ ଗଲା ପରେ ଏବେ ଗୁଜୁରାଟୀ ବେପାରୀ ଓଡ଼ିଶା କୁ ଖାଇ ଖୋଳ କରିବେ

  • @kalpatarusahoo8707
    @kalpatarusahoo8707 4 дня назад

    Right remarks😂😂😂😂

  • @SahebMajhi-wn5nc
    @SahebMajhi-wn5nc 4 дня назад

    BJP re chora au dakayat achanti. Odisha ku biki kaidabae.

  • @samantakanhar8571
    @samantakanhar8571 4 дня назад +1

    BJD ଦଲ ନେତା ଵଟି ନେଉନଥିଲେ ସଚଟ ସରକାର ଥିଲା?

  • @sangitasahoo5504
    @sangitasahoo5504 4 дня назад +2

    Bjp mukt Bharat 😢😢😢😢

  • @tapankumar7143
    @tapankumar7143 4 дня назад

    What a worthless BJP leader?

  • @laxmidharanayak3931
    @laxmidharanayak3931 4 дня назад

    Andhabhaktas have not made to Narendra Modi Prime minister. Corporate have made to Narendra Modi Prime minister.

  • @mahendradas7356
    @mahendradas7356 4 дня назад +7

    🙏🏼🙏🏼🙏🏼ନମସ୍କାର ଆଜ୍ଞା ଏମିତି କିଛି ଭିଡ଼ିଓ ଦେଇ ସଚେତନ କରନ୍ତୁ 🙏🏼🙏🏼

  • @subhransudalai8360
    @subhransudalai8360 4 дня назад +6

    ବିଜେପି ମୁକ୍ତ ଭାରତ ଆବଶ୍ୟକ

  • @maakitchenette
    @maakitchenette 4 дня назад +7

    ମୋଦି ଶାସନ ରେ ସବୁ ରେଟ୍ ଲୋକେ ତ୍ରହେ ତ୍ରହ ମୋଦୀ ଆଖେ ରେ 😅😅😅😅 ପୋକ ମାଛି

  • @BanditteachingTrick
    @BanditteachingTrick 4 дня назад +2

    ମୁଁ ତ କହିବି ଆମ ଦେଶ ର ହିତ ପାଇଁ ରାବଣ ଆସିଲେ ବି ସ୍ବାଗତ, pandian well come ସେ ଭଲ ଲୋକ

  • @brajasundarsahoo1590
    @brajasundarsahoo1590 4 дня назад +3

    ପୂର୍ବ ସରକାରକୁ PC ସରକାର, ଭ୍ରଷ୍ଟାଚାର ସରକାର, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଏଭଳି ଅନେକ କଥା କହି ସରକାରକୁ ଆସିଥିବା ଦଳ ରାଜ୍ୟକୁ ଖୁବ୍ ଶୀଘ୍ର ରାମରାଜ୍ୟ? କରିପକାଇବେ!!! ଶାସନରୁ ଜଣା ପଡି ଗଲାଣି ! 😂😂😂😂😂

  • @pradeepjena3595
    @pradeepjena3595 4 дня назад +4

    Very True said sir 🙏3 ମାସରେ ଓଡିଶା ର ହାଲତ୍ ବେହାଲ୍ ଆଗକୁ ଓଡିଶା ର୍ ସ୍ଥିତି ବହୁତ୍ ଖରାପ ହେବ

  • @minaketanjena4744
    @minaketanjena4744 4 дня назад +3

    ଏ ସରକାର ହେଉଛି ପ୍ରଚାର ସ୍ବର୍ବସ ସରକାର। ଆଉ କେତେ ଦିନ ସମ୍ଭାଳି ରହିବେ,ବଟି ଆଦାୟ ନ କଲେ ତାଙ୍କ ନିର୍ବାଚନ ଖର୍ଚ୍ଚ କେମିତି ଉଠାଇବେ। ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ରେ ସଂଘର ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି କରୁଛନ୍ତି। ସଂଘ ସହ ସମ୍ପୃକ୍ତ ଜଣେ ଅବସରପ୍ରାପ୍ତ ବିଚାରପତି ଙ୍କୁ ତଦନ୍ତ କମିଶନ ପାଇଁ ନିଯୁକ୍ତ କରିଛନ୍ତି। ଏମାନଙ୍କ ହାତରେ ଆଜି ଓଡ଼ିଶାର ଭାଗ୍ୟ ଆକାଶରେ କଳା ବାଦଲ।

  • @SoumyaranjanPandey-do8ke
    @SoumyaranjanPandey-do8ke 4 дня назад +6

    Very well explained ❤❤❤❤❤

  • @prasannapattanyak3777
    @prasannapattanyak3777 4 дня назад +3

    ବିରୋଧୀ ଦଳ ରେ ଥିବା ସମୟରେ ସରକାରୀ କାର୍ଯ୍ୟାଳୟ କୁ ଯାଇ ନିଜ ଇଚ୍ଛା କୁ କାର୍ଯ୍ୟକାରୀ କରିବା ପାଇଁ ଚାପ ପକାଇବା ଏମାନଙ୍କର ପୁରୁଣା ଅଭ୍ୟାସ ।ଆଉ ଏବେ ତ ସରକାର ରେ ଅଛନ୍ତି।

  • @baishnabswain301
    @baishnabswain301 4 дня назад +4

    87 kg gold ra bie tadanta chalichi

  • @smitaraniswain152
    @smitaraniswain152 4 дня назад +3

    B j p neta chora

  • @jayantsahu9870
    @jayantsahu9870 4 дня назад +1

    ଓଡ଼ିଶା ର ୯୦%ଅଞ୍ଚଳ ରେ ବଟି ମାଗିବା କାର୍ଯ୍ୟ ଜୋରରେ ଚାଲିଛି

  • @biswambarsatapathy9398
    @biswambarsatapathy9398 4 дня назад +3

    BJP hatiba aagami dinare vote re dekhiba BJP hatao bachao

  • @kalingaranjan2074
    @kalingaranjan2074 4 дня назад +3

    Concept wise 5T so far one of the good practice of improvement with error correction ,introduced by the previous government of odisha

  • @DebenderMadhual
    @DebenderMadhual 4 дня назад +3

    You are absolutely right sir.

  • @dayasagarkisan5730
    @dayasagarkisan5730 4 дня назад +1

    Electoral bonds ରେ ମାଗୁଥିଲେ ଏବେ ଖୋଲା ଖୋଲି ମାଗୁଛନ୍ତି

  • @imshree99
    @imshree99 3 дня назад +1

    ସରକାର ଯଦି ହିଂସାଗତ ଘଟଣା ଉପରେ ଚୁପ୍ ତାହେଲେ ତାକୁ ଆମେ ବୁଝି ଯିବା ଦରକାର୍ ଯେ ସରକାର କୁ ହିଂସା ପସନ୍ଦ। ତେଣୁ ଭଲରେ ବିଜେପି ନେତାଙ୍କୁ ପେଟେଣ୍ଟ ମେଡ଼ିସିନ ଆବଶ୍ୟକ କରୁଛି। ବାକି ଜନତା ବୁଝି ପରୁଥିବେ। ସରକାର ଭ୍ରଷ୍ଟାଚାର କଲେ ଜନତା ବିଦ୍ରୋହ କରିବା ସ୍ଵାଭାବିକ

  • @dr.pradeeptarai3422
    @dr.pradeeptarai3422 3 дня назад +1

    ପାଣ୍ଡୁ ମହାରାଜା ସବୁ କରିଥିଲେ। ଏବେ ନେତା ମାନେ କଲେ ଅସୁବିଧା ନାହିଁ । ମହାଜନ ଯେନେ ଗତ ସ ପନ୍ଥା। ବାଟ ଦେଖେଇ ଯାଇଛନ୍ତି ଜୋଇଁ ପୁଅ।

  • @jagannathprasadbarik7084
    @jagannathprasadbarik7084 4 дня назад +2

    Well presented facts ❤❤❤

  • @prafullamishra5697
    @prafullamishra5697 4 дня назад +2

    Khani Pani Bali mada mafia Bjd sarkar re thile bjp sarkar re rahibe agaru Congress sarkar re bi thile

  • @durjyodhanJal-ly2fs
    @durjyodhanJal-ly2fs 4 дня назад +3

    Right sir❤🙏🙏💙💙

  • @RupNarayanMajhi
    @RupNarayanMajhi 4 дня назад +1

    ସବ ଶଳା ଏକ ପ୍ରକାରର, ଶଳା ଯିଏ ବି ଆସୁଛି । ସେ ସାପଗାତ ଗପ ଭଳିଆ ଏକା ମୁହାଁ ହୋଇଯାଉଛନ୍ତି । ଯିଏ ବି ଆସୁଛି ଚଉକି ର ଚାରିଟା ଖୁରା ଆଉ ଦଳର କଥା ବେଶୀ ଚିନ୍ତା କରୁଛନ୍ତି, ଜନ ସାଧାରଣଙ୍କ କଥା ଚିନ୍ତା କରୁନାହାଁନ୍ତି ।

  • @PrashantMishra-fd9ld
    @PrashantMishra-fd9ld 4 дня назад +1

    BJP MLAs and other leaders are operationalisng the Rangdari practice of Bihar and UP

  • @nityanandadas5330
    @nityanandadas5330 4 дня назад +2

    BJP leaders love self propaganda. They talk much about themselves. But they always point at their opponents.

  • @tushardash1507
    @tushardash1507 4 дня назад +3

    Correct

  • @padmanavparida8552
    @padmanavparida8552 4 дня назад +2

    Thank s for your voice

  • @bijaykumarbehera5607
    @bijaykumarbehera5607 4 дня назад +2

    Right sir

  • @rajendradalei8483
    @rajendradalei8483 4 дня назад +1

    Naveen Patnaik has suspended many leaders from his party and officers, but Majhi none.

  • @debiprasadmishra2699
    @debiprasadmishra2699 4 дня назад +1

    Aska MLA Saroj Padhi is like that since his young age.

  • @dr.pradeeptarai3422
    @dr.pradeeptarai3422 3 дня назад

    ଗଙ୍ଗୁଆନଦୀ କିପରି ଉଦ୍ଧାର ହୋଇ ପାରିବ ସେ ବିଷୟରେ କାର୍ଯ୍ୟ କଲେ ମଙ୍ଗଳ ହେବ। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଇଁ ଜମି ନାହିଁ କିନ୍ତୁ ମଇଳା ଜଳ ବିଶୋଧନ ପାଇଁ ଜମି ଦେଇଦେଲେ। ଆଗାମୀ ଦିନରେ ଭୁବନେଶ୍ୱର ଓଲଟପୁର ପାଲଟିବ ପୂର୍ବରୁ ସରକାର ଙ୍କୁ ସଚେତନ କରାନ୍ତୁ।

  • @SimanchalChaudhuri
    @SimanchalChaudhuri 4 дня назад

    ଆଜଶ୍ର କ୍ଷମତାର କେନ୍ଦ୍ର ସରକାରୀ ବ୍ୟବସ୍ଥା କିନ୍ତୁ ସରକାର କ୍ଷମତାର ବ୍ୟବହାର ଶିଖି ନାହାନ୍ତି l ସରକାର ଜେତେବେଳେ ଚାଲନ୍ତି ପୁରା ସିଷ୍ଟମ୍ ତାଙ୍କ ସାଙ୍ଗରେ ଚାଲେ କିନ୍ତୁ ସୁଭଦ୍ରା ଯୋଜନାରେ ଧ୍ୟାନ ଅଟକି ଯାଉଛି ମହିଳା ଏଠିି ନିର୍ଯାତିତ ହୋଉଛି this is joking😄😄 l ଇଛା ଶକ୍ତିର ଘୋର ଅଭାବ l ଲାଗୁଛି କ୍ଷମତାରେ ରହିବାକୁ ବହୁତ୍ ଇଛା କିନ୍ତୁ କ୍ଷମତାର ସଦ୍ ଉପଯୋଗ କରିବାର ଇଛା ନାହିଁ l

  • @sunandakumarsahoo6129
    @sunandakumarsahoo6129 4 дня назад

    ଓଡ଼ିଆ ଅସ୍ମିତା କଥାଟି, ଏମିତି ହୁଏ। ତାପରେ ପୁଣି ରାମରାଜ୍ୟ

  • @NoDaddyIssues
    @NoDaddyIssues 4 дня назад +1

    ଡବଲ ଇଞ୍ଜିନ ସରକାର,

  • @swarupsahoo5046
    @swarupsahoo5046 4 дня назад +1

    Excellent Analysis n presentation. Swarup Sahoo

  • @KumarBehera-op4pl
    @KumarBehera-op4pl 4 дня назад +1

    MISHRA SIR. Your statement Batiaday is true fact.

  • @deepakkumarsahoo5544
    @deepakkumarsahoo5544 4 дня назад

    ଏ ତ ହେଇନି କିଛି, ଦେଖ ଆଗକୁ କ'ଣ ହଉଛି

  • @rabindranathjena229
    @rabindranathjena229 4 дня назад +1

    Police case by jila sabhapati by contractor.

  • @unionics
    @unionics 4 дня назад

    Now SHG Women get loan with 9% interest rate. Which was previously very low.

  • @PradiptaAcharya-s4l
    @PradiptaAcharya-s4l 4 дня назад +1

    Ama sarakar pura swachha nirmala,bati,chanda,mada e sabu kn aparadha?

  • @bishnubahinipati8580
    @bishnubahinipati8580 4 дня назад +1

    Very truth

  • @shreekrishnabhakta326
    @shreekrishnabhakta326 3 дня назад

    Argus news ku tike daakantu. And dekhantu. OTV Argus ku.

  • @kubercharanparida283
    @kubercharanparida283 4 дня назад

    Request,you always give bravely dynamic analysis.sathik,Satya dia,Satya agare re samaste chup rahibe.

  • @sudhadiptadas9287
    @sudhadiptadas9287 4 дня назад

    Kedar Babu khod cm babu kjr re tanka chatukar nku lageiki sabu itda thu nei municipality contractor bill payment krunhnti stok kriki rakhichnti 😂

  • @jitendranaik9979
    @jitendranaik9979 2 дня назад

    Khaijao khaijao

  • @bishnucharantripathy8938
    @bishnucharantripathy8938 4 дня назад

    BJP ministers during 2000 to 2009 were collecting money from engineers and other agencies. Since there is no control of Mohan Majhi over his team corruption will increase .

  • @ranjanasahu156
    @ranjanasahu156 4 дня назад

    pratham katha tanka bhasa thik nuhan k

  • @bidyabhusanmohanty387
    @bidyabhusanmohanty387 4 дня назад +2

    ଅନେକ ବର୍ଷ ହେଲା ଵେ ରୋଜଗାର ଥିଲେ ତେଣୁ ସୁଧ ମୂଳ ସହ ଆଦାୟ କରିବା ପାଇଁ ଚେଷ୍ଟା ଚାଲିଛି

  • @golaknayak1897
    @golaknayak1897 3 дня назад

    Vision less adminstration

  • @bhaskarcharanjena4800
    @bhaskarcharanjena4800 4 дня назад +1

    Baseless discussion
    .

  • @jnyanaranjanpal274
    @jnyanaranjanpal274 4 часа назад

    Correct sir

  • @RipunPradhan-mi3rn
    @RipunPradhan-mi3rn 4 дня назад

    Sir BJP ro paisa thile to idia asiba bjp sarakar paisa nahi tenu kari Odisha ro sabu adaniku dele idia asiba kauthiru asiba sabu idia adani neisaeichi

  • @pramoddas8516
    @pramoddas8516 4 дня назад

    Appropriate& thought provoking discussion.

  • @ASHESHKUMAR143
    @ASHESHKUMAR143 4 дня назад

    ସାର୍ ଅଡିଓ ଆସୁନି

  • @asishranjanjena2195
    @asishranjanjena2195 4 дня назад

    Aha ba bikasit Odisha

  • @anjanjena1354
    @anjanjena1354 4 дня назад

    Thanks Samata

  • @jitendranaik9979
    @jitendranaik9979 2 дня назад

    Rajyapalo BJP LOKO police Mane kie

  • @guruprasadmohapatra4467
    @guruprasadmohapatra4467 4 дня назад +1

    Right

  • @nagenmishra2948
    @nagenmishra2948 4 дня назад

    Very rightly said ,your analysis is based on fact.

  • @suratunbegum7506
    @suratunbegum7506 4 дня назад

    Good video.

  • @jayakrushnachoudhury1624
    @jayakrushnachoudhury1624 4 дня назад

    True Sir

  • @drpanda9462
    @drpanda9462 4 дня назад +1

    What does it mean by 5t.If you praise 5t then we will discard your channel.

    • @samata-kedarmishra
      @samata-kedarmishra  4 дня назад +7

      I don't run my channel with your condition. You are free to choose your own content to watch. I will say what I want to say.