Bahut bahut bhal katha kahi gale sir kabita madhyam re bhagawan apanku koty paramayu pradan karantu au jeun bhakta mane bhatki k nai jai kari kurkuti madhyam k jaichhach semane b bhakti marga k palei asun bhagwan nkar pakhe eta kamana 🙏🙏🙏 Jaya sanatan 🙏🙏🙏 Jay sri ram 🙏🙏🙏
You are right. Kirtan Nartaki hoi galan. Mahila Kirtan is not opposed. Modern Musical instruments may be updated. But bad scenes, bad attitudes indiscipline should be discouraged. Public should raise their voice against these. Revolutionary poem. 🙏🙏🙏
ଆଜ୍ଞା ଙ୍କୁ ବହୁତ ବହୁତ ଧନ୍ୟବାଦ ଏହି କବିତାଟି ଆମ ମାନଙ୍କ ପାଇଁ ସଚେତନତା
🙏🙏🙏
@@AamaGaonAamaMatiz😊ul
You are absolutely right
Bahut Bahut Ddhanyabad Akadam Paka Katha Kahele angyan Pati Balanku Chi
Nta Karbar Katha Jai Shiya Ram
Love chaliche
ବହୁତ ସୁନ୍ଦର କଥା। ସମସ୍ତେ ସଚେତନ ହୋଇ ଯାଆନ୍ତୁ।
ବହୁତ୍ ସୁନ୍ଦର୍ ଉପସ୍ଥାପନା। ସତ୍ କଥା ସବୁ କବିତା ମାଧ୍ୟମ ରେ କହି ଗଲେ। ଆଶା କରୁଛେ ଇ ବାର୍ତ୍ତା ଟା ବଡ ଧରଣ ର ପରିବର୍ତନ ଟେ ଆନବା
100%right..... କୀର୍ତନ ଭିତର କେ ନର୍ତ୍ତକୀ ପଶି ଆଇଲେନ....ଆମ ସଂସ୍କୃତି କେ ବଞ୍ଚାବାର ଲାଗି ଚେଷ୍ଟା କରିଥିବାରୁ ଧନ୍ୟବାଦ ଆଚାର୍ଯ୍ୟ sir 🙏
Right
🙏🙏🙏
Bahut bahut dhanyawad sir bahut sundar kavita ❤ pura sat Katha aye sir
ବଢିଆ କୀର୍ତନ ହେଉଛି ,ଯେଉଁ ମାନେ କୀର୍ତନ କରୁଛନ୍ତି ସେ ମାନଙ୍କୁ ଶୀଘ୍ର କଳାକାର ଭତା ଦିଆଯାଉ ଓ ଯେଉଁ ମାନେ ଏ ମାନଙ୍କୁ ଡାକି କୀର୍ତନ କରାଉଛନ୍ତି ସେ ମାନଙ୍କୁ ମଧ୍ୟ ଫୁଲମାଳ ଦିଆଯାଉ .
ଖୁବ୍ ସୁନ୍ଦର ଉପସ୍ଥାପନା 🙏🙏🙏କବି ମହୋଦୟ ଙ୍କୁ ମୋର ବିଶେଷ ଭାବରେ ହୃଦୟରୁ ସତକୋଟି ପ୍ରଣାମ...... ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର କରୁଣାରୁ ଲେଖନି ମୁନ ସୁଦୃଢ ହେଉ... 🙏🙏🙏ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଜୟ ହେଉ. ଶ୍ରୀଜଗନ୍ନାଥଙ୍କ ର ଜୟ ହେଉ
ବହୁତ ସୁନ୍ଦର କଥା ଟି କଇଲେ ସାର ଆପଣଙ୍କ ପଶ୍ଚିମ ଓଡ଼ିଶାର କିର୍ତ୍ତିନ ଦେଖବାକେ ସରମ ଲାଗୁଛେ । ଲାଜ ନାହିଁ ନ କି ସରମ ନାହିଁ ନ ଲଙ୍ଗଲା ନାଛୁ ଚନ୍ କେନତା ।
ବହୁତ ସୁନ୍ଦର କବିତା, ଇନ୍ତା ଗାୟକ ଗାୟିକା ମାନକୁ ନୋଟ୍ ନାଇ ମାରିକରି ଚପଲ୍ ମାରବାର କଥା, ଧନ୍ୟବାଦ ଆଜ୍ଞା ଲୋକ ମାନକୁ କବିତା ମାଧ୍ୟମ ରେ ଜାଗୃତ କରବାର ଲାଗି 🙏
ଭାଇର୍ କବିତା କେ ସୁନିକରିଁ ସୁଧିରି ଜ ମୋର୍ ପ୍ରିୟ ଆଧୁନିକ କୀର୍ତ୍ତନ ମଣ୍ଡଳୀ ଗଣ ଆରୂ ଭାଇ ଅ ଏନ କହୁଛନ କି ଅଶ୍କଟ କହୁ ଛନ ଵନେ କରି ଟିକେ ଭାବ ,ମୁଇ ଗୋଟେ କଥା କହେ ମି କେନ୍ ମାନେ ଏ ନ୍ତା କରି କୀର୍ତ୍ତନ ନାଚୁଛ ସେ ମାଙ୍କୁଁ ଲାଏଜ୍ ଲାଗବାର କଥା ,ଜୟ ଶ୍ରୀକୃଷ୍ଣ ଜୟ ଶ୍ରୀରାମ 🙏🙏
ସତ କହିଛନ୍ତି ସାର୍।ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ।
🙏🙏🙏
ସୁନ୍ଦର କଥା ଆଜ୍ଞ। ସମାଜ ଲାଗି ବଡ଼ ସଚେତନ
ବହୁତ ସୁନ୍ଦର କବିତା।ଲୋକେ ବୁଝବା
ର କଥା
ବହୁତ୍ ସୁନ୍ଦର୍ ରଚନା... ମହୋଦୟ..🙏🙏
ଆଜି କାଲି କୀର୍ତନ୍ ଭକ୍ତି କମ୍, ଭୂର୍କୁଟି ଅଧିକ କରୁଛନ୍ତି ।। ଭଗବତ ନାମ ର ଅପମାନ କରୁଛନ୍ତି..
ଏହି ବିଷୟ ରେ ଆଭାଜ୍ ଉଠାଇ ନିହାତି ଦରକାର.. ସେଥି ପାଇଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ୍, ସାଧୁବାଦ୍ ।।।
I support you 💯💯
Bahut badhia katha te kahela nitish sir thanks samkirar paesa ta jaha heijau6e kini
ଜେନ ଭି ଲେଡ଼ିସ୍ କୀର୍ତନ ପାର୍ଟି Orchestra melody program ଭଳିୟା କରବେ ସେ ପାର୍ଟି କେ ବେନ୍ କରାଯାଉ
Sat katha kahu cha dada
Fantastic poem daa🙏❤🙏
ବହୁତ୍ ବଢ଼ିଆ ଆଜ୍ଞା... ସତ୍ କଥା କହିଛନ୍... ଭଗବାନ୍ ର ନାମ୍ କେ ବହୁତ୍ ବଦନାମ୍ କରିଦେଲେନ ଇମାନେ
Bahut bahut bhal katha kahi gale sir kabita madhyam re bhagawan apanku koty paramayu pradan karantu au jeun bhakta mane bhatki k nai jai kari kurkuti madhyam k jaichhach semane b bhakti marga k palei asun bhagwan nkar pakhe eta kamana 🙏🙏🙏 Jaya sanatan 🙏🙏🙏
Jay sri ram 🙏🙏🙏
Bahut Sundar Katha sir e bhejal nacha ra kirttan dekhikari bahut birakti lagsi
ବହୁତ ସାଧୁବାଦ୍ ଆପଣଙ୍କୁ। ଅପଣକର ଇ ଜନ ଚେତନା କାବ୍ୟ ରଚନା ର ଲାଗି। କବିତା ସମସ୍ତଙ୍କର ବୁଦ୍ଧି କେ ଖୋଲି ଦଉ ଆର ସମସ୍ତେ କିର୍ତ୍ତନ୍ୟ ର ମହତ୍ତ୍ଵ ବୁଝି ପାରୁନ ଏତକି ମୋର ଆଶା। ବରଗଡ ଟିଭି କେ ବହୁତ କୃତଜ୍ଞତା ଏନ୍ତା ଭିଡିଓ ଦେଖାବାର ଲାଗି। ଧନ୍ୟବାଦ 🙏🙏
ଧନ୍ୟବାଦ ଆଜ୍ଞା ଆପଣ ଙ୍କ ସୁନ୍ଦର ଉପସ୍ଥାପନା ମହିଳା କିର୍ତ୍ତନ ବନ୍ଦ ହୋଉ
ପୁରା ଠିକ୍ କହିଲେ ଆଜ୍ଞା 👌👌
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା ,,,,ଏକ ନମ୍ବର ଲାଗଲା ତମର କବିତା ବିଲକୁଲ୍ ସତ୍ କଥା ଆଜ୍ଞା,,,ତମର କଥା ରେ ପୁରା ସହମତ ଅଛୁ ଆଜ୍ଞା
ବହୁତ୍ ସୁନ୍ଦର୍ କଥା ଆଜ୍ଞା ,,, ଲେଡିସ୍ ଗହକେନ୍ ମାନେ କୀର୍ତ୍ତନ ବଳିଁ ମହାନାମ୍ କେ ବଦନାମ୍ କରିଦେଲେ ,,,
ନା ଅଛେ ଲୟ,, ନା ଅଛେ ଗାୟେବାର ତାଲ୍ ,,,, ପାଏସା କମାବର୍ ନାଁ ରେ ଇଟା ଲେଡିସ୍ ଗହକେନ୍ ର ଚାଲ୍ ,,,,ଯିଏ ଲେଡିସ୍ ପାର୍ଟି ପସନ୍ କର୍ଶୀ ଯାନି ପାଏବ ସେ ସଲା ର ମନେ ଭକ୍ତି ଭାବ୍ ନାଇନ,,,,,, ଜୟ ଜଗନ୍ନାଥ
କବି ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଵ,ଏମିତି ସତ୍ୟ ସଦାବେଳେ ପ୍ରକାଶ କରନ୍ତୁ,ସମାଜ ର ସଂସ୍କାର ହେଉ
ବହୁତ ବହୁତ ଧନ୍ୟବାଦ ସାର ଯଉ ମାନେ ଏନ୍ତା କୀର୍ତନ କରୁଛନ ସୁଧୁରି ଯାନ୍ତୁ ମଲା ବେଳକୁ କୁକୁର ଭେଳିଆ ମରବ
ବହୁତ ବହୁତ ଧନ୍ୟବାଦ ଆଜ୍ଞା 🙏
Nice comment for kirtan. I like this. Thank you sir.
Your research is 100% right.
ପଶ୍ଚିମ ଓଡିଶାର ସମସ୍ତ ମାଆ ମାଉସୀ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ 🙏🙏🙏🙏🙏🙏ଏମିତି କୀର୍ତ୍ତନ କରିବା ବନ୍ଦ କର ଓ ଭାରତ୍ ର ସଂସ୍କୃତି କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ 🙏🙏🙏. ଆଉ ସବୁ କୀର୍ତ୍ତନ ପାଟିର ଗୁରୁ ମାନଙ୍କୁ ମୋର ଅନୁରୋଧ ଆପଣ ମାନେ ଧ୍ୟାନ ଦେବା ପାଇଁ ଅନୁରୋଧ 🙏🙏🙏🙏🙏🙏🙏
ସତ୍ କଥା କହିଲେ ଆଜ୍ଞା 🙏
Good
Thank you
Right
🙏 ଅlଜ୍ଞl ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ , ଆପଣ ଙ୍କ ବାଗିର ସଭେ ଯଦି ଚିନ୍ତା କରିପାର ତେ ଆମର୍ କଳା ସଂସ୍କୃତି ବଚିପା ର ତା l ବର୍ତ୍ତମାନ ର କୀର୍ତ୍ତନ ରେ ହିଂସା ସୁଷ୍ଟି ହେବା କିନ୍ତୁ ଲୋକଙ୍କ ମନରେ ଭକ୍ତି ଭାବ କେବେ ଜାତ ହେବ ନାହିଁ । Jay shree Krishna radhe radhe 🙏🏿
ଧନ୍ୟବାଦ ଆଜ୍ଞା, ଏନ୍ତା ସଚେତନ ଭରା କବିତା ଲେଖୁଥାଉନ, ସଂସ୍କୃତି ଟିକେ ବଞ୍ଚିବା ହେଲେ
କଵିତାମାଧ୍ୟମରେ ଲୋକକ଼୍ସଚେତନରବାରତାଦେଇଥିବାରୁ ଆପଣକ଼୍ ଧନ୍ୟବାଦ
ଖୁବ ସୁନ୍ଦର ବୈପ୍ଳବିକ କବିତା ...କବିଙ୍କୁ ଧନ୍ୟବାଦ ......କୀର୍ତନ ନା ରେ ଏସବୁ ବନ୍ଦ ହେବା କଥା
100% Right katha.
ଵହୁତ ବଢିଆ କଵିତା ଧନ୍ୟବାଦ୍
କିର୍ତ୍ତନ୍ୟ ନାମରେ ଅପ ସସ୍କୃତି ବନ୍ଦ ହେଉ
Bahut badhiaa kahichan mui b sabubele kahuche j kirtan ta kirtan bagir hebar katha
ବହୁତ୍ ସୁନ୍ଦର୍ କଥା ଆଚାର୍ଯ୍ୟ ବାବୁ।ଠିକ୍ କହିଛନ।
ସାଲୁଟ ଆଏ ଆଜ୍ଞା ଆପଣଙ୍କ ର କବିତା, ଆଉ ସାଲୁଟ ଆଏ ଆପଣଙ୍କ ର ଲେଖେ କବି, 🙏🙏🙏
Mind blowing sir 🙏🙏🙏🙏🙏🙏
Purapuri thik katha❤
You are so grate sir 🙏
ପୁରା ସତ କଥା କହୁଛନ sir 🙏
ଆଗିଆଁ ଜୁହାର୍🙏
ନଲାଥିଁ ଭରଲେ ଭି ଆଉ ଛାଟ୍ ନାଇଁ ହଅନ୍ ନ,
ସବୁ ପାପ୍ ଗଁଠେଇ କରି ଯିବେ ଯେ l
ଧନ୍ୟବାଦ୍ 🌷💐
100/Right Nitish thik dharicha thik kahicha 👏👌
Really great advice sir
Absolutely right Sir..... Jai Shree Ram
ପାଞ୍ଚ ମନ ପଚିଶ ପ୍ରକୃତି ଭିତରେ ଏଵର ଭଢୁଆ ଵିଟାଲ ଭକ୍ତ ମାନେ ଆର଼୍ ଗୋଟେ ଭକ୍ତି ଜନମ କରିଛନ୍।
ସତ କଥା ଦା 👌🙏
ପୁରା ସତ୍ କଥା ଏ 👏👏🙏
Sat katha Sir Radhe Radhe 🙏🙏
100 % ସତ୍ କଥା sir 🙏
Bahut badhia sachetanata👍👍👍🎉🎉🎉🎉🎉🎉keep on
Bahut bhal katha kahila sir dhanya baad🙏🙏🙏🙏🙏 Hari bol
ଆପଣ ଜେଣ୍ଟା କହିଲେ ଇଟା ୧୦୦/ସତ୍ କଥା କହିଲେ ଆଜ୍ଞା , ହେଂତା କୀର୍ତ୍ତନ ପୁରା ଭୁଲ ଆଏ
Sabe henta nuhe
ବହୁତ୍ ବଢିଆ କହେଲ ❤ଆଜ୍ଞା
100% Right କଥା କହିଛନ୍ ଆଜ୍ଞା 🙏🙏🙏
Agyan nku bahut bahut dhanyabad, Jenmane sunikari bi asuna rahebe semanku bi dhayabad .........
ଧନ୍ୟବାଦ ,କବି ମହାଶୟ । ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ଅପସଂସ୍କୃତିର ପ୍ରବେଶ ବିରୋଧରେ ଆପଣଙ୍କ ବ୍ୟଙ୍ଗ କବିତା ନିଶ୍ଚିତ ରୂପେ ଏକ ଶାଣିତ ଅସ୍ତ୍ର ରୂପେ କାର୍ଯ୍ୟ କରିବ । ଅପସଂସ୍କୃତିକାରୀଙ୍କ ପାଇଁ ଏହା ଏକ ଉତ୍ତମ ଚେତାବନୀ । ଧନ୍ୟବାଦ ।
ଜୟ ଜଗନ୍ନାଥ । 🙏🏽
Hare Krishna hare rama,
Jay jagarnath 🙏🙏🙏
Bahut bhal sandesh aee
ବେଳ ଥାଉନୁ ସୁଧୀର ଯା ରେ ମଣିଷ
💯/💯 Ri8 sir🙏🙏Jay sri radhe radhe 🙏🙏
🎉❤🎉 ପୁରା ପୁରି ସତ୍ କଥା ଆଜ୍ଞା ଇଟା କୀର୍ତ୍ତନ ନୁହେସେ ଆଜ୍ଞା ।କୀର୍ତ୍ତନ ନାଆରେ ଗୋଟେ ବେପାର କୀର୍ତ୍ତନ ର ବିପରୀତ ଏ ନର୍ତ୍ତକୀ ମାଳିକା ରେ ବର୍ଣ୍ଣନା କରା ହେଇଛେ । ବାହୁ ଟେକି ଦେଖାଇବେ ଯୌବନ । ଫିଟିବ ଦୁକୁଳ ଦିଶିବ ସ୍ତନ । ଯାବତୀୟ ନାଚି କାରୁଛନ ।ଜୟ ମାଁ ସମଲେଇ ଆଜ୍ଞା ଜୁହାର ।🎉❤🎉🎉🎉❤🎉
Bahut. Bhal. Katha kahu6a. Sir. Sunita. Sahu. Jaha. Nat. Karu6e. Sir.
Sat sat, nimae vil maheji manku kirtan ne nachei ho,ek number
Bahut sundar kahichan sir...
ମହିଳା କୀର୍ତ୍ତନ ଜେନ୍ତ ରକମେ ହଲଉଛନ ଭଗବାନ ଲାଜେ ଭାଗୁଥିବେ। ଶଳା ସାଲି ମାନେ ଜେନ୍ତ ହରିନାମ ମହାମନ୍ତ୍ର କେ ଖରପ ଶୈଳୀ ରେ ପ୍ରସାରଣ କରୁଛନ ଘୋର ପାପ।ହରେ କୃଷ୍ଣ ହରେ ରାମ 🙏🙏🙏
Bahut sunder kabita thankyou sir loka sachetana pain
All the best sir jay sriram
Really katha kahu6an sir 🙏🙏
ବହୁତ୍ ସୁନ୍ଦର
Great and excelllllllllllllllllllllllent analysis sir 🙏💪❤
Bhut bhal sachetan katha sir
ପୁରା ଠିକ
ସତ କଥା କହୁଛନ ସାର ନମସ୍କାର
Akadam right khata kahuchi bhai
Ekdum sath katha ae agyaa mahila kirtan Naa re lok Khali Paisa kamani thi matichan bhakti uchli padla bagir laguche,kirtan Naa re apasanskriti nai anun amar sanatan samaj k etki binti ae. Prem kirtan karun jayshree radhe, jayshree krishna
Bahut badhia kahele sir 🙏
Thank you sir , bahut badhia kathha kahele apan.
Kirtan k sabu tukel party khai dele agya.
ମହାପୁରୁର୍ ନାଆଁ ଧରି ଧରି
ଧରମ୍ ବେପାର୍ ଚାଲୁଛେ
ପିଲାଟୁକେଲ୍ ଧରାଧରି
କଳି କୀର୍ତ୍ତନ୍ ଚାଲିଛେ
ନାଇଁ ଆସନ୍ ନ ମହାପୁରୁ
ଦେଖି ଇ ଧରାଧାମ୍ କେ
ଯେନ୍କେ ଦେଖ୍ବୁ ମାଏଝି କୀର୍ତ୍ତନ୍ ଚାଲିଛେ
ଯେତ୍କି ସୁନ୍ଦ୍ ରୀ ହେତ୍କି ଭିଡ୍ ମୁନୁଷ୍ ପାଗଲ୍ ହେଉଛେ
କଲି ର୍ ପାପ୍ ବଢି ବଢି ଯାଉଛେ
ଦେଖୁଥାରେ ପାପିମନ୍ କେନ୍ତା ଲିଲା ଲାଗିଛେ😂😂😂
Right radhe🙏🙏🙏
❤ ସତ୍ କଥା ଆଜ୍ଞା ❤ ଜୁହାର
You are right. Kirtan Nartaki hoi galan. Mahila Kirtan is not opposed. Modern Musical instruments may be updated. But bad scenes, bad attitudes indiscipline should be discouraged. Public should raise their voice against these. Revolutionary poem. 🙏🙏🙏
ବହୁତ୍ ଧନ୍ୟବାଦ ଏ କବିତା ପାଇଁ
Sar ag kalir pila tukal manku bahut badia katha kahela 😊 jay shree ram 🙏🚩🕉️
ଭଲ୍ କଥା କହୁଛନ୍ ସାର୍
Jay shree radhe radhe right katha bandkarajau. Ledies kirtan
Pura sata kahu cha sir
Jay Shree Radhe Krishna 💐🙏💐
ଆପଣଙ୍କ ର କଥା ଶୁଣିକରି ଦୁଃଖ ଲାଗଲା ମୋତେ
କୃଷ୍ଣ ତାଙ୍କେ କଷଣ ଦେବେ ଏମତା
ନାଚୁଛନ ଯେତେ
krisha ta mami radha au athi anta hola nartoki
ଆପଣ ପୁରା ପୁରି ଠିକ୍ କହେଲେ ଆଜ୍ଞା 👍
🙏 juhar samast Gyani gurujan nka Sri Charana re mor bhakti aau biswas,,He bhagwan 😢😢😢😢😢😢😢 aam ku sad Gyan,sad buddhi pradaan Kara Prabhu jay radhe 🙏🙏🙏
Wahhh...sat katha te kahela sir pura1000% nartaki hauche
Sat kathaa ae sir 👍👍
I have no language to express my gratitude to you.
ଆପଣଙ୍କର ବାର୍ତ୍ତା ଟା ଆଶା କରୁଛୁ କୀତ୍ରନ୍ ଟା ଜେନ ଖରାପ ଦିଗ କେ ଯାଉଛେ ସୁଧରୀ ଜଉନ ସଭେ ଓ ବେପାର ନାଇହଉ
ମାହେଝି କୀର୍ତ୍ତନ ପଇସା ଇନକମ୍,
25 30ହଜାର ନେବେ,ଭକ୍ତି ରସ୍ କଛି ନେ ନ
ଅଣ୍ଟା ହଲେଇ ଭକୁଆ ବାନବେ।
ଇତାର ପ୍ରତି କିଛି ପଦକ୍ଷେପ ନିଆଯାଉ।.🙏🙏🙏
ଆମର ଦର୍ଶକ ମାନଙ୍କର ବି ଭୂଲ୍ ଅଛେ ଆମେ ଏସବୁ ଗ୍ରହଣ କରୁଛୁ
Pura 1 Number katha satt kahele. Sir🙏