ମାଖନ୍ (କଖାରୁ) ଚାଷ ଥୁ ୨୦ହଜାର ଖର୍ଚ୍ଚ କରି ୧ଲାଖ୍ ଟଙ୍କା କେନ୍ତା କରି ଲାଭ କରଵେ, ପ୍ରସ୍ତୁତି ଜାନମା।

Поделиться
HTML-код
  • Опубликовано: 11 окт 2024
  • Like comment and subscribe please.

Комментарии • 36

  • @Kurefultv
    @Kurefultv  4 года назад +2

    ଗ୍ରାମିଣ କଳା ଓ କୃଷି ସଚେତନତା ଉପରେ ଆଧାରିତ ଏକ ୟୁଟୁବ ଚେନାଲ କୁରେଫୁଲ ଟିଭି,ଆପଣଙ୍କ ସାଥିରେ ସବୁବେଳେ ରହିଛି। ସଵସ୍କାଇଵ କରନ୍ତୁ,ଲାଇକ୍ କରନ୍ତୁ।

  • @dayasagarraxa6438
    @dayasagarraxa6438 Год назад

    Bahut badhia

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା

  • @gobindadang3538
    @gobindadang3538 2 года назад +1

    ବହୁତ ଭଲ ଲାଗ ଲା

    • @Kurefultv
      @Kurefultv  2 года назад

      ଧନ୍ୟବାଦ ଆଜ୍ଞା

  • @rksahu2682
    @rksahu2682 Год назад

    Juhar

    • @Kurefultv
      @Kurefultv  Год назад

      ଜୁହାର ଆଜ୍ଞା ଜୁହାର

  • @nalinibishi2846
    @nalinibishi2846 4 года назад +1

    Beautful

  • @prasantapanda1557
    @prasantapanda1557 3 года назад

    Jay kishan

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନେ ହିଁ ଆମର ପ୍ରେରଣା, ଧନ୍ୟବାଦ

  • @suryadev8181
    @suryadev8181 3 года назад

    Khub bhal lagla

    • @Kurefultv
      @Kurefultv  3 года назад +1

      ନମସ୍କାର ଆଜ୍ଞା, ଧନ୍ୟବାଦ ଆନ୍ତରିକ ଧନ୍ୟବାଦ, ଆପଣଙ୍କର ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଆଗକୁ ପଥ ପ୍ରଦର୍ଶକ ହେବେ ବୋଲି ଆଶା। ଧନ୍ୟବାଦ

  • @whenwhyhow7418
    @whenwhyhow7418 4 года назад

    Bahut vala

    • @Kurefultv
      @Kurefultv  4 года назад

      Thanks so much thanks

  • @pinkimishra3988
    @pinkimishra3988 3 года назад

    Great awareness sir..
    Brinjal and Ginger farming upre vedio kariparbe bele bhal heta

    • @Kurefultv
      @Kurefultv  3 года назад

      ଧନ୍ୟବାଦ ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ପଥ ପ୍ରଦର୍ଶକ ହେବେ ବୋଲି ଆଶା।ଗ୍ରାମିଣ କଳା ଓ କୃଷି ଉପରେ ଆମେ ବିଭିନ୍ନ ତଥ୍ୟ ପ୍ରଦାନ କରିଥାଉ, ଆଗକୁ ନିହାତି ଭାବରେ ଆପଣ ଙ୍କ ଅନୁରୋଧ ଭିଡିଓ ଦେଖିପାରଵେ । ଧନ୍ୟବାଦ ଆଜ୍ଞା

  • @Tenniscricketworlds
    @Tenniscricketworlds Год назад

    Agya mui November 1st ru pumpkin farming karu6e bhal profit milba ki nei

    • @Kurefultv
      @Kurefultv  Год назад

      ନମସ୍କାର ଆଜ୍ଞା
      ଟିକିଏ ପରିଶ୍ରମ କରନ୍ତୁ, ଅଜସ୍ର ଲାଭ ଅଛି

  • @sujitpanda1749
    @sujitpanda1749 2 года назад

    ଆଜ୍ଞା ନମସ୍କାର , ମାଖନ୍ ଚାଷ ର detail video ଗୋଟେ ଦେବେ ।

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା,
      ଚେଷ୍ଟା ଜାରି ରଖିଛୁ, ଆଗକୁ ଦେଖି ପାରିବେ

  • @rasanandasahu6760
    @rasanandasahu6760 Год назад

    Thaki chu

    • @Kurefultv
      @Kurefultv  Год назад

      କରି ଦେଖନ୍ତୁ

  • @JijarSunpokhari
    @JijarSunpokhari 3 года назад +1

    ବଇତାଳୁ ଅମଳ ସମୟ ରେ ପଚିଥାଏ କାହିଁକି

    • @Kurefultv
      @Kurefultv  3 года назад +1

      ସାର୍ ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ , ଦେଖନ୍ତୁ ଅମଳ ବେଳେ ପଚିଯିଵା ଫୋଙ୍ଗସ୍ କାରଣରୁ ହୋଇଥାଏ,ଵୋଇତାଳୁ କୁ ଫାଡ଼ି ଦେଖନ୍ତୁ ଭିତର ପଚି ଯାଇଥିଵ । ଏଥିପାଇଁ ୧୫ ଦିନ ଆଗରୁ ଇମିଡାକ୍ଳୋଫ୍ରିଡ ଦିଆଯାଏ ।ଧ୍ୟାନ ଦିଅନ୍ତୁ । ଅଧିକ ଜାଣିବା ପାଇଁ ଫୋନ୍ ନମ୍ୱର୍ ଦେବେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

    • @JijarSunpokhari
      @JijarSunpokhari 3 года назад

      @@Kurefultv ମହାଶୟ ଧନ୍ୟବାଦ
      Jijar Singh SUNAPOKHARI MAYURBHANJ Block khunta 757074
      Whatsapp No. 9668312046

  • @pratappadhan7401
    @pratappadhan7401 3 года назад

    Thanks bro

    • @Kurefultv
      @Kurefultv  3 года назад

      ଧନ୍ୟବାଦ ଆଜ୍ଞା, ନମସ୍କାର, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଧନ୍ୟବାଦ

  • @ranjansahoo1768
    @ranjansahoo1768 10 месяцев назад

    Kureful ଆଜ୍ଞା ନମସ୍କାର ଆଜ୍ଞା ଅର୍ଜୁନ କଖାରୁ ଲଗେଇଛି.1000 ମନ୍ଦା ଗଛ ଭରପୁରୁ , ଫଳ ଆସି ଲାଣି ଫଳ ବଢ଼ିବାପାଇଁ କଣ୍ ଦେବି ଆଜ୍ଞା please କହିବେ

    • @Kurefultv
      @Kurefultv  10 месяцев назад +1

      ଫେଣ୍ଟା ପ୍ଲସ୍ ହରମୋନ ଦିଅନ୍ତୁ

  • @pratappadhan7401
    @pratappadhan7401 3 года назад

    Ara gute vido dara kara 🙏🙏🙏

    • @Kurefultv
      @Kurefultv  3 года назад

      ନମସ୍କାର ଆଜ୍ଞା, ନିଶ୍ଚୟ ଆଗକୁ ଦେଖି ପାରିବେ,ଆପଣ ଇଛୁକ ଥିବା ଭିଡିଓ

  • @prasantapanda1578
    @prasantapanda1578 4 года назад

    Fula kobi chasa ra gute video te Bana dada

  • @sanjitbaghar4492
    @sanjitbaghar4492 2 года назад

    Beutiful

    • @Kurefultv
      @Kurefultv  2 года назад

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ