Bangle police reject to receive Eggs from other state | ସୀମାରୁ ଫେରାଇ ଦେଉଛି ବଙ୍ଗଳା ପୋଲିସ | The Quiver
HTML-код
- Опубликовано: 15 сен 2024
- #ସୀମାରୁ_ଫେରାଇ_ଦେଉଛି_ବଙ୍ଗଳା_ପୋଲିସ
ପ୍ରଥମେ ଆଳୁ ଏବେ ଅଣ୍ଡା ଓ କୁକୁଡା । ଓଡିଶାକୁ ସେତବେଳେ ଆଳୁ ଛାଡୁନଥିଲା ପଶ୍ଚିମ ବଙ୍ଗ ଏବେ ଆନ୍ଦ୍ରପ୍ରଦେଶର ଅଣ୍ଡା ଓ କୁକୁଡା ନେବାକୁ ମନା କରିଛନ୍ତି ଦିଦୀ । ତେଣୁ ପ୍ରବେଶ ଅନୁମତି ଦେଉନାହିଁ ପଶ୍ଚିମ ବଙ୍ଗ ପୋଲିସ । ଫଳରେ ସୁନା କଣିଆ ନିକଟରେ ଅଟକି ରହିଛି ୮୦ ରୁ ଅଧିକ ଟ୍ରକ । ନା ଫେରୁଛି ନା ପ୍ରବେଶ ପାଇଁ ଅନୁମତି ମିଳୁଛି । ଏହାର କାରଣ ହେଉଛି ବାଡଫ୍ଲୁ । ବାଡ ଫ୍ଲୁ ବ୍ୟାପୁଥିବାରୁ ରାଜ୍ୟରୁ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଅଣ୍ଡା ଓ କୁକୁଡା ଗାଡିକୁ ସୀମାରୁ ଫେରାଇ ଦେଉଛି ପୋଲିସ ।
#thequiver #thequivernews #odishapolitics #odishanews #odianews #latestnews #updatenews #todaynews #cmo #pmo #bjpgovernment #pmnarendramodi #cmmohanmajhi #westbengal #mamatabanerjee #kolkata #eggs #bardflu #baleswar #andhrapradesh #westbengalpolice #jaleswar
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RUclips! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics