ମା’ / ଶ୍ରୀ ତ୍ରିଲୋଚନ ମହାପାତ୍ର/ ପଣ୍ତିତ ପଦ୍ମନାଭ ପାଣିଗ୍ରାହୀ/ ଶ୍ରୀଯୁକ୍ତ ଜବାହର ଲାଲ୍ ସୁବୁଦ୍ଧି/ ଆଲୋଚନାଚକ୍ର /
HTML-код
- Опубликовано: 4 фев 2025
- ଶ୍ରୀ ତ୍ରିଲୋଚନ ମହାପାତ୍ର ମା’ ସନ୍ତାନ ମାନଙ୍କର ଆଦ୍ୟ ଗୁରୁ, ତେଣୁ ପୁତ୍ର କନ୍ୟା ମାନେ ମା ବାପାଙ୍କୁ ଅବମାନନା କରିବା ଉଚିତ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ପଣ୍ତିତ ପଦ୍ମନାଭ ପାଣିଗ୍ରାହୀ ସଂସାରରେ କୁପୁତ୍ର ଜନ୍ମ ଗ୍ରହଣ କରନ୍ତି କିନ୍ତୁ କୁମତାଙ୍କ ସୃଷ୍ଟି ନାହିଁ ଓ ମାଟି, ଆକାଶର ସମନ୍ୱୟ ମାଆ ବୋଲି ମନ୍ତବ୍ୟ ଦେଇ ଥିଲେ। ପରିଶେଷରେ ଶ୍ରୀଯୁକ୍ତ ଜବାହର ଲାଲ୍ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।
#odia