Krishna bhainku bhala paiba samas tankar achhi jina sister au kahibaku padiba nahin seithi painee jatra jagatara jane mahan reporter hai parichhanti dhanyabad bhai ai pari samas tanka bhala paiba milu love you too krishna bhai ❤❤❤❤❤
Krishna bhai mu sabubele tomo chenal dekhi au jeena daya nonanko comedy sabubele dekhe apononku amo comity re anithilu jatra Indramohal re.so very nice Krishna bhai bhagaban apononku and aponko jatra all kolakarnku God bless you bro.all the best.
ଯାତ୍ରା ଜଗତର ଯଦି କେହି ଜଣେ ଆଗ ଧାଡ଼ିର କମେଡି କୁଇନ୍ ଥାନ୍ତି , ତେବେ ସେ ଜଣକ ଜିନା ଭଉଣୀ ତମେ । Really, you are a great । ସମସ୍ତଙ୍କ କମେଡି ଅଭିନୟ ଅପେକ୍ଷା ତମ ଅଭିନୟ ମୋତେ ବହୁତ୍ ବହୁତ୍ ଭଲ ଲାଗେ । I will ever pray of god for your bright future। God bless you ❤❤❤❤❤❤❤
KRISHNA BAHI TUME JAHA KUH DAYA JINA NKAR JODI ,,BEST JODI DAYA JINA ALL JATRA COMEDY BAHUT BHALA HEICHHI AGAKU AHURI HEB KRISHNA BHAI AAU GOTE KATHA KAHIB JINA KANA MARAGE KARICHHANTI KI NANHI MU JANIPARUNI KANHI KI TANKAR CHHOTA BHAUNI MARAGE KARI SARILENI TANKAR GOTE PUA JINA MARAGE NA NO MARAGE AI KATHAJANIBAKU CHANHUCHHI DAYA JINA NKAR JODI SUPER JODI MU PRABHU JAGANNATH NKA PAKHARE PRATHANA KARUCHHI TUME SABUBELE AMET HASAUTHA JAY JAGANNATH 🙏🙏🙏🙏🙏
Jina ,Super comedian lady actress. Jay jagannath krishna bhai. Nice video with Jina.❤❤🎉🎉
ଜୀନା ଙ୍କ ଅଭିନୟ କମେଡି ଭାରି ଭଲ 👍
All. The. Best. Jinna
ଜିନା ଦିଦି 😢😢😢😢 ସୁପର
Very nice performance of Jina
God bless you
କ୍ରିଷ୍ଣା ଭାଇ ଗୋଟେ କଥା.. ଯାତ୍ରା ଇନ୍ଦ୍ରମହଲ କାହଁ କି ବନ୍ଦ ହେଇଗଲା। କଳାକାର ଭଲ ଥିଲେ, ସାଜ ଶଜ ବି ଭଲ ଥିଲା
ଜୀନା ବହୁତ ଭଲ କଳାକାର
She is born to natural acting god gift ❤❤👍👍🥰🥰🥰
Jina.is.best.comedion.leady.supwr.duper.kala.kar.
You are great gina keonjhar
Brave Girl, great artist, great comedy star Jina. Love u Jina. Jay Jagannath. Comedy Queen. Mo favorite star.
Best actress jina.i am from bbsr
Daya Bhai jina didi nka comedy pura supab mind blowing
Jina mama is a best nashta abnetri.ma ku God bless her.jna mama nkara cameti ruk very nice .
Jenna very very thanks you for best commedy
Jina best of luck in jatra durgamandira from bhadrak.
ସତରେ କ୍ରିଷ୍ଣା, ଦୁଃଖ ଯାହା ଠାରେ ଥାଏ ସେ ସବୁବେଳେ ଲୋକ ଙ୍କ ଆଗରେ ହସିଦେଇଥାଏ, କିନ୍ତୁ ହୃଦୟରେ ଭରପୂର ଦୁଃଖକୁ ଚାପି ଦେଇଥାଏ କର୍ମ କରିବା ପାଇଁ ! ସେ କାନ୍ଦିବାକୁ ଯେଉଁ କହିଲା ସେଥିରୁ ଜଣା ପଡ଼ିଗଲା ଯେ ତା ଠାରେ ଅସୁମାରୀ ଦୁଃଖ ଲହଡ଼ି ମରୁଛି ! Overall ଜିନ୍ନା ଗୋଟେ ଭଲ ଝିଅ acting b ଭଲ ତା ହସ b ଭଲ ! Best of lock👍👍👍👍
Krishna bhainku bhala paiba samas tankar achhi jina sister au kahibaku padiba nahin seithi painee jatra jagatara jane mahan reporter hai parichhanti dhanyabad bhai ai pari samas tanka bhala paiba milu love you too krishna bhai ❤❤❤❤❤
ଜିନା all the best 🎉
ଜୟ ଜୟ ଶ୍ରୀ ଜଗନ୍ନାଥ ଖୋଲା ହୃଦୟ ଅତି ସଫା ବ୍ୟକ୍ତି କଳାକାର ଅତି ଉତ୍ତମ
Jina comedy super 😅
Very Beautiful
Krishna bhai mu sabubele tomo chenal dekhi au jeena daya nonanko comedy sabubele dekhe apononku amo comity re anithilu jatra Indramohal re.so very nice Krishna bhai bhagaban apononku and aponko jatra all kolakarnku God bless you bro.all the best.
Langaleswar.balasore.bhanopur jatra comity re anithilu amo comity ku au thare asibara sujogo hou Bhai.
ଆମ ଜଗତସିଂହପୁର ଝିଅ ସବୁ ବେଳେ ଆଗୁଆ ରହିବେ👍👍👍👍
Maa GOJABAYN Baghdada
ବାଲେଶ୍ୱର ରୁ କହୁଚି,,,, ଜିନା ରୁଲ୍ ବହୁତ ଭଲ
ଯାତ୍ରା ଜଗତର ଯଦି କେହି ଜଣେ ଆଗ ଧାଡ଼ିର କମେଡି କୁଇନ୍ ଥାନ୍ତି , ତେବେ ସେ ଜଣକ ଜିନା ଭଉଣୀ ତମେ । Really, you are a great । ସମସ୍ତଙ୍କ କମେଡି ଅଭିନୟ ଅପେକ୍ଷା ତମ ଅଭିନୟ ମୋତେ ବହୁତ୍ ବହୁତ୍ ଭଲ ଲାଗେ । I will ever pray of god for your bright future। God bless you ❤❤❤❤❤❤❤
ନାନା ଆଉ ଜିନା ନାଁ ଯେମିତି କମେଡି ସେମିତି
All the best my dear
Ebe jina number one female comedian wow
Iam santosh verry naice jina you blesh you banglore ru kohuchi
Gote comedy thila
Labu kebe dabu so sweet❤❤❤ jina apa
Zina didi babhuta bhal❤❤
She is a creative comedian.jeena ben
KRISHNA BAHI TUME JAHA KUH DAYA JINA NKAR JODI ,,BEST JODI DAYA JINA ALL JATRA COMEDY BAHUT BHALA HEICHHI AGAKU AHURI HEB KRISHNA BHAI AAU GOTE KATHA KAHIB JINA KANA MARAGE KARICHHANTI KI NANHI MU JANIPARUNI KANHI KI TANKAR CHHOTA BHAUNI MARAGE KARI SARILENI TANKAR GOTE PUA JINA MARAGE NA NO MARAGE AI KATHAJANIBAKU CHANHUCHHI DAYA JINA NKAR JODI SUPER JODI MU PRABHU JAGANNATH NKA PAKHARE PRATHANA KARUCHHI TUME SABUBELE AMET HASAUTHA JAY JAGANNATH 🙏🙏🙏🙏🙏
Dukh ta nihati asiba kanhi na ate barsa ra samparka thila ...❤
I am from Chennai
ଜୟ ଜଗନ୍ନାଥ ଚୌଦ୍ୱାର ଶାଳଗାଁ ରୁ
God bless you sister Jay Jagannath
Jina appa.camedy.bhalalage
Jinna is the great artist. wish will be go to lead carter roll .
Good acting jina
Jajpur town
Khandara
Ati sundari tame jina
Jina Daya jodi great
Jina apa ❤ best artist❤
ଆମ ମାଟିର ଝିଅ...ମୁଁ ଗର୍ବିତ... ମୁଁ ତାର ସର୍ଵମଙ୍ଗଳ କାମନା କରୁଛି 🌹
Bhalo comedy artist. Bhalo hosanti
I like to Zina for her best comedy
ଦୟା ଜୀନା ଯୋଡ଼ି the best
Jatra jagata ra best comedy jina .au daya bhai
ଦୟା ଜୀନା ପାଲା କମେଡି ବହୁତ ଭଲ ଲାଗେ
Love you krishna bhai iam a big fan of your from keonjhar
ବହୁତ ବଢିଆ ଜୀନାର acting
ମୁଁ ପୁରୀ ଜିଲ୍ଲା ରୁ ଦେଖୁଛି ଜିତୁ ଭାଇନା ହର
ଗାଁରୁ ଦେଖୁଛି 👍👍👍🎉🎉🎉
Aama Jagatsinghpur ra💐💐💐💐
Jania aupa bahut vala
ମୋ ନାଁ ବି ଜିନା .... love you jina....
ଜିନା ଚରିତ୍ର ଅଭିନୟ କଲେ ଭଲ କରିବା ସହିତ ଜଣେ ଭଲ କଳାକାର ର ପରିଚୟ ପାଇ ପାରିବେ ।
ଆଜି କାଲି ଆଉ କମେଡି ସିନରେ ଦମ ନାହିଁ ।।
ଯାତ୍ରା ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଜିନା ଜଣେ ସୁନ୍ଦର ଅଭିନେତ୍ରୀ କିନ୍ତୁ ସେ dublle minning comodi ଭଲ ଲାଗୁନି । ବିଶେଷ କରି ଦୟା ର ଯୋଡ଼ି ଛାଡ଼ିଲେ ନିଶ୍ଚିତ ଭାବେ ନାୟିକା ର ସୁଯୋଗ ପାଇବେ । କାହିଁକି ନା , ମୋ ସିଲଟ ହଜି ଯାଇଛି ନାଟକ ରେ ତାଙ୍କ ଅଭିନୟ ବେଶ୍ ହୃଦୟ ସ୍ପର୍ଶି ହୋଇଛି । ଯଦି ଭଲ ଝୀୟ ହୋଇଥିବେ ତେବେ ହୃଦୟଙ୍ଗମ କରିବେ । ନଚେତ୍ ....
Jina is the best comedy queen but know we miss Jodi no 1 comedy king Daya nana with jina
Jina madam we like your super comedy
ଭଲ ଲାଗିଲା ହାସ୍ୟ ଅଭିନେତ୍ରୀ ,,, ଜିନା,,ଙ୍କ ସାକ୍ଷାତ୍ କାର ଆଉ ଜିନା ମୋ ପାଖ ପଡୋଶୀ ବ୍ଲକ ରେ ତାଙ୍କ ଘର ,ମୋ ନିଜ ଘର କୁଜଙ୍ଗ କିନ୍ତୁ ମୁଁ ଜୟପୁର ରେ ରୁହେ (କୋରାପୁଟ ) ରେ ,ନିଶ୍ଚିନ୍ତ ଅଭିନେତ୍ରୀ ଙ୍କ ସଫଳ ଦୀର୍ଘ ଜୀବନ କାମନା କରୁଛି 🎉😅❤
Best of luck your lifeline jina tekecar
ଜିନା ରୋଲ ଭଲ ଲାଗେ
Big fan jina ❤❤di
ମାଡ଼ି ଚାଲ୍ ଜିନା, ଉର୍ବଶୀ ଆସୁଛି ଇନ୍ଦ୍ର ମହଲ ରେ ପ୍ରଥମେ ଦେଖିଲି ଆଉ ହସି ହସି ମୂତି ପକାଇଲି। ଦୟା ଜିନା ଯୋଡ଼ି ଆଉ ମିଳିବନି।
God bless you Jina. From ,Brahmanadihi,Anantapur, Balikuda,Jagatsinghpur
Comedy queen Jeena.God bless her in her future life 🙏 Jai ♥️🇮🇳🔥 Hind 🙏
ଜୀନା ଭଲରେ ରହୁ god bless you
I'm from America .
ଜିନା ଅପା ତମେ ଯେମିତି ସୁନ୍ଦର୍ ତମ କମେଡି ସେମିତି ସୁନ୍ଦର୍ ଭଗବାନ କରନ୍ତୁ ତମେ ଏମିତି ଆଗକୁ ଯାଇ ମୋର ପ୍ରଭୁଙ୍କ ପାଖରେ ଗୁହାରି
Mo barnobadha Haji jaichhi no 1 comedy
ଜୀନା ଭଉଣୀ ଙ୍କ ମୁରୁକି ହସ ବହୁତ ମଜା ଲାଗୁଛି ଆଉ ତାଙ୍କ ଗୋରା ଗାଲରେ କଳା ଯାଇଟି ବହୁତ ମଜା ଲାଗେ
very energetic axtrees and very dedicated acting.
ବହୁତ ଭଲ ଲାଗିଲା କିନ୍ତୁ ଭାଇ ଯାତ୍ରା ସିଂହ ବାହିନୀର Update ଦେଖାନ୍ତୁ
Allthe,best,jinna
Jina didi beast comedy
ସାନ ଭଉଣୀ ଜିନା ପ୍ରତି ମା ଶାରଳା ସଦାସର୍ବଦା ଆଶିଷ ଦେଉଥାନ୍ତୁ.
ଜିନା is ଜିନା। There is no matter whatever is the ଯାତ୍ରା ଦଳ।
ଯାହା ହଉ କ୍ରିଷ୍ନା ବାବୁ ଙ୍କ ପାଇଁ ମୁଁ ଓଡିଶା ବାହାର ରେ ଥାଇ ମଧ୍ୟ ଯାତ୍ରା ଜଗତ ର ସବୁ କଳାକାର ମାନଙ୍କ କଥା ଜାଣି ପାରୁଛୁ ଓଡିଶା ର କଳା ସଶକୁର୍ତ୍ତୀ ବଞ୍ଚି କି ଥାଉ ଜୟ ଜଗ୍ରନ୍ନାଥ 🙏🏻🙏🏻
ଭାଇ ମୁଁ ବି ଓଡ଼ିଶା ବାହାରେ ରହୁଛି😭 ଖୁସି ଲାଗୁଚି କ୍ରୀଷ୍ଣା ଭାଇଙ୍କ ପାଇଁ ସବୁ uadate ମିଳୁଛି ଓଡ଼ିଶା ଗଲେ ଯାତ୍ରା ଦେଖିବି
Excellent
Jina Jina jina ILU❤ jina god bless u.
Raghunath pur, Jagatsinghpur 👍👍👍👍
Bhai mu balikuda ru kahuchi...
good job ଯୋଉଠି ରହ ଭଲରେ ରହ 🙌
ଭଦ୍ରକ, ମଞ୍ଜୁରୀ ରୋଡ, ବହୁତ ଭଲ ଲାଗନ୍ତି ଜୀନା
ହିରୋଇନ ହେବାର ସମସ୍ତ ଦକ୍ଷତା ଜୀନା ପାଖରେ ଅଛି, ବୋଧ ହୁଏ ଯାତ୍ରାଜଗତର ୧ନମ୍ବର ହିରୋଇନ ହୋଇପାରିବେ ବୋଲି ମୋର ଆଶା
Jatra jodi jeena dayana alga alga partyre dekhiibaku mote nirasha laguchi
ଭାଇ ତିର୍ତ୍ତୋଲ ରୁ କହୁଛି ଜୟ ମା ସାରଳା 🙏🙏🙏🙏🍬🍬💐💐💐💐💐🥰❤🤳🥰
Krishna bhaya good morning jay jagannath Swami 🙏🙏🙏
Mu orisha bahare bi sabu apera.. All jatra mu dekhithae
ତେନ୍ତୁଳି ବେଲାରିରୁ ଭୀମ,ଯାତ୍ରା ପଥ କୁସୁମିତ ହେଉ,
Ama balikuda jhia bahut badhia
Daya au jina jodi best jodi
ଜୀନା କର ସବୁଠୁ ବହୁତ ଭଲ ସୀନ କରିଛନ୍ତି ଉଭର୍ଷି ଆସିଛି ଇନ୍ଦ୍ରମହଲ କୁ ଓଡିଶା ଯାତ୍ରା ଓଡ଼ିଆ କର ମହଲ ଜୟ କଳା ❤❤❤❤❤
Super super
Jspur BALIKUDA ama jeha pura super madechala
Sundar abhinaya
ଭାଇ ଆମେ କଣ ଯାତ୍ରା ପାଇଁ ଗୀତ ଦେଇ ପାରିବୁ ନାହିଁ, ଅଳ୍ପକେ ଗୀତ ଟିଏ ଲେଖିଛି ଭଲ ଲାଗିଲେ କମେଣ୍ଟ ରେ ଜଣାଇବେ,,,,,,, ଏ ଛାତି ଭିତରେ ହୃଦୟ ପାଖରେ ଘରଟେ କରିଛି ତୋ ପାଇଁ ସାଥିରେ, ତୋତେ ପାଇବା ପାଇଁ ସାତ ଦରିଆ ଡେଇଁ ମୁଁ ଆସିଛି ଧାଇଁ ରେ..........
super
ଚେଷ୍ଟା ଜାରି ରଖ ।
Jina best comedy queen my favourite actor from chhendipada angul
Jagatsingh pur ru dakuchu