Cuttack-Barabati MLA Sofia Firdous on Her Political Journey | EP - 19 | Podcast With Sofia Firdous
HTML-код
- Опубликовано: 29 сен 2024
- 'ବିଜେଡି ଭାବିଥିଲା ଝିଅ ପିଲାଟା, ଭୋଟ ପାଇବନାହିଁ'। ନବୀନ-ମୋହନଙ୍କ ମଧ୍ୟରେ ତୁଳନା କଲେ ସୋଫିଆ !
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #sofiafirdous #Interviewwithsofiafirdous
Follow us on Instagram :
/ argustvdigital
01:45 - Intro
03:55 - ମୁଁ ଛୋଟ ବେଳେ କହୁଥିଲି ବଡ ହେଲେ ବାପାଙ୍କ ସିଟରେ ବସିବି ଵୋଲି
04:36 - ନିର୍ବାଚନର ଅନୁଭୂତି
07:25 - ଏବେ ସମୟ ଆସିଛି ମହିଳାମାନଙ୍କ ପାଇଁ କାର୍ଯ୍ୟ କରିବା
08:34 - ଏବେ ୫ ବର୍ଷ କଟକ-ବାରବାଟୀ ପାଇଁ ଦେବି
11:06 - ପୂର୍ବ ସରକାରରେ କହିବା ପାଇଁ ସ୍ୱାଧୀନତା ନଥିଲା
11:43 - କଂଗ୍ରେସର ୯- ୯୦ ଆହ୍ୱାନ କାହିଁକି ପୂରଣ ହୋଇପାରିଲା ନାହିଁ ?
13:15 - ବାପାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା
14:56 - ନବୀନ ପଟ୍ଟନାୟକ ଏବଂ ମୋହନ ମାଝୀ ସମ୍ପୂର୍ଣ ଭିନ୍ନ
15:24 - ରାଜନୀତିରେ ୟୁଥ-ବ୍ଲଡ଼ ନିହାତି ଆବଶ୍ୟକ
19:38 - 'ତିନ ତଲାକ'କୁ ଭୁଲ ଭାବରେ ବ୍ୟବହାର କରାଯାଉଥିଲା
28:32 - Rapid Round
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Cuttack-Barabati MLA Sofia Firdous on Her Political Journey ! | EP - 20 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
RUclips- / @argusdigital.official
Instagram: / argustvdigital
ସଂଗ୍ରାମ, ଦୂର୍ଗାସିସ ଏବଂ ସତ୍ୟପ୍ରକାଶ ଦକ୍ଷ ସାମ୍ବାଦିକ
"ଝିଅ ତୁମେ ଆମ
କଟକ ମାଟିର,
ଅସୀମ ସାହାସ
ଅଦମ୍ଯ ଶକ୍ତିର "........❤
ଜୟ ଶ୍ରୀଜଗନ୍ନାଥ ଆଗକୁ ଆଗେଇ ଯାଇ କାର୍ଯ୍ଯ ଦକ୍ଷତାସମ୍ପନ୍ନ କର୍ମ କରିବ ବୋଲି ଦୃଢ ବିଶ୍ଵାସ......ବହୁତ ବହୁତ ଆଶୀର୍ବାଦ......
ସୁଫିଆ ଦିଦିଙ୍କ ସବୁ ସାକ୍ଷାତକାର ମୁଁ ଦେଖିଚି👌👌👌👌👍
The best mla madam Sofia firdous 🥰😚😍
So educated mam... Times to change and development 🙏🙏🙏
Jay congress Sofia di is a great woman MLA smile is very beautiful 💕💕💕
Such a beautiful human 👌🏻👌🏻
Example of beauty with brain
Aagaku bahut bhala kaama karibe MLA Sofia mam
Yes.hope for good.
My favourite sangram sir❤
Thank you
Beautiful.
Smart & Dynamic.
Congratulations 🎉🎉🎉 Sophiya Mam I love to Congress ❤❤❤❤
Best lady politics..
Thank you so much sirji
Surya namaskar 1 August news dhanyvad Bhawani ki namaskar Jay Jagannath Odisha Khurda jila
Talented lady
good politicians and honest personality ❤❤❤
U r great person Mam 👍👍💗💚💗
Best of luck 👍
Lovely
Sangram sir apana kanak news ru argus news ku kahiki asile
Mokim is a very good
Congress leader.Sophia will do well.
I like Sofia mam heartly
Super madam
Plz bring Upasana mam in the podcast..
👍👍👍👍👍
❤❤
Beautiful ❤❤❤dii
I love sofia dedi
Mu thik janichi cuttack re jadi gote sundar jhia thia heba next time cuttack wala taku vote deidebe
Mahakalapara mla durga bhai nku daka
❤
Sofia**you*are--
Grud
Didi bhala Kam kale agaku badibe...
Best MAL in odisha au jau ghoda ghei achanti yike dekha
Ramesh jena
Plz sir Invite for Himanshu sekhar sahoo ( LIKU BHAI) DHARMASALA ,JARAKA (MLA)
Congress ❤❤❤
Jagatsinghpur MLA amarendra das nku anantu
୨୦୨୪ ବିଧାନସଭାରେ ଯେଉଁ ଶିକ୍ଷିତ ଯୁବ ବିଧାୟକ ମାନେ ନିର୍ବାଚିତ ହୋଇ ଛନ୍ତି ସେମାନଙ୍କ ଠାରୁ ସାଢେ ଚାରିକୋଟି ଓଡିଆ ଅନେକ କିଛି ଆଶା କରିଛନ୍ତି। ଭୁଲି କି ଗଲୁ ଓଡ଼ିଆ ତୁ ପରା ସିଂହ ଶାବକ।
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ପୁରୁବ ଗୌରବ ପୁରୁବ ମହିମା ପଡୁ ନ।ହିଁ ତୋର ମନେ।
ସଂଗ୍ରାମ ବାବୁ ବହୁତ ଭଲ ପୋଗ୍ରାମ. ଆହୁରି ଭଲ ଭଲ ନେତା କୁ ଡାକନ୍ତୁ 👍👍
17:23 17:42 18:48
Thank you
ସୋଫିଆ ଦିଦିସବୁଠୁ ଭଲ ଜୟ କଂଗ୍ରେସ୍
Adam shekher Urdu channel yt reference ke saath 🤣 🙏 🤪 @user-kz6wg3jb8e
ହୁଏ ତ ଶୋଫିଆ ଦିଦି ଭଲ କିନ୍ତୁ କଂଗ୍ରେସ ଦଳ ନୁହେଁ
ସୋଫିଆ ଦିଦି ଜଣେ ଭଲ ମଣିଷ 🙏🏻ତାଙ୍କ କହିବାର ଶୈଳୀ ହୃଦୟସ୍ପର୍ଶୀ ❤️
True
100% correct.
Safa hriday ro jhio ta
ସଂଗ୍ରାମ sir ଙ୍କ ପାଇଁ argus no-1 ହେଇଯିବ..
May be
ଗଂଜାମ ଜିଲ୍ଲା , ସାମଖେମୁଉଣ୍ଡି ନିର୍ବାଚନ ର ବିଧାୟକ , ଆମ ଭାଇ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କୁ ଏହି Podcast ରେ ଦେଖିବା ପାଇଁ ଚାହୁଁଚୁ 🙏 🚩 ଜୟ ଜଗନ୍ନାଥ
Sophia madam ବହୁତ ଭଲ । ତାଙ୍କ କଥା ଆଉ ସ୍ମାଇଲ ରେ ଜାଣି ପଢୁଛି madam ବହୁତ ଭଲ ।
ହସି ହସି ସବୁ ଭୋଟ ନେଇଗଲା 😅😅😂😂
😂😂
Great,ଆଗକୁ ଲିଡର୍ ଦରକାର..... ଦଳଫଳ ଛାଡ଼ l
ଏମିତି ମଣିଷ ସବୁ ରାଜନୀତିକୁ ଆସନ୍ତୁ
ଦିଦିଙ୍କ ହସ ଲକ୍ଷେ ଟଙ୍କା ❤
ବହୁତ ସୁନ୍ଦର ସାକ୍ଷାତତ୍କାର।କଟକ ବାସୀ ଯୁବ ନେତୃତ୍ୱ କୁ ଗୁରୁତ୍ୱ ଦେଇଛନ୍ତି ବହୁତ ଭଲ।❤ ସୋଫିଆ ମ୍ୟାଡ଼ମଙ୍କ ରାଜନୈତିକ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ମୟ ହେଉ ଓଡ଼ିଶାର ନେତୃତ୍ୱନିଅନ୍ତୁ।
ପ୍ରଦୀପ ପାଣିଗ୍ରାହୀଙ୍କୁ କେବେ ଡାକିବେ👍
Padip sala tautar
ଜୟ କଂଗ୍ରେସ୍ ସଫୋଆ ଦିଦି ଏମିତି ହସୁଥାଅ
Godi media...
Argus news godi media
Sofoia madam smile super
ସୋଫିଆ ମୁସଲିମ ସମ୍ପ୍ରଦାୟର ଜାଣି ହେଉନାହିଁ
Jaiki ta bia chatide
,ସୋଫିଆ ଙ୍କ ସାକ୍ଷାତକାର ଦେଖି ଲେ ବହୁତ ଖୁସି ଲାଗେ। ସୋଫିଆ ହସିହସି କଥାକହିଲା ଵୋଳେ ଵହୁତ ଆନନ୍ଦ ଓ କଥା ଗୁଡାକ ମତେଖାଦ୍ୟ ଖାଇଲା ଭଳି ଲାଗୁଛି। ଜଗନ୍ନାଥ ମହାପ୍ରଭୁ ଙ୍କ ପାଖରେ ମୋର ପାର୍ଥନା ଜୀଵନସୁଖମୟ ଓ ଦିର୍ଘାଉ ରଖନ୍ତୁ, ଆହୁରି ଆଗକୁ ନିଅନ୍ତୁ। ଜୟ ଜଗନ୍ନାଥ କାଳିଆ ସାଆନ୍ତ। 🌹🌹🚩🚩🌹🌹🚩🙏🏼🙏🏼🙏🏼🙏🏼
ଅତି ସୁନ୍ଦର କଥା ମୁ ପ୍ରଣାମ ଜଣାଉଛି ସୋଫିଆଙ୍କୁ ।ପ୍ରଭୁ ସର୍ବ ଶ୍ରେଷ୍ଠ ସୁଖରେ ରଖି ଥାନ୍ତୁ ।
Argus digital କୁ ଅନୁରୋଧ ଆପଣଙ୍କ ଚାନେଲ କୁ ବ୍ରହ୍ମପୁର MP ପ୍ରଦୀପ ପାଣିଗ୍ରାହୀ ଡାକନ୍ତୁ pl
ରକ୍ତ ରେ ଅଛି ନେତୃତ୍ୱ ନେବାର ସମସ୍ତ ଅଭିଜ୍ଞତା , ଧନ୍ୟବାଦ
କଟକ ଖାଲି କାହିକି, ଓଡ଼ିଶାରେ ସବୁଠି ସ୍କୁଲରେ ଏଇ ଦୁର୍ଦ୍ଦଶା । ସଜାଡ଼ି ପାରିଲେ ଖୁବ୍ ଭଲ ହେବ ।
Sofia didi good leadership quality best educated nice smile very intelligent beautiful women good thinking best MLA Cuttack Barbati
Didi ke bharash lagune go around paater
ଡାକ୍ତର ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରନ୍ତୁ।
Suryabanshi Suraj sir nku invite karantu ....🙏🙏
ସଂଗ୍ରାମ ବାବୁ ଅପନକର ଉପଥାପନ ଉଚ୍ଚକୁଟିର ।❤❤❤❤❤❤
ଲେଖା ଟା ଛିଡେଇ ଦବା
ତାଙ୍କ podcast episode କେବେ ଦେଖି ବାକୁ ମିଳିବ 😊
Even though I am a BJP supporter still no hesitation in admitting her as the best MLA in all respect who has no negative statement against anyone including her opponents besides having no significant role of the party in the win.All the best
Bro I know she is not radical but 100% sure she will support illegal Bangladeshi immigrants😢
ବ୍ୟକ୍ତିଗତ ଭାବେ ମୁଁ ଜାଣିଚି ସୋଫିଆ ଖୁବ୍ ଭଲ
Sofia is a brilliant & beautiful personality, Odisha expects a lot from her.
🎉🎉ବା.ବା.ବହୁତ.ସୁନ୍ଦର.ଇଷ୍ଟେରଭିୟୁ.ବହୁତ.ଭଲ.ଲାଗିଲା,No1
ସୁନ୍ଦରୀ ମାନେ ଯେଉଁଠି, ମିଡିଆ ପୁରା ସେଇଠି
Right
😂😂😂
Right
Right
Right
କଂଗ୍ରେସ ତ ମହିଳା ମୁଖ୍ୟମନ୍ତ୍ରୀ କରିଥିଲା, ବିଜେପି ଅଧିକା କଣ କରିଛି?
So proud of you respected Hon'ble MLA of the Cuttack- Barabati Assembly Constituency Smt Sofia Firdous Mam ji to win the assembly election with Thumping Majority✌✌ God 's blessings always shower upon you respected Sofia Mam ji to achieve your vision & goals come into success that you have dreamed for the developement of the Cuttack city & dischage your sincere services efficiently to fullfil the genuue demands of the public 👌👌Stay blessed always 🕉🕉
I'm not from Cuttack , I'm from Berhampur,but I like Sofia Mam personality... .lots of love from Berhampur.
I also
The best MLA winning without any negative statement against anybody even against her opponents.
Sangram Babu Dr Debasmita Sharma nku Daka. Aul Congress Candidate plz plz plz 😢
Right brother
@@prajwalkumarjena3624 Nihati Dakiba darkar Debasmita nku . Bhai tama ghara kouthi
We want see Himanshu Sekhar sahoo (Liku bhai)
ଖୁବ୍ ହସ ହସ ମୁଖ, ମଧୁର ଆଳାପ । ବାପାଙ୍କ ଆସନ ଅଳଙ୍କୃତ କଲେ । ଦାୟିତ୍ୱ ଏବେ ଅଧିକ ।
ଭବାନୀପାଟଣା ସଦର କଂଗ୍ରେସ MLA ସାଗର ଚରଣ ଦାସଙ୍କୁ ଆଣନ୍ତୁ ସଂଗ୍ରାମ ଆଜ୍ଞା ।
ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ମତରେ ନିର୍ବାଚିତ ପ୍ରତିନିଧିମାନେ ଦରମା ଓ ପେନସନ ନେବା ଉଚିତ ନୁହଁ।
A boda tautar.. bjd jeba thela bjd bhola au bjp asela bjp bhola.. sola Pakistan jindabad kahuthela..
ସୋଫିଆ ମାଡାମ ବହୁତ ସୁନ୍ଦର
Sangram babu bahut vala loka my choice sambadika
Thank you
ବହୁତ୍ ଭଲ ଲାଗିଲା ଆପଣଙ୍କର ଏହି କାର୍ଯ୍ୟ କ୍ରମଟି ।
କଟକ ସହର ରାସ୍ତା ଘାଟ ଦେଖିଲେ ହିଁ ଜାଣି ପାରିବେ କଟକ ସହର ଅବସ୍ଥା କ'ଣ ଅଛି , ବର୍ଷ ବର୍ଷ ଧରି ରାଜନୀତିକ ଦଳ କିଛି ବି ସୁଧୁରି ପାରୁନାହାନ୍ତି।
Argus ବି ଝିଅ ମାୟା ରେ ବାୟା 😂
Both of you are so decent! Sofiaa ma'am has openly expressed her views, I appreciate it like anything....
Khali kahile habani mdm, apana jane bht bhala manisha, ame apana nku pain bht khusi, plz apana bhala re kama karantu, kemiti kehi bi kariparibeni kichhi,
Very good podcast in argush. Well done sofia.
Good lady God bless you... Cuttack ku ୟୁରୋପ କରିବା ପାଇଁ ଚେଷ୍ଟା କରିବେନି କଟକ ଭାଇଚାରା ସହର ତାକୁ ଯେମିତି ରଖିବେ... ଧର୍ମ ଆଧାର ରେ କିଛି ହବନି କି ଦଳିଅ ଆଧାର ରେ କିଛି ହବନି ଆସା ରଖୁଛୁ... କଟକ କୁ ସ୍ୱଚ୍ଛ ସୁନ୍ଦର ପାଇଁ କାମ କରିବେ ଭରଷା ଅଛି
Argus news tao bjp ku adhika support kare,aita kebe bi thik nua.kain ki na media gote country ra 4th stamba...
Nandigosh au Kalinga bjd chamcha
ମୁଁ କଣ ଶୁଣିଲି ମାଡାମ ,, କଟକ ରେ ପୋଖରୀ ପୋତିକି ବିଲଡିଂ ତିଆରି କରି ବିକିଛନ୍ତି
First time I watched a full interview with Sofia mam excellent 👍
Bahut bholo lagila Video. ..Ye Video bahut jhio manku agaku jiba re help karibo 🙏
ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାନ ଶୈଳୀ ଉଚ୍ଚକୋଟୀର
Thank you
Best MLA of Odisha State
good attitude very cute smile very humble woman
Barsa sing bariha Padampur MLA nku thare proadcast karantu dekhiba se kemiti interconversions karuchanti
Sir ଆମ ଅନୁଗୋଳ ର ପ୍ରିୟ ବିଧାୟକ ତଥା ଲୋକ ମାନଙ୍କ ପ୍ରିୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିଲୁ ଭାଇ ଙ୍କୁ ଥରେ ନିମନ୍ତ୍ରଣ କରନ୍ତୁ
ଶୋଫିଆ ଜୀ ତୁମେ ଆଗାମୀ ଓଡ଼ିଶାର ଆଇରନ ଲିଡୀ ହେବେ । ଏହା ହିଁ ସତ୍ୟ ଘଟଣା ।
Ur vision
Ur Program
And Others
Absolutely Right 👍 Ji ❤️
ସୋଫିଆ ଦିଦି ସ୍ୱାଗତମ , କଟକ ବାସି ଙ୍କ ପାଇଁ ଏମିତି କିଛି କାମ କର , ଯାହା ତୁମ ପାଇଁ ବା ଆଗାମି ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ , best of luck
Manyabara CM is a Dynamic character and very good kind hearted personality.his door always opened.I think every problems of Odisha people Solve easily to be frankly deside.all things.