LAXMI NARAYAN DARSHANA-ODIA PALA(ଲକ୍ଷ୍ମୀ ନାରାୟଣ ଦର୍ଶନ)||GAYAK GYANA PRIYA KANUNGO||PART-2
HTML-код
- Опубликовано: 20 окт 2024
- Title- Laxmi Narayan Darshana-Odia pala(ଲକ୍ଷ୍ମୀ ନାରାୟଣ ଦର୍ଶନ) by
Gayak juba Bhaskara Gyana priya Kanungo and associates
Bayak-Raghunath Sahoo
Sripali-Nimain Moharana
Palia-Pitambara Behera , Bhikari Rout ,and Siba Das
PART-2
*****************************************************************
ଏହି ପାଲା ର ବିଷୟ ବସ୍ତୁ ଭକ୍ତ ଭଗବାନ ଙ୍କ ଉପରେ ଏବଂ ଭକ୍ତ ଙ୍କୁ କିପରି ଭଗବାନ ପରୀକ୍ଷା କରିଛନ୍ତି ଏହି ଉପରେ ମୁଖ୍ୟତଃ ଗାୟକ ଜ୍ଞାନ ପ୍ରିୟ କାନୁନଗୋ ବିସ୍ତୃତ ଭାବରେ ଆଲୋଚନା କରିଅଛନ୍ତି
ପରିଶେଷରେ କିପରି ଜଣେ ଭକ୍ତ ଭଗବାନ ଙ୍କୁ ପାଇଛି ଏବଂ ଲକ୍ଷ୍ମୀ ନାରାୟଣ ଦର୍ଶନ ସଫଳ ହୋଇଛି ଆସନ୍ତୁ ଦେଖିବା ସୁନ୍ଦର ବିଷୟବସ୍ତୁ
******************************************************************
Join us with-
you tube channel-ruclips.net/user/MAMATAENTERTAINMENT
facebook-- / mamata.senapati.5249
Twitter-- / mamatasenapati3
****************************************************************
All the copyright reserve by MAMATA ENTERTAINMENT
Jay jagannath swami ki
ସୁନ୍ଦର ପାଲା ପରିବେଷଣ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀ ଙ୍କର ଜୟ
Very good performance
Eti Sundar pala
Very nice pala
Khojuthili ei mahashayanka paribeshita pala. Dhanyabad..
ଏମିତି ପାଲା ହେଲେ ଲୋକେ ରାତି ଅନିଦ୍ରା ହୋଇ ପାଲା ଶୁଣିବେ କି?
Best pala gayak
Mamu pranam...🙏🙏❤️❤️
Jay Jagannath
Super
Sir.
Supper pala
Ati sundar
Apanka palaku data koti pranam
Badapala with Gayak jugajoti. Jaya gobindamishra
Ati Sundar Pala🙏🙏🌺🙏🙏🌺🙏🙏
Super..
Kabinka parechay dabara apana mahan
Palla Bhala laguchhi ,kintu besi samalochona bhala nuhen
Sir nka Saha pratidondi gayak mahasaya kie thile kihantu. Please
ଆଜିକାଲିକା ଯୁବ ଗାୟକମାନେ ନିଜକୁ ବହୁତ ଗ୍ୟାନି ବୋଲି ଭାବୁଛନ୍ତି,ଆପଣଙ୍କର ତ ସମାଲୋଚନାରେ ସମୟ ଗଲା ଆପଣ ପାଲା କ'ଣ ଗାଇବେ,ଆପଣଙ୍କର ଅନେକ କିଛି ଶିଖିବାର ଅଛି ,ଦତ୍ତସାରଙ୍କ ପାଲା ଟିକେ ଦେଖନ୍ତୂ
ଧନ୍ୟବାଦ୍
ଦତ୍ତ ପଣ୍ଡା ଙ୍କୁ ପଚାରି ବୁଝିବେ ସମାଲୋଚନର ଅର୍ଥ ।
ଆଞା ମୋ କହିବାକଥା ସମାଲୋଚନା ହେଉ ମାତ୍ର ତାହାକମ୍ ସମୟରେ ସିମିତ ରହି ଆଲୋଚନା ଜାରି ରହିଲେ ଭଲ ହୁଅନ୍ତା,ଏଇଟା ମୋର ନିଜସ୍ୱ ମତ ,ତେଣିକି ଇଛା ଆପଣଙ୍କର।
Eta michua ta media re micha kahuchi puni mahaprabhu jagannath nka rana khaiki .... Sala michua tu pala gayak na pela gayaka....
Samalochana personally na heu sahitya upare heu
Sir apanka ghara kouti
କଣ୍ଟାପଡା କଟକ ଜିଲ୍ଲା
Sir jane layer
Very nice pala