ନବୀନ ବୁଲିଲେ କଣ ହେବ? | Naveen Patnaik | newsroom|

Поделиться
HTML-код
  • Опубликовано: 16 сен 2024
  • ନବୀନ ବୁଲିଲେ କଣ ହେବ? | Naveen Patnaik | newsroom|
    #rabidas #odisha #politics #bjd #bjp #congress #cmmohanmajhi #vkpandian #politicianupdates #manoranjanmishra #newsroom #breakingnews #trendingnews

Комментарии • 177

  • @arabindapadhi8367
    @arabindapadhi8367 Месяц назад +3

    ରବିବାବୁ, ନବୀନ ବାବୁ କେଉଁ ଭାଷାରେ ଲୋକଙ୍କ ସହ ଆଲୋଚନା କରିବେ.। କଣ ଇଂଲିଶ ରେ

  • @abakashmangaraj7585
    @abakashmangaraj7585 22 дня назад

    ସବୁ ମିଳିବ ସବୁ ନବୀନ ପ୍ରସ୍ତୁତ ଅଛନ୍ତି 👌

  • @user-ks2ey1rx5h
    @user-ks2ey1rx5h Месяц назад

    ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ

  • @MukundaShoo
    @MukundaShoo Месяц назад +4

    ମନୋରଞ୍ଜନ ମିଶ୍ର, ମହାଶୟ, ରବି ଦାସ୍ ଙ୍କ ବୟସ ବହୁତ୍ ଅଧିକ, ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଲ, ନିଜ ତୁଣ୍ଡେ ମଣି ଖଣ୍ଡ ମୃଣାଳ, ଜଗତେ କେବଳ ଜନେ ହସିବେ+ନବୀନ ଓଡ଼ିଶା ସାରା ବୁଲିବେ(କେବଳ ଗୋବର ମାଡ)

  • @karunakarmohanty89
    @karunakarmohanty89 Месяц назад +2

    ବୁଲିଲେ ଲାଭ ହେବ ଜୟ ଜଗନ୍ନାଥ

  • @ranjankuamr9800
    @ranjankuamr9800 Месяц назад +1

    ନବୀନ ଓଡିଶା ପତି ଭଲ ପାଇବା ଅଛି ସେ ବୁଲିବେ କିଛି ଅସୁବିଦା ନାହିଁ ବିଜେପି ଗାଡ଼ି କାଇଁ ଫାଟୁଛୁ ମନୋରଞ୍ଜନ କଣ ପାଇଁ ଫାଟୁଛି

  • @sesadevojha4610
    @sesadevojha4610 Месяц назад +3

    Bahut vala heba

  • @user-gt6oq9me1x
    @user-gt6oq9me1x Месяц назад +3

    ଵିଜୁ ଵାଵୁ ଯେମିତି୧୯୮୫ରୁ୧୯୯୦ମସିହା ପର୍ଯ୍ୟନ୍ତ ଵୁଲିଥିଲେ ସେହିପ୍ରକାର କର୍ମୀ ସମୀଳନୀ ନଵୀନ ଵାଵୁ କରିଵେ,

  • @sneha6303
    @sneha6303 Месяц назад

    Naveen Patnaik is fit for opposition leader

  • @JogeswarMajhi-lt7hj
    @JogeswarMajhi-lt7hj Месяц назад +1

    ହେଲିକାପ୍ଟର ର ଭଡ଼ା କିଏ ଦେବ?

  • @prafullachandrasahoo9688
    @prafullachandrasahoo9688 Месяц назад +1

    ନବୀନ ବାବୁ ନଭେମ୍ବର ରେ ବୁଲିଲେ ଲୋକଙ୍କ ଧାରଣା ହୋଇଯିବ, ନବୀନ ବାବୁ ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ହାତ ଥରିବା, ଗୋଡ ଥରିବା ଆକ୍ସନ କରୁଥିଲେ. ପଣ୍ଡିୟାନ ବାବୁ ମାଇକ ଧରୁଥିଲେ କାରଣ ନବୀନ ବାବୁ ଦୁର୍ବଳ ଆଉ ଏଇଟା ତାଙ୍କର ଶେଷ ନିର୍ବାଚନ. ପଣ୍ଡିୟାନ ବାବୁଙ୍କ ନାଟକ କିଛି କାମ ଦେଲାନି ଓ ହାରିଗଲେ. ବୁଲିବା କାମଦେବ ଯଦି ପୂର୍ବଭଳି ଆକ୍ସନ କରି ବୁଲିବେ..

  • @pitamberparida8762
    @pitamberparida8762 Месяц назад +2

    ନବୀନ ବୁଲିଲେ ଲୋକେ ପଚାରିବେ ସାତେ ୪ଲକ୍ଷ ଲୋକ ଭିତରେ ତୁମକୁ ଜଣେ ମିଳିଲେନିଯେ ଜଣେ ତାମିଲ ହାତକୁ ରାଜ୍ୟ ର ଦାୟିତ୍ବ ଟେକି ଦେଲ ?

  • @birakarjee3799
    @birakarjee3799 Месяц назад

    ରବି ବାବୁ କଣ ବୁଝି ଜାଣି କଥା କୁହନ୍ତୁ ନବୀନ ସତ ରେ ଗାଁ କୁ କଣ କହିବେ ସବୁ ତ ଗାଁ ନହରେ ସବୁତ କାଜ୍ ରେଲେଖି ଖାଇ ଛନ୍ତି କାମ ନାହି

  • @ghasiramdalapati523
    @ghasiramdalapati523 Месяц назад

    ନବୀନ ସତରେ ଆମ ଗାଁ କୁ ଆସିବ

  • @rajkumarmohanty9330
    @rajkumarmohanty9330 Месяц назад +2

    ତାଙ୍କ ପାଇଁ କିଛି ବିଚିତ୍ର ନୁହେଁ, ୧୯୯୭ ପରି କିଛି ପ୍ରାୟୋଜିତ କାର୍ଯ୍ୟ ବି ହୋଇ ପାରେ।।

  • @chandrasekharsamal9176
    @chandrasekharsamal9176 Месяц назад +4

    Bahut prabhab padiba,navin babu nku bahut bhalla panti.

  • @susantanayak9728
    @susantanayak9728 Месяц назад +2

    କିଛି ପ୍ରଭାବ ପଡିବନାହିଁ...... ଯଦି ବୁଲିବାର ଥିଲା ତେବେ ପାଣ୍ଡିଆନ ଙ୍କୁ କାହିଁକି ବୁଲାଉଥିଲେ... ବରଂ ବୁଲିଲେ ନିଜେ ବେଜିତ ହେବେ.... ଲୋକେ ତାଙ୍କ ସମୟରେ ହୋଇଥିବା ଘୋଟାଲା ତାଙ୍କୁ ଦେଖେଇବେ..,, ଘର ଭାଙ୍ଗିଗଲା ପରେ 24 ବର୍ଷ ରେ ଗୋଟେ ଘର ମିଳିଲାନି ଗରିବ ଲୋକ ଟି କୁ,, ସେ ଦେଖେଇବ ନବୀନ କୁ

  • @rajendrasandh7834
    @rajendrasandh7834 Месяц назад +2

    ବିଜେଡି ର ପଛରେ ବୁଦ୍ଧି

  • @guduidea7916
    @guduidea7916 Месяц назад

    ଇତିହାସ ହବ

  • @prakashkumarpattnayak5911
    @prakashkumarpattnayak5911 Месяц назад +3

    Jay jagannath
    Jay nabin sir

  • @sunilrauto5923
    @sunilrauto5923 Месяц назад +2

    ପ୍ରଶାସନ କୁ କହି pandian ଲୋକ ଯୋଗାଡ କରୁଥିଲେ କିନ୍ତୁ ଏବେ police ପାଣ୍ଡୁ ପାଇଁ କାମ କରିବେ ନାହିଁ ପଇସା ଦେଇ ଲୋକ ଆଣି ପାରିବେ ନାହିଁ କାରଣ BJP ଶାସନରେ ଅଛି

  • @sukantakumarsahoo9338
    @sukantakumarsahoo9338 Месяц назад

    There's no effect about Ex cm Nabin babu for the people of Odisha.Jay Jaganath

  • @pradeepsahoo1752
    @pradeepsahoo1752 19 дней назад

    Rabi das should know that bjd gain more vote than BJP , naveen Pattnaik is the best politician of odisha

  • @bimalagrawal9314
    @bimalagrawal9314 Месяц назад

    ଆପଣ ଦୁଇଜଣ ରାଜ୍ୟର ବରିଷ୍ଠ ସାମ୍ବାଦିକ। ଆପଣ କଣ ଜାଣିନାହାନ୍ତି କି ଗୋଟିଏ ଆନ୍ଚଳିକ ଦଳ ବ୍ୟକ୍ତିକୈନ୍ଦ୍ରିକ ଏବଂ ନବୀନବାବୁନ୍କ ଚେହେରା ହିଁ ବିଜଦର ମୂଖ୍ୟ ଚେହେରା। ନବୀନ ରାଜ୍ୟରେ ବୁଲିଲେ ସରକାରନ୍କର ବିଫଳତା ସମ୍ପର୍କରେ ଆଲୋଚନା ହେବ ଏବଂ ତାନ୍କ ଦଳ ସକ୍ରିୟ ହୋଇପାରିବ ।

  • @user-pu9qo1sg6p
    @user-pu9qo1sg6p Месяц назад +17

    ଥରେ ବୁଲି ଗଲେ ଏକାଥରକେ ବିଜେପିର
    ଲାଞ୍ଜ ବୁଡିଯିବ।

    • @BinodBehera-mh3xo
      @BinodBehera-mh3xo Месяц назад +5

      ବିଜେପି ର ଲାଞୀ ବୁଡିବ ନା ବିଜେଡି ର ଜଉ ଟିକେ ଲାଞୀ ଅଛି ତାକୁ ଛିଡେଇକି ଫେରିବେ ତାହା ସମୟ କହିବ

    • @sukantabaliarsingh9769
      @sukantabaliarsingh9769 Месяц назад +1

      ବିଜେଡି ଆଉ ରହିବନି

    • @AsitKumarSa
      @AsitKumarSa Месяц назад +1

      R8

    • @AsitKumarSa
      @AsitKumarSa Месяц назад

      ​@sara Bharat ru bjp jauchhi....BinodBehera-mh3xo

    • @AsitKumarSa
      @AsitKumarSa Месяц назад

      ​@@sukantabaliarsingh9769dekho kan heuchhi

  • @bijaykumarmoharana7254
    @bijaykumarmoharana7254 Месяц назад

    Rabi babu apana Kara politics thinking bohut kama.

  • @swadhikarbetaj3768
    @swadhikarbetaj3768 Месяц назад +3

    ଜଗତେ କେବଳ ଜନେ ହସିବେ।
    ଆଉ ହଡାବଳଦ ଉଠିବ ନା ଘାସ ଖାଇବ??

  • @FAKIRJENA-du2zs
    @FAKIRJENA-du2zs Месяц назад

    ଆରେ ଆଳୁ କଣ ଏହି ଠକ ଥିଲା ବେଳେ ସମସ୍ୟା ହୋଇନଥିଲା କି ?

  • @batuchandranath7247
    @batuchandranath7247 29 дней назад

    Manoranjan Babu please ask Ravi Babu is a sinior
    journalists , give advice on what proper implementation will be for 25 years of BJD government Naveen Patnaik & Pandu,

  • @prakashkumarpattnayak5911
    @prakashkumarpattnayak5911 Месяц назад

    2029 re BJP 5 MLA paiba

  • @abakashmangaraj7585
    @abakashmangaraj7585 22 дня назад

    ସବୁ ବିଜେପି ନାଁରେ କହିବେ

  • @gupteswardash1413
    @gupteswardash1413 Месяц назад

    Jay bjd

  • @FAKIRJENA-du2zs
    @FAKIRJENA-du2zs Месяц назад

    ଏହି ଠକ ଅଧିକା ଟା କଣ କହିବ?

  • @mahendranayak6873
    @mahendranayak6873 28 дней назад

    Common people.repent not given mandate to B.J.D.

  • @lunapattanayak3283
    @lunapattanayak3283 Месяц назад +1

    ସେ କଣ ତୁମକୁ କହିକି ଯିବେ

  • @rajanikantabiswal2669
    @rajanikantabiswal2669 Месяц назад +1

    ୨୦ ଟା ବିଧାୟକ ମୁଣ୍ଡ ବିନ୍ଧାଇଲେଣି ଶୀଘ୍ର ପଟ ଲେଉଟାଇ ବେ

  • @LalatuBehera
    @LalatuBehera Месяц назад

    Kichhi habani sir bjd lop heijiba

  • @ranjitabiswal4860
    @ranjitabiswal4860 Месяц назад

    Mone rakh navin au asibeni only rest karibe

  • @abhimanyubehera6259
    @abhimanyubehera6259 Месяц назад +8

    Rabi das bulile bhala haba,telua

  • @lunapattanayak3283
    @lunapattanayak3283 Месяц назад

    ସେତେବେଳେ ଦେଖିବେ କଣ କହିବେ

  • @sidharthjena8397
    @sidharthjena8397 Месяц назад +1

    ପାଣ୍ଡୁ ବୁଲି ଯାହା ଖାଇ ଦେଇ ଯାଇଛି ନବୀନ କେତେ ଜାଗା ରେ ଘାଇ ବାନ୍ଧି ବେ. ସବୁ ଆଡ଼େ ଘାଇ. କେତେ ଘାଳିଆ ମାରିବେ

  • @user-fq5gb9ep9e
    @user-fq5gb9ep9e Месяц назад +1

    ନବିନ ଓଡିଶାଟା ବୁଲିଲେ ଗୁଡେ ଗୋଡାଣିଆ ଯୟ ଯୟ କାର କରିବେ 😅ତାଙ୍କର ନିଜର ଦମ୍ ଅଛି ଓଡିଆ ଭାଷାରେ ଓଡିଆ ଲୋକଙ୍କୁ କିଛି ମିଠାଳିଆ କଥା ପଦେ କହି ପାରିବେ ? ଗୋଟେ ଆଂଚଳିକ ଦଳ ଗଠବ କରି ସାରା ଭାରତ ବର୍ଷର ସେ ଯେଉଁ କ୍ଷତି କରିଛନ୍ତି,ତାହାର ତୁଳନା ନାହିଁ ।ଓଡିଆ ଭାଷାରେ ଆମ ସାସନ
    ନ କଲା ଋ ମୁଳ ଋ ଗଲେ ନବୀନ ।
    ନବିନ ବାବୁ ତାଙ୍କ ଜାଗାରେ ହୁଏତ ଠିକ୍ ରେ ଥିବେ କିନ୍ତୁ ଏ ବେହିଆ ଦଳକ କିଛି ପଦେ ଆମ ଓଡିଆ ଭାଷାରେ କିପରି ସାସନ ହେବ ପଦେ କହିଲେ ? ସେ ଓଡ଼ିଆ ଜାଣି ନାହାନ୍ତି ତାଙ୍କୁ ବୁଲେଇବା ମାନେ କଣ ?ଆଉ ଥରେ ଓଡିଶାର ମୁଖିଆ ହେବେ ,ସେ ସ୍ବପ୍ନ ଦେଖିବା ଭୁଲି ଯାଅ ।ଆଉ ସାତ ଜନ୍ମ୍ ରେ ବି ନୁହେଁ ।

  • @Khordha-f2h
    @Khordha-f2h Месяц назад

    Field sajeibe

  • @rameswar3765
    @rameswar3765 Месяц назад +3

    ବାଳ ଥିଲେ ସିନା ସୁନୁପାମ୍ପୁଡି ଖାଇବ,ନବୀନ ବୁଲିଲେ କିଛି ଲାଭ ନାହିଁ।

  • @damodardash1273
    @damodardash1273 Месяц назад +9

    ନବୀନ ବୁଲିଲେ ମଧ୍ୟ ବାଳ କିଛି ହେବନି

    • @aniltarai9892
      @aniltarai9892 Месяц назад

      Tama bala ku paint bhitare rakhidia na hele katidebe😅😅

    • @pratapnayak1974
      @pratapnayak1974 Месяц назад

      0:38 0:39 0:39 0:39 0:39

    • @aniltarai9892
      @aniltarai9892 Месяц назад

      @@pratapnayak1974 bala kana tamar achi

    • @susantanayak9728
      @susantanayak9728 Месяц назад +2

      ସେ ବୁଲିଲେ ନିଜେ ନିଜକୁ ବେଜିତ କରିବେ.... କାରଣ 24 ବର୍ଷ ର ଶାସନ ରେ ଯାହା କେଳେଙ୍କାରୀ କରିଛନ୍ତି.. ଲୋକେ ଡାକିକି ଦେଖେଇବେ....

    • @aniltarai9892
      @aniltarai9892 Месяц назад

      @@susantanayak9728 to bhali thirdgrade loka mane hi emiti karibe hela

  • @prakashkumarpattnayak5911
    @prakashkumarpattnayak5911 Месяц назад

    2029 re BJD sarakar

  • @pradippradhan4388
    @pradippradhan4388 Месяц назад

    ଆଧୁନିକ ଓଡିଆରେ କହିବେ

  • @SunilPradhan-ww6sb
    @SunilPradhan-ww6sb Месяц назад

    Bulile health bhala rahiba

  • @HarapriyaAbility
    @HarapriyaAbility 28 дней назад

    Se jibe negative bias karibe and govt bhangidebe bielection karibe

  • @skdsingerkumarsaroj655
    @skdsingerkumarsaroj655 Месяц назад +3

    ଜନେ ହସିବେ

  • @pradyumnadas9899
    @pradyumnadas9899 Месяц назад

    Kou vasare katha hebe

  • @rabinarayanmohapatra4733
    @rabinarayanmohapatra4733 Месяц назад

    Se kahiba pare janiba.

  • @pradeeppattanayak1723
    @pradeeppattanayak1723 Месяц назад +2

    କଥା କହି ଜାଣନ୍ତି ନାହିଁ ସେ କଣ କରିବେ

  • @prafullanaik2173
    @prafullanaik2173 Месяц назад

    Bulile bhala

  • @rabinarayanmohapatra4733
    @rabinarayanmohapatra4733 Месяц назад

    Rabibabu abe negative kahibaku start kaleni.

  • @ratnakarsahu9288
    @ratnakarsahu9288 Месяц назад

    Nabina ra the end.Ebe se achala paisa.Nua loka ku neta baneiba darkar.Opposition re kichhi dina basa.Dusa barsa pare bujhiba.

  • @amasangathanakakarudrapurj9664
    @amasangathanakakarudrapurj9664 Месяц назад

    Rabi babu kichhi jani paru nahaanti ,dar dam nuaa jojana ,kan helaa ,bjp sarkar votes re ghotalaa

  • @rajarammahanti366
    @rajarammahanti366 Месяц назад +1

    Nabin ptnyk 2027 belaku tanku 83 barsa hoijaithiba sekebehele aau bikalpa hoiparibeni bjd re utaradhikari na dikler kale kebehele pasanda karibeni loke nabina pare anyakahaku pasanda karibeni

  • @rabindranathmishra7809
    @rabindranathmishra7809 Месяц назад

    Kahibe

  • @smartboybhabesh0842
    @smartboybhabesh0842 Месяц назад +5

    Election ସମୟରେ ନିଜେ ବୁଲି ପାରିଲେନି। ବୁଲିଲେ କଣ ଲୋକ ଆଉ ଥରେ cm ପଦରେ ବସାଇବେ, ଚବିଶ ବର୍ଷ ନିରବଚ୍ଛିନ୍ନ ଭାବରେ ସରକାର କଲାପରେ, ଯୁବକ ଯୁବତୀ ମାନଙ୍କୁ ରୋଜ ପନ୍ଥା ଦେଇ ପାରିଲା ନାହିଁ। ଏବେ ସରକାର ରେ ନଥାଇ କଣ କରିବେ। ସାଧାରଣ ଜନତା କାହିଁକି ତାଙ୍କ କଥାକୁ ବିଶ୍ୱାସ କରିବେ।

    • @susantanayak9728
      @susantanayak9728 Месяц назад +3

      ଲୋକେ ଦେଖେଇବେ ତୁମେ କୋଉ ଭଳି ଘୋଟାଲା କରିଛ 24 ବର୍ଷ ରେ...

    • @prasantpradhan1988
      @prasantpradhan1988 Месяц назад +1

      ଏବେକାର ସରକାର ଉପାଡି ପକାଉଛନ୍ତି ତ ! ଦୁଇ ମାସ ହେଲା ଆଳୁର ମୂଲ୍ୟ ଅଧିକ କରି ବ୍ୟବସାୟୀ ମାନଙ୍କ ସହିତ ସଲାସୁତୁରା କରି ଲୋକଙ୍କ ଠାରୁ ଲୁଟି ଆସନ୍ତା ନିର୍ବାଚନ ପାଇଁ ଅର୍ଥ ସଂଗ୍ରହ ଚାଲିଛି । ଏହାକୁ ନେଇ କେତେକ ଅନ୍ଧ ଭକ୍ତ କୁତୁକୁତୁ ହେଉଛନ୍ତି ।

    • @susantanayak9728
      @susantanayak9728 Месяц назад +3

      @@prasantpradhan1988 ନବୀନ ସବୁ block ରେ ଛାୟା cold ଷ୍ଟୋର କରିଛନ୍ତି,,, ଆଉ ସେଥିପାଇଁ ପାଇଁ ଲୋକେ ଆଳୁ cold ଷ୍ଟୋର ରେ ରଖିପାରିଲେନି .. ଚାଷୀ ଆଳୁ ବିକି ଡେ଼ଲା,,, ସେଥିପାଇଁ ଏବେ ଆଳୁ ପାଇଁ ବାହାର ରାଜ୍ୟ ଉପରେନିର୍ଭର କରିବାକୁ ପଡୁଛି... ନବୀନ ସତେ ଯେମିତି ପୋତି ପକେଇଥିଲା ଆଉ ବିଜେପି ଓପାଡି ପକାଇଲା...

  • @dibakarpanda1352
    @dibakarpanda1352 Месяц назад

    ଓଡ଼ିଆ ଲୋକଙ୍କୁ ଓଡ଼ିଆରେ କହିଲେ ହେବ,ଲେଖା ପଢ଼ି ଆଲୋଚନା କଲେ ଅପମାନିତ ହେବେ

  • @narasinghpattjoshi1802
    @narasinghpattjoshi1802 Месяц назад

    ନବିନ ବୁଲିଲେ ବିଜେପିର ବାଣ୍ଡହେବ

  • @bijayanayak1713
    @bijayanayak1713 Месяц назад

    ଏବେ ବୁଲିଲେ କଣ୍ ବିଜେପି ସରକାର ଭାଙ୍ଗିଯିବ କି ? ତାପରେ କୋଉ ଇସୁନେଇ ବୁଲିବେ ସେଇଟା ମୂଖ୍ୟ କଥା ???

  • @BinodiniBinodini-y7m
    @BinodiniBinodini-y7m Месяц назад +8

    ବିଜେଡି ଆଗାମି ଜିଲ୍ଲା ପରିଷଦ ଭୋଟରେ କୌଣସି ଜିଲ୍ଲାରେ ଗୋଟେ ବି ଜିଲ୍ଲା ପରିଷଦ ଗଠନ କରିପାରି ବନି । ଏହା ତ୍ରିବାର ସତ୍ୟ

  • @santoshnana394
    @santoshnana394 Месяц назад

    Aau bayasa nahi, chali parunahanthi...kan karibe...CBI,ED pasile sabu Khali hoijibe.

  • @ajayadas4994
    @ajayadas4994 Месяц назад

    Nabin is unfit to move pandian may take over

  • @MadhabKhatua-ub2nw
    @MadhabKhatua-ub2nw Месяц назад +5

    ନବୀନ ବୁଲିଲେ ଦଳର ଅବସ୍ଥା ଆହୁରି ଖରାପ ହେବ ।କାରଣ ନା ବିଜେଡିର ଆଉ ବାଳ ନାହିଁ କି ବିଜେଡି ଆଉ ସୁନୁପାମ୍ପୁଡି ଖାଇ ପାରିବ ନାହିଁ।

    • @aniltarai9892
      @aniltarai9892 Месяц назад

      @@MadhabKhatua-ub2nw bala kede ta tamar

  • @BinodBehera-mh3xo
    @BinodBehera-mh3xo Месяц назад

    ଆମ ଜିଲ୍ଲାକୁ ଆସିଲେ ମୁ ଦେଖେଇବି 24ଵର୍ଷ ର ବିକାସ

  • @SoumyaranjanRout-hm7jp
    @SoumyaranjanRout-hm7jp Месяц назад +1

    Monoranjan babu tumku kahi kharap laguchi ki

  • @hrushikeshmishra
    @hrushikeshmishra Месяц назад

    Jetebele buliba katha ta Pandian bulila or Pandian ku dhari bulile ebe buli kn karibe. We know what he wants to convey but he will never succeed again.

  • @felixnayak6317
    @felixnayak6317 Месяц назад

    EVM ସରକାର ବିଷୟରେ ଟିକେ ଚର୍ଚା କରନ୍ତୁ!

    • @BabajiNaik-k8r
      @BabajiNaik-k8r Месяц назад

      Tu sala murkha ja evm check karibu to bopa Hari jaichhi kasta heu thiba

  • @ksheerodmishra8544
    @ksheerodmishra8544 Месяц назад

    At least he may feel the differences between now and then

  • @SanjayaNayak-dn6mu
    @SanjayaNayak-dn6mu Месяц назад

    Ei sambadik ta thila...ebe....Au BJP kahiparibeni....

  • @ranjanmalik044
    @ranjanmalik044 Месяц назад

    Alajya buliba odisha re CM thile sata kintu kichi jaanini Anya kehi odisha chalae

  • @maheswarparihari5189
    @maheswarparihari5189 Месяц назад +2

    ବାଳ ସବୁ ଉପୋଡ଼ି ଯାଇଛି ,ଆଉ ଥିଲେ କିଛି ଉପାଡ଼ି ଥାନ୍ତେ।

  • @user-qg8ut5jz8g
    @user-qg8ut5jz8g Месяц назад

    Ma bala heba.

  • @ChandramohanSabar
    @ChandramohanSabar 29 дней назад

    Biji babu jemiti chasi kanankpai kama kari ki jaichanti nabina patanayak karuchantiki

  • @user-vo3wz2tv1v
    @user-vo3wz2tv1v 26 дней назад

    BJP soprt Chanel

  • @rashmiranjan3560
    @rashmiranjan3560 Месяц назад

    Kan hab

  • @santoshnayak2083
    @santoshnayak2083 Месяц назад

    Allu ghar ghar deiki jibe

  • @SibaprasadBehera-rn8nc
    @SibaprasadBehera-rn8nc Месяц назад

    Phatuchi ki

  • @rajanikantachoudhury2343
    @rajanikantachoudhury2343 Месяц назад +1

    ନବୀନ ବାଘ ଛାଲ ପିନ୍ଧା ବାଘ ବୋଲିଭାବିଛନ୍ତି ଆସନ୍ତା ପାଞ୍ଚବର୍ଷ ପରେ ଇଲେକ୍ସନ ହେବ ଏବେ ବୁଲିଲେ କଣ ହେବ ସେ କେବଳ ନିଜ ଭୁଲକୁ ଲୁଚାଇବା ଉଧେଶ୍ୟ.

  • @pabitramohannayak1551
    @pabitramohannayak1551 Месяц назад

    Ravi Das abhi BJP ra tota hoi jaaichhi, daily mada piuchhi,. Ravi Das bhuli jaaichhi BJP virodha re anenka mudaa achhi!

  • @sudhansumohanty478
    @sudhansumohanty478 Месяц назад

    We don't like your Media for which Kanak T. V has been through out from his Channel. Rabi Das is also no one opportunity.

  • @rashmiranjan3560
    @rashmiranjan3560 Месяц назад

    Nija chaliba kast

  • @gupteswardash1413
    @gupteswardash1413 Месяц назад

    I budha bip sopoter

  • @banamalimallick4014
    @banamalimallick4014 Месяц назад

    Kichi habani

  • @JitendraBaral-ji7lo
    @JitendraBaral-ji7lo Месяц назад

    Ebe Dakayata Nabin Odisha Buliba Odianku Bhakua Kari Nije Karithiba Durniti Tadanta Bhayare Samarthana Jogada Pain(Satarka Hua Odia)

  • @parsuramjena7119
    @parsuramjena7119 Месяц назад

    Lu ngi dance haba.

  • @GolokSahoo
    @GolokSahoo Месяц назад

    All are forgetting one thing that when pandian was travelling from district to districts for public grievances and collected thousands of allegation from every district whether they gone through those allegation and against which government the allegations are?who was the rulling party? Has the thethen government taken any steps to solve the grievances?Answer is no. After 24 years of their rulling if they failed to fulfill the expectations of people then what now?

  • @nilamanisethi9211
    @nilamanisethi9211 Месяц назад

    Lokamanaku vatilenabin kani paribe hariba karana

  • @susantanayak9728
    @susantanayak9728 Месяц назад +1

    ଖାଲି ସେବୁଲିଲେ ହେବନି,, ସାଥିରେ ପାଣ୍ଡିଆନ ଆଉ ତା ସ୍ତ୍ରୀ କୁ ଧରି ବୁଲିଲେ ଭଲ ହେବ... କାରଣ ଲୋକେ ମିଶନ ଶକ୍ତି ର ଘୋଟାଲା, ଆଉ ପାଣ୍ଡିଆନ ର କେଳେଙ୍କାରୀ , ଲୋକେ ଦେଖାଇବେ

  • @saratkumarlenka5636
    @saratkumarlenka5636 Месяц назад +1

    Anda Mada hoipare.

  • @FAKIRJENA-du2zs
    @FAKIRJENA-du2zs Месяц назад

    ଠକ ନବୀନ ବୁଲିଲେ ତା ଉପରେ ବାଜିବ।

  • @manojroutray4400
    @manojroutray4400 Месяц назад

    Rabi babu
    Nabin ra bifaia/se nije kemiti
    Hariie

  • @manojroutray4400
    @manojroutray4400 Месяц назад

    Kichhi loka godebe
    Karana jaha furniture
    Sabu pada re padiani
    Rabi babu nem2 hauchanti

  • @user-qg8ut5jz8g
    @user-qg8ut5jz8g Месяц назад +1

    ନବୀନ୍ ପଟ୍ଟନାୟକ କଣ ପୁରୁଷ. ହିଞ୍ଜଡା ଟା.

    • @pabitramohannayak1551
      @pabitramohannayak1551 Месяц назад

      Thare to gandi dekhaun se tote gandi Mari paaruchi ki nahin dekhaa!

  • @simanchalpanda331
    @simanchalpanda331 Месяц назад

    Nothing will be the result.people laugh at him due to so many curroption had created by him.

  • @ganeswarpanda2367
    @ganeswarpanda2367 Месяц назад

    Galua biseshangya

  • @dsharma6328
    @dsharma6328 Месяц назад

    Pachcha anda maada haba naveen Pattnaik ku..50000 crore scam 5T