Farmers Poor In Odisha, NSO Report | Know Why

Поделиться
HTML-код
  • Опубликовано: 24 ноя 2024

Комментарии • 103

  • @7jitunayak333
    @7jitunayak333 Год назад +33

    ଆମ ରାଜ୍ୟରେ ନବିନୀ ପଟ୍ଟନାୟକ ମୂର୍ଖ୍ୟ ମନ୍ତ୍ରି ଥିବାରୁ ଆମ ରାଜ୍ୟ ଚାଷି ଭାଇ ଗରିବ

    • @ଓଡ଼ିଶାଜଣାଣ
      @ଓଡ଼ିଶାଜଣାଣ Год назад +1

      Right 👍

    • @swarnamohanty3121
      @swarnamohanty3121 Год назад +1

      Dhana ta besi heuchi, kendra kinuni , kam paisa deuchi , tenu abhabi bikri heuchi , sethipain odisa chasi Dhani hei paruni .

    • @sudhirkumar-zr8cl
      @sudhirkumar-zr8cl Год назад

      @@swarnamohanty3121 ଅନ୍ୟ ରାଜ୍ୟ ର ଚାଷୀ ଙ୍କ ଧାନ ବି ତ୍ କେନ୍ଦ୍ର କିଣୁଚି ସେ ଚାଷୀ ଉଚିତ୍ ମୂଲ୍ୟ କେମିତି ପାଉ ଛନ୍ତି , ଏଠି ତ୍ ଦଲାଲ ଭରି ହେଇ ଛନ୍ତି ।

  • @pradeepbhoi3174
    @pradeepbhoi3174 Год назад +12

    ସରକାର ଖାଲି ଚାକରିଆ ମାନଙ୍କ ର ଦର ବୃଦ୍ଧି କରିବା ଜାଣିଛନ୍ତି

  • @binayakmajhi7055
    @binayakmajhi7055 Год назад +11

    ମୁଁ ଜଣେ ଚାଷୀ। ମୁଁ ଧାନ, ବିରି, ସୂର୍ଯ୍ୟମୁଖୀ, କଦଳୀ ଚାଷ , କୁକୁଡା ପାଳନ, ଗୁଣ୍ଡୁରୀ ପକ୍ଷୀ ପାଳନ ସହ ମାଛ ଚାଷ କରେ। କିନ୍ତୁ ଆମ ଅଞ୍ଚଳରେ Marketing ର ବ୍ଯବସ୍ଥା ନାହିଁ ତେଣୁ ଚଷୀଙ୍କୁ Local ବେପାରୀମାନେ ଶୋଷଣ କରୁଛନ୍ତି। ମୋ ମତରେ କେବଳ Production କୁ ଗୁରୂତ୍ୱ ଦେଲେ ହେବ ନାହିଁ Marketing ବ୍ଯବସ୍ଥା ପ୍ରତି ସରକାର ଧ୍ଯାନ ଦେବା ଉଚିତ୍। ଏହା ହେଉଛି ଚାଷ ପ୍ରତି ବିମୁଖ ହେବାର ମୂଖ୍ଯ କାରଣ।
    ବିନାୟକ ମାଝୀ
    କଲମପୁର
    କଳାହାଣ୍ଡି

  • @dalapatinayak573
    @dalapatinayak573 Год назад +2

    100% Right

  • @prafullakumarmahanta6024
    @prafullakumarmahanta6024 Год назад +12

    ନବିନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଚାଷୀ ମାନଙ୍କ ଆୟ ବଢ଼ି ନାହିଁ

  • @sudhirkumar-zr8cl
    @sudhirkumar-zr8cl Год назад +3

    କାହିଁକି ନା ସରକାରୀ ଯୋଜନା ସବୁ କୁଜି ନେତା ନିଜ ନାମରେ କଲେ,ପ୍ରକୃତ ଚାଷୀ ନା କୃଷି ଋଣ ପାଉ ଛନ୍ତି ନା କିଛି ଯୋଜନା ।

  • @sanjeebpadhan6755
    @sanjeebpadhan6755 Год назад +15

    ଏ ପ୍ରଶ୍ନର ଉତ୍ତର କୃଷି ମନ୍ତ୍ରୀ ମହାଶୟ ଙ୍କୁ ପଚାରିଲେ ସେ ଠିକ୍ ଦେବେ 🙏

    • @gangadhardas980
      @gangadhardas980 Год назад +1

      Bhai thik kahila je. Kintu krushi mantri nku pacharile se kahibe mun kn chasa karuchi na mun krushaka😂😂😂

  • @odiapuaomm9884
    @odiapuaomm9884 Год назад +2

    ଓଡ଼ିଶା ଚାଷୀ ଏକ ହୁଅ ଗୋଟେ ବର୍ଷ ପାଇଁ ଚାଷ ବନ୍ଦ କରିଦିଆ ଗଲେ ସବୁ ବାବୁ ମାନେ ରାଜ ରାସ୍ତା କୁ ଆସିବେ ତାପରେ ଠିକ୍ ହବ ସବୁ।

  • @kuanrtudu9960
    @kuanrtudu9960 Год назад +5

    କୃଷି କୁ 5t ରେ ଅନ୍ତର୍ଭୂକ୍ତ କରାଯାଉ । ପାଣ୍ଡୁ କ୍ଷେତ କୁବି ହେଲିକପ୍ଟର ରେ ଆସିବେ ଚାଷୀଙ୍କର ଉନ୍ନତି କରିବେ ।

  • @madhugoud1331
    @madhugoud1331 Год назад +14

    ଓଡିଶା ରେ ସାର ବିୟନ ସବୁ ଅଧିକ ଦାମ ଚାଷୀଙ୍କ ଜିନିଷ କୁ ଶସ୍ତା କିଣୁଛି ସରକାର ଵେବସାୟ ମାନେ ମଲା ମାଲ

  • @jayantsethi3353
    @jayantsethi3353 Год назад +6

    24 ବର୍ଷ ପରେ ନବୀନ ବାବୁ ଚାଷୀ ମାନଙ୍କୁ ଏହି 27 ନମ୍ବର ସ୍ଥାନ କୁ ଠେଲି ଦେଇଛନ୍ତି ।

  • @sanjaysahoo9675
    @sanjaysahoo9675 Год назад +3

    କୃଷକ ସଦାଵେଳେ ଗରିଵ ରହିଛି, ସଵୁଦିନ ରହିବ କୃଷକ କୁ ସମସ୍ତେ ଠକୁ ଛନ୍ତି । ସେ ସରକାର ବା ଵେପାରି, ସଳା କୃଷକ ଠାରୁ ବାଈଗଣ ନେଵେ କେ଼.ଜି ୫ ଟକ୍କା ରେ କିନ୍ତୁ ମାକ୍ରେଟ଼ରେ ବିକ୍ରି ୫୦ ଟକ୍କା ରେ ଏଥିରେ ବୁଝାଅ ଧନି କୃଷକ ହେଵନା ଆଉକିଏ କୋଉଣସି ଲୋକ ଆଉ ଗୋଟେ ଜିନିଷ ହେଲା ଭାଈ ଏଠି ମଦ ରେଟ୍ ୧୦୦୦/- ବଢି ପାରିବ କିନ୍ତୁ ପରିବା ୧୦/- ରେଟ ଏଠି ତ଼ . . ଏଠି ଜଣେ କୃଷକ କିପରି ଧନୀ ହୋଈ ପାରିଵ କୁହ ।

  • @sadhudas2758
    @sadhudas2758 Год назад +7

    ବହୁତ ଦିନ ପରେ ଗୋଟେ ଉତ୍ତର ମିଳିଲା ।
    କଣ ନା ମାଙ୍କଡ଼ , ଗୋରୁ, ଛେଳି ଖାଇଗଲେ ।
    ହା ହା ହା । ହୋ ଭକତେ କାଳିନ ଭରସା

  • @pradeepbhoi3174
    @pradeepbhoi3174 Год назад +5

    ଚାକରିଆ ମାନଙ୍କ ମାସିକିଆ ଆୟ 80000 ରୁ 120000 ପର୍ଯ୍ୟନ୍ତ ଚାଷୀର ମଜୁରୀ 5000ରୁ 6000

  • @kabatrabinarayan5403
    @kabatrabinarayan5403 Год назад

    Right

  • @kuanrtudu9960
    @kuanrtudu9960 Год назад +3

    ଆମେ ଚାଷୀ ନିଯେବି ଜାଣି ପାରୁଛେ ଆମ ଓଡ଼ିଶା ର ଚାଷୀ ଗରିବ । ଏଥିପାଇଁ ନବୀନ ପଟ୍ଟନାୟକ ଦାଇ ।

  • @kuanrtudu9960
    @kuanrtudu9960 Год назад +5

    ମିଶ୍ର ବାବୁଙ୍କ ଅଭିଜ୍ଞ ତା କୃଷି ଉପରେ ଆଉଟିକେ ବଢେଇବାର ଆବଶ୍ୟକ ଅଛି । ଆଉ a/c ରୁମ୍ ରେ ଚାଷ ନକରି କ୍ଷେତରେ ଚାଷ କଲେ ଭଲ ହୁଅନ୍ତା ।

  • @anandabiswal5232
    @anandabiswal5232 Год назад

    1000

  • @jubarajpradhan299
    @jubarajpradhan299 Год назад +1

    ନବୀନ ସରକାର ହଟାଅ ଚାଷୀ ବଂଚାଅ

  • @rakeshsamantasinghar8563
    @rakeshsamantasinghar8563 Год назад

    100% right କାରଣ ମୁଁ ବି ଜନେ ଚାଷୀ

  • @rabindrarouta2465
    @rabindrarouta2465 Год назад +1

    ଅର୍ଥକାରି ଫସଲ ରେ ଓଡ଼ିଶାର ଚାଷୀ କୁଳ ଉନ୍ନତି ତ ହେବେ କିନ୍ତୁ ସରକାର ଏହି ଅର୍ଥ କାରି ଶସ୍ୟ କୁ କିଣିବା ପାଇଁ ସଠିକ୍ ମୂଲ୍ୟ ର ବଜାର ଚାହିଦା ଯୋଗେଇ ଦେବା ନିହାତି ଆବଶ୍ୟକ ରହିଛି.......!

  • @satyabratasahoo2577
    @satyabratasahoo2577 Год назад

    ୨୩ ବର୍ଷ ଧରି ଯିଏ ଶାସନ କରୁଛି ସେହି ଲୋକଟାକୁ ପଚାରିଲେ ଭଲ ହୁଅନ୍ତା (ଜୟ ଜଗନ୍ନାଥ)

  • @RanjitDalabehara-pi5wp
    @RanjitDalabehara-pi5wp Год назад +1

    ସରକାର କୃଷି କର୍ମଣ ପୁରସ୍କାର କେମିତି ପାଇଲା ଏଥିରୁ ଜଣା ପଡୁଛି ମିଛ ରିପୋଟ କରୀ କାଗଯ ପତ୍ରରେ ଚାଷ କରି ଏକ ନମ୍ବର ହୋଇଛି ଏ ରିପୋର୍ଟ ରୁ ଜଣାପଡୁଛି ନବୀନ ପଟ୍ଟନାୟକ କପିକରି ପାସ କରିଚି

  • @anilsenapati7317
    @anilsenapati7317 Год назад +1

    ପ୍ରକୁତ ଛାସିକୁତ ସରକାର ଆଜିଜାଏ ଚିହିଁ ନାହାନ୍ତି ଚାଷ ଜମି ଜଣଙ୍କର
    ଗରିବ ଲୋକ ଭାଗକୁ ଆଣିବେ ସରକାର କହିବେ ଜମି ପଟା ବାଲାଙ୍କୁ କାଳିଆ ଟଙ୍କା ଦେବେ ପ୍ରକୁତ ଚାଷୀ ଏଠି ସାହାଯ୍ୟ ପାଇଲା ନାହିଁ ଏ ପାଣ୍ଡୁ ସାସନ ଥିବା ପର୍ଯ୍ୟନ୍ତ ଓଡିଶା ସେହି ଗରିବ

  • @nrusinghaprasaddash9233
    @nrusinghaprasaddash9233 Год назад +2

    ଯୋଉ ମାନେ ଏଗ୍ରିକଲଚର୍ department ରେ ଚାକିରି କରିଛନ୍ତି ସେ ଶଳା ଙ୍କୁ ନେଇକି ଚାଷ ଜମି ମାନଙ୍କରେ ହଳ କରାଅ ଦେଖିବ ଚାଷୀ ଆଉ ଗରିବ ରହିବେ ନାହିଁ, ac ରେ ବସି ଗାଣ୍ଡି ରେ ଚର୍ବି ହେଇ ଯାଉଚି ଶଳାଙ୍କୁ ଆଗ ହଳ କରା, ଆଉ ଚାଷୀ ଗରିବ ରହିବେ ନାହିଁ

  • @prasanta600
    @prasanta600 Год назад

    ଓଡ଼ିଶା ଚାଷୀମାନେ ବେଶୀ ମଦ ପିଅନ୍ତି

  • @amrjitbiswal7243
    @amrjitbiswal7243 Год назад +1

    ମନ୍ଦିରୁ ଧାନ ସରକାର ଉଠାଇପାରୁନାହଁ

  • @donttrytodefineme
    @donttrytodefineme Год назад

    ଶେଷରେ ଜାଣିବାକୁ ପାଇଲୁ ଯେ, ମାଙ୍କଡ଼ ମାନଙ୍କ ପାଇଁ ଏସବୁ ହଉଚି 😊

  • @user-ss3li9mu7s
    @user-ss3li9mu7s Год назад

    ପ୍ରକୃତରେ ଗ୍ରାମାଞ୍ଚଳ ଚାଷୀଙ୍କ ଆୟ ଗ୍ରାଉଣ୍ଡ ରେ ଦେଖିଲେ ଟ.୨୦୦୦ ଙ୍କ। ବି ହେବ ନାହିଁ ।

  • @Mishra943
    @Mishra943 Год назад +1

    Nabin Pattanayak dekhantu Odisha development

  • @rkentertainment3226
    @rkentertainment3226 Год назад +1

    ସରକାର ଚାଷୀ ମାନଙ୍କ ପ୍ରତି ଅଣ ଦେଖା କରୁଛି। ମୁଖ୍ୟ ମନ୍ତ୍ରୀ ଚାଷ କଣ କଣ କଲେ ବର୍ଷ ସାରା ଚାଷ ହୋଇ ପାରିବ।ଖାଲି ଭୁବନେଶ୍ୱର କୁ ସ୍ମାର୍ଟ୍ ସିଟି କରିଦେଲେ ଉନ୍ନତି ହେବ ନାହିଁ।

  • @swapnamohanty7027
    @swapnamohanty7027 Год назад +2

    5T କଣ ଚାଷ ପାଇଁ ଲାଗୁ କରିନାହାନ୍ତି କି। କଛି ଯୋଜନା ଆମ ପାଣ୍ଡୁ😊😊😊😊

  • @s.jchanel8198
    @s.jchanel8198 Год назад

    ଅନ୍ୟ ରାଜ୍ୟରେ ଚାଷୀ ବହୁତ ଉନ୍ନତିଥିଲା କଂଗ୍ରେସ ସରକାର ସମୟରେ । ବିଜେପି ସରକାର ସମୟରେ ଖାଲି ଚାଷୀ ନୁହେଁ ସାଧାରଣ ଲୋକର ଦରିଦ୍ର ହୋଇଛନ୍ତି ମୁଦି ସରକାର ସମୟରେ।

  • @armancapital8018
    @armancapital8018 Год назад

    ଓଡ଼ିଶାର ରାଜନେତା ଙ୍କ ମାସିକ ଆୟ 10 ଲକ୍ଷ। ସବୁ ରାଜନେତା ମାନେ ଚାଷୀଙ୍କ ଟଙ୍କା ଲୋଟୁ ଛନ୍ତି

  • @kamakshyaprasadmallik1645
    @kamakshyaprasadmallik1645 Год назад +2

    ଆଖି ଖୋଲୁ ସରକାର ର . ଖେତ ରେ ବାସ୍ତବିକ ସ୍ଥିତି କଣ ଅଛି ତାହା ସରକାରଙ୍କ ବଡ଼ପଣ୍ଡା ଅନୁଧ୍ୟାନ କରନ୍ତୁ. ଚାଷୀ ଅବସ୍ଥା ବହୁତ ଖରାପ, ଧାନ କିଣା ଦୁର୍ନୀତି ବହୁତ ବଢ଼ି ଗଲାଣି. ଧାନ କିଣାଯାଇଥିବା କେନ୍ଦ୍ର ରେ secretary ମାନଙ୍କ ବ୍ୟବହାର ଚାଷୀ ଙ୍କ ପ୍ରତି ଅତି ରୁକ୍ଷ ,ସରକାର ଏହା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ.

  • @binatighasarlia2299
    @binatighasarlia2299 Год назад

    ୫ଟି ସାଶନକଲେ ୩୦ ନମରକୁଜିବାକୁ ରେଡିହେବା

  • @gangadhardas980
    @gangadhardas980 Год назад +1

    ସରକାର ଚାଷୀ ମାନଙ୍କ ଠାରୁ ସଠିକ୍ ଦାମ ରେ ଫସଲ କିନୁନାହାନ୍ତୁ। ଜଣେ ଚାଷୀ କୁ ଆବଶ୍ୟକତା ସହାୟତା ମିଳୁନି। ସାର ବିଷ ର ଦାମ କମାଉନହନ୍ତି

  • @subhransusekharjena9624
    @subhransusekharjena9624 Год назад +2

    ଆମର ଦୁର୍ଭାଗ୍ୟ

  • @maabudhithakuraniralabagan5943

    1 number kie achi lahuna laza laguchi namaste kana

  • @BIJAY980_37
    @BIJAY980_37 Год назад

    ଆମ ଅଞ୍ଚଳ ରେ ପ୍ରତି କୁଇଣ୍ଟାଲ ପିଛା 5-7kg କାଟୁଛନ୍ତି ଅନ୍ୟ କଥା କଣ କହିବା

  • @BadlMuduli
    @BadlMuduli Год назад +2

    Odisa chasi gariba kahiki chaka nahebaru .Pani subidha nathibaru.subidhare Runa namilibaru.

  • @sanjeebpadhan6755
    @sanjeebpadhan6755 Год назад +1

    ତଥାପି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାରତର ଏକ ନମ୍ବର

    • @balarambhoi1185
      @balarambhoi1185 Год назад

      Due to non availability of Agro base industries ,so Odisha is poor.If Agrobase industry will be open than farmers are weakup.

    • @kuanrtudu9960
      @kuanrtudu9960 Год назад

      ସେ ବାହା ହେଇ ନାହାଁନ୍ତି ସେଥି ପାଇଁ ବି ଏକ ନମ୍ବର ।

  • @dayasagarkalta8157
    @dayasagarkalta8157 Год назад

    Pandian cm hele ସବୁ thik ହେବ 🙄🙄🙄🙄🙄

  • @Jitu-k6r
    @Jitu-k6r Год назад +4

    Ethi neta dhani hebe, sachiba odisha ku lute kari dhani. Hene...

  • @satyaranjandash388
    @satyaranjandash388 Год назад +2

    Odisha chasi nku loot karajauchi
    Sethipain odisha chasi gariba

  • @JANMEJAYBEHERAMAMAMANASI
    @JANMEJAYBEHERAMAMAMANASI Год назад

    130 ko Jibako ao besi time nahi... Sabu re odisha talako jaochi....Ye govt kan Khali corruption karochi

  • @swarnamohanty3121
    @swarnamohanty3121 Год назад +1

    Dhana utpadana re Odisha balaka rajya ; tenu Kendra sarkar Paddy ra MSP badheile Odisha chasi dhani hebe !

  • @prakashchandrapradhan2992
    @prakashchandrapradhan2992 Год назад +1

    Chasinku free re boor subidha diaa jauu jepari andhra re hauchi.

  • @kiskutech9335
    @kiskutech9335 Год назад

    Goru gai jabad hele sabu chasi ditiyaa chasa karibe.sarkareha proti dyana deba darkar.

  • @rabindrakarmi4676
    @rabindrakarmi4676 Год назад

    Sarkar sabu neijauchhi

  • @facetofacebat4386
    @facetofacebat4386 Год назад

    Jey nabin

  • @g.bihari8733
    @g.bihari8733 Год назад

    Because of Nabina sarakara

  • @himanshusahukar4134
    @himanshusahukar4134 Год назад

    1000es

  • @SAKILAMAJHI-lp3or
    @SAKILAMAJHI-lp3or Год назад

    Odisha re jolosechon ro subidha nahi or sitolbhondar ro subidha nahi dhano bad ologa kichi chasho heiparuni

  • @dhamirona8662
    @dhamirona8662 Год назад +2

    Only no facility of enough cold storage in Odisha

  • @krushnachandra5269
    @krushnachandra5269 Год назад

    😮dhana kuntil 3000 dia odisha sarakar

  • @anikmedia6575
    @anikmedia6575 Год назад

    Odisha re chasi kebehele again jaiparibani

  • @hrushikeshNayak-ki5kk
    @hrushikeshNayak-ki5kk Год назад

    Ebemanaranjanmisraracheta. Ashilladhanyatumaranewschennel. Odiatumejagannathkutikiedarantu. Ma'a❤

  • @maabudhithakuraniralabagan5943

    SARA PEDIA DHALI MATI QUALITY KHARAP HEUCHI
    ORGANIC FARMING KEHI PASAND KARUNAHANTI.MATI HEUCHI BANJAR TA PARE JAMI BIKA AU GAON BASI TAS KHELA

  • @salepalisahukirtan3291
    @salepalisahukirtan3291 Год назад

    Kalahandi aya ra farmer 2000

  • @BasantaGouda-y5o
    @BasantaGouda-y5o Год назад

    Mankada utpati adhika

  • @maabudhithakuraniralabagan5943

    Alcohol vendor mana Kara masika aaya KETE bhaina

  • @TapeswarSahu
    @TapeswarSahu Год назад

    Chasi bhai mananku gandi maruchhi sarkar

  • @hsingh9943
    @hsingh9943 Год назад

    Krushi bibhaga gudikare bibhinna padabi gudika khali padichi.... Tenu bibhinna scheme gudika chasi nka pakhaku pahanchi paruni

  • @tapankumarbhoi7700
    @tapankumarbhoi7700 11 месяцев назад

    Bjd harile chasi dhani hebe.

  • @narotammallick7235
    @narotammallick7235 Год назад

    Main Hun 25 years ଡ ନ

  • @raidharharijan
    @raidharharijan Год назад

    Congratulation BJD government odisha, last patru 2 number😂😂😂

  • @ଓଡ଼ିଶାଜଣାଣ

    Are Bhai mane ethara odisha ru bjd ku hatei dia nahele odisha loka aga ku khaibaku paibeni

  • @samirsamal7294
    @samirsamal7294 Год назад

    Kan kariba sir dhana mandi jau karicha kichhi dina dhana gala pare au dhana jinani kahibe target full au jadhi 60kt dhana hei thiba kahibe 30 jiba au 30 ku 1200 bika haba ki 1000 bikibe, free sale karantu dekhibe au odia Sare au kehi gariba chasi rahibeni

  • @ranjitdhmajhi9400
    @ranjitdhmajhi9400 Год назад

    Saar, madicine ra rate badba dwara chashir aaya heunahin merudand kami jauchhi.monthly 5000/thousand bi aya heuni.chashir L I point ra bi bill kara chhad heba katha .taha hele chashi upakruta heba.bhramya mana dhan kina gaon gaon buli kinile sarkar sethire bi chashi upakruta huante.

  • @chitrasenbhoi7601
    @chitrasenbhoi7601 Год назад +1

    Sarba narayan kichhi jani nahanti.prakuta katha heuchi dhanara mulya kam achhi.dhanara mulya hisabare fertilizer mulya adhika rahuchi.dardam brudhijogu Labour dina majuri adhika rahuchi.mandire milara 7 ru 8 kg kata nauchi.sabu pare dhanara mulya jadi kam rahiba tahale odisha ra juba pidhhi kanhiki chasa karibe.dadana khatiba panee kanhiki jibenahi.samaste sabu katha kahibe jane loka jadi masaku 5000 rupees rojagara kariba se tara paribara pratiposana kariparibata.odisa 27 kn next year ku 28 ku chalijaithiba.kanhiki na ama nabini no 1 cm.modi no 1 pm

  • @rbmahakhud6144
    @rbmahakhud6144 Год назад

    C m mari leheba

  • @ashokbehera6354
    @ashokbehera6354 Год назад

    Nabin hata

  • @bhabagrahikaran5287
    @bhabagrahikaran5287 Год назад

    Banda sarkar

  • @ashirbadmahanta1042
    @ashirbadmahanta1042 Год назад

    A lancha khaichi

  • @odiavlogs99
    @odiavlogs99 Год назад

    CM death hela pare

  • @Jitu-k6r
    @Jitu-k6r Год назад

    Amara 5 T sasan para, ethi gariba rahiba.. 😂😂😂MG pandian lokanka tanti chipi Tamilanaadu ku sabu bahi nelani... Navin patnayak ku pandian black male karuchi navin patnayak pakha re jau jhia ta achi taku nei...

  • @rabindrakarmi4676
    @rabindrakarmi4676 Год назад

    Tu dhana kisam kuhana.tume kebe chasa karithila ki Mishra babu

  • @rbmahakhud6144
    @rbmahakhud6144 Год назад

    Training deba ki

  • @BiswajitDas-gt3my
    @BiswajitDas-gt3my Год назад

    25 barsha sarkar navin muka sarkar u pandiyan koti pati babi das ku pachara kahibe

  • @biranjisahoo5875
    @biranjisahoo5875 Год назад

    ସରକାର ଖାଲି ଚାକରିଆ ମାନଙ୍କ ର ଦର ବୃଦ୍ଧି କରିବା ଜାଣିଛନ୍ତି