Sir pranam Kendra re vupindar babu odisare manmohan babu bjp savapati heba thik heba. Kintu jehetu. Dharmendra babu jehetu odisa mnu jane odisa hoithibaru odisa nka prati Mora Prema rahuchi jadi huanti bahut khusi lagiba kintu vupindara babu. Duiti. Rajya ku jitaithibaru se hakdar nyaya drustiru. Jay jaganath
What happened to the general public whoever may be the BJP president.Why are you giving 3rd grade news to the Odisha people.Pl be a responsible and people interested journalist.
☀️ଭୂପେନ୍ଦ୍ର ସାର୍ ବିଜେପି ରାଷ୍ଟ୍ରୀୟ ସଭାପତି ହେଲେ ବହୁତ ଭଲ...👍💐💐💐🌹🌹🌷🌷🌸🌸🏵️🌋🌋🌋🌋🌋🌋🌋🌋🌋🌋🌋🌋
ନବିନସାର୍ ଆଜିର ବିଶ୍ଳେଷଣ ଟି ଆଧାରହୀନ, ବିଭ୍ରାନ୍ତ ସ୍ରୂଷ୍ଟୀକାରୀ, ଭୁଲ ଆକଳନ କାରୀ ଅଟେ। ଆପଣ ସବୁେବେଳ ଧର୍ମେନ୍ଦ୍ର ପ୍ରଧାନ କୁଂ ନିୟୁନ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଉପରେ ଉପରେ ବାଧ୍ଯ ବାଧକତାରେ ତାଂକୁ ପ୍ରଶଂସା କରନ୍ତି। ଯାହାହେଉ ବିଳଂବରେ ହେଲେ ମଧ୍ଯ ହରିୟଣା ବିଜୟ ପାଇଁ ଶେଷରେ ଧର୍ମେନ୍ଦ୍ର ପ୍ରଧାନ କୁଂ ଶ୍ରେୟ ଦେଲ। ଓଡିଶା ଓ ମେଂଟ ବିଷୟ ରେ ଆପଣଙ୍କ ବିଶ୍ଳେଷଣ ବଡ ଅଜବ ଓ ବିଭ୍ରାନ୍ତ ସ୍ରୂଷ୍ଟୀକାରୀ କାହିଁକି ନା ମେଂଟ ପାଇଁ ବିଜେପି ନେତାମାନେ ନୁହଁ ସୂୟଂ ନବିନ ବାବୁ ମୋଦିଙ୍କୁ ପ୍ରସ୍ତାବ ଦେଈ ଥିଲେ ଯାହାର ଗୁମର ଭାରତର ବିଶିଷ୍ଠ ସାଂବାଦିକ ରାଜ ଦୀପ ସରଦେଶାଇ ଖୁଲାସା କରିଛନ୍ତି। ଦିତୀୟ ରେ ମନମୋହନ ସାମଲଙ୍କୁ ଆପଣ ଯେଉଁ ଟେକି ଧରିଛଂତି ତାର କିଛି ମୁଲ୍ଯ ନାହିଁ ଯିଏ ନିଜର ବିଧାନସଭା ଆସନକୁ ବଂଚାଇ ପାରିଲେ ନାହିଁ ସେ ପୁଣି ବଜେପି କୁ ଓଡିଶା ରେ ଜିତାଇଛଂତି ବୋଲି ଆପଣ ଡିଡିଂମ ପିଟୁଛନ୍ତି। ଓଡିଶା ରେ ବିଜେପି ବିଜୟ ପାଇଁ ଧର୍ମେନ୍ଦ୍ର ପ୍ରଧାନ କଂ ରଣନୀତି ଦାୟୀ କାହିଁକି ନା ଧର୍ମେନ୍ଦ୍ର କୁଂ ହରାଇବା ପାଇଁ ନବିନ, ପାଂଡିୟାନ, ବବି ଦାସ ସଂପୂର୍ଣ ବିଜେଡି ଦଳ ଲାଗିପଡିଥିଲେ ତା ସତ୍ୟେ ନିଜ ନିର୍ବାଚନ ମଂଡଳୀ ହୋଇ ନଥିଲେ ମଧ୍ଯ ଧର୍ମେନ୍ଦ୍ର ବିପୁଳ ଭୋଟରେ ବିଜୟଲାଭ କରି ସମଗ୍ର ଓଡିଶା ରେ ବିଜେପି ଷ୍ଟାର ପ୍ରଚାରକ ହୋଇ ସମସ୍ତ ପ୍ରାଥୀ କଂ ବିଜୟ ପାଇଁ ଅହରହଃ ପରିଶ୍ରମ କରିଥିଲେ। ଧର୍ମେନ୍ଦ୍ର ପ୍ରଥମକରି କହିଥିଲେ ଯେ ଓଡିଶା ରେ ବିଜେପି ଶାଶନ କରିବ ଏବଂ ଲୋକସଭା ରେ ୨୧ ରୁ ୨୧ ସିଟ୍ ଜିତିବ। ଆଉ ରହିଲା ରାଷ୍ଟ୍ରୀୟ ସଭାପତି ରେସ୍ କଥା ଏହି ରେସ ରେ ଧର୍ମେନ୍ଦ୍ର ସଭାପତି ହେବା ନ ହେବା କିଛି ଫରକ ପଡେନି କାରଣ ଧର୍ମେନ୍ଦ୍ର ଉଭୟ ସରକାର, ଦଳ, ଓ ସଂଗଠନର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ଯ ଏଥିରେ ଆପଣ କଂ ସାର୍ଥୀଫିକେଟ ଦରକାର ନାହିଁ। ଓଡିଶା ରେ ମଧ୍ଯ ଉଭୟ ସରକାର, ଦଳ, ସଂଗଠନ ଧର୍ମେନ୍ଦ୍ର କଂ ନିୟନ୍ତ୍ରଣ ରହିବ। ଏଥି ରେ ମନମୋହନଙ୍କ କଛି ରୋଲ୍ ନାହିଁ।
JAI JAI SHREE JAGANNATH. 1 ଓଡିଶା ରେ ମନଭୋହନ ଭଲ ନାହିଁ ଯଦି ଅପରାଜିତା ଭାଜପା ସଭାପତି ହେବା ଭଲ ହେବ। 2. ଭରତରେ ବଜେପି ସଭାପତି, ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତି ଭଲ ହେବ।😢
ଆପଣଙ୍କର ବିଶ୍ଳେଷଣ ଅତି ଚମତ୍କାର,ଧନ୍ଯବାଦ।
ଧର୍ମେନ୍ଦ୍ର ଆଜ୍ଞା 🙏🙏
ଅତି ଚମତ୍କାର ଅପିଶୋର୍ଡ ଆଜିର ଖୁବ୍ ଭଲ ଲାଗିଲା, ମନମୋହନ ସାମଲ ଜଣେ ଅତି ନିଷ୍ଠାପର ଓ ଧାର୍ୟ ବାନ୍ ଲୋକ ଜୟ ଶ୍ରୀ ରାମ
ଆପଣ ଜୟ ନାରାୟଣ ମିଶ୍ର କୁ ଜୟନାରାୟଣ ମହାନ୍ତି କହିଛନ୍ତି.
Jay Jagannath sir namaskar excellent news . Jay bjp 🙏🙏
ମନମୋହନ ସାମଲଙ୍କୁ ପୁଣି ରାଜ୍ୟ ସଭାପତି କରା ଯାଉ.
Bhupendra singh is right fit for the president's position. A very hard task master..
ଭୂପେନ୍ଦ୍ର ଯାଦଵ ହେଲେ ଭଲ ହେବ 🎉
Dharmendra odisha ru hatile bhala heba
I hope bhupendra yadav.
ଜୟ ଶ୍ରୀ ଜଗନ୍ନାଥ 🙏🌹।
ଧାମେନ୍ଦ୍ର ପ୍ରଧାନ ହେଲେ ବିଜେପି ଆଉ ଆଗେଇବନାହିଁ ତାଙ୍କୁ ଲୋକେ ସମର୍ଥନ karibe😂ନାହିଁ.. ଭୁପେନ ଯାଦବ ହେବା ଉଚିତ. ଧର୍ମେନ୍ଦ୍ର ପ୍ରଧାନ ହେଲେ. ନବୀନ ଙ୍କୁ ସମର୍ଥନ କରିବେ. ତାଙ୍କର ଆଶା ଓଡ଼ିଶର ମୁଖ୍ୟମନ୍ତ୍ରୀ ହେବାକୁ. ସେ ନବୀନ ଙ୍କୁ ସପୋର୍ଟ କରିବେ
ସମୀର ମହାନ୍ତି ଓ ଗୋଲକ ମହାପାତ୍ର ମାନ୍ଦା.
Jayanarayan Mishra
Manamohan Samal maybe next president.
ମୋ ମତରେ ଓଡିଶା ପାଇଁ ମନମୋହନ ଠିକ ଆଉ ରାଷ୍ଟ୍ରପାଇଁ ଧର୍ମେନ୍ଦ୍ର ପ୍ରଧାନ ଠିକ ନୁହେଁ ହଁ ଯଦି ମୋଦି ଚାହିଁଲେ ହେବେ କିନ୍ତୁ ଦୁଇ ଦୁଇ ଥର କେନ୍ଦ୍ର ମନ୍ତ୍ରୀ ହୋଇ ଓଡିଶା ପାଇଁ କଣ କରିଛନ୍ତି କେତେଟା କେନ୍ଦ୍ରୀୟ ବିଦ୍ୟାଳୟ ନୂଆ କରିଛନ୍ତି ହଁ ରେଭେନ୍ସା କଲେଜ ର ନା ଟା ବଦଳି ଯିବାଟା ଚାହୁଁଛନ୍ତି
Dharmendra Sir should be the Party President❤❤❤
ଯିଏ ଓଡିଶା କୁ ଜିତେଇ ପାରିନାହାନ୍ତି, ସେ ହରିଆଣାକୁ କଣ ଜିତେଇଥିବେ, ସେଠି ଶ୍ରେୟ ସଂଘକି ଅଟେ,
Prithviraj harichandan odisha bjp president ଭଳ ହୁଅନ୍ତା
ଓଡିଶାକୁ ଲୁଟିବା ବହୁତ ସହଜ ତେଣୁ ଫୋକସ ରେ ରହିବା ସ୍ୱାଭାବିକ l
ବିଜେପି ରାଷ୍ଟ୍ରୀୟ ଅ ଧ୍ୟକ୍ଷ ଅପେକ୍ଷା ଓଡିଶା ର ବିକାଶ ପାଇଁ ଧର୍ମେନ୍ଦ୍ର ଙ୍କ ଶିକ୍ଷା ମନ୍ତ୍ରୀ ପଦ ଅଧିକ ଆବଶ୍ୟକ କାରଣ ଶିକ୍ଷା ଆଜି ବେପାର ସର୍ବସ୍ୱ ହୋଇଛି l ଅଚ୍ୟୁତ ସାମନ୍ତ ଭଳି ସୁବିଧା ବାଦୀ କୀଟ ପରି ଅନୁଷ୍ଠାନ ର
ଜଙ୍ଗଲ ଜମି ହଡପ ଚିନ୍ତା ର ବିଷୟ l
ଭୁପେନ୍ଦ୍ର ଯାଦବ ହିଁ ହେବେ ।ବହୁତ କାରଣ ରହିଛି ।ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯୋଗ୍ୟତା ଉପରେ ଆଞ୍ଚ ଆସିଛି ପରୀକ୍ଷା ପ୍ରଶନ ର ଲିକେଜ କୁ ନେଇ ।ସମଗ୍ର ଭାରତରେ ଶିକ୍ଷିତ ମହଲରେ ଧର୍ମେନ୍ଦ୍ର ବାବୁ ଙ୍କ ଚେହେରା ମଳିନ ହେଇଛି ।ଲେଖି ରଖନ୍ତୁ ,ଭୁପେନ୍ଦ୍ର ଯାଦବ ହେବେ ।ଓଡ଼ିଶାର ମନମୋହନ ଙ୍କ ଚରିତ୍ର ଉପରେ ମହିଳା ମାନେ ନାକ ଟେକନ୍ତି ଏଣୁ ମୋର ମତ ରେ ଜୟନାରାୟଣ ମିଶ୍ର ହିଁ ଦକ୍ଷ ସଭାପତି ।ତେବେ କ ଉ ର ବ ଗୋଷ୍ଠୀରେ ଦୂର୍ଯ୍ୟୋଧନ ଙ୍କ ନିଷ୍ପତ୍ତି ସରବମାନ୍ୟ ଏଣୁ ସେଠାରେ ଭୀଷ୍ମ ,ଦ୍ରୋଣାଚାର୍ଯ୍ୟ ,ଙ୍କ କଥା କିଏ ପଚାରେ ।ତେବେ ଗୋଲକ ମହାପାତ୍ର ଙ୍କ ଆଲୋଚନା ହୁଏ ।ମନମୋହନବାବୁ ଉପ ରାଜ୍ୟପାଳ ପାଇଁ ଠିକ୍ ।ବଡ଼ ପ୍ରଦେଶ ପାରିବେ ନାହିଁ ।ତେବେ ଆଗକୁ କ ଉ ର ବ ଙ୍କ ନିଷ୍ପତିରେ ଶକୁନି ମାମା ଙ୍କ ମୋହର ବାଜୁଛି କି ନା ଦେଖିବାକୁ ବାକି ରହିଲା ।ଭଗବାନ ରାମଚନ୍ଦ୍ର ଆପଣଙ୍କ ମଙ୍ଗଳ କରନ୍ତୁ ।ବିନମ୍ର ନମସ୍କାର ସହିତ ।ଦାଶରଥିରଥ ।ସୋନପୁର ।
ଆପଣ ଓଡ଼ିଆ ଭିଡ଼ିଓ କରୁଛନ୍ତି ବୋଲିକି ପ୍ରଧାନ ଙ୍କ ନା ନେଉଛନ୍ତି ,କିନ୍ତୁ ସିଏ ହେବା ର chance ନାଇଁ
ଧର୍ମେନ୍ଦ୍ର ହେଲେ ଓଡିଶା କଣ ପାଇବ ଲାଭ l
Good news sir
ମହାରାଷ୍ଟ୍ର ନିର୍ବାଚନ ର ଶ୍ରେୟ ଯୋଗୀ ଆଦିତ୍ୟନାଥଙ୍କ ର । ଆଉ କେହି ନୁହେଁ ।8:54
ସାର ପ୍ରଣାମ 🙏🌹
Bhupendra Yadav is the fittest person and pratap sarangi is fit to lead odisha BJP
ସମ୍ବିଧାନର କ୍ଷତ ବିକ୍ଷାତ କଥା କିଛି କହିଲେନି.
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାବୁ ବିଜେପି ରାଷ୍ଟ୍ରୀୟ ସଭାପତି ପାଇଁ ଯୋଗ୍ଯ ବ୍ୟକ୍ତି ଅଟନ୍ତି। ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁ ସେ ଶିକ୍ଷା ମନ୍ତ୍ରୀ ଓ ସଭାପତି ପଦ ଠିକ୍ ଭାବେ ତୁଲାଇ ପାରିବେ ।
Manmohan & Bhupendra
Please say Jaynarayan Mishra instead of Jaynarayan Mohanty
Bhupendra Yadav National BJP sabhapati and Manmohan Samal puni thare Odisha BJP sabhapati padare rahiba uchit 👍👍💯💯
Dharmendra Pradhaan
Aparajita sarangi
Jayanarayan mishra instead of mohanty
Bhupendra
Sir,ପୁରା ଠିକ୍ କଥା କହିଲେ ,,,,,,,,
ଏଠାରେ କେବଳ ମନ୍ମଥ ସାମଲ ହିଁ ଜିଦ୍ ରେ ଥିଲେ bjd ସହ ମେଣ୍ଟ ନ ହେବା ପାଇଁ,,,,,ତାଙ୍କୁ ତ ସାବାସି ଦେବା ନିଶ୍ଚିତ କମ୍ ହେବ,,,,,,
Dharmendra Pradhan will be next Bjp president.
ଜୟ ଜଗନ୍ନାଥ ମହାଶୟ। ଆପଣଙ୍କୁ ଆମେ ମନେ ପକାଇ ଦେଉଛୁ ଯେ, ସେ ସମୟରେ ନିର୍ବାଚନ ପରେ ପରେ ଧର୍ମେନ୍ଦ୍ର ପ୍ରଧାନ ମିଡ଼ିଆ ଆଗରେ ହସ ହସ ବଦନରେ କହିଥିଲେ ," ବିରୋଧ ସରଗଲା। ଆମେ ଉଭୟ ରାଜ୍ୟ ବିଜେଡ଼ି ସରକାର ଓ ଆମ କେନ୍ଦ୍ର ଭାଜପା ସରକାର ମିଳିମିଶି କାର୍ଯ୍ୟ କରିବା। ପୁଣି ନିର୍ବାଚନ ଛ ମାସ ଥିବ ବିରୋଧ କରିବା। "
Bhupendra Ji
Sir,First try to learn about the political map of India. Please don't give wrong information.
ନିଅମ ଅନୁଯାଇ ଜଣେ ବ୍ୟକ୍ତି ୨ ଟି ଅଫିସ ଅଫ profit ରେ ରହିପାରିବେ କି? ଏପଟେ କେନ୍ଦ୍ର ମନ୍ତ୍ରୀ ରହିବେ ସେପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ?
Jay Shree Ram ❤❤❤
Jay sambidhan
DHARMENDRA PRADHAN
ସ୍ବାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ମଝି ମଝି ରେ ୮/୧୦ ବର୍ଷ ଛାଡି ଦେଲେ ହିନ୍ଦୁ ସ୍ଥାନରେ ହିନ୍ଦୁ ମୁଖା ପିନ୍ଧା ମୁସଲମାନ ବଂଶ ହିନ୍ଦୁ ମାନଙ୍କର। ଦୂରଦୃଷ୍ଟି ଅଭାବରୁ ଶାସନ କରୁଥିଲେ । ଏବେବି ସକ୍ରିୟ ଅଛନ୍ତି । ତେଣୁ ସମ୍ବିଧାନ ସଂଶୋଧନ ମୁସଲମାନ ଙ୍କୁ ସୁହାଇଲା ଭଳି ନ କରି କ'ଣ ହିନ୍ଦୁ ଙ୍କୁ ସୁହାଇଲା ଭଳି କରିଥାନ୍ତେ ?
ମନମୋହନ ସାମଲ ଓଡିଶାର ଏବଂ ଭୂପିନ୍ଦର ଯାଦବ କେନ୍ଦ୍ର ରେ ହେଲେ ଭଲ । ଧର୍ମେନ୍ଦ୍ର ଆମ ଓଡ଼ିଆ ପୁଅ ଆମର ଗର୍ବ । ମାତ୍ର ଦେଶକୁ ଆଗ ଦେଖିବାର ଅଛି ।
Dharmendra Pradhan
BJP should make its President from south.
ଧର୍ମେନ୍ଦ୍ରପ୍ରଧାନ ପେସିଡେଣ୍ଟ ହେଲେ ଉତ୍ତମ ହେବ. ଶୀର ପ୍ରଣାମ ଆପଣକୁ. ତେବେ ଶିକ୍ଷ୍ୟା ର ଅବସ୍ଥା ବଦଳି ଯିବା.
Bhupendra ,Devendra, Dharmendra nku Narendra BJP chief karibe Navin.
Gopare badhuchi Kala Kanhai.
bjp ra vvsan
Dharmendra odisha ru jaau.. running a wrong ministry,remote of mohan tv with him
Sir kindly 🙏 make a video on Liku Sahoo and Babi Das case and in detail about Jajpur Politics.
If you want the same then like 👍.
3rd person
Manmohan will be reelected. Due to him bjp formed government
Sir pranam Kendra re vupindar babu odisare manmohan babu bjp savapati heba thik heba. Kintu jehetu. Dharmendra babu jehetu odisa mnu jane odisa hoithibaru odisa nka prati Mora Prema rahuchi jadi huanti bahut khusi lagiba kintu vupindara babu. Duiti. Rajya ku jitaithibaru se hakdar nyaya drustiru. Jay jaganath
What happened to the general public whoever may be the BJP president.Why are you giving 3rd grade news to the Odisha people.Pl be a responsible and people interested journalist.
Jay bjp 🎉🎉🎉😢
Annamalai of T N should be the next BJP president.