Ama bhali manab manankar manabiya Guna ra udreka sahita sarira rupi jiba sata ra bastaba darsana tiku pradana Kari thibaru guruji nku asesa krutagyanta thakuranka sadichha hi Purna heu
Dhanya Bad guruji,,,, Pranam Guruji,, jiban ra prakruta mulya janeile,,, emiti vedio bahut opload karantu,, sansar ku badalei diyantu,,,,,, bahut Khusi lagila dekhiki,,,,, thanks again and again
ମନେୀଜୟୀ ପ୍ରଭୁ 🙏🙏🙏
🙏🙏🕉️🌹❤️
ସପ୍ରେମ ଜୟଜୀବ୍ 🙏❤️🕉️
ସପ୍ରେମ ଜୟଯିବ ମା । 🙏🕉️🌹🪔🌷❤️
ହେ ସଦ ଗରୁ ଆପଣଙ୍କୁ ପ୍ରଣାମ। 🙏🙏🙏
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🌹🕉️
Guru dev pranam sir 🙏🙏🙏
ପ୍ରଣାମ୍ ଆଜ୍ଞା । ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🌹🪔🕉️
ଜୟ ଜଗନ୍ନାଥ। ଜୟ ସଦ୍ ଗରୁ।🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩
🙏🕉️🌹🪔
Bahut sundar 🙏🙏🙏🙏jay sri jagannsth
ଜୟ ଜଗନ୍ନାଥ ଆଜ୍ଞା ।
Bahuta,Sundar,thaty
🕉️🌹🪔
Pranam ji 🙏🕉️🙏
ପ୍ରଣାମ୍ ଆଜ୍ଞା । ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🕉️🌹🪔❤️
Hare Krishna hare Krishna
ହରେ କ୍ରିଷ୍ଣା । 🕉️🌹🪔
ଅତି ସୁନ୍ଦର ଗୁରୁଜୀ ଅତି ସୁନ୍ଦର🎉🎉🎉🎉🎉🙏🙏🙏🪷🪷🪷
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । ହରି ଓମ୍ । 🕉️🙏🌹🪔
Pranam guruji 🙏🙏🙏🙏🙏🌹🌹🌹🌹🌹❤️👌👌
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🕉️🌹🪔❤️
Thanks
Your welcome. 🕉️🌹
Pranam🙏🙏🙏
ପ୍ରଣାମ୍ ମା । 🙏🕉️🌹🪔
Gurujii ptanam for truth knowledge
Welcome and obay the knowledge. 🕉️🌹🪔🌼
ଅତି ସୁନ୍ଦର 🙏 ଅତି ପ୍ରଶଂସନୀୟ ଭିଡିଓ ଗୁରୁଜୀ
Most beautiful 🌹🌹🌹🌹🎉🎉🎉🎉🎉🕉️🕉️🕉️🕉️
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । ହରି ଓମ୍ । 🕉️🙏🌹🪔
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
❤️🌹🕉️❤️🌹
Jay guru dev sata Kati Kati Kati 🙏🙏🙏
ପ୍ରଣାମ୍ ଆଜ୍ଞା । ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । ଏହି କାମେନା ସହିତ ସପ୍ରେମ ଜୟଯିବ ଆଜ୍ଞା । 🙏🕉️🌹❤️
Satgurubhyo Namaha . 🙏🙏🙏🙏🙏🙏🌹🏵🌺🌻🏵
ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🕉️🌹🪔
Hari om 🙏 bahut sundar aau swasta aalochana karuchhanti amiti aagaku aahuri video bananti
ହରି ଓମ୍ ମା । ନିଶ୍ଚୟ । 🙏🕉️🌹🪔
Prabhuji nka padatale mora koti koti pranam
ଗୁରୁଙ୍କ କୃପା ଆପଣଙ୍କ ଉପରେ ଥାଉ ।
Jai jagannath guru ji
Jai Jagannath agya. 🕉️🌹
Guruji pranam good spiritual spee ch
🌹🕉️🌹🪔❤️
ହୃଦୟରୁ ପ୍ରଣାମ୍ ଗୁରୁଦେବ । 🙏🙏🙏🕉️🕉️🕉️🌹🌹🌹🪔🪔🪔
ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🕉️🌹🪔
Ama bhali manab manankar manabiya Guna ra udreka sahita sarira rupi jiba sata ra bastaba darsana tiku pradana Kari thibaru guruji nku asesa krutagyanta thakuranka sadichha hi Purna heu
🕉️🌹🙏
Thanks with regards Guruji.
🌹🕉️🌹🪔
Want next episode, please guru swami.
Episode - 3 already uploaded sir. 🕉️🙏🌹
Dhanya Bad guruji,,,, Pranam Guruji,, jiban ra prakruta mulya janeile,,, emiti vedio bahut opload karantu,, sansar ku badalei diyantu,,,,,, bahut Khusi lagila dekhiki,,,,, thanks again and again
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🌹🕉️🌹🪔
🙏💥ଗୁରୁବ୍ରହ୍ମ ମହିମା ଅଲେଖ ଶରଣଂ💥🙏
ଗୁରୁବ୍ରହ୍ମ ମହିମା ଅଲେଖ ଶରଣମ୍ ଆଜ୍ଞା । 🙏🙏🙏🕉️🕉️🕉️🌹🌹🌹❤️
Gurudev pranam
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । 🙏🕉️🌹🪔
Amku.gyianadeuthibaru.apankudhanyia.baad❤🎉
ଧନ୍ଯବାଦ ଆଜ୍ଞା । 🌹🕉️🌹
Guruhari saranam Mahaprabhu. 🙏🙏🙏🙏🙏💓💓💓💓
🙏🙏🙏🕉️🌹🪔❤️
ପ୍ରଣାମ ମହାଶୟ। ଦିତୀୟ ଭାଗ ଦେଖିଲି, ଏଠି ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। କୁହାଗଲା ଭଗବାନ ଭକ୍ତ ଜନ ଙ୍କ ପୀଡ଼ା ପଲ୍ ମେ ଦୂର କରେ। ପୁଣି ପ୍ରଶ୍ନ ଉଠିବ ଏ ଭକ୍ତ କିଏ ଏବଂ ପୃଥିବୀ ରେ କେତେ ଜଣ ଭକ୍ତ ଅଛନ୍ତି। କୋଟିଏ ରେ ଜଣକ ରେ ଈଶ୍ୱର ଙ୍କ ଠୀ ଶ୍ରଦ୍ଧା ସୃଷ୍ଟି ହୁଏ। ଏଭଳି କୋଟିଏ ବ୍ୟକ୍ତି ମଧ୍ୟ ରେ ଜଣେ ଭକ୍ତ ହେବାର ସମ୍ଭାବନା ଥାଏ। ତେବେ ପୃଥିବୀ ରେ କେତେ ଭକ୍ତ ଥିବେ ଆଙ୍ଗୁଳି ରେ ଗଣା ଯାଇ ପରେ।
ଭଗବତ ଗୀତା ୭.୧୬ ରେ କୁହାଗଲା ୪ ପ୍ରକାର ବ୍ୟକ୍ତି ଈଶ୍ୱର ଙ୍କୁ ଭଜନ କରନ୍ତି, ଆର୍ତ୍ତ, ଜିଜ୍ଞସୁ, ଜ୍ଞାନୀ ଓ ଅର୍ଥାର୍ଥି। ତେବେ ଏମାନଙ୍କୁ ଈଶ୍ୱର ଉଧାର କରନ୍ତି ନାହିଁ।
ବିଷ୍ଣୁ ଙ୍କ ଗୋଟିଏ ନାମ ଆର୍ତ୍ତତ୍ରାଣ ଏବଂ ଶରଣପଞ୍ଜର ତେବେ ଶରଣ। ପନ୍ନ ଙ୍କୁ ବି ରକ୍ଷା କରନ୍ତି ନାହିଁ ବୁଝା ପଡ଼ିବ, ଯାହା 21.45 ରେ ଯାହା କୁହା ଗଲା।
ଦୟା କରି ସନ୍ଦେହ ଦୂର କରନ୍ତୁ।
🙏🙏🙏
ପ୍ରଣାମ୍ ଆଜ୍ଞା । କର୍ମଫଳ ସିଦ୍ଧାନ୍ତକୁନେଇ ଶରୀର ପାପ ପୁଣ୍ୟରୁପି ସୁଖଦୁଖକୁ ଏଇଠି ଅନୁଭବକରୁଥାଏ । ଜଣଙ୍କ କର୍ମଫଳ ଅନ୍ୟଙ୍କୁ transfor କରାଜାଇପାରେନାହି , ଏହା ପ୍ରକୃତିର ନିୟମ । ତେଣୁ ଅନ୍ୟଙ୍କୁ ପରଖିବା ଛାଡବ୍ଥୁ , ନିଜେ ଭଲହେବାପାଇ, ଭକ୍ତ ହେବାପାଇ ପ୍ରୟସକରନ୍ଥୁ ଲାଭାନ୍ମିତହୋଇପାରିବେ । ଜେପରୈ ନିଜେ ଖାଇଲେହି ନିଜର ଭୋକ ମିଟିବ ଅନ୍ୟର ଖାଇବାକୁ ପରଖିଲେନୁହେ। ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ ଏହି କାମେନା ସହିତ ପ୍ରଣାମ୍ ।
@@tatwamuhi3460 ପୁନର୍ବାର ଉତ୍ତର ଦେବା ପାଇଁ ଧନ୍ୟବାଦ୍। ଆପଣ ଲେଖିଛନ୍ତି ଜଣକ କର୍ମ ଅନ୍ୟ ଜଣକୁ transfer କରାଯାଇ ପାରେନି। କିନ୍ତୁ ମୋର ଅନୁଭୂତି ରେ ଏ ହୋଇ ପରେ ଏବଂ ସମ୍ଭବ, ଦୟା କରି ମନୁଶୃତି ରେ ଏ ବିଷୟ ବର୍ଣ୍ଣିତ ଅଛି।
କିନ୍ତୁ ଆପଣ ମୋର ମୂଳ ପ୍ରଶ୍ନ ର ଉତ୍ତର ନ ଦେଇ ଅନ୍ୟ ବିଷୟ ନେଇ ଆଣିଲେ। ୟା ଦ୍ଵାରା ଶଙ୍କା ଦୂର ହେଲା ନାହିଁ।
ପୂର୍ବ ଭିଡିଓ ଟି ଉପରେ ମଧ୍ୟ ୟାହା କହିଥିଲି , କେବଳ କଥା କହିଲେ ତାହା ଥିଓରୀ ବା ଗପ , practical ବିନା ୟେ ବ୍ୟର୍ଥ ଲୋକଙ୍କୁ ଠକିବା କଥା। ବିଶେଷ କରି ସରଳ ବିଶ୍ବାସୀ ଲୋକେ ଠକି ଯିବେ। ଏଠାରେ କହି ରଖେ ମୁ କାହାରିକୁ ପରଖୁ ନାହିଁ, କିନ୍ତୁ ଅଭିଜ୍ଞତା କିଛି କଥା ଜଣାଇ ଦିଏ।
ସାଧୁ ଓ ସତ୍ ଜନ ସିଧା ଓ ସରଳ କହନ୍ତି। କିନ୍ତୁ ପରନ୍ତୁ, ଗୋଲ ଗୋଲ କଥା ସାଧୁ ଙ୍କ ଲକ୍ଷଣ ନୁହେ।
ଲାଭ କ୍ଷତି ୟାହ। ବ୍ୟାପାର ର ଭାଷା ଓ ଅଧମ ଈଶ୍ୱର ଙ୍କ ସହ ବ୍ୟାପାର କରି ନାହିଁ। ଆପଣ ନିଜେ ଖାଇଲେ ଭୋକ ଯିବା କଥା ଲେଖି ଛନ୍ତି, ୟା ର ବିପରୀତ ଅଭିଜ୍ଞତା ମଧ୍ୟ ଅଧମ ର ଦୈବ ଯୋଗ ରେ ହୋଇଚି।
ଦୟା କରି ମୂଳ ପ୍ରଶ୍ନ ଉପରେ ସିଧା ଉତ୍ତର ଦିଅନ୍ତୁ।
Joyyyyyy shree Guru Gobind Aya namah
ଏଠାରେ, ଆର୍ତ୍ତତ୍ରାଣ ଅର୍ଥ ଆରତ ଜନଙ୍କୁ ରକ୍ଷା କରନ୍ତି, ଉଦ୍ଧାର କରନ୍ତିନି l ଉଦ୍ଧାର କରିବା ଅର୍ଥ ମୋକ୍ଷ l ତାରଣ କରିବା ଅର୍ଥ, ବିପଦରୁ ବଞ୍ଚେଇ ଦେବା l🙏😊🎊
Ai satya jibanar satya
🌹🕉️🌹❤️
Very good discussion sir what is your name
Stay blessed. Tatwa Muhi.
ହେ ମହାଭାଗ ଅନନ୍ତ କୋଟି ଆପଣ ମାନଂକୁ ଅତି ସରଳ ସ୍ପଟ୍ ଭାବରେ ବଉଝଆଉଛନ୍ତି 🙏🌹🙏
ପ୍ରଣାମ୍ ମା । 🙏🕉️🌹🪔❤️
Sir Kali new video asiba ki nai part 3
ଆଜ୍ଞା ଆସନ୍ତା କାଲି 06- 09 - 23 at - 07: 00 AM ରେ ଦେଖିପାରିବେ ।
Guruji long vedio karantu,,,, sunile bi saribani,,,,,
ଆଜ୍ଞା ନିଶ୍ଚୟ । 🕉️🌹
ଦିବ୍ୟ ମହାତ୍ମା ଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ ଏ ଦିବ୍ୟ ତତ୍ୱ ଜ୍ଞାନ ଚର୍ଚ୍ଚା ଦ୍ଵାରା ଆମପରି ଯିବ ମାନଙ୍କର ମାନବ ଜୀବନ ସ୍ୟାର୍ଥକ ହେବ 🙏🙏🙏🙏🙏
ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ ଏହି କାମେନା ସହିତ ସପ୍ରେମ ଜୟଯିବ ଆଜ୍ଞା । 🙏🙏🙏🕉️🌹
ପ୍ରଭୁଙ୍କର ପଦ୍ମ ପାଦ ତଳେ କୋଟି ପ୍ରଣତି। ଏହି ସତସଙ୍ଗ ରୁ ଆମେ ଅନେକ କିଛି ତତ୍ତ୍ଵ ମୂଳକ ଜ୍ଞାନ ଜାଣିବାକୁ ପାଇଲୁ।
ଗୌତମବୁଦ୍ଧ ଙ୍କ ଠାରୁ ଆରମ୍ଭ କରି ଚୈତନ୍ୟ ମହାପ୍ରଭୁ ଏବଂ ତାପରେ ମଧ୍ଯ ଆସୁଥିବା ପ୍ରଚାରକ ବା ଭକ୍ତ ନିଜ ଭିତରେ ପରିପୂରକ। ସମସ୍ତେ ଆଧ୍ୟାତ୍ମିକତା ର ଗଭୀର ଜ୍ଞାନ କୁ ସରଳିକୃତ କରି ଆମ ସମସ୍ତିଙ୍କ ପାଖରେ ଉପସ୍ଥାପନା କରିଛନ୍ତି। 🙏🙏🙏
ମନଜ୍ ଭାଇ ପ୍ରଣାମ୍ । ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ ଏହି କାମେନା ସହିତ । ଜୟ ଜଗନ୍ନାଥ ଆଜ୍ଞା । 🙏🕉️🌹❤️🪔
ଧନ୍ୟବାଦ ପ୍ରଭୁ, ଜୟ ଜଗନ୍ନାଥ 🙏
ପ୍ରକୃତ ସତ୍ୟ ଜ୍ଞାନସାମମନା ଆଣିଥିବାରୁ ଏ ଅଜ୍ଞାନ ମଣିଷ ଯଦି ମୁକ୍ତିର ସନ୍ଧାନ ପାଏ ସପ୍ରେମ୍ ଜୟଜୀବ🙏🙏🙏🙏🙏🙏🙏🙏🙏🚩🚩🚩🚩❤❤❤
ସପ୍ରେମ୍ ଜୟ ଜୀବ ଆଜ୍ଞା । 🙏🕉️🌹🪔❤️
What is guru deba s name
Bhopalji Dass Maharaj. 🕉️🌹
ପରମବ୍ରହ୍ମ ସ୍ୱରୁପାୟ ଶ୍ରୀ ଗୁରଦେବ ଙ୍କ ଚରଣାବିନ୍ଦରେ କୋଟି କୋଟି ପ୍ରଣାମ। 🌺🌸🌺🙏
🌹🕉️🌹🪔
ଆପଣମାନଙ୍କର ସତ୍ୟପ୍ରତି ନିଷ୍ଠା ଏବଂ ସତ୍ୟର ନିର୍ଭିକ ପ୍ରଚାର ପ୍ରସାର ପାଇଁ ଯେଉଁ ପ୍ରଚେଷ୍ଟା ତାହା ଧନ୍ୟବାଦହଃ ତଥା ଚିର ବନ୍ଦନୀୟ 🌷🙏🙏 ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ 🌷🙏🙏 ସପ୍ରେମ ଜୟଜୀବ 🌷🙏🙏
ଗୁରୁଦେବଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । ସପ୍ରେମ ଜୟଯିବ ଆଜ୍ଞା । 🙏🕉️🌹🪔
Pppp
Gurunka kahibaku diantu,apna disturb kahinki karuchhanti.
Udeshya disturb kariba nuhe agya . Jeunti adwaitaku dwaita rupare byalhya karusanti seti adwaita rupare barnana karibara prayasa sarajaimchi .
Thank you sir. 🕉️🌹
ଗୁରୁଜୀ ମୋର ଗୋଟେ ପ୍ରଶ୍ନ ଆମେ ଜନ୍ମ ହେଲା ସମୟରେ ଆମେ ମାତା ହରଣ କରିକି ଆସିଛୁ ଏ ଦୁନିଆକୁ ଏଇ ଉପରେ ମତେ ଗୋଟେ ଉତ୍ତର ଦିଅନ୍ତୁ ଗୁରୁଜୀ 🙏🙏🙏🙏
ମାତ୍ରୁହରଣ୍ କଣ ବୁଝିହଉନି ଆଜ୍ଞା ।
ବହୁତ କଥା ଲୋକ କୁହନ୍ତି ଯେ ଆମେ ମାକୁ ହରଣ କରୀକିଆସିଛୁ plz ଗ୍ରୁରୁଜି କୁହନ୍ତୁ 🙏🙏🙏jay sri ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ।
🌺🪷🙏🙏🌺🪷🙏🙏🚩🚩🙏🙏
🙏🙏🙏🕉️🌹
Jai jagannath 🙏🙏🙏🌷
ଜୟ ଜଗନ୍ନାଥ ଆଜ୍ଞା । 🙏🌹🪔🕉️