Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
I hope it will be beneficial for socioeconomic development in rural sector
Thank you
ଆପଣ ବହୁତ ଭଲ କଥା କହିଲେ ହେଲେ ତାହା ସଫଳ ହୋଇ ପାରୁନି 🙏
ମୁଁ IFS ଯୋଜନା ପାଇଅଛି ଆଉ ମୁଁ ଏହି ବର୍ଷ ଓଡିଶା ସରକାର ତରଫରୁ ରାଜ୍ୟ ସ୍ତରୀୟ ସନ୍ନମାନିତ ହୋଇଅଛି 🙏
ଆପଣଙ୍କ ମୋବାଇଲ ନମ୍ବର ଦେବେ କି?
Congratulations sir
Bhai apananko number diantu
Very good ❤❤
Very nice your video sir mate Kichi Katha janibar sijag miluchi jay Kishan jay bharat
Namaskar sirApananka vedio bahut bhala lagila
ଭିଡେଓ ଆପଣଙ୍କ ଅତି ସୁନ୍ଦର ଅଟେ
ଧନ୍ୟବାଦ ସାର 🙏🙏🙏🙏🙏
କୃଷି ଅଧିକାରୀଙ୍କୁ ଏ ବିଷୟରେ ନପଚାରିଲେ ଭଲ..... ଉତ୍ତର ପାଇବେ, ସୋସିଆଲ ମିଡିଆରେ ଦେଖିକି ଯୋଜନା ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ କାରଣ ସେମିତି କୌଣସି ଯୋଜନା ନାହିଁ.....
ତାଙ୍କୁ guideline ମାଗନ୍ତୁ ବା RTI ରେ Guideline ର copy ମାଗନ୍ତୁ।ସେଥିରେ ସମ୍ପୂର୍ଣ ତଥ୍ୟ ଅଛି।ସେହି guideline ଆଧାରରେ video ପ୍ରସ୍ତୁତ ହୋଇଛି।
ବହୁତ ଭଲ
ଯୋଜନା ମାଳ ମାଳହେଲେ ଏ ସବୁ ଦୁର୍ବଳ
Sir bins chasa upare gotia video karantu... please
Sar mycore sara pana fashalara sodisha pidiya ra mishaike matera pryaga kala vala haba
Integrated farming systems 4 technology 1. Reduce 2. Recycle3. Rescue 4. Recovery
@@krushisampada Sir I have an interview today regarding on Integrated farming.....I saw your video before attending the interview...Thank you
Namaskar agyan chheli chasha re kete subsidy miluchi
Paisha paiba pain kete dinaa lagi thae
Sir peanut upare video karantu
Sir, jaga lease nele sarakari subidha milipaariba ki
ନା ନିଜ ନାମରେ ଜାଗା ଥିବା ଉଚିତ୍
ସାର୍ ଆମର ଗୋଟିଏ ପୋଖରୀ ଅଛି । କିନ୍ତୁ ସେ ପୋଖରୀରୁ ଜଣଙ୍କ ର ଭାଗ ପଡିଲା । ତାଙ୍କର ଏକ ଭାଗ ଆମର ତିନି ଭାଗ ଆମେ ସେ ତିନି ଭାଗ ଟିକୁ ମଝିରେ ମାଟି ବନ୍ଦ ଦେଇ ମାଛ ଚାଷ କରିଲୁ କିନ୍ତୁ ବର୍ଷା ଦିନେ ବନ୍ଦ ବୁଡ଼ି ଯିବାରୁ ମାଛ ସବୁ ତାଙ୍କ ପଟକୁ ପଳାଇ ଗଲେ । ଫଳରେ ମାଛ ଚାଷ ବନ୍ଦ କରିଦେଲୁ ଏ ଭିତରେ ପାଞ୍ଚ ବର୍ଷ ବିତିଗଲାଣି ପୋଖରୀ ରିଟି ପରିତ୍ୟକ୍ତ ଅବସ୍ଥାରେ ପଡିଛି ।ବର୍ତ୍ତମାନ ଆମେ ଚାହୁଁଛୁ ଯଦି ସରକାରଙ୍କ ସହାୟତା କରନ୍ତି ତାହା ହେଲେ ଆମେ ପୁନର୍ବାର ବନ୍ଧଦେଇ ଆମେ ମାଛ କରନ୍ତୁ ।ବକ୍ଲ ଅଫିସର କହୁଛନ୍ତି ଆମ ପାଖକୁ ସେମିତି କିଛି ଖବର ଆସିନି
Dhanyawad sir
Sir, election bela aasile sarakar amiti gudiye jojana tayar kare, kintu ahisubidha sabu netta manak pain, gotia sadharan loka pain ahaa kebal swapn,,,,
Very good information sir 🙏
Jay Jagannath
Jay jagannath
Jay kisan
ଜୟ ଜଗନ୍ନାଥ
Thanks so much👌👌👌👌👍
Welcome
Sir solar pump kemiti paebi kuhantu
Go sugam ରେ online ଆବେଦନ କରନ୍ତୁ
Pond nahi kana kale IFS sahayata miliba
1ଏକର ଜମି ଥିବା ଦରକାର। ଚାଷ ସହିତ ଗୋପାଳନ, ଛେଳି, ମହୁ ଚାଷ , ଜିଆ ଟାଙ୍କି ଇତ୍ୟାଦି କରିବାକୁ ଆଗ୍ରହୀ ଥିଲେ ବ୍ଲକ୍ କୃଷି ଅଧକାରୀ ଙ୍କ ପାଖରେ ଆବେଦନ କରନ୍ତୁ।
Sir mu aapanaku sms karuchi au mo baigana gachare amti houchi ki medicine debi
Janhi chasa bisayare video banantu.
Sir Namaskar
ନମସ୍କାର
Sir muga chasa bisayare kahibe
Solar pump system kimchi achiki
Sir ପାନ ଚାଷ ଉପରେ କିଛଇ କହିଲେ ଭଲ ହୁଅନ୍ତା.... ପାନ ଚାଷ ର କି କି ସାର ପିଡିଆ ବ୍ୟବହାର ହବ ଇଦ୍ୟାଦି
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ସାର୍ ଜମି ଲିଜ୍ ନେଇ ସମନ୍ୱିତ ଫାର୍ମିଂ କଲେ ସବ୍ସିଡି ମିଳିପାରିବ କି ?
ନା ନିଜ ନାମରେ ଜମିଥିବା ଉଚିତ୍
Powertiller govt scheme re kemit paee heba kuhantu
3:38
Sir Amr Pokhuri nahi boli afo ifs manakaruchhanti
Block କୃଷି ଅଧକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ।Guideline ବିଷୟ ରେ ଜାଣନ୍ତୁ।
Best video sir
🎉
🙏
Super
Jami bapanka nare achhi heipariba
ନିଜ ନାମରେ ଜମି ଥିବା ଦରକାର।କିମ୍ବା ବାପା ଙ୍କ ନାମ ରେ ଆବେଦନ କରନ୍ତୁ
Super 👌
Mu Ifs re sarakari sahayata paichi
Sir kindly how to apply procedure details
ପଟା ଓ ଆଧାର କାର୍ଡ block କୃଷି ଅଧିକାରୀ ଙ୍କ office ରେ ଦିଅନ୍ତୁ।
ମୁଁ ଆଜି ପ୍ରଜ୍ୟନ୍ତ କିଛି ପାଇନାହିଁ
କିନ୍ତୁ ସରକାରୀ ସହାୟତା ମିଳୁନାହିଁ
Project cost kata achi sir
2.5-3 ଲକ୍ଷ ପର୍ଯ୍ୟନ୍ତ ଅଛି।
ଆମେ ଦି ଜଣ ସରକାରୀ ଚାକିରୀ କରୁଛୁ ଆମେ ଏହା କରି ପାରିବୁ କି?
ହଁ କରି ପାରିବେ
ସବସିଡି ପ୍ରୋଜେକ୍ଟର ଖର୍ଚ ହିସାବ କୁ ନେଇ କରାଯିବା ଦରକାର
ନିଶ୍ଚିତ କୂଷି ଅଧିକାରୀ କୁ ମିସିବି
କେତେ ଟଙ୍କା ସବସିଡି ମିଲିବ ସାର
Vedio ରେ ସମ୍ପୂର୍ଣ ତଥ୍ୟ ରହିଛି
ସାହୁ ଆଜ୍ଞା ନମସ୍କାର 🙏🙏🙏🙏🙏, ଏହି ଜୋଜନା ରେ ମୁଁ ଇଁ ଆବେଦନ କରିଥିନି, ପୋଖରୀ ଛଡ଼ା ମୋର ସବୁ ଅଛେ ସେଥିର୍ ଲାଗି ମର୍ ଟା କାଟି ଦେଲେ,କାଣା କର୍ମୀ ଯେ ଆଏ ଉପେ ଟିକେ ବତଉନ୍ ।
Document ସହ block କୃଷି ଅଧକାରୀ ଙ୍କୁ ଦେଖା କରନ୍ତୁ।Guideline ଅଛି ବିନା ପୋଖରୀ ରେ ମଧ୍ୟ ହୋଇପାରିବ ବୋଲି କୁହନ୍ତି।
Sir last date kebe
March 31
Sir mobile nob price ki je
Sir ଆପଣଙ୍କ no ଦିଅନ୍ତୁ
7008498896
ସାର, ମୁଁ ଏବର୍ଷ ଆଇ. ଏଫ. ଏସ. ପାଇଅଛି। ମୋତେ ୧,୭୭,୦୦୦ ହଜାର ମିଳିଅଛି । ତନ୍ମଧ୍ୟରୁ ପ୍ରଥମ କିସ୍ତି ୧୩,୦୦୦ ଟଙ୍କା ମିଳିଅଛି। ଏବେ ଆଉ କ'ଣ ସବୁ କରିଲେ ମୋତେ ଦ୍ବିତୀୟ କିସ୍ତି ମିଳିବ ? ଜଣାଇବେ ।
Video ରେ ସମସ୍ତ ତଥ୍ୟ ଦିଆଯାଇଛି।
Sir apanka contact number diantu
I hope it will be beneficial for socioeconomic development in rural sector
Thank you
ଆପଣ ବହୁତ ଭଲ କଥା କହିଲେ ହେଲେ ତାହା ସଫଳ ହୋଇ ପାରୁନି 🙏
ମୁଁ IFS ଯୋଜନା ପାଇଅଛି ଆଉ ମୁଁ ଏହି ବର୍ଷ ଓଡିଶା ସରକାର ତରଫରୁ ରାଜ୍ୟ ସ୍ତରୀୟ ସନ୍ନମାନିତ ହୋଇଅଛି 🙏
Thank you
ଆପଣଙ୍କ ମୋବାଇଲ ନମ୍ବର ଦେବେ କି?
Congratulations sir
Bhai apananko number diantu
Very good ❤❤
Very nice your video sir mate Kichi Katha janibar sijag miluchi jay Kishan jay bharat
Namaskar sir
Apananka vedio bahut bhala lagila
ଭିଡେଓ ଆପଣଙ୍କ ଅତି ସୁନ୍ଦର ଅଟେ
Thank you
ଧନ୍ୟବାଦ ସାର 🙏🙏🙏🙏🙏
କୃଷି ଅଧିକାରୀଙ୍କୁ ଏ ବିଷୟରେ ନପଚାରିଲେ ଭଲ..... ଉତ୍ତର ପାଇବେ, ସୋସିଆଲ ମିଡିଆରେ ଦେଖିକି ଯୋଜନା ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ କାରଣ ସେମିତି କୌଣସି ଯୋଜନା ନାହିଁ.....
ତାଙ୍କୁ guideline ମାଗନ୍ତୁ ବା RTI ରେ Guideline ର copy ମାଗନ୍ତୁ।ସେଥିରେ ସମ୍ପୂର୍ଣ ତଥ୍ୟ ଅଛି।ସେହି guideline ଆଧାରରେ video ପ୍ରସ୍ତୁତ ହୋଇଛି।
ବହୁତ ଭଲ
ଯୋଜନା ମାଳ ମାଳ
ହେଲେ ଏ ସବୁ ଦୁର୍ବଳ
Sir bins chasa upare gotia video karantu... please
Sar mycore sara pana fashalara sodisha pidiya ra mishaike matera pryaga kala vala haba
Integrated farming systems 4 technology
1. Reduce
2. Recycle
3. Rescue
4. Recovery